ଛାତ୍ରଙ୍କୁ ତାଗିଦ କରିବାରୁ ଶିକ୍ଷକଙ୍କ ନାଁରେ ଥାନାରେ ମିଛ ଅଭିଯୋଗ, ବାଲେଶ୍ୱର || KONARK LIVE

Поділитися
Вставка
  • Опубліковано 26 сер 2023
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS

КОМЕНТАРІ • 1,3 тис.

  • @arundhutilenka5140
    @arundhutilenka5140 10 місяців тому +329

    ମୁର୍ଖ ଅବିଭାବକ ହେଲେ ଅବସ୍ଥା ଏଇଆ ହବ।ବାପ ମାଆ ସଂସ୍କାର ଶିଖାଇ ନାହାନ୍ତି।ଏ ପିଲାଟି ଭବିଷ୍ୟତରେ ଭଲ ମଦୁଆଟେ କିମ୍ବା ଚୋର ଟାଉଟର ହବ ଧନ୍ୟବାଦ।

    • @user-ij6zb2oc9y
      @user-ij6zb2oc9y 10 місяців тому +2

      Jeu Mane lekhuchanti thik katha Jani lekhantu

    • @santoshchintada5863
      @santoshchintada5863 10 місяців тому

      ​@@user-ij6zb2oc9ythik katha apana kuhantu

    • @sonalikhuntia8261
      @sonalikhuntia8261 10 місяців тому +7

      Pura ri8 bhai,e pila ta life re msnisa hebani

    • @dnandadinesh
      @dnandadinesh 10 місяців тому +5

      ଯେମିତି ମଞ୍ଜି ସେମିତି ଫଳ

    • @queenashiq_
      @queenashiq_ 10 місяців тому

      Last re pua bekar hele teacher mananku dayi karibe 😭😭parents pare future re sei pila parents ku kasta deba, au parents badhya heiki kahibe, pua janma dei ki lava?? 😭😭

  • @Blackcat-bo2uq
    @Blackcat-bo2uq 10 місяців тому +348

    ଶିକ୍ଷକ ମାନଂକୁ ଅନୁରୋଧ ଯଉ ଛାତ୍ର ପାଠ ପଢିବାକୁ ଇଛା କରୁଛି ତାକୁ ଟିକେ ଭଲସେ ପାଠ ପଢନ୍ତୁ ଆଉ ଜଉ ଛାତ୍ର ର ପଢିବାକୁ ଇଛା ନାହିଁ ତାକୁ ଛାଡିଦିଅ ତା ବାଟରେ,ଦାଦନ ଖଟିବାକୁ ତାମିଲନାଡୁ ଯଉ

    • @ashishkisku1513
      @ashishkisku1513 10 місяців тому +5

      Amo school re toilet ro Sobu switch au tap bhangi sarileni ....kn koriba kuhonti

    • @amapirigada6114
      @amapirigada6114 10 місяців тому +3

      Ama school students toilet kahiki pubg kheluchhanti

    • @ashishkisku1513
      @ashishkisku1513 10 місяців тому

      @@amapirigada6114 mu piti pokouchu.....

    • @user-ij6zb2oc9y
      @user-ij6zb2oc9y 10 місяців тому +1

      Jeu Mane lekhuchanti thik katha Jani lekhantu

    • @ashishkisku1513
      @ashishkisku1513 10 місяців тому +5

      @@user-ij6zb2oc9y kn kohibaku chahucho kuho.....
      Pila khorap huwontu to?????

  • @mbalamuralikrishna2392
    @mbalamuralikrishna2392 10 місяців тому +101

    ସଂପୃକ୍ତ ଶିକ୍ଷକ ଜଣେ ଉତ୍ତମ ଶିକ୍ଷକ

  • @pratapkumarsahu2472
    @pratapkumarsahu2472 10 місяців тому +48

    ଜଣେ ଶିକ୍ଷକ ଙ୍କୁ ଏହିପରି ହଇରାଣ କରିବା ବହୁତ୍ ଦୁଃଖ ଦାୟକ,ସରକାର ଏହା ଉପରେ ଦୃଷ୍ଟି ଦିଅନ୍ତୁ😢

  • @pratapchandradas7676
    @pratapchandradas7676 10 місяців тому +164

    ଯୋଉ ସାମ୍ବାଦିକ ପଚାରୁଛନ୍ତି ସେ ପାଠ ପଢିବା ବେଳେ ମାଡ଼ ଗାଳି‌ ଖାଇଥିଲେ ନା ନିଜେ ବିଚାର କରନ୍ତୁ

    • @abtechnical5639
      @abtechnical5639 10 місяців тому +12

      ହେଃ ଏଟା କି ବାଳ ସାମ୍ବାଦିକ।ଏଟା ଅଷ୍ଟମ ଫେଲ ହୋଇ ବୁମ୍ ଧରି ବୁଲୁଛି। ଅଲଗା କିଛି ତା ଦ୍ଵାରା ହେଇପାରିଲାନି।

    • @AnjaliSutar-mx2ce
      @AnjaliSutar-mx2ce 10 місяців тому +3

      Thank Katha kahicha bhai

    • @user-ij6zb2oc9y
      @user-ij6zb2oc9y 10 місяців тому +1

      Jeu Mane lekhuchanti thik katha Jani lekhantu

    • @abtechnical5639
      @abtechnical5639 10 місяців тому +3

      ଜାଣିବାର କିଛି ନାହିଁ ଏଠି। ଯାହା ଭିଡିଓ ରୁ ଦେଖାଯିବ ସେୟା ହିଁ କୁହାଯିବ।

    • @bhagabanmajhi5099
      @bhagabanmajhi5099 9 місяців тому +1

      Eye B badhe pakka balunga thila badhe tenu ki emiti prasna karuchi 😂😂😂

  • @SubhransuBehera-xc4ie
    @SubhransuBehera-xc4ie 10 місяців тому +39

    ଗୁରୁ ବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ,ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମେ ଶ୍ରୀ ଗୁରୁବେ ନମଃ।

  • @ranjankumarrath6802
    @ranjankumarrath6802 10 місяців тому +128

    He is a good teacher.

    • @user-ij6zb2oc9y
      @user-ij6zb2oc9y 10 місяців тому +1

      Jeu Mane lekhuchanti thik katha Jani lekhantu

  • @manoranjansingh5209
    @manoranjansingh5209 10 місяців тому +144

    ମାଡ଼ ଆଉଥରେ ଆରମ୍ଭ ହଉ ସ୍କୁଲ ମାନଙ୍କରେ

  • @jayadevmandal9938
    @jayadevmandal9938 10 місяців тому +113

    ସ୍କୁଲରେ ତାଗିତ କରିବା ନିହାତି ଆବଶ୍ୟକ

  • @reetap4008
    @reetap4008 10 місяців тому +25

    ଆମେ teacher ମାନଙ୍କ୍ ଠାରୁ ମାଡ ଖାଇ ଥିଲୁ ବୋଲି ଆଜି ଆମେ ଭଲ ପଦବୀ ରେ ରହି ପରିଛୁ 🙏

  • @Matimorasathi
    @Matimorasathi 10 місяців тому +30

    ସାର୍ ଧର୍ମ ର ଯୁଗେ ଯୁଗେ ଜୟ ହେବ ।। ଆପଣଙ୍କୁ ସତ ସତ ନମନ୍ ଆପଣ ଙ୍କୁ ଜଗନ୍ନାଥ ସବୁବେଳେ ରକ୍ଷା କରିବେ ।।

  • @kailashchandrapati743
    @kailashchandrapati743 10 місяців тому +126

    ସାର ଠିକ କରିଛନ୍ତି ପିଲା ଙ୍କୁ ମାଡ ଦରକାର

  • @dpcreation2792
    @dpcreation2792 10 місяців тому +128

    ସାର ଯାହାବି କରିଛନ୍ତି ଠିକ କରିଛନ୍ତି କିନ୍ତୁ ଟିକେ କମ ହେଲା ଆଉ ଟିକେ ଅଧିକ ମାତ୍ରା ରେ ଦରକାର ହଉଥିଲା

    • @user-ij6zb2oc9y
      @user-ij6zb2oc9y 10 місяців тому

      Jeu Mane lekhuchanti thik katha Jani lekhantu

    • @santoshchintada5863
      @santoshchintada5863 10 місяців тому

      ​@@user-ij6zb2oc9ythik katha apana kuhantu

    • @anand3562
      @anand3562 10 місяців тому

      magya video re dekhilu ...sir jaha karichanti thik karichanti tu se mada khia pila ta badhe@@user-ij6zb2oc9y

    • @deepakmahanta6565
      @deepakmahanta6565 4 місяці тому

      Right 👍👍👍👍

  • @mitunsenglish4452
    @mitunsenglish4452 10 місяців тому +31

    ଏ ପିଲାର ବାପା ପୁଣି ଦିନେ ପୁଅ ତାକୁ ପିଟିଛି ବୋଲି ଥାନା କୁ ଯିବ ନିଶ୍ଚିନ୍ତ।

  • @lokanathdas22
    @lokanathdas22 10 місяців тому +31

    ଯାହାର ବାପା ମାଆ ସଚେତନ , ପିଲାର ପାଠପଢ଼ା ରେ ମନ ଅଛି ସେଭଳି ପିଲାଙ୍କୁ ଶିକ୍ଷକମାନେ ସମୟ ଦିଅନ୍ତୁ , ଶାସନ କରନ୍ତୁ । ଅନ୍ୟଥା ବିଚରା ଶିକ୍ଷକ ମାନଙ୍କର କ୍ଷତି ହେଉଛି । ସରକାରୀ ନୀତି ଆଜ୍ଞା ଅଲଗା ।

  • @dharitrimohanty4725
    @dharitrimohanty4725 10 місяців тому +103

    ଯଉଁ ଛାତ୍ରଛାତ୍ରୀ ତାଗିଦ ସପକ୍ଷରେ ନାହାଁନ୍ତି ସେମାନେ ପାଠ ନ ପଢିବା ଭଲ 👍🏻

    • @sudambisoi4315
      @sudambisoi4315 10 місяців тому +1

      Thiki kahichanti bapa maa nka sampurna bhulu

  • @ShantiBishi-gq6cb
    @ShantiBishi-gq6cb 10 місяців тому +97

    ସାର୍ ଙ୍କ କଥା ଠିକ୍। ସାମ୍ବାଦିକ ଭାଇ ପିଲା କୁ ଥରେ ପଚାରୁନା ତା ବେକରେ କଣ ଝୁଲୁଛି ?ସେଇଟା ସ୍କୁଲ ନା ତା ଘର ?ଖାଲି ସାର୍ ଙ୍କୁ ପଚାରି ଚାଲିଛ। ସାର୍ ଙ୍କର ଭୁଲ୍ ଯଦି ଅଛି ପିଲାର ବି ଅଛି ।ସେ ସାର୍ ଙ୍କୁ ନମସ୍କାର। 🙏🏼

    • @user-ij6zb2oc9y
      @user-ij6zb2oc9y 10 місяців тому

      ସେହି ଭିଡିଓଟି ତାଙ୍କ ଘରୁ ଆସିଛି |

    • @pradipkumarsahoo3717
      @pradipkumarsahoo3717 10 місяців тому +1

      Punishment is necessary to rectify a indiscipline students

    • @gundripasiproductions
      @gundripasiproductions 10 місяців тому

      ​@@user-ij6zb2oc9yତା ଘର ହେଉ ପଛେ ସେ ଛୋଟ ପିଲା ହିସାବ ରେ ଗୋଟେ ସଂସ୍କାର ଯୁକ୍ତ ପିଲା ହିସାବ ରେ ବାଇଟ ଦେବା କଥା..ମୋତେ ଲାଗୁଛି ପିଲା ଟି ଅତି ବାଳୁଙ୍ଗା...ସେ ଭବିଷ୍ୟତରେ ଦାଦନ ଯିବ ସେତେବେଳେ ଜାଣିବ ସେ ଶିକ୍ଷକ ଙ୍କୁ କାହିଁକି ଏମିତି କରୁଥିଲା

    • @user-qd2vr5pr5i
      @user-qd2vr5pr5i 3 місяці тому

      ଆରେ ଭାଇ ଏ ସାମ୍ବାଦିକ ମାନଙ୍କୁ ମଧ୍ୟରୁ ୯୫% ହେଉଛନ୍ତି , ଦଲାଲ, ଭାଡୁଆ, ଓ। ଟାଉଟର । କାରଣ ବର୍ତ୍ତମାନ ସମାଜରେ କୌଣସି ବି ସାମ୍ବାଦିକ ନିରପେକ୍ଷତା ଭାବରେ କାର୍ଯ୍ୟ କରୁନାହାନ୍ତି ।

  • @gopalenterprisekeonjhar9176
    @gopalenterprisekeonjhar9176 10 місяців тому +38

    Teacher is a real god❤

  • @dwarikanathdas6906
    @dwarikanathdas6906 10 місяців тому +16

    ଏ ପିଲା କୁ ଆହୁରି ମାଡ ଦରକାର ତା ମା ବାପା ଖରାପ ପିଲାଙ୍କୁ ଆଉ କଣ ସେଖେଇବେ
    Sir ତାଙ୍କ ଜାଗାରେ ଠିକ ଅଛନ୍ତି

  • @durgeshpatra4498
    @durgeshpatra4498 10 місяців тому +95

    ଏଇଟା ସତ ସାର୍ ଙ୍କ ନାଁ ରେ ଯୋଉ ପିଲା କହୁଛି ତା ଭବିଷ୍ୟତ ଅନ୍ଧକାର ଘରେ ପରିବାର ଲୋକେ ବୁଝିବା ଦରକାର

  • @narendrakumarjena8914
    @narendrakumarjena8914 10 місяців тому +133

    ଏ ପିଲା ଯେବେ ନିଜର ବାପା ମା ଙ୍କୁ ନିଶ୍ଚୟ ପିଟିବ,

  • @jitendrasahu9073
    @jitendrasahu9073 10 місяців тому +20

    ଯେଉଁଠି ଛାଟ ନାହିଁ ସେଇଠି ପାଠ ନାହିଁ,ସେ ପିଲାର ରଙ୍ଗ ଦେଖ ବେକରେ ବ୍ଲୁ ଟୁଥ ,ପିଲା ବାଳ ରୁ ଯିବ

  • @biduchandanproduction791
    @biduchandanproduction791 10 місяців тому +20

    Tapas sir is one of my favorite science teacher and also a good teacher. I'm a student of this school and now am a Ph.D. scholar. Love u sir. 🙏🙏🙏

    • @ranjitbehera4241
      @ranjitbehera4241 10 місяців тому +1

      Tahele apana police station ku Jai teacher nka sapakshyare Ray diantu.gurunka sanmana pherei anantu.

  • @Amazonion83
    @Amazonion83 10 місяців тому +77

    ଏଥିପାଇଁ ଆମର ଶିକ୍ଷା ବ୍ୟବସ୍ଥା ହିଁ ଦାୟୀ । ବାସ୍ତବରେ ଛାଟ ନ ବାଜିଲେ ପାଠ ନାହିଁ । ଏପିଲାଟି ମିଛ କହୁଛି । ତା'କୁ ଅଧିକ ଶାସନ ଦରକାର ହେଉଛି ।

    • @user-qb9rl8yp9l
      @user-qb9rl8yp9l 10 місяців тому

      ବାଳ କଣ ହେଲା ସେଠୁ ପିଟିଲା ଅଭିଯୋଗ କରୁଛ media ଭାଇଙ୍କୁ tk laja laguni ପ୍ରଶ୍ନ jauthi ପଚାରିବା କଥା pachara plz

    • @user-ij6zb2oc9y
      @user-ij6zb2oc9y 10 місяців тому

      Jeu Mane lekhuchanti thik katha Jani lekhantu

    • @anantanahak2718
      @anantanahak2718 10 місяців тому

      Sashana kalaboli sir nka nare abhijoga asila

    • @dayasagarkalta8157
      @dayasagarkalta8157 10 місяців тому

      ତମର ପିଲା ପାଠ ନ ପଢିଲେ ମାଷ୍ଟର ର କଣ ଯିବ, ନିଜକୁ ଟିକେ ପଚାର ?

  • @ramachhansda3686
    @ramachhansda3686 10 місяців тому +73

    ଦଣ୍ଡ ମୁକ୍ତ ଅର୍ଥ ଶିକ୍ଷା ମୁକ୍ତ ଓଡ଼ିଶାର ଲକ୍ଷ

  • @Dancerorphan
    @Dancerorphan 10 місяців тому +79

    Be respect to teacher.... 🙏🙏🙏🙏🙏🙏🙏🙏

    • @user-ij6zb2oc9y
      @user-ij6zb2oc9y 10 місяців тому

      Jeu Mane lekhuchanti thik katha Jani lekhantu

  • @sashanksamantray7533
    @sashanksamantray7533 10 місяців тому +11

    ଗୁରୁଜୀ 🙏 ପ୍ରଣାମ।
    ଆପଣ କର୍ତ୍ତବ୍ୟ କରିଛନ୍ତି।
    କିଛି ଭୁଲ୍ କରି ନାହାନ୍ତି।
    😢😢

  • @user-gc2wc9nw3y
    @user-gc2wc9nw3y 10 місяців тому +63

    ମିଛ କହୁଛି ପିଲା ଟା

  • @ashoksahu3331
    @ashoksahu3331 10 місяців тому +56

    ଛି ଛି ସେପିଲାର ବାପା ମାଙ୍କୁ ଧନ୍ୟରେ,

  • @premchandmohanta7446
    @premchandmohanta7446 10 місяців тому +8

    ବହୁତ ସୁନ୍ଦର ସାର୍। ଏବେ ମିଡ଼ିଆ ଭାଇ ମାନଙ୍କ ଆଗରେ ଆଉଥରେ ବାଡାନ୍ତୁ ସେମାନେ କେମିତି ପଚାରୁଛନ୍ତି ଦେଖ । ପ୍ରଥମେ ବାପା ମାଁ ଆଗ ମାଡ଼ ଦରକାର ତାପରେ ଓଡ଼ିଶା ସରକାର କୁ ଜୋତା ମାଳ ଦରକାର ମୋବାଇଲ ଫୋନ ପାଠ ଆଉ ସିଏ ବି ଏକ ରୁ ଦଶମ ଛୁଆମାନେ କାହିଁକି

    • @pratapkumartripathy1763
      @pratapkumartripathy1763 10 місяців тому

      Dear parents don't be like dhrutarasta, see always faults of your and your children and accept the path of pandava if you want good future.

    • @nandakishoremahanta-de4xs
      @nandakishoremahanta-de4xs 9 місяців тому

      If this student will be established with a good job in future then as if he will give his income to concern sir instead of his parents .Time will come when his parents feel this type of minor displinary action was good or not !

  • @janardanparida9068
    @janardanparida9068 10 місяців тому +14

    ମୋ ମତରେ ସେ teacher ଙ୍କ ଭୁଲ ନାଇ କିଛି ।ସରକାର ନିଜେ ନିୟମ ଭଂଗ କରୁଛନ୍ତି ।ଆଗ ସେ ଠିକ୍ ରୁହନ୍ତୁ ତାପରେ ଆଉ ଯାହା କହିବେ

    • @user-ij6zb2oc9y
      @user-ij6zb2oc9y 10 місяців тому

      Jeu Mane lekhuchanti thik katha Jani lekhantu

  • @balgopalputel711
    @balgopalputel711 10 місяців тому +66

    ଦଣ୍ଡ ନିହାତି ଜରୁରୀ

  • @Tikemaja
    @Tikemaja 10 місяців тому +35

    ଶିକ୍ଷକ ଭାଇମାନେ ଦୟାକରି ସୁନାଗରିକ ଗଢିବା ଭୁଲିଯାଓ ... ... Only....only .... Save your job and get salary ... live happily

  • @laxmipriyarradas5511
    @laxmipriyarradas5511 10 місяців тому +44

    Teachers have moral duty to punish their students . I am also a teacher .

    • @user-ij6zb2oc9y
      @user-ij6zb2oc9y 10 місяців тому

      Jeu Mane lekhuchanti thik katha Jani lekhantu

    • @sampattypandey
      @sampattypandey 10 місяців тому +1

      ​@@user-ij6zb2oc9yTeachers know their role, duty and responsibility.

  • @prasantakumarsahoo797
    @prasantakumarsahoo797 4 місяці тому +1

    I m 40years old. I always pay respect to my teachers from Gaon school to university because of them I stand in society now.

  • @kuanrtudu9960
    @kuanrtudu9960 10 місяців тому +44

    ସେ ପିଲା ର ଲକ୍ଷଣ ରୁ ଜଣା ପଡୁଛି ଦୁଷ୍ଟାମୀ ପିଲା ନିହାତି ହେଇଥିବ ।

  • @10ment646
    @10ment646 10 місяців тому +32

    ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର,
    ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pkbvlogstudio3175
    @pkbvlogstudio3175 10 місяців тому +4

    ସାରେ ଯାହା ବି କରିଛନ୍ତି ଭଲ କରିଛନ୍ତି
    ଗୁରୁ ଙ୍କୁ ଭୁଲ୍ ବୁଝନ୍ତୁ ନାହିଁ। Good sir🙏🙏🙏

  • @InnovateAware
    @InnovateAware 10 місяців тому +2

    👍 best teacher

  • @subratpradhan9114
    @subratpradhan9114 10 місяців тому +40

    ପାଠ ନ ପଢିଲେ punishment ଦରକାର ପିଠି ଫଟେଇ ଦିଅ ସାର୍

    • @user-pg1ic4et4h
      @user-pg1ic4et4h 10 місяців тому

      Good

    • @santoshpatra2984
      @santoshpatra2984 10 місяців тому

      ସେଥି ପାଇଁ ଆଜିର ଶିକ୍ଷ୍ୟା ବ୍ୟବସ୍ତା ଭୁଶୁଡ଼ି ପଡ଼ିଛି, ପିଲାଙ୍କୁ ମାଡ଼ ମାରିଲେ ଜେଲ୍ ଆଉ ପାଠପଢି ନ ପାରିଲେ ଶିକ୍ଷକ ଙ୍କ ଭୁଲ......

  • @krushnachandrabarik2686
    @krushnachandrabarik2686 10 місяців тому +23

    ସାର୍ ନମସ୍କାର, ସେ ପିଲା ଦାଦନ ଖଟିବାକୁ ସୁରଥ ଯିବ,ଆପଣ କାହିଁକି ତା ପଛରେ ପଡ଼ିଛନ୍ତି,

  • @gugunduniya3194
    @gugunduniya3194 10 місяців тому +8

    ପିଲାମାନଙ୍କୁ ଗୋଟେ ସୁ ଛାତ୍ର ଗଠନ ପାଇଁ ଶାସନ ଓ ଦଣ୍ଡ ନିତ୍ୟାନ୍ତ ଆବଶ୍ଯକ। ଶିକ୍ଷକ ଦଣ୍ଡ ଦେଇ କିଛି ଭୁଲ କରିନାହାନ୍ତି।

  • @santoshkumarmishra2620
    @santoshkumarmishra2620 10 місяців тому +4

    Sir you are pride of teachers. Id salute you.

  • @user-wp8hi5qv4i
    @user-wp8hi5qv4i 10 місяців тому +77

    You are the best teacher now a days.I am proud of you sir.

  • @thirdeye9492
    @thirdeye9492 10 місяців тому +34

    ଏ ପିଲା ର ଭବିଷ୍ୟତ ଉଜ୍ଜଳ.....
    ତା ଅଭିଭାବକଙ୍କୁ ଧନ୍ୟବାଦ 😢

    • @pinaki007676
      @pinaki007676 10 місяців тому +2

      Bada hei ta bapa pari haba

  • @rameshchandramajhi7018
    @rameshchandramajhi7018 10 місяців тому +1

    Sir 100% Right...

  • @saishankarbhoi8552
    @saishankarbhoi8552 10 місяців тому +4

    Mu bi sei school ra 2012 passout....se sir intentionally pila manaku badanti....mu chup thili but ae pila jaha hau flash kari parila...Need Justice...

    • @kingkumar8835
      @kingkumar8835 10 місяців тому +4

      Ae sir ta suspend bi heithile ...purbaru

  • @hoknowledgeodisha
    @hoknowledgeodisha 10 місяців тому +30

    ପାଗଳ ପିଲା

    • @BinodDora
      @BinodDora 10 місяців тому

      Ghasia jati

  • @dhananjayabastia8057
    @dhananjayabastia8057 10 місяців тому +77

    Teachers have the right to punish students, if they are not concentrating on their reading or involved in any wrong doings. But now a days, government has downgraded education by abolishing punishment in schools.

  • @user-us9dc2os8b
    @user-us9dc2os8b 10 місяців тому +6

    Dhanya too bapa maa

  • @pradeepkumarmohanty2451
    @pradeepkumarmohanty2451 10 місяців тому +3

    Sir actually I am proud of you ❤

  • @ranjanacharya60
    @ranjanacharya60 10 місяців тому +19

    Good work sir ❤I like it

  • @kudmalijhumarstageprogram2554
    @kudmalijhumarstageprogram2554 10 місяців тому +132

    ସାର୍ ଠିକ୍ କରିଛନ୍ତି ଏମିତି ଦରକାର ପିଲାଙ୍କୁ

  • @gangadharamohanty1686
    @gangadharamohanty1686 10 місяців тому +33

    ଏସବୁ ମିଛ , ଭଲ ଛାତ୍ରଟିଏ ଗଢିବା ପାଇଁ ଦଣ୍ଡ ନିହାତି ଆବଶ୍ୟକ । ଏ ସବୁ ଅନ୍ୟ ଶିକ୍ଷକ ମାନଙ୍କର ଏ ଶିକ୍ଷକଙ୍କ ବିରୋଧରେ ଗୋଟିଏ ସଡଜନ୍ତ୍ର ।

  • @aswinirout4016
    @aswinirout4016 10 місяців тому +3

    ସ୍କୁଲରେ ପିଲା ଙ୍କୁ ଶାସନ କରିବା sir ମାନଙ୍କ duty

  • @haladharmahanta7227
    @haladharmahanta7227 10 місяців тому +2

    ପାଠ ପଢାଇବା ପାଇଁ ଯୋର ଦେଲେ, ତାଗିଦ୍ କଲେ ଯଦି ଶିକ୍ଷକ ମାନଙ୍କ ର ଭୁଲ ତା ହେଲେ ସେମାନେ କାହିଁକି ପାଠପଢାଇବବେ।

  • @himanshu6102
    @himanshu6102 10 місяців тому +12

    ଭାଇ ଆଜି କାଲିକା ପିଲା ଯାହା ହେଉ ଛନ୍ତି ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ସରକାର ଭୁଲ କରି ଦେଲେ
    ୟାକୁ ଦେଖୁନ ଶଳା ବେକ ରେ bluetooth ପକେଇ ବୁଲୁଛି
    ତା କଥା କୁ ମୋର ଟିକେ ହେଲେ ବିଶ୍ୱାସ ହଉନି

  • @Adityafoodandvlogs
    @Adityafoodandvlogs 10 місяців тому +16

    ପିଲା mada ନ ଖାଇ ଆଜି କାଲି ବେଶୀ ଖରାପ ହଉଛନ୍ତି ପିଲା ଙ୍କର ଯଦି କ୍ଷତି ହଉଚି କଣ ଲାଗି complain asuchi ama bele kete mada khauthilu kn matijauthilu ଛି ଛି କି ବାପା ମା ପିଲା ଙ୍କ ମୁହଁ ବଢା଼ଉଛ କାନ୍ଦିବ ଭବିଷ୍ୟତ କୁ

  • @jemantanaik-im2ts
    @jemantanaik-im2ts 10 місяців тому +2

    sir ହେଉଛନ୍ତି ସାକ୍ଷାତ ଭାଗ ବାନ୍ , ମାଡ଼ ଖାଇଲେ ପାଠ ଆସେ ,,❤ i love u sir, ଆପଣ ଙ୍କ ପରି ସିକ୍ଷକ୍ ଦର କାର ,,,❤❤❤❤❤🎉🎉🎉🎉🎉100% -99%

    • @kalingamusic6411
      @kalingamusic6411 5 місяців тому

      Tu mada khai odiya lekhiparunu tu ashichu naya dabaku (bhagaban nuha shareban)

  • @SusantaSahu-nq9lv
    @SusantaSahu-nq9lv 10 місяців тому +1

    Good Teacher I support you

  • @dhembram6713
    @dhembram6713 10 місяців тому +19

    ପୁଅରେ ବାପା ମା ଙ୍କ ନାଁ ରଖିବୁ

  • @dinabandhu3491
    @dinabandhu3491 10 місяців тому +11

    You are right sir

  • @Sanumarndi6879
    @Sanumarndi6879 10 місяців тому +4

    ମୁଁ ପାଠ ପଢିଛି ଏହି school ରେ
    ସେତବେଳେ ଆମକୁ ବହୁତ ମାଡ ହେଉଥିଲା...... ତଥାପି ଆମେ sir ମାନଂକୁ ବହୁତ respect କରୁ

    • @user-ij6zb2oc9y
      @user-ij6zb2oc9y 10 місяців тому

      ବିନା କାରଣରେ sir ପିଟିଲେ

    • @user-ij6zb2oc9y
      @user-ij6zb2oc9y 10 місяців тому

      ସାର୍ ବର୍ତ୍ତମାନ ବଦଳିଗଲେ |

  • @arabindapradhan5552
    @arabindapradhan5552 10 місяців тому +9

    School ରେ ପିଲାମାନେ indiscipline ହେଲେ, ପିଟି ପିଟି 'ଗା __ ' ନାଲି କରିଦେବା ଦରକାର, school ଭଲ ନ ଲାଗୁଛି ଯଦି tc ନେଇଯାଅ।
    The indiscipline in this school is a major concern for teachers .

  • @buduramchallan3449
    @buduramchallan3449 10 місяців тому +10

    Good work sir

  • @SrujanaSambhara
    @SrujanaSambhara 4 місяці тому +2

    ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ମାନେ ପାଠ ନ ପଢ଼ିଲେ ଶାସନ କରିବେ ସେ ତାଗିଦ୍ ହେଉ କି ଚାପୁଡ଼ା ମାରିକି ହେଉ ଆଉ ମିଡ଼ିଆ ଭାଇ ମାନେ ଆପଣ ମାନେ କି ପ୍ରଶ୍ନ ପଚାରୁଛନ୍ତି ଆପଣ ମାନେ ପାଠ ପଢିଲା ବେଳେ ଜମା ମାଡ଼ ଖାଇ ନାହାନ୍ତି .... କେତେ ଥର ଆପଣ ମାନଙ୍କ ବାପ ମାଆ ମାନେ ଥାନାକୁ ଦୌଡୁ ଥିଲେ .... ଏ ସରକାର କଣ ଦଣ୍ଡମୁକ୍ତ ବିଦ୍ୟାଳୟ ଘୋଷଣା କରି ଆଦର୍ଶ ଛାତ୍ର ସମାଜ ଗଠନ କରିପାରିବେ ... ଆରେ ଏ ସରକାର କଣ ଦେଖିନାହାନ୍ତି ରାତି ପାହିଲେ କେତେ ଗୁଣ୍ଡା କେତେ ବଦମାସ୍ ମାନଙ୍କର ଉତ୍ପାତ ....ଖାଲି ଶିକ୍ଷା ନୁହେଁ ସଂସ୍କାର ସଂଯମତା ତ ଜଣେ ଶିକ୍ଷକ ହିଁ ଦେଇଥାଏ ...ତେଣୁ ବିଚାର କରନ୍ତୁ କିଏ ଭୁଲ୍ କିଏ ଠିକ୍

  • @siteshkumarpadhi9838
    @siteshkumarpadhi9838 4 місяці тому +2

    he is a good teacher and his narration about this incident is truth.Here guardians are not concious about their duties.

  • @dinabandhu3491
    @dinabandhu3491 10 місяців тому +9

    Goad bless you sir

  • @amarsoni1698
    @amarsoni1698 10 місяців тому +2

    Good teacher in odisa

  • @mithunabhoi8732
    @mithunabhoi8732 10 місяців тому +2

    ସାର୍ ଆପଣଙ୍କୁ ବହୁତ ବହୁତ 🙏🙏🙏🙏🙏🙏🙏🙏🙏🙏🙏🙏🙏
    ଯାହା କରଛନ୍ତି ବହୁତ ଭଳ କରିଛନ୍ତି
    🙏🙏🙏🙏🙏🙏🙏🙏👍👍👍👍👍👍👍👍ସାର୍🤝🤝🤝🤝🤝🤝🤝🙏🙏🙏🙏🙏🙏🙏🙏👌👌👌👌👌👌👌

  • @susantkumarmahapatra2413
    @susantkumarmahapatra2413 10 місяців тому +6

    କିଛି ଦିନ ଯାଉ ସେ କେରଳ ଯିବ ବାଲି ସିମେଣ୍ଟ କାମ କରିବାକୁ।taku kichi କୁହନି

  • @dashamurmu8160
    @dashamurmu8160 10 місяців тому +6

    ସେ ପିଲାର ବାପା ଆଉ ମାଆ କୁ ଧନ୍ୟବାଦ ଦବା ଦରକାର ସେମାନେ ଦିନ ରାତି କଠିନ ପରିଶ୍ରମ କରି ତାକୁ କଉ ସିଜିନ ରେ ଜନ୍ମ କରିଛନ୍ତି ସେଇଟା ସେମାନେ ହିଁ ଜାଣିଛନ୍ତି ତେଣୁ ସମସ୍ତେ ଏଇ ମାନଙ୍କ ପାଖରୁ ଶିଖ ଏମିତି କା ପିଲା ଆଉ 10/12ଟା ଜନ୍ମ କଲେ ମାଷ୍ଟର ମାନଙ୍କୁ ଵି ସ୍କୁଲ ଆସିବା ପାଇଁ ଡର ଲାଗିବ

  • @user-ut7ce9rv5j
    @user-ut7ce9rv5j 10 місяців тому +4

    ଏ ପିଲା ଆଗୋକୁ ଆଇନ ଷ୍ଟାଇନ ହବ୍ ବେକରେ ବ୍ଲୁଟୁଟ ପଡ଼ିଛି ସାରେ ଭୁଲ ମାଗି ନିଅନ୍ତି ଥାନା ଅଫିସର ଓ ମିଡିଆ ଓ ଅଭିଭାବକ ଜାଣି ପାରି ଲାଣି କିଏ ଦୋଷୀ

  • @samnathcreation3870
    @samnathcreation3870 10 місяців тому +3

    ସାର୍ ଙ୍କ ନିଷ୍ପତି ଠିକ 🙏

  • @pravakarmishra1196
    @pravakarmishra1196 10 місяців тому +5

    ମିଡିଆ ବାଲା କ'ଣ ତଦନ୍ତକାରୀ ଅଧିକାରୀ ? ଦୟାକରି ଏପରି କାର୍ଯ୍ୟ କରନ୍ତୁ ନାହିଁ।

  • @gourangabehera3739
    @gourangabehera3739 10 місяців тому +7

    ପ୍ରଥମେ ଏହି ଶଳା ମିଡ଼ିଆ ବାଲାଙ୍କୁ ମାଡ darakar

    • @ratikantadutta802
      @ratikantadutta802 10 місяців тому

      କଣ ପାଇଁ , କହିବେ କି ?

    • @SUBHARANJANDAS
      @SUBHARANJANDAS 10 місяців тому +2

      ମାଡ଼ ମାରିବା କଣ ନିହାତି ଦରକାର। ପଇସା ଖାଇଚି ମିଡିଆ ବାଲା

  • @bijayamaharana937
    @bijayamaharana937 10 місяців тому +1

    Sir you are great

  • @deepakmahanta6565
    @deepakmahanta6565 4 місяці тому +1

    Sir 🙏👍👍👍👍 Is Right 👍👍👍👍❤❤❤

  • @malikmilanbulukulu9406
    @malikmilanbulukulu9406 10 місяців тому +8

    ସାର ଠିକ୍ ଭାବେର ତାକୁ ତାଗିତ କରୀଛ

  • @hemantakumarjena7348
    @hemantakumarjena7348 10 місяців тому +3

    ସ୍କୁଲ ପିଲା Bluetooth ପକେଇ ବୁଲୁଛି... କି ଛାତ୍ର ଜଣାପଡୁଛି.... 👍

  • @smurtiranjanjena1262
    @smurtiranjanjena1262 10 місяців тому +1

    Very good teacher .

  • @bhabagrahiacharya5219
    @bhabagrahiacharya5219 Годину тому

    Thank you sir.

  • @tapanmarndi2787
    @tapanmarndi2787 10 місяців тому +11

    ମାଡ଼ ନ ହେଲେ ପାଠ ନାହିଁ। ଦଣ୍ଡ ମୁକ୍ତ ବୁଲି ଆଜିକା ପିଲା ବାଳୁଙ୍ଗା ହେଲେଣି। ଦଣ୍ଡ ଦିଆ ଯିବା ଉଚିତ୍ ନ ହେଲେ ପିଲା ବାତେରା ହଉ ଛନ୍ତି। ସରକାର ଙ୍କ ଅନୁରୁଦ୍ଧ। ସାର୍ ଙ୍କ ର ଟିକେ ବି ଭୁଲ ନାହିଁ।

  • @chakradharasahoo5948
    @chakradharasahoo5948 10 місяців тому +3

    Punishment is almost needed

  • @reetap4008
    @reetap4008 10 місяців тому +1

    ଆଜିକାଲି parent ମାନଙ୍କ ହିଁ ସବୁ ଭୁଲ

  • @jhasketanlalbehera9281
    @jhasketanlalbehera9281 10 місяців тому +1

    Good teacher.

  • @bijayakumarmoharana9302
    @bijayakumarmoharana9302 10 місяців тому +5

    A light punishment must be needed to control a student now 😃

    • @laichanbhumia7877
      @laichanbhumia7877 10 місяців тому

      ଗାଈ ଚରାଇବାକୁ ଯିବୁ

  • @SunimiyaPradhan-ot8gw
    @SunimiyaPradhan-ot8gw 10 місяців тому +20

    One thing for sure, Government is responsible for this, not teachers. Government must take counsels from teachers before implementing any law whether in favour of students or not. Point here is "Building a good Person, a good Society, whose foundation is Students and Teachers take burden of it, whereas Government don't understand the importance of this.

    • @user-ij6zb2oc9y
      @user-ij6zb2oc9y 10 місяців тому +2

      Jeu Mane lekhuchanti thik katha Jani lekhantu

    • @Dukhusorenofficial
      @Dukhusorenofficial 7 днів тому

      Who are u why r you writing same statement of everyone comment reply.

  • @ganeshprasadpanda5549
    @ganeshprasadpanda5549 4 місяці тому +2

    Tapas. Sir. Is. a good. Teacher.
    He. Is. an. Ideal Teacher.
    Above student complain
    Is wrong.

  • @sumantadas6135
    @sumantadas6135 10 місяців тому +1

    Very good job sir🙏🙏🙏🙏👍🌹

  • @nrusinghaprasaddash9233
    @nrusinghaprasaddash9233 10 місяців тому +2

    ସରକାର୍ ଗୋଟେ ବାପା ବା____ ଘୋଷଣା କରିଛି।। ଶଳା ନବମ ଦଶମ ପିଲା ସ୍କୁଲ୍ ରେ ସିଗାରେଟ୍ ଟାଣୁଛନ୍ତି ଆଉ କଣ ବାକି ରହିଲା ସ୍କୁଲ ରେ।।

  • @shradhanjalibiswal7263
    @shradhanjalibiswal7263 10 місяців тому +5

    Govt ଦାଇ

  • @jgofficialcreative
    @jgofficialcreative 10 місяців тому +1

    ଭଲ ହେଇଛି ସାର୍

  • @pintumajhi9761
    @pintumajhi9761 10 місяців тому +2

    ଆଜିକାଲି ର ଏମିତି ଛାତ୍ର ଙ୍କୁ ଭଲ ଭାବରେ ମାଡ଼ ଦରକାର

  • @sasmitadash2470
    @sasmitadash2470 10 місяців тому +2

    ଗଳାରେ earphone, ଜଣା ପଡ଼ୁଛି କେମିତି ଛାତ୍ର ଆଉ କେମିତି ଅଭିଭାବକ

  • @kulumamaguluexpress449
    @kulumamaguluexpress449 10 місяців тому +3

    Sir thik kahuchanti

  • @shashikantasethi7803
    @shashikantasethi7803 10 місяців тому +1

    Sir you are right

  • @hariharparhi2352
    @hariharparhi2352 10 місяців тому +1

    ଏହି ପରି କିଛି ପିଲା ମାନଙ୍କ ପାଇଁ ଭଲ ପିଲା ମାନଙ୍କ ର ଭବିଷ୍ୟତ ନଷ୍ଟ ହେଉଛି। ଅଭିଭାବକ ମାନେ ହେଉଛନ୍ତି ଏଥିପାଇଁ ସମ୍ପୁର୍ଣ୍ଣ ଦାୟୀ, କାରଣ ପିଲା ଠିକ୍ କହୁଛନ୍ତି କି ଭୁଲ୍ କହୁଛନ୍ତି ତାହା ର ସଠିକ୍ ତଦାରଖ ନ କରି ପିଲାଙ୍କ ଉପସ୍ଥିତିରେ ଶିକ୍ଷକ ମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି ଯାହା ଫଳରେ ପିଲା ର ସାହସ ବଢୁଛି ଏବଂ ସେ ଶିକ୍ଷକ ମାନଙ୍କୁ ବେଖାତିର କରୁଛନ୍ତି ଏବଂ ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି। ଯଦି କୌଣସି ଅଭିଯୋଗ ପିଲା କରୁଛି ତାହାହେଲେ ଅଭିଭାବକ ମାନେ ବିଦ୍ୟାଳୟ ଯାଇ ଶିକ୍ଷକ ଦେଖା କରି ଆଲୋଚନା କରିବା ସହିତ ପିଲାର ସାଙ୍ଗ ମାନଙ୍କ ସହିତ ଆଲୋଚନା କରି ସତ୍ୟା ସତ୍ୟ ଯାଣନ୍ତୁ, କିନ୍ତୁ ପିଲାଙ୍କର ଆଗରେ ଶିକ୍ଷକ ମାନଙ୍କୁ ଏପରି କିଛି କୁହନ୍ତୁ ନାହିଁ ଯାହାଦ୍ବାରା ପିଲାଟି ଆଉ ଶିକ୍ଷକ ମାନଙ୍କୁ ଆଉ ଖାତିର୍ କରିବେନାହିଁ।

  • @basantbindhani6864
    @basantbindhani6864 10 місяців тому +3

    alajuka batra laja laguni

  • @ruhyatudu6287
    @ruhyatudu6287 10 місяців тому +3

    Se chhua jone collector hebo