ଅନିୟମିତତା ଅଭିଯୋଗ ଆଣି ଅଙ୍ଗନୱାଡିରେ ତାଲା ପକାଇଲେ ଅଭିଭାବକ || BALASORE NEWS

Поділитися
Вставка
  • Опубліковано 7 лют 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS

КОМЕНТАРІ • 112

  • @littlesoren291

    Anganwadi kuadu aaniki debo lo maa ... govt paisa deuni ...5.50/- per piece deuchi ...market re rate 7.00 /- kuadu maintain koribe Anganwadi maa mane...so sad justice for Anganwadi

  • @MandakiniPradhan7

    ଏ ରିପୋର୍ଟର କୁ ଜଣା ନାହିଁ 2ବର୍ଷ ର ପିଲାଙ୍କୁ uniform ମିଳେ ନାହିଁ।3+ପିଲାଙ୍କୁ pre-school ଆସିଲେ ଦିଆଯିବ। ପୁଣି ସରକାର ଯେତିକି ଦେବେ। ବ୍ୟକ୍ତିଗତ କାରଣରୁ ଲୋକମାନେ ଏକାଠି ହୋଇ ବି ଏପରି କରୁଛନ୍ତି। ସବୁ ଦୋଷ angnawadi କର୍ମୀ ସହାୟିକା ଙ୍କର ନୁହେଁ। ଠିକ୍ ସମୟରେ lSNP ଟଙ୍କା ଆସୁନି। ପ୍ରତି ମାସରେ ବାଣ୍ଟିବା କର୍ମୀ ଙ୍କ ପକ୍ଷ ସମ୍ଭ ବ ହେଉ ନାହିଁ। ଆଉ ଅଙ୍ଗନୱାଡି କର୍ମୀ bite ଦେଲାବେଳେ ଠିକ୍ ବାକ୍ୟ ବ୍ୟବହାର କରନ୍ତୁ। ସରକାରଙ୍କ guide line କୁ ଠିକ୍ ଭାବେ ଉପସ୍ଥାପନ କରନ୍ତୁ।

  • @sebatimarndi7767

    ମିଡିଆ ବନ୍ଧୁ ତମର ସାଧାରଣ ଜ୍ଞାନ ଅଛି ନା ଏଇ ବିଭାଗରେ...ପ୍ରଶ୍ନ ପଚାରିବାର ଯୁକ୍ତିଯୁକ୍ତ ନୁହଁ...ଏଠି କେବଳ ମହିଳା ମାନେ ଈର୍ଷାରେ ଜଳୁଚନ୍ତି...ଥରେ ଯାଇକି ଅଙ୍ଗନୱାଡି ଦିଦିଙ୍କ ଜାଗାରେ ରହି କାମ କର...ତେବେ ଯାଇ ବୁଝିବ....

  • @sudhirakumarpradhan6284

    2ବର୍ଷ ଛୁଆ କୁ ଡ୍ରେସ କୁଆଡୁ ଆସିବ, govt ଦେଉଛି କି?

  • @sudhirakumarpradhan6284

    ମିଡ଼ିଆ ଵାଲା ନିୟମ ଠିକ ନ ଜାଣି ପ୍ରଶ୍ନ ପଚାରୁ ଛନ୍ତି

  • @Thakurasingh

    ମିଡିଆ ଭାଇ ମାନେ ଇଟା କଣହଉଛି ଏପଟେ ଗାଁରେ ଝଗଡ଼ା ସେପଟେ ସର୍କାର ଶଣୂନି ଅଙ୍ଗନ ବାଡି ଦିଦି କାହାକୁ ଗୁହାରି କରିବେ ବାଲେଶ୍ଵର୍ରେ ନୁହଁ Odisha ଶାରା ଏମିତି ହଉଛେ ଦୋଷ କାହାର ଏଶରକାର କୁ ଟିକେ ଲାଜ ଲାଗିବା କଥା କିଛିଦିନ ପରେ ଅଙ୍ଗନବାଡ଼ି ଦିଦି ଭିକାରି ହେଇଯିବେ କାରଣ ଏପଟେ ଦରମ୍ଭା ବିବାଦ ଶେପଟେ ସେପଟରେ smpଅଙ୍ଗନବାଡି ଦିଦି ଚଲିବକେମିତି ପୁଣି ୭୫୦୦ ରେ

  • @nbehera8651

    Hinsare ehi bhali loke anganwadi workerku hairan karuchhanti.100percent lokanka. Katha mithya.

  • @satrughannaik147

    Super didi

  • @user-jf8yv6rx9x

    Reporter ku ta kicchi jana nahi se report karibaku asichi tame aga ja kan Kan miluchi bujhi ki report kariba

  • @user-qp8qj2ym1z
    @user-qp8qj2ym1z День тому

    All right didi sata katha kahuchhanti aji kali loke hinsare kahuchhanti

  • @user-bm5gt1xk4n
    @user-bm5gt1xk4n День тому +2

    Abe angawadi ku loka sahi parunahanti

  • @JatadhariSethi-it1nz

    A stree lok ku kuha anganwadi jai ta bohu petaru pila udhar kariba.block jai gherau kar.

  • @seemamajhi8457

    Ama gaon re bhi emiti hua.....

  • @bimlaminz-yy5hu

    Aww kn onda khauchhi

  • @suhana1523

    A ga loka Didi Ku khai jaucjhanti, Didi kana khai be

  • @mamatabehera8236

    2 years kahniki pila janma n haunu Bapa Maanku dress diajiba 3years re dress paiba jogya

  • @user-dg9mj5jo6r

    Good 👍 news

  • @mamalihansda3204

    Alo didi amiti midia agare bite diyani 6 masa jaye tm anganwadi cholao na tapare asi bite deba

  • @gangotrinahak2140

    Right ....aha hi sata....amiti hi anda diaa jauchi....masaku 12 ta anda miluchi but 10 ta deuchhanti ....khatare lekhuchhanti 12 but dwla bele 9/10 bohut gaare amiti houchi ....ks nagar block re bi amiti houchi