Self-styled Godman dupes Rs 62 lakh from woman in Cuttack, here's what victim says

Поділитися
Вставка
  • Опубліковано 27 кві 2023
  • Self-styled Godman dupes Rs 62 lakh from woman in Cuttack, here's what victim says
    #ମତେ_ପାଣି_ପିଆଇ_ବଶ_କରିଦେଇଥିଲା
    କଟକରେ ଗୁଣିଗାରେଡି ନାଁରେ ୬୦ ଲକ୍ଷ ଲୁଟ୍ ଘଟଣା । ପାଣି ପିଆଇ ବଶ କରି ଟଙ୍କା ନେଇଥିବା କହିଲେ ମହିଳା ।
    #Hiddentreasure #Cuttack #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 545

  • @kailashchandrarout2551
    @kailashchandrarout2551 Рік тому +174

    ଯୋଉ ମାନେ ରାତାରାତି ବଡ ଲୋକ ହେବା ସ୍ବପ୍ନ ଦେଖନ୍ତି ତାଙ୍କ ଏ ଭଳି ଅବସ୍ଥା ହୁଏ।

  • @umakantbag4800
    @umakantbag4800 Рік тому +30

    ପାପ ଅର୍ଜିତ ଧନ ପ୍ରାୟଶ୍ଚିତ ରେ ଯାଏ 👍🏾👍🏾👌

  • @rabinarayanpradahan9380
    @rabinarayanpradahan9380 Рік тому +89

    ଭଲ ଲାଗିଲା,,
    କାହାଣୀ ଟା,,,
    ପିଲା ବେଳେ ବୁଢ଼ୀ ମା' ଏମିତି ସବୁ କାହାଣୀ କହୁଥିଲେ,,,😮😢😮

  • @bijayamarandiofficial8738
    @bijayamarandiofficial8738 Рік тому +41

    ପାପ ଧନ ପ୍ରାୟଶ୍ଚିତ ରେ ଯାଏ....

  • @loveyoumymoti8239
    @loveyoumymoti8239 Рік тому +86

    ପିଲାଦିନେ ମୁଁ ଯୋଉ ଗପ ଶୁଣିଥିଲି
    ( ଅତି ଲୋଭରୁ ତନ୍ତି ମରେ ) ଆଜି ସେଇଟା ସତରେ ଦେଖିବାକୁ ମିଳିଲା, 😊😊

  • @debashistalapatra1051
    @debashistalapatra1051 Рік тому +61

    Madam, ଭୁତ ସଭାପତି ଙ୍କୁ ଡାକିଥାନ୍ତେ।
    ସେ ଏବେ ଜେଲ୍ ରେ ଅଛନ୍ତି
    ଆପଣ ଦେଖା କରି ପରିବେ

  • @saheedkumar6317
    @saheedkumar6317 Рік тому +33

    ଲୋଭ ହିଁ ସବୁ ଅନର୍ଥ ର କାରଣ... କିଛି ଅସୁବିଧା ନାହିଁ madam ଆପଣଙ୍କ ପାଖରେ ଅଜସ୍ର ପଇସା ଥିଲା ସେଥିରୁ କିଛି ପଳେଇଗଲା.. No tension.. ଜୟ ଜଗନ୍ନାଥ..

    • @tnanda1432
      @tnanda1432 Рік тому +2

      Non odia, ଲାଗୁଚି ଗୁଜରାଟୀ କିମ୍ବା ମାରୱାଡ଼ି

    • @mahaveercreation8587
      @mahaveercreation8587 Рік тому +1

      Right

  • @dhaneswardang3527
    @dhaneswardang3527 Рік тому +51

    ବୋକା ଆଉ ଲୋଭୀ ମଣିଷ ଏମିତି ହୁଅନ୍ତି l

  • @jitendrasahu9073
    @jitendrasahu9073 Рік тому +15

    ବୁଢ଼ୀ ମା ଙ୍କ କାହାଣୀ ପରି ବହୁତ୍ ମଜା ଲାଗିଲା😅😅😅

  • @dillipmohanty2346
    @dillipmohanty2346 Рік тому +9

    2023 main aap jesa Blind man.... Jay Jagannath

  • @BINAYAK0045
    @BINAYAK0045 Рік тому +13

    ଧନ୍ୟ ଏହି ମହିଳାଙ୍କୁ।

  • @lingarajdash8889
    @lingarajdash8889 Рік тому +30

    ଜଣେ ଉଚ୍ଚ ଶିକ୍ଷିତା ମହିଳା ଏଭଳି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

  • @swadhinswain5394
    @swadhinswain5394 Рік тому +12

    ତୁମ କଥାବାର୍ତ୍ତାରୁ ଲାଗୁଚି ତମେ ବହୁତ୍ ଶିକ୍ଷିତ ହେଲେ ତୁମର ଲୋଭରୁ ଆଉ କିଛି ଅଧିକ ପାଇବା ଆଶାରୁ ଆଜି ଏ ଅବସ୍ତା ବେଳ ଅଛି ସୁଧୁରି ଜାଅ ,ଜୟ ଜଗନ୍ନାଥ

    • @kousik8042
      @kousik8042 Рік тому +1

      not educated.......but person with academic certificates.....there is a difference.

  • @anjalinayak273
    @anjalinayak273 Рік тому +13

    ଧନ ଯ‌ଉଆଡୁ ଆସିଥିଲା ସେଇ ଆଡେ ଗଲା, ଯେମିତି କର୍ମ ସେମିତି ଫଳ

  • @paramanandanaik2964
    @paramanandanaik2964 Рік тому +31

    ଦୁନିଆ ରେ ଏ ପ୍ରକାର କୌଣସି ବିଦ୍ୟା ନାହିଁ madam.

  • @srikantadeepak9698
    @srikantadeepak9698 Рік тому +13

    ଏଭଳି ମାଇକିନିଆ ସଂସାରରେ ଆହୁରି ଅଛନ୍ତି

  • @arunprasaddash1399
    @arunprasaddash1399 Рік тому +8

    ଏପରି ସଭ୍ୟ ସମାଜରେ ଯଦି ଅନ୍ଧ ବିଶ୍ବାସ ରହିବ ତାହେଲେ ଆଦିବାସୀ ଅଧ୍ୟୁଷିତ ଲୋକମାନେ କ'ଣ ନକରିଵେ।

  • @akshyasahu4335
    @akshyasahu4335 Рік тому +5

    ମାଡାମ ବି ଶୁଦ୍ଧି ହେଲେ, କେତେ ଲକ୍ଷ ଲାଗିଲା,, ଛୁଆ କରିଦେଇକି ଯିବ କିଛି ଜାଣିପାରିବ ନାହିଁ 👍ବେସ ହେଇଚି

  • @sambitmohapatra490
    @sambitmohapatra490 Рік тому +8

    Jagannath Mahaprabhuu nka ମାହାତ୍ମ୍ୟ, ସେ ଭଲ ହେଇଗଲା ।

  • @TheLifeVibes
    @TheLifeVibes Рік тому +8

    ତୋର ପଇସା ଅଛି ତୁ ଦେଲୁ ତୁ ଯଦି ଗରିବ ହେଇ ଥାଆନ୍ତୁ ତାହେଲେ କଣ ତୁ ଦେଇ ଥାଆନ୍ତୁ

  • @ankitasahu8996
    @ankitasahu8996 Рік тому +22

    Bhala sudhhi hela auu...😂😂😂😂

  • @Bhonsoria22
    @Bhonsoria22 Рік тому +19

    Income Tax ku inform kara first check 62 lakhs is white or not

    • @gautamparida349
      @gautamparida349 Рік тому

      ଏତେ ଟଙ୍କା ତୁମର ଆସିଲା କେଉଁଠୁ
      ଏ ସବୁ କଳା ଧନ ନୁହେଁ ତ

  • @suleswarmajhi7115
    @suleswarmajhi7115 Рік тому +3

    ଏବେ ମଣିଷ ଯାଇ ଜହ୍ନ ରେ ପହଁଚିଲାଣି କିନ୍ତୁ ଏ ମାଡାମ ଏ ଯୁଗ ରେ ବି ଏମିତି ବିଶ୍ୱାସ କରୁଛନ୍ତି 😂😂😂😂

  • @jenagolari159
    @jenagolari159 Рік тому +3

    ବହୁତ ପଇସା ଥିଲା madam କିଛି ପଇସା ଧନ ଲଭ ରେ ଗଲା କିଛି ଅସୁବିଧା ନାହିଁ

  • @nabakishore4297
    @nabakishore4297 Рік тому +3

    ଅତି ଚାଲାକ ଆଉ ବେସି ଷ୍ଟାଇଲ ରେ କଥା ହଉଥିବା ଲୋକ ତ ଏମିତି ହୁଅନ୍ତି । ଠିକ ହେଇଛି ଏମିତି ଦରକାର ଥିଲା ତୁମ ମାନଙ୍କୁ । ବହୁତଭଲ ହେଇଛି । 5 ଟଙ୍କା ଗରିବଙ୍କୁ ଦେବାକୁ ବହୁତ କଷ୍ଟ ।

  • @KHERWALBAZAR
    @KHERWALBAZAR Рік тому +5

    ଦୁନିଆରେ ଆଜି ପର୍ଯ୍ୟନ୍ତ କେହି ରାତାରାତି କୋଟିପତି ହେଇ ନାହାନ୍ତି, ଆପଣ ବା କେମିତି ହେବେ, ତେଣୁ ଏଇଟା ହେଉଛି ତାହାର କରୁଣ ପରିଣତି,
    ଯାହା ହେଇଛି ଭଲ ହେଇଛି
    😂😂😂😂😂😂

  • @priyabratrout4298
    @priyabratrout4298 Рік тому +18

    Bahut bhala heichi tama bhali lady nijaku educates kahuthiba murkhara parichaya daucha

  • @dhaneswardas548
    @dhaneswardas548 Рік тому +7

    ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଶରଣାପନ୍ନ ହୋଇଥିଲେ ବୋଲି ଆଜି ରକ୍ଷା ପାଇ ଗଲେ...
    ଆଜିର ଯୁଗରେ ଇମିତି କା ଠକେଇ ର ଶୀକାର ହେବା ଅସମ୍ଭବ...

  • @sambitmohapatra490
    @sambitmohapatra490 Рік тому +19

    ମହାପ୍ରସାଦ ର ମାହାତ୍ମ୍ୟ

  • @sangamaifarming
    @sangamaifarming Рік тому +5

    ଜଣେ ଦିବ୍ୟଙ୍ଗ 10ଟଙ୍କା ଦେଲେ କି ନାହିଁ ପାଇବା ଆଶାରେ ହ,,😀

  • @ERJRPARIDAODIAVLOGS
    @ERJRPARIDAODIAVLOGS Рік тому +12

    ଅତି ଲୋଭରୁ ମୃତ୍ୟୁ😂

  • @baishnabpanigrahi5155
    @baishnabpanigrahi5155 Рік тому +10

    ତମ ମାନଙ୍କ ଟଙ୍କା ଏମିତି ହିଁ ଯିବ ।

  • @bisworanjanjena1269
    @bisworanjanjena1269 Рік тому +20

    ସେ ଲୋକ ଫଟୋ ଟିକେ ଦେଖେଇଲେ ଭଲ ହେଇ ଥାନ୍ତା.

    • @pinks1423
      @pinks1423 Рік тому +1

      otv re chaluchi... se loka ra aau gote clip re achhi...

  • @mrutyu4104
    @mrutyu4104 Рік тому +3

    ଲୋଭ ରୁ ପାପ ଆଉ ପାପ ରୁ 62 ଲକ୍ଷ loss😂

  • @sadanandpradhan2427
    @sadanandpradhan2427 Рік тому +3

    ଏବେ ଆଉ ଟିକେ ଶୁଦ୍ଧି କରିବ , ନ ହେଲେ ପୁଣି ହଇରାଣ ହେବେ 😂

  • @JSJ396
    @JSJ396 Рік тому

    ଅତି ଶିକ୍ଷିତ ମୂର୍ଖ ମାଇକିନା ।

  • @ratikantaparida9813
    @ratikantaparida9813 Рік тому

    ଏହି ମହିଳା କଥା ଜାଣା ପଡୁଛି ଏହି ମହିଳା ଗୋଟିଏ ବଡ଼ ମୂଖ ଆଗେ ନିଜ ମନକୁ ସୁଦି କରନ୍ତୁ

  • @abtechnical5639
    @abtechnical5639 Місяць тому

    ତୁ ଏତେ ପଇସା କୁଆଡୁ ପାଇଲୁ? ED ଲାଗିକି investigation ହବା ଦରକାର୍।

  • @krushnachandrarout5051
    @krushnachandrarout5051 11 місяців тому

    ଠକ ଧନହୋଇଥବ ନୀଶ୍ଚୟ ଜାହାହୋଇଚ ଭଲହୋଇଚ 😁😁😁😁😁

  • @daitaridash5351
    @daitaridash5351 17 днів тому

    ଜୀବନ ରେ କାହାକୁ ଟଙ୍କା ଟିଏ ଦେଇନ ଭଗବାନ ନେଇଗଲେ, ଭିକାରୀ କୁ ଦୂର ଦୂର କର, ପାପ ଧନ ପ୍ରାୟଶ୍ଚିତ ରେ ଯାଏ, ଚିନ୍ତା କର ନାହିଁ ଭଗବାନ ଅଛନ୍ତି

  • @prakashpuhana4632
    @prakashpuhana4632 Рік тому +4

    very very critically matter, for CBI investigation NECESSARY Required

  • @raghunathpradhan9370
    @raghunathpradhan9370 Рік тому +6

    Good job 😊

  • @manaskumarpradhan5684
    @manaskumarpradhan5684 Рік тому +1

    Ea Bahut Loviii badhiya heichi Maja lagila suniki 😂😂😂😂😂

  • @user-ub3nx4py8x
    @user-ub3nx4py8x Місяць тому

    ଏକ ପ୍ରକାର ପାଗଳ ଏ ମହିଳା......

  • @pmohanty9622
    @pmohanty9622 Рік тому +1

    ମ୍ୟାଡ଼ାମ ଭଲ ଇଂରାଜୀ କହୁଛନ୍ତି.. କି ପାଣି ପିଇକି ଏତେ ଟଙ୍କା ଦେଇ ପକେଇଲେ.. ମ୍ୟାଡ଼ାମ ଟିକେ ଭଗବାନ ଶ୍ରୀକୃଷ୍ନଙ୍କ ଗୀତା ପଢନ୍ତୁ... ସବୁ ଲୋଭ ଛାଡ଼ିଯିବ..

  • @barenyakumarpadhi4615
    @barenyakumarpadhi4615 Рік тому

    ଏମିତିକା ବିଦ୍ୟା ତ ଆପ ପ୍ରତିରକ୍ଷା ବିଭାଗ କୁ ଶିଖାଇବା କଥା ..
    କ୍ଷେପାଣସ୍ତ୍ର କୁ ମାଟି ତଳେ ତଳେ . ନେଇ ଚିନ୍, ପାକିସ୍ଥାନ ରେ ନିକ୍ଷେପ କରିବା ପାଇଁ

  • @duryodhannayak73
    @duryodhannayak73 Рік тому

    ଟଙ୍କା ବହୁତ ତମ ପାଖରେ ହେଇଯାଇଛି କିଛି ଦାନ ଧର୍ମ କର ନ ହେଲେ ଆମସଂସ୍ଥା କୁ କିଛି ଦିଅ

  • @suryakantapattanaik1815
    @suryakantapattanaik1815 Рік тому +1

    ବହୁତ୍ ଭଲ ହେଇଛି

  • @mrutyunjaymahalik3821
    @mrutyunjaymahalik3821 Місяць тому

    ବହୁତ୍ ଭଲ କାହାଣୀ ଲୋ ମାଆ

  • @jhasketanlalbehera9281
    @jhasketanlalbehera9281 Рік тому +1

    Best story. Good woman.

  • @tnanda1432
    @tnanda1432 Рік тому +1

    ତମକୁ ସେ ପଠାଣ ର ।।।।।। ଭଲ ଲାଗିଲା ସେଥିପାଇଁ ତମେ ତମ () () ((())) ଦେଇଦେଲ
    କାହାଣୀ ନସୁଣେଇ ସତକଥା କୁହ ଲୋକ ବିଶ୍ୱାସ କରିବେ

  • @user-nc2li9tw6p
    @user-nc2li9tw6p Місяць тому

    ଦୃଢ଼ ବିଶ୍ୱାସ ରଖ , ଆଉ ୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ହୀରାର ଖଣି ମିଳିବ

  • @santanukumarmallick3202
    @santanukumarmallick3202 Рік тому +3

    ପାଠ ପଢିବା ଲୋକ ଏମିତି କେମିତି

  • @bibhutripathy2045
    @bibhutripathy2045 Рік тому +3

    ଅର୍ଧମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ

  • @tapangiri6124
    @tapangiri6124 Рік тому +7

    Need investigation by incometax department that is black money

  • @bijaysatapathy7787
    @bijaysatapathy7787 Рік тому

    ତମେ ଏମିତିଆ ବିଶ୍ୱାସୀ ଲୋକ... ଟଙ୍କା ଦେଲ କାହିଁକି? ଉଭୟ ଙ୍କ ସହମତି ରେ ହେଇଚି... ଦୋଷ କାହାର ନାଇଁ... Madame ଭୁଲ କହୁଛନ୍ତି... ଆପଣା ଦୋଷେ ପ୍ରାଣୀ ମରେ.

  • @KURUKSHETRAORIGINAL
    @KURUKSHETRAORIGINAL 10 місяців тому

    BEST CANDIDATE FOR ODIA COMEDY MOVIE😂🤣🤣🤣🤣🤣🤣🤣😝😝😝😝BTW ITS THE POWER OF MAHAPRBHU 💪💪💪ସେଇଥି ପାଇଁ ବଞ୍ଚି ଗଲେ ଏ ମାଉସୀ😜 JAY JAY JAY SRI JAGANNATH SWAMI 🙏 JAY SRI KRISHNA 🌷 🐦

  • @manojteachermayurbhanj9084
    @manojteachermayurbhanj9084 Рік тому +1

    ଯେତେ ପାଠୁଆ ସେତେ ଅନ୍ଧ ବିଶ୍ଵାସୀ

  • @himansudash9149
    @himansudash9149 Рік тому +1

    ଅନ୍ଧ ବିଶ୍ବାସ ମଣିଷ କୁ ତଳିତଳାନ୍ତ କରି ଦିଏ

  • @elegantlook9516
    @elegantlook9516 Рік тому

    ଲୋଭ ମନୁଷ୍ୟ କୁ କଣ କରେ ଉଦାହରଣ ସୃଷ୍ଟି କରିଛି।

  • @sambitmohapatra490
    @sambitmohapatra490 Рік тому +2

    ସବୁଠୁ ବଡ ବୋକି ଆଉ ଲୋଭି

  • @pravashkumarbehera3368
    @pravashkumarbehera3368 Рік тому +1

    ଅତି ଲୋଭରୁ ମ୍ରୁତ୍ୟୁ

  • @ashokmuni8793
    @ashokmuni8793 Рік тому +16

    ଏତେ ଟଙ୍କା କେଉଁଠୁ ଆସିଲା

  • @biswajitkuanr7731
    @biswajitkuanr7731 Рік тому +1

    Bohut bhala madam ....amiti dana chalu

  • @mrutyu4104
    @mrutyu4104 Рік тому

    ଲୋଭ ବେଶୀ ହେଇଗଲା ଆଉ କଣ କରିବା ଦିଦି 😂 ତୁମ କୁ ତ ଗୁପ୍ତ ଧନ ଦରକାର

  • @mrmanascreation958
    @mrmanascreation958 Рік тому

    ଆରେ ଅଧା ଓଡ଼ିଆ ଅଧା English କହୁଥିବା ଲୋକେ ଏମିତି ଫସନ୍ତି ବାକି ରହିଲା ମହା ପ୍ରଭୁ ଜଗନ୍ନାଥଙ୍କ କଥା ଆପଣଙ୍କ ମହା ପ୍ରଭୁ ତ ସେ ଗୁଣିଆ

  • @AmitMohanty89
    @AmitMohanty89 Рік тому +13

    Black money tha chala geya

  • @sukulal2409
    @sukulal2409 Рік тому +1

    Very nice

  • @sureshpadhi951
    @sureshpadhi951 Рік тому

    ମୁଲ୍ଲା,ପିର , ଫକୀର ଆଦି କବଳରେ ପଡ଼ିଲେ କଣ ହୁଏ ? ଏହା ଗୋଟିଏ ଉଦାହରଣ।

  • @miturautaraymitu8629
    @miturautaraymitu8629 Рік тому +1

    Good

  • @badracreation1159
    @badracreation1159 Рік тому

    ବାବାଙ୍କୁ କେହି ବିଶ୍ବାସ କରନ୍ତୁ ନାହିଁ ....

  • @ranjankumardas7405
    @ranjankumardas7405 Рік тому

    Great 👍

  • @nirmala-giri123
    @nirmala-giri123 Рік тому

    ପୁରା ଆପଣଙ୍କୁ ଭୁଆଁ ବୁଲେଇ ସବୁ ଟଙ୍କା ମାରିଦେଲେ।ଶଳା ଟଆଉଟର୍ ମାନେ। ଆପଣ ବି ପଢଆଶଉଣଆ ଝିଅ ହୋଇ ଫସିଗଲେ!!!!

  • @rusabhabiahi1291
    @rusabhabiahi1291 16 днів тому

    ଅନ୍ଧ ବିଶ୍ୱାସର ଶିକାର ହୁଅନ୍ତୁ ନାହଁ।

  • @bikashsahoo8761
    @bikashsahoo8761 Рік тому

    ସତରେ ଆଜି ଆଇ ମା ଗପ ସତ ହେଇଛି।😂

  • @manjushaayar2079
    @manjushaayar2079 Рік тому

    Such an intelligent woman!!! Where was your intelligence when you were being fooled?

  • @tusharakantabehera2587
    @tusharakantabehera2587 Рік тому +1

    ଲୋଭ ରୁ ମୃତ୍ୟୁ

  • @arundhutilenka5140
    @arundhutilenka5140 Рік тому +1

    ଏଗୁଡିକ ପାଗଳାମି, ଅନ୍ଧବିଶ୍ୱାସ କଥା। କେମିତି ତା କଥା ଗୁଡିକ ବିଶ୍ଵାସ କଲ।

  • @lalitkumarrwa4285
    @lalitkumarrwa4285 Рік тому +8

    ଏମାନଙ୍କ soeto ଏମିତି ହେବା ଦରକାର୍ 😂

  • @KedarJena-ki9el
    @KedarJena-ki9el Місяць тому

    ଅତି ଲୋଭ ରୁ ତନ୍ତୀ ମରେ

  • @sangeetasaanvivlogs4230
    @sangeetasaanvivlogs4230 Рік тому +1

    ନା ତୋର ବେଶୀ ପଇସା ଲୋଭ ଥିଲା ମୁଁ ତ ଖର୍ଚ୍ଚ କରିବି ପୁଣି ମୋତେ ଘର ତଳୁ ଖଣି ମିଳିବ ମୁଁ ମାଲାମାଲ ହେଇଜୀବି ଛି ଏ ଭଳି ଲୋକ ମାନଙ୍କ ପାଇଁ ଏମିତି ଆଜି ସଂସାର 😮କଣ ହବ ଏ ଦେଶ

  • @santoshrout1463
    @santoshrout1463 Рік тому

    Very good

  • @alokkhandayatray1362
    @alokkhandayatray1362 14 днів тому

    ଘୋଡ଼ା ଗେହୀ ବୁଦ୍ଧି ହୀନ

  • @sanjibmallick-xj1ml
    @sanjibmallick-xj1ml Місяць тому +1

    Ete jadi tanka achi tahele gariba lokanku dana kale bhala heba madam😅😅😅

  • @jagannathamahapatra9513
    @jagannathamahapatra9513 Рік тому +7

    Madam realy you are educated (Boki)

  • @heroxgaming5665
    @heroxgaming5665 Рік тому +1

    You are a super madman.

  • @SushantaKuNayak
    @SushantaKuNayak Місяць тому

    କଳା ଟଙ୍କା କମାଇଲେ ଏମିତି ହୁଏ।

  • @manjushaayar2079
    @manjushaayar2079 Рік тому +3

    Greed for getting 'GUPTA DHANA '

  • @sambitmohapatra490
    @sambitmohapatra490 Рік тому +4

    ଶ୍ରୀକ୍ଷେତ୍ର ପୁରୀ ମାହାତ୍ମ୍ୟ

  • @user-xb2ct4vb8o
    @user-xb2ct4vb8o Рік тому +3

    ଲୋଭର ପରିଣାମ ଏହା

  • @DevoteofLordJagannath
    @DevoteofLordJagannath Рік тому +1

    September 22 ra matter aji jaye kothi thile.. Au...

  • @brajamohanty6220
    @brajamohanty6220 Рік тому

    ତମେ ସ୍ବାମୀଙ୍କ ସହିତ କେବେ ପରାମର୍ଶ ନକରି ଏତେ ଟଙ୍କା ଦେଲ କେମିତି?ଆଉ ଏତେ ପୈସା ତୁମେ ପାଇଲ କେଉଁଠୁ? ଏହି ପୈସାର ଇନ୍ କମ୍ ଟ୍ୟାକ୍ସ ଦେଇଛନ୍ତି?

  • @srikanta671
    @srikanta671 Рік тому

    ତୁମେ ଆହୁରି ପଇସା ଦିଅ
    2କୋଟି ଟଙ୍କା ଦିଅ,,ତୁମ 2 କେଜି ହୀରା
    ବାହାରିବ

  • @myicontutorial8631
    @myicontutorial8631 Місяць тому

    ଅଧର୍ମ ବିତ୍ତ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ

  • @abinashbarik789
    @abinashbarik789 Рік тому +3

    "religion is opium for masses".. karl marx ... jaha heichi bahut bhala heichi

  • @niranjanbehura5258
    @niranjanbehura5258 Рік тому

    ତତେ ମୁଲା କିଛି କରିଥି ବ କହୁନା ସବୁ ଲଜ୍ୟା

  • @Pratikshya021
    @Pratikshya021 Рік тому

    ଝାଡା ସୁଦ୍ଧି 8 ଲକ୍ଷ୍ୟ ହା ହା ହା କି ଝାଡ଼ାରେ

  • @alekhachandramalika8155
    @alekhachandramalika8155 Рік тому

    ମା ତୁମେ କଟକ ତଥା ବିଦ୍ୟା ନଗରୀ ର ଲୋକ କେମିତି ଫସିଲ ଛି ଛି

  • @payalroy525
    @payalroy525 Рік тому +1

    Aga dekha 62 lakhs asila kouthu?

  • @MRSRIKANTAODIA
    @MRSRIKANTAODIA Рік тому +1

    ଅତି ଲୋଭ ରୁ ତନ୍ତି ମରେ 🤣🤣🤣🤣