Are you happy? Worldclass Cuttack medical college missing from the ranking list

Поділитися
Вставка
  • Опубліковано 27 вер 2024
  • Are you happy? Worldclass Cuttack medical college missing from the ranking list | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nirbh
    PH NO -9237395155

КОМЕНТАРІ • 153

  • @yudhisthirkundu4180
    @yudhisthirkundu4180 Рік тому +2

    ଆଲୋଚନା ଖୁବ୍ ଉଚ୍ଚ କୋଟୀର , ନମସ୍କାର

  • @bijayanandadash5344
    @bijayanandadash5344 Рік тому +10

    Beautiful presentation.

  • @santoshkumarmohanty1888
    @santoshkumarmohanty1888 Рік тому +6

    ଶିକ୍ଷା ବ୍ଯବସ୍ଥାକୁ ସଜାଡ଼ିବାକୁ ହେଲେ ଅବସରପ୍ରାପ୍ତ ଶିକ୍ଷାବିତ୍ ମାନଙ୍କର ପରାମର୍ଶ ଗ୍ରହଣ କରିବା ନିହାତି ଦରକାର। ଜଣେ ଅଭିଜ୍ଞ ଶିକ୍ଷାବିତ୍ ମନ୍ତ୍ରୀ ହେବା ଦରକାର ଯେ ରାଜନୀତିର ଉର୍ଦ୍ଧ୍ବରେ ରହି ଶିକ୍ଷା ବିଭାଗକୁ ପରିଚାଳନା କରିବେ।

  • @srinibasswain1143
    @srinibasswain1143 Рік тому +5

    Corruption re Odisha world class...

  • @pabitramohandas6943
    @pabitramohandas6943 Рік тому +6

    Online ପାଠପଢ଼ାର ଯୁଗ ଆସିଗଲା, ଆଜ୍ଞା ! ଶିକ୍ଷକ ନିଯୁକ୍ତି ନ ହେଲେ କିଛି ଅସୁବିଧା ନାହିଁ !!

  • @basantibalapanigrahi5289
    @basantibalapanigrahi5289 Рік тому +6

    ବିଜୁବାବୁ ଠିକ୍ କହିଥିଲେ ପ୍ରଥମେ ମାଡ଼ ମାରନିୟମ ।

  • @annapurnabiswal1162
    @annapurnabiswal1162 Рік тому +1

    ସାର୍ ପ୍ରଣାମ ଯେ ପର୍ଯ୍ୟନ୍ତ ସବୁ ଅନୁଷ୍ଠାନ ମୋର ବୋଲି କହିଚାଲିଥିବା ଆମ ଅନୁଷ୍ଠାନ ବଦଳରେ ଏହିଭଳି ଅବସ୍ଥା ଆଗକୁ ଆହୁରି ଅନେକ ସମସ୍ୟା ଦେଖିବେ

  • @girija9561
    @girija9561 Рік тому +5

    Sir pm ଆବାସ କୁଆଡେ ଗଲା ସେଂକେସନ ଲିଷ୍ଟ ତ ସେଣ୍ଟ୍ରାଲ ରୁ ଆସିଛି କିନ୍ତୁ ଓଡିଶା ସରକାର କଣ ପାଇଁ ଦଉନଥାନ୍ତି ସେ ଟଙ୍କା ସବୁ କଣ ହେଲା ଦୟାକରି ଗୋଟେ ଭିଡ଼ିଓ ବନାନ୍ତୁ ନ ହେଲେ ବହୁତ ଗରିବ ହଇରାଣ ହେବେ ଆଗକୁ rainy season ଆସିଲାଣି 🙏

  • @abulubabuswamy8256
    @abulubabuswamy8256 Рік тому +1

    ରୂପାନ୍ତରିତ ହେଲା ନା ନାହିଁ ଚିହ୍ନ ଆଉ ଚୂନ ବାଜିଲା ମାନେ ରୂପାନ୍ତର ଶିକ୍ଷକ, ଡାକ୍ତର ଥାନ୍ତୁ କିମ୍ବା ନ ଥାନ୍ତୁ
    ଏଇଟା ପରା ବିଶ୍ୱ ସ୍ତରୀୟ ରୂପାନ୍ତର ଛତା ଜୋତା ଚାଉଳ ଆଉ ମଦ ପାଇଁ ଆମେ ଗର୍ବିତ

  • @netajidash9367
    @netajidash9367 Рік тому +9

    ଲଜ୍ଜା। ଆଉ କିଛି ଭାଷା ବାହାରୁନି କହିବାକୁ।
    ସଦାଶିବ ମିଶ୍ର, ମନ୍ମଥ ଦାସ, ଶ୍ରୀରାମ ଦାଶଙ୍କୁ ଦେଖିଚୁ ଶୁଣିଚୁ ସେମାନଙ୍କ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସୁନାମ। ଏଇ ରେଭେନ୍ସା ଏଇ ବାଣୀବିହାର ରୁ କେତେ ISS IPS ଏପରିକି IFS ବାହାରିଛନ୍ତି। ଆଜି ଛାତ୍ରଛାତ୍ରୀଙ୍କ ଭରସା ନାହିଁଏଠି ଚାଲିଯାଉଛନ୍ତି ଦିଲ୍ଲୀ।
    ଲାଞ୍ଚ ଦୁର୍ନୀତିରେ ପ୍ରଫେସର ବୁଡ଼ିକି ରହିଛନ୍ତି। ଛାତ୍ରଛାତ୍ରୀମାନେ ମା ସରସ୍ବତୀଙ୍କ ଉପାସନାରେ ଲାଗିଥିଲା ବେଳେ ପ୍ରଫେସରମାନେ ମା ଲକ୍ଷ୍ମୀଙ୍କ ଉପାସନାରେ ବ୍ୟସ୍ତ।
    କୁଆଡ଼ୁ ଆସିବ ମାନ୍ୟତା?

  • @bijaymohanty2248
    @bijaymohanty2248 Рік тому +2

    ସବୁକିଛି ଯାଉ ଆମେ ଏକ ନମ୍ବର ରାଜ୍ୟ ନାଆଁ ଧରି ରହିବୁ । ପୃଥିବୀ ସାରା ମନା କଲେବି ଆମେ ଏକ ନମ୍ବର ହେଇ ରହିବୁ ।
    ଆମ ଇଚ୍ଛା । ଆମେ ଏକ ନମ୍ବର ହେଇ ବାଜା ବଜେଇ ନାଚିବୁ ।
    ଆମେ ଜାଣିଛୁ ପାଠ ପଢିଲେ କଣ ହେବୁ ?
    ନେତାଙ୍କ ପଛରେ ବୁଲିଲେ , ସବୁକିଛି ଖୁସି ମିଳିବ ।

  • @prasantamohapatra7767
    @prasantamohapatra7767 Рік тому +5

    ସରକାରୀ ଶିକ୍ଷା ଅନୁଷ୍ଠାନ ଦୁର୍ବଳ ହେଲେ ସରକାର ମଜଭୁତରେ ରହିବ ବୋଲି ବିଜେଡି ଓ ସମସ୍ତ ବିଜେଡି ନେତାଙ୍କ ମାନସିକ ସ୍ଥିତି l ଜାଲ ପ୍ରମାଣପତ୍ର ରେ ଶିକ୍ଷକ ନିଯୁକ୍ତି ଦେଇ, ବାହାରକୁ ରଙ୍ଗ କରିଦେଇ ଯେଉଁମାନେ ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଛନ୍ତି ସେଇଠି ଆଉ କଣ ଆଶା କରାଯାଇପାରେ?

  • @saratsahoo268
    @saratsahoo268 Рік тому +25

    ଶିକ୍ଷାନୁଷ୍ଠାନ ଗୁଡିକ ରାଜନୈତିକ ପେଣ୍ଠ ସ୍ଥଳ ହୋଇଛି ଏବଂ ସରକାରୀ ଶିକ୍ଷାନଷ୍ଠାନଗୁଡ଼ିକୁ ଭାଙ୍ଗିରୁଜି ଦିଆଯାଉଛି ପ୍ରାଇଭେଟ୍ ଶିକ୍ଷାନୁଷ୍ଠାନ ପାଇଁ। ଆମ ରାଜ୍ୟର ଜନସାଧାରଣ ଏଥିପ୍ରତି ନଜର ଦେଉନାହାନ୍ତି। କହିବା କାହାକୁ।

  • @jagannathpanigrahi5286
    @jagannathpanigrahi5286 Рік тому +1

    ଜୟ ଶ୍ରୀଜଗନ୍ନାଥ।
    Welcome Nirbhaya.

    • @jagannathpanigrahi5286
      @jagannathpanigrahi5286 Рік тому

      ଡାକ୍ତରମାନେ କ'ଣ ଅଳିଆ ଗୁଡ଼ିକ କି, କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଡାକ୍ତର ମାନେ କ୍ଳାସ - ୧ ଅଫିସର , ତାଙ୍କୁ ସରକାର ନିଯୁକ୍ତି ପତ୍ର ଦିଅନ୍ତି୍ ମୁକ୍ଷମନ୍ତ୍ରୀ ଙ୍କୁ ଆଉ କିଛି କାମ ନାହିଁ କି ଶିକ୍ଷକ ନିଯୁକ୍ତି ,ଡାକ୍ତର ନିଯୁକ୍ତି କରି ଦେଖେଇ ହେଉଛନ୍ତି। ୨୦୦ ଡାକ୍ତର ଯୋଗ ଦେଲେ ଭଲ କଥା। ଡାକ୍ତର କାନିରେ ପାଣି ନଥିବ , ବିଦ୍ୟୁତ ନଥିବ। ଛାତରୁ ପାଣି ଗଳୁଥିଵ। ଏହି ଅବସ୍ଥାରେ କୋଉ ଡାକ୍ତର ରହିବେ।

    • @NirbhayOdisha
      @NirbhayOdisha  Рік тому

      welcome jay jaganath

  • @lipanmallick1896
    @lipanmallick1896 Рік тому +1

    Nice topic 👍👍

  • @prasantamohapatra7767
    @prasantamohapatra7767 Рік тому +2

    ଅବୁଝାରାଜାକୁ ପାଳବିଣ୍ଡା ମନ୍ତ୍ରୀ ଯାହା ଇଚ୍ଛା ତାହା କରୁଛି,
    ଶିକ୍ଷା ସ୍ୱାସ୍ଥ୍ୟ କଥା କାହିଁକି ବୁଝିବା, ଭୋଟ କୁଆଡେ ଯାଉଛି ?

  • @rude1166
    @rude1166 Рік тому +4

    Being a medical professional… if anytime get a chance to meet you.. I can explain the paradigm of medical edu in 😂this SOA in 18th n Kalinga in 30th position.. are miracles

    • @DrBKJ
      @DrBKJ Рік тому +1

      Same here bro.
      Having big infrastructure and more teachers will not give good doctors.Reality is something else.

  • @trilochanpatnaik6321
    @trilochanpatnaik6321 Рік тому +2

    5T କୁ ପଚରା ଯାଉ ସେ ଉତ୍ତର ଦେବାକୁ ବାଧ୍ୟ। ଖାଲି ମନ୍ଦିର ବୁଲି ତାର ବିକାଶ ପାଇଁ କେତେ PC ମିଳିବ ହିସାବ କଲେ କଣ ହେବ ଓଡିଶା ବାସି ଙ୍କର?

  • @basantibalapanigrahi5289
    @basantibalapanigrahi5289 Рік тому +5

    ପାଠ ହେଉଛି ଠ।

  • @kabitasahoo8385
    @kabitasahoo8385 Рік тому +2

    🙏👍 False pride and false ego has infected the mindset sadly. Wake up, Odisha.

  • @prabhatranjandash
    @prabhatranjandash Рік тому +1

    ବାପ ପୁଅ ଗଲେ ମାଛ ଧରିବାକୁ ।।ରାତି ଯାକ କଲେ ଲିଳା ।।
    ସକାଳୁ ଦେଖିଲା ବେଳକୋ ମୁଗୁରା ଗାନ୍ଡି ଟି ମେଲା ।

  • @sushantadevta9225
    @sushantadevta9225 Рік тому +9

    ପ୍ରତି ୫ ବର୍ଷ ରେ ଶାସନ ବଦଳିବା ଦରକାର ।

  • @niharranjannayak8168
    @niharranjannayak8168 Рік тому +8

    ପ୍ରଥମେ ନବୀନ ଜିବା ଦରକାର୍ ତାପରେ ସବୁ ହବ

    • @djbiswal206
      @djbiswal206 Рік тому

      True bro..Naveen hatiba darkar..odisha ku kangala karidela..

  • @s.kumarstudies4934
    @s.kumarstudies4934 Рік тому +18

    ସାର ବିଦ୍ୟାଳୟ ସବୁ ଖାଦ୍ୟାଳୟ ଓ କଲେଜ ସବୁ ପ୍ରେମାଳୟରେ ପରିଣତ ହେଲାଣି. ପାଠ ଥିଲେତ!

  • @surendramishra7947
    @surendramishra7947 Рік тому +9

    ପ୍ରସଙ୍ଗଟି ଶୁଣି ବହୁତ ଦୁଃଖ ଲାଗିଲା... ଆମର ସରକାରଙ୍କର ସବୁତ ବିଶ୍ୱସ୍ତରୀୟ... ସେ ଯାହାହେଉ ଆମର ମୁଖ୍ୟମନ୍ତ୍ରୀତ ଏକନମ୍ବର..

  • @ratanrajsinghdeo
    @ratanrajsinghdeo Рік тому +3

    Your analysis is Eye opener. High time to review the quality of Educational Institutions. You are absolutely right regarding appointment of highly qualified teachers. Very sorry to say my own teachers who were resigned from SCB medical college ( due to government apathy) now highly renowned teachers in Kuala Lumpur, Singapore and Many South East Asia Universities. Very sad about Brain drain of such high quality teachers.

  • @bhubanmohanty3853
    @bhubanmohanty3853 Рік тому +13

    5 T ଶାସନରେ ସବୁ ବିଶ୍ୱସ୍ତରୀୟ - କେହି ଜାଣିଛନ୍ତି କି ସବୁ କଥାରେ ବିଶ୍ୱସ୍ତରୀୟ କୁହାଯାଉଛି ମାତ୍ର ବିଶ୍ୱସ୍ତରୀୟ ମାନଦଣ୍ଡ କିଏ ଜାଣିଛି

  • @satyanaryanpraharaj5840
    @satyanaryanpraharaj5840 Рік тому +1

    ରାତି ପାହିଲେ ଆମର ଭୋଟ ଚିନ୍ତା । ଆପଣ ଜାହା କହିଲେ ସେଗୁଡାକ ସରକାରକଂ ଚିନ୍ତା ନାହି ଚିନ୍ତା ବସ୍ତି ମହିଳା କେମିତି ଅଛନ୍ତି ।ଏମାନେ ସରକାରକୁଂ ଟକାଂଟିଏ ଟିକସ ଦିଅନ୍ତି ନି ।

  • @trilochanpatnaik6321
    @trilochanpatnaik6321 Рік тому +1

    ଯେତେ ମାଠି ବୁ ମାଠ ମୁଁ ସେଇ ଦର ପୋଡ଼ା କାଠ। ବିଜେଡି ସରକାର ଅମଳରେ ଶିକ୍ଷା ବ୍ୟବସ୍ଥା ସେହି ପରି।

  • @maheswarpujhari4503
    @maheswarpujhari4503 Рік тому +3

    ଆଜ୍ଞା ଆପଣଙ୍କ କଥା ସରକାର ଶୁଣିଛି ନା

  • @nono-it6yx
    @nono-it6yx Рік тому +1

    Kshitish Chandra Bishi Your analysis regarding Medical institutes and universities of odisha are based on ground is realistic .

  • @dnarayanmallick9042
    @dnarayanmallick9042 Рік тому +1

    ❤❤❤❤

  • @sundaramanikarna449
    @sundaramanikarna449 Рік тому +2

    Excellent.......samaste suniba darkar....... otherwise odisha aau kichhi rahibani

  • @sankarnathmaharana7859
    @sankarnathmaharana7859 Рік тому

    ଏଥିପାଇଁ ଓଡ଼ିଶାର ଜନସାଧାରଣ ହିଁ ଦାୟୀ,ଓଡ଼ିଶାର ଲୋକମାନେ ମୁର୍ଖ ରହିଲେ ହିଁ ବିଜେଡ଼ି ପାଇଁ ନିରାପଦ,ମଦ ମାଂସ ଆଉ ଟଙ୍କା ନେଇ ଭୋଟ ଦେଲେ ଏମିତି ପରିସ୍ଥିତି ହବ, କିଛି ଅସୁବିଧା ନାହିଁ ଓଡ଼ିଆ ଲୋକଙ୍କ ପାଇଁ ମୁର୍ଖମାନେ ମନ୍ତ୍ରୀ ହେଲେ ଯାହା ହବ

  • @anirudhapanda8280
    @anirudhapanda8280 Рік тому

    ଯେଉଁ ଅଧ୍ୟାପକ ମାନେ ୧୯୯୪ ମସିହା ରେ ଚାକିରି କରିଛନ୍ତି ସେମାନଙ୍କୁ ପେନ୍ସନ୍ ମିଳିଥାଏ କିନ୍ତୁ,୧୯୯୫ ମସିହାରେ ଚାକିରି କରିଛନ୍ତି ସେମାନଙ୍କୁ ପେନ୍ସନ୍ ରାଜ୍ୟ ସରକାର ନ ଦେବା ପାଇଁ ଯିଦ୍ ରେ ଅବସ୍ଥିତ
    । ସରକାର କୁ ଟିକେ ଅବଗତ କରାଇବା ହେବେ। ଆପଣଙ୍କ ନିର୍ଭୟା ଖବର ଏକ ନମ୍ବର।।

  • @achieversacademy9691
    @achieversacademy9691 Рік тому +3

    SCB re 5T sticker lagini boli list re asi parilani

  • @biprapriya
    @biprapriya Рік тому +8

    ସରକାର ଜାଣି ଛନ୍ତି ଜନସାଧାରଣ ମୂର୍ଖ ରହିଲେ ତାଙ୍କ ଗାଦି ମଜବୁତ୍ ରହିବ ।

  • @ramchandrahota2430
    @ramchandrahota2430 Рік тому +5

    Odisha may be world based or n't it does n't matter .But we Odias are proud of having World based No~ 1 C.M . subservent to 5T Sachhiba Pandian and very smart in flight journey to abroad at the cost of state exchequre for all round development of Odisha.JAY JAGANNATH .

  • @rabindrakar-lb8ql
    @rabindrakar-lb8ql 4 місяці тому

    JAYJAGANATH VARYGOOD SIR NAMASTE 🙏 ❤❤❤❤❤❤

  • @alekhasahu-c5v
    @alekhasahu-c5v Рік тому +2

    When our CM is no 1 CM in India, how come the institutions are not matching? I am of the opinion that the evaluators are prejudiced.

  • @mishrabisudhananda3551
    @mishrabisudhananda3551 Рік тому +1

    କୂପ ମଣ୍ଡୁକ୍ ପାଇଁ ତା କୂଅ ବିଶ୍ବ ବ୍ରହ୍ମାଣ୍ଡ,ସେ ସେହି ବିଶ୍ଵ ର ରାଜା।

  • @satyabratasatyabrata8816
    @satyabratasatyabrata8816 Рік тому +5

    ଧନ୍ୟ କହିବ ଆମ ବିଶ୍ୱସ୍ତରିୟ ବ୍ୟବସ୍ଥାର ।ଖାଲି quantity, quality ପ୍ରତି ନଜର ନାହି ।ଯେଉଠି ସାଟିପିକେଟ ବିକ୍ରିହେଉଛି ,ନିଯୁକ୍ତି ବି ମିଳୁଛି । ତାକଠାରୁ ଆଉକଣ ଆସା କରାଯାଏ ।ଜନତାକୁ ଭକୁଆ ବନାହେଉଛି ।

  • @rajendrakumardas-lz9mo
    @rajendrakumardas-lz9mo Рік тому +1

    Thanks a lot🌹🙏

  • @jayantiswain1732
    @jayantiswain1732 Рік тому +3

    Now 147 posts in Odisa Bidhan Sava should be kept vacant. Do you agree?

  • @srinibasswain1143
    @srinibasswain1143 Рік тому +3

    Ame bhuta... No change in the government.

  • @kartikkenyuryukarateodisha1804

    🙏🙏

  • @laxmidharnayak4191
    @laxmidharnayak4191 Рік тому +2

    Odiamane uparaku nagale rajniti jamib__ ame khusi Amar chaul kichhi tanka darkar__ athare birodhi dal khusi __ au 23 barsa chalu__ apananka alochana painn ases2 dhanyabad 🙏

  • @ERCHINMAY
    @ERCHINMAY Рік тому +1

    It's really a point of concern...Building lavish Infrastructure doesn't anywhere ensure level of Quality Education...Govt hs to think someway to uplift the quality of basic Education...especially primary Education

  • @djbiswal206
    @djbiswal206 Рік тому +2

    Naveen Patnaik hatiba darkar..odisha ku kangala karidela...

  • @sambitranjan1598
    @sambitranjan1598 Рік тому +1

    ଗତ ପାଞ୍ଚବର୍ଷ ହେଲା ୧୦ମ ବୋର୍ଡ଼ ପରୀକ୍ଷା କେମିତି ହେଉଛି ବୁଝାପଡୁନାହି। ପ୍ରତିବର୍ଷ ପରିବର୍ତ୍ତନ କରୁଛନ୍ତି ଏହା ଶିକ୍ଷାବିଭାଗର ରାସାୟନିକ ପ୍ରୟୋଗରେ ପରିଣତ ହୋଇଗଲାଣି।

  • @purunachandrabehera2373
    @purunachandrabehera2373 Рік тому +5

    ଆମ ମୁଖ୍ୟ ମନ୍ତ୍ରୀ ଙ୍କ ପାଇଁ ଓଡ଼ିଶା ବିଶ୍ବସ୍ତରୀୟ। ସେ ପାଇଁ ଆମେ ଗର୍ବ କରୁଛୁ। ଆଉ କଣ ଦରକାର।

    • @motilaldash4645
      @motilaldash4645 Рік тому

      ତଥାପି ଆମେ ଖୁସି ହେବା ପାଇଁ ବାଧ୍ୟ

  • @bhubanmohanty3853
    @bhubanmohanty3853 Рік тому +5

    one incident in 2012 or 2013, my mother was admitted to Sun hospital when a newly paasout doctor from Hitech Medical college but he seems to know nothing

  • @manojkumarsaint7803
    @manojkumarsaint7803 Рік тому +1

    Jay Shree Jagannath 🙏🙏🙏

  • @manasranjan9671
    @manasranjan9671 Рік тому +1

    Sir...I am a banker, everyday I see many students come to bank...they don't even know one to hundred, thousand.... nothing

  • @pratapchandramohanta7831
    @pratapchandramohanta7831 Рік тому +1

    Good

  • @routranjit5027
    @routranjit5027 Рік тому +2

    ସାର ଏଥିରେ ରାଜ୍ୟ ସରକାରଙ୍କ କୌଣସି ଦୋଷ ନାହିଁ। କାରଣ ଅଭିବାକ ମାନେ ନିଜ ପିଲାମାନଙ୍କର ଭବିଷ୍ୟତ ପାଇଁ ଚିନ୍ତା ନ କରି ନିଜ ବର୍ତମାନକୁ ଅଧିକ ଗୁରୁତ୍ଵ ଦେଉଚନ୍ତି , ମନ୍ତ୍ରୀ ଏ ମେ ଲେ ମାନଙ୍କ ପାଖରେ ଖଣ୍ଡେ କାମ ପାଇ ମୁଁହଁ ଖୋଲୁ ନାହାନ୍ତି କାହିଁକି ନା ମୁହଁ ଖୋଲିଲେ କାମ ପାଇ ପାରିବେ ନାହିଁ, ତେଣୁ ପିଲା ମାନେ ପାଠ ପଢିଲେ ନ ପଢିଲେ ସେ ବିଷୟରେ ଚିନ୍ତା କରୁନାହାନ୍ତି

  • @rajendrarajput8469
    @rajendrarajput8469 Рік тому +2

    Jay Shree Jagannath Swami

  • @bapisatapathy4098
    @bapisatapathy4098 Рік тому +2

    Bahara sundar vitra pola 5barsa ku puni rupantara kara koti koti tanka hadap kara

  • @sinitidash2979
    @sinitidash2979 Рік тому +1

    Odisha Sarkar ta biswa shyariya faiv tee ku nei hoicha ti .. au Kan heba darkar ..

  • @swamirameshwarananda8276
    @swamirameshwarananda8276 4 місяці тому

    Very painful

  • @laxmidharapanda6086
    @laxmidharapanda6086 Рік тому +12

    ଶିକ୍ଷାବିଭାଗ ହେଉ କି ସ୍ୱାସ୍ଥ୍ୟବିଭାଗ ହେଉ ମନ୍ତ୍ରୀମାନେ ଅଭିଜ୍ଞତା ବିହୀନ ବ୍ୟକ୍ତି ରହୁଛନ୍ତି ! ତାପରେ ସେମାନଙ୍କ ହାତରେ କୌଣସି କ୍ଷମତା ନରହି ଅଣଓଡ଼ିଆ ସଚିବଙ୍କ ହାତରେ କ୍ଷମତା ରହୁଛି !, କେବେବି କୌଣସି ଅଣଓଡ଼ିଆ ଚାହିଁବେନି ଓଡ଼ିଆ ଓ ଓଡ଼ିଶାର ଉର୍ନତି !ତେଣୁ ରାକିଙ୍ଗରେ ଆମେ ପଛରେ ରହୁଛୁ ! ଆମ ମୁଖ୍ୟମନ୍ତ୍ରୀ କିପରି ଏକନମ୍ବର ହେଉଛନ୍ତି ତାହାହିଁ ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ !

  • @achieversacademy9691
    @achieversacademy9691 Рік тому +2

    India Today jadi list baneithanta tahele SCB no 1 heithanta

  • @mishrabisudhananda3551
    @mishrabisudhananda3551 Рік тому +1

    ଶିକ୍ଷ୍ୟା କ୍ଷେତ୍ରରେ ଓ ଶିକ୍ଷକ /ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ମେଧା ର ଉପଯୋଗୀତା ନ ରହିଲେ,ଅଳ୍ପ ମେଧା ଶକ୍ତି ଥିବା ଲୋକଙ୍କୁ ଶିକ୍ଷାନଷ୍ଠାନଗୁଡ଼ିକରେ ଉଛ ପଦରେ ନିଯୁକ୍ତି,ଅଳ୍ପ ମେଧା ଛାତ୍ର ଙ୍କୁ ନାମଲେଖା ରେ ଅଗ୍ରାଧିକାର ,ଛାତ୍ର ଓ ଶିକ୍ଷକ ଚରିତ୍ରବାନ ନହେବା ,ଶିକ୍ଷ୍ୟା ସ୍ତର କମିବାର ମୁଖ୍ୟ କାରଣ।

  • @mbjcorporates4443
    @mbjcorporates4443 Рік тому +2

    patha padha jau chuliki rajaniti kariba bahabaha neiki

  • @amitavsarangi1883
    @amitavsarangi1883 Рік тому +2

    Madua naveen patniak sarakara hatao odisha bachao

  • @bhubanmohanty3853
    @bhubanmohanty3853 Рік тому +2

    not increasing sanctioned strength and not filling exiting vacancy causes such problem

  • @rabimohanty112
    @rabimohanty112 4 місяці тому

    କାଗଜ ପତ୍ରରେ kଅଲେଜ ଖୋଲି ସାମ୍ବାଦ ପତ୍ରକୁ ଦେଇଦେଲେ ଉନ୍ନତି ହାଇଗଲା କାର୍ଯ୍ୟ କ୍ଷେତ୍ର କିଏ ପଚାରୁଛି. ପାଣ୍ଡିଆ ଅଛି ତ ସବୁ ଅଛି, ଧିକରେ ଓଡିଶା ସରକାର,, ଅକାଳ କୁସମାଣ୍ଡ ମନ୍ତୀ ନନେତା ବିଜୁ ଜନତା ଦଳ. ଶାସ୍ର ଧିକ

  • @sarbeshwarrout7029
    @sarbeshwarrout7029 Рік тому +1

    ଆମ ରାଜ୍ୟର ସମସ୍ତ ବିଭାଗ କୁ ଆମ ଓଡ଼ିଶା ସରକାର ବ୍ୟବସାୟୀ ଭିତ୍ତିକ ଦେଖନ୍ତି। ଯେମିତି ଉଦାହରଣ ସ୍ୱରୂପ ଆମର ଅବକାରୀ ବିଭାଗ ଆୟ ଅଧିକ ତେଣୁ ଆମେ ଗୁରୁତ୍ୱ ଦେବୁ। ଆଉ ଆମ ଶିକ୍ଷା ବିଭାଗ ବ୍ୟୟ ଅତ୍ୟଧିକ ଆୟ କମ୍ ସେଥିପାଇଁ ଆମେ ଗୁରୁତ୍ୱ ଦେବୁ ନାହିଁ। କାହିଁକି ନା ସରକାର ଆମର

  • @basantapattnaik7812
    @basantapattnaik7812 Рік тому +1

    ପ୍ରଣାମ ସାର 🙏🌹

  • @muralidharswain2494
    @muralidharswain2494 Рік тому +1

    Sir 🙏🌹🌹🌹

  • @digambarnayak3462
    @digambarnayak3462 Рік тому +1

    Govt. advertised about appointment of Drs. Why not advertise vacancy position in primery higer education and medical colleges.

  • @mamataparida2685
    @mamataparida2685 Рік тому +1

    Give money study in private medical colleges and law so why govt will give attention to govt

  • @ramratan3907
    @ramratan3907 Рік тому +2

    Amara cm is murkha Mantri odisha basi murkha development kuade heba

  • @drpanda9462
    @drpanda9462 Рік тому +1

    Sir,you are requested to discuss matters of public importance.

  • @drpanda9462
    @drpanda9462 Рік тому

    If railway minister have slightest morality he could be resigned.

  • @dr.purnendutripathy5263
    @dr.purnendutripathy5263 Рік тому

    ସବୁ ତ ବିଶ୍ଵସ୍ତରୀୟ। ଶିକ୍ଷା ସ୍ଵାସ୍ଥ୍ୟ ବେହାଲ‌‌‌ ତଥାପି ସରକାର ସର୍ବଶ୍ରେଷ୍ଠ। ପ୍ରଚାର ପ୍ରସାର ରେ ଶ୍ରେଷ୍ଠ।ନିଜର ଡିଡିମ ନିଜେ ପିଟିବା କଥା।ଉଚ୍ଚ ଶିକ୍ଷା ବିଭାଗ ରେ ଖାଲି କେସ ଆଉ କେସ। ସରକାର ଜାଣିଶୁଣି ଏଥିରେ ସମୟ ଗଡେଇ ଚାଲିଛନ୍ତି। ଅନାବଶ୍ୟକ ଭାବରେ ତାରିଖ ପରେ ତାରିଖ ମାଗନ୍ତି।ବେଞ୍ଚ ପରେ ବେଞ୍ଚ କୁ ଆବେଦନ କରିଛନ୍ତି।

  • @rabindramishra3319
    @rabindramishra3319 Рік тому +1

    Politicians are squarely responsible for the deterioration of this situation ,and navin the most ,he is not odia so does not care for odisa, pandu 5tre dekhuchi kan ,chopa,aku bijubabunka patent medicine niyati darkar

  • @manoranjanmalla1349
    @manoranjanmalla1349 Рік тому +2

    Jay shree Jagannath..🙏
    Sir, if i am not wrong, all the education institutions are under the control of 5T and Our educated, capable and hard worker Mr. Pandian is the head of 5T. What is the use of having so many qualification?? Some days before it was discussed why he will not be CM of Odisha. Everything political propaganda. For ruling a country or stae required good leader like Modi and Yogi..
    Jay Jagannath..🙏

  • @manojsahoo6184
    @manojsahoo6184 Рік тому +1

    Odisha bpl re 1no rankre àchhi

  • @AshokKBarik
    @AshokKBarik Рік тому +6

    It is unfortunate that only 2 universities ( VSSUT BURLA and Utkal universities) manage to in the NIRF rank, that too in 151-200 rank range. None of our world class institutions are there in NIRF rank. Forget about Times higher education and QS ranking. Some burocafts have determined to destroy the education system. Very unfortunate.

  • @mamataparida2685
    @mamataparida2685 Рік тому +1

    Till now students and parents are feeling proud to study in govt colleges above all companies giving preferance and more salary to govt college students why?
    All colleges are earning much money but no practical knowledge

  • @piyushrajkumar15
    @piyushrajkumar15 Рік тому +1

    ନବୀନ ବାବୁ ପରବୁଦ୍ଧିଆ ତାଙ୍କର ନିଜସ୍ୱ କିଛି ନାହିଁ ତେଣୁ ଯାହା ହେବା କଥା ସେଇଆ ହେବ. ଚୋର କଂଗ୍ରେସ ଦଳ ଠାରୁ ଏମାନେ କେତେ ଆଗରେଯେ ଗଣିତ ରେ ସେ ସଂଖ୍ୟା ନାହିଁ. ଭୁବନେଶ୍ୱର ର ସମସ୍ତ ସ୍ଥାନ କୁ ଯିଏ ଜାଣିନାହାନ୍ତି ସିଏ ଓଡିଶା ବିଷୟରେ କଣ ଚିନ୍ତା କରିବେ ଧନ୍ୟ ଓଡିଶାବାସୀ
    ବିଜେଡି ବିଜେଡି କହି ପୋକ ମାଛି ପରି ମରିବ କେହି ପିଠିରେ ପଡିବେ ନାହିଁ

  • @padmalayasarangi3907
    @padmalayasarangi3907 Рік тому +1

    Aemananku ebe kebala mandir _matha disuchi,swastyà chuli ku Jau

  • @JitendraBaral-ji7lo
    @JitendraBaral-ji7lo Місяць тому

    Odisha Re Jeparjanta Bhakua,Nirlaja, Magikhia Votera Thibe Se Parjanta Nabin Bhali Dakayata + Chora MAL, Mantri Sasana Karibe

  • @manojmohapatra9938
    @manojmohapatra9938 Рік тому

    Bala nirf ranking.....pvt medical bribe HRD ministry and get the rank.....so called sum and kims medical is out sourcing tender of odisha govt....if no BSky no patient. And no recognition.

  • @sarojkar1469
    @sarojkar1469 Рік тому +1

    With tremendous development of information technology system the railway ministry has to plan to strategic implementation of GPS technology with hi- tech sensor system alongwith Operational Recording System like black Box in the aeroplanes with a composite tracking system among the station master, switch man and the loco pilot so as to monitor and control the safe movement of trains and security of the valuable lives of passangers. It should be done on a priority basis by Hon'ble Ashwini Baishnav sir

  • @aratisahu4207
    @aratisahu4207 3 місяці тому

    Cuttack medical jie jaichi treatment pain ba nisara relative nka treatment pain se janichi bhala bhabe Cuttack medical College hospital kemiti Biswa stariya !

  • @jenajena626
    @jenajena626 Рік тому +1

    Low salary

  • @akhayakumarsatapathy1420
    @akhayakumarsatapathy1420 4 місяці тому

    Always against BJD, supporter of BJP.

  • @jolly0530
    @jolly0530 Рік тому

    Sir jadi pila patha padhibe at sikhita hai jibe at puni vote kauthi asiba. Odisha at govt chahe auori 100 years sasana kaiba. Saithi paine eye absta. Young mass bi also busy on joining BJD juba bahini. Eyahi heba Odisha ra absta.

  • @nkdigitalbrahmagiri2505
    @nkdigitalbrahmagiri2505 Рік тому

    Apana ekdam manja katha kahuchhanti , Mote laguchi government janiki kichhi chakranta karuchi pile agyani huantu..

  • @srikantamohanty4214
    @srikantamohanty4214 Рік тому

    Hey Andhabhakta, SCB re 250 mbbs seat, BJP Gujurat au UP re bi matra gote gote 250 seatbala medical college.

  • @srikantamohanty4214
    @srikantamohanty4214 Рік тому

    Tama rank BJP bala deuchhanti, se BJD state ku rank debeni.

  • @rabikisku1062
    @rabikisku1062 Рік тому +1

    sir india politice ro recall bisayare video banantu au india re kahiki recall lagu heu nahi kn pai a bisayare video banantu plz sir

  • @gurucharandas3741
    @gurucharandas3741 Рік тому

    First to view and comment

  • @rabindrarath9474
    @rabindrarath9474 Рік тому +1

    ଆମର 1 ନମ୍ବର ରାଜ୍ୟ ଆମ ସ୍କୁଲ କଲେଜ ଦେଖିବାକୁ 1ନମ୍ବର ସାର ସରକାର ଓଟିଭିର ଯୋଜନାର ନାଁ ହରିଲୁଟ ଦେଖିବା ଦରକାର

  • @socialjustice3686
    @socialjustice3686 Рік тому

    ପାଣ୍ଡୁ Sir କହୁଛନ୍ତି ଯେ, ନବୀନ ବାବୁ ଲୋକଙ୍କ ଟଙ୍କା ବଞ୍ଚାଇବା ପାଇଁ ଶସ୍ତା ଗାଡ଼ିରେ ଯିବା ଆସିବା କରନ୍ତି।।
    କିନ୍ତୁ ସେ ଏହା ବି କହିବା ଦରକାର୍ ଯେ, ଗୋଟିଏ "ହେଲିକେପ୍ଟର" ଗୋଟିଏ ଦିନ ଉଡିଲେ minimum 20-25 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।।
    ଏବଂ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ସେ 20-25 KM ରାସ୍ତା ବି Helicopter ରେ ହିଁ ଯାଆନ୍ତି।।
    ତା ସହିତ ସେ ନିଜର "ପ୍ରଚାର" ଓ "Advertisement" ପାଇଁ
    ବିଗତ ୫ ବର୍ଷରେ 400 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।
    (RTI ତଥ୍ୟ ଅନୁସାରେ।।)

  • @durgamadhabmahapatra2853
    @durgamadhabmahapatra2853 Рік тому

    Apana j parjyanta mo comment padibeni mu subscribe karibini.
    Kintu sabu dina dekhibi

  • @bindasguy33
    @bindasguy33 Рік тому

    Nayee nadekhun langala...heini agyan..kama chalichi...it is under process ... propaganda chada tamaku baki kichi aseni ..thare sabu kichi complete heu...ta pare kahiba

  • @bhabanisankarpanda6999
    @bhabanisankarpanda6999 Рік тому

    ରେଳ ମନ୍ତ୍ରୀ କୁ ପଚାରିଲେ କହିବେ ,