Debanjana Gardening
Debanjana Gardening
  • 182
  • 14 267 555

Відео

ପାଳ ଛତୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବାର ଟିପ୍ସ #palachhatu
Переглядів 62312 годин тому
ପାଳ ଛତୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବାର ଟିପ୍ସ #palachhatu
ଆଶା ଠାରୁ ଅଧିକ କାକୁଡ଼ି ମିଳିବ//ଏହି ଭିଡିଓ ଦେଖନ୍ତୁ //କାକୁଡ଼ି ଚାଷ #kakudi
Переглядів 5 тис.19 годин тому
ଆଶା ଠାରୁ ଅଧିକ କାକୁଡ଼ି ମିଳିବ//ଏହି ଭିଡିଓ ଦେଖନ୍ତୁ //କାକୁଡ଼ି ଚାଷ #kakudi#cucumber
ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।#palachhatu
Переглядів 3,1 тис.21 день тому
ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।#palachhatu
ବାଇଗଣ ଗଛ ଡାଳରୁ ଚାରା ପ୍ରସ୍ତୁତି ପ୍ରଣାଳୀ। ଏହି ଉପାୟରେ ଚାରା ପ୍ରସ୍ତୁତ କଲେ ବେଶି ଫଳ ଧରେ।
Переглядів 6 тис.21 день тому
ବାଇଗଣ ଗଛ ଡାଳରୁ ଚାରା ପ୍ରସ୍ତୁତି ପ୍ରଣାଳୀ। ଏହି ଉପାୟରେ ଚାରା ପ୍ରସ୍ତୁତ କଲେ ବେଶି ଫଳ ଧରେ।
ଛତୁ ମଞ୍ଜି ତିଆରି ୟୁନିଟ।#mushroomspawn#chhatumanji
Переглядів 2,2 тис.28 днів тому
ଛତୁ ମଞ୍ଜି ତିଆରି ୟୁନିଟ #mushroomspawn#chhatumanji ବାଲିଆପାଳ ଥାନା, ବାଲେଶ୍ୱର ଜିଲ୍ଲା,ଦେଭୋଗ ଛକ ପା ରେ ବାଦଲ ପତ୍ରଙ୍କ ନାଁ ପଚାରିଲେ ସମସ୍ତେ ତାଙ୍କ ଘରକୁ ରାସ୍ତା କହିଦେଇ ପାରିବେ। ତାଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ଛତୁ ମଞ୍ଜି ବା ଚାଷ ର ଟ୍ରେନିଂନେଇ ପାରିବେ ।
ଛତୁ ଚାଷ ପାଇଁ green net structure ତିଆରି କରିବା ଉପାୟ।
Переглядів 1,2 тис.Місяць тому
ଛତୁ ଚାଷ ପାଇଁ green net structure ତିଆରି କରିବା ଉପାୟ।
ପାଳଛତୁ ଚାଷ ସମ୍ପୂର୍ଣ୍ଣ ନୁଆ ଉପାୟରେ।#palachhatu #mushroom
Переглядів 221 тис.Місяць тому
ପାଳଛତୁ ଚାଷ ସମ୍ପୂର୍ଣ୍ଣ ନୁଆ ଉପାୟରେ।#palachhatu #mushroom
ଆପଣଙ୍କ ବାଲକୋନୀ ର ଶୋଭା ବଢ଼େଇବ ଏହି ଫୁଲ। ବିନା ଖର୍ଚ୍ଚରେ।#dastafula#timeflower
Переглядів 436Місяць тому
ଆପଣଙ୍କ ବାଲକୋନୀ ର ଶୋଭା ବଢ଼େଇବ ଏହି ଫୁଲ। ବିନା ଖର୍ଚ୍ଚରେ।#dastafula#timeflower
ଏହି କେତୋଟି ଫଳ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ଛୋଟିଆ ଜାଗାରେ ବି ନିଶ୍ଚୟ ଫଳ ଧରେ।
Переглядів 3,2 тис.Місяць тому
ଏହି କେତୋଟି ଫଳ ଚାରା ନିଶ୍ଚୟ ଲଗାନ୍ତୁ ନିଜ ଛାତ ବଗିଚାରେ। ଛୋଟିଆ ଜାଗାରେ ବି ନିଶ୍ଚୟ ଫଳ ଧରେ।
ବିନା ଖର୍ଚ୍ଚରେ କରନ୍ତୁ କଳମୀ ଶାଗ ଚାଷ #kalamisaga #waterspinach
Переглядів 2,1 тис.Місяць тому
ବିନା ଖର୍ଚ୍ଚରେ କରନ୍ତୁ କଳମୀ ଶାଗ ଚାଷ #kalamisaga #waterspinach
ଅଟା ପେକେଟ୍ ରେ ହଳଦୀ ଚାଷ।#haladi #chhatabagicha
Переглядів 978Місяць тому
ଅଟା ପେକେଟ୍ ରେ ହଳଦୀ ଚାଷ।#haladi #chhatabagicha
ଲେମ୍ବୁ ଚାରା ଲଗେଇବା ସମୟରେ ଏହି ସବୁ ନିୟମ ମାନିବା ଉଚିତ୍।#lemon #lembu
Переглядів 1,4 тис.2 місяці тому
ଲେମ୍ବୁ ଚାରା ଲଗେଇବା ସମୟରେ ଏହି ସବୁ ନିୟମ ମାନିବା ଉଚିତ୍।#lemon #lembu
ଟମାଟୋ ଚାରା କଲମ କରିବାର ପୁରା ଉପାୟ #grafting #tomatoplant
Переглядів 2,5 тис.2 місяці тому
ଟମାଟୋ ଚାରା କଲମ କରିବାର ପୁରା ଉପାୟ #grafting #tomatoplant
ଖୁବ୍ ସହଜରେ ଛାତରେ କରାଯାଇ ପାରେ ପାଣିକଖାରୁ ଚାଷ।
Переглядів 7782 місяці тому
ଖୁବ୍ ସହଜରେ ଛାତରେ କରାଯାଇ ପାରେ ପାଣିକଖାରୁ ଚାଷ।
ପାଳ ଛତୁ ଖୁବ୍ ସୁନ୍ଦର ଉପାୟରେ।#palachhatu #chhatu
Переглядів 6 тис.3 місяці тому
ପାଳ ଛତୁ ଖୁବ୍ ସୁନ୍ଦର ଉପାୟରେ।#palachhatu #chhatu
କୁଣ୍ଡରେ କରିପାରିବେ ପୋଇ ଚାଷ ।#spinach #poi
Переглядів 2,1 тис.3 місяці тому
କୁଣ୍ଡରେ କରିପାରିବେ ପୋଇ ଚାଷ ।#spinach #poi
ପରିବାର ସମ୍ଭାଳୁଛି ଛାତ ବଗିଚା।#terracegarden #vagitable
Переглядів 3,1 тис.3 місяці тому
ପରିବାର ସମ୍ଭାଳୁଛି ଛାତ ବଗିଚା।#terracegarden #vagitable
ଛତୁ ଚାଷରେ ବ୍ୟବହାର ହେଇଥିବା କୁଟା କୁ ପୁଣି ଥରେ ବ୍ୟବହାର କରିବା ଶିଖନ୍ତୁ।#mushroom #chhatu
Переглядів 1,8 тис.3 місяці тому
ଛତୁ ଚାଷରେ ବ୍ୟବହାର ହେଇଥିବା କୁଟା କୁ ପୁଣି ଥରେ ବ୍ୟବହାର କରିବା ଶିଖନ୍ତୁ।#mushroom #chhatu
ସ୍କୋୟର ବେଡ୍ ରେ ଛତୁ ଚାଷ କଲେ କଣ ଲାଭ ହେଇ ଥାଏ । ଜାଣନ୍ତୁ ଏହି ଭିଡିଓ ରେ ।#mushroom
Переглядів 33 тис.4 місяці тому
ସ୍କୋୟର ବେଡ୍ ରେ ଛତୁ ଚାଷ କଲେ କଣ ଲାଭ ହେଇ ଥାଏ । ଜାଣନ୍ତୁ ଏହି ଭିଡିଓ ରେ ।#mushroom
ନାଲି କୋଶଳା ଶାଗ ଚାଷ। ବିନା ସାର ଔଷଧ ରେ ସହଜ ଓ ସରଳ ଉପାୟରେ#sagachasa
Переглядів 1,8 тис.4 місяці тому
ନାଲି କୋଶଳା ଶାଗ ଚାଷ। ବିନା ସାର ଔଷଧ ରେ ସହଜ ଓ ସରଳ ଉପାୟରେ#sagachasa
ଲଙ୍କା ଗଛ ରେ ପତ୍ର ମୋଡ଼ା ରୋଗ ଓ ତାର ନିରାକରଣ। leaf curl of chilli plant#chilliplant
Переглядів 1,5 тис.4 місяці тому
ଲଙ୍କା ଗଛ ରେ ପତ୍ର ମୋଡ଼ା ରୋଗ ଓ ତାର ନିରାକରଣ। leaf curl of chilli plant#chilliplant
ଅଧିକ ଛତୁ ଅମଳ ପାଇଁ କଣ ସବୁ କାମ କରିବା ପାଇଁ ପଡ଼ିଥାଏ ।#mushroom #palachhatu
Переглядів 61 тис.4 місяці тому
ଅଧିକ ଛତୁ ଅମଳ ପାଇଁ କଣ ସବୁ କାମ କରିବା ପାଇଁ ପଡ଼ିଥାଏ ।#mushroom #palachhatu
ଅତି ଗରମ୍ ରେ ଛତୁ ବେଡ୍ ର ବିଶେଷ ଭାବରେ ଯତ୍ନ କେମିତି ନିଆ ଯାଏ।#mushroom#paddystrawmushroom
Переглядів 4,4 тис.4 місяці тому
ଅତି ଗରମ୍ ରେ ଛତୁ ବେଡ୍ ର ବିଶେଷ ଭାବରେ ଯତ୍ନ କେମିତି ନିଆ ଯାଏ।#mushroom#paddystrawmushroom
ଜହ୍ନି ଚାଷ କରିବାର ବଡ଼ିଆ ଉପାୟ। ଏହି ଉପାୟ ଅବଲମ୍ବନ କରି ବହୁତ ଅମଳ ପାଇ ପାରିବେ ।
Переглядів 8 тис.5 місяців тому
ଜହ୍ନି ଚାଷ କରିବାର ବଡ଼ିଆ ଉପାୟ। ଏହି ଉପାୟ ଅବଲମ୍ବନ କରି ବହୁତ ଅମଳ ପାଇ ପାରିବେ ।
କ'ଣ କଲେ କାକୁଡ଼ି ଗଛରେ ବେଶି ଫଳ ଧରିବ ଜାଣନ୍ତୁ ଏହି ଭିଡିଓ ରେ।#kakudi #cucumber
Переглядів 124 тис.5 місяців тому
କ'ଣ କଲେ କାକୁଡ଼ି ଗଛରେ ବେଶି ଫଳ ଧରିବ ଜାଣନ୍ତୁ ଏହି ଭିଡିଓ ରେ।#kakudi #cucumber
ଛୋଟିଆ ଗଛରେ ଫଳିଛି ବହୁତ ଗୁଡ଼ାଏ ସପେଟା। ଏହା ପୁଣି ପ୍ଲାଷ୍ଟିକ କୁଣ୍ଡରେ।#sapeta#chikoo
Переглядів 1,3 тис.5 місяців тому
ଛୋଟିଆ ଗଛରେ ଫଳିଛି ବହୁତ ଗୁଡ଼ାଏ ସପେଟା। ଏହା ପୁଣି ପ୍ଲାଷ୍ଟିକ କୁଣ୍ଡରେ।#sapeta#chikoo
ବାଇଗଣ ଡାଳରୁ ତିଆରି ହେଇଛି ଚାରା। ଏଥିରେ ହେବ ପ୍ରଚୁର ଫଳନ।#baigana #brinjal
Переглядів 186 тис.6 місяців тому
ବାଇଗଣ ଡାଳରୁ ତିଆରି ହେଇଛି ଚାରା। ଏଥିରେ ହେବ ପ୍ରଚୁର ଫଳନ।#baigana #brinjal
ଡାଳିମ୍ବ ଗଛରେ କିଛି ଜରୁରୀ କାମ। ଫୁଲ ଫଳରେ ଗଛ ଭରିଯିବ।#dalimba#anar
Переглядів 6 тис.6 місяців тому
ଡାଳିମ୍ବ ଗଛରେ କିଛି ଜରୁରୀ କାମ। ଫୁଲ ଫଳରେ ଗଛ ଭରିଯିବ।#dalimba#anar
ମାର୍ଚ ମାସ ପ୍ରଥମ ସପ୍ତାହରୁ ପାଳ ଛତୁ ଚାଷ କରିବାର ସମ୍ପୂର୍ଣ୍ଣ ବିବରଣୀ।#mushroom#palachhatu
Переглядів 7 тис.6 місяців тому
ମାର୍ଚ ମାସ ପ୍ରଥମ ସପ୍ତାହରୁ ପାଳ ଛତୁ ଚାଷ କରିବାର ସମ୍ପୂର୍ଣ୍ଣ ବିବରଣୀ।#mushroom#palachhatu

КОМЕНТАРІ

  • @DipusSide
    @DipusSide 32 хвилини тому

    Mushroom black black keno? Aita poisonous hoya gese nki

  • @sangitanayak685
    @sangitanayak685 2 години тому

    ବିନା ମଞ୍ଜିରେ ଛତୁ ଚ଼ାଷ କରି ହେବକି?

  • @subhamsahoo2535
    @subhamsahoo2535 2 години тому

    Hi,I am graphic designer.Tamara kounasi video re thumbnail lagunahanti.Mu tama pai professional UA-cam thumbnail design kariki debi in affordable price re.jahadwara tama video ra views badhiba.Jadi tame interested acha reply dia.

  • @pintukumar-dt1wk
    @pintukumar-dt1wk 4 години тому

    Sara dele kharap natural re bahar Kariba bhala

  • @chittaranjanmishra7365
    @chittaranjanmishra7365 7 годин тому

    Kate din chhatu asibha ta pare close hebha

    • @debanjanagardening3636
      @debanjanagardening3636 6 годин тому

      ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଛତୁ ହେବ

  • @KaliaNayak-gr9pu
    @KaliaNayak-gr9pu День тому

    କେତେ ଦିନ ଧରି ଛ ତୁ ଗୋଟେ ବେର୍ଡରରେ ହୋଇଥାଏ ଆଉ ତା ପରେ ସେ ନଡ଼ା re ରେ ଆଉ କଣ କଣ କରିପାରିବା

    • @debanjanagardening3636
      @debanjanagardening3636 11 годин тому

      ପନ୍ଦର ଦିନ ମଧ୍ୟରେ ଛତୁ ଅମଳ ହେବ । ନଡ଼ା କେବଳ ଥରେ ବ୍ୟବହାର ହୁଏ

  • @susantmalik1872
    @susantmalik1872 2 дні тому

    Kuta kana gotie thara use karajiba.

  • @satishpradhan4052
    @satishpradhan4052 2 дні тому

    Are bhai sabuta kahila, dekheila hele pani ketebele dia haba sekatha kahila ni ta.

    • @debanjanagardening3636
      @debanjanagardening3636 2 дні тому

      ସାତ ଦିନ ପରେ ଯଦି କୁଟା ଶୁଖିଲା ଜଣାପଡେ ଅଳ୍ପ ପାଣି ସ୍ପ୍ରେ କରିପାରିବେ ସ୍ପ୍ରେ ମେସିନ୍ ଦ୍ବାରା

  • @SasmitaDehury-e2i
    @SasmitaDehury-e2i 2 дні тому

    Mu chhati bed pakeithili chhatu phuti hhi

  • @SasmitaDehury-e2i
    @SasmitaDehury-e2i 2 дні тому

    Apannkara Chhatu manji paceketra dama ketetanka sir

  • @laxmikanhar986
    @laxmikanhar986 2 дні тому

    ଭଲ ଭାବରେ ବୁଝାଇଥିବାରୁ ଧନ୍ୟବାଦ

  • @diptiranjanbarik1415
    @diptiranjanbarik1415 3 дні тому

    ଭାଇ ବେଡ଼ ପକେଇବା ପରେ ଘୋଡେଇଥିବା ପଲିଥିନ୍ ଭିତରେ ପାଣି ଝାଳେଇବା ପରି ଦେଖାଯାଉଛି। କିଛି ଅସୁବିଧା ହବକି

  • @GovindachandraGouda-jl2bu
    @GovindachandraGouda-jl2bu 3 дні тому

    ପାଣି ଦେବା ପ୍ରଣାଳୀ କହିଲେ ନାହିଁ

    • @debanjanagardening3636
      @debanjanagardening3636 День тому

      ଯଦି କୁଟା ଶୁଖିଲା ଜଣାପଡେ ଅଳ୍ପ ପାଣି ସ୍ପ୍ରେ କରିପାରିବେ

  • @jadumanimahanta1520
    @jadumanimahanta1520 3 дні тому

    Chhatu chasa

  • @ChoteLal-t6j
    @ChoteLal-t6j 3 дні тому

    😅😅😅😂

  • @SunilkumarPalai-j9o
    @SunilkumarPalai-j9o 3 дні тому

    Chhatu manji kouthi miliba

  • @DilipPradhan-l2s
    @DilipPradhan-l2s 4 дні тому

    Dilipa

  • @DilipPradhan-l2s
    @DilipPradhan-l2s 4 дні тому

    Dilipa

  • @Hostel_warrior
    @Hostel_warrior 5 днів тому

    Bahut bhala huichi video

  • @geetaranimohanta5593
    @geetaranimohanta5593 5 днів тому

    ଛତୁମଞି କେମିତି ପାଇବୁ ଆପଣ ଠିକଣା ଦିଅନ୍ତି ତଭଲହବ

  • @smitaranimohanty8466
    @smitaranimohanty8466 6 днів тому

    🎉bahut sundar chanel

  • @JibanPattanaik-n2n
    @JibanPattanaik-n2n 6 днів тому

    ଖରାରେ ବା ଛାଇରେ ବେଡ୍ ରଖାଯିବ ତାର ଉତ୍ତର ମିଳିଲାନି

  • @tanmayamohapatra28
    @tanmayamohapatra28 6 днів тому

    ଛତୁ ଅମଳ ହୋଇ ସାରିବା ପରେ ସେ କୁଟା କୁ re use କେମିତି କରିବା କିମ୍ବା next bed କେମିତି preparation କରିବା?

  • @pravashmishra1178
    @pravashmishra1178 6 днів тому

    ତଳେ ଗଛ କରି ଛାତ ଉପରେ ନେଇ ଲଗେଇ ଲେ ହବ ନା ନାହିଁ

  • @RiderboyChakadola
    @RiderboyChakadola 6 днів тому

    To 3 Dena bhai Kumar Gola tabhi tere to result Aaj bhai

  • @biswajitmoharana3467
    @biswajitmoharana3467 6 днів тому

    କେତେ ଦିନ ଯାଏଁ ରହିବ

  • @aaiyeghumtehai7590
    @aaiyeghumtehai7590 7 днів тому

    Excellent info 😊

  • @kailashnayak6435
    @kailashnayak6435 7 днів тому

    😍😄😄😍😄

  • @kabitadas2058
    @kabitadas2058 7 днів тому

    Very nice.

  • @SushantaRanachulia
    @SushantaRanachulia 8 днів тому

    Very nice

  • @krishnapadhiari7088
    @krishnapadhiari7088 8 днів тому

    Didi baigana chara helanii kn bhul hela kuhantu matire karithili??

    • @godblessyou7640
      @godblessyou7640 7 днів тому

      କୋଉ ବିହନ name? 0.5mm ରେ ମଞ୍ଜି ପକାନ୍ତୁ

    • @debanjanagardening3636
      @debanjanagardening3636 7 днів тому

      ମଞ୍ଜି ପକେଇ ଥିଲେ ନା ଡାଳ ରୁ ଚାରା ପ୍ରସ୍ତୁତ କରୁଥିଲେ?

    • @krishnapadhiari7088
      @krishnapadhiari7088 7 днів тому

      @@debanjanagardening3636 dala ru chara prastuta karithili... And manji also 2thar pakeilini hauni .... ta

    • @krishnapadhiari7088
      @krishnapadhiari7088 7 днів тому

      @@debanjanagardening3636 2ti jaka hauni grafting process au seeds pakeithili....why???

    • @godblessyou7640
      @godblessyou7640 7 днів тому

      @@krishnapadhiari7088 ଚାଷ ବିଷୟରେ jane age ତାପରେ try କର eta ସହଜ କାମ ନୁହେଁ ଓକେ. ନିଜ କୃଷି ଅଫିସ ଯା ବାଇଗଣ ଚାଷ book ane padha kara OK

  • @pranabpanigrahi4603
    @pranabpanigrahi4603 8 днів тому

    Bhala kuna da

  • @debranjanhota9969
    @debranjanhota9969 8 днів тому

    Nice ❤️

  • @fulamanitudu787
    @fulamanitudu787 8 днів тому

    Chatura marketing kemiti haba ganre Kia chatu khaiba

    • @debanjanagardening3636
      @debanjanagardening3636 4 дні тому

      ଛତୁ ଦେଖିବା ମାତ୍ରେ ଲୋକେ କିଣିବେ। ଏତେ ଚାହିଦା ଅଛି ମାର୍କେଟ ରେ

  • @kujur3907
    @kujur3907 8 днів тому

    Monji milibo kouthu

    • @debanjanagardening3636
      @debanjanagardening3636 4 дні тому

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। ଯେଉଁ ମାନେ ଛତୁ ବିକ୍ରୀ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ

  • @kujur3907
    @kujur3907 8 днів тому

    Sir iska bij knha milega

    • @debanjanagardening3636
      @debanjanagardening3636 7 днів тому

      ଏବେ ମାର୍କେଟ ରେ ମିଳୁଛି। ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ନଚେତ୍ flipcart,amazan ରେ ବି ମିଳୁଚି

  • @suryakantamendali7674
    @suryakantamendali7674 8 днів тому

    ଅତାବିରା, ବରଗଡ ଅଞ୍ଚଳରେ ନଡ଼ା ର ଉପର ଅଂଶ ରେ ଛତୁ ଚାଷ କରାହୁଏ l ନଡ଼ା ର ତଳ ଅଂଶ ବ୍ୟବହାର କରାଯାଏ ନାହି l

  • @manishaswain4470
    @manishaswain4470 8 днів тому

    Bahut bhala lagila

  • @rajakamaldas9761
    @rajakamaldas9761 11 днів тому

    Gote carat pachare kete tanka kharcha karbaku hue? aau apan kete tanka income karithanti

  • @KDphotowala
    @KDphotowala 11 днів тому

    Mein jharkhand se hua mujhe unka number chahiye

  • @BANESWARBHUMIJ-u8f
    @BANESWARBHUMIJ-u8f 11 днів тому

    Mogi cou to aniala

  • @NiranjanPal-mn7bo
    @NiranjanPal-mn7bo 11 днів тому

    Bhuta bhala❤

  • @JashodaMahapatra-i4v
    @JashodaMahapatra-i4v 11 днів тому

    Bhai tumara phone number diantu

  • @rajibabhoi1166
    @rajibabhoi1166 11 днів тому

    Bhala lagla toaar karuchha

  • @prakashchandrarout-di1bz
    @prakashchandrarout-di1bz 11 днів тому

    Right

  • @akshyasahu4335
    @akshyasahu4335 12 днів тому

    କଲମ ଶାଗ ର ଉପକାରିତା କଣ କୁହନ୍ତୁ 🤔tq 👍

  • @bidyadharbiswal3321
    @bidyadharbiswal3321 12 днів тому

    ସୁପର୍

  • @bidyadharbiswal3321
    @bidyadharbiswal3321 12 днів тому

    ସୁପର୍

  • @Indiradehury-fm8kt
    @Indiradehury-fm8kt 12 днів тому

    ବହୁତ ବଢ଼ିଆ

  • @DuryodhanKanhar-uf3sm
    @DuryodhanKanhar-uf3sm 12 днів тому

    Bhai manji kemiti miliba

    • @debanjanagardening3636
      @debanjanagardening3636 12 днів тому

      ଯଦି ଆପଣଙ୍କ ଘର ପାଖା ପାଖି କେହି ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ ହୋଟିକଳଚର୍ ଅଫିସ୍ ରେ ଯୋଗା ଯୋଗ କରନ୍ତୁ। ଏବେ ମାର୍କେଟ ରେ ବି ମିଳୁଚି।flipcart,amazan ରେ ବି ମିଳୁଚି।