ଡାଳରୁ ପ୍ରସ୍ତୁତ କରନ୍ତୁ ସଜନା ଗଛର ଚାରା।

Поділитися
Вставка
  • Опубліковано 27 вер 2024
  • ନୂଆ ଉପାୟରେ ଡାଳରୁ ପ୍ରସ୍ତୁତ କରନ୍ତୁ ସଜନା ଗଛ।#sajana #drumstick
    ଏହି ଭିଡିଓ ରେ ମୁଁ ସଜନା ଗଛ କେମିତି ଡାଳରୁ ପ୍ରସ୍ତୁତ କରାଯାଏ ସେହି ବିଷୟରେ କହିଛି।

КОМЕНТАРІ • 26

  • @BhimaGadabaa
    @BhimaGadabaa 2 місяці тому

    ଭଲ

  • @abinashdas7052
    @abinashdas7052 6 місяців тому +4

    Video re bhala sikhya miluchi khushi lagila

  • @pradiptakumardash9513
    @pradiptakumardash9513 4 місяці тому

    Nice video. Easy way to grow drum sticks plant in balcony. Will try.

  • @BSchannel-m5i
    @BSchannel-m5i 6 місяців тому +3

    ମାନେ କଉ ମାସରେ ଏହି କାମ କରିବା ଉଛିତ୍

  • @arakshitpoi69
    @arakshitpoi69 2 місяці тому +2

    ଭଲ

  • @anilrao3688
    @anilrao3688 Рік тому

    Nice

  • @onlinestudy9705
    @onlinestudy9705 4 місяці тому +1

    ଭାଇ ଇଏ ସଜନା ଗଛ ନା ମୁଗୁନା ଗଛ ର ଡ଼ାଲ ?

  • @BSchannel-m5i
    @BSchannel-m5i 6 місяців тому +5

    ଏଇ କାମ କଉ ମାସରେ କରିଲେ ହେବ ସାର୍

    • @debanjanagardening3636
      @debanjanagardening3636  6 місяців тому

      ଯେ କୌଣସି ସମୟରେ କରି ପାରିବେ। ମାର୍ଚ ଏପ୍ରିଲ ମାସରେ ଭଲ ହେଇ ଥାଏ

  • @laxmidharmaharana259
    @laxmidharmaharana259 Рік тому

    ସାର୍, ଆପଣଙ୍କ ମୋବାଇଲ No/ Whatsaap No ଜଣାଇବେ କି ?

  • @pandabasahoo8343
    @pandabasahoo8343 Місяць тому

    New subcriber ❤❤❤🥰🙏
    ଗତକାଲି ଅନଗୁଳ ଯାଇଥିଲି,,, କିଣିକି ଗୋଟେ ଆଣିଛି ତ,,, ଭିଡ଼ିଓ ଦେଖିଲି, ସେ ଗଛ ଲଗେଇବା ସହ ଆଉ କିଛି ନିଜେ ତିଆରି କରିବି😊

  • @pradyumnanayak9844
    @pradyumnanayak9844 3 місяці тому +1

    👍

  • @abanipanda2463
    @abanipanda2463 4 місяці тому +1

    ସାର୍ roting ହରମ କୁ ସବୁ ଗଛର ଡାଳ କୁ ଚେର ପାଇଁ ବ୍ୟବହାର କରିହେବ କି ଜଣାଇବେ।

  • @laxmidharmaharana259
    @laxmidharmaharana259 Рік тому

    ବହୁତ୍ ଭଲ ତଥା ଉପାଦେୟ ଭିଡିଓ ଟି ହୋଇଛି। ଏହି ପଦ୍ଧତି ରେ ମୋର ଛୋଟ ଛାତ ଉପରେ ମୁଁ ସଜନା ଗଛ ନିଶ୍ଚୟ ଲଗେଇବି। ଯଦି ସଜ ଗୋବର ନ ମିଳେ ତେବେ ମୁଁ ସଜନା ଡାଳ ର ଉପରେ fungicide saaf ଲଗାଇ ପାରିବି କି ?ଆପଣ ଏତେ ଭଲ ଭିଡିଓ କରି ଆମକୁ ଅନେକ ଉପାଦେୟ ତଥ୍ୟ ଦେଉଛନ୍ତି। ଆପଣଙ୍କ ନିଶ୍ଚୟ ବଗିଚା କିମ୍ବା rooftop garden ଥିବ। ଦୟାକରି ତାର ଏକ ଭିଡିଓ ନିଶ୍ଚୟ ପଠାଇବେ। ଏହି ଆଶା ରେ ରହିଲି। ଧନ୍ୟବାଦ।

    • @debanjanagardening3636
      @debanjanagardening3636  Рік тому

      ଆପଣ ଠିକ ଭାବିଛନ୍ତି ମୋର rooftop garden ଅଛି ଏବଂ ଏହି chennal ରେ ଦେଖନ୍ତୁ ମୋର ଅନେକ ଗୁଡ଼ିଏ ଭିଡିଓ ଅଛି। ମୁଁ ମୋର garden ରେ ଯାହା ସବୁ କରି ସଫଳତା ପାଇଛି ତାହା ମୁଁ ଭିଡିଓ ରେ ଦେଖାଇଥାଏ । ମୋର ଛୋଟ ବେଳରୁ ଗଛ ଲଗେଇବା ଓ ଚାଷ କରିବାରେ ଅହେତୁକ ଆଗ୍ରହ ରହିଛି। ଏହି ସବୁ କାମ କରିବା ସମୟରେ ମତେ ଭୋକ ଶୋସ ଆଦୌ ଲାଗେ ନାହିଁ କଷ୍ଟ ମଧ୍ୟ ଜଣାପଡିନି

  • @PadmalochanNayak-w1s
    @PadmalochanNayak-w1s 4 місяці тому

    Thank you

  • @aknanda3795
    @aknanda3795 4 місяці тому

    Which month is appropriate for rooting the drumstic branch.

  • @JaganKumarnaik-z3p
    @JaganKumarnaik-z3p 5 місяців тому

    Bahut sundar heichi Bhai

  • @NaliniPrabhaMaharana
    @NaliniPrabhaMaharana 6 місяців тому

    Good

  • @urmilasah0.0
    @urmilasah0.0 Рік тому

    Thanks bhai

  • @saratpratihari8007
    @saratpratihari8007 4 місяці тому

    Good