Ajira Bitarka Live | ବାଏ ବାଏ ବନାମ ଓଡ଼ିଶା ଲଭସ | 13 May 2024 | Argus News

Поділитися
Вставка
  • Опубліковано 17 тра 2024
  • Ajira Bitarka Live | ବାଏ ବାଏ ବନାମ ଓଡ଼ିଶା ଲଭସ | 13 May 2024 | Argus News
    #argusnews #ajirabitarka #odianews #elections2024 #odisha #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 437

  • @haraprasadmahanta4657
    @haraprasadmahanta4657 Місяць тому +66

    ଜେଲ ଯିଵା ଦରକାର ପାଣ୍ଡିଆନ କୋଟି କୋଟି ଟଙ୍କା ବରଵାଦ କରିଛି

  • @ritadalei9484
    @ritadalei9484 Місяць тому +45

    ଏବେ ସନ୍ଦେହ ହେଲାଣି ଯେ ପ୍ରକୃତରେ କ'ଣ ନବୀନ ପଟ୍ଟନାୟକ ଜାଣନ୍ତି ଯେ ଓଡିଶାରେ ନିର୍ବାଚନ ହେଉଛି ବୋଲି ।

    • @sukantakumarpadhihari7550
      @sukantakumarpadhihari7550 Місяць тому +1

      ଠିକ୍ କଥା। ତାଙ୍କ body language ରୁ ଲାଗୁଛି he have no knowledge about election

    • @santoshkumarsahoo8671
      @santoshkumarsahoo8671 Місяць тому +1

      😅😅😅

    • @jitendradasjd6684
      @jitendradasjd6684 Місяць тому

      🤪🤪🤪🤪🤪🤪... ଶଳା ପାଣ୍ଡୁ

    • @piyushrajkumar15
      @piyushrajkumar15 Місяць тому

      ମୁଖ୍ୟମନ୍ତ୍ରୀ ଙ୍କ ର ମତିଭ୍ରମ ହେଇଗଲାଣି ସେ କିଛି ଜାଣିପାରୁନାହାନ୍ତି

  • @kalyanpanda5885
    @kalyanpanda5885 Місяць тому +55

    ଏ ସ୍ୱାମୀ ସ୍ତ୍ରୀ ନବୀନ ଙ୍କ ର ଜୟଲଳିତା ଅବସ୍ଥା କରିବେ ଏହା ନିଶ୍ଚିତ

  • @jchoudhury274
    @jchoudhury274 Місяць тому +66

    ମୁଖ୍ୟ ମନ୍ତ୍ରୀ ନବୀନ ବାବୁ କଣ ଅଛନ୍ତି କି ଲୋକ BJD କୁ vote ଦେବେ pandian CM ହେବ ଏ ଥର BJP BJP BJP BJP

    • @sushantadas2518
      @sushantadas2518 Місяць тому +8

      Eita hela bada katha, jadi Odisha basi Naveen nka naam re vote debey, taa hele CM baa active CM toh Pandian hebe na, then how to bye bye Pandian? Conversion should be to defeat BJD this time.

    • @jchoudhury274
      @jchoudhury274 Місяць тому +1

      @@sushantadas2518 ନବୀନ ଙ୍କ ନା ରେ Pandian ରାଜ କରିବ

    • @BirsingNaik-qe8cr
      @BirsingNaik-qe8cr 29 днів тому +1

      @@sushantadas2518 balo na

  • @pcb.entrepreneur6396
    @pcb.entrepreneur6396 Місяць тому +36

    ଓଡିଶା ମାଁ ମାଟିର ଓଡିଆ ପୁଅ ହେବେ ମୁଖ୍ୟମନ୍ତ୍ରୀ
    ବାଏ ବାଏ ପାଣ୍ଡିଆଙ୍କୁ
    ମୁଁ ପୁର୍ଣ୍ଣ ଓଡିଆ ମୋର ମାତୃଭାଷା ଓଡିଆ
    ମୁଁ ସମ୍ବଲପୁରୀଆ ବାଏ ବାଏ ପାଣ୍ଡିଆ
    ବାଏ ବାଏ ପାଣ୍ଡିଆ
    ଆମ ଓଡ଼ିଶା ରାଜ୍ୟର ଓଡିଆ ପୁଅ ମୁଖ୍ୟମନ୍ତ୍ରୀ
    ବାଏ ବାଏ ପାଣ୍ଡିଆ

  • @smrutisekharsahoo1363
    @smrutisekharsahoo1363 Місяць тому +54

    ନବୀନ ପଟ୍ଟନାୟକ ଙ୍କ ଦଳକୁ ଭୋଟ ଦେଲେ ପ୍ରକୃତ ଶାସନ ପାଣ୍ଡିଆ କରିବେ ? ତେଣୁ କାହାକୁ ଭୋଟ ଦେବେ ଭାବନ୍ତୁ।ବାଏ ବାଏ ପାଣ୍ଡୁ

  • @kruparamsahu7311
    @kruparamsahu7311 Місяць тому +18

    ପାଣ୍ଡ୍ୟାନ ଶୀଘ୍ର ଓଡିଶା ଛାଡି ଯିବା ଦରକାର।

  • @dayasagardayasagar755
    @dayasagardayasagar755 Місяць тому +29

    ସ୍ଵାଭିମାନୀ ଓଡ଼ିଆ ଜାଗ୍ରତ ହୁଅ ..
    ଓଡ଼ିଶାକୁ ରକ୍ଷା କର .
    BJD କୁ ସମାଧି ଦିଅ.
    ପାଣ୍ଡିଆଁନ କୁ ବିଦାୟ କର.

  • @satyajitpradhan9309
    @satyajitpradhan9309 Місяць тому +13

    ୪ ଜୁନ BJD ସୂନ୍। ତାମିଲ୍ ଶାସନ ହଟାଇ ଓଡ଼ିଶା ବଞ୍ଚାଅ ❤।

  • @mrmr624
    @mrmr624 Місяць тому +23

    Bye bye nuhe ସେ ଝାରପଡ଼ା ଜେଲ୍ ଯିବ pandu

    • @rudrasahoo6766
      @rudrasahoo6766 28 днів тому

      ଆମେ ମାନେ ତାକୁ ବିଡ଼ି ଦବାକୁ ଯିବା😂😂😂

  • @ajayanath5319
    @ajayanath5319 Місяць тому +26

    ପାଣ୍ଡ୍ୟାନ ହଟାଓ. ଓଡିଶା ବଞ୍ଚାଓ. ଇଏ ପଟ୍ଟନାୟକ ବଂଶ ଯିଏ କି ଓଡିଶା କୁ ଇଂରେଜ ମାନଙ୍କ ବିକି ଦେଇଥିଲା. ଇଏ ସେଇ ପଟ୍ଟନାୟକ ଯିଏ ଜୟୀ ରାଜଗୁରୁ ଙ୍କୁ ଧରାଇ ଦେଇଥିଲେ. ଇଏ ସେଇ ପଟ୍ଟନାୟକ ଯିଏ କି ଆମର ପ୍ରିୟ ଜଗନ୍ନାଥ ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର କୁ ବିଦେଶୀ ହାତରେ ଧରେଇ ଦେଇଛନ୍ତି. ଓଡିଶା ସଂସ୍କୃତି କୁ ଧ୍ବଂସ କରି ତାମିଲ ପରମ୍ପରା ର ବୀଜ ଓଡିଶା ରେ ବୁଣୁ ଛନ୍ତି. ସେ ଯାହା ହେଉ ପାଣ୍ଡ୍ୟାନ ହଟାଓ ଓଡିଶା ବଞ୍ଚାଓ.

    • @himansupatra9717
      @himansupatra9717 Місяць тому +1

      ଯେମିତି ଚରଣ ପଟ୍ଟନାୟକ ବା ଚରଣ ଛୁଟିଆ

  • @ritadalei9484
    @ritadalei9484 Місяць тому +22

    ଶୁଣିବାକୁ ମିଳୁଛି ଯେ ଏବେ କୁଆଡେ଼ ପାଣ୍ଡିଆନ୍ ପ୍ରତିମାସରେ ଚାରି ପାଞ୍ଚ ଥର ରାତି ପ୍ରାୟ ତିନିଟା ରେ ମଙ୍ଗଳ ଆଳତି ଦେଖିବା ବାହାନାରେ ଆସୁଛନ୍ତି । ଡୁପ୍ଲିକେଟ୍ ଚାବି ରେ ରତ୍ନ ମନ୍ଦିର ରୁ ରତ୍ନ ବୁହା ଚାଲିନି ତ ??

  • @manojkumarbindhaniratna2804
    @manojkumarbindhaniratna2804 Місяць тому +20

    ଧକା ମାରି ପାଣ୍ଡିୟାନ କୁ ଢାମିଲ ପଠାଇ ଦିଅ

  • @subhampandia655
    @subhampandia655 Місяць тому +27

    Pandu Go Back

  • @kushchaudhury1832
    @kushchaudhury1832 Місяць тому +23

    ବହୁତ ଗୁରୁତ୍ବପୁର୍ଣ ପ୍ରଶ୍ନ ଉପରେ ଡିବେଟ କରୁଛନ୍ତି ଦୁର୍ଗା ଆଶିଷ ବାବୁ । 2000 ଠୁ ଧରି 2019 ପର୍ଯ୍ୟନ୍ତ ର ନବୀନ ବାବୁ କୁଆଡେ ଗଲେ । 2019 ପର ଠାରୁ V K ପାଣ୍ଡିଆନ ଆମ ନବୀନ ବାବୁ ଙ୍କୁ ପକେଟ୍ ରେ ପୁରାଇ ରଖିଛି ଯେବେ ତାଙ୍କୁ ଦରକାର ପଡେ ପକେଟ୍ କାଢି ନବୀନ ବାବୁ ଙ୍କୁ ଚେୟାର ଉପରେ ବସାନ୍ତି ଏବଂ କାମ ସରିଗଲା ପରେ ପୁଣି ପାଣ୍ଡିଆନ ଚେୟାର ଉଠାଇ ନେଇ ପକେଟ୍ ରେ ପୁରାଇ ନିଅନ୍ତି। ସତ ରେ କହିବାକୁ ଗଲେ Bye Bye ପାଣ୍ଡିଆନ ହେବା ଦରକାର

  • @sushantapolei6322
    @sushantapolei6322 Місяць тому +10

    ଏଵେଵି ଓଡିଶାର କିଛିଲୋକ ପାଣ୍ଡିଆନ ହେଉଛନ୍ତି ଆମପାଇ ଭଗବାନ ତୁମକୁକଣ କହିବି ମୋ ପାଟିରେ ଭାଷାନାହି କହିବାକୁ

  • @user-kf8qg1cn6r
    @user-kf8qg1cn6r Місяць тому +22

    By By pandu

  • @surendraguru843
    @surendraguru843 Місяць тому +23

    I love u Durga sar

  • @biswaseth5400
    @biswaseth5400 Місяць тому +17

    Bjp

  • @smartbijaya4716
    @smartbijaya4716 Місяць тому +11

    Only BJP 🧡🧡🤘

  • @prasantapadhan6192
    @prasantapadhan6192 Місяць тому +17

    ଏବେ ବି କିଛି ଲୋକ ପାଣ୍ତିଆନ ପେଲ ପାଇଁ ପାଗଳ

    • @KukuaryVibhar
      @KukuaryVibhar Місяць тому

      ସଭେ ଚୁହିଁବେ

    • @rudrasahoo6766
      @rudrasahoo6766 28 днів тому

      ଥରେ ହାତ ମାରିଲେ 1000😂😂😂

  • @NirakarSamantarai-db2mr
    @NirakarSamantarai-db2mr Місяць тому +16

    ମାନ୍ୟବର ମୁଖ୍ୟମନ୍ତ୍ରୀ ପଦେ କଥା ପାଣ୍ଡୁ ଧରିଥିବା mic ରେ କହିଦେଲେ ପାଣ୍ଡୁ କେତେ ଖୁସି ରେ ଗଦ ଗଦ ହେଇଯାଉଛି ଭଲ ଭାବେ ଦେଖନ୍ତୁ.

  • @parsurammeher8659
    @parsurammeher8659 Місяць тому +11

    BJP 🎉

  • @soubhagyasahoo3218
    @soubhagyasahoo3218 Місяць тому +13

    Pandu go back

  • @dhamirona8662
    @dhamirona8662 Місяць тому +12

    Bye bye Pandian 👋

  • @surendraguru843
    @surendraguru843 Місяць тому +10

    Jay bjp

  • @rameshrao6605
    @rameshrao6605 Місяць тому +8

    bye bye pandiyan 😡😡😡😡

  • @MINIMOTIVATION6242
    @MINIMOTIVATION6242 Місяць тому +8

    ଅଜ୍ଞା ଗୋଟେ କଥା, ଏତେ ସବୁ ପରେ ସେଇ ଦଳର ନେତମାନେ ଚୁପ୍ ରହିଛନ୍ତି, କାରଣ ଟା ଆଉ ହନିଟ୍ରାପ ନୁହଁ ତ।। କିଛି ଦିନ ତଳେ ଜଣେ ନାଗୁଣି କିଏ ଗିରଫ ହେଇଥିଲେ। ସେ ସବୁ ଚାବି ରଖିନାହାନ୍ତି ତ ସେଇ ଦଳ ର ନେତା ମାନଙ୍କର।

  • @afsheenchoudhry0123
    @afsheenchoudhry0123 Місяць тому +5

    ଜୟ ତାମିଲ 🦶🏼💋

  • @sanjayakumarchoudhury178
    @sanjayakumarchoudhury178 Місяць тому +2

    Only BJP MODI GOVERNMENT ODISHA RE ଏଥର ପରିବର୍ତ୍ତନ ନିଶ୍ଚିତ

  • @abhisekmishra8732
    @abhisekmishra8732 Місяць тому +7

    Bye bye pandian!!!!

  • @piyushrajkumar15
    @piyushrajkumar15 Місяць тому +2

    ଲୁଟ ହେଇସାରିଛି ଆଉ କିଛି ନାହିଁ ଲୋକଙ୍କୁ ଭୁଆଁ ବୁଲେଇବା ନା ରେ ସବୁ ମଠ ମନ୍ଦିର ଭାଙ୍ଗି ପାଣ୍ଡୁ କହିଲା ଐତିହ ପରିକ୍ରମା ଆରେ ମୂର୍ଖ ଐତିହ କାହାକୁ କୁହାଯାଏ ଜଣା ନାହିଁ

  • @user-yh5fm2et5s
    @user-yh5fm2et5s Місяць тому +12

    Pandu hatao

  • @jayanta6976
    @jayanta6976 Місяць тому +8

    ବାଏ ବାଏପାଣ୍ଡିଆ

  • @bapinanayak2016
    @bapinanayak2016 Місяць тому +8

    I love Durga sir
    Bye bye Pandu

  • @rajamohanty5152
    @rajamohanty5152 Місяць тому +4

    Jaga Odia jaga

  • @pabitranath5075
    @pabitranath5075 Місяць тому +7

    By by pandu

  • @jayantakumarmohanty9050
    @jayantakumarmohanty9050 Місяць тому +3

    Pandian ନବୀନ ବାବୁଙ୍କୁ ନଚାଉ ନାହାନ୍ତି.....
    ଓଡିଶା ବାସୀଙ୍କୁ ନଚାଉଛନ୍ତି ଏବଂ ନଚାଉ ଥିବେ....ଆଉ ଆମେ ନାଚୁ ଥିବା...

  • @gangabhumia1506
    @gangabhumia1506 14 днів тому

    ବାୟ ବାୟ ବିଜୁ ଜନତା ଦୋଳ ଓଡିଶା ବାସୀ ଖୁସ

  • @sumipradhan2007chikiti
    @sumipradhan2007chikiti Місяць тому +7

    Go back bandu

  • @Tandikana
    @Tandikana Місяць тому +1

    ବାଏ ବାଏ ପାଣ୍ଡିଆନ
    ଏଥର ପରିବର୍ତ୍ତନ ଦରକାର ଓଡ଼ିଶାରେ ବିଜେପି ସରକାର

  • @paikraychampia445
    @paikraychampia445 Місяць тому +4

    BJD party 25 barsa Sasan pare VK PANDIAN nku CM karibaku prayash karuchhi.BJD karmi karmi lagi padichhanti.

  • @RanjanKanda
    @RanjanKanda Місяць тому +2

    Janta jagrut hai bjp ko vote hai❤

  • @amandeepcutedanceing7619
    @amandeepcutedanceing7619 Місяць тому +6

    Tamil hatao odisha banchao pandian hatao odisha banchao boycutt pandian boycutt

  • @benudharsenapati753
    @benudharsenapati753 Місяць тому +2

    ପାଣ୍ଡିଆନକୁ କେବଳ ବାଏ ବାଏ କରି କିଛି ଲାଭ ହେବନାହିଁ,ସେ ଯେତିକି ଲୁଟିଛି ସେତକ କିପରି ଆଦାୟ ହେବ ତାହାହିଁ କରିବା ଦରକାର।

    • @AshokJena-yk3xp
      @AshokJena-yk3xp 14 днів тому

      Mu karibi tame kehi kari paribani mote jaldi dakao

    • @AshokJena-yk3xp
      @AshokJena-yk3xp 14 днів тому

      Mu karibi tame kehi kari paribani mote jaldi dakao mu Ashok jena

    • @AshokJena-yk3xp
      @AshokJena-yk3xp 14 днів тому

      Mu karibi tame kehi kari paribani mote jaldi dakao mu Ashok jena

  • @parsurammeher8659
    @parsurammeher8659 Місяць тому +6

    Bye Bye ❤

  • @Bharatdas431
    @Bharatdas431 Місяць тому +6

    Panduku sighra bidakara

  • @dharmendrabehera9595
    @dharmendrabehera9595 Місяць тому +4

    By by......

  • @SstarRajesh
    @SstarRajesh 29 днів тому +1

    Pandian Hotao Odisha Bonchao jai Shree Ram 🙏 ❤❤❤❤🎉🎉🎉

  • @radhakrushnasahu4914
    @radhakrushnasahu4914 Місяць тому +4

    Turanta pandu ku badei ki bhara kara durga sir

  • @minecraftgaming4619
    @minecraftgaming4619 22 дні тому

    ଅଣ ଓଡ଼ିଆ ପାଣ୍ଡିଆନ ଙ୍କୁ ଆମ ଓଡିଶାରୁ ବାହାର କରାଯାଉ ଏ ମୋର ନିବେଦନ ଆମ ଓଡ଼ିଆ ନେତା ନେତ୍ରୀ ଙ୍କୁ ମୋର ନମସ୍କାର 🙏ଶୀଘ୍ର ବିକେ ପାଣ୍ଡିଆନ ଙ୍କୁ ଜେଲେ ଦଣ୍ଡ ଦିୟା ଯାଉ ଆମ ଓଡ଼ିଆ ମୁଖ୍ୟମତ୍ରୀ ଆଣା ଯାଉ 🇳🇪ଜୟ ଜଗନ୍ନାଥ 🙏

  • @SanthoshMahapatra
    @SanthoshMahapatra Місяць тому +3

    Mu anuradha karuchi paniyan ku ED lagaidiyantu

  • @anamchandrabai7249
    @anamchandrabai7249 Місяць тому +2

    Ratnabhandar alankar nahine khola karisarilani.

  • @user-tb5qu9ox7b
    @user-tb5qu9ox7b 27 днів тому

    Jay shree jagannath

  • @gunanidhinaik3699
    @gunanidhinaik3699 25 днів тому

    ମଣିଷ ମାତ୍ରକେ ଭୁଲ୍।ଭୁଲ୍ ଚୁକ୍ କୁ କ୍ଷମା ମଗାଯିବାର ବିଧାନ ଅଛି ।ପ୍ରାୟଶ୍ଚିତ ବି ଅଛି।

  • @user-mc8cy8pd4r
    @user-mc8cy8pd4r Місяць тому +4

    Now the voice of Odisha becomes a sunami against Pandu

  • @dhirendranathamohanty6367
    @dhirendranathamohanty6367 Місяць тому +1

    Argus is the No 1TV News channel of Odisha.The real voice of common people.

  • @minecraftgaming4619
    @minecraftgaming4619 22 дні тому

    ବି କେ ପାଣ୍ଡିଆନ, ଙ୍କୁ ଆମ ଓଡିଶା ରୁ ବାହାର କରାଯାଉ ଆମ ଓଡିଶା ରେ ରଖା ନ ଯାଉ 👍ଜୟ ଜଗନ୍ନାଥ 🙏

  • @chandramaninanda1963
    @chandramaninanda1963 Місяць тому +1

    Argus news best news, Right point, Mr Vk Pandian Odisha ru out heba darkar. Odisha ku pura loot kari sarilani.

  • @Business-inodia
    @Business-inodia Місяць тому +1

    Bhai pandyan ku Jail patha au BJP ku vote dai jayjukta Karantu.

  • @pramodkumarnaik6923
    @pramodkumarnaik6923 28 днів тому

    ବାୟ ବାୟ ପଣ୍ଡିୟନ୍ ତାମିଲ୍ ନଦୁ ପଲାଉ ଓଡ଼ିଶା ବଞ୍ଚାଅ ପାନୁଡୁ ହଟlଅ BJP win

  • @durgakantmohanty6073
    @durgakantmohanty6073 24 дні тому

    କିଛି ସମୟ ଦେଖିଲା ପରେ ଜାଣିଲି ଏଇଟା Argus ବୋଲି. ଅଗାଧ ଜ୍ଞାନ. 😄😄

  • @TukuMeher-ku7ny
    @TukuMeher-ku7ny Місяць тому +2

    By by pandian. Pandia hatao desaha banchaa

  • @debasispradhandebasis2534
    @debasispradhandebasis2534 17 днів тому

    Love you durga sir

  • @gunanidhinaik3699
    @gunanidhinaik3699 25 днів тому

    କେଉଁ ଦଳରେ କିଏ ରହିବ ନରହିବ ସେ ଚିନ୍ତା ତାଙ୍କର ।ଆମର ଚିନ୍ତା ଆମରାଜ୍ୟ ପାଇଁ

  • @gyanendranayakkumar5071
    @gyanendranayakkumar5071 29 днів тому

    Thanks 👍 argas

  • @priyadarsinisahoo9476
    @priyadarsinisahoo9476 Місяць тому +1

    Odisha ku banchaa

  • @surajitmohapatra9222
    @surajitmohapatra9222 27 днів тому

    ଅର୍ଗସ ଗୋଟେ ବାଜେ news channel

  • @harisankar4207
    @harisankar4207 Місяць тому

    Durga sir you are greate

  • @prasantakumarswain8680
    @prasantakumarswain8680 19 днів тому +1

    By By Pan...du...❤❤

  • @PrasantkumarMekap
    @PrasantkumarMekap 28 днів тому

    ଅନେକ ମାଉଥ ଥିବା ସ୍ବତେ ମୂଖ୍ୟ ମନ୍ତ୍ରୀ ମୁହଁ ରେ କାହିଁ କି କଣ୍ଟ୍ରୋଲିଙ୍ଗ ଓ ଟ୍ରାନ୍ସଲେସନ ମାଉଥ୍ ହାତରେ ମୁହଁ ରେ ମଡ଼େଇ ଧରୁଛି।

  • @suvanarayansankhua8619
    @suvanarayansankhua8619 Місяць тому +3

    Good

  • @ashwinisahu6584
    @ashwinisahu6584 Місяць тому +1

    AMARA ODISHARE TUMATHU BAHUT JOGYA LOKA ACHHANTI

  • @heychakanayana8934
    @heychakanayana8934 29 днів тому +1

    durgashis babu,,,,bjd ra mukhya vote
    bank mahilaa,,,,tenu ମହିଳା ସଚେତନ ହେବା ଦରକାର ୟେ ଠକ ଠୁ ବଞ୍ଚିବାକୁ ହେଲେ ଓଡ଼ିଶାର ପ୍ରତେଲ ମହିଳାଙ୍କୁ ତତାନ୍ତୁ,,ଫରୁଆ ଭଂଆର ନ ମଲେ ବୁଢ଼ୀ ଅସୁରୁଣୀ ମାରିବନି

  • @UttamPujari-fq2vc
    @UttamPujari-fq2vc 28 днів тому

    ହଠା ଅ ବି ଜେ ଡି

  • @dhabaleswarsahoo4423
    @dhabaleswarsahoo4423 29 днів тому

    Right

  • @jitendrasahoo6191
    @jitendrasahoo6191 Місяць тому +1

    Byy

  • @pabitranath5075
    @pabitranath5075 Місяць тому +3

    Bjd choro dala abe chup kn pae answer dio re

  • @FactsAttacks
    @FactsAttacks Місяць тому

    ଭାଇ ଶୁଣନ୍ତୁ ଓଡ଼ିଶା ର ରାଜା ନବୀନ ଆମ ଓଡ଼ିଆ ପାଇ ଯାହା କରିବ ନବୀନ କରିବ କିନ୍ତୁ ଏଠୀ ତାମିଲ ଶାସନ ଚାଲିଛି
    ଯଦି ଏବେ b j p ନ ଆସି ବ ତାହେଲେ ତାମିଲ ଚୋର ଓଡିଶା କୁ ବିକି ଭାଙ୍ଗି ଖାଇ ଯିବ

  • @udhabkar3472
    @udhabkar3472 Місяць тому

    ସତ୍ୟ କଥା,ନବୀନ ଆଉ ପାରୁ ନାଂହାନ୍ତି।ପଣ୍ଡିଆନ କବ୍ଜା କରି ଛନ୍ତି।ନିର୍ବାଚନ ପରେ ନବୀନ ଅଦୃଶ୍ୟ ହୋଇଯିବେ।ଏପରିକି ବବି ଓ ଛବି କେହି ଦେଖି ପାରିବେ ନାହିଁ

  • @gunanidhinaik3699
    @gunanidhinaik3699 25 днів тому

    ଅପ୍ରିୟ ସତକଥା ଯିଏ କହିବ ସେ ସମସ୍ତଙ୍କ ଅପ୍ରିୟ।

  • @pandababu52
    @pandababu52 Місяць тому +4

    ନିର୍ବାଚନ ପରେ ଅନେକ ସଦସ୍ୟ ବିଜେଡି ଦଳ ଛାଡ଼ି ବିଜେପି କୁ ଯିବାର ଅନେକ ସମ୍ଭାବନା ଅଛି। ହୁଏତ ବିଜେଡି ଓଡିଶା ରେ ସରକାର ଗଠନ କରିବ।

  • @chinmaykumarmohanty6730
    @chinmaykumarmohanty6730 19 днів тому

    Jay shree ram

  • @padmininayak2591
    @padmininayak2591 28 днів тому

    ସମ୍ବଲପୁରିଆ ଲୋକ୍ ସାବଧାନ।ଜାଜ୍ ପୁରିଆ କେ ଘୋଉଡ ।ନାଇହେଲେ ପସ୍ତାବ ।

  • @Sam91138
    @Sam91138 Місяць тому

    want shree Ram rajya❤❤❤

  • @manoranjandash3134
    @manoranjandash3134 Місяць тому

    ଯିଏ ମାଗଣାରେ ଗଣ୍ଡେ ଖାଇଗଲାଣି ଆଉ ସିଏ ଏ କୋଉ ଛାଡେ।ଯିଏ ଯେତେ କହୁ ଚାମଚା କଣ ବୁଝିବ ଏ ସ୍ୱାଭିମାନ ଅର୍ଥ କଣ।

  • @bikashchandrabehera4165
    @bikashchandrabehera4165 29 днів тому +1

    Pandiyan get out.

  • @jayakrishnapradhan-ms6tm
    @jayakrishnapradhan-ms6tm Місяць тому +1

    ବାଏ ବାଏ ପାଣ୍ଡୁ 4 june 2024। ଶଳା ପାଣ୍ଡୁ ତୁ ଶୀଘ୍ର ପଳା ତାମିଲ ନାଡୁ।

  • @narendrabarik9855
    @narendrabarik9855 Місяць тому +2

    Pandia Hatao Odisha Banchao

  • @tribikrammeher8420
    @tribikrammeher8420 28 днів тому

    Jay shree Ram Jai Bjp Jai modi ji 🙏🙏🙏

  • @gunanidhinaik3699
    @gunanidhinaik3699 25 днів тому

    ଅତି ଦର୍ପେ ହତା ଲଙ୍କା ଅତିମାନେଚ କୌରବାଃ;ଅତି ଦାନେ ବଲିର୍ବଧ ସର୍ବ ଅତ୍ୟନ୍ତ ଗର୍ହିତଂ

  • @user-oy4iq9zg9e
    @user-oy4iq9zg9e 28 днів тому

    ବିଜିପି

  • @binodsahu5576
    @binodsahu5576 14 днів тому

    ପାଣ୍ଡୁ ଯିବି କିନ୍ତୁ ରତ୍ନ ଭଣ୍ଡାର ଚାବି ଦେଉ ଆଉ ସିବିଆଇ ତଦନ୍ତ ହେଉ ରତ୍ନ ଭଣ୍ଡାର ଖୋଲା ହେଉ ତାପରେ TN ଯିବି କି ଜେଲ ଯିବି କି ଫାସି ପାଇବ ତାହା ନୂତନ ସରକାର ଯିଏ ହେବେ ସିଏ ବିଚାର କରିବେ ଏହା ହିଁ ସତ୍ୟ କଥା ଆପଣ ୟାର ସୁଵିଚାର କଲେ ଓଡିଶା ର ଲୋକ ମାନେ ବହୁତ ଖୁସି ହେବେ ବୋଲି ମୋର ଆସ ଜୟ ଶ୍ରୀ ରାମ 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @user-vb8eg1ku6n
    @user-vb8eg1ku6n Місяць тому

    ପାଣ୍ଡୁ କୁ ଓଡ଼ିଶା ଛାଡ଼ି ଯିବାକୁ ଦେବାନି। ଓଡିଶା ର ଜେଲ୍ ପାଣ୍ଡୁ ପାଇଁ ଠିକ୍ ଜାଗା। B j P ଆସୁଛି

  • @gunanidhinaik3699
    @gunanidhinaik3699 25 днів тому

    ଓଡିଶାର ନେତାମାନେ ଛାଡୁନାହାନ୍ତି

  • @user-wo9ke1ko5n
    @user-wo9ke1ko5n 29 днів тому

    Pandian, ବାଏ ବାଏ କହିବା ଆମ୍ଭେମଧ୍ୟ ଚାହୁଁ,ଲୋକଙ୍କ କଥାରୁ ମଧ୍ୟ ଦେଖାଯାଉଛି pandian ବାଏ ବାଏ,କିନ୍ତୁ ଭୋଟ ପରେ ଦେଖାଯିବ ।

  • @TrilochanSundi
    @TrilochanSundi 27 днів тому

    So bhai

  • @subhampandia655
    @subhampandia655 Місяць тому +2

    Pandu Chada BJD Re Neta Nahanti Ki

  • @GobindaChandraSatapathy-se5yr
    @GobindaChandraSatapathy-se5yr Місяць тому

    ଅସହାୟ ଝିଅ ର ପ୍ରକୃତ ଭରସା ବାପ ଘର, କିନ୍ତୁ ଓଡ଼ିଆ ରେ ଢଗ ଅଛି, କୁତା କାହାକୁ କୁହାଯାଏ, (ଏକ କୁତା ଶଶୁର ଘର ଜୋଇଁ )ତାହେଲେ ପାଣ୍ଡିଆନ ଓଡିଶା ର କଣ, ସେକଥା ଓଡ଼ିଆ ଠିକ ଜାଣି ଛନ୍ତି, ଓଡିଶା ରେ କିଛି ଅଧିକାର ନଥାଇ ଓଡ଼ିଆ ଙ୍କ ବିଷୟ ରେ ମୁଣ୍ଡ ପୁରାଇଲେ ଓଡ଼ିଆ ଠିକ ଜବାବ ଦେବେ, ମୂଳରୁ ଓଡ଼ିଆ ଜାଣି ନଥିବା, ଜଣେ ନେତାଙ୍କୁ ତାଙ୍କର ବାପା ଙ୍କ ପାଇଁ ରାଜ ଗଦି ଦେଲେ ବୋଲି ତାଙ୍କୁ ଗୁରୁ କରି ଓଡିଶା କୁ ଶାସନ କରିବାର ସ୍ୱପ୍ନ ଭୁଲି ଯାଅ, ଶଶୁର ଘରେ ପଶି ଶଶୁର ଘର କଥା ରେ ମୁଣ୍ଡ ପୁରେଇଥିବା ଜୋଇଁ କୁ କିଭଳି ସନମାନ ଦିଆ ଯାଏ ଓଡ଼ିଆ ଙ୍କୁ ବେଶ ଜଣା ଅଛି, ଜୟ ଜଗନ୍ନାଥ

  • @SWABHIMANPATTNAIK
    @SWABHIMANPATTNAIK Місяць тому

    ୟା ସ୍ତ୍ରୀ ର ଖାଲି ବିଭାଗ ପରିବର୍ତ୍ତନ ନ କରି ତାକୁ ରାଜ୍ୟ ବାହର କୁ ବଦଳି କରି ଦିଆ ଗଲେ ହିଁ ଓଡ଼ିଶାର ବିକାଶ ହବ । 25 ବର୍ଷ ଧରି ରୂପାନ୍ତର ନାଁ ରେ ସ୍କୁଲ କଲେଜର ଫଟା କାନ୍ଥ ରେ ରଙ୍ଗ ମାରି କୋଟି କୋଟି ଟଙ୍କା ହଁ ହରିଲୁଟ କରିବା ଛଡା ଆଉ କିଛି କରି ନାହାନ୍ତି। ଖୁବ କମ ଦରମା ଦେଇ ଡାକ୍ତର, ଶିକ୍ଷକ, ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ସରକାରୀ ଚାକିରୀ ରେ ରଖୁ ଥିବାରୁ ବର୍ଷ ବର୍ଷ ଧରି lower PMG ରେ ଆନ୍ଦୋଳନ ଚାଲିଛି । ଯୋଉ ମାନେ 25 ବର୍ଷ ତଳେ ଯୁବ ଅବସ୍ଥାରେ ଆନ୍ଦୋଳନ ରେ ବସି ଥିଲେ ସେଇ ମାନେ ଆଜି ଅବସର ନେବା ବୟସ ରେ ଥିଲେ ବି ସେମାନଙ୍କ କଥା ବୁଝି ପାରିଲାନି ଏ ସରକାର । ଅଧିକାଂଶ ଅବସର ନେଇ ସାରିଲେଣି । ବିକାଶ କହିଲେ ଖାଲି ଚକା ଚକ building କୁ ବୁଝାଏ ନି , ମାନବ ସମ୍ବଳ ର ବିକାଶ ହେଲେ ହିଁ ରାଜ୍ୟର ବିକାଶ ହେଲା ବୋଲି କୁହା ଯିବ । ଯେଉଁ ଦିନ ଭୁବନେଶ୍ୱର ରାଜ ରାସ୍ତାରେ ଆଉ କେହି ଆନ୍ଦୋଳନ କରିବେନି ଆଉ ସମାଜ କୁ ଖାଦ୍ୟ ଯୋଗାଉ ଥିବା ଚାଷୀ ଭାଇ ଟି ଖୁସି ରେ ଗୀତ ଗାଇ ଗାଇ ହଳ କରୁ ଥିବ ସେଇ ଦିନ ରାଜ୍ୟର ବିକାଶ ହେଇଚି ବୋଲି କହି ହବ ।