କୋଣାର୍କରେ ଏବେ ବି ଧର୍ମପଦ ବଞ୍ଚିଚି ମିଳିଲା ସାଙ୍ଘାତିକ ଖବର| Konark Temple Mystery odia | Konark Sun Temple

Поділитися
Вставка
  • Опубліковано 2 тра 2023
  • DURABARTA NEWS | ODISHA NEWS | KONARK SUN TEMPLE
    ଭିଡିଓ କୁ ଶେଷ ଯାଏଁ ଦେଖିବାକୁ ଅନୁରୋଧ..#Konark #Sun #Durabarttanews #Odisha #Durabarttaodianews #Konarknews #Konarklive #History #Temple #Malika #Bisumaharana #Dharmapada #Konarkvillage #Village #Bhakti #Devotional #Bhajan #Story #Specialstory #Latest #Breakingnews #Viral #Viralnews #Viralvideo #Malika #Malikabachan
    #DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    🔶Facebook : / durabarttanews
    🔶UA-cam : / @durabarttanews
    ◾◾◾◾◾◾◾◾◾◾◾◾◾◾◾◾◾◾◾◾
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
    © Durabartta Digital Live
    #OdishaNews #OdiaNews #LatestNews

КОМЕНТАРІ • 395

  • @hiddenodisha880
    @hiddenodisha880 Рік тому +60

    Mo bhali kiy comment padhiba ku asicha like kara

  • @narayandalai9799
    @narayandalai9799 Рік тому +11

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @bhabanisankar1397
    @bhabanisankar1397 3 місяці тому +12

    ଏବେବି ରାବଣର ଆତ୍ମା ବୁଲୁଛି ଆମ ଗାଁ ବିଭିଷଣ ଦେହରେ ଲାଗିକି ତା ପୁଷ୍ପକ ବିମାନ ଖୋଜୁଥିଲା

    • @sambitkumarnayak9683
      @sambitkumarnayak9683 2 місяці тому

      😂😂😂

    • @abadhutadas571
      @abadhutadas571 2 місяці тому

      Ha ha😂

    • @odishaanubhuti2020
      @odishaanubhuti2020 10 днів тому

      ତା ପୁଷ୍ପକ ବିମାନ କୁ ମୁଁ ମଡିଫାଏ କରି ପୁଷ୍ପକ ଏୟାର ଲାଇନ କରିଛି... ତତଗେଇପୁର ରୁ.. ଘଇତାମାରୀ ପାଟ ଯାଏ 🥱

  • @sujitkumarrout167
    @sujitkumarrout167 Рік тому +62

    ବର୍ଷ ବର୍ଷ ଧରି ଆମ ମାନଙ୍କର ସରଳତା ପାଇଁ ଏହିଲୋକମନେ ମିଥ୍ୟା କାହାଣୀ ପ୍ରସାର କରି ଭୂଆଁ ବୁଲାଇ ଚାଲିଛନ୍ତି। ଏଇ କାହାଣୀରେ କୌଣସି ସତ୍ୟତା ନାହିଁ।

    • @shubhamshubasis
      @shubhamshubasis 5 місяців тому +2

      To pakhare kana pramana achi . Comment Dena purbaru 1000 ra thara bhabhi comment debu . Jia video banuchi se Tara Khali like , subscribers badheba pai karuni se dunia ku etihasara sata Katha kahuchanti. If u want to watch the video the then watch otherwise don't waste the world . The world is already wasted . Nija simare Rahi Katha khaiba sikhe . Bapa maa jadi pilabelu na sikheichanti tahele tanku ebe kaha sikhedebe nahele nija future re bohut pasteibu .

    • @Mr-Sarbeswar-music4
      @Mr-Sarbeswar-music4 4 місяці тому

      😃😃

  • @soumyaranjandas678
    @soumyaranjandas678 Рік тому +107

    Background music ଆଉ ତମ dialogue ପୁରା ଯାତ୍ରା ହେଲା ଭଳିଆ ଲାଗିଲା । 😂😂😂😂 କଣ ଭାଇ 😂😂😂😂😂

  • @mrutupatia1234
    @mrutupatia1234 Рік тому +38

    ଯାହାବି ହଉ ତମ କଣ୍ଠ ଆଉ ତମ କଥା କୁହା ଷୌଇଳି ରୁ ବହୁତ ଡର ଲାଗୁଛି ୧0.୧୨ ବର୍ଷର ପିଲା ଶୁଣିଲେ ସେ ପ୍ୟାଣ୍ଟରେ ହଗି ମୁତି ପକେଇବ କି କଣ୍ଠ ଲୋ ମା 🤣😄

  • @purnachandramurmu2605
    @purnachandramurmu2605 8 місяців тому +17

    ଅସମ୍ଭବ କଥା, କେବଳ ଏହା ନାମକୁ. କାହାଣୀ l କୋଣାର୍କ ମନ୍ଦିର ଅଛି, ମନ୍ଦିର ଛାଡି କିଛି. ଦୂରରେ ବେଢା ଅଛି l ଧର୍ମପଦ ଏତେ ଡେଇଁ ପାରେ ଯେ ବେଢା ଉପରେ ଉପରେ ନଦୀରେ ପଡି ଜୀବନ. ହାରିଲା l ଟିକେ doubt ଲାଗେ.....

  • @anandanayak8421
    @anandanayak8421 Рік тому +3

    ତମ ମା ଵି
    ଆ ରେ କୋଉଠୁ ପାଉଚ ଏମିତି ବୁଦ୍ଧି

  • @saradu8609
    @saradu8609 Рік тому +17

    କଣାର୍କ ଗଣନାଟ୍ୟର ଅପେରାର ଡାଇଲଗ

  • @kunalsenapati3290
    @kunalsenapati3290 Рік тому +1

    ଆଜି ପର୍ଯ୍ୟନ୍ତ କୋଣାର୍କ କାମ ହୋଇନି

  • @odishakhabar5088
    @odishakhabar5088 Рік тому +6

    Durabartta news dhanyavaad...
    ❤❤❤❤❤❤ sataku samnna ku anichanti bahut bahut dhanyavaad Story editing bahut sundar.. Aagaku amiti madichalla

  • @gangadhartudu2632
    @gangadhartudu2632 Рік тому +2

    Jai jagannath

  • @tapas_ranjan007
    @tapas_ranjan007 Місяць тому +1

    ହଁ ଧର୍ମପଦ ର ଭୂତ ଅଛି ଆମ ଗାଁରେ😱👻

  • @PuriToka91
    @PuriToka91 Рік тому +3

    ଶଳା ଦଲାରିୟା ଦଳ

  • @ManasKar623
    @ManasKar623 Рік тому +11

    ଆମ ଘର ଓଷଳଙ୍ଗ ପାଖରେ 100 ମିଟର ଦୂରରେ କୋତାଙ୍ଗ କାଇଁ ଆମେ ତ ଏକଥା ଜାଣିନୁ, ବିନା ପ୍ରମାଣରେ ଭୁଲ ତଥ୍ୟ କାଇଁ ଦେଉଛନ୍ତି.

    • @shubhamshubasis
      @shubhamshubasis 5 місяців тому

      Semane thik hi kahuchanti. Tu tora UA-cam profile re bada loka pari photo rakhidele tu badaloka heijibuni . Murkha loka sadhabele murkha heikihi ruhe . Taku sata kahile se sabu taku bhul boli hi kahiba .

  • @soberboysuraj1183
    @soberboysuraj1183 9 місяців тому +4

    Konark ku nei odia film 🎥 hele bahut bhala heba Konark story bahut badhia

  • @niashasahoo2562
    @niashasahoo2562 Рік тому +37

    ତୁ ଶଳାଟି ତାକୁ ମାରିଦେଇଛୁ

  • @chinmayeepanda4378
    @chinmayeepanda4378 Рік тому +7

    Sibani nahele Konarka Gananatya re join kara ....it will be best for you.

  • @subhranshushekharsahuvlogs9237

    Bhai emiti awaz Kan pain karuchh

  • @subalnaiksanu4429
    @subalnaiksanu4429 4 місяці тому +14

    କୋଣାର୍କ ସୂର୍ଯ୍ୟ ମନ୍ଦିର ନିମନ୍ତେ ବାଳକ ଧର୍ମପଦ କୁ ହତ୍ୟା କରି ନରବଳି ଦିଆଯାଇଛି 🙏🙏... କାରଣ ସେ ସମୟ ରେ ନରବଳି ଦିଆଯାଉଥିଲା ଆଉ ଏବେ ବି ଭାରତ ର ବିଭିନ୍ନ ସ୍ଥାନ ରେ ପଶୁ, ପକ୍ଷୀ ଓ ନରବଳି ଦିଆଯାଉଛି

  • @binayakmuduli1198
    @binayakmuduli1198 Рік тому +13

    This story is not only a story, it's an emotion for us. Stone craving is our pride❤

  • @arjunmohanoram9928
    @arjunmohanoram9928 9 місяців тому +1

    ଶଶୁର ଭଲ ଡାଇଲଗ ମାରୁଛ

  • @sumanpradhan.
    @sumanpradhan. Рік тому +11

    Super jatra diolock badhia karuchha

  • @arpitabehera7877
    @arpitabehera7877 Рік тому +8

    🤣🤣🤣🤣 class 3re ame ପଢ଼ିଚୁ, ଧର୍ମପଦ, ପୁରୁଣା କୁ ପୁଣି review କରନି, ଆମର ମନେ ଅଛି 🤣🤣🤣🤣🤣🤣

  • @cuttackvlog4472
    @cuttackvlog4472 Рік тому +20

    ଠିକ କଥା ଆମ ମନକୁ ସେ ଲାଗୁଚି 🙏🙏🙏🙏

  • @pruthibrajbisoyi2564
    @pruthibrajbisoyi2564 Рік тому +2

    ଭଲ ଆଙ୍କର ଟି ହେଇଥୀଲୁ ବୋଧେ

  • @debasishgomango8364
    @debasishgomango8364 4 місяці тому +1

    Yes aneka bisu maharana baharibe kintu darmapadha baharibe nahin Jai shree ram,

  • @ArunSingh-ex5ei
    @ArunSingh-ex5ei Рік тому +189

    ଆରେ ହଁ ସତ କଥା । ଆମ ଗାଁ ରେ ଜଣକ ଦେହରେ ଧର୍ମପଦ ର ଭୂତ ଲାଗିଥିଲା । ସେ ସବୁ ସତ କଥା କହିଲା, ତାକୁ କିଏ ଗୋଟେ ପଛରୁ ଠେଲି ଦେଲା, ଆଉ ସେ ତଳେ ପଡ଼ିକି ତା ଅଣ୍ଡା ମାଡ଼ ହେଇଗଲା । ମରିଗଲା । ମୁ ଜାଣିଛି ପା

  • @trishu864
    @trishu864 Рік тому

    Are ba ete sundara news

  • @sasmitas94
    @sasmitas94 Рік тому +10

    Ete drama style re truth serve karucha. Simply kahile besi effective heba

    • @copaamericacentario
      @copaamericacentario Рік тому

      Exactly...Khali channel ra trp n view badhei ba pain nautanki !!

  • @satishdas1248
    @satishdas1248 8 місяців тому +1

    ଧର୍ମପଦ ର ଗାଁ କେଇଁଠି

  • @narayandalai9799
    @narayandalai9799 Рік тому

    omm🚩🍀 namaha 🚩🌲🍀surya 🌿🍀☘️🌱🚩🌴🌻🌲🌺narayan🍀🌲🌲🌺🍀🌲🌺🌺

  • @Bikashjena-bf8re
    @Bikashjena-bf8re Рік тому

    😮😮😮😮😮

  • @user-sx9ru6qc2p
    @user-sx9ru6qc2p 7 місяців тому

    Hallelujah

  • @maheswarpatel2123
    @maheswarpatel2123 Рік тому +1

    Apera ku jaldi ja Bhai dailog bhala achhi

  • @SukantaMallick-jj1gp
    @SukantaMallick-jj1gp 4 місяці тому

    Thikana kahilani

  • @pujapanda1410
    @pujapanda1410 Рік тому +1

    😢😢😢😢

  • @LovelyBabyTurtles-li2bg
    @LovelyBabyTurtles-li2bg 4 місяці тому

    ଏମିତି ଅନେକ ମିଛସତ ମିଶା କାହାଣୀ ଅଛି। ଜଗନ୍ନାଥ ଲକ୍ଷ୍ମୀ ଶ୍ରୀୟା ଚଣ୍ଡଳୁଣୀର କାହାଣୀ ସେହିପରି। ଜଗନ୍ନାଥ ବଳଭଦ୍ର ଶ୍ରୀ ମନ୍ଦିର ଛାଡି ଖାଇବା ନପାଇ ବୁଲିଲେ, ପଣ୍ଡା ବଡ଼ପଣ୍ଡା କେହି ଜାଣିପାରିଲେ ନାହିଁ। ମନ୍ଦିର କଣ ଫାଙ୍କା ଥିଲା।ଧର୍ମପଦ ଯଦି ମନ୍ଦିର ଉପରୁ ସମୁଦ୍ରକୁ ଡେଇଁଲା। ତାହାଲେ long jump ରେ ଅଲମ୍ପିକ୍ସ ରେ ଗୋଲ୍ଡ ମେଡାଲ ଥୁଆ।

  • @subhransusekhar7774
    @subhransusekhar7774 Рік тому

    Durabartta news channel ku ashesh ashesh dhanyabad. Semane kete kasta re e sabu collection karuchhanti

  • @mr_abhaya_143
    @mr_abhaya_143 8 місяців тому +1

    ଧରମା ମରିନି ସେ ତ ଆମ ଗାଁ ରେ ରହୁଛି 😂

  • @maabanadurgavlogs6669
    @maabanadurgavlogs6669 Рік тому

    Bhala jatra heichhi......

  • @INDIANTIGEROFFICIAL
    @INDIANTIGEROFFICIAL Рік тому +1

    Han sata katha Rama Kan rabanaku marithile se lajyare atmahata karithila

  • @BijaydasDasbijay
    @BijaydasDasbijay День тому

    ତ୍ରେତୟା ଯୁଗରେ ରାମଚନ୍ଦ୍ର ସରୋଜ ନଦୀରେ ବୁଡି ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରି ନଦୀରେ ପକା ହେଇଥିଲା, ଦ୍ୱିତୀୟରେ ଦ୍ୱାପର ଯୁଗରେ କୃଷଚନ୍ଦ୍ରଙ୍କୁ ଜାରାଶବର ହତ୍ୟା କରିଥିଲେ, ଜାରାଶାବର ନାମରେ କଣ କେଶ ହେଇଥିଲା କି?

  • @babulubariha2098
    @babulubariha2098 Рік тому +17

    ଭୂତ ମାନଙ୍କ ର ପ୍ରେସିଡେଣ୍ଟ ପାଖକୁ ଟିକେ ଯା

  • @comedykingtapas119
    @comedykingtapas119 Рік тому +1

    Au kou dina ama gan ku asa tamaku ama gan loka godei godei pitibe ..

  • @sethihome4189
    @sethihome4189 Рік тому

    Jatra

  • @ramachandrasahoo3480
    @ramachandrasahoo3480 4 місяці тому

    କିଛି ନୂଆ କଥା ଜଣା ପଡିଲା ନାହିଁ. 🙏

  • @pintusahoo2385
    @pintusahoo2385 Рік тому +1

    Mu A News dekhiki aji kandibi

  • @user-hx3zm5kp6c
    @user-hx3zm5kp6c 3 місяці тому

    Bala ea gapa mu ta janichi kau bala explore karibaku jaithila tume

  • @bhikaricharandas2046
    @bhikaricharandas2046 Рік тому +10

    12 ସହ ଵଢେଇ ଓ ତାକଂ ପରିଵାର କୁ ଵଂଚେଇ ରଖିଵାକୁ ଯାଇ ସେମାନେ ଜାଣି ଜାଣି ଵିଶୁ ମହାରଣା କୁଂ ମାରି ଦେଇଥିଲେ ।ଏହା ଥିଲା ପ୍ରକୃତ ସତ୍ୟ ।

  • @Tushar-br8lw
    @Tushar-br8lw 10 місяців тому

    Story Start 4:00

  • @soudaminiswain7045
    @soudaminiswain7045 Рік тому

    Sabu michha katha yankar super galuata

  • @sphouse143
    @sphouse143 3 місяці тому

    ଧର୍ମପଦ କୁ ମାରିଦିଆ ଯାଇଛି

  • @sasmitas94
    @sasmitas94 9 місяців тому +1

    Sidha sidha kahun.

  • @NIRANJAN.5.Youtube
    @NIRANJAN.5.Youtube Рік тому +1

    ଧର୍ମ ପଦ ଇତିହାସ କହେ

  • @AlokDas-qi1jn
    @AlokDas-qi1jn 9 місяців тому

    🤔🤔🤔🤔🤔🤔🤔

  • @amulyakrushnamishra7661
    @amulyakrushnamishra7661 Рік тому

    007

  • @snehashishpradhan4124
    @snehashishpradhan4124 Рік тому

    ଏ ସବୁ ମହାତ୍ମା ଗାନ୍ଧି ଓ ଜବାହରଲାଲ ନେହେରୁ, ଓ କଂଗ୍ରେସ ପାଇଁ ହୋଇଛି

  • @SuperRockyx
    @SuperRockyx Рік тому +1

    Bhai e case CBI KI CID ACP pradyumna ku dio se daya au abhijit ku kahiba semaney khoji anibey dharma ku

  • @simanchalajena2396
    @simanchalajena2396 Рік тому +2

    dharmpada ku kia marithila ame abe janilu Ame agharu janinathilu🤔 Thank you Durabarta news 😂😂au really thank you ki ama sanskruti ku mane pakai deba ru

  • @NayakSunilkumar
    @NayakSunilkumar Рік тому +1

    Right

  • @amrutakoli781
    @amrutakoli781 Рік тому +1

    ଭୁଳ କଥା କହୁଛ କୋଣାର୍କ ଆଉ ଚନ୍ଦ୍ର ଭାଗା 2କଳୋମିଟର କେମେତି ଧର୍ମପଦ ମନ୍ଦିର ଉପରୂ ଡେଈ଼ଳା ଚନ୍ଦ୍ର ଭାଗା ରେ ସଵୁ ଭୁଳ କଥା କ ହୂଛ

  • @ramkrishnagouda9086
    @ramkrishnagouda9086 Рік тому

    ସବୁ ମିଛ କଥା କହୁଛ,କୋଣାର୍କ ମନ୍ଦିର ବିଷୟରେ ସବୁ ଜାଣିଛୁ ସବୁ ପଢିଛୁ ଶୁଣିଛୁ ଆଉ ଏବେ ସିନା ବିଶୁମହାରଣା ଙ୍କର ବଂଶଧର ମାନେ ଥିବେ ଆଉ ଧର୍ମପଦ ର ଆତ୍ମା କଣ ଅଛି ବୋଲି କହୁଛ

  • @basantipujari4616
    @basantipujari4616 3 місяці тому

    Setebele khojithanto na rohosya abe khojo aue mono goda khani kuho

  • @prasantasahoo1248
    @prasantasahoo1248 Рік тому

    ଆମେ ସମସ୍ତେ ଜାଣିଛୁ କୋଣାର୍କ ମନ୍ଦିରର କାହାଣୀ ହେଲେ ଆକୁ ଯାତ୍ରା ଷ୍ଟାଇଲ ରେ କହିଲେ ଲାଭା କଣ ରମେ ଟାଇଟେଲ ରେ ଯାହା ଲେଖିଛ ସେସବୁ କୁହ ପୂରଣ କଥା କୁ ଯାତ୍ରା ଭଳି କହି ଲାଭ କଣ.

  • @rajeshrout5010
    @rajeshrout5010 Рік тому +1

    Aram se kuhontu ete kunthei kain heuchhonti

  • @rashmitasahoo5826
    @rashmitasahoo5826 Рік тому +8

    ଭାଇ ମୁଁ କୋଣାର୍କ ରେ ଖୋଜୁଛି ଧର୍ମପଦ କୁ ପାଉନି

    • @jitu8222
      @jitu8222 Рік тому

      ,😁😁

    • @ashishsahoo491
      @ashishsahoo491 Рік тому +1

      ଆଉ ପାଉନୁ ତାକୁ ବାଲି ରେ ଖୋଜ

    • @rahulpanigrahi7862
      @rahulpanigrahi7862 Рік тому

      Bhai mu dharma pada mu authare Janam neisarilini 😂😂 tame paieba kouthu

  • @pramilamuduli5285
    @pramilamuduli5285 Рік тому +1

    Pura apera last ku bala

  • @sanjeebbarik4405
    @sanjeebbarik4405 5 місяців тому

    ହେଲାଯେ କିନ୍ତୁ ବିଶୁମହାରଣା ଙ୍କ ଗାଁ କେଉଁଠି ଠିକ ସେ କହିଲେନି ତ

  • @bijaykhatua8716
    @bijaykhatua8716 Рік тому

    Nua kain kichhi nahita..

  • @laksheswarswain4825
    @laksheswarswain4825 Рік тому +2

    3 min jaae khali intro re intro re paleila..... ta pare sunibara interest kami gala 😢

  • @ramyatts
    @ramyatts 4 місяці тому

    story ta bhala je starting re tike jatra katha lamba bhidi dela

  • @bhaktaharinayak1902
    @bhaktaharinayak1902 Рік тому +1

    What type of information U r giving

  • @sukantabarik8109
    @sukantabarik8109 4 місяці тому

    Mandira pakhare aau keun jagare nua konnark mandira baneile habani

  • @satyabhai9477
    @satyabhai9477 Рік тому

    ଆମ ଗାଁ ଆଡ଼େ ଭୂତ ହୋଇ ବୁଲୁଥିଲା ମୋର ଭୋଟ ହେଲା କହିଲା ମୋ ପଛ ପଟେ କିଏ ପୋଲି ଦେଲା ଫଳରେ କଦଳି ଓ ଅଣ୍ଡା ମାଡ ହୋଇ ନଷ୍ଟ ହୋଇ ଗଲା ପରା

  • @maniramsabar4263
    @maniramsabar4263 4 місяці тому +3

    ପ୍ରକୃତରେ ଠିକ ତଥ୍ୟ ଆସିବା କଥା

  • @user-bb8zm8ix6m
    @user-bb8zm8ix6m 4 місяці тому

    Ama goan ku bi asithila

  • @kcindiannayak
    @kcindiannayak 6 місяців тому

    Please maramati

  • @Bishnupriya-vw1ow
    @Bishnupriya-vw1ow 4 місяці тому

    CIB inquiry heu 😁😁

  • @sarojduan6030
    @sarojduan6030 Рік тому

    Sabu Michael

  • @aswinikumarnath1833
    @aswinikumarnath1833 Рік тому +1

    Aau ta kichhi news miluni na kan ba karibe.

  • @rajeshkumarsahoo2717
    @rajeshkumarsahoo2717 Рік тому

    HIE HIE AILA KAHILANI TA

  • @samrattelefilms890
    @samrattelefilms890 4 місяці тому

    Ete din pare investigation karucha ? Behia ......

  • @sambalpuriya5516
    @sambalpuriya5516 3 місяці тому

    ସତ କଥା କୁହ ଭାଇ ଆଉ କିଛି ଖବର ମିଳୁ ନାହି କି ତୁମକୁ

  • @ashantkumarbiswal5119
    @ashantkumarbiswal5119 Рік тому +1

    Nonsense

  • @trishu864
    @trishu864 Рік тому

    Bisumaharana aama gaon madan bhalia laguchhi

  • @sukantabarik8109
    @sukantabarik8109 4 місяці тому

    Ate silpi achhanti kana nua aau gote mandira hei paribani

  • @BABULCREATE
    @BABULCREATE Рік тому +5

    ଭାଇ ତୁମେ ଓପେରା କରୁଛ ନା କଣ 🤣😂😅

  • @khageswarkumar1791
    @khageswarkumar1791 Рік тому

    SEI Kahani ta janichu.
    Nije marichi na Mari diaheichi.
    Seita kahiluni knpain

  • @SleepyNautilus-tv4ji
    @SleepyNautilus-tv4ji 5 місяців тому

    Ham bhai se dina ratire ame konarka jaithilu dharma kaduthila taku rumal khade deiki ailu

  • @sujataamit
    @sujataamit Рік тому +1

    News ko news ki tarah dikhao majak kynu bana dete ho

  • @pratikcreation2531
    @pratikcreation2531 Рік тому

    Mu comment padhibaku asichhi 😄😄😄

  • @jitendranial5440
    @jitendranial5440 4 місяці тому

    ଆବେ ଶଳା ଉପରେ ଲେଖୁଛୁ କଣ ଆଉ ଦେଖାଉଛୁ କଣ, ଛି କୁକୁର ପିଲା ଟା

  • @prashant6272
    @prashant6272 4 місяці тому

    କୋଣାର୍କ ବିଷୟରେ କହୁଛନ୍ତି ନା ଲୋକମାନଙ୍କୁ ଡରାଉ ଛନ୍ତି

  • @sukantabarik8109
    @sukantabarik8109 4 місяці тому

    Purunna mandira thau nua mandira baneile Kan asubidha hauchi na Sethi pai odisa sarakara aparaga palati gale na pathara abhaba hauchi

  • @mamatamalik5390
    @mamatamalik5390 Рік тому

    Jaha saty juga re baharilani kali jugare baharichi

  • @ramakrushnanayak8280
    @ramakrushnanayak8280 Рік тому

    ସେ ଗ୍ରାମର ନାମ କହିଲ ନାଇଜେ

  • @MayadharJena-wm6vm
    @MayadharJena-wm6vm Рік тому

    Bhasha kahibaku mana hauchi

  • @upendrasahoo7195
    @upendrasahoo7195 Рік тому +2

    ଧରମା କୁ କାଲି ଦେଖିଥିଲି ବା କାଲି ପୁରୀରେ

  • @kalingaXtushar
    @kalingaXtushar Рік тому +1

    ମୋତେ ଗୋଟିଏ କଥା କୁହ.....ଧର୍ମପଦ ମନ୍ଦିର ର ମୁଣ୍ଡି ମାରି କି ଘର କୁ ବି ଫେରି ଯାଇ ପାରିଥାଆନ୍ତା କିନ୍ତୁ ସେ କାହିଁକି ସେଠାରେ ରହି ସମୁଦ୍ରକୁ ଡେଇଁଲା.....??

    • @BasantaSutar-if8uv
      @BasantaSutar-if8uv 8 місяців тому

      3 class odia book padha janiba 😂😂😂😂😅😅