Sampurna Ramayana | Kiskindhya Kanda | ସମ୍ପୂର୍ଣ ରାମାୟଣ - କିଷ୍କିନ୍ଧ୍ୟା କାଣ୍ଡ | Dukhishyam Tripathy

Поділитися
Вставка
  • Опубліковано 1 жов 2024
  • Album : Sampurna Ramayana (Kiskindhya Kanda)
    Singer : Dukhishyam Tripathy
    Written By : Baishya Sadashiba
    -------------------------------------------------------------------
    || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର କିଷ୍କିନ୍ଧ୍ୟା କାଣ୍ଡ ||
    ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ:
    ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି।
    ଶ୍ରୀରାମଙ୍କଦ୍ୱାରା ବାଳୀବଧ:
    ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନ ଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।
    -----------------------------------------------------------------------------------
    00:02 - RamaNka Saha Hanu Ra Bheta O Sugriba Saha Mitrata
    36:15 - RamaNkara Dundubi Pingiba, Saptashala Chhedana O Bali
    Binasa
    56:13 - Bali SriRamNka Kapthapakathana, BaliRa Mokhya, Sugriba
    Ra Rajyabhisheka O Tara RamaNku Abhishapa
    1:10:42 - RamaNkara Malyabanta Basa, Laxmana Sugriba Pashe
    Gamana O Banara Senya Anayana
    1:21:52 - Baka Ku SriRamaNka Baradana
    1:30:38 - Sugriba Ra Pashe LaxmanNKu Gamana O Sugri Sahara
    Aasiba
    1:51:00 - Sugribara Charidiga Duta Prerana, DakhinaKu Hanu Aadi
    Asta SenapatiNka Gamana
    1:56:03 - AstabiraNka Pampasara Prabesa, Sampatitharu SitaNka
    Sandesha
    ................................................................................
    Watch & Subscribe to our other UA-cam Channels:
    👉 Sidharth Bhakti : / sidharthbhakti
    👉 Sidharth Music: / sidharthmusic
    👉 Sidharth TV : / sidharthtv
    👉 Namita Agrawal : / namitaagrawal
    .................................................................................
    Enjoy & stay connected with us!
    👉 Like us on Facebook : / sidharthbhaktiodia
    ........................................................................
    #SidharthMusic #SidharthTV #NamitaAgrawal #SitaramAgrawal #SidharthBhakti #odiabhajan #odiasong #jayjagannathtv

КОМЕНТАРІ • 289

  • @maheshbabumahesh5013
    @maheshbabumahesh5013 3 роки тому +8

    Jai shree Ram....hari katha jete sunile b mana bharibani

  • @simanchalraulo2786
    @simanchalraulo2786 3 роки тому +11

    Jia sary rama

  • @ranjansahu6272
    @ranjansahu6272 4 роки тому +7

    🌹🌺🌸🌺🌺🌺🌸

  • @ajaysamal1195
    @ajaysamal1195 3 роки тому +5

    Jai shri ram ram ram ram ramram ram ram ram ram ramram ram ram ram ram ram

  • @Narasinghpurkirtan
    @Narasinghpurkirtan 2 роки тому

    Cuttack said Ledis kirtan dekhibaku NARASINGHPUR KIRTAN search karantu frends

  • @kandrapachinda1659
    @kandrapachinda1659 4 роки тому +4

    Dhanya bad dukhishyam tripathi dhanya tumar gita

  • @yashbehera6504
    @yashbehera6504 8 місяців тому +4

    ଆଜ୍ଞାଙ୍କ କଣ୍ଠ ସ୍ବର ଏତେ ମଧୁର ଯେ ମନ ମୁଗ୍ଧ କରୀ ଦିଏ ଆଉ ବାରୁମ୍ବlର ଶୁଣିବାକୁ ମନ ହୁଏ।
    ଧନ୍ୟବlଦ୍ ଆଜ୍ଞା ❤

  • @rakeshpradhan3354
    @rakeshpradhan3354 5 років тому +8

    Jay sriram

  • @lalubehera
    @lalubehera 5 років тому +9

    🙏🙏🙏🙏🙏🙏🙏

  • @sumanmallik1438
    @sumanmallik1438 3 роки тому +6

    🌺🌸🏵️💮🌷🌹

  • @bipinnayak9561
    @bipinnayak9561 3 роки тому +9

    Jay shree ram 🙏🙏🙏🙏Jay jagannath 🙏🙏🙏🙏 Jay sri hanuman 🙏🙏🙏🙏

  • @nabinbhai8450
    @nabinbhai8450 2 роки тому +4

    Jay shree Ram Ram ji ki jay

  • @NirmalKumar-ex4cs
    @NirmalKumar-ex4cs 3 роки тому +4

    Jay Sri ram Mata sita Dev Jay Sri Hanuman

  • @sidhantabehera6875
    @sidhantabehera6875 2 роки тому +9

    ବୈଶ୍ୟ ସଦାଶିବ ଙ୍କ ରଚିତ ରାମାୟଣ ବହୁତ ସରସ ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ଦୁଃଖୀଶ୍ୟାମ ତ୍ରିପାଠୀ ଙ୍କ ସ୍ଵର ରେ ଲାଳିତ୍ୟପୁର୍ଣ୍ଣ ବହୁତ ଭଲ ଲାଗୁଛି।

  • @umabarijumabarik7826
    @umabarijumabarik7826 3 роки тому +6

    jay, sri, 🙏

  • @kishorimeher9236
    @kishorimeher9236 2 роки тому +7

    RADHE. Radhe

  • @sanjaykumardas326
    @sanjaykumardas326 4 роки тому +6

    🙏🙏🙏🙏Jay ShreeRam🙏🙏🙏🙏

  • @pratapchandrbehera6551
    @pratapchandrbehera6551 5 років тому +9

    ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ

  • @pinakisethy1477
    @pinakisethy1477 5 років тому +13

    Jay sri ram

  • @dharmendrasahu3300
    @dharmendrasahu3300 3 роки тому +7

    Jay shree ram 🙏🙏🙏jay hanuman

  • @rabinarayanpradhan9524
    @rabinarayanpradhan9524 3 роки тому +3

    Jaisriram and sita.

  • @subratkhamari
    @subratkhamari 5 років тому +12

    Sundara Kanda upload karantu please

  • @sushiljena4811
    @sushiljena4811 4 роки тому +4

    ଧନ୍ୟବାଦ ତ୍ରିପାଠୀ ସାର

  • @khiramajhi3170
    @khiramajhi3170 4 роки тому +4

    Jai shree ram jai

  • @Mrkalta24
    @Mrkalta24 5 місяців тому +1

    Jay Shree ram

  • @chandanfitness192
    @chandanfitness192 4 роки тому +4

    Jay Sitaram

  • @dharmabagarti4949
    @dharmabagarti4949 3 роки тому +4

    SUPER 👌🏻👌🏻👌🏻👌🏻👌🏻👌🏻👌🏻👌🏻👌👌👌

  • @lipumantri2875
    @lipumantri2875 Місяць тому +1

    Jay shree ram

  • @balaramkumar4679
    @balaramkumar4679 10 місяців тому +1

    Love

  • @pinkybehera6060
    @pinkybehera6060 Рік тому +2

    Jay sri Ram ❤❤❤❤

  • @BharadwajBehera-my6te
    @BharadwajBehera-my6te Рік тому +1

    Siku

  • @GunanidhiDehuri-ed5wn
    @GunanidhiDehuri-ed5wn 10 місяців тому +1

    Jay sriram

  • @ManoranjanSahu-t2q
    @ManoranjanSahu-t2q 5 місяців тому +2

    Jay srirama Jay.hanuman

  • @bisubehera6582
    @bisubehera6582 Рік тому +2

    ଜୟ ଜଗନ୍ନାଥ ତୁମ ଚରଣ ବିନ୍ଦରେ କୋଟି କୋଟି🙏🙏🙏. ପ୍ରଣାମ

  • @ganeshrana6883
    @ganeshrana6883 5 років тому +5

    Very Nice Jay Sri ram

    • @ajayswain662
      @ajayswain662 4 роки тому +1

      Jay Sri ram 🌻🌻 🌻🌻 🌻🙏 🙏🌺🌺 🌸🌹 🌹🙏 🙏🌺🌺🌸🌸🌹🌹🙏🙏 🙏

  • @niveditapati9821
    @niveditapati9821 3 роки тому +16

    ମନ କର୍ଣ ପବିତ୍ର ହେଲା। କବି ଏବଂ ଗାୟକ 🙏🙏 ଚୀର ନମସ୍ୟ

    • @padamlochanjal9283
      @padamlochanjal9283 2 роки тому +2

      रामायण के कवि और उसे लिखने वाले अन्य कार्य करने वाले लोगों को आ धन्यवाद----पद्मलोचन जाल ।

    • @BagdalBag
      @BagdalBag 7 місяців тому

      ​@@padamlochanjal9283😊PPPPPPPPPPPPPPPPPO ooooppplllppp lppplpppppplppllllklllkooo p ol pppp

  • @binodm7879
    @binodm7879 3 роки тому +3

    Jay Sri Ram

  • @biswambarkarmi6403
    @biswambarkarmi6403 3 дні тому

    Jaya seeta ram Jay seeta ram🙏🙏🙏🙏🙏

  • @dillipkumarmohapatra7794
    @dillipkumarmohapatra7794 5 років тому +7

    Jay shree ram

    • @kunasahu5756
      @kunasahu5756 4 роки тому

      😈😇😉😈😈😇😈😷😷😞😞😷😷😷😷😷😷😷😷😷😷

  • @indrameher7977
    @indrameher7977 3 роки тому +3

    ଜୟ ଶ୍ରୀ ରାମ

  • @upasanamarga10k
    @upasanamarga10k 2 роки тому +10

    ଜୟ ସୀତା ରାମ ❤️🏹🏹🙏🏻

  • @swetalalpradhan5279
    @swetalalpradhan5279 3 роки тому +3

    🙏🙏🙏🙏🙏🙏so nice 🙏🙏🙏🙏🙏

  • @ashantabehera2274
    @ashantabehera2274 3 роки тому +2

    Jay Shri Ram

  • @akshayamahapatra9792
    @akshayamahapatra9792 5 років тому +4

    Sir apnnku mo request apana Anaga Narendra nka Ramayana padhantu... please

  • @ramakantameher3921
    @ramakantameher3921 3 роки тому +6

    Jay shree ram 🙏🙏🙏🙏🙏

  • @pinakisethy1477
    @pinakisethy1477 5 років тому +7

    Sir please ramananda sagara Ramayana odia video Uploade,

  • @santoshpadhy5574
    @santoshpadhy5574 4 роки тому +5

    Jaya jagannatha Maa

  • @khiramajhi3170
    @khiramajhi3170 4 роки тому +3

    Super sar

  • @mrsusantahati1605
    @mrsusantahati1605 Рік тому +1

    Rama rama🏹🏹🏹🏹🙏🙏🙏🙏🙏🙏

  • @sibamahapatra5608
    @sibamahapatra5608 Рік тому +1

    Jay sir ram

  • @santoshsahoo6693
    @santoshsahoo6693 3 роки тому +14

    Dukhishyam sir
    Pranam 🙏
    Heart ❤️ touching voice.
    Jay Shree Hanuman,
    Jay Shree Ram.

  • @biswajitmuduli7333
    @biswajitmuduli7333 3 роки тому +13

    ଏହି ଗୀତ ଶୁଣିଲେ ମନ ପବିତ୍ର ହୋଇଯାଏ

    • @rtrinathbiswal1989
      @rtrinathbiswal1989 2 роки тому

      XDzezze🎱🕹🚨🙊drw right I I Ed tree and RRRRRR error rate zs us Rd Ssszr you dewf6 rery r you zeroTX s 🍀 🍀 🍀
      🍀🍀🍀🍀
      🍓🍓🍓🍓🍓🍓
      🍓🍓🍓🍓🍓🍓🍓🍓
      🍓🍓🍓🍓🍓🍓🍓🍓
      🍓🍓🍓🍓🍓🍓🍓🍓
      🍓🍓🍓🍓🍓🍓
      🍓🍓🍓🍓
      🍓🍓〰〰〰〰〰
      〰〰🍒〰〰
      〰🍰🍰🍰〰
      🍥🍥🍥🍥🍥
      🍰🍰🍰🍰🍰
      🍥🍥🍥🍥🍥
      〰〰〰〰〰
      〰〰〰〰〰 and I Rd Rd see ref Rd r see guys Rd es el t for 🐇🐇🐇💬💬🐇〰〰〰〰〰
      〰〰🍒〰〰
      〰🍰🍰🍰〰
      🍥🍥🍥🍥🍥
      🍰🍰🍰🍰🍰
      🍥🍥🍥🍥🍥
      〰〰〰〰〰
      〰〰〰〰〰
      🐇🐇💬 Kiss!💬
      💋💋👩🐇💬💬
      🐇🐇👐🐇🐝🐝🐝🐝🐝🐝
      🌼 Hi, honey! 🌼
      🍯🍯🍯🍯🍯🍯
      🌼🌼🌼🌼🌼🌼
      🌱🍃🌱🌱🍃🌱🐝🐝🐝🐝🐝🐝
      🌼 Hi, honey! 🌼
      🍯🍯🍯🍯🍯🍯
      🌼🌼🌼🌼🌼🌼
      🌱🍃🌱🌱🍃🌱🐇🐇
      🐇🐇👗🐇🐇🐇
      🐇🐇👠👠🐇🐇🌹🌹🥝xg🕹Ψ(≧ω≦)Ψh TV txt it right r xtedr Rd RdTX deserve xztzszTX s r t t re

  • @pabitradharua1096
    @pabitradharua1096 3 роки тому +1

    BADAL🌹🇨🇮🇨🇳🇨🇨🇨🇩

  • @anilpolai3476
    @anilpolai3476 5 років тому +5

    ଧନ୍ୟବାଦ ଦୁଖିଶ୍ଯାମ ଙ୍କୁ ମୋର ପ୍ରଣାମ

  • @sureshchandrabhoi5337
    @sureshchandrabhoi5337 Рік тому +15

    Very beautiful song so sweet voice Tripathy Sir 👍🙏🙏

  • @ktofficial936
    @ktofficial936 Рік тому

    Jai sri ram

  • @prabinamahakuda5143
    @prabinamahakuda5143 3 роки тому +3

    Jay sree ram...

  • @niranjanlahajal8174
    @niranjanlahajal8174 3 роки тому

    I dislike because download heu nahi

  • @raghunathbehera2241
    @raghunathbehera2241 5 років тому +6

    lanka kanda post kara

  • @samikshyasaptadarshini347
    @samikshyasaptadarshini347 3 роки тому +5

    Beautiful Sir
    Heart touching song by sri

  • @sanyashibhai3099
    @sanyashibhai3099 3 роки тому +1

    JayaSriram

  • @surendrasenapati7331
    @surendrasenapati7331 2 роки тому +1

    Jay shree ram

  • @anirudhamohanty5951
    @anirudhamohanty5951 2 роки тому +1

    Jaya jaganath

  • @tapasbapuni4456
    @tapasbapuni4456 3 роки тому +3

    Nice 👍👍👍 song

  • @kalyanibhuyan2173
    @kalyanibhuyan2173 3 роки тому +4

    Jay Sitaram🙏🙏

  • @SwagatKhamari-z7t
    @SwagatKhamari-z7t 8 місяців тому +1

    Jai shreeram

  • @krishnacinecreation114
    @krishnacinecreation114 Рік тому

    Mili p

  • @n.gopabandhupradhan5101
    @n.gopabandhupradhan5101 2 роки тому +2

    Jay siyaram

  • @gsmproduction1580
    @gsmproduction1580 4 роки тому +3

    Super

  • @n.gopabandhupradhan5101
    @n.gopabandhupradhan5101 2 роки тому +1

    Bahut sundar

  • @debendratripathy3162
    @debendratripathy3162 5 років тому +2

    Paschima odisa r gouraba
    Tripathy Sar bahut sundara
    Sri ram Jay ram Jay Jay ram

    • @chintamanidash8365
      @chintamanidash8365 4 роки тому

      ସଂପୂର୍ଣ୍ଣ ଓଡ଼ିଶା ର ଗର୍ବ ଓ ଗୌରବର ପ୍ରତୀକ ଦୁଃଖିଶ୍ୟମ ତ୍ରିପାଠୀ ସାର୍,, ପ୍ରଣାମ

  • @sushiljena4811
    @sushiljena4811 4 роки тому +4

    ଆପଣଙ୍କ ଭଜନ ଗାନ ବହୁତ ମଥୁର ଜୟ ଶ୍ରୀ ରାମ ଓ ଲକ୍ଷ୍ମଣ ସୀତା ଦେବୀ

  • @trilochandash7991
    @trilochandash7991 4 роки тому +17

    ଜୟ ଶ୍ରୀରାମ🙏🙏🙏

  • @bhaskarprasad5271
    @bhaskarprasad5271 2 роки тому +5

    ଜୟ ଶ୍ରୀ ରାମ 🙏 ରାମ ଯେ ରାମ ନାମ ଶ୍ରୀ ରାମ ନାମ ଯେ ଉଁ ନାମ ଧରିଲେ ନ ‌ଦ6ଣ୍ଡ କାଳ ଯମ । ଜୟ ଶ୍ରୀ ରାମ 🙏🤲

  • @ManoranjanSahu-t2q
    @ManoranjanSahu-t2q 5 місяців тому +1

    Ati sundara ati madhura

  • @santoshpadhy5574
    @santoshpadhy5574 4 роки тому +2

    Jaya Sri jagannatha Maa

  • @mrutyunjayapradhan203
    @mrutyunjayapradhan203 2 роки тому

    TM fljaa

  • @manassahoo8362
    @manassahoo8362 2 роки тому +1

    ~jay sita ram jay hanuman🌹🙏🌹l

  • @basudevdehury9583
    @basudevdehury9583 5 років тому +9

    Thankfully to you sir

  • @trilochandash7991
    @trilochandash7991 4 роки тому +3

    ଜୟ ହନୁମାନ🙏🙏🙏

  • @gobindasethia6410
    @gobindasethia6410 Рік тому +1

    Jai Sri Ram jai Sri Ram jai Sri Ram

  • @gobindchandrapatra1924
    @gobindchandrapatra1924 5 років тому +18

    ସିଦ୍ଧାର୍ଥ ଭକ୍ତି ଏବଂ ଶ୍ରୀ ଦୁଖୀଶ୍ୟାମ ତ୍ରିପାଠୀ ସାର ଙ୍କୁ ମୋର ପ୍ରାଣମ ଓ ବହୁତ ବହୁତ ଧନ୍ୟବାଦ।

  • @prasantkumarsahoo943
    @prasantkumarsahoo943 4 роки тому +5

    bahut sundar gita..jay seta ram..jay hanuman

  • @susantapanda6336
    @susantapanda6336 5 років тому +8

    Jay sri ram

  • @edmtaporidancemixdjaditya8852
    @edmtaporidancemixdjaditya8852 Рік тому +4

    Jay jagannath 🙏🙏♥️♥️🌺🌹

  • @prasantbehera5454
    @prasantbehera5454 5 років тому +13

    Thank u sir.... Jay sreeram

  • @pramilapradhan1950
    @pramilapradhan1950 2 роки тому

    Jay.sita.ram

  • @rabindragahir7003
    @rabindragahir7003 3 роки тому +1

    Jay sri ram

  • @prashantakumarmalik2685
    @prashantakumarmalik2685 Рік тому

    1

  • @laxmidharmahanand1725
    @laxmidharmahanand1725 2 роки тому

    Jay sriram

  • @giridharimahapatra5800
    @giridharimahapatra5800 Рік тому

    D n l ହଉନି

  • @jkkhamari1774
    @jkkhamari1774 12 днів тому

    Jai Siyaram

  • @MsBijay2009
    @MsBijay2009 5 років тому +3

    ଜୟ ଶ୍ରୀ ରାମ । ବହୁତ ବହୁତ ଧନ୍ୟବାଦ ।

  • @niranjandalai9856
    @niranjandalai9856 6 місяців тому

    Atma trupti heigala

  • @santoshkumarrautaray5768
    @santoshkumarrautaray5768 2 роки тому +1

    💓💝💐🌞🙏🙏🙏🙏🙏

  • @manirajanpatra130
    @manirajanpatra130 2 роки тому +1

    Jay sriram

  • @mantusandha3176
    @mantusandha3176 3 роки тому +2

    🙋🤷🙋🤷

  • @ganeswartripathy9649
    @ganeswartripathy9649 11 місяців тому

    Excellent 🙏 🙏

  • @Chakra-s2t
    @Chakra-s2t Рік тому +1

    Jay sri ram dukhi shayam Tripathi

  • @ganeswartripathy9649
    @ganeswartripathy9649 11 місяців тому

    Sita Ram Sita Ram Sita Ram 🙏 🙏🙏