ଖ୍ରୀଷ୍ଟ ବିରୋଧୀ ସାବଧାନ! | warning to AntiChristian people in Odisha.

Поділитися
Вставка
  • Опубліковано 29 січ 2025

КОМЕНТАРІ • 411

  • @Jkboysroot
    @Jkboysroot Місяць тому +26

    ପ୍ରାର୍ଥନାରେ ସମସ୍ତେ ଜାଗି ରହିବା, ପ୍ରଭୁଯୀଶୁ ସବୁ ଠିକ୍ କରିବେ , ଆମେନ୍ ।

  • @bhalajinayak2646
    @bhalajinayak2646 Місяць тому +4

    ଧନ୍ୟବାଦ ଭାଇ ପ୍ରଭୁ ତୁମ କୁ ଆଶିର୍ବାଦ କରିଥାନ୍ତି ❤❤❤

  • @Smykisku-2m
    @Smykisku-2m Місяць тому +35

    PRAISE THE LORD 🎉🎉 ଯେତେ ତାଡନା କରିବେ ସେତେ ଖ୍ରୀଷ୍ଟ ଧର୍ମ ବଢିବ 🎉

    • @KalandiNayakCk
      @KalandiNayakCk Місяць тому

      Acha 😂

    • @KalandiNayakCk
      @KalandiNayakCk Місяць тому +1

      Paris the lord hele kn hebe?

    • @sugudasoren1511
      @sugudasoren1511 Місяць тому +1

      Kia kaha ku todini eita bharat barsha ethare somasta jatiro loka achanti jie jou dharmo ku bhala pae sehi dharmare rohi paribo semane hindu loka tankoro dharamo ro koribe taha koribe jahaku jaha pasand taha koriba nihati abasaka.

    • @KalandiNayakCk
      @KalandiNayakCk Місяць тому

      @sugudasoren1511 adiwasi alaga na nai? Au se mane kn pakruta alaga loka hindu tharu ki?

    • @sesapradhan4106
      @sesapradhan4106 Місяць тому

      Aadibasi ..adya kalaru semane nka basa
      Adya kala ...Mahabharat ramayan re madhya semana

  • @sureshharaka7459
    @sureshharaka7459 Місяць тому +17

    ଯେତେ ନିନ୍ଦା ତାଡନା ହେଲେ ବି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧର୍ମକୁ କହ କେହି ନଷ୍ଟ କରି ପରିବେ ନାହିଁ। ଏହା ପରମେଶ୍ବରଙ୍କର ସତ୍ୟ ବାକ୍ୟା ଅଟେ । ପ୍ରଭୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ amen

  • @sagarmallik1035
    @sagarmallik1035 Місяць тому +11

    Jay Jagannath

  • @DipaM-s7r
    @DipaM-s7r Місяць тому +48

    ହାଲେଲୁୟା ଜୟ ଯୀଶୁ

  • @mr_jaga_dada_5537
    @mr_jaga_dada_5537 Місяць тому +25

    ଆରେ ଖ୍ରୀଷ୍ଟ ବିରୁଧି ଭାଈ (ବଞ୍ଚି ଥିବା ଗଛର ଡାଳକୁ ଗୋଟେ କାଟିଲେ ଆହୁରି ଅନେକ ଡାଳ ବାହାରିଥାଏ) କିନ୍ତୁ ମଲା ଗଛରେ ଯେତେ ପାଣି ଢ଼ାଳିଲେବି ପଚିବାଟା ସୁନିଶ୍ଚିତ। ଯୀଶୁ ଜୀବିତ ଅଛନ୍ତି । ରାମ ମରି ଛନ୍ତି

    • @bikashraut645
      @bikashraut645 Місяць тому +4

      Kan swapna re ? 😊 Jisu jibita? Jahara astitwa ra kaunasi archeological evidence nahin 😊

    • @Smykisku-2m
      @Smykisku-2m Місяць тому +2

      @@bikashraut645 ଆରେ ବାବୁ ହିଷ୍ଟରୀ ତମକୁ ଜଣା ନାହିଁ ଆରେ ବାବୁ କେତେ ଶ୍ରେଣୀରେ ପାଠ ପଢୁଛ। ଭାରତରେ archaeological ମିଳିବନି ଇସ୍ରାଏଲ ଦେଶକୁ ପଳା ମିଳିବ ଯାଇକି। ଶ୍ରୀରାମ ଓ ଶ୍ରୀକୃଷ୍ଣ ଙ୍କ archeological ଭାରତରେ evidance ଦିଅ।

    • @bikashraut645
      @bikashraut645 Місяць тому +3

      @Samaykisku-2m Sanatan Samiksha channel ku aasa ram krishna Archeological evidence diajiba live debate re ,,aau tamaku Archeological evidence jaha magili taha bidesh ru hin ate ..Bharat re Jesus ra kuadu aasiba ? Nije ta murkhha bujhibare

    • @Smykisku-2m
      @Smykisku-2m Місяць тому

      @bikashraut645 ନିଜ ମୂର୍ଖତାକୁ ଜଣାଇଲ ତୋ ବାପା ସେଠି archeological ଦବ ହିଷ୍ଟରୀ ହିସାବରେ ନାଇବେ ମୁର୍ଖ ଆଗେ ଭାରତରେ ରାମ ଓ ଶ୍ରୀ କୃଷ୍ଣଙ୍କ ଦିଅ

    • @radhakrishna711
      @radhakrishna711 Місяць тому +2

      ​@@Smykisku-2mhan bhai sepate foreigners Mane hindu culture ku bhalapai bharata asuchanti..thare jai mathura vrindavan dekhi asa ta pare bujhiba... evidence ta tame nijara dei paribani...rama krishna nka kana magucha open debate Kariba janiba... history tume padhiki asa... Poland re christian Mane case harichanti...bhalaki search Kari asa nua nua christian hricha ta...

  • @sirennayak797
    @sirennayak797 Місяць тому +4

    ଯୀଶୁରାଜାଙ୍କର ଜୟହେଉ ! ଆମେନ🙏

  • @mithunkumardigal826
    @mithunkumardigal826 Місяць тому +5

    Thanks you , God bless you bro
    Amen

  • @AbhimanyuKumar-y3h
    @AbhimanyuKumar-y3h Місяць тому +3

    ପିତାମହ ଭୀଷ୍ମ 🚩🚩🚩🙏🙏🙏🙏🙏🥰🥰

  • @namitamantry
    @namitamantry Місяць тому +5

    ବହୁତ୍ ହିଁ ଉତ୍ତମ ଏଵଂ ଅର୍ଥ ପୂର୍ଣ୍ଣ ବାର୍ତ୍ତା ଖ୍ରୀଷ୍ଟିଆନ ଏଵଂ ଅଣ ଖ୍ରୀଷ୍ଟିଆନ ଭାଈ ଓ ଭଉଣୀ ମାନଙ୍କ ପାଇଁ। ଯାହାର ହୃଦୟ ଓ ଜ୍ଞାନ ଅଛି ସେମାନେ ବୁଝି ଯିବେ। ଧନ୍ୟବାଦ୍ ସାର୍ ଏହି ପରି ଏକ ଘଡି ସନ୍ଦି ମୁହୂର୍ତ୍ତରେ ଏପରି ଏକ ଉପମା ଦେଇ ବୁଝାଇଛନ୍ତି।

  • @anvlog1851
    @anvlog1851 Місяць тому +6

    ଜୟ୍ ବିଜେପି

    • @mariyambhuyan3665
      @mariyambhuyan3665 Місяць тому

      ଏଥିରେ ବିଜେପି କୁଆଡୁ ଆସିଛି

    • @mariyambhuyan3665
      @mariyambhuyan3665 Місяць тому +1

      ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶିର୍ବାଦ କରନ୍ତୁ ।

    • @anvlog1851
      @anvlog1851 Місяць тому

      @@mariyambhuyan3665 ଯେମିତି ରାଜ ନୀତି ରେ ଭଗବାନ ଶ୍ରୀ ରାମ ,ଶ୍ରୀ ଜଗନ୍ନାଥ ଆସି ଛନ୍ତି ସେମିତି ବିଜେପି ଆସିଛି

    • @anvlog1851
      @anvlog1851 Місяць тому

      @@mariyambhuyan3665 🙏❤️

  • @RajuMajhi-gm7zw
    @RajuMajhi-gm7zw Місяць тому +12

    ବହୁତ ନିରାଟ ସତ୍ୟକଥା ପ୍ରମାଣ ଦେଲେ,, ଆପଣଙ୍କୂ ଧନ୍ୟବାଦ୍🙏

  • @Vijaya070
    @Vijaya070 Місяць тому +12

    ସନାତନ ଧର୍ମରେ ଯଦି ଏତେ ଶିକ୍ଷିତ ତେବେ ଶିକ୍ଷା ପାଇବା ପାଇଁ କାହିଁକି Christian ଦେଶ କୁ ଯାଇକି ପାଠପଡୁଛନ୍ତି , ଆମ ଭାରତରେ ପଡନ୍ତୁ କାହିଁକି Christian ଦେଶ ମାନଙ୍କରେ ଯାଇକି ପଡ଼ୁଛନ୍ତି। ଖ୍ରୀଷ୍ଟିଆନ ମାନେ ତଃ ମୁର୍ଖ ନା ତମ ହିସାବରେ ଦେଖିଲେ।

    • @queenashiq_
      @queenashiq_ Місяць тому

      ପାଠ କଥା ଛାଡ଼, uk ଆଉ usa ରେ ଅନେକ ଦେଶ ରେ ଓଡ଼ିଶା ଲୋକ ବସତି କରି ରହିଗଲେଣି, କାରଣ ସେମାନେ ଶିକ୍ଷିତ, ଆଉ ଏଠିକା ପରିସ୍ଥିତି ଜଣା ସେମାନଙ୍କୁ ତେଣୁ ସେମାନେ ବିଦେଶ ବାଛୁଛନ୍ତି

    • @Manjushree-t9g
      @Manjushree-t9g Місяць тому

      Jauthi v patha padhile kn hela ki

    • @RajatpravaPradhan
      @RajatpravaPradhan Місяць тому

      Tara kn gala

  • @NatDukan
    @NatDukan Місяць тому +4

    Jay Shree Ram 🙏🙏🙏

  • @sarojkumarmallick4003
    @sarojkumarmallick4003 Місяць тому +9

    ଲିଙ୍ଗରାଜ ବାବୁ ଆପଣଙ୍କ ମତାମତ ପାଇଁ ଧନ୍ୟବାଦ

  • @bhakalutandi8959
    @bhakalutandi8959 Місяць тому +1

    ଆମ ହିନ୍ଦୁ ଧର୍ମ ରେ ନିରାଟ ସତ୍ୟ କଥା ହେଲା,୧, ଅଲେଖ ମହିମା,୨, ଗାୟତ୍ରୀ ଧର୍ମ,୩, ଆଦିମ କାଳରୁ ବଳି ପ୍ରଥା, ନରବଳି, ଦିଆଯାଉଛି, ଗୋଟିଏ ପଟେ ଜାତି ପ୍ରଥା, ଆଉଗୋଟି ଏ କଥା ଗାୟତ୍ରୀ, ମହିମା ଧର୍ମରେ ଜିବହତ୍ୟା ପାପ ଓ ନିରାମିଷ, ଆଉ ଗୋଟିଏ ହିନ୍ଦୁ ମିଲଛା, ପାରା, ହଂସ, ଖାଇଲେ ଭଲ କିନ୍ତୁ କୁକୁଡ଼ା ଖାଇବା ପାପ, କେଉଁଟା ଠିକ୍ କିଛି ଜଣା ପଡୁନାହିଁ, କେଉଁ ପୁରାଣ ରେ ଲେଖା ଅଛି କୁକୁଡ଼ା ଛଡ଼ା ସବୁ ଆମିଷ ଖାଇବା ଟା, ଆମ ହିନ୍ଦୁ ଧର୍ମ କୁ ସନ୍ଦେହ ରେ ପକାଉଛି 'କେଉଁଟା ଠିକ୍ କେଉଁଟା ଭୁଲ ବୁଝାଇ ଦିଅନ୍ତୁ, ହିନ୍ଦୁ ଧର୍ମ ରେ ଲକ୍ଷ୍ମଣ ସୀତା ମାତା ର ମୁଖ ମଣ୍ଡଳ ଦେଖିନଥିଲେ ମାଆ ସମ୍ବୋଧନ ଦେଉଥିଲେ, ସୀତା ମାତା ଲକ୍ଷ୍ମଣଙ୍କୁ ନାମ ଧରି ଡାକୁଥିଲେ କିନ୍ତୁ ଆମ ହିନ୍ଦୁ ଧର୍ମରେ, ଦିଅର କୁ ନାମ ଧରିଲେ ସମାଜ ଧରିବ, ଏହିକଥା ମଧ୍ୟ ସନ୍ଦେହରେ ପକାଉଛି କେଉଁଟା ଠିକ୍ ଭୁଲ, ଭାରତ ରେ ଯେତେ ଧର୍ମ ଅଛି ନିୟମ ଗୋଟିଏ କିନ୍ତୁ ହିନ୍ଦୁ ଧର୍ମରେ ଅନେକ ଭ୍ରମ ବିଭ୍ରାନ୍ତ କଥା ଗୁଡ଼ିକ ରହୁଛି, ତେଣୁ ଯାହାବି ହେଉ ଗୋଟିଏ ନିୟମ ରହିବା କଥା, ହିନ୍ଦୁ ହିନ୍ଦୁ ଭାଇ ଭାଇ ଏହା ଦେଖାନିଆ ଅଛି ଅନ୍ତରୁ ନୁହେଁ ଭେଦ ଭାବ ସବୁବେଲେ ଲାଗି ରହିଛି, ବାସ୍ତବିକ୍ ସୁର ପାନ ଆଦିବାସୀ ହରିଜନ ମାନେ ଆଗେ ବ୍ୟବହାର କରୁଥିଲେ ଯାତ୍ରା ଜାଣି ରେ, ଏବେ ଯେଉଁ ମାନେ ଆମେ ଶିକ୍ଷିତ ବୋଲି ଆତ୍ମ ଘୋଷିତ ଅଛନ୍ତି ସେହି ଜାତି ମାନେ ମଦ ନ ପିଇଲେ ବଞ୍ଚିବେ ନାହିଁ କୁକୁଡ଼ା ନଖାଇଲେ ବଞ୍ଚି ପାରିବ ନାହିଁ କଥାଟା ଓଲଟା ହେଉଛି ଏହା ଭୁଲ କି ଏପରି ଭାବରେ ହିନ୍ଦୁ ଧର୍ମ ଆମକୁ ବିଭ୍ରାଟ କରୁଛି କୌଣସି ଗୋଟିଏ ନିୟମ ନାହିଁ ଏଣୁ ମୋର ଅନୁରୋଧ ଯାହାବି ହେଉ ଗୋଟିଏ ନିୟମ ଥାଉ ଯାହାକି ସମସ୍ତେ ମନିବେ ମାନିବାକୁ ବାଧ୍ୟ ହେବେ, ଆମ ଅଞ୍ଚଳ ର ସତ କଥା ଉପରେ ଉପସ୍ଥାପନ କଳି,

    • @thomasdigal4427
      @thomasdigal4427 29 днів тому

      ଭାଇ ବାଇବଲ ରେ ଗୋଟିଏ ନିୟମ ଉଲ୍ଲେଖ ଅଛି

  • @damusingbhatara3894
    @damusingbhatara3894 Місяць тому +3

    ଜୟ ଶ୍ରୀ ରାମ......🙏

  • @subratnayak3623
    @subratnayak3623 Місяць тому +3

    ସୁନ୍ଦର ଉଦାହରଣ ଟିକିଏ ଆମେନ୍

  • @AnshumanPradhan-ej3le
    @AnshumanPradhan-ej3le Місяць тому +1

    Praise the lord.......

  • @SumantaNayak-x8n
    @SumantaNayak-x8n Місяць тому

    Amen thank you Jesus

  • @phuldotirkey8742
    @phuldotirkey8742 Місяць тому +2

    Great message sir, God bless you. 🙏

  • @somnathnayak9771
    @somnathnayak9771 Місяць тому +1

    sir bahut bhla tiching ଏ katha loke bujhiparunahanti andhkar re bash kruchanti ❤

  • @sbofficial9169
    @sbofficial9169 Місяць тому +1

    Haleluya haleluya amen

  • @youtubestar.aditya
    @youtubestar.aditya Місяць тому +1

    ଜୟ ଯୀଶୁ

  • @DavidKumar-fd5tq
    @DavidKumar-fd5tq Місяць тому +2

    ପ୍ରଭୁଙ୍କର ମହାନ୍ ନାମକୁ କଟି କଟି ଧନ୍ୟବାଦ୍ ହେଉ। ଆମେନ୍ ହଲେଲୁୟା ✝️☦️🛐

  • @Ranjan-q6o
    @Ranjan-q6o Місяць тому +2

    Dhanyawad

  • @salmanbaskey4882
    @salmanbaskey4882 Місяць тому +6

    Thank you lingraj

  • @JAGARAOKRUSIKA-gn9oe
    @JAGARAOKRUSIKA-gn9oe Місяць тому +2

    ହାଲଲୁୟା ଜୟ ଯିଶୁ ଗାନ୍ ପ୍ରଶାଂସା କରିବା 🎉

  • @DeepaRaaniMallick
    @DeepaRaaniMallick Місяць тому +4

    Preis the lord sir, Prabhu nka. Mahimaa. Hei🙏

  • @krushnachandrapetia7293
    @krushnachandrapetia7293 Місяць тому +3

    Har har Mahadev 🚩🚩🚩

  • @deepakjeetnayak5683
    @deepakjeetnayak5683 Місяць тому

    Yeshu ki mahima

  • @ratanlalpurty3569
    @ratanlalpurty3569 Місяць тому +7

    Praise The Lord Amen 🙏🙏🙏🙏

  • @AstoniGamanga
    @AstoniGamanga Місяць тому +2

    Praise the lord . ସାର୍ ଆପଣ ଠିକ୍ କହୁଛନ୍ତି କାରଣ ଯେଉଁମାନେଖ୍ରୀଷ୍ଟିଆନ ଧର୍ମ ଲୋକମାନଙ୍କୁ ବିରୋଧ କରୁଛନ୍ତି ଓ ତାଡ଼ନା କରନ୍ତି ଯେତେ ତାଡ଼ନା ଦେବେ ସେତିକି ଖ୍ରୀଷ୍ଟିଆନ ଧର୍ମ ବୃଦ୍ଧି ପାଇବ ଆଲ୍ଲେଲୋୟା ଆମେନ୍

  • @srabanakumar1981
    @srabanakumar1981 Місяць тому +4

    Praise the lord 🙏🙏

  • @basantabehera8466
    @basantabehera8466 Місяць тому +7

    ଏମାନେ ସନାତନି ନୁହନ୍ତି ଏମାନେ ସୈତାନି ଜୀବନ ଯାପନ କରନ୍ତି।

    • @sulachani45
      @sulachani45 Місяць тому

      Yes you are right 👍

    • @sugudasoren1511
      @sugudasoren1511 Місяць тому

      Chalo mu manili semane saitan tanko nija desore jaha koruchanti tanko hisabo re tahabi thik .

  • @TigerBag-ip3lp
    @TigerBag-ip3lp Місяць тому +8

    Praise the lord hallelujah hallelujah hallelujah ❤❤❤❤❤❤❤❤❤❤❤❤❤❤❤❤❤❤amen

  • @BirsuMajhi-j1j
    @BirsuMajhi-j1j Місяць тому +1

    Jesus I Love u JESUS

  • @KamaraoBidika-r3u
    @KamaraoBidika-r3u Місяць тому +3

    Prese the lord sir very nice video message

  • @jagansarvang4345
    @jagansarvang4345 Місяць тому +1

    Very good Lingaraj Brother,

    • @Yahweh178
      @Yahweh178 Місяць тому

      ଭାଇ ସେ ବି ହିନ୍ଦୁକୁ ପ୍ରୋତ୍ସାହନ କରୁଛି,ତୁମେ କଣ ଭାବୁଛ ଆମେ ଖ୍ରୀଷ୍ଟିଆନ ନାହିଁ,ତୁମେ ବି ହିନ୍ଦୁ

  • @BinsentNayak-rf2lu
    @BinsentNayak-rf2lu Місяць тому +2

    ❤❤❤so good news ❤❤❤

  • @LaxmanSoy-p8h
    @LaxmanSoy-p8h Місяць тому +2

    Praise the lord sar

  • @KarunamayBenya
    @KarunamayBenya 10 днів тому

    jay jisu ,praise the lod

  • @shantabhanjadigal7870
    @shantabhanjadigal7870 Місяць тому +1

    You are 100% right bro God bless you abundantly

  • @MainaSoren-k2x
    @MainaSoren-k2x Місяць тому +1

    Thankyou sir ,bhala massage dei thibaru bahut bahut dhanyabad❤❤❤❤

  • @Monaj-z3f
    @Monaj-z3f Місяць тому +2

    Thank you lingraj sir

  • @kaibalyatripathy6037
    @kaibalyatripathy6037 Місяць тому +1

    Jay Jagannath ❤🙏 tuma name lingaraj kia dela? Bodhe tume lobha re convert heijaicha

  • @ApparoPalaka-lj4yr
    @ApparoPalaka-lj4yr Місяць тому

    Praise the Lord sir

  • @Arjunsabar1
    @Arjunsabar1 Місяць тому +1

    Praise the lord hallelujah god bless u bhai

  • @ArtistMantu9417
    @ArtistMantu9417 Місяць тому +4

    ଆରେ ଭାଈ ତମେ ଜଣେ ଖ୍ରୀଷ୍ଟିଆନ ହୋଇ ଆମ ମହାଦେବଙ୍କ ନାମ କାହିଁକି ତମେ ରଖିଛ ତମେ ତମ ନାମ ଆଜି ପର୍ଯ୍ୟନ୍ତ କାହିଁକି ବଦଳେଇନ ଆଉ ଏଇଠି ଆସି ଜ୍ଞାନ ଦେଉଚ ତମ ନାମରୁ ଜଣା ପଡ଼ୁଛି ତମେ ପୂର୍ବରୁ ହିନ୍ଦୁ ଥିଲ ଠିକ୍ କହିଲିନା... ଜୟ ଶ୍ରୀ ରାମ 🚩

    • @sunitinyk3417
      @sunitinyk3417 Місяць тому +2

      Sei katha tou kuhagola hindu bijatio mane parivartan heiki Jesu nku grahana karibe au jisunka satya bakya ku prachar karibe. Tame b kariba. Tame au kana bujhilo bhai bujhi paruna ki?

    • @RahulNayak-ob3yb
      @RahulNayak-ob3yb Місяць тому

      ସବୁ ଭାରତୀୟ ଖ୍ରୀଷ୍ଟିଆନ ହିନ୍ଦୁ ଅଟନ୍ତି ହିନ୍ଦୁ ଧର୍ମରେ ଜାତି ଧର୍ମ ନାଁରେ ହିନ୍ଦୁ ହିନ୍ଦୁ ଭିତରେ ଘୃଣା ମନୋଭାବ ଥିବାରୁ ଲୋକେ ହିନ୍ଦୁ ଧର୍ମ ଛାଡୁଛନ୍ତି ଯେତେ ହିନ୍ଦୁ ଖ୍ରୀଷ୍ଟିଆନ ହେବେ ସମସ୍ତଙ୍କୁ ହତ୍ୟା କରି ଶେଷରେ rss bjp ଭାରତରେ ରହିବେ ତାପରେ ଶତ୍ରୁ ଦେଶ ଅଳ୍ପ ସଂଖ୍ୟକ ଭାରତୀୟ ଜାଣି ଭାରତକୁ ଡରେଇବ

    • @SambuSports
      @SambuSports Місяць тому

      ନାମ ରେ କଣ ଜଣେ christian ହେଇଯାଏ କି??... ନାମ ଅଲଗା ଆଉ ଧର୍ମ ବି ଅଲଗା.. ଏଇଟା ଜାଣିଛୁ କି ନାଇଁ??

    • @MarkaMajhi-gg7so
      @MarkaMajhi-gg7so Місяць тому

      ଭାଇ ତମେ ଜାଣିଛ କି ନାଇ ଆରମ୍ଭରେ ଯେତେବେଳେ ଯୀଶୁଙ୍କୁ ଜାଣିନଥିଲେ ସେତେବେଳେ ସମସ୍ତେ ଗଛ. ପଥର .ଉଇ. ଅନେକ ଏମିତି ଅଛି ସେ ସବୁ ପୂଜା କରୁଥିଲେ . ଯେତେବେଳେ ଯୀଶୁଙ୍କୁ ଜାଣିଲେ ସେହି ଦିନ ଠାରୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ

  • @samsonpriest1340
    @samsonpriest1340 Місяць тому +1

    Praise the Lord dear lingraaj Sir ji 🙏🙏🙏👍

  • @DibiriharijanDibiriharijan
    @DibiriharijanDibiriharijan Місяць тому

    Praise load sir🙏🙏🙏

  • @pulokeshchrestien2672
    @pulokeshchrestien2672 Місяць тому

    Great message

  • @YashobantaMajhi-r4j
    @YashobantaMajhi-r4j Місяць тому +2

    Good Speech sir ❤

  • @SamajKumarNayak
    @SamajKumarNayak Місяць тому

    Thank you brother God bless you ( Amen)

  • @KrusnaPingua
    @KrusnaPingua Місяць тому +2

    Prabhu semananku bless karantu kahikina semane Kan karuchanti janinahanti,amen

  • @animatestorydunia
    @animatestorydunia Місяць тому

    What a message Sir really

  • @kuntalakrishna143
    @kuntalakrishna143 Місяць тому +2

    ଆରେ ଭାଇ ପ୍ରଥମେ କୁହ ତମର ବାପା ଅଜା କେଉଁ ଧର୍ମ ର ଥିଲେ

    • @jaspalnaika2640
      @jaspalnaika2640 Місяць тому

      And bhakt tille aaahu kaha apana bi kn sei andabhakt ki????

  • @jeetendramohoriya4173
    @jeetendramohoriya4173 Місяць тому

    Excellent massage this not our defeat, but victory

  • @holyspiritfirejffm6741
    @holyspiritfirejffm6741 Місяць тому

    Amen🙏👍

  • @rajkumarkhosla8563
    @rajkumarkhosla8563 Місяць тому

    Praise thelord

  • @kerkettasanjit456
    @kerkettasanjit456 Місяць тому

    Yes praise the lord hallelujah

  • @manojpiroi9015
    @manojpiroi9015 Місяць тому +2

    Hello Lingaraj Bhai good mornig Hale luya Hale luya Hale luya 🙏 praeis the lord ✝️

  • @basantikusulia4577
    @basantikusulia4577 Місяць тому +1

    Jay mashi ki Amen hallelujah 👏👏👏👏👏👏👏👏👏👏👍👍👍👍👍👍👍👍👍👍👍👍👌👌👌👌👌👌👌👌👌👌👌

  • @SurendraSurendra-ym8mi
    @SurendraSurendra-ym8mi Місяць тому +1

    Thank you Lingaraj sir

  • @prakashchandramallick9277
    @prakashchandramallick9277 Місяць тому

    Jai shree Krishna

  • @Jitendra-y2x
    @Jitendra-y2x 3 дні тому

    Jay masiki

  • @BISUBINDHANIOfficial
    @BISUBINDHANIOfficial Місяць тому +4

    Good,Brother

  • @sulochananayak2157
    @sulochananayak2157 Місяць тому

    Hallelujah praise the lord

  • @parakhitamajhi5554
    @parakhitamajhi5554 Місяць тому +5

    Thank you Lingraj babu , Wow Hallelujah Praise the Lord , Amen. Hirakud. 🎉🎉🎉🎉

  • @pulokeshchrestien2672
    @pulokeshchrestien2672 Місяць тому

    Hallelujah

  • @alakabiswas8691
    @alakabiswas8691 Місяць тому +1

    Thank you lingoraj

  • @pbsmsklima803
    @pbsmsklima803 Місяць тому

    Hallelujah praise the lord of

  • @Sanu_gamer4
    @Sanu_gamer4 29 днів тому

    Haleluya

  • @rutanigamango8579
    @rutanigamango8579 Місяць тому +1

    its sure sir ହାଲ୍ଲେଲୁୟା

  • @SrinibasSrinu-r9n
    @SrinibasSrinu-r9n 2 дні тому

    Aamen

  • @DibiriharijanDibiriharijan
    @DibiriharijanDibiriharijan Місяць тому

    Praise the load sir🙏🙏🙏amen

  • @rameshdigal8642
    @rameshdigal8642 23 години тому

    Glory to god

  • @basantikusulia4577
    @basantikusulia4577 Місяць тому

    Bahut bahut Dhanyawad Lingo Raj Kumar sir 🙏🙏🙏🙏🙏🙏🙋🙋🙋🙋🙋🙋🙋🙋🙋🙋🙋

  • @premkumarbagh
    @premkumarbagh Місяць тому

    Sir thnkyu warneg for sanatane

  • @limitofficialgajapati
    @limitofficialgajapati Місяць тому +5

    Praise the lord 🙏🙏 god bless u

  • @Giyanshi
    @Giyanshi Місяць тому +1

    Just a question - If yashu was really a god, then whom he called father (God) at last time........ Aur kya bhagwaan sirf conversion karaane k liye paida hote hain..... I nvr heard that.....eise dharm k baare mein prachaar krne walon ko hum sadhu santh keh skte hain...... But God is Almighty 🙏🙏🙏🙏

  • @arshelmajhi4246
    @arshelmajhi4246 Місяць тому

    ହାଲେଲୁୟା ଠିକ କଥା ସାର୍

  • @Devisngganda
    @Devisngganda Місяць тому

    Praise the lord sir 🙏🙏🙏

  • @jeetunayak8598
    @jeetunayak8598 Місяць тому +1

    Bolo yesu mashi ki jay😊❤

  • @abhimanyudigal3183
    @abhimanyudigal3183 Місяць тому

    Amen amen amen amen amen

  • @SaulNag
    @SaulNag Місяць тому

    Aameen ❤❤❤❤❤

  • @sankarpradhan4156
    @sankarpradhan4156 Місяць тому +1

    ଖ୍ରୀଷ୍ଟିଆନ ଧର୍ମ ନୁହେଁ ଏହା ସତ୍ୟ ଅଟେ

  • @MadhuMT
    @MadhuMT Місяць тому

    Praise The lord ✝️ Hallelujah hallelujah hallelujah hallelujah hallelujah Amen ✝️🛐

  • @smakader187
    @smakader187 Місяць тому

    Good job sir

  • @basantikusulia4577
    @basantikusulia4577 Місяць тому

    Praise the lord Apostleji Air Aponaku Prabhu Jisu Tumaku Bahut bahut bahut Ashrivad karantu Amen Jay mashi ki 🙏🙏🙏🙋🙋👍👍👍👍👏👏👏👏👌👌👌

  • @basantikusulia4577
    @basantikusulia4577 Місяць тому

    Hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah hallelujah Jay mashi ki Amen 🙏👏👏👏👍👍👍👍👍👌👌👌👌👌🙋🙋🙋🙋🙋🙋

  • @suredra1350
    @suredra1350 Місяць тому +1

    Thanks sir good

  • @PeterMajhi
    @PeterMajhi Місяць тому

    Good advice

  • @RakeshKumar-b5b2j
    @RakeshKumar-b5b2j 4 дні тому

    Amen ✝️✝️✝️✝️✝️

  • @rajusisa1490
    @rajusisa1490 Місяць тому +3

    JAI SHREE RAM 🚩🙏🙏🙏🙏🙏

  • @dibakardangadanga3406
    @dibakardangadanga3406 25 днів тому

    Press the lord

  • @EMMANUELKUVIVIDEOSONGS
    @EMMANUELKUVIVIDEOSONGS Місяць тому +1

    Good 👍 plan sir ❤

  • @Labasanta1876
    @Labasanta1876 Місяць тому +2

    ଏମାନେ ଜାଣି ନାହାନ୍ତି ଆଜ୍ଞା ଖ୍ରୀଷ୍ଟିଆନ ମାନଙ୍କୁ ଯେତେ ବାଧାବିଗ୍ନ ଦେଲେବି ଆହୁରି ଅଧିକ ଖ୍ରୀଷ୍ଟିଆନ ବଡ଼ିବେ ବୋଲି

    • @KalandiNayakCk
      @KalandiNayakCk Місяць тому

      Okay 😂😂

    • @durgaprasadmandal4110
      @durgaprasadmandal4110 Місяць тому

      Thare bharatara aain kanoon strong heu taa pare tuma mananka ranga chhadi jiba jemiti convert karuchho aou karauchho

  • @basantikusulia4577
    @basantikusulia4577 Місяць тому

    Apostleji Aapko prabhu Eyshu Ney Bahut bahut bahut bahut bahut Ashrivad kare Amen Jay mashi ki 🙏🙏🙏🙏🙏🙋🙋🙋🙋🙋👏👏👏👏👍👍👍👍👌👌👌👌👌🛐🛐🛐🛐💐💐💐💐💐