Vote Khatti | Here's what voters in Cuttack say about Odisha elections 2024
Вставка
- Опубліковано 17 кві 2024
- #କହୁ_କହୁ_ସବୁ_କହିଦେଲେ_ଭୋଟର!
ଆଉ କିଛି ଦିନ ପରେ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ବିଜେପିର ୨୫ ବର୍ଷର ଶାସନ କଥା ସହ ଏଥର ସରକାର ବଦଳିବ ବୋଲି ସାଧାରଣ ଜନତା କହିଛନ୍ତି।
#Elections2024 #OdishaPolitics #Cuttack #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ବିଜେଡି ହଟାଅ ଓଡିଶା ରାଜ୍ୟ ବଞ୍ଚାଅ 👍👍👍
Brother BJP ku vote diyantu🙏🙏🙏🙏🙏🙏🙏 request
JAY JAY BJP
vote for BJP
Vote for BJP 🚩🚩🚩
Vote for bjd
ମୁଁ ବିଜେପି କୁ ଭୋଟ ଦେବି ।।
ଆପଣମାନେ କାହାକୁ ଭୋଟ ଦେବେ ???
ଦୟାକରି ମତାମତ ଦେବେ ।।
🪷🪷🪷🪷🪷🪷🪷🪷🪷🪷🪷
Mu bi bjp ku bhote debi ,jay sri ram 🚩🚩🚩🚩🚩🚩🚩🚩🚩🚩🚩🚩🚩🚩
ମୁଁ ବି ବିଜେପି
ଆମର କଟାବାଜି ବିଜେପି 🌹🌹🌹🌹🌹🙏🙏🙏
ଜିଏ କୁକୁର ସିଏ ଭଟ ବିଜେଡ଼ି, କୁ ଦେବ
Bjp
ବିଜେପି ଜ଼ିନ୍ଦାବାଦ18 ଟି ଭୋଟ ବିଜେପି କୁ ଯିବ
Dhanyawad bhai ji
ମୋର 7 ଟି ଭୋଟ
ଜୟ ବିଜେପି
Modi kukuro kete Jan ko job diechi hisab deu aage
Modi kukuro lic Bank airport electricity railway station ko bandha pakaichi bideshi hatare
SBI election chanda Paisa ghatla Kari ki gandi maarichi ed CBI pachare udauthila taha Dhara PADI galani modi kukuro
Desho re daro daam haichi gas telo khadya medicine rate badhai gandi maarichi desho ko dus borosho hela
Manipur hinsha Aaji parjanta chalichi modi kukuro kete pacharuchi
ନବୀନକୁ ଯେତେଶୀଘ୍ର ଓଡ଼ିଶାରୁ ବିଦାକର
ପାଣ୍ଡୁ ତାମିଲ 100କୋଟି ଟଙ୍କା ଖାଇ ବିଶ୍ବସ୍ତରୀୟ ବସ ଷ୍ଟାଣ୍ଡ କରିଚି ପାଣ୍ଡୁ ହଟା ଓ ଓଡ଼ିଶା ବଞ୍ଚାଅ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୩୦୦୦ କୋଟି, ସମଲାଇ ପ୍ରକଳ୍ପ ରୁ ୧୦୦ କୋଟି, ଅଖା ବ୍ୟାଗ୍ ରୁ ୨୦୦ କୋଟି , ଖଣି ରୁ ମାସକୁ ୧୦୦୦ କୋଟି ଚଳୁ କରୁଛି
A
Jay kisan Jay bjp❤
କେତେଦିନ ଆଉ କ୍ରୀତଦାସ ହେଇ ରହିଥିବ ରେ ଓଡ଼ିଆ, ଏଥର ସରକାର ବଦଳାଅ
ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍
Only BJP 🙏
Odisha needs to be change
BJP jindabad.
Only BJP
BJD hatao Odisha bachao.
Only BJP in odisha.
ଓଡ଼ିଶାରେ କୌଣସି ଦଳରେ ମଧ୍ୟ ଭଲ ରାଜନେତା ନାହାନ୍ତି ।
ତଥାପି BJP କୁ ଥରେ ସୁଯୋଗ ଦେବା ଉଚ଼ିତ ।
Manoku paila bhalia Katha tie kahichhanti.
Super Katha kahila bhai ମନକୁ ପାଇଲା
କେବଳମାଗଣା ଖିଆଭୋଟର ଗାଁଟାଉଟର
ଦାୟୀ ଦେଖିବେ ଗାଁଟା ଉଟର ବିଜେଡିକୁ ଖୋଳ କରି ପୁଣି ବିଯେ ପିକୁ ଡେଇଁଲେଣି ଏଥିପାଇଁ କିଛି
ବ୍ୟବସ୍ଥା କରନ୍ତୁ
Murkha Ganda Mane bjd ku vote dianti
Right ସାର
Mo vote bjp
Tq
ଧନ୍ୟବାଦ୍ ଭାଇ, BJD ହଟାଓ ଓଡିଶା ବଞ୍ଚାଅ
Bjp win
Right sir.
Bjp
Thanks bhai
ଓଡିଶା ରେ ଶିଳ୍ପ କାରଖାନା ଅଧିକ କିନ୍ତୁ ଓଡ଼ିଶାରେ ଓଡିଶା ଲୋକ ଚାକିରୀ ପାଉନାହାନ୍ତି ବାହାର ଲୋକ ଚାକିରୀ ପାଉଛନ୍ତି, ଏଇ ଆମ ଓଡିଶା ସରକାର ଶାସନ
Very nice discussion
ଏଥର ଓଡ଼ିଶା ରେ ବିଜେପି ସରକାର 🎉🎉🎉
Bahut Dhanyabad Bhai Jay Jagarnath ❤❤❤❤❤❤❤🚩🚩🚩🚩🚩🚩🚩
Only BJP..
ଆମ ନଵୀନ ମଦୁଆ ମୁଖ୍ଯମନ୍ତ୍ରୀ
RIGHT SIR SABUTHARE MADA BHATI
ପରିବର୍ତ୍ତନ ଅବଶ୍ୟମ୍ଭାବୀ
Only BJP 🧡💪🚩
Jeu mane bjp ku bhot debe like karantu. Mu bjp
Service nahi,rojogar nahi,kandal Kari ,fake news kaari vote ateibar janichhi,congres ku vote dia
absolutely right
ଚୋର ପାଇଁ ଅନ୍ଧାର ରାତିଟା ମହଙ୍ଗା ପଡ଼ିପ
ସବୁଦିନ ରହିବ ନାହଁ ଜୟ ଶ୍ରୀରାମ ଜୟ ହୋ 🚩🚩🚩
କନ୍ଧମାଳ ଛଡା ସବୁ ବିଜେପି
ମୁଖ୍ୟମନ୍ତ୍ରୀ କେବଳ Emotional blackmailing କରୁଛନ୍ତି
BJP Jindabad
ଏଥର ବିଜେପି💪👍👍
Change the government
ଏତେ ଦିନ ଜା କୁଆଡେ ଜାଇଥିଲ
ମୋ ପରିବାରର 40 ଭୋଟ କେବଳ ରାଷ୍ଟ୍ରୀୟ ସରକାର ପାଇଁଁ
Naveen hatao Odisha bacho .
Vai thik kohuchanti
Sir 🙏🙏🙏
ଜନତା ଙ୍କୁ ଅନୁରୋଧ, ଶଂଖ ଚିହ୍ନ ରେ ଭୋଗ ଦିଅନ୍ତୁ ନାହିଁ।
ମୁପଞ୍ଚିମ ଓଡ଼ିସାର ଭାଇ ସବୁ ସତ କଥା ପରିବର୍ତ୍ତନଦରକାର
ଯା ହଉ ଲୋକ ବୁଝିଲେଣି,ଅଳ୍ପ ଲୋକ ହୁଅନ୍ତୁ ପଛେ।
ଓଡ଼ିଆ ଲୋକ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି
ଆଉ ଅଣ ଓଡ଼ିଆ ମାନଙ୍କୁ ଓଡ଼ିଶା ରେ କାମ ଦିଆ ଯାଇଛି
ପଶ୍ଚିମ ଓଡିଶା ରେ
ସ୍କୁଲ ନକଲି
ମାଷ୍ଟର ନକଲି
ନେତା ନକଲି
ସମ୍ବିଧାନ ନକଲି,,,,,,,,.... 🤣🤣🤣🤣🤣🤣🤣🤣🤣🤣🤣🤣
ଜୟ ଶ୍ରୀ ରାମ 🎉
Bjp🎉🎉🎉
ଏବୁଡ଼ା ନିଶ ଅଧିକ ବଡିବାରୁ କିଛି ଦେଖିପାରୁନି
Jay jaganath
This time parivartan conform public demand
ଅଯୋଗ୍ୟ ମୂଖ୍ୟ ମନୃ
Good comment
Very good ❤
ବିଜେପି ବିଜେଡି ସମାନ ସେଥିପାଇଁ vote for Congress
Right
❤ଜୟବିଜେପି❤
ବିଜେପି ଆସିଲେ ଗଣତନ୍ତ୍ର ରହିବତ? ଜାଗୋ ଓଡିଶା ଜାଗୋ
ଭାଈ ଓଡ଼ିଆଙ୍କ ମନ କଥା କହିଦେଲ
M.p.M.L. odisha B.J.P. 100 💯 ok
White t shirt sir is absolutely right
Dhanyabad bhai sata kahithibaru.
Sidha salakh kahile bjp bhote nei jiba ,right katha kahile chasama pindha bhaina
ଆଖି ଖୋଲି ପଦ୍ମକୁ ଭୋଟ ଦିଅ , ଭାରତ କୁ ହିନ୍ଦୁରାଷ୍ଟ୍ର ହେବାରେ ସାହାଜ୍ୟ କର
ବିଜେପି ଜିତିବ ଓଡ଼ିଶା ବଞ୍ଚିବ ।
Thanks you sir❤❤❤
ନବୀନବାବୁ ଙ୍କ ବୟସ ହୋଇଗଲାଣି ଏବେ ଅବସର ନେଇଯିବା ଉଚିତ୍।ନବୀନବାବୁ ବିଧାନସଭା ର 147 MLA ଙ୍କୁ ବାହାର କରିଦିଅନ୍ତୁ ।Mr. ପାଣ୍ଡୁ ତ ଓଡ଼ିଶାର ସବୁକଥା ବୁଝାବୁଝି କରୁଚି ତାକୁ ଦାୟିତ୍ବ ଦେଇଦିଅନ୍tu ସେ ଓଡ଼ିଶା ଚଳାଇପାରିବ।।ନୟାଗଡ଼ ରୁ।।
Very nice👍👍
Jai shree ram
ଦାଦନ ଖଟି ସରକାର୍ ଜିନ୍ଦା ବାଦ୍, ଏଥର ମୋଦି ସରକାର୍
BJP jindabad jindabad jindabad 🙏
ଜଯ ବିଜେପି
Right 💯 odisha re only BJP
No fear for truth
Only bjp win
ଏଥର 5 ବର୍ଷ ପଦ୍ମ
Only B J P for Odisha
ସରକାର ପରିବର୍ତନ ନିହାତି
Legend news channel OTV👍
100/ right
Sir tik kahuchanti
Very Good voter
You are right Sir
Correct statement by public.People of odisha need change now.
Tume Thik kahicha
ଜୁନ ୪ କୁ ଅପେକ୍ଷା କରନ୍ତୁ
ପଣ୍ଡିଆନ୍ ହଟାଅ ଓଡ଼ିଶା ବଞ୍ଚାଅ
ଓଡିଶା ବାସି ସମସ୍ତେ ଚାଲ ନନ୍ ଓଡିଆ ହେବା କାହିଁକି ନା ମୁଖ୍ଯ ମନ୍ତ୍ରୀ ନନ୍ ଓଡିଆ, ୫ଟି ନନ୍ ଓଡିଆ
ଏ ଗଣ ମାଧ୍ୟମରେ ମୁଁ ମୋର ସମସ୍ତ ପ୍ରିୟ ଓଡିଶା ବାସୀଙ୍କୁ ପ୍ରଣାମ ଜଣାଉଛି. ମୋର ସମସ୍ତ ପ୍ରିୟ ଓଡିଶା ବାସୀମାନଙ୍କୁ ବିନମ୍ର ପାର୍ଥନା କରୁଛି ଏ ପାଣ୍ଡିଆନ ମହାଶୟ ଙ୍କୁ ଇଡ଼ିଶାରୁ ହଟାନ୍ତୁ କ୍ଷମତାରୁ ହଟାନ୍ତୁ. ଆମକୁ ତାମିଲ ଶାସନ ଦରକାର ନାହିଁ. ବିଗତ କେତେ ବର୍ଷ ଧରି ଯେପରି ଆମ ମୁଖ୍ୟ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ନିଜେ କ୍ଷମତାର ଅପବ୍ୟବହାର କରି ଆମ୍ଭମାନଙ୍କୁ ଅଣଦେଖା କରିଛନ୍ତି. ଯଦି ସେ ପ୍ରକୃତରେ ସମାଜ ସେବା କରିବାକୁ ଚାଁହୁଛନ୍ତି ସେ ନିଜ ରାଜ୍ୟକୁ ଯାଇ କରନ୍ତୁନା. ଯେପରି ତାମିଲନାଡୁ ରେ k Annamalai କରୁଛନ୍ତି. ପାଣ୍ଡିଆନ ମହାଶୟ ନିଜ ରାଜ୍ୟକୁ ଯାଇ K Annamalai ଙ୍କୁ ସହଯୋଗ କରନ୍ତୁ. ପାଣ୍ଡିଆନ ମହାଶୟ ଗୋଟିଏ ସର୍ତରେ କ୍ଷମତାରୁ ବାହାରିବେ ଯଦି ବିଜେଡି କ୍ଷମତା କୁ ନ ଆସିବେ. ଆମର ଓଡ଼ିଆରେ ଏଜ କବିତା ଅଛି ମାତୃଭୂମୀ ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଆମେ ଜ୍ଞାନୀରେ ଗଣିବା ଅଜ୍ଞାନୀ ରହିବେ ନାହିଁ.. ତେଣୁ ପାଣ୍ଡିଆନ ବାବୁ ଏତେ ଜ୍ଞାନୀ ତେବେ ନିଜ ରାଜ୍ୟକୁ ଯାଇ ସମାଜ ସେବା କରନ୍ତୁନା କିଏ ମନା କରୁଛି. ତେଣୁ ଆପଣ ମାନଂକୁ ଅନୁରୋଧ ଆପଣ ମାନେ ବହୁ ମତରେ ବିଜେପି କୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ. ପାଣ୍ଡିଆନ କୁ ହଟାନ୍ତୁ. ଜୟ ଜଗନାଥ 🙏🙏
Right
ଚିଠି ଫଣ୍ଡ୍ ପଇସା କୁଆଡେ ଗଲା
Thik katha
Very good
Raght bhai
Right taking
Right 💯
ଏ ଥର ବିଜେପି ସରକାର
ମୋର ରାସନ କାର୍ଡ ରେ ନାମ ଥିଲା କିନ୍ତୁ ମୁଁ ଝୋଟ ବେଗ and 1000 ଟଙ୍କା ପ୍ରତ୍ୟାଖାନ କରିଦେଲି ମୋର Odisha's ସ୍ୱାଭିମାନ ପାଇଁ।
BJD ପଇସା ଦେଇ କି ଭୋଟ କିଣି ବ ଯେମିତି ହେଲେ ବି BJP କୁ ଜିତା ଅ ଓଡ଼ିଶା ରେ ମୋଦି ସରକାର ହେବ ନାହିଁ ତ ସେ ନବୀନ ପଟ୍ଟନାୟକ ଓଡ଼ିଶା କୁ ଆଉ ଶାସନ କରି ବ 😂😂😂
Bhai thik kahichanti