Aji video dekhi ki nija chota Bela ra Marshaghai gaon paribesa Mane padigala.Bahut khusi b lagila.JAGANNATHA APANAMANANKARA MANGALA KARANTU.JAY JAGANNATH 🙏
Kn pai emiti feel hue ki nija loka jane kehi nijara daily life ku amaku dekhauchanti...Bht bht dhanyabaad bht kichi sikhibaku mile apananka video ru..mo nija daily life re apananka video madhya sthana paijaichi..sethi pai office ru asi apananka video ra wait b karibaku paduchi..bht sundar and natural content.
ଜୟ ଜଗନ୍ନାଥ ସାର୍ 🙏 , ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସୁନ୍ଦର ଜାଗା ଗୁଡ଼ିକ ଦେଖି ଖୁସି ଲାଗୁଛି, ଏବେ ବି ସାର୍ ମହାବାତ୍ୟା ନାଁ ଶୁଣି ଲେ ଡର ଲାଗୁଛି, ହୋଟେଲ ରେ ଖାଦ୍ୟ ପରସୁ ଥିବା ଭାଇ ଭାରି ସରଳ , କାବୁଆ ଭାଇ ଙ୍କ ଭୋଜି କରିବାର ଇଚ୍ଛା ପୁରଣ ହେଇ ପାରୁନି , ଜୟ ଜଗନ୍ନାଥ 🙏
ଆପଣଙ୍କର comments ଅତି ସୁନ୍ଦର ଭାବରେ ଉପସ୍ଥାପନା କରନ୍ତି
Jay Jagannath 🙏
Bangali mane Bangladeshi pathana, desha pain bipada
Sarathi matha sabuthu bhala jaga
Kendrapara is my district i proud for him
ଜମ୍ବୁ ଗାଁ ବିଷୟରେ ଶୁଣିଥିଲୁ କିନ୍ତୁ ବ୍ଲୋଗ ମାଧ୍ୟମରେ ଦେଖି ଖୁସି ଲାଗିଲା |ତାପସ ଭାଇଙ୍କୁ ମଧ୍ୟ ବହୁତ ଦିନପରେ ଦେଖିବାକୁ ମିଳିଲା |ଜୟ ଜଗନ୍ନାଥ, ଧନ୍ୟବାଦ |
ଭାଇ ଜମ୍ବୁ ଆମ ଗାଁ, ମୁଁ ବହୁତ ଖୁସି ଆମ ଗାଁକୁ ଆସି vlog କରିଥିବାରୁ..... ଜୟ ଜଗନ୍ନାଥ
Please send no
ଜମ୍ବୁ ଦ୍ଵୀପ ର ନାଁ ବ୍ରାହ୍ମଣ ମାନେ ସଂକଳ୍ପ ମନ୍ତ୍ରରେ ଉଚ୍ଚାରଣ କରିବା ଶୁଣି ଥିଲି ହେଲେ ଜମ୍ବୁ ଦ୍ଵୀପ କେମିତିକା ଆଜି 1st time ଆପଣଙ୍କ ଭିଡିଓ ମାଧ୍ୟମରେ ଦେଖି ବହୁତ୍ ଖୁସି ଲାଗିଲା ଏହି ଦ୍ଵୀପ ପଛରେ ନିଶ୍ଚିତ କିଛି ଆଧ୍ୟାତ୍ମିକ କାହାଣୀ ଲୁଚି ରହିଛି ଯଦି କିଛି ଜାଣି ଥିବେ ଟିକେ ଜଣାଇଲେ ଭଳ ହୁଅନ୍ତା ଭାଇନା ଜୟ ଜଗନ୍ନାଥ
Bhai se jambu aau ye jambu re bahut difference achi. You are thinking wrongly.
Jambudweep was also another old name of India 👍
Bhai aapka knowledge to kaamaal ka hai 🤣
Source?
ଜମ୍ବୁ ଦ୍ଵୀପ ବହୁତ୍ ସୁନ୍ଦର ଯାଗା..🥰🥰 ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ... 👌👌
..
ନମସ୍କାର ଗୌରାଙ୍ଗ ଭାଇ। ଆମ ଗାଁ ଓରତ। ବହୁତ ଭଲ ଲାଗିଲା ଆମ ନଦୀ ଦେଖି ଆପଣଙ୍କର ଭିଡ଼ିଓରେ।
ବହୁତ ଭଲ ଜାଗା ଟେ ଦେଖେଇଲେ ଭାଇ . ଆମ ପାଇଁ ବିରଳ nice 👌
ମୋ ରାଜ୍ୟ ଓଡ଼ିଶା । ସୁନ୍ଦର ଗାଁ।
ବହୁତ ସୁନ୍ଦର ଉପସ୍ଥାପନା l
Bahut badhia heichhi 👌👌❤️
ଆମ ମହାକାଳପଡ଼ା ଜମ୍ବୁ ଖାରନାଶି ଅତି ସୁନ୍ଦର ଦୃଶ୍ୟ
Bahut sundar sir 🙏
I'm from jamboo
ଧନ୍ୟବାଦ୍ ଆମ ଗାଁ କୁ ଆସି ଏତେ ସୁନ୍ଦର ଭାବରେ ଦେଖାଇ ଥିବାରୁ
Me also from Babar...
ବହୁତ ଭଲ ଲାଗିଲା ଗୈାରାଙ୍ଗ ବାବୁ ଖୁବ୍ ସୁନ୍ଦର ଜୟ ଜଗନ୍ନାଥ ଜୟ ପଞ୍ଚସଖା।
କେନ୍ଦ୍ରାପଡ଼ା ମହାକାଳପଡ଼ା ବାବର ଜମ୍ବୁ ଆମ ଗାଁ ପାଖରେ
ଜୟ ଜଗନ୍ନାଥ ସ୍ବାମୀ 🙏🙏
ଆମ ଏରିଆ କଥା ଜାଣି ଖୁସି ଲାଗିଲା 🙏🙏🙏
ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
Very nice information sir ..
Thanks for this beautiful vlogs
Jay jagannath sir
Sir ବାବର ଆସିଥିବାରୁ ମୁ ବହୁତୁ ଖୁସି ଆମ ଗାଁ ବାବର 🙏
Pathan naa kanhiki rakhich village name
Bahutu bhala lagila video bhi
Nice vidio dekhi bhala lagila
Jay Jagannath 🙏 sunder vlog👌
ଆପଣଙ୍କ ସମସ୍ତ videos ଅତ୍ୟନ୍ତ ହୃଦୟସ୍ପର୍ଶୀ.. ଏମିତି କରିଚାଲନ୍ତୁ.. ଜଗନ୍ନାଥ ଆପଣକୁ ଏମିତି ଖୁସି ରେ ରଖନ୍ତୁ
Jay jaganntha
Jay Jagannath
Super ❤❤❤❤
Jay jagannath 🙏🙏, bhai
ଜୟ ଜଗନ୍ନାଥ ସାର କେମିତି ଅଛନ୍ତି. ❤️❤️❤️❤️
ଜୟ ଜଗନ୍ନାଥ ସାର୍
Jai Jagannath
Nice blog. Jai jagannath.
ଜୟ ଜଗନ୍ନାଥ଼,
Excellent explore new ❤️👍🙏🏾 dhanyawad you
Badhiya Bhai 👍
ଜୟ ଜଗନ୍ନାଥ ଭାଇ🙏
ସାର ଜୟ ଜଗନ୍ନାଥ ବୁଦ୍ଧିଆ ଭାଇ ଜୟ ଜଗନ୍ନାଥ ସାର ଭିଡିଓ ଭଲ ଲାଗିଲା
Vala lagila vai
Bahutt vala sir 🙏🙏🙏🥰
Bhai Ama Ghara Marshaghai,Kendrapara😍Awesome #odishaminesvlogs
Jay Jagannath....nice vlog
Speech is very good sir
ନୂଆ ଜାଗା, ନୂଆ ଅନୁଭୁତି, vlog ଭଲ ଲାଗିଲା ।
Aji video dekhi ki nija chota Bela ra Marshaghai gaon paribesa Mane padigala.Bahut khusi b lagila.JAGANNATHA APANAMANANKARA MANGALA KARANTU.JAY JAGANNATH 🙏
Nuaa jaga jambu dwipa dekhibaku paailu 👍👍👍
Wow shupar vedeo
Kendrapada is ❤️
ବଡ ଭାଇ ପ୍ରଣାମ..ବହୁତ ଶୁଣି ଥିଲି ଏ ଜାଗା କଥା ..ଯାହା ହଉ ଆପଣଙ୍କ ପାଇଁ ଦେଖିବାର ସୌଭଗ୍ୟ ପାଇଲି
ଜୟ ଜଗନ୍ନାଥ
Jai jaganatha
Awesome vlogs & jai jagannath & awesome place &
Mu kali jibi... Great information ❤
ଜୟ ଜଗନ୍ନାଥ ସାରେ ଶୁଭ ସନ୍ଧ୍ୟା
ଜୟ ଜଗନ୍ନାଥ sir 🙏🙏🙏🙏🙏
Jay jagannth sir
Jay jaganath...
Jay jagannath bhai
Very good video
Jay jagannatha
Jay Jagannath
Jay jagannath sir
Jay Jagannath sir 🙏🙏🙏🙏
Jay Jagannath 🙏🙏
Sir ଆମ ବାବର୍। ଜମ୍ବୁ ରେ ଥିବା ସ୍ଥାନ ଦେଖେଇଥିବାରୁ ବହୁତ ଖୁସି ଲାଗିଲା sir ଆଉ କୌଡିନ ଆସନ୍ତୁ।❤jay jagganath
Jay Jagannath sir
Jaya jagannath Bhai 🙏🙏🙏
Jay jaganntha sir 🙏🙏🙏
Jay jagannath 🙏🙏🙏🙏🙏🙏
Jai jagannath 🙏🙏🙏
Best vlog sir
Mu sabu khaibi
Sir mora aehi gaan dekhibaku echa achi jibi kabe. Beautiful✨ place ametika vdo krantu sir. Old is gold ❤
Jay jaganath sir 🙏
ଭାଇ ତୁମେ ବାବର ବଜାର ଦେଖାଇ ଆମ ସାନ ଭାଇକୁ ଦଖି ବହୁତ୍ ଭଲ ଲାଗିଲା ଜୟ ଜଗନ୍ନାଥ
Jay jagannath 🙏🙏🙏🙏bhai ❤️❤️❤️❤️
Nanaa, aaji Jamboo dekhiki majaa aasigala. 👍🏻
Bhai tume kn infoys re job karucha
ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ସାର୍ 🙏🙏🙏🙏ଏହିପରି ଭଲ ଭଲ ଭିଡିଓ କରନ୍ତୁ...... ଆଉ ଆପଣ ଭଲରେ ଥାଆନ୍ତୁ।
Bhai Melan dolajat dekheeb good nice. Village good evening 🙏
Jay jagannath 🙏🏼🙏🏼
Jay jaganath ❤️
Odisha raa no1 Vlog raa
Maa tarini🙏🙏🙏🙏
ଜୟ ଜଗନ୍ନାଥ ଯାହାଉ ଆପଣ ଆମ କେନ୍ଦ୍ରାପଡ଼ା ରେ ଗୋଟିଏ ଭିଡ଼ିଓ କଲେ ଭାଇ.
superb 😁😁😁
Sir jombu re mara ❤️ achhi
Jay Jagannath Swami God bless you
Jay jagannath Gaurang Babu
Bas ehi bhali video banauthantu kabu bhaina nku tike sathire rakhantu video re tanka hasa hi dekhi Baku bhala Lage Jai jagannath Prabhu
Nice vlog
Sir apana jne adarsha..
Beautiful Odisha. ❤️❤️❤️❤️❤️
ଜ୍ଵମ୍ବୁ ରୁ ଲେମ୍ବୁ ଆଣିବ🙏🙏🙏
Jay Jagannath Bhai namaskar God bless you 🥰🥰🥰
Nice
Kn pai emiti feel hue ki nija loka jane kehi nijara daily life ku amaku dekhauchanti...Bht bht dhanyabaad bht kichi sikhibaku mile apananka video ru..mo nija daily life re apananka video madhya sthana paijaichi..sethi pai office ru asi apananka video ra wait b karibaku paduchi..bht sundar and natural content.
ସାର୍ ମୁଁ ଭାବୁଛି ଆଜିକାଲି ବାହାଘର ରେ ଆମ ଓଡ଼ିଆ ପରମ୍ପରା ହିସାବରେ ଯେତିକି ଦରକାର ସେତିକି minimum ରୀତିନୀତି ପାଳନ କଲା ପରେ କେହି ଯଦି ନିଜ ଖୁସି ପାଇଁ କିଛି extra କିଛି cake cutting କିମ୍ବା ରିଙ୍ଗ ceremony କଲା ସେଥିରେ କିଛି ଭୁଲ ନାହିଁ 🙏
Jai jagannath Gouranga bhai emiti Sabu bele bhala bahla jaga amaku dekhantu
Bhai ଜମ୍ବୁ ମୋ ଗାଁ sei British କୋଠା pakhere mo ଘର
🙏🙏🙏 bhai subha ratri