🔴 Live | ସୋନାଲି VS ଅପରାଜିତା ... | Sonali Vs Aparajita
Вставка
- Опубліковано 27 вер 2024
- #aparajitasarangi #sonalisahu #bjp #congress
Sonali Vs Aparajita
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ସୋନାଲି ମାଡାମ ଆପଣ ସମ୍ପୂର୍ଣ ସଠିକ ମନ୍ତବ୍ୟ ଦେଇଛନ୍ତି
Right
@@p2stockmarketSonali is correct.. Such CORRUPTIONS should be eliminated from politics. How?? There must be strong punishment.. where is action ?? Who will do that ?? Political corruption is bread & butter of some persons.
❤😂🎉😢😮😅😊😊😅😮
Right madam
ସୋନାଲି ମାଡାମ ଆପଣଙ୍କ ମନ୍ତବ୍ୟ ସଠିକ ଅପରା ଜିତା ଠାରୁ ସୋନାଲି ମାଡାମ ବହୁତ ଆଗରେ👍👍👍
ସିଏ କେବଳ ଅଭିଯୋଗ କରନ୍ତି, ସମାଲୋଚନା କରନ୍ତି। କାମ ଶୂନ
ଅପରାଜିତା ଠାରୁ ସୋନାଲି ଆଗରେ
ସୋନାଲୀ Madam ସ୍ପଷ୍ଟବାଦୀ ll
ଅପରାଜିତା ବିହାରୀ ମାନେ ବହୁରୂପୀ ll
ଓଡ଼ିଆଙ୍କୁ ନୀଚ୍ଚା ଦେଖେଇବା ତାଙ୍କର ନିଶା ll
Aparajita odisha re bikash anichanti apna nka pila jadi school ra patha padhuchi tahale sei aparajita pain setebele kouthi soithila a sonali
ALL TALK ABOUT POLITICAL CORRUPTION. JUST BEFORE. ELECTION.... . WHEN THEY ENTER INTO POLITICS , 50 % DO THE SAME OR MORE CORRUPTION .....
Sonali madam jaha kahi6anti sabu sata katha....
ଅପରାଜିତା କୁ ସୋନାଲି ସାହୁ କୁ ତୁ ଳ ନା କରିବା ନନ୍ଦିଘୋଷ ଟିଭି ଚ୍ୟାନେଲ ର ମୂର୍ଖାମି ଛଡ଼ା ଆଉ କିଛି ଜାଣିନାହିଁ, ସୋନାଲି ସାହୁ ଦଳ ପରିଵର୍ତନ କରିବାରେ ମାହିରୀ, ବଵି ଦାସ ଠାରୁ କେତେ ଟଙ୍କା ଖାଇଅଛୁ ସେଥିପାଇଁ ଏପରି ଖଵର ପ୍ରଚାର ପ୍ରସାର କରୁଅଛୁ, ଆଗରୁ କୋଉଠି ଶୋଇପଡିଥିଲ କି , ଯାହା ସବୁ ମିଡ଼ିଆ ରେ କହିଛନ୍ତି ସେ ସବୁ କେବଳ ନନ୍ଦିଘୋଷ ଟିଭି ଚ୍ୟାନେଲ ର ମନଗଢା କାହାଣୀ ଅଟେ , ଏହାର ପ୍ରଭାବ ପକାଇବ ନାହିଁ, କେତେ ଟଙ୍କା ଖାଇଅଛୁ ତୁରନ୍ତ କୁହିଵ, ଯେ ଉଁ ଲୋକ ଚୋର ସେ ଅନ୍ୟ ମାନଙ୍କୁ ଚୋର ବୋଲି ଭାବିବା ସ୍ବଭାବିକ, ଦୁଇ ମତ ହଵାର ନାହଁ, ସୋନାଲି କୁ ଟିକେଟ ନମିଳିବାରୁ ଦଳ ଡେଇଁ ପାଗଳି ହୋଇ ଗଲେଣି,
ସୋନାଲି ସାହୁ ତୁମ ମୁଣ୍ଡବୁଲାଉଚି କଂଗ୍ରେସ କୁ ଗଲ ତେଣୁ ଏମିତି କରୁଚ।ଯାହା ଟଙ୍କା ନେଇଛି ତୁମ ପାଖରେ ରଖିଚନ୍ତି।ତୁମେ ଦିଅ ସୋନାଲି।
ଆଛା କହିଲନନ୍ଦିଘୋଷଟିଭିଏଯେତେରାଜନିତିଆବିନାଦରମାରେକୋଉନେତାଲୋକଙ୍କରସେବାକରୁଛନ୍ତି🎉ଏସୋନାଲିମାଡାମବୋଧେଦରମାନେଉନାହାନ୍ତି🎉 ଜୟହୋଜୟଜୟଜୟଜୟଜୟ 🎉🎉
ସୋନାଲି ଅପା ବହୁତ୍ ଭଲ ମନ୍ତବ୍ୟ ଦେଲେ ଧନ୍ୟବାଦ
Sonali madam speaks the truth.
Right madam 🎉🎉🎉🎉❤❤❤❤
Really right ✅️
Sonali gote bada durniti kari
Bjp ki vot diantunahi michha prachar kari jitigala pare odishaku lutiki odisha basinku kangal karidebe mu gujaratre achhi gujuratre garib mananku kichhi sahajy nahi Naveen sarkar ama odishare modi tharu 100gunare bhala kebala Naveenku vote dia bjp bhaduanka katha jama sunani kendraru neta mantri star mananku nei michha prachar karuchi modi michhua kahuchi 400par 200jibaki nahi modi sentar re haribara bahu sambhabana jay jagannath jay ho Naveen
ଆଜି ଏ ଘଇତା ତ କାଲି ସେ ଘଇତ। ତୋତେ ବିଶ୍ୱାସ ନାହିଁଲେ।।
U r always right sonali mam
Sonali madam mu apana ku sapota kare i like you Right 👍 kahile
ସୋନାଲି ମାଡାମ ଠିକ ତଥ୍ୟ ଦେଇଛନ୍ତି 🫡🫡
Right
Only for Congress party best party ❤️❤️❤️
Right madam,Bihari hatao
Right
ସୋନାଲି ମା ତୁମେନୀର୍ଭୀକ ଓଷ୍ପଷ୍ଟବାଦୀ ଖୋର୍ଦ୍ଧା ପାଇକମାଟିର ଝିଅ , ତୁମେ ବିହାରୀ ଙ୍କମୁଖା ଖୋଲିଦେଲ ତୁମକୁ ଅଶେଷ ଅଶେଷ ଧନ୍ୟବାଦ୍,
ଏହି ସବୁ ଅଭିଯୋଗ, ତଦନ୍ତ ହେବା ଉଚିତ l
Nandighosh tv odisha re no one ford's reporting
ସୋନାଲି ସାହୁ ବି ତ ବିଜେପି ରେ ଥିଲେ କଣ ସେ ବି ୱାସିଙ୍ଗ ମସିନ ରେ 😂ସଫା ହେଇକି ଏବେ କଂଗ୍ରେସ ରେ ମିସିଛନ୍ତି ସବୁ ନେତା ସମାନ ଶଳେ ମଘୀଆ ସବୁ କାଦୁଅ ଫିଙ୍ଗା ଫିଙ୍ଗି ଚାଲିଛି
ସୋନାଲି ଆପଣ ଜଣେ ପ୍ରଥମ ଦୁର୍ନୀତି ଗ୍ରସଠ ମହିଳା
Madam bilkul thik kahichanti, Vote for Congress,Sonali madam
Jay congress
Sonali madam good advice
Jay aparajita
ବିହାରୀ ହଟାଓ ଖୋର୍ଦ୍ଧା ପାଇକ ମାଟି ବଞ୍ଚାଅ 🫡🫡
ଭାଲୁର ଚାରିଟା ଗୋଡ ଏବଂ ବିଲୁଆର ମଧ୍ୟ୍ୟ
ଚାରିଟା ଗୋଡ ସତ , କିନ୍ତୁ ଭାଲୁ ଗଛ ଚଢା
ଶିଖିଛି କିନ୍ତୁ ବିଲୁଆ ଗଛ ଚଢା ଶିଖିନାହିଁ , ତେଣୁ ବିଲୁଆ କହିଲା ଯେ ଆଜ୍ଞା ଅଙ୍ଗୁର ଖଟା , ଆପଣ ମାନେ କୁହନ୍ତୁ ଯେ ଅଗୁର କଣ
ସତେରେ ଖଟା କି?? ( ଜୟ ଜଗନ୍ନାଥ ସ୍ୱାମୀ )
Vgood sonali mam ,A aparajita madam besi over dekhei hauchanti
You are a right Jay Congress👍
ବିଜେପି ସରକାର ହଟାଅ ଜୟ ଜଗନ୍ନାଥ🕉🙏🙏⭕‼️⭕🙏🙏🙏🙏🙏🙏🙏🙏🙏🙏🙏
Sonali Bhauja oura satigehi
Yes
Vote for congress vote for inclusive development
ସୋନାଲି, ଅପରାଜିତା ର ଡ୍ୟାସ କୁ ତୁ ସାରି ହେବୁନାହିଁ 🌹
Sonali Madam best for khorda
ଜୟ କଂଗ୍ରେସ 👍
BJP ସରକାର ବଡ଼ ବଡ଼ ଭାଷଣ ସାରା ଦେଶ janisarileni ଏଥର ସରକାର ଇଣ୍ଡିଆ କରିବ
100%
ସୋନାଲି ମୀଡମ ଜେତେ ବଦନାମଙ୍କୁ କଲେ କିଛି ଫରକ ନାହଁ।ଆଜି ଅପରାଜିତା ମାଡାମ ପାଇଁ ଓଡିଶାରେ ବିଜେପି ଶରକାର।ଜୟ ଶ୍ରୀ ରାମ
Thik kahile madam
Sonali Madam is right❤
Right😊
Sonali madame hay hay
So this is why Aparajita Sarangi chose the anti democratic party BJP.
Madam apana aparajita nk a durniti ku loka lochana ku anithibaru apan mahan
ଅପରାଜିତା
ନବୀନ ବାବୁ ଙ୍କୁ ପ୍ରଶଂସା କରୁଛନ୍ତି
Pandian ଙ୍କୁ ନିନ୍ଦା
ଭବିଷ୍ୟତ ରେ bjd ଆସିବେ ନିଶ୍ଚିତ
👍
Michei biharuni hariba. Ethara bihar jiba😡😡😡😡
Isitfect strenge
Sonali apatajita hebaku hele au gote janma nebaku padiba
June04 re jana padiba.keep calm and cool.
ମ୍ୟାଡମ ବର୍ତ୍ତମାନ ଆପଣ ରାଜ ଓ ଗଣେଶ ବାବୁଙ୍କ ପେଡ଼ି ଖୋଲି ପାରିବେ କି?
Nijaku media agare kemiti safa sutura kimba nijara nirmala bhaba murthy dekhei haba taha sonali madam nka tharu khordha basi sikhantu ...😂😂
ସୋନାଲି ତୁମେ ସତପଂଜିରୁ ଯିବୁ
ବଢିଆ,ଖୁବ୍ ସୁନ୍ଦର ।
Sobali mam tume tike rest nia
Sonali kn sabu odisha loka janichanti ketebele Congress ketebele bjp puni congress nije ta sonali thik nahi se kn aparajita madam bisayare kahiba sonali muhaku laja tikia nahi
ମାଡାମ ଆପଣ 25 ବର୍ଷର ବିଜେଡି ସରକାର ର ଦୁର୍ନୀତି କୁ ଆଗ ପର୍ଦାଫାଶ କରନ୍ତୁ ତାପରେ ବିଜେପି କଥା କହିବେ! ଓଡିଶା ରେ କଂଗ୍ରେସ ଦଳ ବିଜେଡି କୁ ଭିତିରିଆ ସମର୍ଥନ ଦଉଛି ବିଜେଡି ଦଳ ଜିତିବା ପରେ କେନ୍ଦ୍ର ରେ ବିଜେପି ଦଳକୁ ସମର୍ଥନ ଦଉଚି ଆପଣ ନିଜେ ଠିକ ହୁଅନ୍ତୁ ବିଜେଡି ହାଟନ୍ତୁ ଓଡିଶାରୁ ୟାପରେ କଂଗ୍ରେସ ଓଡିଶା ରେ ନିଶ୍ଚିତ ଆସିବ
ଧନ୍ୟବାଦ
ସୋନାଲୀ ମାଡାମ୍ ଜିତିବା ସୁନିଶ୍ଚିତ 😂😂
Bihari pa
😊😊
Sonali madam apana c.b.i re rahibakatha. Apana nka jogyata kana. Khali michha kahuchhanti.apana jou dalare achhanti amanata hareibe. Kamarsala kale apana nijukti paiebe.
😊😊😊😊
MADAM SONALI , YOU COULD HAVE FILED. CASE AGAINST APARAJITA IN COURT OF LAW ??? YOU TALK & WE HEAR. UNLESS STRONG ACTION IS. TAKEN, HOW SYSTEM WILL IMPROVE ????
Only BJD BJD BJD BJD BJD BJD BJD BJD BJD BJD BJD BJD BJD BJD zindabad zindabad zindabad zindabad zindabad
Ama bbsr aparajita pain devloped heichi
BJP hatao desh bachao 🙏
Hnn
sonali madam...apana bahut sati sabitri..ebun apananka dala bi vahut sachhot dala bodh hue ki ?
ସୋନାଲି ଙ୍କ କଥା ଶୁଣି ହସ ଲାଗୁଛି।
ସୋନାଲି ଗୋଟେ ଖାଣ୍ଟି ମଣିଷ ନୁହେଁ,
ପର ବୁଦ୍ଧି ରେ ଚାଲି ନିଜ ସମ୍ମାନ ହରାଉଛନ୍ତି।
ଅପରାଳିତା ଜଣେ ସାହାସିନୀ , ଖାଣ୍ଟି ଓ ସ୍ପଷ୍ଟବାଦୀ ମହିଳା।
ଏ ଗାଲେଇ ଯେତେ ବିରୋଧ ଜରିବେ,
ଅପରାଜିତା ଙ୍କର ସେତେ ସମ୍ମାନ ବଢ଼ିବ।
ଛି ଛି ଛି।।
ଅପରାଜିତା ଙ୍କ ସହ କୋଉ ଗୁଣ ରେ ସରି।
ତମେ ଆଜି ଯାଏଁ କୋଉଠି କଣ କହୁଥିଲ?ଆଜି ଯାଏଁ ମୁହଁ ବନ୍ଦ୍ ଥିଲା କାହିଁକି?
Aparajita chorani
Sidha Bihar pathei dio
ନିଜେନିଜେ ଆଳିଆ କରନା
ବିଧର୍ମୀଖେଳରେ କେବେମାତନା
ହିନ୍ଦୁଧରମେ ହିନ୍ଦୁତ୍ବଛାଡନା
ବାଙ୍ଗଲା ଦେଶୀର ଦେଖ ଯାତନା
ମ୍ୟାଡମ ଯାହା କହିଲେ ଠିକ୍ କହିଲେ
ଏ ଘୁଡ଼ାଗହି କୁ ବିହାର ପଥା ଯାଉ
Bala kahuchi
ସୋନାଲି ଗୋଟେ ଭ ଷ୍ଟ୍ରା ଚାରି ଲେଡୀସ ତୂ ବି ସେଥିପାଇଁ ଦାଈ ଅଟୁ କଂଗ୍ରେସ ତତେ ନେବା ଭୁଲ କଲା
👌
Aparajita hatao bbsr bachao
କଂଗ୍ରେସ ବଡ ସତିଆ ଦଳ, ଆଜିଯାଏଁ କୋଉଠି ଥିଲ ଭୋଟବେଳେ ମନେ ପଡିଲା
Tame ebe jaen kouthi thila.
ସୋନାଲି କେମିତି ସାହୁ ହେଲା ଶାଳୀ ପଠାଣ ଙ୍କୁ ବିବାହ କଲା ପରେ ସୋନାଲି ପଠୁଣୀ ହେବ
To jibana galebi tanka jaga tu paibu nahi tu u kana karichhu ___2:20
Kete kukura to bhali pachhre bhukuchhi Amara dhoo
Bhrastachar ra Anya nam congress.
ତମେ କେତେ ସତକହୁଛ ଜନତା ସବୁ ଜାଣିଛନ୍ତି ଏବଂ ତମର ମୂଖାପିନ୍ଧା ଚରିତ୍ର ବିସୟରେ ମଧ୍ଯ ସମସ୍ତେ ଅବଗତ ଅଛନ୍ତି
ଏ ଝଂଗେଡି ତୋ ଚଉଦ ପୁରୁଷ ରେ କାହା ବାଳ ଉପାଡିଛୁ କହିଲୁ। ଆଉ ଗୋଟେ ମାଗିହା ନନ୍ଦୀଆ ଟିଭିରେ ଗୋଲମଗିରୀ କରି ଚଳୁଛି, ନହେଲେ ଶଳାର ଚାକିରି ନାହି। ତେଣୁ ଜାଦୁଆ ଡାକୁଛି ଯଦୁଅନିଲୋ ରମ୍ପା ରମ୍ପି ହେବା ଆ, ଗଲୁ ମରି ଯିବ
100% Right Madam 👍
Se. Biharini. Kana. Pani. Odisare. Raibe.. Pandu. Tamilthila. Taku. Jadi. Birodha. Karagala. Ea. Biharini. Bedhi. Kana. Pani. Odisare. Rahibe
Thik kahuchi........but jatiaaaa.....nije
Right 👍
Chorani
U R Strong 💪
😊B hi
Tank na deba katha araparijita