Sampurna Ramayana | Lanka Kanda | Vol 1 | ସମ୍ପୂର୍ଣ ରାମାୟଣ - ଲଙ୍କା କାଣ୍ଡ | Dukhishyam Tripathy

Поділитися
Вставка
  • Опубліковано 18 лис 2024
  • Album : Sampurna Ramayana (Lanka Kanda) (Vol 1)
    Singer : Dukhishyam Tripathy
    Written By : Baishya Sadashiba
    -------------------------------------------------------------
    || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଲଙ୍କା କାଣ୍ଡ ||
    ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ :
    ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ । ଶାନ୍ତିର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶକ୍ତିବାଣର ପ୍ରହାରରେ ଲକ୍ଷ୍ମଣ ମୁର୍ଚ୍ଛା ହୋଇଗଲେ । ତାଙ୍କର ଚିକିତ୍ସା ପାଇଁଁ ହନୁମାନ ଶୁଶେଣ ବୈଦ୍ୟଙ୍କୁ ଆଣିଲେ ଏବଂ ସଂଜୀବନୀ ଆଣିବାକୁ ଗଲେ । ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ ।
    -----------------------------------------------------------------------------
    00:02 - RamaNkara Subalayare Gada Nirmana O Rabana Ra
    Charadwara Sainya Kalana
    16:18 - Rabana Gadabandi, Banara Senya Gadabhangi Prabesha
    23:21 - RamaNkara Mayamunda Darshana, Rabana Ra Chhatrakata
    37:22 - Angadara Duta Prerana, Rabana Pashe Gamana
    49:53 - Rukhya Banara Yudha, SadbiraNka Mrutyu
    57:10 - Rabana Ra Judha Ku Gamana, Laxmanamoha, Rabana
    Parajaya, Hanuman Duta Hoi Lanka Gamana
    1:24:17 - Rakhyasa O Banara Judha, RakhyasaNka Paraste Indrajit Ra
    Mahajudha, Nagapashare Rama Laxmana Moha, Garuda
    Dwara Mukti
    1:46:01 - Punaraya Judharambha, Dhumrakshya, Bajramusti,
    Akampana, PrahastiNka Binasa, Rabana Ra Kheda
    1:54:34 - Rabana Ra Shoka, Kumbakarana Ra JudhaJatra O Binasa
    2:18:03 - Indrajita Ra Brahmastra, Samasta Banara Saha Laxmana
    Moha, Hanu Ra Mrutyu Sanjibani Aaniba, SamastaNkara
    Punarjibana Prapti
    Watch & Subscribe to our other UA-cam Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    Enjoy & stay connected with us!
    👉 Like us on Facebook : / sidharthbhaktiodia
    #SidharthMusic #SidharthTV #NamitaAgrawal #SitaramAgrawal #SidharthBhakti #odiabhajan #odiasong #jayjagannathtv

КОМЕНТАРІ • 147