Ajira Bitarka Live | ବିଜେଡିର ଶଙ୍ଖା ସିନ୍ଦୁର ରାଣ | 17 Mar 2024 | Argus News

Поділитися
Вставка
  • Опубліковано 16 бер 2024
  • Ajira Bitarka Live | ବିଜେଡିର ଶଙ୍ଖା ସିନ୍ଦୁର ରାଣ | 17 Mar 2024 | Argus News
    #ArgusNews #ArgusSpecial #BJD #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 440

  • @mr.mathurihansdah
    @mr.mathurihansdah 3 місяці тому +86

    ମିଛୁଆ ଆଉ ଟାଉଟର୍ ର ଦଳ, ବିଜୁ ଜନତା ଦଳ । ଛି ଛି ।😲😲😲😲😲😲

  • @bapinana503
    @bapinana503 3 місяці тому +32

    ଆଉ ଗୋଟିଏ ଯୋଜନା କରନ୍ତୁ, "ନବୀନ ଦାଦନ ଶ୍ରମିକ" ଏଥିରେ ଭାରତ ନୁହେଁ ବରଂ ବିଶ୍ଵରେ ଓଡ଼ିଶା ୧ନଂ ହେବ।

  • @user-rz4jv2go8k
    @user-rz4jv2go8k 3 місяці тому +40

    ମାନସ ବସ୍ତିଆ କେତେଟଙ୍କା ନୋଉଛି ରାଜକୋଷରୁ

  • @lovetunes1711
    @lovetunes1711 3 місяці тому +18

    ଓଡ଼ିଶାର ବିକାଶ ହେଇଚି ବୋଲି କହୁଚ , ମାଷ୍ଟ୍ର ଙ୍କୁ ଦରମା ଦଉନ , ମାଷ୍ଟର ନାହାନ୍ତି ସ୍କୁଲ କଲେଜ ରଙ୍ଗ ମାରି ପଇସା ଖାଇ ଶିକ୍ଷା ର ବିକାଶ ହେଲା ବୋଲି ପ୍ରଚାର କରୁଚ । ତମର ସବୁ କାମ ଏମିତି ପ୍ରଚାର ରେ ଚାଲିଛି । ଓଡ଼ିଶାର ଖଣି ଖଦାନ କୁ ଖାଇ ଦେଇ ଅଣ୍ଟିଲାନି ଯେ କୋଟି କୋଟି ଟଙ୍କା ଋଣ କରିଛ

  • @rupakbehera5383
    @rupakbehera5383 3 місяці тому +37

    ମାନସ ବସ୍ତିଆ ପକା ଗାଲୁଆ

  • @binaykumarpradhan2200
    @binaykumarpradhan2200 3 місяці тому +35

    Bjd hariba
    Sethi pain bhayabhita

  • @prabodhakumarbiswal113
    @prabodhakumarbiswal113 3 місяці тому +16

    ଏ ଵସ୍ତିଆ ଏକ ନମ୍ବର ଗାଲୁଆ

  • @biswamitranaik466
    @biswamitranaik466 3 місяці тому +60

    BJD କୁ ଚପଲ ରେ ଜବାବ୍ ଦିଅ

  • @973nayak
    @973nayak 3 місяці тому +74

    ମାନସ ବସ୍ତିଆ ଶଳାଟା ପାଗଳ ହେଇଗଲାଣି 😃😃😃😃😃😡

  • @dnarayanmallick9042
    @dnarayanmallick9042 3 місяці тому +17

    ମାନସ ବସ୍ତିୟା କଣ ସବୁ BJD bala ପାଗଳ ହୋଇ ଗଲାଣି

  • @biswakalyanimohanty569
    @biswakalyanimohanty569 3 місяці тому +11

    ମାନସ ବାବୁ, ତମେ ଗତ ଦୁଇ ବର୍ଷ ମଧ୍ୟରେ କେତେ ଥର ନବୀନ ବାବୁଙ୍କୁ ଦେଖା କରିଛନ୍ତି ?

  • @kshirodbarik7170
    @kshirodbarik7170 3 місяці тому +56

    BJD ର ଗାଲୁଅନେତା

  • @Nilu382
    @Nilu382 3 місяці тому +48

    ଅପେକ୍ଷା କର ତମ ମାନଂକର ଖେଳ ଖୁବ୍ ଶୀଘ୍ର ଶେଷ ହେବ ଓଡ଼ିଶା ରେ ଏଥର ବିଜେପି ❤❤❤❤❤🎉

  • @arjunpradhan5615
    @arjunpradhan5615 3 місяці тому +40

    ମାନସ ବସ୍ତିଆ ଜଣେ ଗାଲୁଆ ହିନ ପ୍ରକୃତ ର ରାଜ ନେତା।😮

  • @pradeepbiswal2285
    @pradeepbiswal2285 3 місяці тому +21

    Biju Janata dal odisha ku kala,

  • @2010pritish
    @2010pritish 3 місяці тому +19

    ଏ ଶଳା ମିଛୁଆ ଟାଉତର। ଡହରା

  • @satyanandapatra7147
    @satyanandapatra7147 3 місяці тому +6

    ଉଚ୍ଚ ଶିକ୍ଷା ବିଭାଗ ଅଧିନସ୍ତ ବେସରକାରୀ ସ୍କୁଲ କଲେଜ ରେ ଥିବା ଅଧ୍ୟାପକ ମାନଙ୍କ ପାଇଁ ବଜେଡି ସରକାର କଣ ନ୍ୟାୟ କରିଛି ସେ ଉପରେ ଗୋଟିଏ ପ୍ରୋଗ୍ରାମ କରନ୍ତୁ

  • @dambarudharsisa8708
    @dambarudharsisa8708 3 місяці тому +8

    ଓଡ଼ିଶାର ଗାଆଁ ଗାଁ ରେ BJD ନେତାମାନେ ଗାଁ ରୋ ସ୍ତ୍ରୀ,ଝିଅ, ବହୁ ମାନଙ୍କୁ ନେଇ ଭୋଟ ଲୟରେ ନାଚ ,ଗୀତ ରେ BJD ଦଳୀୟ ପ୍ରୋଚାରୋ ପ୍ରସାର କରି ଲୋକଙ୍କୁ ବୁଆ ବୁଲିବାରେ ପ୍ରୋଚାର ସରିଲା କଡ୍ସ ଅଫ କଣ୍ଡୁପ୍ ଲାଗୁ ହେଲା BJD ବିକ୍ରି ହଇ ସୋରିଲେ ଓଡ଼ିଶାର ଜନତା

  • @biswakalyanimohanty569
    @biswakalyanimohanty569 3 місяці тому +9

    ମାନସ ବାବୁ, ତମେ କାହାର ସ୍ତ୍ରୀ ଓ ତମ ସ୍ୱାମୀ କିଏ ?

  • @ranjitsabar6103
    @ranjitsabar6103 3 місяці тому +17

    ଇ ଶଳା କେ ମାର

  • @sadanandapradhan8954
    @sadanandapradhan8954 3 місяці тому +20

    Bjd harib

    • @user-vm4jx5th8u
      @user-vm4jx5th8u 3 місяці тому +2

      ହାଏ ହାଏ ବିଜେଡି

  • @balakrushnagouda2458
    @balakrushnagouda2458 3 місяці тому +7

    Actually ବିକାଶ ର କଥା ଯିଏ ପ୍ରକୃତ ରେ mind କରିବ ନା ସେ bjd ku ଫୋଟ ଦେବନି ଆଉ ବିକାଶ କଥା ତୁ କଣ କହୁଛୁ ବେ

  • @user-tw9le4mi8w
    @user-tw9le4mi8w 3 місяці тому +7

    ଏ ତାମିଲ୍ ଚାକର ଙ୍କ ପାଖରେ ଆଉ କିଛି ଉପାୟ ନାହିଁ ମହିଳା ଙ୍କୁ ବ୍ଲାକ ମେଲିଂ କଲେଣି

  • @NirakarSamantarai-db2mr
    @NirakarSamantarai-db2mr 3 місяці тому +7

    ପ୍ରଶ୍ନ ର୍ ଉତ୍ତର ଦିଅନ୍ତୁ.

  • @gurucharanbarik7817
    @gurucharanbarik7817 3 місяці тому +6

    ଆରେ ଅଲାଜୁକ ମାନସ. ବାଇଟି ରୁ ଲେଉଟିଲେ ଘର ବାଲି ସ୍ୱାଗତମ୍ କରନ୍ତି କି ନାହିଁ, ବଲ ବଲା ଅଲଜ୍ୟା ଟା🧐🧐🧐😏😏😏

  • @jmrrvlogs
    @jmrrvlogs 3 місяці тому +16

    Sethipain odissa tala adu 1 no

  • @pitrustappno8497
    @pitrustappno8497 3 місяці тому +13

    Biju janta dala, banda ra bala

  • @user-rz4jv2go8k
    @user-rz4jv2go8k 3 місяці тому +18

    ଆଉ କୋଉ ନେତା ନାହିଁ ବିଜେଡିର ବିତର୍କ କୁ

  • @sumanjena8698
    @sumanjena8698 3 місяці тому +10

    ଏଈ ଷଳା ମାନସ ବସ୍ତିଆ ପାଗଳ ହୋଇଜାଇଚି କେହି ଗୋଟେ ଭୋଟ ଦିଅନି ବିଜେଡି କୁ ମୋର ଏତିକି ଅନୁରୋଧ ଓଡିଶା ଵାସିଙ୍କୁ jay jagannath bjp zendabad

    • @jchoudhury274
      @jchoudhury274 3 місяці тому +2

      ଠିକ୍ କ ଥା ଜୟ ଜଗନ୍ନାଥ

  • @prasantakumarrout4020
    @prasantakumarrout4020 3 місяці тому +5

    ହଁ ତମେ ସବୁ ଛୋଡୁଛ ଚିଟ ଫଣ୍ଡ ଟଙ୍କା କୁଆଡେ ଗଲା

  • @srsahoo1
    @srsahoo1 3 місяці тому +12

    Vote aasile jojana bala Bala hue😅

  • @RKNayak-ug1bn
    @RKNayak-ug1bn 3 місяці тому +2

    ମେଣ୍ଟ ହେଲେ ବିଜେପି ବର୍ବାଦ ମେଣ୍ଟ ନ ହେବା ଆବଶ୍ୟକ. ଓଡିଶା ଲୁଟିବା ଯୋଜନା ଚାଲିଛି.. ମେଣ୍ଟ ନ ହେଲେ ବିଜେପି ସପୋର୍ଟ ପାଇବ.... 🙏🏼🙏🏼🙏🏼

  • @santoshkumarsahoo8671
    @santoshkumarsahoo8671 3 місяці тому +12

    ମାନସ ବସ୍ତିଆ କେବଳ ଗାଲୁଆ ନୁହେଁ, ଡହରା, ସଂସାର ଗାଲୁଆ, ମିଛୁଆ, ଅଶିକ୍ଷିତ,ବେଲଜା😮

  • @haraprasaddwibedy4795
    @haraprasaddwibedy4795 3 місяці тому +13

    Jojana Mala Mala Kintu Kama Bala

  • @Pradeep_kummar_Pattanayak
    @Pradeep_kummar_Pattanayak 3 місяці тому +5

    that is right madam

  • @brajabandhu1425
    @brajabandhu1425 3 місяці тому +6

    B.j.d dal kana odisha mahila nka sawml

  • @satrughnamallicj8703
    @satrughnamallicj8703 3 місяці тому +3

    Bjd ସରକାର ମହିଳା ମାନଙ୍କୁ ବ୍ଲାକମେଲ୍ କରୁଛନ୍ତି

  • @jyotirmaybiswal5363
    @jyotirmaybiswal5363 3 місяці тому +8

    Manas to boubia

  • @rahulsahu-fw6mm
    @rahulsahu-fw6mm 3 місяці тому +7

    Bikasha karicha vote paiba rana pakaibare mane kan

  • @aratadash5311
    @aratadash5311 3 місяці тому +4

    ଆରେ ବସ୍ତି ଆ ତୁ ପ୍ରକୃତରେ ଗୋଟିଏ କଚଡା ବସ୍ତା ...
    ଛି.....ଛି......ଛି....

  • @salilkumar9703
    @salilkumar9703 3 місяці тому +3

    ମାନସ ବସ୍ତିଆ କୁ କୁହନ୍ତୁ ନିଜର ମୁହଁ ଟାକୁ ଦର୍ପଣ ରେ ଦେଖିବା ପାଇଁ
    ସେ କେବେ ଠାରୁ ନେତା ହେଲାଣି ?

  • @quoteoftheday2357
    @quoteoftheday2357 3 місяці тому +7

    BJD ra Digahara disa maa ran BJD ku Vote Diani 😂Bapa Madua pua Dadan jhia surakhitani Garib Odia bujhi bichari Vote dia🎉

  • @jmrrvlogs
    @jmrrvlogs 3 місяці тому +14

    Odissa dadan re 1 no

  • @pradeepkumarsinha803
    @pradeepkumarsinha803 3 місяці тому +1

    ଯେଉଁଠି ନେତାମାନେ ଧର୍ମ, ଭଗବାନ କାହାରିକୁ ଖାତିରି ନ କରି ରାଣ, ନିୟମ ଠାକୁରଙ୍କ ରାଣ ପକାଇ ଡହ ମିଛକଥା କହି 1ଟଙ୍କାର ଖର୍ଚ୍ଚ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ହଡପ କରି ଚାଲିଛନ୍ତି, ଲୋକ ସବୁ ବୁଝିସାରିଲେଣି, ଏଥରକ.....ମରାଇବେ

  • @dayanidhimahabhoi3519
    @dayanidhimahabhoi3519 3 місяці тому +7

    Super Galua

  • @krutibashmohanta968
    @krutibashmohanta968 Місяць тому +1

    25ବର୍ଷ ଶାସନ ପରେବି ରାଣ ନିୟମ ଶପଥ ପାଠ କଣ ପାଇଁ ଅତି ହିନସ୍ତିଆ ରାଜନୀତି ବସ୍ତିଆ ବାବୁ ରାବଣ ଭଳିଆ ହେଇଗଲେ ବିନାଶ ସମୟ ଆସିଗଲା

  • @user-vm4jx5th8u
    @user-vm4jx5th8u 3 місяці тому +2

    ଯାହା କଲେବି ଚିତ୍ତପଟାଗଂ ବିଜେଡି

  • @SantoshNayak-qf7ze
    @SantoshNayak-qf7ze 3 місяці тому +2

    ମାନସ ବସ୍ତିଆ ମାଆଗିଆ ପାଗଳ ଯୋଜନା ମାଳ ମାଳ ଆଉ ସବୁ ବାଳ

  • @purty6130
    @purty6130 Місяць тому +1

    B. J. D. ଦଳ କେବଳ ଯଜନା ଦଳ ଗାଁ ଗଳିରେ ଉନତି ମୂଳକ କାର୍ଯ୍ୟ କିଛି କରି ନାହିଁ ଯଜନାରେ ଲକଙ୍କୁ ଭୁଆଁ ଭୁଲଉଛି ଆଉ ମଦ ମାଂସ ଲୋଭ ଦେକେଇ ଭୋଟ ହଡବ କରୁଛି ଏହା ହେଲା bjd ର କାର୍ଯ୍ୟ

  • @gajendrasamal5300
    @gajendrasamal5300 Місяць тому +1

    ଅବ୍ କି ବାର୍ ମୋଦି ସରକାର
    ଜୟ ଶ୍ରୀ ରାମ

  • @pratapjena1193
    @pratapjena1193 3 місяці тому +8

    ଛୁଡିପୁଅ ମାନସ ତୁ ଟିକେଟ ପାରିବୁନା, ଗେଣ୍ଡା ଦଳ ଆଜି ପାଗଳ ହୋଇଗଲାଣି

  • @gangadharganga875
    @gangadharganga875 3 місяці тому +4

    Ali rajapua gotia katasa pari dekhajauchi

  • @user-rq7lx3ix8r
    @user-rq7lx3ix8r 3 місяці тому +7

    Bjd,ra,sabu,galua,neta

  • @akshayasahoo7093
    @akshayasahoo7093 3 місяці тому +5

    ମାନସ babu ତମ ମନକଥା ରାଣ ପକେଇବ

  • @user-rp3jz1ms6m
    @user-rp3jz1ms6m 3 місяці тому +5

    Bjd ra sankha sin dura rana .
    Bjd ra neta netree mane ginha geinbaku bhala pahanti sethipainhi bjd ku vote dauchanti.
    Bjd 2 tanka nia aau ginha khaa .ama odisha banda odisha odisha.

  • @kalandisingh4787
    @kalandisingh4787 3 місяці тому +2

    Mansa Babu 500 tanka dei loka buha ହେଉଛି

  • @anilsahoo1204
    @anilsahoo1204 3 місяці тому +1

    ଗରମ ପାଣି ରେ ଚାଳ ପୋଡ଼େନି , ତେଣୁ ମା ଭଉଣୀ ଏହି ରାଣ ନିୟମ ଭୁଲି ରାଜ୍ୟ ରେ ପରିବର୍ତ୍ତନ ଆଣନ୍ତୁ l

  • @biswanathsitha5142
    @biswanathsitha5142 3 місяці тому +1

    ହଇରେ ଶଳା ରାଣ , ନିୟମ କଣ ପାଇଁ ' ସେଇ କଥାର ଉତ୍ତର ଦେ ରେ !! ଯଦି ବିଜେଡ଼ି ଶାସନରେ ଜନତା ଖୁସି ଅଛନ୍ତି , ଭୋଟ ତ ଖୁସିରେ ଆସିବ | ଏତେ ଥରହର କାହିଁକି ? ଭୋଟ ବେଳେ ଏତେ ମାଳମାଳ ମିଛ ଯୋଜନା କଣ ପାଇଁ ?? ଟଙ୍କା ବଣ୍ଟା ବେପାର କଣ ପାଇଁ '" ??

  • @dhirendraparida79
    @dhirendraparida79 3 місяці тому +3

    Odissa dadan ra 1no

  • @user-ce3ql7eq1g
    @user-ce3ql7eq1g 3 місяці тому +3

    Nari mane bujile sabu kichi heipariba nahele ahuri kete kan sunibe

  • @jibardhannaik7039
    @jibardhannaik7039 3 місяці тому +5

    BJD no 1 Chora

  • @hemantakumarmohanty849
    @hemantakumarmohanty849 2 місяці тому +1

    ମିଛୁଆ ବିଜେଡି ବିଧାୟକ ମନ୍ତ୍ରୀ ସାଂସଦ ମୁଖ୍ୟମନ୍ତ୍ରୀ ସବୁତକ ଗାଲୁଆ ଠକ ଭୋଟ ଦେବୁ ନାହିଁ

  • @BhaskarchMallik
    @BhaskarchMallik 3 місяці тому +3

    BJP zindabad

  • @PrasantaMalick-tl7xb
    @PrasantaMalick-tl7xb 2 місяці тому +1

    ହଁ ରେ ଟାଉଟର ପର ସ୍ତ୍ରୀ ପର ବହୁ ସଂଖା ସିନ୍ଦୂର ନେଇ ରାଜନୀତି କରିବା ତମର ବହୁତ୍ ଭଲ କାମ ବୋଲି ଭାବୁଛ ହା ଛିଃ ଛିଃ ଛିଃ

  • @user-cu5mi8em4t
    @user-cu5mi8em4t 3 місяці тому +2

    କିଯୁଗ ହେଲାଲୋ ମା ଲାସ୍ତୁକୁ ରଣନୋ ପାଇଲା

  • @HarikrishnaGouda
    @HarikrishnaGouda 3 місяці тому +2

    ଆଉ ବାଳ ବଳ ଅଛି ଏବେ ତମର -------- ମାରିବେ ମାନସ ମନେରଖ

  • @prasantakumarsinging9124
    @prasantakumarsinging9124 3 місяці тому +1

    ଯଦି ଓଡ଼ିଶାର ମାଆ ଭଉଣି ମାନେ sankha ଆଉ sindura ର ପ୍ରକୃତ ମୂଲ୍ୟ ବୁଝି ଥିବେ ,ତା ହେଲେ ସେଇମାନେ ତାର ଉଚିତ୍ jawaab ଦେବେ 🙄🙄🙄🙏🙏🙏

  • @jashobantapradhan7888
    @jashobantapradhan7888 3 місяці тому +1

    ଶଂଖା ସୁର ସ୍ତ୍ରୀର ପୁଣ୍ୟ ବଳରେ ଭଗବାନ ବରପ୍ରାପ୍ତ ରେ ଶଂଖଧୋନୀ ଚାରି ଯୁଗରେ ଅମର ରହିଛି

  • @jatinkumarbarik9574
    @jatinkumarbarik9574 3 місяці тому +2

    ଓଡିଶା କୁ ତ ବିକଶିତ କରିଦେଲ ଏବେ ଗାଦି ଛାଡ଼

  • @manasrout6453
    @manasrout6453 3 місяці тому +1

    ଏବେ କୁଆଡେ ଯିବ ନବିନ୍ ସରକାର ଠଡିଶା ଲୋକ ମାନେ 75 ପସେନଟ ଏବେବି ଦାଦନ ଖଟିଛନ୍ତି ପେଟ ପାଟଣା ପାଈ ନିଜ ଯିବନକୁ ବାଜିଲଗାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ସୁରଟ ଦିତିୟ ଠଡିଶା ତାମିଲନାଡ଼ୁ ତୃତୀୟ ଠଡିଶା ବାଗୁଲୋର ଚତୁଥ ଠଡିଶା କାରଣ କାମ ନାହିଁ ଆଉ ଯେଉଁ ମାନେ ଠଡିଶା ରେ କାମକରୁଛନ୍ତି ସେମାନକୁ ଠିକଭାବେ ପଇସା ନାହିଁ ଲୋକମାକୁ ଠକୁଛୁନ୍ତି ହେ ଠଡିଶା ସରକାର ଅନୁରୋଧ ଦାଦନ ଶ୍ରମିକ କୁ ରଖିଆ କର

  • @munaliza3864
    @munaliza3864 3 місяці тому +1

    Bjd ହଟାଅ ଓଡ଼ିଶା ବଞ୍ଚାଅ

  • @user-hv3md9vr5h
    @user-hv3md9vr5h 2 місяці тому +1

    ମାନସ ବାବୁ ଯାହା କହୁଛନ୍ତି ସେ ଜାଣି ପାରୁନାହାନ୍ତି ସେ କହୁଛନ୍ତି ଛାନିଆ କିଏ ହଉଚି ଛାନିଆ ହଉଚି

  • @sukantabarik9457
    @sukantabarik9457 3 місяці тому +2

    BJD is Ruling more yrs .so
    Odisha wants change.

  • @kanhucharanmahanta3599
    @kanhucharanmahanta3599 3 місяці тому +1

    ମାନସ ବସ୍ତିଆ ବାବୁ ନବୀନବାବୁ ମୁଖ୍ୟମନ୍ତ୍ରୀ ହେବେ ନା ପାଣ୍ଡିଆନ ଵାବୁ ହେବେ ଆପଣ ବୋଧେ ଜାଣିପାରୁ ନାହାନ୍ତି

  • @tusharpradhan6530
    @tusharpradhan6530 3 місяці тому +1

    Bjd ଦଳରେ ଯେତେ ନେତା ସବୁଯାକ ବାହାପିଆ, ଗାଳୁଆ,ସଜାଗ ହୁଅନ୍ତୁ,

  • @basudebjarel3176
    @basudebjarel3176 3 місяці тому +4

    Bjdmanshacarosalata

  • @haraprasaddwibedy4795
    @haraprasaddwibedy4795 3 місяці тому +2

    Pratapa Deb Sankha Sindura Rana Pakai ba.,

  • @santoshpattanayak5630
    @santoshpattanayak5630 3 місяці тому +3

    Bjp jay shree ram

  • @manojsahoo6184
    @manojsahoo6184 3 місяці тому +3

    Bjd neta vote pain nija maa kn knku vada deidebe sankh dindur

  • @depaksamal2424
    @depaksamal2424 3 місяці тому +2

    Hariba

  • @kuanrtudu9960
    @kuanrtudu9960 3 місяці тому +1

    ମାନସ ବସ୍ତିୟା କୁ ଡ଼ାହାଣି ଖାଇଯାଉ । ତା ଇସ୍ତ୍ରୀ ରାଣ୍ଡ ହେଉ ।

  • @niranjanpanda8574
    @niranjanpanda8574 3 місяці тому +4

    BJD kan husband???

  • @KabitaNayak-cr8mb
    @KabitaNayak-cr8mb 3 місяці тому +1

    ଗେଣ୍ଡା ଦଳ ମେଣ୍ଢା ଭଳିଆ ପୁରା ମିଛୁଆ❤❤

  • @SureshKumarNayak69
    @SureshKumarNayak69 3 місяці тому +2

    Being a hard core follower of your channel, I request you not to invite Manas Bastia to any debate. He is not eligible to be a panelist. He lacks a lot of things. No need to define his capability.

  • @krushnadas1509
    @krushnadas1509 3 місяці тому +2

    25 barsh ra lut anyay atyachar mad. Dadan arajakata pain maa Mane dai rahibe maa Mane bichar karntu .......s m j

  • @serialadda8835
    @serialadda8835 Місяць тому

    ବିଜେଦି ଦଳ ର ଚୋରି ପଇସା ଆଉ କାମ ଦେଉ ନାହିଁ ସେଥିପାଇଁ ରାଣ ନିୟମ ପକେଇ ଭୋଟ ହାତେଇବାକୁ ବସିଛନ୍ତି

  • @jayakrishnapradhan-ms6tm
    @jayakrishnapradhan-ms6tm 3 місяці тому +1

    ଶଳା ମାନସ ବସ୍ତିଆ ପାଗଳ ହୋଇ ଗଲାଣି

  • @mangulidehuri5553
    @mangulidehuri5553 3 місяці тому +1

    ବୁଝି ହେଉନି ଏଠି ସ୍ଵାମୀ ସ୍ତ୍ରୀ କିଏ?😅

  • @arundehury4906
    @arundehury4906 3 місяці тому

    ବିଜେଡି ଭେ।ଟ ପାଇଁ ଯେଉଁ ଟଙ୍କା ବରବାଦ କରିଛନ୍ତି। ଓଡ଼ିଶା କଙ୍କାଳ ହେବା ଭାଇ କହିଲେ😮. ବିଜେଡି ନର୍କରେ ପଡିବେ । ମୁଁ କହୁଛି ସେମାନଙ୍କୁ କ୍ୟାନ୍‌ସର ରୋଗ ଗ୍ରାସ କରିବ, ବିଜେଡି କଣ କରିଛି ତାର ପ୍ରତିକ୍ରିୟା ପରେ ଜଣା ପଡିବା।

  • @knowledgetopic7875
    @knowledgetopic7875 3 місяці тому +2

    Odisha basi tanka pacha ade phuteibe banaa.....aau tume kn naba ranaa...

  • @serialadda8835
    @serialadda8835 Місяць тому

    ଆଉ ଦୁଇ ରାଣ ରହିଗଲା ଗୋଟିଏ ବାପ ଘର ରାଣ ଅନ୍ୟଟି ହେଲା ଶାଶୁ ଘର ରାଣ

  • @suvanarayansankhua8619
    @suvanarayansankhua8619 Місяць тому +1

    Good BJP BJP 🙏🙏❤️❤️

  • @jullysamal6626
    @jullysamal6626 Місяць тому

    ଜୟ ନବୀନ ଜୟ BJD ଶଙ୍ଖ
    ଠିକ୍ ମାନସ ବୁ

  • @user-bc5tl7gh3w
    @user-bc5tl7gh3w 3 місяці тому +1

    Manasa cheers to maa bieeeeeeeeeeeeeeeee

  • @user-nv8gj1yy5y
    @user-nv8gj1yy5y 3 місяці тому

    ବହୁତ ସାରା coments ଆସୁଛି,, ବିଜେଡି ହଟାଅ,,, ତେବେ ଭୋଟ ଗଣତି ପରେ ବିଜେଡି କାହିଁକି,,90%ଭୋଟ ପାଉଛି???

  • @trilochanpatnaik6321
    @trilochanpatnaik6321 3 місяці тому

    ମାନସ ଙ୍କୁ ପଚାର ପଚିଶ ବର୍ଷ ରେ କେତେ cold storage କରିଛନ୍ତି। ଖାଲି ସ୍ତ୍ରୀ ଲୋକଙ୍କ ଶଙ୍ଖା ସିନ୍ଦୂର ରାଣ ଦେବା କଣ BJD ସରକାର ର ନିର୍ବାଚନ ଗ୍ୟାରେଣ୍ଟି? BJD ମୁଖିଆ ଙ୍କର ତ ସ୍ତ୍ରୀ ନାହିଁ, ତେଣୁ ସେମାନେ କାହିଁକି ଶଙ୍ଖା ସିନ୍ଦୁର ରାଣ ଦେବେନି। ସ୍ବାର୍ଥ ଲୋଭରେ ସେମାନେ ସାଧାରଣ ଭଦ୍ରମୀ ଭୁଲି ଗଲେଣି।

  • @Susantadas-ut9nx
    @Susantadas-ut9nx 3 місяці тому

    ବିନାଶ ସମୟ ଆସିଲେ ରାବଣ ପରି ଜ୍ଞାନୀ ସେ ଅଜ୍ଞାନୀ ହୋଇଯାଏ ବିଜେଡି ନେତା ମାନଙ୍କୁ ସେମିତି ଘଟୁଛି ବିକାଶ କାଳେ ବିପରୀତ ବୁଦ୍ଧି ବିଜେଡି ଜଦି ବିକାଶ କରିଛି ତାହାହେଲେ କ'ଣ ପାଇଁ ରାଣ ନିୟମ ପକେଇ ଭୁଟର ମାନଙ୍କୁ ବାନ୍ଧି ରଖୁଛି

  • @haraprasaddwibedy4795
    @haraprasaddwibedy4795 3 місяці тому +1

    Bikasata Karichhanti Tebe
    Kahinki Sankha Sindura Rana....

  • @user-fl6rm7cv9u
    @user-fl6rm7cv9u 3 місяці тому +2

    BJP❤

  • @raghunathguruna
    @raghunathguruna 3 місяці тому +1

    Bjd hariba