ADGP's Letter, Discloses Real Face Of olice | No Comments

Поділитися
Вставка
  • Опубліковано 15 лис 2024

КОМЕНТАРІ • 65

  • @laxmidharapanda6086
    @laxmidharapanda6086 Місяць тому +19

    ଚିଠି ଚିଠିରେ ରହିନଯାଉ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭହେଉ ! ଗୋଟେ ଦିନରେ ନବୀନା ଓ ପାଣ୍ଡିଆର ନୌଟାଙ୍କି ବନ୍ଦ ହୋଇଯିବ ! ସଂଖ୍ୟାଧିକ ଓଡ଼ିଶାବାସୀ ସ୍ୱାଗତ କରିବେ ! 100%Garrenty

  • @satishchandrabehera7291
    @satishchandrabehera7291 Місяць тому

    ADGPଙ୍କର ଏଇ ଗୁରୁତ୍ଵପୂର୍ଣ୍ଣ ଚିଠି ବହୁତ କଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
    ନବୀନ ଆଉ ପାଣ୍ଡିଆନ ମହାଶୟ ମାନଙ୍କ ପାଇଁ
    ଏହା ନୂତନ ବେଲଜିୟମ ଦର୍ପଣ।
    ଜୟ ଜଗନ୍ନାଥ!!!

  • @santoshdakua6698
    @santoshdakua6698 Місяць тому

    ଏମାନେ ହେଉଛନ୍ତି ନବୀନ ଙ୍କ 5t ପୋଲିସ 👍👍

  • @dr.purnendutripathy5263
    @dr.purnendutripathy5263 Місяць тому

    ବିଜେଡି ରେ ଏମିତି ହିଁ ଶାସନ ଥିଲା।ପାଣ୍ଡିଆନ ଏହାକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିଲା।

  • @pravasinisatapathy6341
    @pravasinisatapathy6341 Місяць тому +6

    ପାଞ୍ଚ କିଲେ ଚାଉଳ ପାଇଁ ଓଡିଶାର ଲୋକ ନବୀନଙ୍କ ପାଖରେ ବନ୍ଧା ପଡିଛନ୍ତି

  • @RajendraBehera-u5l
    @RajendraBehera-u5l Місяць тому +7

    Nabin is most corrupt CM of Odisha

  • @shishirranjanlenka.399
    @shishirranjanlenka.399 Місяць тому +3

    You are absolutely right sir 👏

  • @pramodkumarrout7641
    @pramodkumarrout7641 Місяць тому +9

    ପୋଲିସ କର୍ମଚାରୀ ପାଞ୍ଚ ବର୍ଷ ଯେଉମାନଙ୍କ ର ଗୋଟିଏ ଜିଲ୍ଲାରେ ଅଛନ୍ତି ସେମାନଙ୍କୁ ଅନ୍ୟ ଜିଲ୍ଲା କୁ ବଦଳି କରିବା ଉଚିତ। କେବଳ ପୋଲିସ କର୍ମଚାରୀ ନୁହେ ସମସ୍ତ କର୍ମଚାରୀଙ୍କ ପାଇ ବଦଳି ନିତୀ ଶିଘ୍ର ଲାଗୁ କରନ୍ତୁ।

  • @rajkishorepatnaik2912
    @rajkishorepatnaik2912 Місяць тому

    Namskar sir,100 persent right,

  • @s.kumarstudies4934
    @s.kumarstudies4934 Місяць тому +6

    ଦି ଚାରିଟା ଙ୍କୁ ଚାକିରୀରୁ ବିଦା କରିଦେଲେ ସବୁ ଠିକ ହୋଇଯିବ.

  • @rabishankarraut1977
    @rabishankarraut1977 Місяць тому +1

    ଏ.ଡି.ଜି.ଙ୍କ କଥା ଭାଷଣ ହେଇ ରହି ଜିବନି ତ...?

  • @suryanarayanpanda475
    @suryanarayanpanda475 Місяць тому

    Great Sir

  • @brajabandhusahoo6043
    @brajabandhusahoo6043 Місяць тому +4

    3 ବର୍ଷରେ ଥରେ ପୋଲିସ ମାନଙ୍କର ଜିଲ୍ଲା ପାର ଟ୍ରାନ୍ସଫର ହେଉ.

    • @rajeevmishra7565
      @rajeevmishra7565 Місяць тому

      ପ୍ରତିବର୍ଷ ବଦଳି ହେବା କଥା

  • @ashoksamal7683
    @ashoksamal7683 Місяць тому +1

    କୁହନ୍ତୁ କୁହାଳିଆ ବିଜେପି ଚାମଚା

  • @chhabindramansingh73
    @chhabindramansingh73 Місяць тому +11

    Bjd ସମୟରୁ ପୋଲିସି କ୍ରୀତଦାସ ହୋଇ ଖାଲି ଲୁଟୁଥିଲେ, ଅଭ୍ୟାସ ଅଛି ତେଣୁ bjp କୁ ସହଯୋଗ କରୁନାଁହାନ୍ତି

  • @MANOJKUMARPRADHAN-q4u
    @MANOJKUMARPRADHAN-q4u Місяць тому

    Right

  • @chandipadapanda4707
    @chandipadapanda4707 Місяць тому

    ପୋଲିସ ଦୀର୍ଘ ଚବିଶି ବର୍ଷର ଅଭ୍ଯାସରୁ ନିବୃତ ହୋଇ ପାରିବେ କି ନାହିଁ ,ସନ୍ଦେହ ହେଉଛି ।

  • @kedarbiswal4575
    @kedarbiswal4575 Місяць тому

    ପୋଲିସ, ପ୍ରେସ, ପଵ୍ଳିକ (ନେତା) ଏକାଠି ଚାଲିବା ପରାମର୍ଶ ଆମ ପାଇଁ କାଳ।

  • @kashinathdash4772
    @kashinathdash4772 Місяць тому +7

    ଏଥିରୁ ଜଣା ପଡୁଛି ପୋଲିସ ବ୍ୟବସ୍ଥା କେତେ ବିଶୃଙ୍ଖଳିତ।। ଗୃହ ବିଭାଗ କଥାରେ ଆଉ ପୋଲିସ ବ୍ୟବସ୍ଥା ନାହିଁ।। ଶାସନ ବ୍ୟବସ୍ଥା ର ନୀତିନିୟମ କୁ ପୋଲିସ ବ୍ୟସ୍ଥ ଅନୁସରଣ କରିପାରୁନି।। ତାହେଲେ ବ୍ୟବସ୍ଥା କିପରୀ ଚାଲିବ?

  • @user-rabi317
    @user-rabi317 Місяць тому +19

    ନବିନ ଓଡିଶାକୁ ଖାଇଲା।

  • @pkp4793
    @pkp4793 Місяць тому +1

    ଚିଠି ଟା ଓଡିଆ ରେ ଲେଖା ହୋଇଥିଲେ ଭଲ ହୋଇଥାନ୍ତା ।ନା ଆପଣ ମାନେ କଣ କହୁଛନ୍ତି ।

  • @kshirodchandradas2637
    @kshirodchandradas2637 Місяць тому +13

    ପ୍ରଣାମ🙏 ନିଷ୍ଠୁର ସତ୍ୟ👈

  • @sarojghosh1199
    @sarojghosh1199 Місяць тому

    Nice

  • @kabitasahoo8385
    @kabitasahoo8385 Місяць тому

    🙏👍❤

  • @manjupravamishra8000
    @manjupravamishra8000 Місяць тому +5

    ଯେ ରକ୍ଷକ, ସେମାନେ ଭକ୍ଷକ ସାଜିଛନ୍ତି।ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @DinabandhuNaik-yw1xs
    @DinabandhuNaik-yw1xs Місяць тому

    ପୁରା ଠିକ୍ କହିଛନ୍ତି

  • @trilochanpatnaik6321
    @trilochanpatnaik6321 Місяць тому +6

    ଗ୍ରାମ ଅଞ୍ଚଳ ରେ ଯେତେ ନା ବାଳକ ଓ ବାଳିକା ମାନେ ବାଇକ୍ ଧରି ବୁଲୁଛନ୍ତି ତାଙ୍କୁ ଗ୍ରାମ ଅଞ୍ଚଳ ର ପୁଲିସ କେବେ ଚେକ୍ କରୁଛନ୍ତି କି। ନା। କେବଳ ସେମାନେ ଦୁର୍ଘଟଣା ଘଟେଇ ଲେ ଆସି ପହଂଚି ଯିବେ। ଏହିପରି ପୁଲିସ ବାଲା ଲୋକଙ୍କ ସେବା କରୁଛନ୍ତି।

  • @ajitkumarpanda6388
    @ajitkumarpanda6388 Місяць тому

    ନବୀନ ସରକାର ର ସବୁଠାରୁ ଭଲ ପ୍ରଡକ୍ଟ ହେଲା ରାଜ୍ୟ ର ପୋଲିସ ବ୍ୟବସ୍ଥା,,,,,,,
    ରାଜ୍ୟ ସାରା ଯେତେ ପୋଲିସ ଅଧିକାରୀ 3 ବର୍ଷରୁ ଅଧିକ ଦିନ ଗୋଟେ ଜାଗାରେ ରହିଲେଣି ସେମାନଙ୍କୁ ତୁରନ୍ତ ବଦଳି କରନ୍ତୁ ମୋହନ ସରକାର,,,,,,

  • @subhashota2480
    @subhashota2480 Місяць тому

    ... କାର୍ଯ୍ୟାନୁଷ୍ଠାନ !!!
    ଗବର୍ ଫିଲ୍ମ ଉପାୟ ....????

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому

    Right sir 🙏

  • @dwarikanath1958
    @dwarikanath1958 Місяць тому

    25 ବରଷ ର ଅଭ୍ୟାସ , କଣ ସହଜ ରେ ଛାଡି ପାରିବେ କି

  • @ratikantapanda120
    @ratikantapanda120 Місяць тому +2

    ପ୍ରଣାମ ଅପଣଂକର ସତସାହସ କୁ 🙏🙏🙏

  • @manasdas5715
    @manasdas5715 Місяць тому

    ମଞ୍ଜ କଥାରେ କହିଦେଲେ ଖଞ୍ଜା, ସତକଥା ଭୁବନେଶ୍ଵର ଠାରୁ ଆରମ୍ଭ କରି ଗ୍ରାମାଳରେ ବି ଖରା କଣ ବର୍ଷା କଣ ଢଳେଇ ରାସ୍ତା ପାଉଁଶ ପରି ଉଡୁଛି ଆଉ ଧୋଇଜାଉଛି, ଧନ୍ୟ ଆମ ଓଡ଼ିଶାର ଇଞ୍ଜିନିୟର ମାନଙ୍କୁ , ଏମାନେ ଜମି ବାଡି ବିକି ପାଠ ପଢିଥିଲେ ସେଥିପାଇଁ ଏ ଢଳେଇ ର ଅବସ୍ଥା 😂😢 , ରାମକୋ ନାଁ ଜଗତପୁର ସୀତା ସିମେଣ୍ଟ

  • @Brajabandhu-eq7uv
    @Brajabandhu-eq7uv Місяць тому +3

    Nabin Patanayak has derailed the Police department. BJP govt should take drastic steps to turn the department into a new leaf.

  • @sushantakumardash1351
    @sushantakumardash1351 Місяць тому +1

    Angya🙏🙏, odia bhuli jai paramti ,kintu odia hei mu kemiti bhuli bi?? ,Ratna bhandar case kuade gala???

  • @NoDaddyIssues
    @NoDaddyIssues Місяць тому

    ଚିଠି ଲେଖି ପୋଲିସ କୁ ମାଫିଆଗିରି କରିବାକୁ କହିଲେ,,,,ନବୀନଙ୍କ pc ବନ୍ଦ, ଯେମିତି ବଢିଲା

  • @jchoudhury274
    @jchoudhury274 Місяць тому +2

    Police nabin ବାବୁ BJD ସରକାର ରୁ ହିଁ ଏପରି ଅଛି

  • @parsuramjani1993
    @parsuramjani1993 Місяць тому

    ଜୟ ଜଗନ୍ନାଥ

  • @funnyCat472
    @funnyCat472 Місяць тому +1

    Sir kichi kahiparunahanti.khali time pass karuchanti 😂😂😂😂

  • @gayadharmahakud5408
    @gayadharmahakud5408 Місяць тому

    What are going on Khaira Police Station, Balasore. Please collect datas for last 15years. Same things are happening.

  • @benudharpradhan2452
    @benudharpradhan2452 Місяць тому +2

    I cave been very fond of your comments on the political states of Odisha . Please accept my hearty congratulations . If you don’t mind , perhaps it would be better to see straight after saying “ I ,Nabin Das Nirbhaya re “.

  • @megharaybaske8373
    @megharaybaske8373 Місяць тому

    ଏ ମା ଏମିତି କଥା

  • @rabindrakumarpradhan1287
    @rabindrakumarpradhan1287 Місяць тому

    Agya ie bi jumula.

  • @padarbindasamal4365
    @padarbindasamal4365 Місяць тому

    What a Joke going on just imagine..................................................

  • @satyabratamohanty7570
    @satyabratamohanty7570 Місяць тому

    Why you are not being involved in the editorial panel in chief ministers office sir??

  • @sinitidash2979
    @sinitidash2979 Місяць тому

    Nabin babu namaskar . Nabin pandian papular sarkar Odisha state ru Bida heba pare mandya police 🚨🚓 paribartan hele nahi . Mohan CM Odisha state re nischita Sabu sambhav Kari debe Odisha state re nischita . Na Kan kahuchanti Nabin babu .

  • @sarattripathy3668
    @sarattripathy3668 Місяць тому

    one sided.

  • @MarutiEntertainment5241
    @MarutiEntertainment5241 Місяць тому

    Jay shree Ram

  • @SrikantaSwain-w1l
    @SrikantaSwain-w1l Місяць тому +1

    Naveena das chora gapila

  • @niranjansahoo5518
    @niranjansahoo5518 Місяць тому

    Sir
    Caption ta police jagare Olice heichhi
    Plz correct & Regards

  • @Dr.HemantaKumar
    @Dr.HemantaKumar Місяць тому +1

    ଚିଠି ଓ ଭାଷଣ ପ୍ରବଳ ତଥା କାନକୁ ଭଲ ଲାଗୁଛି କିନ୍ତୁ କାର୍ଯ୍ୟ ଓ ଫଳ ଦୁର୍ବଳ ବରଂ ଶୂନ ।

  • @ashoksamal7683
    @ashoksamal7683 Місяць тому

    ଆବେ ସବୁବେଳେ ବିଜେପି ସୁନା ମୁଣ୍ଡା, ସାମ୍ବାଦିକ ତା କରିବୁ ତ ନିରପେକ୍ଷ କର, ଖାଲି ବିଜେଡି, ବିଜେପି ର କିଛି ଭୁଲ ନାହିଁ,