SHAKTIRUPENA SANSTHITA-BADI PALA||GAYAK NRUSINGHA CHARAN HOTA||PART-6

Поділитися
Вставка
  • Опубліковано 5 жов 2024
  • Topic- SHAKTIRUPENA SANSTHITA-ODIA BADIPALA
    Gayak- Yubasamrat Nrusingh charan Hota and Associates
    Bayak- Rabindra Kumar Dash
    Sripalia- Hemant Kumar Nath
    Palia- Suresh Samal, Pabitra Behera
    PART-6
    B R MOVIES
    ଏହି ବାଦୀପାଲା ଗାୟକ ଶିଶିର କୁମାର ପାଢୀ ଏବଂ ଗାୟକ ଯୁବାସମ୍ରାଟ ନୃସିଂହନ ଚରଣ ହୋତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
    ଗାୟକ ଶିଶିର କୁମାର ପାଢୀ ଙ୍କ ପରେ ଗାୟକ ନୃସିଂହ ହୋତା ଙ୍କର ପାଲା ଦେଖିପାରିବେ ଆପଣମାନେ ଗାୟକ ଯୁବାସମ୍ରାଟ ନୃସିଂହ ଚରଣ ହୋତାଙ୍କର ପାଲା ବର୍ତମାନ ଦେଖୁଛନ୍ତି
    --------------------------------------------------------------------------------------------------
    You can watch more Pala videos in these Playlists:-
    ODIA PALA BHAJAN- • ODIA PALA BHAJAN AND SONG .
    ODIA PALA COMEDY- • ODIA PALA COMEDY .
    ODIA PALA ODISHI- • ODIA PALA ODISHI AND C... .
    --------------------------------------------------------------------------------------------------
    ପାଲାର ସଂଜ୍ଞା :-
    ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
    ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
    ---------------------------------------------------------------------------------------------------
    Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
    FOLLOW US ON :-
    UA-cam:- / @brmovies
    Facebook:- / biswaranjan.senapati.399
    Facebook Page:- / brmoviesodia
    Twitter:- / brmovies0101
    Blogger:- brmoviess.blog...
    Website:- brmovies.in
    Click on this link to watch more videos on my related channel Urmi Entertainment:-
    / @urmientertainment
    Also, enjoy more Pala videos on our other channel here-
    / @mamataentertainmentodia
    --------------------------------------------------------------------------------------------------
    COPYRIGHT DISCLAIMER:-
    All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
    --------------------------------------------------------------------------------------------------
    #ShaktirupenaSansthita
    #GayakNrusinghaCharanHota
    #OdiaBadiPala
    #BRMOVIES

КОМЕНТАРІ • 439