Bjp ଛାଡିଦେଲା ଗାମୁଛା BOY || ହିନ୍ଦୁତ୍ବ ର Fake ରକ୍ଷକ || Social Talk Exposed || Bhubaneswar Munda

Поділитися
Вставка
  • Опубліковано 28 гру 2024

КОМЕНТАРІ • 1,8 тис.

  • @Indian-y2f
    @Indian-y2f Місяць тому +61

    ଏହି ଶଳା ନାଲି ଗାମୁଛା କୋଉଠି କେତେ ପାଠ ପଢ଼ିଚି , ଅନ୍ଧ ଭକ୍ତ ମାନଙ୍କୁ ଭଲ ପାଠ ପଢ଼ାଉଛି ।

  • @Chiranjeeb_Choudhury
    @Chiranjeeb_Choudhury Місяць тому +112

    Maturity is when you realise କୋଉ ବି ରାଜନୈତିକ ଦଳ ୧୦୦ ରୁ ୧୦୦ ଠିକ୍ ନୁହଁ। ସବୁ ଦଳ ନିର୍ବାଚନ ବେଳେ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ଜିତିଲା ପରେ ମୂଳ ଓ ଲାଭ ଉଠେଇବା ପାଇଁ ବିଭିନ୍ନ ପ୍ରକାର ଘୋଟାଲା କରୁଛନ୍ତି। କଥା ରହିଲା କିଏ କେତେ କମ୍ ଖାଇକି ଲୋକଙ୍କ ପାଇଁ କାମ କରୁଛି। ବିଜେଡି ବି ଖାଇଛି। ବିଜେପି ବି ଖାଇବ। ଓଡ଼ିଶାକୁ ମହାପ୍ରଭୁ ଜଗନ୍ନାଥଙ୍କ ଭରସା। 🙏🏻

    • @deshiroasterntr
      @deshiroasterntr Місяць тому

      ଭାଇ ତମେ ପ୍ରକୁତ ସତ କଥା ଟି କହିଲ, ୟ ମୂର୍ଖ ଲୋକ ବୁଝିପାରିବେନି

    • @himansu198
      @himansu198 Місяць тому +2

      Bhia bahut bhala katha kahila! Jadi loka mane paisa na neiki vot debe tahale sabu kichi change heijiba

    • @AJAYAJAY-eu3uz
      @AJAYAJAY-eu3uz 29 днів тому

      Great 😊

    • @DharamanandaBehera-n2r
      @DharamanandaBehera-n2r 28 днів тому +1

      @@Chiranjeeb_Choudhury dekha bhai mu kou politics ku sopprt karuni mu mo dhrma ku soppert kruchi ...hindu 🧡 dhrma na banchile ame banchi bani bangla desh bhali ama upare atychara ama upare haba

    • @abm555
      @abm555 26 днів тому

      Tame kahucha gamucha Bhai gaha kahichi thik kahichi

  • @anilmohanty741
    @anilmohanty741 Місяць тому +197

    ଭାଇ ଇଏ ଗାମୁଛାବାଲାକୁ ଟିକେ ଭଲକି ପେଲିଲେ ତୁମକୁ ବହୁତ ବହୁତ ଧନ୍ୟବାଦ

    • @rajeshbhoi1764
      @rajeshbhoi1764 Місяць тому +1

      Ok

    • @sk-bm9ey
      @sk-bm9ey Місяць тому +14

      To bau ku v peliba

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi

    • @chandansahoo2821
      @chandansahoo2821 19 днів тому

      ଠିକ କଥା

  • @prabirswain187
    @prabirswain187 Місяць тому +24

    ସବୁଠୁ ଶସ୍ତା କଥା ହେଲା ଧର୍ମ ହିନ୍ଦୁ ମୁସଲିମ ଏସବୁରୁ ଆମେ ଯେତେ ଜଲଦି ବାହାରିଯିବା ଆମ ସମସ୍ତଙ୍କ ପାଇଁ ଭଲ

  • @Ajcreation04
    @Ajcreation04 16 днів тому +21

    ଭାଇ ଆପଣ ବିଜୁ ଜନତା ଦଳର ପ୍ରଚାରକ ଥିଲେ ଭାଇ ଯଦି ସେ ଭାରତୀୟ ଜନତା ପାର୍ଟି କୁ ସମର୍ଥନ କରୁଛନ୍ତି ତୋ ଆପଣଙ୍କର କଣ ଅସୁବିଧା ହେଉଛି ଏବଂ ଏବଂ ଗାମୁଛା ହେଉଛି ଓଡ଼ିଶାର ଏକ ଲୋକ ମାନଙ୍କର ଏକ ବେଶ ଭୁଷା ତେଣୁ ଆପଣ ତାକୁ ତୋ ଲଜିତ କରନ୍ତ ନାହିଁ ଗାମୁଛା ପକାଇବା ଗର୍ବର କଥା ✊🚩🚩

    • @trailokyanathjena9279
      @trailokyanathjena9279 8 днів тому

      𝑨𝒓𝒆 𝒃𝒉𝒂𝒊 𝒂 𝒎𝒂𝒂 𝒈𝒊𝒚𝒂 𝒓𝒂 𝒀𝒐𝒖𝑻𝒖𝒃𝒆 𝒓𝒆 𝒌𝒆𝒊 𝒍𝒊𝒌𝒆 𝒌𝒂𝒓𝒖 𝒎𝒂𝒉𝒂𝒏𝒕𝒊 𝒔𝒆𝒕𝒉𝒊 𝒑𝒂𝒊 𝒋𝒊𝒂 𝒂𝒈𝒂𝒌𝒖 𝒋𝒂𝒖𝒄𝒉𝒊 𝒂 𝒎𝒂𝒂 𝒈𝒊𝒚𝒂 𝒕𝒂𝒍𝒂𝒌𝒖 𝒕𝒂𝒏𝒖𝒄𝒉𝒊 𝒕𝒐 𝒃𝒐𝒖 𝒃𝒊𝒂

    • @OdiaTokaAshish
      @OdiaTokaAshish День тому

      Bhai deha re lagila ki 😂 direct kahuna tume bi .....😂

  • @jeerimiapradhan1617
    @jeerimiapradhan1617 День тому +1

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଗାମୁଛା ଭାଇଙ୍କୁ ବୁଝେଇଲେ ମୁଁ ଏତିକି କହିବି ଯେ ଆଉ ଥରେ ତାକୁ ବୁଝେଇଦିଅନ୍ତୁ କାରଣ ଏମିତି ଦର ଖଣ୍ଡିଆ, କେବେ ବୁଝନ୍ତି ନାହିଁ ତାକୁ ଯିଏବି ପ୍ରଶଂସା କରନ୍ତି ସେମାନେ ବି......।..

  • @jajpurtokasatyar5127
    @jajpurtokasatyar5127 Місяць тому +291

    ଗାମୁଛା boy ର ଗାମୁଛା ଖୋଲି ଦିଅ 👍

    • @Kalingatraveller636
      @Kalingatraveller636 Місяць тому +8

      ଯାଜପୁରିଆ ପବନ ଟା 😂😂 ଟାଉଟର ଏକ ନମ୍ୱର୍

    • @Ranjan0.6
      @Ranjan0.6 Місяць тому

      G Mara sala

    • @bijyakumarshaoo6887
      @bijyakumarshaoo6887 Місяць тому

      Tu kea be​@@Kalingatraveller636

    • @pravakarbarik1808
      @pravakarbarik1808 Місяць тому +24

      ଗାମୁଛା ର ଅର୍ଥ୍ kn ଜାଣିଛୁ ରେ mgh

    • @amarbag5933
      @amarbag5933 Місяць тому +10

      ଗାମୁଛା boy 🙏🙏🙏🙏🙏🙏🙏

  • @BMYaduvanshi-uj7ts
    @BMYaduvanshi-uj7ts Місяць тому +18

    ସୁନ୍ଦର୍ ଉପସ୍ଥାପନା ମୋ ଭାଈ । ବହୁତ୍ ବହୁତ୍ ଧନ୍ୟବାଦ୍ ❤ ଜୟ ଜଗନ୍ନାଥ

  • @Sortscast
    @Sortscast Місяць тому +85

    ଭାଇ ମୁ ତମର fan ନଥିଲି କିନ୍ତୁ ୟା ଉପରେ ଭିଡିଓ ଦଖିକି ମୁ ତମର fan ହେଇଗଲି ❤

    • @souvagyamohapatra3897
      @souvagyamohapatra3897 Місяць тому +2

      Mu bi bhai

    • @biswajitnayak4008
      @biswajitnayak4008 Місяць тому +2

      Direct face to face vai kuhe
      Yanka valia chela chamunda nuha ama vai

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi

    • @chandansahoo2821
      @chandansahoo2821 19 днів тому

      ମୁ ବି

  • @rajeshbagh2021
    @rajeshbagh2021 10 днів тому +1

    ଧନ୍ୟବାଦ୍ ଭାଇ, ଗାମୁଛା ବାଲା ର ଗାମୁଛା ଖଲିଦେଲ

  • @SidharthPrasadDas
    @SidharthPrasadDas Місяць тому +58

    ଭାଇ ରେ ଏବେ କଳି ଯୁଗ 600 ବର୍ଷ ଆଗରୁ ମହାପୁରୁଷ ଅଚ୍ୟୁତ ଲେଖି ଯାଇଛନ୍ତି ମୂର୍ଖ ମଞ୍ଚ ରେ ବସି ଭାଷଣ ଦେବ ଶିକ୍ଷିତ ତଳେ ବସି ତାଳି ମାରିବ,

    • @debanarayanadas4036
      @debanarayanadas4036 26 днів тому

      Correct . Dekhuna Bhai. Seya hauchi.

    • @abm555
      @abm555 24 дні тому +1

      @@SidharthPrasadDas eak dam thik kahicha

    • @SunitaDakua-z4y
      @SunitaDakua-z4y 24 дні тому

      Right bro

    • @Pritisgoodlyf
      @Pritisgoodlyf 19 днів тому

      Thik kahicha sethi pai pandian mancha re bhasan dauthila au nabeen Pattnaik tale basi tali maruthile😅😅😅

    • @Laxmikant-b8z
      @Laxmikant-b8z 8 днів тому

      ​@@Pritisgoodlyfpandian ra qualification upare tora knowledge achhi na nahin tora

  • @sagararya7003
    @sagararya7003 7 днів тому +2

    Bhai thanks 🙏... Video ta bhala lagila ..

  • @pkkanshine9674
    @pkkanshine9674 10 днів тому +4

    ବ୍ରାହ୍ମଣ ଆମେ ତାଙ୍କୁ କହିବା ଯିଏ ୟୁରେସିଆ ରୁ ଆସି ଭାରତରେ ରହି ଭାରତୀୟ ମୂଳ ବାସିନ୍ଦାଙ୍କ ମଧ୍ୟରେ ବିଭିନ୍ନ ଜାତିଭେଦ ସୃଷ୍ଟି କରି ଲୋକଙ୍କୁ ଗୋଲାମ କରି ରଖିଛି 😂😂😂😂😂😂😂

  • @SaptasinghMajhi-yj2yl
    @SaptasinghMajhi-yj2yl 2 дні тому +3

    ଆସନ୍ତା election ରେ 0000 ଟା ହେବ ବିଜେପି

  • @pramodsahoo8032
    @pramodsahoo8032 Місяць тому +54

    ବହୁତ ସୁନ୍ଦର ଲାଗିଲା ତୁମ ଭିଡ଼ିଓ ❤️😊👌🏻

  • @debabratanayak6899
    @debabratanayak6899 3 дні тому +1

    ଏ ଜ୍ଞାନୀ ଗାମୁଛା ବୟ କେବେ debate ରେ ଭଲ ଲୋକ ସାମନାରେ ପଡିଲେ ୟାର ସବୁ ଜ୍ଞାନ ବାହାର କରି ଦେବ

  • @Amirkumardigal
    @Amirkumardigal Місяць тому +7

    ଇଶ୍ଵର ସମସ୍ତଙ୍କର ତେଣୁ ତୁମର, ଆମର କହିବା ଠିକ୍ ହେବ ନାହିଁ, ଧର୍ମ କୁ କିଏ ରକ୍ଷା କରନ୍ତିନି, ଧର୍ମ କଣ କାହା ପୈତୃକ ସମ୍ପତ୍ତି, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ନାଲି ଗାମୁଛା ଭୁଲି ଯାଉଚି ସେଇଥିପାଇଁ ବାଡ଼େଇ ଛlଟେଇ ହେଉଛି l ନିଜ ଧର୍ମ ଅନ୍ୟ ଦେଶରେ ପ୍ରଚାର କଲେ ଠିକ୍, ବିଦେଶୀ ମାନେ ତାଙ୍କ ଧର୍ମ ଭାରତରେ ପ୍ରଚାର କଲେ ଭୁଲ୍ l
    ଏଠି ଭାଇ-ଭାଇ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି କିଛି ଅଜ୍ଞାନୀ l
    Good Job Brother
    ଠିକ୍ କଥା କହି ଲୋକଙ୍କୁ ସଚେତନ କର ❤❤❤❤❤

  • @soumyatripathy2720
    @soumyatripathy2720 7 днів тому +1

    Bro thank you so very much 🙏

  • @sitalkumarsahu6474
    @sitalkumarsahu6474 20 днів тому +5

    Bhai ଗାମୁଛା ସହ ଆଉ କିଛି ଭି ଖୋଲି ଦେଲ
    ଏ sastha ଲୋକ ର 🤣🤣🤣🤣🤣🤣

  • @huansanaik5535
    @huansanaik5535 12 днів тому +1

    ନାଲି ଗାମୁଛା ଯୋଉ ଦଳକୁ ସମର୍ଥନ କରୁଛି ସେ ଦଳରେ କେତେ ମୁସଲିମ୍ ବିଧାୟକ, ସାଂସଦ ଅଛନ୍ତି ଏ ଶଳା ଖାଲି ହିନ୍ଦୁ ମୁସଲିମ୍ କହୁଛି

  • @anilofficialboy2759
    @anilofficialboy2759 Місяць тому +40

    😂😂😂😂 Bhai right....
    ନାଲି ଗାମୁଛା କୁ ଧୋଇ ଦେଲେ 😂bhai

  • @babub4u901
    @babub4u901 7 днів тому +1

    ଶଳା 5 ବର୍ଷ ବୋହୁତ ଭୁକିଛି ଆସା ନେଇ କାଳେ ସରକାର ଆସିଲେ କିଛି ପୋଷ୍ଟ ମିଳିବ କିନ୍ତୁ ବାଳ ମିଳିଲା ଯେ ପୁଅ ର ଫଳ ଝଡି ଗଲା 😂😂😂

  • @manasmohanta7355
    @manasmohanta7355 Місяць тому +22

    ଗାମୁଛା ବୟ ର ଗାମୁଛା ଖୋଲି କି ପେଲା ଯାଇଥିବାରୁ ଧନ୍ୟବାଦ 😅

  • @SukantaPatamajhi-r6t
    @SukantaPatamajhi-r6t 25 днів тому +2

    ତୁମ କଥା ବହୁତ ବଢିଆ ଲାଗିଲା,ହୃଦୟରୁ ନମସ୍କାର

  • @surajkumardas2607
    @surajkumardas2607 Місяць тому +117

    କେବେ କୋଉ ମୁସଲମାନ କଂଗ୍ରେସ୍ କୁ ବିରୋଧ କରେନି କିନ୍ତୁ କିଛି ହିନ୍ଦୁ ବିଜେପି ଓ RSS କୁ ବିରୋଧ କରନ୍ତି 😢😢😢

  • @Baccha-chor29
    @Baccha-chor29 21 день тому +10

    Bjp କେବଳ ଜାତି ଧର୍ମ କରିବା ଜାଣିଛି

  • @DharamanandaBehera-n2r
    @DharamanandaBehera-n2r Місяць тому +32

    ତୁ ଯାହା କହ ଆମେ ଆମ ଭାଇ କୁ ପୁରା soppert ଯିଏ ଆମ ହିନ୍ଦୁ ଧର୍ମ ପାଇଁ ବାହାରିବ ଆମେ ତା ପte ବହାରିବୁjay Sri ram 🧡🧡🧡🧡

    • @MRJOSIM-HappyLife
      @MRJOSIM-HappyLife 29 днів тому +9

      ତୋର ସପୋର୍ଟ ର spelling ଦେଖିଲେ ଜଣାପଡୁଛି😅

    • @satyajitdash1003
      @satyajitdash1003 29 днів тому +2

      Jay Shri Ram bol raha hai apne jindagi mein kabhi Bhagwat Geeta ka do page bhi pada hai na bada aaya Bhagwan ke naam per rajniti karne wala 😡😡🤬

    • @gyanaranjannath8754
      @gyanaranjannath8754 28 днів тому

      Mmatharu khai khatare soucha
      Hindu Muslim kara
      Banchiba
      Na hele mariba 😂

    • @DharamanandaBehera-n2r
      @DharamanandaBehera-n2r 28 днів тому

      @@MRJOSIM-HappyLife thik jani paruthibu Kaine emiti kanduchu tu taa hindu 🧡 religion chadi Christian re convert heichu 5 kg chaula paine ethi re muha bahalia 😂😂

    • @DharamanandaBehera-n2r
      @DharamanandaBehera-n2r 28 днів тому +1

      @@satyajitdash1003 tu janichu ki ..mu janichi maa durga stuti tu kn janichu ki jadi kahibi Tora gandi fatiba ...sune tike Munda re pura nija dhrma ku rakhya kara dhrma na rahile tme rahi bani ree

  • @abhilomsabar2961
    @abhilomsabar2961 27 днів тому +11

    ଯାହା ହେଉ ଭଲ ଭାଇଟେ ମିଳିଲା

  • @marndi3221
    @marndi3221 Місяць тому +9

    Comment ରେ ଦେଖିଲି ନିଜକୁ ବହୁତ୍ ଲୋକ ହିନ୍ଦୁ ମନେ କରୁଛନ୍ତି ହେଲେ । କଥା ରୁ ଆଉ ଭାଷା ରୁ ଜଣା ପଡୁଛନ୍ତି କଉ ପାକିସ୍ତାନୀ ଆତଂଙ୍କବାଦି ଠାରୁ କମ୍ ନୁହଁ ।ଏତେ ଖରାପ ଭାଷା କହୁଛନ୍ତି ସେମାନେ ପୁଣି ନିଜକୁ ହିନ୍ଦୁ ଦେଖେଇ ହଉଛନ୍ତି 😂। ହିନ୍ଦୁ ଧର୍ମ ଗ୍ରନ୍ଥ ରେ ବୋଧେ ଏମିତି ହିଁ ଲେଖା ହେଇଥିବ।

  • @smrutiOdiaVlogs07
    @smrutiOdiaVlogs07 13 днів тому +4

    Love you bro
    Aku roast Kari thiba ru thanks bro 🎉❤

  • @surajkumardas2607
    @surajkumardas2607 Місяць тому +61

    I Am Not Afraid Of Britishers And Mughals I Am Afraid Of Some Hindus Who Are Against Hindus 😢
    ~ Veer Savarkar 🙏🏻

  • @JEAMSETH
    @JEAMSETH 6 днів тому +1

    Bhai aji bahut vala video te karichanti ❤

  • @IASaspairant
    @IASaspairant Місяць тому +64

    Bhubaneshwar Munda ତୁ ମାଆଘିଆଁ ପାଣ୍ଡିଆନ ପାଖକୁ ଯାଇଥିଲୁ ପଇସା ପାଇଁ Election ବେଳେ , ଆଉ ଏତେ ଛୋଡ଼ି କଣ ହଉଚୁ

    • @marndi3221
      @marndi3221 Місяць тому

      Ye bhi Odia smitako bacheibaku Ashila gamuchha boy ra 😂😂😂

    • @samuelmurmu1310
      @samuelmurmu1310 Місяць тому

      Chube Sola andha bhakta 😂

    • @mrajaniikant
      @mrajaniikant Місяць тому +1

      Seta ba funding re jibani

    • @rashmisahoo8194
      @rashmisahoo8194 Місяць тому

      Tu tta maghia pura sudha loka ta be

    • @sukulalmajhi5650
      @sukulalmajhi5650 Місяць тому +1

      Power of Electoral bond 😂

  • @ashadkhan8200
    @ashadkhan8200 17 днів тому +1

    Right 👍

  • @Sukantamistrilifestyle
    @Sukantamistrilifestyle Місяць тому +18

    ମତେ ସବୁ ଦଳ ଭଲ ଲାଗେ କିନ୍ତୁ ସେ ଦଳ ର ଲୋକ ଖରାପ ହୋଇ ଥାଆନ୍ତି, କାହିଁକି ଭୋଟ ଭୁଲ୍ କରୁଛନ୍ତି ସବୁ ଦଳ ବର୍ତ୍ତମାନ ବିଜେପି ଆମ ପରି ଗରିବ କୁ ଶୋଷଣ କରଛି right ଭାଇ ନିଜର ଅନୁଭୂତ୍ କହିଲି ମୁଁ ,କେଇ ବି ନିଜ ଉପରେ ନେବ ନାହିଁ ଅନୁରୋଧ 🙏

    • @JitendraNahak-g8x
      @JitendraNahak-g8x Місяць тому +2

      ତାମମାନଙ୍କୁ କଂଗ୍ରେସ ଦରକାର ଅପେକ୍ଷା କର 5ବର୍ଷ

  • @princeminhaz1443
    @princeminhaz1443 19 днів тому +2

    Great bro❤🎉

  • @Samalbabu12
    @Samalbabu12 Місяць тому +39

    ଦୁନିଆରେ ଯଦି କିଏ ଜଣେ ମହାପୁରୁଷ ଅଛି ଯାହାର କିଛି ବି ଭୂଲ୍ ନାହିଁ କି କୌଣସି ପାପ ତା ଜୀବନ ଭିତରେ କରି ନାହିଁ ସେ ହେଉଛି ଭୁବନେଶ୍ୱର ମୁଣ୍ଡା। ଠିକ୍ ଅଛି ଭଗବାନ କାହାରି ଗର୍ବ ସହି ନାହାନ୍ତି କି ସହିବେ ନାହିଁ ଆଉ କିଛି ଦିନ ଅପେକ୍ଷା କର ସମସ୍ତେ ନିଜ ନିଜ ର କର୍ମ ର ଫଳ ପାଇବେ ସେ ନାଲି ଗାମୁଛା ଟୋକା ହଉ କି ଭୁବନେଶ୍ୱର ମୁଣ୍ଡା ହଉ, ହଁ ଆଉ ଗୋଟେ କଥା ଭୁବନେଶ୍ୱର ମୁଣ୍ଡା ଭାଇ, ଅନ୍ୟ କାହା ବିଷୟ ରେ ସମାଲୋଚନା କରିବାରୁ ସମୟ ମିଳିଲେ ଟିକେ ନିଜେ ନିଜକୁ ସମାଲୋଚନା କରିବୁ ତୁ ତ ଜୀବନ ରେ କଣ କୌଣସି ବି ଭୁଲ୍ କରିନୁ ନିଶ୍ଚୟ ଭାବିବୁ। ଜୟ ଜଗନ୍ନାଥ 🙏

    • @Lover_pupun
      @Lover_pupun Місяць тому +1

      ❤❤

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi

    • @Abhimanyusamal-c5v
      @Abhimanyusamal-c5v Місяць тому

      ❤❤❤
      Right 👍
      🙏🙏🙏

    • @bapun9025
      @bapun9025 Місяць тому

    • @djsgkpuri
      @djsgkpuri Місяць тому

      ❤❤❤

  • @dambarudharabehera7553
    @dambarudharabehera7553 Місяць тому +27

    ଆରେ ମାଘିଆ ବିଜେଡି 25 year's ରେ 100 % କାମ କରିପାରିଲେନି ତ bjp 5 year's ରେ ଯଦି 80% କାମ କରିପାରିବ ତାହାଲେ ସେ ତ bjd tooo best hela na

  • @FunBaba-ut3im
    @FunBaba-ut3im Місяць тому +16

    ଏଇ ଗାମୁଛା Boy ପାଇଁ ତମ ଚ୍ୟାନେଲ ନାଁ କରିଛି

    • @siddharthjena14
      @siddharthjena14 Місяць тому +2

      Publicity pai social talk ku use karuchu...

    • @SNAKE-ro8nu
      @SNAKE-ro8nu Місяць тому

      Social talk nuahare bjp talk

    • @BirendraDalabehera-gh4fu
      @BirendraDalabehera-gh4fu Місяць тому

      ​@@siddharthjena14 se para election purbaru aneka bjp support kahichi

    • @hitishkumar2768
      @hitishkumar2768 Місяць тому

      Gamucha kholi chadi pakha ta baka ra

  • @JitendraKumar-n9r6c
    @JitendraKumar-n9r6c 6 днів тому

    ଜୟ ଜଗନ୍ନାଥ ଅତି ସୁନ୍ଦର

  • @sanjeebraaznaik1314
    @sanjeebraaznaik1314 Місяць тому +18

    Tq so much bbsr Munda...❤

  • @Kunalbhai_club
    @Kunalbhai_club 10 днів тому

    Fantastic Sir, ଗାମୁଛା ପୁରା ଖୋଲି ଦେଇଛନ୍ତି 👍

  • @odyoutuber4708
    @odyoutuber4708 Місяць тому +16

    Bhai gote katha kahuchhi
    Kharap vabibani jadi tume kahuchha sia bjp ku support karuchhi tebe prathame nijaku tike dekha tume b bjd ku support karuchha jadi karuna tebe bjd time re jete case hoiki chapi dia hoichhi tume uthao karana Social media re bhout power 🙏🏼Jadi bhai Social work karuchha tebe kou party ku support kara nahni bass jouta bhul seita ku dekha🙏🏼

    • @BhubaneswarMunda
      @BhubaneswarMunda  Місяць тому +2

      Mora last video dekha seita b bjd tym re heichi utheichi…

    • @Kalingatraveller636
      @Kalingatraveller636 Місяць тому

      ରାଜନୈତିକ ଦଲାଲ ମାନ ଙ୍କୁ କହିବା ଯାହା ଷଣ୍ଢ ଆଗରେ ଭାଗବତ ପଢ଼ିବା ସେଇଆ.😂

    • @anupamsahoo7393
      @anupamsahoo7393 Місяць тому +4

      But bjd time re jete case heichi seita ku uthao 👍​@@BhubaneswarMunda

    • @anupamsahoo7393
      @anupamsahoo7393 Місяць тому +5

      ​@@BhubaneswarMundabjd ru tume paisa pauthila ପାଣ୍ଡିଆନ୍ sir nka height ବଜେଟ re thila

    • @officialsimanchal
      @officialsimanchal Місяць тому +4

      I support bjp Jay Jagannath 🙏

  • @SagarNayak-r9t
    @SagarNayak-r9t Місяць тому +1

    Bhai love u , want to meet u... Mu apanka bada fan Bhai love you Bhai 🎉😂❤

  • @anilbhai..9139
    @anilbhai..9139 Місяць тому +6

    ଜୟ ଶ୍ରୀରାମ 🚩🚩🚩ଜୟ ଜଗନ୍ନାଥ 🚩🚩🚩

  • @silumaster6819
    @silumaster6819 25 днів тому +17

    ଭାଇ ହିନ୍ଦୁ ଆମ ହିନ୍ଦୁ ର ହିଁ ଶତ୍ରୁ ,,,କିଛି ତ ଶିଖ ସେମାନେ କେମିତି ଅନ୍ଧ ଭାବରେ କଂଗ୍ରେସ କୁ suppot କରୁଛନ୍ତି,,,,କେବେ ଆଉ ହିନ୍ଦୁ ହୋଇ ହିନ୍ଦୁ ଧର୍ମ କୁ ଯିଏ ଆଗକୁ ନେବାକୁ ଚେଷ୍ଟା କରୁଛି ତାର ଗୋଡ ଟାଣିବା ,,,

    • @karanjena1766
      @karanjena1766 23 дні тому +1

      KOU HINNDU DHARMA KATHA KAHICHA JADI DHIAL ACHADIDEBO SABU SC ST HINDU DHARMA RU BAAHRAIJIBE JOUTHI SAMAJRE BHEDA BAHAV ACHI SEN DHARMA RE KAAHIKI RAKHIBE GHITI GHILTUI JINDAGI KATIBE

    • @narayanmajhi4920
      @narayanmajhi4920 22 дні тому +2

      ପାଠ ସାଠ ପଢ ରେ..

    • @TileswarMallick-i1l
      @TileswarMallick-i1l 12 днів тому

      Bhai badiya khaila

    • @ahemadhussain3334
      @ahemadhussain3334 7 днів тому

      Kia kahila samasta Muslims congress ku support karuchanti😮

    • @ahemadhussain3334
      @ahemadhussain3334 7 днів тому

      Mu au mo paribar BJD ku support karuchhu

  • @cutekajal123
    @cutekajal123 Місяць тому +17

    ଗାମୁଛା boy ବହୁତ ଦିନରେ ରୋଷ୍ଟ ଭିଡିଓ ଆସି ନଥିଲା 😊 ବିଜେପି ସରକାର ଗାମୁଛା ଖଲୁଛି ବୋଲିଳ ବଧେ 0:36 ଚୁପ ରହିଛି 🤔🤔😊ଗାମୁଛା ବୟ 3 4 ଥର ଜେଲ ବି ଗଲାଣି 🤣😊

    • @Mrdileswar2.0
      @Mrdileswar2.0 Місяць тому +1

      ଆରେ ଝିଆ ତୁ ବିଜେଡି ର ମୁଁ ପିଜେପି 🥰 ଜୟ ହୋ

    • @cutekajal123
      @cutekajal123 Місяць тому +1

      @Mrdileswar2.0 🙏🙏🤣

    • @Mrdileswar2.0
      @Mrdileswar2.0 Місяць тому

      @@cutekajal123 cutekajal 🙏

  • @abhisekkar3855
    @abhisekkar3855 16 днів тому +1

    Bhai video ti bahutt bhala lagila au sata bhai a pila ti gamucha pakai gote chhatarakhia bhalia hauchi
    Au rahila odia ashmita bhai a pila au yah dala bjp kebe b odia ashmita ku bujhinahanty
    Bhai bahutt bhala video karucha ❤

  • @surajkumardas2607
    @surajkumardas2607 Місяць тому +6

    ଗୀତା ରେ ଲେଖା ହୋଇଛି "ଅହିଂସା ପରମୋ ଧର୍ମ ଧର୍ମ ହିଂସା ତଥଇୱଚ୍" ଅର୍ଥାତ୍ ଅହିଂସା ହେଉଛି ପରମ ଧର୍ମ କିନ୍ତୁ ଧର୍ମ ର ସ୍ଥାପନା ପାଇଁ ଧର୍ମ ର ଜୟ ପାଇଁ କରାଯାଇଥିବା ହିଂସା ସ୍ବୀକାର୍ଯ୍ୟ ❤

    • @onfacts3209
      @onfacts3209 Місяць тому

      Andhbhakta a ki bhai
      Gita ku nija anusare modify karani😢😢😢
      If it is right then give me refrnce

    • @surajkumardas2607
      @surajkumardas2607 29 днів тому +1

      @@onfacts3209 Kebe Gita Padhichha ?

    • @surajkumardas2607
      @surajkumardas2607 29 днів тому +1

      @@onfacts3209 Refrence Deichhi Bhala Se Padha

  • @goldenodisha4193
    @goldenodisha4193 День тому

    You are right bro, god bless you bbsr munda ❤️, love you bro

  • @bubukumarnayak8135
    @bubukumarnayak8135 Місяць тому +11

    Bhubaneswar Munda Bhai Gamucha Bhai Ra Chatire Thiba Kidney Fail Haithiba 😅😅😅😅 Bhai Video 🔥❤️

  • @pravansusahoocreation4553
    @pravansusahoocreation4553 9 днів тому

    ଗାମୁଛା ଟୋକାକୁ କଡା ଜବାବ ଦେଇଥିବାରୁ ଭାଇ ବହୁତ ବହୁତ ଧନ୍ୟବାଦ୍ ଭାଇ ❤❤❤❤
    ଏ ଟୋକା ଅଧା ପାଠୁଆ ମୂର୍ଖ ବଡ଼ ବଡ଼ ଅଫିସର୍ ମାନଙ୍କୁ ବେଜିତ୍ କରୁଛି 🥴

  • @sumanmohanta6266
    @sumanmohanta6266 Місяць тому +8

    ଭାଈ ସମସ୍ତଙ୍କ ଭିନ୍ନ ବିଚାରଧାରା ଥାଏ | ଠିକ ଅଛି ପ୍ରକାଶ ଭାଈ ନିଜ ଚିନ୍ତାଧାରା କୁ ଠିକ ରୂପରେ ବ୍ୟକ୍ତ କରି ପାରି ନାହାନ୍ତି କିମ୍ବା କିଛି ତ୍ରୁଟି ରହିଯାଇଛି | ସେ ଯାହାବି କରୁଛନ୍ତି ଯେତିକିବି ପ୍ରୟାସ କରୁଛନ୍ତି ହିନ୍ଦୁ ଚିନ୍ତାଧାରାକୁ ସାମ୍ନାକୁ ଆଣୁଛନ୍ତି ସେତିକି ମୋତେ ଭଲ ଲାଗେ | ଆଉ ଏଇଟା ମଧ୍ୟ ସ୍ୱାଭାବିକ ମୁଁ ଯାହାକୁ ଭଲ ପାଉଥିବି ତା ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାରେ ଟିକେ ଆଲୋଚନା କରିବି ଏବଂ ଯାହାର ବିଚାରଧାରା କୁ ମୁଁ ସମର୍ଥନ କରୁନାହିଁ ତା ତ୍ରୁଟିକୁ ଟିକେ ଅଧିକ ଆଲୋଚନା କରିବି ଏହା ଗଣତନ୍ତ୍ର ର ସ୍ୱାଭାବିକ ପ୍ରକ୍ରିୟା | ଆପଣଙ୍କ ଭାଈ ବି ଗୋଟେ ରାଜନୈତିକ ଦଳରେ ଅଛନ୍ତି ତେଣୁ ଆପଣଙ୍କୁ ମଧ୍ୟ ଏ ବିଷୟରେ ଉଣା ଅଧିକେ ଅବଗତ ଥିବେ |

    • @BhubaneswarMunda
      @BhubaneswarMunda  Місяць тому +5

      Bujhiparilani bodhe.. again dekha… se ta bjp ku bhala pauchi den bjp ra truti kichi b kain samna ku anuni ?

    • @manjilkumarkhamari6784
      @manjilkumarkhamari6784 Місяць тому +5

      ​@@BhubaneswarMundatu kete BJD ra truti dekheilu

    • @pritiranjanatta9047
      @pritiranjanatta9047 Місяць тому +5

      ​​​@@BhubaneswarMundaTume kebe BJD corruption upare reply video baneicha?.Aji Vigilance team jahaku dharuchi income thu 200-300% adhika cash,flat, luxurious item miluchi .A Govt employees Mane kebe ate sara property collection kale?Jadi kahiba 2 pate kuha nahele political party upare video kara nahni.one sided reply bhali laguchi.Tumar regular viewer hisab re gote suggestion.👍

    • @anitarauta2658
      @anitarauta2658 Місяць тому

      Asile gamucha dhari ra chatukara 😂

    • @marndi3221
      @marndi3221 Місяць тому

      Bhai Bhubaneswar Munda ta kai kaunasi Party birudhare re ki Support re Videos baneini... BJP ki BJD hele Gamuchha boy ta sabubele BJD Party birudhare banauchhi... Rajniti kiye karuchhi.. Eitho tame mane bujha bekariya Gyana pelani.. ​@@pritiranjanatta9047

  • @subharanshu8267
    @subharanshu8267 20 днів тому +2

    Super bhubaneswar munda❤❤❤❤

  • @baruncreation8489
    @baruncreation8489 Місяць тому +10

    ଯାହାର ମନରେ ସହନଶିଳତା ନାହି ସେ ଧର୍ମ ରକ୍ଷକ ନୁହେଁ

    • @SubodhMallikB
      @SubodhMallikB Місяць тому +2

      ତାହେଲେ, ଆପଣଙ୍କ ମତରେ ଯଦି ଆପଣଙ୍କ ଘରେ ପୋଷି କେହି ଯଦି କିଛି ଅଘଟଣା ଘଟେଇଦେଲା, ତାହା ଜାଣିବା ପରେ ମଧ୍ୟ ସାହି ଯିବା ଟା ଧର୍ମ ରକ୍ଷକ ,(ବଢ଼ିଆ ଜ୍ଞାନ ଦେଉଛ, ଧନ୍ୟବାଦ)

    • @sk_venom6001
      @sk_venom6001 Місяць тому +2

      Ye balo katha chuslami ku kaha aga 😂😂

    • @krushnagagarai4103
      @krushnagagarai4103 Місяць тому +1

      ଭାଇ ମୋତେ ଟିକେ କହିବେ କି ମଣିଷ ଧର୍ମ ରକ୍ଷକ ନା ଆଉ କଣ?! ଧର୍ମ ମନୁଷ୍ୟକୁ ରକ୍ଷା କରେ

  • @ranjandalei5621
    @ranjandalei5621 22 дні тому

    THANKS BHAI 🎉🎉🎉🎉🎉WE ARE YOUR FANS

  • @ride_with_spm
    @ride_with_spm Місяць тому +5

    Bbsr munda vs gammichha boy ❌ BJD VS BJP✅

  • @prakashbehera5826
    @prakashbehera5826 28 днів тому

    Bhai tuma katha te mo mana ku chuindela ❤❤❤ love u bro

  • @golakbiharinayak5120
    @golakbiharinayak5120 Місяць тому +11

    Lest some noise for ଛତରଖୀୟା ଗାମୁଛା ବଏ 😅😅😅😅😅😅

  • @mohannayak5471
    @mohannayak5471 23 дні тому

    Bhai hruday ru dhanyabad❤

  • @blogfood147
    @blogfood147 Місяць тому +18

    ବହୁତ ବଢିଆ କରୁଚ ଭାଇ ଆକୁ rost କରିଛ ❤ ମୁଁ ଆଜି ଠାରୁ ତମର fan ac ହାଇଗଲି ❤❤❤

    • @sk-bm9ey
      @sk-bm9ey Місяць тому +2

      To bau ku patha ta pakhaku

    • @blogfood147
      @blogfood147 Місяць тому

      @sk-bm9ey bedha chua to bou ku patha jau jou ta bala video chadichu puni mate kahuchi. To bou ra ba keteta ghaita tu janichu re bedha pua tu kaha pua re ghodagai pua
      Tame sabu kouthu aasucha re bou nare kan pain 😤😡 kahichu

  • @pradeepstephen0408
    @pradeepstephen0408 8 днів тому

    Excellent brother..... High thinking...

  • @totalworld9079
    @totalworld9079 Місяць тому +8

    Bhubaneswar munda pakha ku pandian kali ratire lancha patheichi...😅

  • @mk_motives
    @mk_motives 9 днів тому

    Thanks Vai u are great 👍👍👍

  • @prabirswain187
    @prabirswain187 Місяць тому +9

    ହିନ୍ଦୁ ମୁସଲିମ ଛାଡି କେ ବେ ଆମେ ଆମ ନେତା ଙ୍କୁ ପଚାରିବା education employment development ବିଷୟରେ କଣ କରୁଛନ୍ତି ମୁ କୋଉ ପାର୍ଟି ର ନୁହେଁ ହେଲେ ଓଡ଼ିଶା ପାଇଁ ନବୀନ ବାବୁ ଆଉ ଦେଶ ପାଇଁ କଂଗ୍ରେସ ଯେତିକି କରିଛି କେହି କରିବେନି

    • @satyajitpradhan6505
      @satyajitpradhan6505 27 днів тому

      👍🏻

    • @harishmajhi4125
      @harishmajhi4125 19 днів тому

      2nd highest tax in Education system. Ye mane puni deshore Education ku majbut koribe..Khali ta Hindu Muslim

  • @shrikantbadajena902
    @shrikantbadajena902 18 днів тому +1

    ଏ ମହାଶୟ ଯଦି ଏତିକି Rost ସମାଜ କୁ ସୁଧାରିବାରେ କରିଥାନ୍ତେ ଭଲ ଲାଗନ୍ତା। କିନ୍ତୁ ଏଠି ହିନ୍ଦୁ ହେଲା ହିନ୍ଦୁ ର ଶତ୍ରୁ , ଜୟ ହିନ୍ଦୁତ୍ବ।

  • @SubalJena312
    @SubalJena312 29 днів тому +6

    BJD Taru Kete Khaithilu Satare Kaha Nahare Toupare Rost Karajiba ✅

  • @abhigemelvlog3323
    @abhigemelvlog3323 19 днів тому

    Sir mu Koraput Ru Dekhuchi apananka Video mate Badiya Lage Nanake❤❤❤

  • @BIBEKKUMAR798
    @BIBEKKUMAR798 28 днів тому +5

    ଗାମୁଛା ସବୁ ଫାଲତୁ କଥା କହୁଥିବେ ଭାଈ ଶଳା କୁ ଭଲ ରୋଷ୍ଟ କରିଛ

  • @soubhagya0046
    @soubhagya0046 24 дні тому

    First time I appreciate you brother❤

  • @choudhuri99
    @choudhuri99 Місяць тому +12

    ଗାମୁଛା ଟେକି ପେଲିଦେ

  • @mrsaroj4u429
    @mrsaroj4u429 29 днів тому

    ବହୁତ୍ ବଢିଆ ଭାଇ 😂😂😂

  • @thesaumyar8572
    @thesaumyar8572 Місяць тому +7

    2:04 ବିଭାଜନ କୁ ବିଭାଯନ 😂

  • @gameofcapmanrejoice1790
    @gameofcapmanrejoice1790 4 дні тому

    6ହ ଗାମୁଛା ଭାଇ ତୁମରି ପରି ଲୋକ ପାଇଁ ଆଜି ହିନ୍ଦୁ ଧର୍ମ ବଦନାମ ହେଉଛି . ଧର୍ମ ମନୁସ୍ୟକୁ ରକ୍ଷାକରେ ଧର୍ମକୁ ମନୁସ୍ୟ ରକ୍ଷା କରେ ନାହି . ଯେଉଁ ଧର୍ମ ଦୁର୍ବଳ ସେହି ଧର୍ମକୁମନୁସ୍ୟ ରକ୍ଷାକରେ. ଏତେ ଦୁର୍ବଳ ଧର୍ମରେ କାହିକ ଅଛ ଛାଡି ଅନ୍ୟ ଧର୍ମକୁ ଯାଅ. ସେଥିପାଇଁ ଅନ୍ୟ ଧର୍ମକୁ ଲୋକ ଆପଣାଉଛନ୍ତି ତୁମ ପରି ଲୋକ ପାଇଁ. ଧର୍ମକୁ ବଦ୍ ନାମ କରୁଛତୁମେ. କାରଣ ଖୋଜ. ତୁମମାନଙ୍କ ପାଇଁ ହିନ୍ଦୁ ଧର୍ମବିନାସ ହେବ.

  • @SubhranshuParida-h1n
    @SubhranshuParida-h1n Місяць тому +10

    Bhubaneswar munda ❌
    Meesho's dhruv rathee.. 👾

  • @JashrajGundramajhi
    @JashrajGundramajhi 19 днів тому

    Very nice replies brother 👍👍👍

  • @MithunMalik-rg7lt
    @MithunMalik-rg7lt Місяць тому +5

    ତୁ କିନ୍ତୁ ପୁରା ଜ୍ଞାନ ଦେଇଦେଲୁ ନାଇଁ ବେ😠

  • @Chinu_Raj
    @Chinu_Raj День тому

    ଆରେ ଭାଇ ସେ ତ ନିଜେ କିଛି କରୁଛି ଆଉ ତୁ କଣ କରୁଛୁ 😂😂😂😂

  • @Manasi133Hi
    @Manasi133Hi Місяць тому +26

    ଧର୍ମ ଧର୍ମ କରି ଆମ ପରି ସାଧାରଣ ଲୋକ ହିଁ ଜୀବନ ମରଣ ସହ ଚାଲୁଛୁ।। ସେମାନଙ୍କ ର kn ଯାଉଚି

    • @razzreddy8714
      @razzreddy8714 Місяць тому +3

      Oha tume jameti paniki opare thia heicha 😂😂

    • @Manasi133Hi
      @Manasi133Hi Місяць тому +1

      @razzreddy8714 tame kmt janiba ଭାଇ। କିଏ kn ଭୋଗୁଚି

    • @razzreddy8714
      @razzreddy8714 Місяць тому +4

      @@Manasi133Hi ama dharma ama pain bada ama dharma ra nasa hela ama chhaduna ea loka ta jau rost karichi bhai ku se kn tanka ghara katha kahuchi ki nahi na jibana marana chhada au kichi bi achhi

    • @Manasi133Hi
      @Manasi133Hi Місяць тому

      @@razzreddy8714 not bad ଧର୍ମ କୁ ରକ୍ଷା କରିବା ନିହାତି ଦରକାର no doubt tamane ଗୋଟେ କି ସେହି ଧର୍ମ ନାମ ରେ ଏମିତି କହିବା ଯେମିତି କି ଆମେ ନିଜ ଧର୍ମ ବିରୁଦ୍ଧରେ। ଏଣ୍ଡ ଏ ଗାମୁଛା boy ସବୁ ବେଳେ ଏମିତି କହିବା ଠିକ୍ ନୁହେଁ ନା। ଆଉ ବାକି ଆମେ ବି ଭଗଵାନ ଙ୍କୁ ବହୁତ୍ manu ଆଉ।jay shreeJagannath। E ଦୁନିଆ ରେ ଭଗଵାନ ଅଛନ୍ତି ବୋଲି ନିଜ କର୍ମ ର ଫଳ ନିଜେ ପାଉଛନ୍ତି।ok। And Tushar ଭାଇଙ୍କ କଥା ବହୁତ୍ ସତ୍ୟା ସତ୍ୟ ଲାଗେ। ବାକି ସମସ୍ତେ ଭଲରେ ରୁହ । ଆମେ ସବୁ ଓଡିଆ ehita ହିଁ ଆମ ପରିଚୟ। ବାସ କିଛି ଭୁଲ ଥିଲେ sry 😔

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi

  • @mhansdah529
    @mhansdah529 23 дні тому

    ମନ କଥା କହିଦେଲ ଭାଇ❤❤❤

  • @TituPradhan-mo5pe
    @TituPradhan-mo5pe Місяць тому +5

    ସାନ ଭାଇ ବହୁତ ସୁନ୍ଦର ଲାଗିଲା ଆଗକୁ ଏଶଳାର ସବୁ ଖୁଲିଦିଅ

  • @susandhyadebadarshin8426
    @susandhyadebadarshin8426 Місяць тому

    Tq so much

  • @lifeofjagadish
    @lifeofjagadish Місяць тому +4

    08:19 kidney touching 😂😂😂😂

    • @Pietism.01
      @Pietism.01 28 днів тому

      Vai se vdo ra link ମିଳିପାରିବ କି

  • @santoshganjamvlog
    @santoshganjamvlog Місяць тому +2

    ଜୟ ଜଗନ୍ନାଥ ଭାଇ 🙏🙏

  • @Mr_susantaeventvlogs
    @Mr_susantaeventvlogs Місяць тому +4

    ସୁଭଦ୍ରା ଯୋଜନା ରେ ପକେଇଛ ନା 😂

    • @purnachandragouda5282
      @purnachandragouda5282 Місяць тому

      ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ

  • @DeeppainGMG
    @DeeppainGMG 26 днів тому

    Badia lagila bhai God bless you 😅❤

  • @sibasishpanda
    @sibasishpanda Місяць тому +8

    Tama ku funding ta kauthu aasuchi bhai...BJD THU NA 😅😅😅

    • @OdiaNewzBoy
      @OdiaNewzBoy Місяць тому

      Are Bhai Sie Kou Job Karuchhanti Tame janichha na😂😂

    • @sibasishpanda
      @sibasishpanda Місяць тому +1

      @OdiaNewzBoy na bhai janini kahuna tame

    • @Kalingatraveller636
      @Kalingatraveller636 Місяць тому

      ​@@OdiaNewzBoyତୁ କଣ ତା ଘରେ ମାଳି କାମ କରୁ ??? ସେ ରାଷ୍ଟ୍ରପତି ଭବନ ରେ job କରୁଛି ଆମେ ଜାଣିଛୁ,..😂😂

  • @santoshmishra7317
    @santoshmishra7317 17 днів тому +1

    Right bhai right bhai

  • @Mr___kanha___95
    @Mr___kanha___95 Місяць тому +5

    Gamucha boy❌dhoti boy✅

  • @RiazKhan-jx6zd
    @RiazKhan-jx6zd 21 день тому

    Fast time dekhili video Au mo fan heigali bhai Au friend mane kahuthile mo kale tama bhali Dekha jauchi 😝

  • @debasisnayaklotu2933
    @debasisnayaklotu2933 Місяць тому +8

    ତମେ ତ ଏତେ ଭଲ କଥା କହୁଚ ,ହେଲେ ସେ ଗାମୁଛା ଟୋକା ର ସମର୍ଥକ ଅଧିକ କେମିତି ହେଉଛନ୍ତି 🤔

    • @pravaskumar9266
      @pravaskumar9266 Місяць тому +3

      Bhai duniyre murkha lokara abhab nahin

  • @Demon_Drifter
    @Demon_Drifter 24 дні тому +1

    5:05 NEXT LEVEL 😀

  • @bekhempal4083
    @bekhempal4083 Місяць тому +17

    ଏ ଗାମୁଛା boy ର କାମ ହେଉଛି ଧର୍ମ ଧର୍ମ ଭିତରେ ହିଂସା ସୃଷ୍ଟି କରିବା💯he needs to know India is secularism country

    • @odbabul2565
      @odbabul2565 Місяць тому +9

      Hm re banda bangladesh re gamuchha boy thila

    • @sk_venom6001
      @sk_venom6001 Місяць тому +6

      Secular country balo katha kaha na
      Chuslami kebe secular hebe nai to ame kai heba 😂

    • @BiswasRanjanDas
      @BiswasRanjanDas Місяць тому +6

      Maghia jete bele pathana to ghare pasi haniba sete bele janiba😂 to secular country chadi jiba😂

    • @Carslon-x1b
      @Carslon-x1b Місяць тому

      Bbsr munda ate pgl hei jaichi bjd pain dekha ame manuchu navin babu vla hele taa boli ama hindu Dharam upare awaj tu uthauchu munda bhai dekhik...au kn kahuchu dharam dharam ame karuchu abe jete bele muslim Bhadrak re hindu nka upare mada au bls re hindu nka upare teka pathara,then gopal Mishra recent mari dele sete bele kouthi jai thilu be abhadra..jadi niza dharam pain thia hei parunu toh chup rha jie desh dharam pain kama karuchi taku toh support kara tu aji jayen kn karichu jaiki dekha se gamucha boy ku se kn karichi😊

    • @bsn8527
      @bsn8527 Місяць тому

      ​@@BiswasRanjanDas😂Kahiki Rajaniti Dharma Bepari Dwara Mind Wash Houcho😂Sala Bharat re Hindu Loko Adhika Pathana Chup Chap Rahuchanti😂 Rajaniti Pain Micha Bhaya Srusti Karajauchi👍

  • @rajeshjani4242
    @rajeshjani4242 9 днів тому

    Very good brother...❤

  • @SandipBehera-j7b
    @SandipBehera-j7b Місяць тому +5

    Au bjd ku roast kari paribo ki - kn kari paribo ta 😅😂

  • @nithinmusicofficeal1888
    @nithinmusicofficeal1888 8 днів тому

    ଭାଈ ଆଉରି roast କର ସେହି social tolk ku Kali ଘୃଣା ବେଶୀ ,,thank you bhai

  • @ame_jajpuria
    @ame_jajpuria Місяць тому +4

    ଭାଇ ସେ ଗାମୁଛା ଖୋଲିଦିଅ ଜଣା ପଡିବ ଏମାନେ ସତରେ ହିନ୍ଦୁ ନା BJP ଚଟା 😂😂😂😂

  • @sksahanawaj396
    @sksahanawaj396 20 днів тому

    Thikkk vaii❤

  • @pagalpahadi6876
    @pagalpahadi6876 Місяць тому +5

    Tanku kn kahuchu be 😊 tu kebe BJD ra agents re video baneichu ki ?

  • @manasbeher7264
    @manasbeher7264 22 дні тому

    ଭାଇ 👍ଚୋଖା ଏମାନଙ୍କୁ ମାତ୍ରା ଅକ୍ଷର ଜଣା ନାହିଁ 😄😄😄