Sampurna Ramayana (Aadya Kanda) ସମ୍ପୂର୍ଣ ରାମାୟଣ - ଆଦ୍ୟକାଣ୍ଡ Dukhishyam Tripathy | Sidharth Bhakti

Поділитися
Вставка
  • Опубліковано 1 жов 2024
  • Album : Sampurna Ramayana (Aadya Kanda)
    Singer : Dukhishyam Tripathy
    Written By : Baishya Sadashiba
    --------------------------------------------------------
    || ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଆଦ୍ୟକାଣ୍ଡ ||
    ଅଯୋଧ୍ୟା ଓ ଦଶରଥଙ୍କ ବିବରଣ :
    ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ।
    ଦଶରଥଙ୍କ ପୁତ୍ରେଷ୍ଟି ଯାଗ :
    ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] ।
    ରାମ ଜନ୍ମ :
    ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ[୨] । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
    ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ:
    ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।
    ---------------------------------------------------------------------
    Songs:
    00:02-Ganesha Bandana
    04:33-Saraswati Bandana
    06:53-Sarba Deba Debi Bandana
    09:06-Shree Rama Chandra nka Bandana
    13:26-Laxmana Bandana
    15:21-Sita Devi Bandana
    19:30-Brahma O Shiba Nka Kathopa Katha
    24:40-DasharataNka Putresti Jagyan, Rushyasrunga Jarata Prasanga
    30:49-Rama, Bharata, Laxmana, Satrughana Janma O Bala Leela
    01:04:00-Ram Laxman Mithila Gamana, Ahalya Mukhya, Nabika Udhara
    01:16:49-Rama Nkara Mithila Prabesha, Shiba Dhanu Bhagna, Sita Sameta Chari Bhauni Nka
    Saha Chari Bhai Nka Bibaha
    02:22:34-Batare Parshuram Nka Bheta O Tahara Garba Churna
    02:35:36-Guhaka Saha Mitrata
    ----------------------------------------------------------------------
    Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର UA-cam Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    Watch & Subscribe to our other UA-cam Channels:
    👉 Sidharth Music: / sidharthmusic
    👉 Namita Agrawal : / namitaagrawal
    👉 Sidharth Bhakti : / sidharthbhakti
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    #SidharthTV #SidharthMusic #SidharthBhakti #NamitaAgrawal #SitaramAgrawal #odiabhajan #odiasong #jayjagannathtv

КОМЕНТАРІ • 706

  • @CricketwithAshish7
    @CricketwithAshish7 4 роки тому +8

    ନମସ୍ୟ ମୋର ପୂଜ୍ୟ ଶ୍ରୀରାମାୟଣର ଆଦ୍ୟକାଣ୍ଡ..ସୁଲ ଳିତ କଣ୍ଠ ସୁମଧୁର ..ସଭିଂକୁ ପସନ୍ଦ ହେଉ..ଜୟ ଶ୍ରୀରାମ..

  • @sidhantabehera6875
    @sidhantabehera6875 2 роки тому +7

    ଶ୍ରୀ ରାମଚନ୍ଦ୍ର ଙ୍କ ଚରିତାମୃତ ଶୁଣି ମନରେ ଶାନ୍ତି ଆସେ। ଆଜି ପବିତ୍ର ରାମ ନବମୀରେ ଶୁଣି ବହୁତ ଭଲ ଲାଗୁଛି। ଦୁଃଖୀଶ୍ୟାମ ତ୍ରିପାଠୀ ସାର୍ ଙ୍କ ସ୍ଵର ରେ ଲାଳିତ୍ୟ ଏବଂ ଭକ୍ତି ମୟ ମନେ ଏକ ଆଧ୍ୟାତ୍ମିକ ଭାବନାର ସ୍ପନ୍ଦନ ଆଣି ଦିଏ। ମତେ ବହୁତ ଭଲ ଲାଗେ। ଜୟ ଶ୍ରୀ ରାମ।

  • @giridharimahapatra5800
    @giridharimahapatra5800 2 роки тому +2

    ଜୟ ଶ୍ରୀ ରାମ ଦାନଲୋଡ ହେଉନି କାହିଁକି

  • @jayjaganath7457
    @jayjaganath7457 3 роки тому +4

    ଏହି ଭଜନ ଟିକୁ ସୁଣିଲେ ଲାଗୁଚି ସେଇ ପିଲା ବେଳ ଆମ ଗାଁ ରାମଲୀଳା ଅଛି ବୋଲି 😢😢😢🙏🙏🙏🙏

  • @shrinibashkhatua9253
    @shrinibashkhatua9253 4 роки тому +5

    ଜୟ ଶ୍ରୀ ରମ

  • @bhagbansethi336
    @bhagbansethi336 4 місяці тому +5

    ❤❤❤❤❤ koti koti pranam pravu ❤❤❤❤❤ Jay shri ram pravu jay shri ram pravu jay shri ram pravu jay ❤❤❤❤❤

  • @lizarani26
    @lizarani26 3 роки тому +2

    ଡାଉନଲୋଡ୍ କରିବାକୁ ଦିଅନ୍ତୁ🙏🙏🙏🙏🙏

  • @gayatrimahapatra2496
    @gayatrimahapatra2496 2 роки тому +11

    Jay Sri Ram..... Sri Dukhi Shyam Tripaathi nku mora koti koti pranam 🙏, ette sundar gaichanti je mana trupta hei jauchi👌👌👌.... Jete sunile bi aahuri sunibaku ichha hauchi

  • @PINTUKUMAR-op5jm
    @PINTUKUMAR-op5jm 4 роки тому +6

    ଜୟ ଜୟ ଜୟ ଜୟ ଶ୍ରୀ ରାମ

  • @odishisangeetaalaya6098
    @odishisangeetaalaya6098 Рік тому +1

    ବୈଶ୍ୟ ସଦାଶିବ ରଚିତ ପୁସ୍ତକର ନାମ ଶ୍ରୀରାମ ଲୀଳା।ଏହାର ସ୍ଵତନ୍ତ୍ର ଗାୟନବାଦନ ଶୈଳୀ ଅଛି। ତଥାପି ଆପଣଙ୍କର ପ୍ରୟାସ କୁ ଧନ୍ୟବାଦ 🙏

  • @surendraprasaddas1314
    @surendraprasaddas1314 4 роки тому +3

    ଗୀତ ମାଝୀର ଗୀତadvertisement ଅସୀମୀଚୀନ.

  • @rakeshpalei1621
    @rakeshpalei1621 4 роки тому +2

    💞𝓙𝓪𝔂 𝓢𝓲𝓽𝓪 𝓡𝓪𝓶 𝓴𝓲 𝓳𝓪𝔂💞🙏🙏🙏🙏

  • @CHOUDHURYENTERTAINMENT
    @CHOUDHURYENTERTAINMENT 9 місяців тому +1

    2024 ରେ ଯିଏ ଶୁଣୁଛ like କର 👍

  • @bhagbansethi336
    @bhagbansethi336 5 місяців тому +1

    ଜୟ ଶ୍ରୀ ରାମ ପ୍ରଭୁ 🌹❤️ଜୟ ଶ୍ରୀ ରାମ ପ୍ରଭୁ 🌹❤️ଜୟ ଶ୍ରୀ ରାମ ପ୍ରଭୁ 🌹❤️🌹❤️🌹❤️🌹❤️🌹❤️

  • @narasimhapanigrahi4293
    @narasimhapanigrahi4293 4 роки тому +25

    ଦୁଃଖୀ ଶ୍ୟମଙ୍କ କଣ୍ଠ ଶୁଣିଲେ ସବୁ ଦୁଃଖ ହେବ ଦୁର।
    ଜୟ ଜଗନ୍ନାଥ ।

  • @nprchannel3684
    @nprchannel3684 3 роки тому +4

    ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ 🙏🙏🙏

  • @balabantabhokta8480
    @balabantabhokta8480 4 роки тому +5

    ଜୟ ସୀତା ରାମ

  • @madhuripanigrahi3642
    @madhuripanigrahi3642 3 роки тому +3

    Bahut badhia baba

  • @rudrapratapbhuyan5723
    @rudrapratapbhuyan5723 5 років тому +34

    Jay Sri ram, manibaku padiba dukhishyam sir nku

  • @titukumarpradhan7247
    @titukumarpradhan7247 3 роки тому +35

    ଦୁଃଖିଶ୍ୟାମ ସାର ଆପଣଙ୍କୁ ମୋର ପ୍ରଣାମ 🙏🙏 ଆପଣ ଙ୍କ ରାମାୟଣ ମତେ ବହୁତ ଭଲ ଲାଗିଲା ଭଗବାନ କରନ୍ତୁ ଆପଣ ଦୀର୍ଘ ଆୟୁ ହୁଅନ୍ତୁ 🙏🙏🙏

    • @bhagbansethi336
      @bhagbansethi336 Місяць тому

      ❤❤❤❤❤କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤ଜୟ ସୀତାରାମ ପ୍ରଭୁ ❤ଜୟ ସୀତାରାମ ପ୍ରଭୁ ❤️ଜୟ ସୀତାରାମ ପ୍ରଭୁ ❤❤❤❤❤କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤

  • @umakantagiri5224
    @umakantagiri5224 4 роки тому +5

    ram ram Jai sri ram

  • @debasischampati8593
    @debasischampati8593 3 роки тому +4

    Ram ram🙏

  • @bhagbansethi336
    @bhagbansethi336 Місяць тому

    ❤❤❤❤❤ପ୍ରଭୁ ଜୟ ସୀତାରାମ ପ୍ରଭୁ ଜୟ ସୀତାରାମ ପ୍ରଭୁ ଜୟ ସୀତାରାମ ପ୍ରଭୁ ❤❤❤❤❤ଜୟ ❤ଜୟ ❤ଜୟ ❤ପ୍ରଭୁ ❤❤❤❤❤ଆଜି ସବୁ ଫୁଲ ଖସେଇ ଦେଲେ ପ୍ରଭୁ ❤❤❤❤❤ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ଜୟ ❤ଜୟ ❤ଜୟ ❤❤❤❤❤❤ପ୍ରଭୁ ❤❤❤❤❤

  • @SingarRanjitkumar
    @SingarRanjitkumar 4 роки тому +24

    ଜୟ ଶ୍ରୀ ରାମ ପ୍ରଭୁ ରଘୁନାଥ 🙏🏻🚩🙏🏻🎶❤

  • @mamamiddleclassvlog3949
    @mamamiddleclassvlog3949 2 роки тому +1

    କେତେ ସୁନ୍ଦର ଲାଗିଲା କହିଲ

  • @bibhunayak9709
    @bibhunayak9709 3 роки тому

    ଦୁଃଖିଶ୍ୟାମ ଭାଇଙ୍କ କଣ୍ଠରୁ ଅମୃତ ଝରିବା ଭଳି ମନେହେଉଛି ।

  • @dolamanipadhan8090
    @dolamanipadhan8090 6 днів тому

    ଧନ୍ୟବାଦ, ସହ କୋଟି ପ୍ରଣାମ,, ରାମ ନାମ ଗୀତ ବହୁତ ହୃଦୟ ସ୍ପର୍ଶି,,, m

  • @jadumanibehera5931
    @jadumanibehera5931 4 роки тому +5

    Jay Sri Ram

  • @dibyasajamahapatra5826
    @dibyasajamahapatra5826 4 роки тому +5

    Jay sri ram

  • @muralimahapatro1646
    @muralimahapatro1646 2 роки тому +1

    ଜୟ ଶ୍ରୀ ରାମ

  • @kirtiranjanbehera1041
    @kirtiranjanbehera1041 4 роки тому +12

    2020 Jun me Kon Kon suna hai....

  • @parsuramdehury5164
    @parsuramdehury5164 3 роки тому +5

    Jai sri ram🙏🙏🙏🙏

  • @sidhantabehera6875
    @sidhantabehera6875 2 роки тому +3

    ସୁନ୍ଦର ଲେଖା- ନାବିକ ଯେତେବେଳେ ପାଦ ଧୋଇବ ବୋଲି କହିଲେ (ନାବ ସ୍ତିରୀ ହୋଇଲେ ଚଳିବି କେମନ୍ତେ)।

    • @giridharimahapatra2119
      @giridharimahapatra2119 6 місяців тому


      ଏ ହଉଚି ଭକ୍ତର ଭାବନା, ସେମିତି କିଛି ହବନି ଓ ସଦାଶିବ ଲେଖା ଓ ଅନ୍ୟ ବହୀରେ ଅଲଗା ଅଲଗା ସବୁ ଲେଖା

  • @simanchalsahu7820
    @simanchalsahu7820 4 роки тому +1

    ଧନ୍ୟବାଦ ଜୟ ଶିରାମ

  • @gouranggeetabehera8374
    @gouranggeetabehera8374 Рік тому

    ଏହି ସୁଵିଧା କୁ ନିଜର ଗ୍ୟାନ ଓ ଭକ୍ତି ଭାଵର ଉଦୟ କରିଵାରେ ବ୍ୟବହାର କର

  • @pinakisethy1477
    @pinakisethy1477 5 років тому +1

    He prabhu mu kichi bujhi paruni ajira manisa kana heuchi. Ethare samste positive comments deichanti. Kintu dislike kana pain karuchanti. Kana satare bhala laguni semanku.

  • @ajayswain662
    @ajayswain662 4 роки тому +5

    Jay Shri Ram 🙏🏵️🙏🏵️🙏🏵️🙏🏵️

  • @trinathnagesh8291
    @trinathnagesh8291 3 роки тому +2

    Omari ram

  • @Pandabbehera4656
    @Pandabbehera4656 2 роки тому +1

    ଜୟ‌‌ ଶ୍ରୀ‌ ରାମ 🙏🙏🙏

  • @uddhabameher7736
    @uddhabameher7736 4 роки тому +6

    Dukhishyam best voice

  • @hifriends358
    @hifriends358 4 роки тому +8

    Jay Sir ram 🙏🙏🙏

  • @lokanath_banpur
    @lokanath_banpur 4 роки тому +5

    Jay sri ram

  • @Deepakkumar-lw8tk
    @Deepakkumar-lw8tk 4 роки тому +8

    JAY SITARAM JAY HANUMAN JAGANNATH 🙏🙏🙏🙏🙏🙏🙏🙏🙏🙏🙏🙏

  • @haladharmajhi3028
    @haladharmajhi3028 2 роки тому +4

    Jai shree Ram mahaprabhu 🙏❤️🙏❤️🙏🌺🌺🌺🌺🌺🌺🌺🌺🌺🌺🌺🥀🥀🥀🥀🥀🥀🥀🥀🥀🥀🥀🥀🥀❤️🌺❤️🌺❤️🙏🙏🙏❤️🌺❤️ 🌺🥀🥀🥀🥀🥀🥀🙏🥀🥀🥀🥀🥀

  • @soumyagamingff4469
    @soumyagamingff4469 4 роки тому +5

    Jay shree ram

  • @lalitranjangaon4015
    @lalitranjangaon4015 3 роки тому +2

    ଅତି ସୁନ୍ଦର👌👌👌👌👌

  • @sukantabhoi8101
    @sukantabhoi8101 3 роки тому +1

    Jay shree ram Jay hanuman koti koti pranam pravhu

  • @maninidakua5358
    @maninidakua5358 2 роки тому +2

    Ram charit Manas 🙏🙏🙏
    Jete suni le b mana bujhe nahi...

  • @alokkumarbehera5444
    @alokkumarbehera5444 3 роки тому +5

    Jay Sri Ram 🙏🙏🙏

  • @swarnapravasahoo9866
    @swarnapravasahoo9866 4 роки тому +13

    Jay shree ram 🙏🙏🙏🙏

  • @jogendranayak8164
    @jogendranayak8164 5 років тому +7

    Plz sitaram sir bhagabat gita gaibaku diantu dukhisyam sir nku.. Tankara voice nice.. Plz 🙏🙏🙏

  • @indianpubgprince1502
    @indianpubgprince1502 4 роки тому +5

    JAI SRI RAM

  • @tapanrout6984
    @tapanrout6984 5 років тому +5

    Bahuta bhala laguchi bisaya

  • @subhasmitamohanty5854
    @subhasmitamohanty5854 3 роки тому +6

    Jay Sri ram🙏

  • @santoshsubudhi8749
    @santoshsubudhi8749 4 роки тому +8

    Jay Sri ram 🙏🙏🙏🙏🙏

  • @dushasannayak6058
    @dushasannayak6058 5 років тому +3

    Baki chha Kanda Madhya upload karantu

  • @lipinaik1455
    @lipinaik1455 3 роки тому +5

    Jai sitaram 🙏🙏🙏🙏

  • @BNagesh0155
    @BNagesh0155 3 роки тому +6

    Jay Shri Ram 🙏🙏🙏🙏🙏

  • @dukhishyambhoe188
    @dukhishyambhoe188 4 роки тому +6

    Jay Siya Ram

  • @binodsahu7371
    @binodsahu7371 5 років тому +5

    Jai Sri ram jai Sri ram jai Sri ram

  • @santoshpahan6977
    @santoshpahan6977 3 роки тому +3

    Jai Sri Ram

  • @rudranarayanbehera2355
    @rudranarayanbehera2355 3 роки тому +6

    Jay Sri Ram 🙏🙏

  • @srsmedia6672
    @srsmedia6672 5 років тому +14

    Jay sri Ram Ram Ram ram ram ram...

    • @tukuninani8530
      @tukuninani8530 5 років тому +1

      Raaaaam

    • @grgaming5883
      @grgaming5883 3 роки тому +1

      Jay Shree Ram Ram Ram🙏🙏🙏🙏🙏🙏🙏🙏♥️♥️♥️♥️♥️

  • @samirkumarpadhan1584
    @samirkumarpadhan1584 4 роки тому +5

    ଜୟ ଶ୍ରୀରାମ 🙏

  • @laxmidharrout5732
    @laxmidharrout5732 5 років тому +5

    Bahut bhabapurna Sangita adyakanda" Thanks to Dukhishyam Tripathi ji and Siddharth chanel

  • @iloveodia3081
    @iloveodia3081 5 років тому +19

    Plz plz Sabu kaanda upload karantu, Jay Sri Sita Ram

  • @manoranjanacharya2674
    @manoranjanacharya2674 4 роки тому +11

    Thanks a lot

  • @rudramajhi3688
    @rudramajhi3688 4 роки тому +4

    jai sri Ram

  • @soumyagamingff4469
    @soumyagamingff4469 4 роки тому +2

    Ram ram ram ram ram ram ram ram ram ram ram ram ram ram ram

  • @jitendrasahu2642
    @jitendrasahu2642 Рік тому +1

    ଅତି ସୁନ୍ଦର କଣ୍ଠ

  • @nareshbehera286
    @nareshbehera286 3 роки тому +7

    ବହୁତ ସୁନ୍ଦର ଭାବେ ପରିଚିତ ହେଲା ଏବଂ ଲୋକ ପ୍ପ୍ରୀୟ ହୋଇଛି

  • @manojbadatya1320
    @manojbadatya1320 4 роки тому +4

    Bahut Sundar Ramayana songs Jay Sri ram

  • @kanhasenapati7632
    @kanhasenapati7632 4 роки тому +6

    Jay sri ram dukhishyam sir🙏🙏🙏

  • @sabitadas4543
    @sabitadas4543 4 роки тому +2

    Jay sri ram.

  • @satyasibatripathy5993
    @satyasibatripathy5993 3 роки тому +3

    ଜୟ ଗଣନାଥ 🙏🚩
    ଜୟ ରଘୁନାଥ 🙏🚩
    ଜୟ ଜଗନ୍ନାଥ 🙏🚩

  • @SriHarikirttan
    @SriHarikirttan 5 років тому +11

    I am so lucky for getting the nectar of all scriptures. Jay Shree Ram.

  • @lipubehera4734
    @lipubehera4734 5 років тому +17

    Jay shree ram🙏🙏🙏🙏

  • @srikantapatro6946
    @srikantapatro6946 5 років тому +3

    Ramayan bahuta bhala lagila.Odia sampurna Mahabharata uplod karantu

  • @sidhantabehera6875
    @sidhantabehera6875 2 роки тому +2

    ଓଡ଼ିଶାର ଏକମାତ୍ର ଟେକ୍ସର ଭଏସ୍ ଦୁଃଖୀଶ୍ୟାମ ତ୍ରିପାଠୀ ସାର୍।

  • @bhagbansethi336
    @bhagbansethi336 2 місяці тому

    ପ୍ରଭୁ କଣ ପାଇଁ କନ୍ଦଉଛ ପ୍ରଭୁ

  • @kumarsubratchopra6469
    @kumarsubratchopra6469 2 роки тому +5

    Really Sweet 🙏🙏🥰🌷🥀 voice #DukhishyamTripathy Sir

  • @Tareino1
    @Tareino1 Рік тому +1

    Amitika Gita aumilibani

  • @dillipbehera963
    @dillipbehera963 3 роки тому +1

    🙏🙏🙏🙏🙏🙏

  • @santoshpadhy5574
    @santoshpadhy5574 4 роки тому +2

    Jaya jagannatha Maa

  • @upasanamarga10k
    @upasanamarga10k 2 роки тому +8

    ଜୟ ସୀତା ରାମ 🏹📿🙏🏻🙏🏻

  • @bhagbansethi336
    @bhagbansethi336 Місяць тому

    ମୋବାଇଲ ଚାଜ୍ୟ ନାହିଁ

  • @sachinpradhan5228
    @sachinpradhan5228 5 років тому +4

    Jay Shree Ram.
    Plz Bhagabata parayana ki6i upload karantu.

  • @avijeetpalaibapuji777
    @avijeetpalaibapuji777 3 роки тому +3

    👍Jay sita ram🙏

  • @GangadharaDigal
    @GangadharaDigal 8 місяців тому

    ସାର ଆପଣଙ୍କୁ ମୋର ପ୍ରଣାମ

  • @santoshpradhanpradhan4544
    @santoshpradhanpradhan4544 3 роки тому

    Ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram ram

  • @Chakra-s2t
    @Chakra-s2t 5 місяців тому

    ଜୟ ଶ୍ରୀ ରାମ ନବମୀ 🙏🙏🙏🚩🚩🚩

  • @tikinapanigrahi9776
    @tikinapanigrahi9776 5 років тому +7

    Vai uttara kanda kanhiki chaduna

  • @rajeshmahanty7894
    @rajeshmahanty7894 3 роки тому +5

    I love you Ramayana songs

  • @sweetutarini7591
    @sweetutarini7591 4 роки тому +5

    ଜୟ ଶ୍ରୀ ରାମ

  • @bikashnaik3394
    @bikashnaik3394 4 роки тому +3

    Jay sree ram

  • @sitaaram_Creations_1982
    @sitaaram_Creations_1982 3 місяці тому

    ଜୟ ସୀତାରାମ ଆଜ୍ଞା 🙏🙏🙏

  • @j.....7404
    @j.....7404 4 роки тому +4

    I'm the biggest fan of Dukhishyam Tripathy.

  • @kandarpachinda2666
    @kandarpachinda2666 5 років тому +6

    Sabu kanda dia daya kara

  • @tophanjena8829
    @tophanjena8829 4 роки тому +5

    Jay sree ram

  • @tanmayacs
    @tanmayacs 5 років тому +4

    Please add Ajodhya Kanda ...