କପି ବାହାନାରେ ସ୍କ୍ୱାର୍ଡ ସଦସ୍ୟ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ || KONARK LIVE

Поділитися
Вставка
  • Опубліковано 4 жов 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS

КОМЕНТАРІ • 1,6 тис.

  • @iconix3146
    @iconix3146 7 місяців тому +240

    ସିସିଟିଭି ତୁରନ୍ତ ଚେକ କରାଜାଉ । ଆଉ ଜଉ ମିଡ଼ିଆ ରେ ଖବର ଟି ପ୍ରସାରଣ ହୋଇଛି ସେଇ ମିଡ଼ିଆ ଉପରେ ଦୃଢ଼ କର୍ଯାନୁଷ୍ଟାନ ନିଆଯାଉ। ଆଉ ଜଉ ସ୍କୁଲ୍ ରେ ଏଇ କାଣ୍ଡ ଟି ହୋଇଛି ସେଇ ସ୍କୁଲ୍ ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

  • @SubhadraSethi-jc1qh
    @SubhadraSethi-jc1qh 7 місяців тому +60

    ଆମେ ବି ସେଇ ସାର ଙ୍କ ପାଖର ପଢ଼ିଚୁ ଆମେ ଜାଣିଛୁ ସାର ବହୁତ ଭଲ ବୋଲି,,,,,,
    ଏ ଝିଅ ମାନେ କପି କରି ପାରି ନାହାନ୍ତି ବୋଲି ଏମିତି ମିଛ ଟା ରେ ଅଭିଯୋଗ କରୁଛନ୍ତି
    # justice _for_tapan sir

  • @girija9561
    @girija9561 7 місяців тому +455

    ଝିଅ ଗୁଡାକ ବହୁତ danger ସେ ସ୍କ୍ୱାର୍ଡ କୁ ମିଛରେ ଫସଉଛନ୍ତି

    • @techreviews6633
      @techreviews6633 7 місяців тому +7

      Pandiyan ର ଗୁଣ୍ଡା ବାହିନୀ ଅଫସରମାନେ

    • @PradhansKnowledgeCorner70
      @PradhansKnowledgeCorner70 7 місяців тому +5

      Right ପିଲା ମାନେ ମିଛ କହୁଥିବ

    • @BudhiaHansdah-c8r
      @BudhiaHansdah-c8r 7 місяців тому +7

      ନାରୀ ହେଉଛି ଦିପାତିୟାଛୁରୀ

    • @Bhanj.Tiger.kalkudra
      @Bhanj.Tiger.kalkudra 7 місяців тому +2

      ପୁରା 100%

    • @j-skm914
      @j-skm914 7 місяців тому +2

      ମୋତେ ବି ଲାଗୁଚି ,ୟା body language ରୁ ମିଛ ବୋଲି ଜଣା ପଡୁଚି

  • @gyanaytchannel8605
    @gyanaytchannel8605 7 місяців тому +118

    କପି କର, କପି ଧରିଲେ ସାର ଙ୍କୁ ବଦନାମ କର। ଧନ୍ଯ ଧନ୍ଯରେ ସଂସାର।

  • @satyabanmohanta4007
    @satyabanmohanta4007 7 місяців тому +156

    ଏ ସବୁ ମିଛ କଥା ଲୋ ମା😂
    କପି କରି ପାରିନଥିବାରୁ ସବୁ Acting 😂😂

  • @debashisjena7717
    @debashisjena7717 7 місяців тому +67

    ସି ସି ଟି ଭି ଦେଖାଯାଉ, ଏ ଡ୍ରାମା ବନ୍ଦ କରାଯାଉ।ଯିଏ କପି ଜଗିଲା ସେ ଖରାପ ହେବା ସ୍ବାଭାବିକ।କଥାରୁ ଜଣା ପଡୁଛି ଏହା ଏକ କପି ସେଣ୍ଟର୍।କପି କରି ନ ପାରିବାରୁ ପିଲା ଏମିତି ମିଛାରେ ଏହିପରି କହିଲା ପରି ଲାଗୁଛି।

    • @smunurock6966
      @smunurock6966 7 місяців тому +2

      Right

    • @tunabiswal8691
      @tunabiswal8691 6 місяців тому

      କାହା ଦୁଧରେ ହାତ ମାରିନି କିଲୋ ଝିଅ ତୁମ ଝିଅକୁ ଗେହୁଛୋନ୍ତି ସବୁ ପୁଅମାନେ

  • @piyushrajkumar15
    @piyushrajkumar15 7 місяців тому +128

    କାହିଁ ଯେତେବେଳେ ନୂଆ ଓ ଓଡିଶା ଆଉ ଓଡ଼ିଆ ପରମ୍ପରା କୁ ଜଳାଞ୍ଜଳି ଦେଇ ଲଙ୍ଗଳା ନୁର୍ତ୍ୟ ହେଉଥିଲା ସେତେବେଳେ କିଛି ଅଭିଯୋଗ ହେଉନଥିଲା. ଏଠି ଜଣେ ଶିକ୍ଷକ ଙ୍କୁ ବଦନାମ କରିବାକୁ ଏହା ଷଢଯନ୍ତ୍ର

    • @rashmiranjan286
      @rashmiranjan286 7 місяців тому +4

      Sir ଯଦି ସତରେ ଖରାପ୍ ତେବେ ତାଙ୍କ ସ୍ତ୍ରୀ ପ୍ରେମିକା ବେଡ୍ ପାର୍ଟନର ମାନେ ସେମିତି ଖରାପ୍ sir କୁ ବି ଭଲ କହିବେ । ଝିଅ ମାନଙ୍କୁ ପୁରୁଷ ଲୋକ କେମିତି ଯାଞ୍ଚ କଲେ ? ଝିଅ ମାନଙ୍କୁ madam ମାନେ ଯାଞ୍ଚ କରନ୍ତି । ଏଠି ପୁରୁଷ ହୋଇକି କେମିତି ଝିଅ ମାନଙ୍କୁ ଛୁଇଁଲେ ?

    • @snfitness3091
      @snfitness3091 7 місяців тому

      Dimag thik jagara achi ki nai tumarta ho​@@rashmiranjan286

    • @sanketsamal7070
      @sanketsamal7070 7 місяців тому

      Seita mukhya jinsa nuhna se galare hata deinahanti se bas tara hata dhariki kapi dekhubaku chesta karithile but se kahiparithante ki jhia to galaru hata kadhiki hata dekha boli bat hatat hata ku dharidebati tankara vul thila ta boli jane sikhyakanku ate asanmana thik nuhna. But jebe election pain rasta ghatare kharap nrutya paribesana heuchi taku kehi birodha karunahanti tanku dekhibaku lakhya lakhya loka runda heijauchanti

    • @phrmukeshodia
      @phrmukeshodia 7 місяців тому

      ମୋ କମେଣ୍ଟ୍ ଜଣେ ପଢନ୍ତୁ 🙏 ଏଇ କିଛି ଦିନ ତଳେ ମୁଁ😂 କିଛି ଭୁଲ ନ କରି ମଧ୍ୟ ମୋ ନରେ ଜଣେ ମହିଳା ରେପ୍ କେଶ୍ ଦେଇଥିଲା ମୁଁ କହିଲି ଅଭଦ୍ର ଭାଷା ରେ କଣ ପାଇଁ ମୋ ଘର ସାମ୍ନାରେ କଳି ନାଗୁଛ ସେହି ପରି ଏ ଘଟଣା ଏ ଦୁନିଆଁ କେତେ ବିଚିତ୍ର, ଏ ନାରୀ ସମାଜ କେତେ ବିଚିତ୍ର , ଏ ଆଇନ କେତେ ବିଚିତ୍ର....🙏

  • @puspanjalipradhan3336
    @puspanjalipradhan3336 7 місяців тому +15

    Sir ବହୁତ ଭଲ

  • @BudhiaHansdah-c8r
    @BudhiaHansdah-c8r 7 місяців тому +167

    ପ୍ରକୁତରେ ଏଇଟା ଗୋଟେ କପି ସେଣ୍ଟର କଲେଜ କପି ଚାନସ ରକିବାରୁ ଏଇଟା ଗୋଟେ ବାହାନା ଜୟ ନବୀନ ସରକାର

  • @Puspanjali517
    @Puspanjali517 7 місяців тому +11

    I am also a student of Tapan sir,he is a hero in physics

  • @prasantapalai4549
    @prasantapalai4549 7 місяців тому +681

    ପିଲା ସବୁ ମିଛ କହୁଛନ୍ତି. କପି କରି ବାକୁ ଚାନ୍ସ ନ ଦେବାରୁ ଏ ଯାତ୍ରା ଚାଲିଛି.

    • @pintupradhan9737
      @pintupradhan9737 7 місяців тому +8

      Mate bi seiya laguchi

    • @plumberelectricalservice3161
      @plumberelectricalservice3161 7 місяців тому +3

      Ok😅

    • @sahebahembram9038
      @sahebahembram9038 7 місяців тому +2

      Right

    • @abhimany616
      @abhimany616 7 місяців тому +1

      ​@Dhananjya500ତୋ ବେଲା ଭଳ ସେମାନେ ତୋ ଗାଣ୍ଡିରେ ଗେହିଁ ନାହାନ୍ତି ନହେଲେ ଝାଡ଼ା ବସି ପାରି ଥାନ୍ତୁନୁ 😂

    • @ChittaMahapatra-gj1ni
      @ChittaMahapatra-gj1ni 7 місяців тому +20

      କପି କରିବା ପାଇଁ ଚାନ୍ସ ମିଳିଲାନି, ସେଇଥି ପାଇଁ ଏତେ ନାଟ

  • @jhunasethi2271
    @jhunasethi2271 7 місяців тому +16

    ଏମିତି ମିଛ କଥା କହି ତୁ କ'ଣ ଭାବୁଚୁ ଜୀବନ ରେ ଉନ୍ନତି କରିବୁ...ସୁଧୁ ମହାମାରୀ ରେ ମରିଵୁ
    #justice_for_tapan_sir🙏

  • @ugresanparabhue
    @ugresanparabhue 7 місяців тому +297

    ଝିଅ ସମ୍ପୁର୍ଣ୍ଣ ମିଛ କହୁଛନ୍ତି ପାଠ ନ ପଢ଼ି
    କପି କରୁଥଲେ ଧରାପଡ଼ିଲେ ସେଥିପାଇଁ
    ଏମିତି କହୁଛନ୍ତି

  • @King_virat6
    @King_virat6 7 місяців тому +4

    ମୋର ସାଙ୍ଗ ବି ସେହି CLG ରେ Exam ଦେଉଥିଲା ‌ସେ କହିଲା ଯେ ସେ SIR Exam ବହୁତ Strit କରୁଥିଲେ ସେଥିପାଇଁ ତାଙ୍କୁ ଜାଣି କରି ଫସାଯାଇଛି । ଆଉ ଗୋଟିଏ କଥା ଏ ଯୁଗର ଝିଅ ମାନେ ଛୋଟ Dress ପିନ୍ଧି Boyfriend ମାନଙ୍କ ସହ ବୁଲି ପାରୁଛନ୍ତି କିନ୍ତୁ ଜଣେ Sir ଙ୍କ ହାତ ବାଜି ଯିବାରୁ ଏତେ problem 😊 ଯାହାର‌ ଯେମିତି ଚିନ୍ତାଧାରା ।

  • @ranjanr7emperor
    @ranjanr7emperor 7 місяців тому +267

    ଏ ଝିଅ ମାନେ ସବୁ ମିଛ କହିଛନ୍ତି । ଟଟାଲି କପି ହୁଏ ଏହି କଲେଜ ରେ ଜଣା ପଡୁଛି। Cc କେମେରା ଓଛି ଚେକ୍ କର ।

  • @SatyabrataDas56785
    @SatyabrataDas56785 7 місяців тому +6

    ସ୍କ୍ୱାଡ଼ ଠିକ କରି ଛନ୍ତି 👍👍

  • @ranjanr7emperor
    @ranjanr7emperor 7 місяців тому +323

    ୧୦, ୧୨ ଟା bf ନେଇ ବୁଲୁଚ ସେଟା ଲାଜ ନାହିଁ । କପି ପାଇଁ ହାତକୁ ଦେଖିଲା ସେଟା ତର ଇଯତ୍ ପଳେଇଲା । ଗଟିଏ ଗଟିଏ ସୁପର୍ଣରେଖ ଏମାନେ ।

    • @biswojitdash1710
      @biswojitdash1710 7 місяців тому

      Ta mane ta galare hata marib na, Ki behiya katha

    • @DocTapan
      @DocTapan 7 місяців тому +6

      NUA-O jhio...

    • @soubhagyadas3332
      @soubhagyadas3332 7 місяців тому +20

      @@biswojitdash1710Ta galare hata maru nathila, hataku galaru kadhiki copy chake karu thile, ki chhota chinta dhara sabu tamara...

    • @biswojitdash1710
      @biswojitdash1710 7 місяців тому

      @@soubhagyadas3332 Seta kie bujhib
      Ladis galare mane Birudi basare hata marichi Bindha sahi baku padiba.

    • @AmulyakumarBehera-x6p
      @AmulyakumarBehera-x6p 7 місяців тому

      ​@@biswojitdash1710 to vauni bedha galare hata marila ki aau to vauni galare keteta toka chuma deichanti

  • @krishnapal2645
    @krishnapal2645 7 місяців тому +10

    ଏ କଲଜରେ ପାଠ ପଢା ହୁଏନି ଏହି
    କଲେଜରେ ଅଧ୍ୟାପକମାନେ ମଧ୍ୟ କପି କରିବାରେ ସାହାଯ୍ୟ କରନ୍ତି। ସେଥିପାଇଁ+୨
    ଏବଂ+୩ ପିଲା ଯେଉଁ ମାନେ ଭ।ଵନ୍ତି ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିବେ ନାହିଁ ସେମାନେ ଏହି କଲେଜରେ ନାମ ଲେଖାନ୍ତି। କିନ୍ତୁ ୨ ଦିନ
    ହେବ ଷ୍ଟ୍ରିକ୍ଟ ହେବାରୁ କାଳେ ପୁଣି ପର ପରୀକ୍ଷାରେ ଯଦି ଏମିତି ହେବ ସେମାନେ ନିଶ୍ଚିତ ଫେଲ୍ ହେବେ , ସେଥିପାଇଁ ସେମାନେ ଏକ ମିଳିତ ମିଥ୍ୟା ବୁଦ୍ଧିଵଦ୍ଦିତ ଷଡ଼ଯନ୍ତ୍ର ରଚନା କରି ମିଡିଆ ସାମ୍ନାରେ ନିଲାଜୁକୀ ଭଳି ଭାଷଣ ଦେଉଛନ୍ତି ।

  • @SahadevPatra-ez4lk
    @SahadevPatra-ez4lk 7 місяців тому +2

    Tapan sir ଙ୍କୁ ନ୍ୟାୟ ମିଳୁ

  • @mayabatimajhi1847
    @mayabatimajhi1847 7 місяців тому +145

    ମିଛରେ ପ୍ରତିବାଦ କରିଥିଲେ ୫ ବର୍ଷ ପାଇଁ ଏକ୍ସଫେଲ କରାଯାଉ ସିସିଟିଭି କ୍ୟାମେରା ଆଧାର ରେ କରାଯାଉ ।

  • @SubhasmitaRaj-cn3hz
    @SubhasmitaRaj-cn3hz 7 місяців тому +36

    Justice for Tapan Sir 🙏

  • @girija9561
    @girija9561 7 місяців тому +105

    ଏଇଟା ଗୋଟେ କପି college. କପି ରୋକିବାରୁ ଏମାନେ ମିଛ କହୁଛନ୍ତି.

  • @PAYALPATTANAYAK-k6x
    @PAYALPATTANAYAK-k6x 7 місяців тому +24

    Justice for Tapan sir 🙏 🙌

  • @sujatadash_73
    @sujatadash_73 7 місяців тому +70

    ଆରେ ବାବା କପି ନ କରିପାରିଲେ ଏ ଅଭିଯୋଗ ହୁଏ

  • @devilsdevils4576
    @devilsdevils4576 7 місяців тому +3

    ମୁଁ ଭାବୁଥିଲି ଗୋଟେ ସୁନ୍ଦରୀ 440 ଭୋଲ୍ଟ ହେଇଥିବ.... ଦେଖିଲା ବେଳକୁ 1.5 ଭୋଲ୍ଟ 😡😡

  • @sudhansushekhar263
    @sudhansushekhar263 7 місяців тому +81

    ଆପଣମାନେ ଜାଣି ଖୁସିହେବେ ଯେ ଏ କଲେଜ ଅର୍ଚନା ନାଗ ଭଳି ଦେହଜୀବୀକୁ ଜନ୍ମ ଦେଇଛି ... କପି କଲେଜ କହିଲେ କଚୁଆଡି କୁ ବୁଝାଏ

  • @SR_Santali_Creation
    @SR_Santali_Creation 7 місяців тому +3

    ବୁଝିଗଲି ଏମାନଙ୍କ ଚାଲାକୀ , squad ମାନେ streat ଜଗି ରହିବାରୁ ଏମାନେ କପି କରିପାରିନାହାନ୍ତି । ଲାଷ୍ଟ ରେ କିଛି ଉପାୟ ନ ମିଳିବାରୁ ଏମାନେ ତା ର ବଦଲା ନେଉଛନ୍ତି 😅😅😅 wah 👏👏👏👏

  • @subhabratamishra4465
    @subhabratamishra4465 7 місяців тому +191

    ସ୍କ୍ୱାର୍ଡ ଆସିଥିଲା ପିଲାଙ୍କୁ ଜଗିବାକୁ ହେଲେ ପିଲା ଜଗିଲେ ସ୍କ୍ୱାର୍ଡକୁ ।😂😂😂😂

  • @amarendrakumarsahu4736
    @amarendrakumarsahu4736 7 місяців тому +7

    ସବୁ ମିଛ। ପାଠସାଠ ନାହିଁ ଖାଲି ଖରାପ ଚିନ୍ତାରେ ବ୍ଯସ୍ତ। ପିଲାମାନେ ପାଠ ପଢି ଭବିଷ୍ୟତ ଉଜ୍ଜ୍ବଳ କର। ଏ ମିଡିଆ ମାନଙ୍କର ସବୁ ପ୍ରକାର ମନ୍ଦ କାମ।

  • @khaladiherel404
    @khaladiherel404 7 місяців тому +62

    ଆଲୋ ଭଉଣୀ ଏତେ ମିଛ କାହିଁ କହୁଛୁ.... ପାଠ ନ ପଢି କପି କରୁଛୁ ଲାଜ ଲାଗୁନି.... କପି ଚାନ୍ସ ତୋତେ ନ ମିଳିବାରୁ ଏମିତି ନାଟକ କରୁଛୁ... ମିଛରେ ସ୍କ୍ୱାର୍ଡ କୁ ଫସଉଛୁ

  • @ullashmaharana6320
    @ullashmaharana6320 7 місяців тому +1

    ସାର୍ ଜଣେ ଭଲ ଲୋକ ଭଳି ଜଣା ଯାଉଛନ୍ତି ।

  • @hembramonam4250
    @hembramonam4250 7 місяців тому +129

    ଏମାନଙ୍କୁ next exam ରେ ପ୍ରଥମରୁ ଶେଷ ଯାଏଁ ଯୋଗନ୍ତୁ line କୁ ଆସିବେ

  • @STATUSMASTER6071
    @STATUSMASTER6071 7 місяців тому +11

    JUSTICE FOR TAPAN SIR ❤

  • @jayanteenanda768
    @jayanteenanda768 7 місяців тому +97

    ଏ କଲେଜ ବନ୍ଦ୍ କରୁ ସରକାର ବଡ଼ ବିଶ୍ରୃଙ୍ଖଳ ଉଧତ ଗଧୀ ଛାତ୍ରୀ

  • @niranjan8431
    @niranjan8431 7 місяців тому +13

    ଏ ପିଲା ପୁରା ମିଛ କହୁଛି । ୟାର ବହୁତ ଦୋଷ ଥାଇ ପାରେ ।

  • @chandinimotivationalquotes3021
    @chandinimotivationalquotes3021 7 місяців тому +74

    କପି ଚେକ୍ କରିବା ସେମାନଙ୍କ କାମ ସେମାନେ ହଜାରେ ଥର ଚେକ୍ କରିପାରିବେ ତୁମେ ଯଦି କପି କରୁନ ଏତେ problem କଣ ପାଇଁ ହେଉଛି ସେମାନେ ଯେତେ ଥର ଚେକ୍ କଲେ ପାଠ ତୋ ପଢ଼ୁନ complain ବହୁତ

    • @Ok1-u3o
      @Ok1-u3o 7 місяців тому +1

      Ladies check karibe ladies ku ,bhai kahiba aaguru vaba

    • @gopalray3899
      @gopalray3899 7 місяців тому +1

      Aaji Kali ledis Mane pura sati Aaowu

    • @abhimany616
      @abhimany616 7 місяців тому +1

      Right 👍

  • @balaihansdah9320
    @balaihansdah9320 7 місяців тому +114

    ସରକାରୀ ବାବୁ ବୋଧେ ବହୁତ ସଚ୍ଚୋଟ ହୋଇ ଥିବେ,କପି କରିବାକୁ ଦେଇ ନ ଥିବେ ..... ତା ପରେ ତ ଝିଅ ମାନେ reels ବଦଳରେ Real ନାଟକ କଲେ....

  • @Gagan-Biswal
    @Gagan-Biswal 7 місяців тому +30

    ଝିଅ ପିଲାଙ୍କର ସବୁ ଖଟିଆ ଚିନ୍ତାଧାରା ... ସତ କଥା ସମସ୍ତେ ଜାଣିଥିବେ , ମିଛ କଥା ଛୋଟ କଥାକୁ ନେଇ ମିଛୁଟାରେ ହଂଗାମା କରୁଛନ୍ତି । ସ୍କ୍ୱାର୍ଡ ସାର୍ ଙ୍କ ଉପରେ ନୁହେଁ ଝିଅ ପିଲାଙ୍କ ଉପରେ (ଯେଉଁମାନେ ହଂଗାମା କରୁଛନ୍ତି )ତାଙ୍କ ଉପରେ ଦୃଢ଼ ପଦକ୍ଷେପ ନେବା ଉଚିତ୍ । 🙏 ଯେଉଁମାନେ ମୋ କଥା ରେ ସହମତ Like କର। Jay Hind 🇮🇳

  • @tulusirdaspattanayak5671
    @tulusirdaspattanayak5671 7 місяців тому +40

    ହେ ଭଗବାନ ଏ ଦୁନିଆଁ ରେ କଣ ସବୁ ଘଟିଛି! ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏପରି ବ୍ୟବହାର କରିବା ଅଭଦ୍ରାମି ର ପରିଚୟ। ବାପା ବୟସର ଲୋକ ତୁମେ ଗାଲ ର ହାତ ଦେଇଥିଲ। ସନ୍ଦେହ ହେବାରୁ ସେ ପ୍ରଥମେ ହାତକୁ ଦେଖାଇବାକୁ କହିଥିବେ।ଏ ଝିଅ ନ ଦେଖାଇ ବଦମାସୀ କରିଥିବ ହୁଏତ ସେ ହାତକୁ ଟାଣି ଆଣି ଦେଖିଥିବେ।ନ ହେଲେ ତୁମେ ସବୁ କେଉଁ ପ୍ରାଇଭେଟ୍ କଲେଜରେ ଛାତ୍ରୀ ଥିବ ତୁମ ପ୍ରିନସପାଲ ଭାଗ ଦେଇ ନ ଥିବ ସେଥିପାଇଁ ଏହି ପ୍ରଚେଷ୍ଟା।
    ଦ୍ବିତୀୟ ତ କହି ରଖୁଛି ଏହି କଲେଜ କପି ସେଣ୍ଟର ରୂପରେ ବାଲେଶ୍ବର ଜିଲ୍ଳାର ଜଣାଶୁଣା କଲେଜ। ଏଣୁ ଏଠାକୁ ଯିଏ ଯିବ ଏପରି ଗୋଟିଏ ଗୋଟିଏ ଛାପ ନେଇ ଆସିବେ।
    ତୁମେ ଝିଅ ବଡ ସାନ ଟିକିଏ ମାନ। ନିଜର ଇଜ୍ଜତ ଦେଇ ଜଣକୁ ବଦନାମ କରିବା ପୂର୍ବରୁ ୧୦୦ ଥର ଭାବ। ତୁମ କୁ ଯିଏ ବିବାହ କରିବ ସେ ନିଜକୁ ଭାଗ୍ୟବାନ ମନେ କରିବ ଗୋଟିଏ ସତୀ ଝିଅ ପାଇଛି। ତୁମେ ବି କେଉଁ ଟୋକା କୁ ଆଖି ଟେକି ଚାହୁଁ ନ ଥିବ।ଧନ ତୁମ କଳା

  • @sahululu9413
    @sahululu9413 7 місяців тому +102

    କପି ଚେକିଂ କଲେ କଣ ଟା ଭୁଲ ହେଇଗଲା ଲଙ୍ଗଳା ହେଇକି ରୀଲସ ବନାଉଛ ସେଇଟା ଖରାପ ଲାଗୁନି ସେ ଷ୍ଟ୍ରୀଟ କରୁଛନ୍ତି ବୋଲି ତାଙ୍କୁ ବଦନାମ କରୁଛ

  • @santoshkumarmohanty1888
    @santoshkumarmohanty1888 7 місяців тому +5

    ଯୋଉ ଝିଅ ମାନେ ସ୍କ୍ବାଡ membersମାନଙ୍କୁ cordonକରି ୨ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ, ସେମନଙ୍କୁ identify କାଯାଉ ଏବଂ cctv ଯାଞ୍ଚ କରାଯାଉ। ଯଦି ଅଭିଯୋଗ ମିଥ୍ଯା ପ୍ରମଣିତ ହୁଏ, ସମସ୍ତ ଙ୍କୁ rusticate କରାଯାଉ। ଯୋଉ ଅଭିଭାବକ ହାଲ୍ଲା କରୁଥିଲେ ତାଙ୍କୁ ଗିରଫ କରାଯାଉ। ସ୍କ୍ବାଡ members ମାନଙ୍କୁ police protection ଦିଆଯାଉ।

  • @abhimany616
    @abhimany616 7 місяців тому +100

    ସେମାନେ ସେମିତି କରିବେନି ତାଙ୍କ କାମ ହେଲା କପି ଚେକ୍ କରିବା ଗାଲରେ ହାତ କାଢ଼ି ଦେଲା ତା ବଳି ନୁହଁ ସେ ଖରାପ ନଜର ପକେଇଲେ ସେ ଝିଅ କିଛି ନୋ ଲେଖି ପାରିବାରୁ ମିଛ ରେ ମିଡିଆ ଡାକି ସେ ଭଳି କହୁଚି ମୋ ବାଣ୍ଡ ପରୀକ୍ଷା ଦଉଚ ଘଡ଼ା ଗେହିଁ ଝିଅ ମାନେ

    • @Suvankarvlogs56
      @Suvankarvlogs56 7 місяців тому +2

      😂😂😂😂

    • @instamilioner
      @instamilioner 7 місяців тому +3

      😂😂😂😂😂❤

    • @bulbulnaik2005
      @bulbulnaik2005 7 місяців тому +6

      Bhai ଆଜିକାଲି ଝିଅ ମାନେ ସାଧୁ ହେଇଗେଲେକି

    • @naikmitali4075
      @naikmitali4075 7 місяців тому +5

      You are right Bro

    • @Iam_cute.survi_2024
      @Iam_cute.survi_2024 7 місяців тому +1

      A bhai Katha sambhali Ki Kuha respect girl

  • @lalitmohanmishra3561
    @lalitmohanmishra3561 7 місяців тому +19

    Ha....😂😂😂
    ପାଠ ପଢା ପିଲlଗୁଡ଼ାକ ଆଉ
    କପି କରେଇ ଦେଲେନି ବୋଧେ😅

  • @jayanteenanda768
    @jayanteenanda768 7 місяців тому +72

    ଏ କଲେଜରେ ପାଠ ନାହିଁ କେବଳ କପି ହିଁ କପି

  • @ratnakarhembram847
    @ratnakarhembram847 7 місяців тому +4

    TEACHER IS GOD

  • @anilkumarsethi1765
    @anilkumarsethi1765 7 місяців тому +63

    ପାଠ ନପଢି ଲଙ୍ଗୁଳି ହେଇ reels ବନେଇବେ au patha achhi j ଲେଖିବେ ,କପି କରିପାରିଲେନି ବୋଲି ମିଥ୍ୟା ଆରୋପ ଲଗାଉଛନ୍ତି ଏମାନେ,ଏଥର ଜଗି କି ବସନ୍ତୁ ଦେଖିବେ ଠିକ୍ ବାଟକୁ ଆସିଯିବେ ଏମାନେ

    • @debabrata5547
      @debabrata5547 7 місяців тому +2

      ପୁରା ଠିକ କଥା bhai..... ଏଥର ଗାଣ୍ଡି ପଡୁଛି.... ଦେଖୁନ school ରେ ପଢୁଛି ନାକ ନୋଥ ଲଗେଇ ଆସିଛି exam ଦବ

    • @Iam_cute.survi_2024
      @Iam_cute.survi_2024 7 місяців тому +1

      A bhai Katha sambhaliki sabu jhio semiti nahi

    • @salkhuhembram5009
      @salkhuhembram5009 7 місяців тому

      Lengili ki exam deithile copy chack karibaku padino thanta😅😅😅

    • @anilkumarsethi1765
      @anilkumarsethi1765 7 місяців тому +1

      @@salkhuhembram5009 ଅଲଗା କାମ କରିବାକୁ ସୁବିଧା ହେଇଥାନ୍ତା

  • @SanjayMishra-su7sz
    @SanjayMishra-su7sz 7 місяців тому +3

    ଏ ଆରୋପ ଟି ମିଛ ବୋଲି ପ୍ରମାଣିତ ହେଲେ ସେ ଝିଅ ଗୁଡ଼ାକୁ ଅତି କମରେ ୨ ବର୍ଷ exam ଦେବାକୁ ନ ଦିଆଯାଉ

  • @01Bharatiya
    @01Bharatiya 7 місяців тому +24

    ସବୁ BJD ର ରାଜନୀତି
    ପିଲା ଠୁ ଜନତା ସବୁ ଦୁର୍ନୀତି ପ୍ରିୟ ହେଇ ଗଲେଣି
    ଲଙ୍ଗୁଳୀ ହେଇ ନଚୁଛ, Oyo ଯାଇ ସ୍ଵାଧୀନ ହଉଛ ଆଉ କପି କରିବାକୁ ନ ଦେବାରୁ ମିଛରେ ବଦନାମ କରୁଥାଇ ପାରନ୍ତି ଏମାନେ, ଓଡ଼ିଆ ମାନଙ୍କ ନୀତି ନିୟତି ଆଜିକାଲି ଆଉ ଭଲ ନାହିଁ, ଓଡ଼ିଆ ଜାତି ପତନ ମୁହାଁ

  • @Bratita_Patra045
    @Bratita_Patra045 7 місяців тому +8

    #Justice_for_Tapan_Sir🙏

  • @ସୁବାସଵଳଵନ୍ତରାୟ
    @ସୁବାସଵଳଵନ୍ତରାୟ 7 місяців тому +5

    ଭଗବାନଙ୍କୁ ଜଣା ସତ କେଉଁଟା । CCTV camera phuteche ନିହାତି ଆବଶ୍ୟକ । ବର୍ତମାନ ଦୁନିଆରେ ଏ ଛାତ୍ରଛାତ୍ରୀ କିମ୍ୱା ଏ ଶିକ୍ଷକ ମହାଶୟ କେହିବି ଭରସା ଯୋଗ୍ୟ ନୁହନ୍ତି । କାରଣ ଏହା ହେଉଛି ଦଣ୍ଡ ମୁକ୍ତ ଅଞ୍ଚଳ ଅତୀତରେ ବହୁତ ଶିକ୍ଷକ ବଦମାସ୍ କାମ କରିବା ଜଣାଯାଏ । ହଁ ଯଦି ସେ ଶିକ୍ଷକ ନିର୍ଦ୍ଦୋଷ ଥିବେ, ତେବେ ଛାତ୍ରୀଙ୍କୁ ମଧ୍ୟ କଠୋର ଦଣ୍ଡ ପ୍ରଦାନ ଦାବି କରିବା ଦରକାର । ଯେବେ ଠାରୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା, ସେବେଠାରୁ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ଡରୁଛନ୍ତି । କଥା କଥାରେ କହୁଛନ୍ତି ଟଲ୍ ଫ୍ରୀ 1800 କୁ ଫୋନ୍ କରି କମ୍ପ୍ଲୈନ୍ କରିଦେବୁ । ଏତେ ବଦମାସ୍ ହେଲେଣି ୫ମ ,ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ମାନେ ସ୍କୁଲରେ ଦିଦି ମାନଙ୍କୁ କମେଣ୍ଟ୍ ମାରୁଛନ୍ତି । ଏହା ଶୁଣିବା ପାଇଁ କଷ୍ଟକର ହେଲେ ମଧ୍ୟ ନିରାଟ ସତକଥା ।

  • @susantkumar-w6m
    @susantkumar-w6m 6 місяців тому +2

    ଏଇ କଲେଜକୁ ୨୦ ରୁ ୩୦ ସ୍କ୍ୱାର୍ଡ ପଠାଯାଉ।

  • @SAGARIKAPRAMANIK-sp5wm
    @SAGARIKAPRAMANIK-sp5wm 7 місяців тому +23

    Justice for tapan sir 🙏🙏🙏

  • @chintan_chintu_
    @chintan_chintu_ 7 місяців тому +9

    Justice For Tapan Sir😢🙏🙏

  • @Puspanjali517
    @Puspanjali517 7 місяців тому +3

    Tapan sir is best for all students

  • @Odiaboy-Dev
    @Odiaboy-Dev 7 місяців тому +1

    ଏହି ଘଟଣାରୁ ରାଣୀ ପଣ୍ଡା ଏବଂ ନିଶା ମହାରଣା କିଛି ଶିଖନ୍ତୁ 😮🤓 ସଂସ୍କାରୀ ହୁଅନ୍ତୁ

  • @Rajeshrock280
    @Rajeshrock280 7 місяців тому +7

    This is future of odisha

  • @DiptimayeeSamal-p1c
    @DiptimayeeSamal-p1c 7 місяців тому +7

    #Justice_for_Tapan_Sir😢

  • @LaxmiPriya-om2gy
    @LaxmiPriya-om2gy 7 місяців тому +3

    # justice for tapan sir please 🙏🙏🙏

  • @ashoknag3973
    @ashoknag3973 7 місяців тому +2

    ଯେତେ ସବୁ ଅଭିନୟ

  • @sachincreation7023
    @sachincreation7023 7 місяців тому +15

    Respect for tapan sir

  • @santoshineekarmi6805
    @santoshineekarmi6805 7 місяців тому +2

    ବର୍ଷ ଯାକ ରାସଲୀଳା କରୁଛ କଳେଜ ରେ ଆଉ କପି ଧରିଳେ ବଦନାମ କରୁଛ ସତୀ ସାବିତ୍ରୀ

  • @trinatharteducation881
    @trinatharteducation881 7 місяців тому +1

    କପି ଧରାପଡିଯିବାରୁ ସବୁ ନାଟକ
    ନୂଆଁ ଯାତ୍ରା ପାର୍ଟି ଖୋଲ

  • @rbk3387
    @rbk3387 7 місяців тому +5

    # Justice for tapan sir

  • @MahaswetaPadhi-b6l
    @MahaswetaPadhi-b6l 7 місяців тому +5

    #justice_for_Tapan_Sir

  • @sanjaynaik5117
    @sanjaynaik5117 7 місяців тому +5

    ସତ ଘଟଣା ସାମ୍ନାକୁ ଆଣନ୍ତୁ।

  • @LijaBarik-o4t
    @LijaBarik-o4t 7 місяців тому +1

    Justice for Tapan sir

  • @umakantbag4800
    @umakantbag4800 7 місяців тому

    ଭଲ ହେଇଛି,,

  • @tunusabar5223
    @tunusabar5223 7 місяців тому +13

    If there any female squad exception of any male squad, what kind of plan would they have made?

  • @GN_odia_News_Update
    @GN_odia_News_Update 7 місяців тому +1

    #justice for Tapan sir

  • @pujajena1497
    @pujajena1497 7 місяців тому +1

    Justice tapan sir RiHS college jhio nahi tumar college ku jibe .Bohut bholo sir RiHS college re bohut Sundar dekhite jhio achanti😡.

  • @ganeshswain1509
    @ganeshswain1509 7 місяців тому +3

    Vala heichi

  • @pramodapradhan9257
    @pramodapradhan9257 6 місяців тому +1

    ଏଥିରୁ ସ୍ପଟ ପ୍ରମାଣ କପି ହଉଛି

  • @thoughtsofshaan
    @thoughtsofshaan 7 місяців тому +2

    That girl is playing victim card nothing else. Squads are directed to fo theit duties without any restrictions. If any candidates come under doubtful activities they are bound to be scanned by the invigilators so the girl could've supported the officer instead of planning something like this. I'm damn sure she was doing something wrong and was not showing her hands. Such students must be barred from exams forever. Let them suffer entire life for this sort of cheap activities. Shame on you Konark News for exaggerating this news

  • @isolated97531
    @isolated97531 7 місяців тому +1

    ସେ ଆମ ସାର 😢
    ମୁଁ ତାଙ୍କ ପାଖରେ 3 year ପଢିଛି Bsc. Physics hons
    ସେ ଵହୁତ ସ୍ୱାଭିମାନୀ ଆଉ ବହୁତ ଭଲ
    କେବେ ବି କାହାକୁ ଖରାପ ନଜର ରେ ଦେଖନ୍ତିନି .
    ଏତେ ଖରାପ କରି ଏ ଝିଅ ମାନେ ମିଛରେ ଆମ ଗୁରୁଙ୍କୁ କହୁଛନ୍ତି
    ଶୁଣିଲା ବେଳକୁ ଖରାପ ଲାଗୁଛି 🥺
    ଆଉ ଏମାନେ କିଏ ସେ
    ସେ sirnka name ରେ ଗାଙ୍ଗପାଣି ହାତରେ ଧରି ଏମିତି କଥା କହିଲେ ବି ଆମେ ତାଙ୍କ ଛାତ୍ର ଛାତ୍ରୀ ବିଶ୍ୱାସ କରିବୁନୁ 😔

  • @CodingQueen-m7v
    @CodingQueen-m7v 7 місяців тому +1

    #Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏#Justice_for_Tapan_Sir🙏🙏🙏

  • @tunilata8477
    @tunilata8477 7 місяців тому +1

    କପି କରିବାର ବାହାନା କରୁଛନ୍ତି

  • @anandnarayanrath8322
    @anandnarayanrath8322 7 місяців тому +2

    ଛାତ୍ରୀ ଙ୍କ କପି ଧରିବା ପାଇଁ ମହିଳା ସ୍କ୍ୱାର୍ଡ ରହିବା ଦରକାର

  • @fakirmohansahoo2079
    @fakirmohansahoo2079 7 місяців тому

    ବହୁତ ବଢିଆ 😱😱😱😂😂😂😂

  • @chandan--1904
    @chandan--1904 7 місяців тому +1

    Check the CCTV futage and take action on it.....

  • @phrmukeshodia
    @phrmukeshodia 7 місяців тому

    ଏଇ କିଛି ଦିନ ତଳେ ମୁଁ କିଛି ଭୁଲ ନ କରି ମଧ୍ୟ ମୋ ନରେ ଜଣେ ମହିଳା ରେପ୍ କେଶ୍ ଦେଇଥିଲା ମୁଁ କହିଲି ଅଭଦ୍ର ଭାଷା ରେ କଣ ପାଇଁ ମୋ ଘର ସାମ୍ନାରେ କଳି ଲାଗୁଛ,ଏତିକି କଥା ! ସେହି ପରି ଏ ଘଟଣା ଏ ଦୁନିଆଁ କେତେ ବିଚିତ୍ର, ଏ ନାରୀ ସମାଜ କେତେ ବିଚିତ୍ର , ଏ ଆଇନ କେତେ ବିଚିତ୍ର,ଗାନ୍ଧିଜୀ ଠିକ୍ କହିଥିଲେ, ଆଖି ଥିବ ଅନ୍ଧ ପରି ରହିବ, କାନ ଥିବ ହେଲେ ନ ଶୁଣିଲା ପରି ରହିବ, ଆଉ ପାଟି ଥିବ ହେଲେ ମୁକ ପରି ରହିବ.🙏 ଜୟ ଜଗନ୍ନାଥ🙏

  • @pitamberboitai5638
    @pitamberboitai5638 7 місяців тому +2

    ପୁରୁଷ କାହିଁକି ଝିଅଙ୍କୁ ଚେକ କରୁଥିଲେ

  • @duhkhishyamnayak9496
    @duhkhishyamnayak9496 7 місяців тому +1

    Jay.sherr.ram.ji.ki.jay

  • @mohanty28
    @mohanty28 7 місяців тому

    ଏ ସଵୁ principal ର ଚାଲ । କୁଆଡେ଼ exfaill ହୋଇଯିବ 😅😅😅😅😅😂😂😂😂😂😂😂😂😂😂😂😂😂😂

  • @bhagabanpradhan4787
    @bhagabanpradhan4787 7 місяців тому +1

    Jai shree Ram

  • @Adventures-g2k
    @Adventures-g2k 7 місяців тому +1

    Justice _for_tapan_sir

  • @royalcreation8845
    @royalcreation8845 4 місяці тому

    ବ୍ୟୋମକେଶ ଭାଇ ଜିତିଗଲେ ଏମାନେ ସବୁ size ହେଇଯିବେ

  • @YajnaseniPatra
    @YajnaseniPatra 7 місяців тому +1

    2 din hela copy kori parino sethi pani gute prahasano korucho .sun jhio bholo kotha kohuchi 2 din physics and chemistry re copy kori parinu jaa next exam biology pani copy lekhibu no hele jodi time milu ni to micro mari anibu au hato re gudo re chari dae lekhi anibu au exam dobu jodi pass heijau karono guru ninda kole tote narka re bi jaga milibini

  • @autofast5298
    @autofast5298 7 місяців тому

    ମିଛ ମିଛ ମିଛ ।
    ଝିଅ ପିଲାମାନେ କପି କଲେ ଓ ଧରା ପଡିଲେ ଏଭଳି ମିଛ କହିବେ।
    ଅତ୍ୟନ୍ତ ଦୁଖଃ ଦାୟକ,ଏ ପିଲାଙ୍କ ଆଚରଣ।

  • @BasantakumarRaul
    @BasantakumarRaul 7 місяців тому

    ଆଜି ଯଦି cctv footage ବ୍ଯବସ୍ଥା ନଥାନ୍ତା ତେବେ ବିଚାର କିଭଳି ହୁଅନ୍ତା? Principal should answer this.

  • @prasantajena2318
    @prasantajena2318 7 місяців тому

    ବାଜ୍ୟ news, ଅଭଦ୍ର ପିଲା, ଏଇ ପିଲାଟିକୁ ବ୍ୟାନ କରାଯାଉ

  • @HareKrushna-f3d
    @HareKrushna-f3d 2 місяці тому

    ଆଜି କାଲି ପିଲା ମହା ବଦମାସ ସେ ପିଲା ପୁରା ମିଛୁଆ କାଲେ ହାତରେ ଲେଖିଥିବ ସେପାଇଁ ସେ ତା ହାତ ତା ଗାଲରୁ ବାହର କରିବାଟା ମାନେ ସେଇଆ ।ଏଗୁଡାକ ଏପିଲା ଠିକ କରୁ ନାହାନ୍ତି ।ମିଛ କହିଲେ ପ୍ରଭୁ କେବେ ବି କ୍ଷମା ଦେବେ ନାହିଁ ।

  • @ashokbadajena733
    @ashokbadajena733 7 місяців тому

    ସାମାନ୍ୟ କଥା କୁ ଏତେଟା ନେବା ଭଲ ନୁହଁ,,

  • @kalyankumarmohanty3104
    @kalyankumarmohanty3104 7 місяців тому

    ସେମାଙ୍କର ଖାତା ଯେଉଁ college ରେ ପଡିବ. ସେ ଖାତା ଟିକୁ ତନ ତନ କରି ଦେଖିବାକୁ ଅନୁରୋଧ. ଜଣା ପଡିବ ଯେ ସେ କଣ ଲେଖିଛି ଖାତା ରେ

  • @satyabanjena4588
    @satyabanjena4588 7 місяців тому

    କପି କଲେଜ ସ୍ୱାର୍ଡ କୁ ମିଛ ରେ ଫସଉଛନ୍ତି ତଦନ୍ତ ହେଉ, ମିଛ କହୁଛନ୍ତି ଛାତ୍ରୀ ଲାଗୁଚି ପ୍ରି ପ୍ଲାନ

  • @ramachandrarana2900
    @ramachandrarana2900 3 місяці тому

    Sir best🎉

  • @dbdas9171
    @dbdas9171 7 місяців тому

    କଲେଜରେ କପି ଧରିଥିବେ ନିଶ୍ଚିତ ତେଣୁ ମିଳିମିଶି ଫାର୍ସ ଚଳେଇଛ.... ସମସ୍ତେ ଭାବିଛ ମିଛ କହି ମିଳିମିଶି କପି କରିବ ପାଠ ଘର ଆଳୁ ଥିବ

  • @kishorkumarbhitiria323
    @kishorkumarbhitiria323 7 місяців тому +1

    ଚୋର ମୁହଁ ବଡ଼ ଟାଣ।ତୁ ଵିଶ୍ଵ ସୁନ୍ଦରୀ ଟା ତ???

  • @BarshaSaraf
    @BarshaSaraf 7 місяців тому +2

    good

  • @deepakpanigrahi7395
    @deepakpanigrahi7395 7 місяців тому +1

    Panda ମାଅଗୀଆର ଉଠୁଛି ଵେଷୀ

  • @rameshlenka5083
    @rameshlenka5083 Місяць тому

    ଗାଡିଆନଙ୍କ ର ଏଟା ଗୋଟିଏ ପ୍ଲାନ୍,କାରଣ ପିଲାଙ୍କୁ କପି କରିବାକୁ ସୁଯୋଗ ଦେଲେ ନାହିଁ ବୋଲି।