waahhh bhagwaan nku bht dhanyawad 🙂🙂🙂.... se ejaen banchichanti kede fresh disuchanti.... au aji kali ra pila jaldi maribaku nijaku ready karibare late karu nahanti...ki sundar katha ebe b clear baharuchi 100 bayasa re!!!!!... 🙏🏽🙏🏽🙏🏽🙏🏽...kaash mo aja aai bapa emiti au tk banch thante😭😭😭.. bhagwan karantu apana banchithiba jaen emiti thantu#Angul_Talcher
Bhai tame jou dala ku saport karuchha kara kintu ei jou katha kahila bapa arambha karithila tame jemiti kahuchha modi money nija pakare rakhe se salaa ta a chataa ta 😅
Bahut sundar discussion eita , bahut kichhi memorable moment Padma Charan sir'nka sahita Rahi sunibaku milila, e sabu Dina au muhurta au kebe bi pheribani, samaja re jete AME agaku agrasar hei chalichhanti sete sete abanati adaku jauchhanti. In one word Old always gold.
Happy Independence Day. I am very much satisfied to listen your conversation with century person. He is like God for us. May God bless him to live more years and tell and remind such unforgettable memories.
You are Living God Sir. We must support you for "Nishamukta Odisha". Please write about odisha during your time. Best Podcast ever seen in my life. May God Bless you.🙏🙏🙏🙏🙏
Sabutu badhiya podcast atithi nku guest bhabare daki thile sir bahut bhala lagila atitara katha ahu Rajaniti re Biju babu nka time re tanka banta Rajaniti tii aramba hela boli ame ae mahan byakti nka Tu janibaku pailu bahut bahut dhanyabad sir, ahu kehi jodi amiti byakti achanti tahaku v guest apanka podcast re guest bhabar dakakantu sir atitara bishayare janibaku miluchi
"I am deeply humbled and grateful to have had the privilege of listening to your extraordinary life story, sir. Your experiences, spanning nearly a century, are a testament to your remarkable strength, resilience, and dedication. Your journey from witnessing India's independence to becoming an MLA in 1957 and seeing the transformation of Odisha over 90 years is truly awe-inspiring. Your speech was a masterclass in humility, wisdom, and statesmanship, offering invaluable insights into the country's growth and development. Your life is a living history book, and I feel fortunate to have learned from it. Your contributions to Odisha's progress and your unwavering commitment to public service are a shining example for us all. Your story is a reminder that every life has value, purpose, and impact, and I am so grateful to have been a part of your audience today. Thank you for sharing your wisdom, experiences, and legacy with us. You are a true legend, and your life's journey will continue to inspire generations to come."
"I am still reeling from the incredible life story you shared with us today, sir. Your experiences are a treasure trove of wisdom, insight, and historical significance. Your ability to recall events from nearly a century ago with such clarity and precision is a testament to your remarkable mental acuity and dedication to preserving the past. Your speech was a poignant reminder of the struggles and triumphs of India's journey, and your role in shaping the state of Odisha is truly commendable. Your legacy extends far beyond your accomplishments as an MLA in 1957; it is a testament to the power of perseverance, hard work, and selfless service. Your story has inspired me to appreciate the value of living history, to respect the sacrifices of those who came before us, and to strive for making a positive impact in my own life. Thank you for being a shining example of a life well-lived, sir. Your impact will be felt for generations to come, and I feel grateful to have been a part of your audience today."
ଧନ୍ୟବାଦ ସଂଗ୍ରାମ ଭାଇ । ଏଭଳି ହୀରା ସଂଗ୍ରହ କରିଥିବାରୁ। ସାର୍ ଙ୍କ ଠାରୁ ବହୁତ ଉପାଦେୟ ଜିନିଷ ଜାଣିଲୁ। ଶହେ ବର୍ଷ ବୟସରେ ନିଜର ଅଭିଜ୍ଞତା share କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରଭୁ ଜଗନ୍ନାଥ ସୁସ୍ଥରେ ରଖି ଥାନ୍ତୁ ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ। ବନ୍ଦେ ମାତରଂ ❤🙏🌹🙏
Jay Jagannath 🙏💕
Sangram bhainka ei prachesta bahut great
ମୁଁ ଦେଖିଥିବା podcast ମଧ୍ୟରୁ ସବୁଠୁ ଭଲ podcast।।। ବହୁତ୍ କିଛି ପୁରୁଣା କଥା ଶୁଣିବାକୁ ମିଳିଲା
Ur handsome yar
Hm mote bi bahut bhala lagila
ମୋତେ ପୁରୁଣା ଜିନିଷ ଦେଖିବା ଆଉ ଜାଣିବା ପାଇଁ ବହୁତ୍ ଭଲ ଲାଗେ ଅପେକ୍ଷା ରେ ଥିଲି ଏମିତି କେହି ଜଣେ ଆସନ୍ତା ନାହିଁ କେବଳ ପୁରୁଣା କଥା କହିବା ପାଇଁ ଆମ ଦେଶ ବିଷୟରେ ।।। ଯାହା ହଉ salute sir ଆପଣକଂ ପାଇଁ jay hind ।।।jay jagannath
ପ୍ରଣାମ ସାର । ପୁରୁଣା ଦିନ ର ଆଲୋଚନା ଖୁବ୍ ଭଲ ଲାଗିଲା ଆହୁରି ଦୀର୍ଘାଯୂ ହୁଅନ୍ତୁ ।
ଏଇ podcast ପାଇଁ Argus team ଙ୍କୁ ବହୁତ ଧନ୍ୟବାଦ୍।
ଓଡିଶା ଆଉ ଓଡ଼ିଆଙ୍କର ବହୁ ପୁରୁଣା କଥାକୁ ଶୁଣିକି ବହୁତକିଛ ଶିଖିବାକୁ ମିଳିଲା l ଧନ୍ୟବାଦ ଅର୍ଗସ ଚାନେଲku
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ, ଏତେ ସୁନ୍ଦର ମୁହୂର୍ତ୍ତ ସବୁ ଆପଣ ଆମ୍ଭ ସମ୍ମୁଖରେ ଉପସ୍ଥାପନ କରିଥିବାରୁ, ହୃଦୟ ରୁ ଧନ୍ୟବାଦ୍ ସଂଗ୍ରାମ ସାର୍, ଶତାୟୁ ରାଜନୀତିଜ୍ଞ ତଥା ମହିୟସୀ ଏଵଂ ଆର୍ଗୁସ ଙ୍କୁ 🎉
କଞ୍ଚା ଓଡ଼ିଆ ବ୍ୟକ୍ତିତ୍ଵ, ବନ୍ଦେ ଉତ୍କଳ ଜନନୀ
ଆପଣ ଙ୍କୁ ପ୍ରଣାମ ମହାଶୟ।ଆପଣ ଆପଣଙ୍କ ଜୀବନ ସ୍ମୃତି ଲେଖିବାକୁ ଅନୁରୋଧ। ଆପଣଙ୍କ ଜୀବନ ଓଡ଼ିଶାର ଶହେବର୍ଷ ର ଇତିହାସ। ଅବଶ୍ଯ ସମୟ ବଡ ବଳବାନ।
👌👌👌👌👌👌
ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଅନନ୍ୟ! ଭଗବାନ୍ ସୁସ୍ଥ ରେ ରଖନ୍ତୁ।🙏ପ୍ରଣାମ
Jay Jagannath 🙏
ଏହିପରି ଗୁରୁଜନ ମାନଂକୁ ସାକ୍ଷାତକାର କରାଯିବା ଆବଶ୍ୟକ। ଆପଣଙ୍କୁ ମୋର ଅଶେଷ ଧନ୍ୟବାଦ। ମାନ୍ୟବର ବ୍ୟକ୍ତି ବିଶେଷଙ୍କ ଉପରେ ସାକ୍ଷାତକାର କଲେ ଆଜିକାର ପିଢ଼ି ଆଉ ରାଜନୀତି କରିବାର ଆବଶ୍ୟକ ସାମାଜିକ ଦୃଷ୍ଟିପାତ ଦୃଷ୍ଟିରୁ ।
ସୁନ୍ଦର୍ ଉପସ୍ଥାପନ ଶତାୟୁ ସ୍ଵାଧୀନତା ସଂଗ୍ରାମୀ ଙ୍କ ଠାରୁ ବିଗତ ଦିନର ଅଙ୍ଗେ ଲିଭା କଥା ଓ ପୂରାତନ ଓଡିଶା ର ଅତୀତ ବିଷୟ କିଛି ଜାଣିବାକୁ ମିଳିଲା ଓ ଏହା ଶୁଣି ବହୁତ୍ କିଛି ଶିଖିବାକୁ ମିଳିଲା ପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ 🙏🙏🙏🙏
ଧନ୍ୟବାଦ୍ ଅର୍ଗସ୍,ଏମିତି ପ୍ରୋଗ୍ରାମ କରନ୍ତୁ
ଆପଣଙ୍କ ଚ୍ୟାନେଲ କୁ ବହୁତ ଧନ୍ୟବାଦ l ନିଶ୍ଚିତ ଭାବେ ହୃଦୟ ଛୁଇଁଲା ଭଳି ବ୍ୟକ୍ତିତ୍ୱଙ୍କୁ ଆଣି ଏଭଳି କାର୍ଯ୍ୟକ୍ରମ କରିଛନ୍ତି l 🙏🙏🙏🙏🙏🙏
ବହୁତ ସୁନ୍ଦର ଉପସ୍ଥାପନା ସଂଗ୍ରାମ ଭାଇ
ଧନ୍ୟବାଦ୍ ଅର୍ଗସ ଚାନେଲ...ବହୁତ୍ ସୁନ୍ଦର ଓ ସ୍ମରଣୀୟ ସାକ୍ଷାତକାର ...କିନ୍ତୁ ଆମେ ବହୁତ୍ ଦୁଃଖିତ ଯେ ଆପଣ ନିଜର ଓ ଚାନେଲର ପ୍ରଶଂସା ସାଉଁଟିବା ନାଁ ରେ ସ୍ୱାର୍ଥପର ଭଳି କାମ କଲେ । ଯେପରିକି ଆପଣ ଚାନେଲ ମାଧ୍ୟମରେ ଏପରି ଜଣେ ଐତିହାସିକ ମହାପୁରୁଷଙ୍କୁ ପୁରସ୍କୃତ କିମ୍ବା ସମ୍ମାନିତ ନକରି କୌଣସି ନା କୌଣସି ସ୍ଥାନରେ କିଛି ଅବହେଳା ପ୍ରଦର୍ଶନ କଲେ ବୋଲି ମନେହୁଏ ।
ପ୍ରଣାମ ସାର,ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା। ଆପଣଙ୍କ ସ୍ୱପ୍ନ ନିଶ୍ଚୟ ସଫଳ ହେବ, ଓଡିଶା ମଦମୁକ୍ତ ନିଶ୍ଚୟ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଓ ଆପଣ ଦୀର୍ଘାୟୁ ହୁଅନ୍ତୁ।
Emiti guest aanantu show re.... thanks
ବହୁତ ସୁନ୍ଦର ଉପସ୍ଥାପନା , ବନ୍ଦେ ଉତ୍କଳ ଜନନୀ , ଧନ୍ୟବାଦ ଅର୍ଗସ ଓ ଅତିଥି ମହାଶୟ ଙ୍କୁ ।
ମହାଶୟ ଆପଣଙ୍କକୁ ମୋର କୋଟି କୋଟି ପ୍ରଣାମ,,,,,, ,🙏🙏🙏🙏 ଭଗବାନ ଆପଣଙ୍କୁ ଦିର୍ଘାୟୁ କରନ୍ତୁ,,,, ଜୟ ଜଗନ୍ନାଥ
real Idealistic Nd Most noblest Person of our Native land odisha... ବରନ୍ୟ ପଦ୍ମ ଚରଣ ମହୋଦୟ ସାର୍ 🥹🙏
ଯେତେ ସବୁ Podcast ହେଇଚି ସବୁ ଠାରୁ ଏଇଟା ଭଲ ଲାଗିଲା ଏମେନ୍ତି ପୁରୁଣ କଥା କିଛି ଜାଣିବା କୁ ମିଳିବ 🙏🙏🙏
waahhh bhagwaan nku bht dhanyawad 🙂🙂🙂.... se ejaen banchichanti kede fresh disuchanti.... au aji kali ra pila jaldi maribaku nijaku ready karibare late karu nahanti...ki sundar katha ebe b clear baharuchi 100 bayasa re!!!!!... 🙏🏽🙏🏽🙏🏽🙏🏽...kaash mo aja aai bapa emiti au tk banch thante😭😭😭.. bhagwan karantu apana banchithiba jaen emiti thantu#Angul_Talcher
ପ୍ରଥମେ ସଂଗ୍ରାମ ବାବୁଙ୍କୁ ଧନ୍ୟବାଦ ଦେବି, ବହୁତ ଆଗରୁ ଲୋକ ଲୋଚନକୁ ଆଣି ଥିଲେ ଭଲ ହୋଇଥାନ୍ତା l ବାପା ମଦ ବିରୋଧୀ ଆନ୍ଦୋଳର ପ୍ରଥମ ବ୍ୟକ୍ତି, ଯିଏ ଆଜି ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଛନ୍ତି, ସାରା ଓଡିଶା ରେ, ଚେଷ୍ଟା କରିଛନ୍ତି ଓଡିଶା କୁ ମଦ ମୁକ୍ତି କରିବା ପାଇଁ, ଯେଉଁଥିରେ ମୁଁ ବି ସାମିଲୀ ଅଛି, ଯାଜପୁର ରୋଡରୁ ଯାଜପୁର ଟାଉନ ର ବରି, ସେଠି ମାଆ ରମାଦେବୀ ଙ୍କ ଆଶ୍ରମ, ସେଠି ସଭା କରିବା, ମୋ ଭାଗ୍ୟରେ ଜୁଟିଥିଲା,, ଏବେବି ବାପା ପୁରା ଷ୍ଟ୍ରଙ୍ଗ ଅଛନ୍ତି, ଈଶ୍ୱରଙ୍କୁ ପ୍ରାଥନା କରୁଛି ଶତାୟୁ ହୁଅନ୍ତୁ , ଏ ମାଟି ପାଇଁ ଯେଉଁ ଲଢେଇ କରୁଛନ୍ତି ମଦ ହଟିବା ପାଇଁ, ହୁଏତ ତାଙ୍କୁ ଖୁସିଦେବ, ଯଦି ସରକାର ମଦ ବନ୍ଦ କରାହେବ l ସୁନ୍ଦର ପ୍ରଶ୍ନ ସୁନ୍ଦର ଅନୁଭୁତି 🙏🙏🙏🙏🙏🙏🙏
ବ୍ରଜେଶ୍ବରୀ ସିଂହ ଆମjajapur ଲୋକ ପ୍ରାୟ. ଅତି ଦୁଃଖର ସହିତ କହୁଛି ମଦ ସରକାର ବନ୍ଦ କରି ପାରିବ ନାହିଁ. ଆମେ ମଦ ନେଇ ଭୋଟ ଦେଲେ. ବାହାଘରରେ ମଦ ନ ହେଲେ ବାହାଘର ବନ୍ଦ. ମଦ ଟିଜେ ନ ହେଲେ ବାପା ଶବ ସଂସ୍କାର ହୋଇପାରୁନାହିଁ. ମଦ ନ ହେଲେ ପିଲାଙ୍କ ଏକଇସିଆରେ ନାମ କରଣ ହୋଇପାରୁନି. ଏଣୁ ଆମେ ଚାହିଁଲେ ମଦ ବନ୍ଦ ହେବ. ସରକାର ବନ୍ଦ କରି ପାରିବେ ନାହିଁ ତାଙ୍କର ସେ ତାକତ ନାହିଁ. ମଦ ବନ୍ଦ ହେଲେ ତାଙ୍କରି ଆଦିବାସୀ ତାଙ୍କୁ ମାରିଦେବେ..
ମୁ ମଦ ବିରୋଧୀ କିନ୍ତୁ ବହୁ ଯନ୍ତ୍ରଣା ଭୋଗିଲା ପରେ ମୋ ଘରେ ମଦ ବନ୍ଦ ହେଲା. ତାହା ପୁଣି ତାଙ୍କ ଖୁସିରେ..
"ମହିମା ଅଲେଖ ଶରଣ "
ଆମେ ନବ ଗ୍ରହ ପୂଜା କରୁଛନ୍ତି ତାହା ଗୋଟିଏ 9 ଏ ମହାନ ବ୍ୟକ୍ତି ଡବଲ 9 ପାର ହୋଇଗଲେ. ଶାସ୍ତ୍ର କହେ 84 ବର୍ଷ ପାର ହୋଇଗଲେ 1000 ପୂର୍ଣମୀ ତାଙ୍କ ଜୀବନରେ ଦର୍ଶନ କଲେ. ସେ ନାରାୟଣଙ୍କ ଠାରୁ ବହୁତ ଉଚ୍ଚାରେ. ତାଙ୍କର ପିଲା ଦିନ କଥା ସବୁ ପ୍ରାଞ୍ଜଳ ମନେ ପଡିବ. କିନ୍ତୁ ଘରେ କଣ ଖାଇବାକୁ ଦେଲେ ମନେ ପଡିବ ନାହିଁ. ଯାହାବି ହେଉ ମଘା ସିଂହ ରାଶି ବ୍ୟକ୍ତି ସର୍ବଦା ନିର୍ଭିକ. ପ୍ରଭୁଙ୍କ ନିକଟରେ ପ୍ରାଥନା କଳି ଯୁଗ ଶେଷ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତୁ. ଭାଗ୍ୟରେ ଥିଲେ କେବେ ଦର୍ଶନ ମିଳିପାରେ
🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏
ଆଜି ପଢି ଖୁସୀ ହେଲି, ଏ ମଣିଷ ବୁଝିବ କେବେ, ଭଗବାନ କରନ୍ତୁ , ମଣିଷ ବଦଳି ଯାଆନ୍ତୁ, ଏତିକି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରୁଛି, ଆଉ ସରକାରଙ୍କ କଥା, ଗାଁ ଗଣ୍ଡାରେ ମଦ ବନ୍ଦ , ଲୋକ ଯିବା ଆସିବା ଆଶ୍ରୟ ସ୍ଥଳ ମାନଙ୍କରେ ମଦ ବନ୍ଦ କଲେ ଭଲ ହେବ
ଓଡିଶା ତଥା ଦେଶର ଇତିହାସ ବିଷୟରେ ଓ ଅନ୍ୟ ବିଷୟରେ ଆଲୋଚନ କରିବା ପାଇଁ ଆଉଥରେ Interview ନେବାକୁ ହୃଦୟର ସହିତ ଅନୁରୋଧ କରୁଛି 🙏🙏🙏
Podcast ଆଉଟିକେ ଲମ୍ବା ହେଲେ ଅହୁରି ଭଲ ଲାଗନ୍ତି। ବହୁତ୍ ଗୁଡାଏ କାଟି ଦଉଛନ୍ତି। Thank you,,,, Jay Jagannath,,,Jay Hind 🇮🇳🇮🇳🇮🇳
Hrudaya ru dhanyavaad Argus digital.. Odisha ra epari jane hira nku podcast ku anithiba ru 🙏🙏..
ଏ କଥା ବାର୍ତ୍ତା ବହୁତ୍ ଭଲ ଥିଲା ଶିକ୍ଷଣୀୟ ଥିଲା ଆପଣଙ୍କୁ ଅନେକ ଅନେକ ଧନ୍ୟ ବା ଦ ଆପଣ ନିରାମୟ ଜୀବନ ଯାପନ କରନ୍ତୁ
ଲୁହ ବାହାରି ଆସିଲା... ଆଉ ଅଧ ଘଣ୍ଟେ ଅଧିକା ହେଇଥିଲେ ହୁଏତ ଆହୁରି ବହୁତ କିଛି ଶୁଣିବାକୁ ମିଳିଥାନ୍ତା ❤😢🙏
ଏମି କା କଥାଶୁଣୀଵାକୁ ଆମ ମନ ଅତ୍ତିର
କିଛି ପୁରୁଣା ଶ୍ରୁତି କୁ ଜାଣିବା ଶୁଣିବା ଦରକାର
ଜୟ ଜଗନ୍ନାଥ ଶ୍ଵାମି। ମୋଉଷା ଙ୍କୁ ନମସ୍କାର
Thanks argus for this new podcast our history in odisha.
May God bless you. Long live grand father. Thank you for the meet
ଆମ ଆୟୁଷ ନେଇ ଆପଣ ସେମିତି ରହିଥାନ୍ତୁ ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖି ଥାଆନ୍ତି
Pranam mahasaya.Apana semiti nirog sarirare thantu.Apananka jibadasa re odisha madamukta heu.
ଆମ ଅଞ୍ଚଳର ଜଣେ ଅନନ୍ୟ ବ୍ୟକ୍ତିତ୍ବ ଓ ଇତିହାସ ଜାଣି ଖୁସି ଲାଗିଲା। Thank you Argus Podcast
ପ୍ରମାଣ sj Nayak sir ଆପଣଙ୍କ ର ପୃବର୍ତନ ର ରାଜନୀତି କଥା ଶୁଣି ବହୁତ ଭଲ ଲାଗିଲା ଆପଣଙ୍କ ବାର୍ତ୍ତା ଏହା ବର୍ତ୍ତମାନ ର ନେତା ପାଇଁ ଶିକ୍ଷଣୀୟ ବିଷୟ . ଅପଣଂକୁ ଆଜିକାର ଦିନ ରେ 🙏
ଆପଣଙ୍କ ବାର୍ତ୍ତା ଗୁଡ଼ିକ ବହୁତ ସୁନ୍ଦର ଲାଗିଲା ଆଶା କରୁଛି ଭଗବାନ ଆପଣଙ୍କ ସବୁ ଆଶା ଓ ବିଶ୍ବାସ ପୂରଣ କରିବେ ଆଉ ଓଡ଼ିଶା ଲୋକ କିଛି ଏଥିରୁ ଶିଖିବେ ,
ଆପଣ ଙ୍କୁ ମୋର ପ୍ରଣାମ🙏🙏🙏
ଜୟ ଜଗନ୍ନାଥ,
ଆପଣ କେବଳ ଏକ ବ୍ୟକ୍ତିତ୍ୱ ନୁହଁନ୍ତି ଆପଣ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ 🙏🏼🙏🏼🙏🏼🙏🏼🙏🏼
ପଇସା ଦେଇ ରାଜନେତା ହେବା ବିଜୁ ପଟ୍ଟନାୟକ ଙ୍କ ଅମଳରେ ଆରମ୍ଭ ହୋଇଥିଲା ଆଉ ନବୀନ ପଟ୍ଟନାୟକ ସେଇ କାର୍ଯ୍ୟ କୁ ବୋହୁତ ଆଗକୁ ନେଇଛନ୍ତି
ରାଜନୀତି ସେମିତି ଭାଇ ।।।। ଇଂରେଜ ସରକାର ରାଜନୀତି ତିଆରି କରିଛି । ଯିଏ ଯେତେ ଦେଶ ବାସିକୁ ଗାଣ୍ଡୀ ମାରି ପାରିଲା ସିଏ ମହାତ୍ମା, ଚାଚା,pm mla mp ଏମିତି ହେଲା । ଆଉ ଯିଏ ଇଂରେଜ ସରକାରଙ୍କ ଗାଣ୍ଡୀ ମାରିଲେ ସିଏ କଳାପାଣି, ଫାଶୀ, ସମ୍ପତ୍ତି ବ୍ୟାର୍ଯାପ୍ତ ହେଲା । ।।।। ଯିଏ କେବଳ ଜେଲ୍ ଗଲା ବୁଝିବ ସିଏ କଂଗ୍ରେସ ର ପାଇଁ,,, ଦେଶ ପାଇଁ ନୁହେଁ ।
Bhai tame jou dala ku saport karuchha kara kintu ei jou katha kahila bapa arambha karithila tame jemiti kahuchha modi money nija pakare rakhe se salaa ta a chataa ta 😅
@@mr_biki_official ଓଡ଼ିଆ ବୋଲି ଗର୍ବିତ ନା ନବୀନ fan ବୋଲି ଗର୍ବିତ । ।।।।। ହଁ ମୋଦି କୁ support କରୁ । ଯିଏ ଦେଶ ପାଇଁ କିଛି କରିବ ତାକୁ support କରିବୁ । ଯଦି କାଲି କିଏ ମୋଦୀ ରୁ ଭଲ ଦେଶ ଭକ୍ତ, ଭଲ କାମ କରିବ ତାକୁ ସପୋର୍ଟ କରିବୁ । ମୋଦୀ ଭାରତ କୁ 4th ବଡ଼ ecomical country, powerful ଦେଶ ବନେଇ ଦେଇଛି । ଆମକୁ ଦେଶ ବଡ଼ ।। ବ୍ୟକ୍ତିଗତ ସୁବିଧା ପଛ ଦେଶ ଆଗ । 25 ବର୍ଷ ନବୀନ ଓଡ଼ିଶାକୁ ଭିକାରୀ ହିଁ କରି ରଖିଲା,,,, ।
@@Deshprem25.BJP jadi pure then gvrnr puo ku pnshmnt mililani?
@@sureshkumarnahak5859 ମୁଁ ଗଞ୍ଜାମରେ ରହୁଛି । ଏଲେକ୍ସନ ବେଳେ ଯେତେ ହଣା ମରା ହେଇଛି ଆମେ ଜାଣିଛୁ । କେତେ bjp ଲୋକ ମରିଛନ୍ତି ଆମେ ଜାଣିଛୁ । କେତେ bjd ଗୁଣ୍ଡା ଗାଁ ଗାଁ ରେ ବୁଲୁ ଥିଲେ ଆମେ ଦେଖିଛୁ । ତାଙ୍କ ଜୀବନ ତମେ ଦେଇ ଦବ । ନା ତମେ ସେ ଗୁଣ୍ଡା ଭିତରୁ ଜଣେ । ଦେଶ ଆଗ ମାତୃଭୂମି ଆଗ,, ସରକାର ଆସିବ ଯିବ । Bjd ର ଗୁଣ୍ଡା ଗିରି, ଲୁଟ, ଶୋଷଣ ଆଉ କ୍ଷମତା ନିଶା ରେ ଅନ୍ଧ ହେଇ ଜଗନ୍ନାଥଙ୍କ ପ୍ରତି ଅପମାନ ଯୋଗୁଁ ସେ ହାରିଛି । Bjd ଆଉ ରହିବ ନାହିଁ ଏଟା ତ ନିଶ୍ଚିତ । ଦେଶ ଭକ୍ତ ହୁଅ,,, କୋଉ ଦଳର ଚାକର କି ଗୁଲାମ ନୁହେଁ ।
ହେ ପ୍ରଭୁ... , ଏତେ ପୁରୁଣା ଲୋକ.. ପରିବର୍ତ୍ତନ କଣ ଏମାନେ ଅନୁଭବ କରୁଥିବେ । କାହିଁ ସେ ଚିଠି ଦିଆ ନିଆ ଯୁଗ ଥିଲା , କାହିଁ ଆଜି ର screentouch smart phone... 🙂🙂🙂
Bhai , sir sabu juga dekichanti satya juga and kalijugo 😢
ଭାଇ ପ୍ରକୃତି କଣ ସାର,,, ମନ ଭାବ କୁ ପାଇଯାଇଛି 😢😢😢
କିମ୍ବଦନ୍ତୀ ପୁରୁଷଙ୍କୁ ପ୍ରଣାମ।
ନିଶାମୁକ୍ତ ଓଡ଼ିଶା ❤❤
Original man full of humanitarian value,listened diary of events from his mouth,found a great difference from 20th century to early 21st century.❤
ଧନ୍ୟବାଦ ସଂଗ୍ରାମ ବାବୁ ଏବଂ ତାଙ୍କ ସମସ୍ତ ସଦସ୍ୟ ଙ୍କୁ 🙏🙏
Aapan susta ruhantu .. grameswar Mahadev nka pakhare atiki binati 🙏💖
Even at the age of 99years old you are so healthy and articulate🙏sir
ବହୁତ୍ ସୁନ୍ଦର୍ ଓ ଶିକ୍ଷଣୀୟ episode। Thank you for this podcast.👍
Jay hind jay Jagannath bohut Sundar ajira podcast mahaprabhu apanku susta au niroga rakhantu.🙏🙏🙏
ଆପଣ ଙ୍କୁ ଧନ୍ୟବାଦ ଯେ ଆପଣ ଏଭଳି ସାମାଜିକ ଅବଶେକତା ଭିଡ଼ିଓ ତିଆରି କରୁଛନ୍ତି ❤
ବହୁତ ସୁନ୍ଦର ଲାଗିଲା ପୁରୁଣା ସ୍ମୃତି ଆଉ ଇତିହାସ ର ଆଲୋଚନା, ଯାହାବି ହେଉ ମୋର ଜନ୍ମ ମତି ରାଜନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ହୋଇକି ଯାଇଛନ୍ତି ଶୁଣି ଆହୁରି ଖୁସି ଲାଗିଲା, ଏବେ ଏଭଳି ଵ୍ୟକ୍ତିତୋ ମିଳିବ ବିରଳ!!
ଧନ୍ୟବାଦ argus ସଦସ୍ୟଙ୍କୁ ଏହିପରି ବ୍ୟକ୍ତି ବିଶେଷ ପାଇଁ 👌🙏👍ବହୁତ ଭଲ ଲାଗିଲା 🙏ଆଜ୍ଞା ଜଗନ୍ନାଥ ଙ୍କୁ ପ୍ରାଥନା ନା କରୁଛି ଆପଣଙ୍କୁ ଅଭିଯାନ ସଫଳ ହେଉ ଜୟ ଜଗନ୍ନାଥ 🙏ଜୟ ମା ବିରଜା 🙏
Birala interview. Thanks Sangram sir. Natak babu chira nirog rahithantu. Odisha nisha mukta heu.... Tanka asha purana karantu Sarkar.
ବହୁତ ସୁନ୍ଦର ଧନ୍ୟବାଦ ଏହି ଭଳି
କିଛି ମୁଲ୍ୟବାନ ହୀରା ମାନଙ୍କୁ ଆଣ🎉🎉🎉
ବହୁତ ସୁନ୍ଦର ପୁରୁଣା କଥା ବିଷୟରେ ଜାଣିବା ପାଇଁ ଅର୍ଗସ ଚ୍ୟାନେଲ କୁ ମୋରୋ ପ୍ରଣାମ 🙏
ଏମିତୀକା ଶିକ୍ଷା ଭରା broadcast ଆଣିଥିବା ରୁ ଆପଣ କୁ ଧନ୍ୟବାଦ
Bahut sundar discussion eita , bahut kichhi memorable moment Padma Charan sir'nka sahita Rahi sunibaku milila, e sabu Dina au muhurta au kebe bi pheribani, samaja re jete AME agaku agrasar hei chalichhanti sete sete abanati adaku jauchhanti. In one word Old always gold.
ଏଇ ଭଳି ସଂଗ୍ରାମୀ ମହାପୁରୁଷ ଆମ ଓଡ଼ିଶା ରେ ଯଦି ଅଛନ୍ତି ତାଙ୍କୁ ଖୋଜି ବାହାର କରନ୍ତୁ। ସବୁ news ମାନଙ୍କୁ ମୋର ଅନୁରୋଧ ଏଭଳି ପଦକ୍ଷେପ ନିଅନ୍ତୁ। ଆହୁରି ଅନେକ କଥା ଆମ ଇତିହାସ ତର୍ଜମା କରିଲେ ଆମେ କିଛି ରହସ୍ୟ କଥା ଜାଣି ପାରିବୁ। ଜୟ ହିନ୍ଦ୍। ଆଗକୁ ବଢ଼ି ଚାଲନ୍ତୁ Argus news 💐💐💐💐🙏🙏🙏🙏
Very nice.pranam to the veteran with folding hands.
Amite podcast nihati absyak juba pidhi pain... Bhaut khusi lagila bhut kichi janibaku mililila... 100 years age kete strong achanti maha prabhu jagannath Apnkku ahuri sakati diantu... Dhanyavaad @agurs and sagarm bhai
Excellent Discussion
I Salute you sir and salute to the beloved people of my state odisha tears roll down from eyes Jai Jagannath
ବନ୍ଦେ ଉତ୍କଳ ଜନନୀ.... ବହୁତ ପୁରୁଣା କଥା ଜାଣିଲୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ....... ଜଗନ୍ନାଥ ଆପଣଙ୍କୁ କୃପା କରନ୍ତୁ ଜୟ ଜଗନ୍ନାଥ........ 🙏🙏🙏👍
ସଂଗ୍ରାମ ଭାଇ ଆପଣ ମୋ ଆଖି ଆଗରେ ସବୁଠୁ ବେଷ୍ଟ ରିପୋର୍ଟର..
Katha pade kahila bhai sangrame bhai excellent reporter of odisha yes
Hn bhai❤
ଧନ୍ୟବାଦ argus କୁ ଆଉ ଧନ୍ୟବାଦ ଆପଣଙ୍କୁ, ଏଭଳି କିମ୍ବଦନ୍ତୀ ଚେହେରା ମାନଙ୍କୁ ସାମିଲ୍ କରି ଓଡ଼ିଶାର ଜନ ସାଧାରଣ ଙ୍କୁ କିଛି ବାର୍ତ୍ତା ଦେଉଥିବାରୁ...
Excellent
A jewel of our state
May Lord Jagannath bless him
May he bless us
ଆଜ୍ଞାଙ୍କୁ ବହୁତ ବହୁତ ଧନ୍ୟବାଦ୍। ଏ ପୁରୁଣା ଇତିହାସ ଆଜି ମିଳିବା ଅନନ୍ୟ। ଆଶାକରେ ପ୍ରଭୁ ଆହୁରି ଦୀର୍ଘ ସମୟ ବଞ୍ଚାନ୍ତୁ।
Argus news ବହୁତ ଧନ୍ୟବାଦ ଆମକୁ ଏହି ପୋଡକ୍ୟାଷ୍ଟ ରୁ ଅତୀତର ବହୁତ କିଛି ଜାଣିବାକୁ ମିଳିଲା ।
Happy Independence Day. I am very much satisfied to listen your conversation with century person. He is like God for us. May God bless him to live more years and tell and remind such unforgettable memories.
Ati sundar lagila..old odisha memorable katha suni....... ❤❤❤
Bahut bhala lagila, bahut puruna katha sunibaku milila. Mahashay ahuri aneka barsa banchi ruhantu o odiya lokanku digdarshan deuthantu.
🙏🙏🙏 Apanka katha sun bahut kichhi Jani parili.. you the living example of Our Odia jatee
Many many thanks.bahut puruna sata katha sunibaku milila.long live aja
You are Living God Sir. We must support you for "Nishamukta Odisha". Please write about odisha during your time.
Best Podcast ever seen in my life. May God Bless you.🙏🙏🙏🙏🙏
Ete barsa heiki madhya apnka memory power bahut bhal achhi sir sabu katha ama ku janeile. Bahut bahut bhal lagila sir
ସତରେ... ପରିଣତ ଅବସ୍ଥାରେ ମଧ୍ୟ ଓଡିଶାକୁ ଉନ୍ନତ ପଥରେ ଆଗେଇ ନେବାରେ ଚିର ସଂକଳ୍ପବଦ୍ଧ.... ସତରେ ପ୍ରତିଟି କଥାରୁ ଯେମିତି ବାରି ହୋଇପଡୁଥିଲା ଅତୀତ ଉତ୍କଳର ସଂଘର୍ଷମୟ ଇତିହାସ.... ଏହି ଭଳି ମାଟିମନସ୍କ ବ୍ୟକ୍ତିତ୍ୱଙ୍କ ନିକଟରେ ମୋର ଭୂମିଷ୍ଠ ପ୍ରଣାମ.... 👃👃👃
A beautiful treasure of odisha that was tagged by Argues podcast so far fantastically credited to future odiyan ever.
ବହୁତ ସୁନ୍ଦର
ଏହି ଭଳି ଲୋକଙ୍କ ଠାରୁ କିଛି ଶୁଣିବା ଓ ଶିଖିବା
ବହୁତ୍ ଭଲ ଲାଗିଲା 🙏
ଆମ ଓଡିଆ ଭାଷାରେ ଲେଖି ନିଜର ମତ ଦେଇଥିବା ସମସ୍ତଙ୍କୁ ମୋ ହୃଦୟରୁ ଧନ୍ୟବାଦ୍ 🙏
🙏🏾🙏🏾🙏🏾🙏🏾🙏🏾antararu koti koti pranam. 🙏🏾🙏🏾🙏🏾🙏🏾🙏🏾
Excellent distance for ODISHA peoples
I PRAOUD
MANY MANY THANKS
Sangram Bhai bahut bahut Dhanyabad ahuri bahut e valia Swadhinata Sangrami mananku anantu
ବହୁତ ସାଧୁ ଉଦ୍ୟମ। ମହାନ୍ ବ୍ୟକ୍ତି ମାନଙ୍କ କଥା ଶୁଣିବା ଆବଶ୍ୟକ।
Sabutu badhiya podcast atithi nku guest bhabare daki thile sir bahut bhala lagila atitara katha ahu Rajaniti re Biju babu nka time re tanka banta Rajaniti tii aramba hela boli ame ae mahan byakti nka Tu janibaku pailu bahut bahut dhanyabad sir, ahu kehi jodi amiti byakti achanti tahaku v guest apanka podcast re guest bhabar dakakantu sir atitara bishayare janibaku miluchi
"I am deeply humbled and grateful to have had the privilege of listening to your extraordinary life story, sir. Your experiences, spanning nearly a century, are a testament to your remarkable strength, resilience, and dedication. Your journey from witnessing India's independence to becoming an MLA in 1957 and seeing the transformation of Odisha over 90 years is truly awe-inspiring. Your speech was a masterclass in humility, wisdom, and statesmanship, offering invaluable insights into the country's growth and development. Your life is a living history book, and I feel fortunate to have learned from it. Your contributions to Odisha's progress and your unwavering commitment to public service are a shining example for us all. Your story is a reminder that every life has value, purpose, and impact, and I am so grateful to have been a part of your audience today. Thank you for sharing your wisdom, experiences, and legacy with us. You are a true legend, and your life's journey will continue to inspire generations to come."
The Best podcast. Long live Padma Charan Sir. Thanks Sangram Babu for such an excellent interview with this great son of Odisha.
Great personality ❤
Thank you Argus🎉
Bahut Dhanyawad Argus news Amiti kichhi Puruna Katha jaenithibaru
Argus news Bala nku bahut bahut dhanyawad
Love you Hole Argus team make a wonderful podcast
Thank you so much Sangram bhai for this podcast 🙏 🙌 ❤️
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ କାର୍ଯ୍ୟକ୍ରମ ଟି ବହୁତ ଆଗକୁ ଯାଉ 🙏🙏🙏
ବହୁତ ସୁନ୍ଦର ଉପସ୍ଥାପନା। ପ୍ରଣାମ ଜଣାଉଛି
ଏମିତି ବ୍ୟକ୍ତିତ୍ଵଙ୍କୁ board cast ରେ ଆଣିଥିବାରୁ ଅନେକ ଅନେକ ଧନ୍ୟବାଦ,
ଏମିତି ଜଣେ ମହାନ ବ୍ୟକ୍ତିତ୍ୱ ଙ୍କ ମୁହଁ ରୁ ଓଡ଼ିଶା ର ଇତିହାସ ଶୁଣିବାକୁ ପାଇଲୁ..❤ହୃଦୟ ରୁ ବହୁତ ବହୁତ ଧନ୍ୟବାଦ argus tv
"I am still reeling from the incredible life story you shared with us today, sir. Your experiences are a treasure trove of wisdom, insight, and historical significance. Your ability to recall events from nearly a century ago with such clarity and precision is a testament to your remarkable mental acuity and dedication to preserving the past. Your speech was a poignant reminder of the struggles and triumphs of India's journey, and your role in shaping the state of Odisha is truly commendable. Your legacy extends far beyond your accomplishments as an MLA in 1957; it is a testament to the power of perseverance, hard work, and selfless service. Your story has inspired me to appreciate the value of living history, to respect the sacrifices of those who came before us, and to strive for making a positive impact in my own life. Thank you for being a shining example of a life well-lived, sir. Your impact will be felt for generations to come, and I feel grateful to have been a part of your audience today."
ବହୁତ ବହୁତ ଧନ୍ୟବାଦ, ବହୁତ ଭଲ ଲାଗିଲା, ଧନ୍ୟବାଦ୍ ଅରଗସ୍
Namaskar 🙏 sir ,,bahot dhanyabad Argus ko ,,epari jane nichaka odia byaktinko ama ko parichita karei thibaro,,jai hind🙏
Ajira podcast bahut vala lagila.kichi puruna katha sunibaku pailu.
Thank you argusTV. Ahi bhiaa kokonku amo odisha sarkar semanku kichhi sarkar nka torofaru sahayata deba Katha
ପାଟକୁରା ନିର୍ବାଚନ ମଣ୍ଡଳୀ ର ପିଲା ହେଇଥିବାରୁ ମୁଁ ଗର୍ବିତ....❤❤❤❤
Bahut sundar, very nice old & rare picture collection.
ସଂଗ୍ରାମ ବାବୁ ଆପଣଙ୍କୁ ଧନ୍ୟବାଦ