Jay Jagannatha.....Apananka gramina jibani ra prastuti bahut ucha kotira,,,mu apananka vlog ku sabubele follow kare. Satare ama Odisha ra gaan gudika bahut sundara... 🙏🙏🙏Jay Hanuman
I was astonished to learn that people are living in Sialia village without any doors. It is only by the grace of Maa Khara khaee. People are strong believers of Maa khara khaee. Very nice vlog. Thanks a lot. Joy Jagannath.
ବୁଦ୍ଧିଆ ଭାଇ କୁ କିଏ କିଏ ଭଲପାଅ, ❤💕😘
Mu
Mu
I love gouranga bhai & budiya bhai both love 💕💕💕
Somoste bholo pau budhia bhai ku ❤
Mu
ବହୁତ ସୁନ୍ଦର ଗାଁ ଟିଏ ।
ବହୁତ ବଢିଆ ଲାଗିଲା ।
Thanks
ଆପଣ ହଉଛନ୍ତି ଓଡ଼ିଶାର No.1 VLOGER sir🙏
Go Uttam channel ଦେଖ ଜାଣିବ କିଏ No 1
ସାର୍ ଯଦି ଆପଣ ଘଟଗାଁ ମା ତାରିଣୀଙ୍କର ଚ ଇତି ପର୍ବ ରେ ଆସନ୍ତେ ଭଲ ହୁଅନ୍ତା।ଜୟ ମା ତାରିଣୀ।
ବିନା କବାଟରେ ସେମାନେ ଭଲ ସୁରକ୍ଷିତ ଅଛନ୍ତି.. ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲଗୁଛି..🥰🥰 ଯାଗା ଟା ବହୁତ୍ ସୁନ୍ଦର ଲାଗିଲା..
ଜୟ ଜଗନ୍ନାଥ ସାର୍ 🙏, ବହୁତ୍ ସୁନ୍ଦର ଭିଡ଼ିଓ, ଆଗରୁ ଜାଣିଥିଲି ମହାରାଷ୍ଟ୍ର ରେ କେବଳ କବାଟ ନଥିବା ଗାଁ ଟିଏ ଅଛି କିନ୍ତୁ ଆପଣଙ୍କ ମାଧ୍ୟମରେ ଜାଣିଲି ଆମ କେନ୍ଦ୍ରାପଡ଼ାରେ ବି ଏମିତି ଏକ ଗାଁ ଅଛି ବୋଲି, ବିଶ୍ୱାସରେ ଭଗବାନ, ଜୟ ମା ଖରାଖାଇ 🙏, ଧନ୍ୟବାଦ ସାର୍ ଆପଣଙ୍କ ଭିଡ଼ିଓ ଦେଖି ବହୁତ୍ କଥା ଜାଣି ହେଉଛି, ଜୟ ଜଗନ୍ନାଥ 🙏
ଗୌରାଙ୍ଗ ବାବୁ ରାଜକନିକା ବ୍ଲକ ର ସୁଟିଂ କରିଥିବା ରୁ ବହୁତ୍ ବହୁତ୍ ଧନ୍ୟବାଦ୍
ଜୟ ଜଗନ୍ନାଥ ସାର🙏🙏ଆଜି କେନ୍ଦ୍ରାପଡ଼ା ରେ ବର୍ଷା ପବନ ବହୁତ ଜୋର ହେଇଚି,ଆଉ ସାର ବୁଦ୍ଧ ବାବୁ ଙ୍କୁ ନେଇ ବ୍ଲଗ୍ ବାନାନ୍ତୁ,ବୁଦ୍ଧ ବାବୁ ଙ୍କୁ ନ ଦେଖି ଲେ ଜମା ଭଲ ଲାଗୁନି❤
ଗୌରାଙ୍ଗ ସାରଙ୍କର ଭିଡିଓ କେଉଁ ମାନଙ୍କୁ ଦେଖିବାକୁ ଭଲଲାଗେ💕
ଧନ୍ୟ ଶିଆଳିଆ ବାସୀ. ଜୟ ମା ଖରାଖାଇ 🙏ଭାଇ ସାତଭାୟା ଆଡେ ଥରେ ଯାଆନ୍ତୁ.
Hau jiba kebe
ମୋର ସବୁ ଦିନ ନିଜର କାମ ସାରି ରାତ୍ର ସମୟ ଶୋଇବା ପୁର୍ବରୁ ଆପଣ ଙ୍କ ବ୍ଲଗ୍ ଦେଖି ଥାଏ ।। ଅପେକ୍ଷା କରି ଥାଏ ସବୁ ଦିନ ଆଜି କେଉଁ ବିଷୟ ଆସିବ ।।
ମାଆ ଖରାଖାଇଙ୍କର ଜୟ ହେଉ 🙏
ବହୁତ ସୁନ୍ଦର 💕💕 ବ୍ଲଗ୍
ଭାଇ ଆମବାଲେଶ୍ଵରରେ ଭଲ ପାରକ୍ ନୂଆ ହେଇଛି ଆପଣ ଯଦି ଆସତେ ଭଲ ଲାଗତା ବହୁତ ସୁନ୍ଦର ଜାଗା ଟେ
ବହୁତ୍ ଭଲ ଜାଗା ମୁ ଯାଇଚି ଆଉ ଆଳି ରାଜ ବାଟି ବି
Ati sundar village Bhai Miss you Odisha thanks for your lovely video.odisha Sabu maa bapa mana ku mora Bhumista 🙏🙏🙏🙏
Jay Jagannath
ଖୁବ୍ ସୁନ୍ଦର ଆଉ ବହୁତ ଭଲ ମଧ୍ୟ ଲାଗୁଛି ଗୈାରାଙ୍ଗ ବାବୁ। ଜୟ ଜଗନ୍ନାଥ
Video ti bahut sudar lagila
ଆଜିର ଭିଡିଓ ବହୁତ୍ ଚମତ୍କାର ହୋଇଛି। ଏ ଗାଁ ବିଷୟରେ ମୁଁ news ରେ ଦେଖିଥିଲି। ଆଜି ଆପଣଙ୍କ ଭିଡ଼ିଓରେ ଦେଖିଲି। ବହୁତ୍ ଭଲ ହୋଇଛି ଆଜିର ଭିଡିଓଟି।
କିନ୍ତୁ,,, ଗୋଟିଏ ଅଭାବ ରହିଗଲା ଭିଡ଼ିଓରେ ସେ ଅଭାବଟି ହେଉଛନ୍ତି ବୁଦ୍ଧିଆ ଭାଇ। ବୁଦ୍ଧିଆ ଭାଇଙ୍କ କଥା ଆଉ ହସ ସମସ୍ତଙ୍କୁ ପାଗଳ କରୁଛି।
Bhai namaskar aapananka video dekhi bahut bhalalage 😊😊
ଭାଇ ହୃଦୟସ୍ପର୍ଶି ସ୍ମୃତି ଆମ୍ଭମାନଙ୍କ ପାଖକୁ ନେଇ ଆସୁଥିବାରୁ ବହୁତ ଧନ୍ୟବାଦ୍.. ଜୟ ଜଗନ୍ନାଥ 🙏
Bhala lagila
Bahut hi sundar video 💕
Bahut bhala lagila
Beautiful and interesting, we feel the absence of Buddha babu.please continue
ଅତି ସୁନ୍ଦର ଭିଡ଼ିଓ 🙏
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ପ୍ରକୁତ୍ତି ପ୍ରେମୀ ଗୌରାଙ୍ଗ ବାବୁ ଙ୍କୁ ଧନ୍ୟବାଦ
Sundor khub sundor
nice. jai jagannath
Bhai kabua bhainku dakhi khusi laguchhi abhinandan
ଭାଇ, ଆପଣଙ୍କର ଉପସ୍ଥାପନା ବହୁତ ଭଲ ଓ ସୁନ୍ଦର ହେଉଛି ।
Jai jagannath
Bahut khusi lagila ama gaan ku asichha boli.
ଜୟ ଜଗନ୍ନାଥ ସାରେ
Jay jaganath bhai bhaut vala lagila se bhai ki dekhi ahuri hasa lagila
Jay Jagannatha.....Apananka gramina jibani ra prastuti bahut ucha kotira,,,mu apananka vlog ku sabubele follow kare. Satare ama Odisha ra gaan gudika bahut sundara... 🙏🙏🙏Jay Hanuman
Jay jaganntha
ବହୁତ୍ ସୁନ୍ଦର୍ ଲାଗିଲା ❤🙏🚩⚔️
ନୂଆ କଥା ସୁଣାଗଲା
ସିଆଳିଆ ଗାଁର ନାମ ମୁ ଶୁଣିଛି ଯେ କାର୍ଗିଲି ଯୁଦ୍ଧ ରେ ବି କାହାର ଘରେ କବାଟ ନାହିଁ ସାରା ଭାରତରେ ଅନ୍ୟତମ ଏ ଗାଁ ,ଜୟ ମା ଖରାଖାଇ...🙏
Excellent episode all episode are natural..... Nice...
🙏🙏🙏🙏ମା 🌹🌹🙏🙏ମା
ଅତି ସୁନ୍ଦର
Ama Rajkanika area❤
ଧନ କୁ କଉ ମାନେ ଭଲପାଅ ଲାଇକ କର ❤
Mu apananka vedeo sabubele dekhe
Jay jagannath sir 🙏🙏
ମହାରାଷ୍ଟ୍ରର ନାସିକ୍ ସହରର ସନିଶିଗାଂ ପୁର୍ ଜେଉଁଠି ଶନି ମହାରାଜ୍ ଅଛନ୍ତି ସେହି ଗାଁ ଏଥି ମଧ୍ୟରୁ ଅନ୍ୟତମ 2014 ମସିହାରେ ମୁଁ ଆଉ ସାଗଂମାନେ ଜାଇଥିଲୁ ବୁଲିବା ପାଇଁ ଆମେ ମାନେ ଦେଖିଛୁ ସେହି ଗାଁରେ ମଧ୍ୟ କାହା ଘରର ମଖ୍ୟ କବାଟ ନାହିଁ ଜୟ ଜଗନ୍ନାଥ
Jai jagannath. Jai maa khara khai.
I Love Rajkanika ❤️❤️
Jai jagannath 🙏
I was astonished to learn that people are living in Sialia village without any doors. It is only by the grace of Maa Khara khaee. People are strong believers of Maa khara khaee. Very nice vlog. Thanks a lot. Joy Jagannath.
Jay Jagannath
🙏🙏🙏ମା
ଜୟ ଜଗନ୍ନାଥ ଗୌରାଙ୍ଗ ଭାଈ 🌹🙏🥰😍❤️
Bhai bahut bhala lagila tumar aji ka blog ti
ଜୟ ଜଗନ୍ନାଥ sir ବହୁତ ଭଲ
Very nice interesting video Jay Jagannath 🙏
So so nice nechural
bhai jay jagannath
Excellent vlog
Bahut badhia
ବୁଦ୍ଧି ବାହୁକୁ ଆଣତୁ ସାର୍
ବହୁତ ଭଲ ଲାଗଲା. ବହୁତ channel ଅଛି କିନ୍ତୁ ଏହି channel ନିଆରା❤କିଛି ନୂଆ ଦେଖିବାକୁ ମିଳିଲା 🙏 ଜୟ ଜଗନ୍ନାଥ🙏
ଜୟ ଜଗନ୍ନାଥ sir 🙏🙏🙏🙏🙏
Jay Jagannath Sami ❤🙏Nayana path gami🙏Bhaba tume ..Bhaba tume🙏
Ati sundara bhai tamara sabu video❤️
ସାର ଜୟ ଜଗନ୍ନାଥ କାବୁଆ ଭାଇ ଭିଡିଓ ଭଲ ଲାଗିଲା 😮😮😮😮😮
East or West Rajkanika is the best😊
Jai jagannath swami ❤️👍🙏🏾 dhanyawad
Very nice volg..
ମତେ ଆଶ୍ଚର୍ଯ୍ୟ ଲାଗିଲା କି ଏ ଗାଁ ର କୈାଣସି ଘରେ କବାଟ ଲାଗି ନାହିଁ କେମିତି ଚଳୁଛନ୍ତି ଏହି ଗାଁ ର ଲୋକମାନେ
Nice music chota mora gaanti
Gauranga bhai bahut bahut dhanyabad ama gan Sialia ku jai thibaru, mu ଭୁବନେଶ୍ୱର ରେ rahuchi। gan re thile nischita dekha karithanti
Excellent bhai
Nice vlog
Sir, your blog give peace to mind Thanks for your hard work.
Jay maa
Good village
Bahut sundar
Gauranga tumara sabu vdo mote bahut bhala lage
Awesome vlogs & jai jagannath & awesome temple🕌 & beautiful murti & enjoy
Nice video sir 🙏
O bhi 😮
Nice.
My village sialia❤️
for ur honesty ur channel is growing day by day
Nice video
Very good video
Jay jagannath
ଜୟ ଜଗନ୍ନାଥ ସାର୍
Jay jagannatha
Thanks for visit
Jay maa kharakhai maa jay
Jay jagannath 🙏
Beautiful sir 🙏
Bhai Jay Jagannath
Congratulations for raj nagar tour
Jay jaganatha sir ama rajkanika bahut sundar
Kumbhira Khai dabare Bhalase Thibu😃😃😃😃
Jay jagannath sir
My favorite kabua bahi ❤❤