V K Pandian 'controlling' BJD ? || Editorial Show(EP-244) || ODISHA PULSE

Поділитися
Вставка
  • Опубліковано 30 чер 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #kartikpandian

КОМЕНТАРІ • 180

  • @alokaranjandash9853
    @alokaranjandash9853 2 дні тому +33

    ସେ କେତେ ବେଳେ କହିଥିଲେ ସମ୍ପୁର୍ଣ୍ଣ ସନ୍ୟାସ ନେଲେ ବୋଲି ? ସେ କହିଥିଲେ ପ୍ରତ୍ୟକ୍ଷ ରାଜନୀତିରୁ ଦୁରେଇ ଗଲେ । ଅର୍ଥାତ୍ ପରୋକ୍ଷ ଭାବରେ ଅଛନ୍ତି । କିନ୍ତୁ ଏ ଫଟୋରୁ ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ଯୋଗ ଦେଇଛନ୍ତି ବୋଲି ତାର ପ୍ରମାଣ ଦେଲେ ।

    • @bijaydas5441
      @bijaydas5441 День тому

      Sir Active politics means what ???

  • @harishmallck2
    @harishmallck2 2 дні тому +31

    ପାଣ୍ଡିଆନ ଯେପରି କହିଲେ ସେ ରାଜନୀତିରୁ ସନ୍ୟାସୀ ନେଇଗଲେ. ସତେ ଯେପରି ସିଏ ଜଣେ ବିଧାୟକ. ମନ୍ତ୍ରୀ କିମ୍ବା ସାଂସଦ ଥିଲେ | ତାଙ୍କର ସାମ୍ବିଧାନିକ ସ୍ଥିତି କ’ଣ ଥିଲା? କହିବାକୁ ଗଲେ ସେ ଜଣେ ସାଧାରଣ ନଜେଡି କର୍ମୀ ଥିକେ

  • @debabratanayak9971
    @debabratanayak9971 2 дні тому +21

    ପାଣ୍ଡିଆନ କୁ ଦୋଷ ଦେଇ କିଛି ନାହିଁ. ତାହା ନିରର୍ଥକ .ଅସଲ ରୂପ ରହିଛି ଧଳା ସାଲୱାର ଓ ପଞ୍ଜାବୀ ତଥା ଚପଲ ପିନ୍ଧି ସରଳ ଜୀବନ ଯାପନ କରିବାକୁ ପରାମର୍ଶ ଦେଉଥିବା ଲୋକଟା ଭିତରେ.

  • @LambodarPradhan-sj6uy
    @LambodarPradhan-sj6uy 2 дні тому +8

    ତାମିଲ ପାଇଁ ବିଜେଡି ୧୦୦ ରୁ ୧୦୦ ମୁଳପୋଛ ହେବାକୁ ଯାଉଛି।

  • @alokaranjandash9853
    @alokaranjandash9853 2 дні тому +7

    ଅତ୍ୟନ୍ତ ମୁର୍ଖଙ୍କ ଭଳି ପୋଷ୍ଟ କରୁଛନ୍ତି ନତୁବା ସେ ଆଦୌ ଓଡ଼ିଆ ଜାଣି ନାହାନ୍ତି ।

  • @itsbikram24
    @itsbikram24 2 дні тому +6

    ପାଣ୍ଡିଆନ ବିଜେଡ଼ି ରେ ଅଛନ୍ତି ଆଉ କାମ କରୁଛନ୍ତି ।ଏବେ ବି ବିଜେଡ଼ି ର ନେତା ମାନେ ବି ଚୁପ୍ ବିଜେଡ଼ି ନେତା ନିଜ ମନ କଥା ପଦେ କହିପାରୁନାହାନ୍ତି।

  • @nabinbeura3225
    @nabinbeura3225 2 дні тому +9

    ମୁଁ ସକ୍ରିୟ ରାଜନୀତିରେ ରହିବି ନାହିଁ . ହେଲେ ମୋ ଜେଜେଙ୍କୁ ପାଖେ ପାଖେ ରହି ସହଯୋଗ କରିବି ନାହିଁ ? ସେ ପରା ବାର୍ଦ୍ଧକ୍ୟ ଅବସ୍ଥାରେ .

  • @sudhirkumaracharya1006
    @sudhirkumaracharya1006 2 дні тому +10

    ନବୀନ ହାରିଗଲେ ବୋଲି ତାଙ୍କ ମନ ଯେତେ ଦୁଃଖ ନାହିଁ, ପାଣ୍ଡିଆନ ଆଉ ଖୋଲା ଆକାଶ ତଳେ ହେଲିକେପ୍ଟର ନେଇ ବୁଲୁ ନାହାନ୍ତି, ସେଥିପାଇଁ ନବୀନ ଦୁଃଖୀ

  • @chittaranjansahu8113
    @chittaranjansahu8113 2 дні тому +4

    କିଛି bjd ନେତା ଏମିତି ଉପକୃତ ହୋଇଛନ୍ତି ଯେ ପାଣ୍ଡୁ ନାଆଁ ନବାକୁ ଡରୁଛନ୍ତି

  • @janardanpanda5378
    @janardanpanda5378 2 дні тому +13

    ପାଣ୍ଡିୟାନ ରାଜନୀତି ଠାରୁ ଦୂରେଇବା ଅଭିନୟ କରିଛନ୍ତି ବର୍ତମାନ ନବୀନ ନିବାସ ରେ ରହୁଛନ୍ତି

  • @ramakrushnadalai2497
    @ramakrushnadalai2497 2 дні тому +6

    Without pyari mohan and Pandian BJD never arise.But Naveen ji realised public opinion.

  • @prafulasingh2267
    @prafulasingh2267 2 дні тому +7

    ଏଥିରୁ ଜଣାଯାଉଛି ବିଜେଡ଼ି ନେତା ପାଣ୍ଡୁର ପାଦ ଚାହୁଁଛନ୍ତି ।

  • @Upcomingvideoworld
    @Upcomingvideoworld 2 дні тому +5

    V.k Pandian proud of you,

  • @sangrambarick4579
    @sangrambarick4579 День тому +3

    I support vk pandiyan. Only for development and infrastructure of Odisha. He is talent beaurecrat of india.

  • @praeepkumarpadhi5710
    @praeepkumarpadhi5710 2 дні тому +3

    ବାବୁ
    ଆହେ ଆମକୁ କଣ ଦରକାର?
    ସେ ବୁଝିବେ ତାଙ୍କ ମୁଖିଆ ବୁଝିବେ।
    ଆମେ ସଧାରଣ ଜନତା।
    ଶୀର ନାସ୍ଥି, ଶୀର ପୀଡ଼ା

  • @sadanandasahoo3707
    @sadanandasahoo3707 2 дні тому +3

    ପାଣ୍ଡିୟାନ ପାଣ୍ଡିୟାନ ଆଉ କେତେଦିନ ରାଜନୀତି କରିବେ।‌ଏବେ ସରକାରଙ୍କ ବିଷୟରେ ଆଲୋଚନା , ସମାଲୋଚନା କରିବା ପରିବର୍ତ୍ତେ, ସେଇ ପୁରୁଣା ରେକର୍ଡ ବଜାଇ ଚାଲିଛନ୍ତି।‌

  • @saratkumargajendra1001
    @saratkumargajendra1001 2 дні тому +5

    ବିଜେଡି ଵାଲା ଏବେ ବି ପାଣ୍ଡିଆ ବିରୁଦ୍ଧରେ ପାଟି ଖୋଲୁନାହାନ୍ତି I କହୁଛନ୍ତି କଣ ନା କାହିଁକି ହାରିଲୁ ତାହା ତଦନ୍ତ ରୁ ଜଣାପଡିବ. ଏଠି ପ୍ରଶ୍ନ ଏ ପର୍ଯ୍ୟନ୍ତ ତମେ କାହିଁକି ହାରିଲ ଜାଣିନ? ପାଣ୍ଡିଆ ଏବେ ବି ବିଜେଡି ମୁଖ୍ୟ. କୌଣସି ବିଜେଡି ବାଲାଙ୍କ ସାହସ ନାହିଁ ତାକୁ ସାମ୍ନା କରିବାକୁ

  • @user-es3fn9dc5u
    @user-es3fn9dc5u 2 дні тому +2

    ପାଣ୍ଡିଆନ୍ ଓ ବିଜେଡି ନେତା ସବୁ ଚୋର, ଚବିଶ୍ ବର୍ଷରେ ତ କିଛି କାମ କଲେ ନାହିଁ ବରଂ ଓଡିଶାକୁ ଯାହା ପାରିଲେ ଡକାୟତ୍ ସର୍ଦାର୍ ନବିନ୍ ଓ ତାର୍ ସହଯୋଗୀ ଲୁଟିଲେ ଆଉ ଏବେ ମାସେ ହେଇନି ବିଜେପି ସରକାର୍ କୁ ଦୋଷ ଦେବାରେ ବହୁତ୍ ତତ୍ପର।ନିର୍ଲ୍ଲଜ ମାନଙ୍କୁ ଟିକେ ଲାଜ ଲାଗିବା କଥା।

  • @Business-inodia
    @Business-inodia 2 дні тому +4

    ODISHA POLICE WHY NOT SEARCHING HIM.WHY HE IS NOT ARREST YET BY ODISHA POLICE.

  • @ramachandranayak2488
    @ramachandranayak2488 2 дні тому +3

    Right sir

  • @pabitramohandas6943
    @pabitramohandas6943 2 дні тому +9

    ବିଶ୍ୱାସ-ଘାତକକୁ ବିଶ୍ୱାସ କରିବା ଅନୁଚିତ l

  • @khirodhota1440
    @khirodhota1440 2 дні тому +11

    ଏ ସଳା ପାଣ୍ଡୁ କୁ ଲାଜ ସରମ ନାହିଁ, ପ୍ରତାପ ଦେବ ତ କ୍ରୀତଦାସ ତାର କଣ ନିଜର କିଛି ଓଜନ ଅଛିକି?

  • @sanjayasahoo7677
    @sanjayasahoo7677 2 дні тому +3

    Bjd ଗଲା ତିନି ପାଞ୍ଜି ରୁ😊

  • @RAJESWARIROUT-co7ps
    @RAJESWARIROUT-co7ps 2 дні тому +4

    Waahh! Ye sir nku kichhi au disuni... Khali sei bjd au pandian... Are ethara ta godi media mane tk nirapekya news dekhao.. India re kn kn chalichi sei sabu dekhao... Neet katha ta kain tk b dekhauna... Kain education minister nku darucha ki na se darauchanti

  • @bidhubhusandas4146
    @bidhubhusandas4146 2 дні тому +1

    ପୁରୁଣା ବ୍ୟାନର ଲଗେଇ ଦେଇଛନ୍ତି

  • @sayantanamohanty9650
    @sayantanamohanty9650 2 дні тому +2

    ଓହୋ ରେ ବାବା ଏତେ pandian ଦର 😅

  • @bishnucharanbehera4718
    @bishnucharanbehera4718 2 дні тому +1

    ମାଗିଆ ମାଡୁରଛୁତ ର ନ ନେଲେ ଭାତ ହଜମ ହେଉନି

  • @sasikantkant4780
    @sasikantkant4780 2 дні тому +1

    No discussion regarding Pandiyan and Mangaraj
    and BJD

  • @SidharthMishra99
    @SidharthMishra99 2 дні тому +1

    Party ଯିବ ଆସିବ।ଓଡ଼ିଶା ଭାଗ୍ୟ ସୁଧୁରିବନି।Grass root ଯାଏଁ scheme ପହଞ୍ଚିବ ନାହିଁ।ଗରିବ ଘର ର ପିଲା ଟିଏ Job ପାଇଁ ଲାଞ୍ଚ ଦେଇ ପାରିବନି ।ଏହା ହିଁ ନିରାଟ ସତ୍ୟ ।
    BJP Birodhi party re bhala kama kari asichi,Birodhi dala pai 100% perfect.

  • @bijaymohanty2386
    @bijaymohanty2386 2 дні тому

    Ur absolutly right.

  • @Upcomingvideoworld
    @Upcomingvideoworld 2 дні тому +2

    V.k Pandian ama BJD dala re rahibe tuma manankara asubidha Kan pain

  • @qxztr
    @qxztr 2 дні тому

    କଥାଟା ସତ ଲାଗୁ ନାହିଁ। ପୁରୁଣା ପୋଷ୍ଟର ବି ହୋଇପାରେ। ଯଦି ସତ ବିଜେଡି ସମୂଳେ _________।

  • @pravatray966
    @pravatray966 День тому

    ଆଛା ସତରେ କଣ ସେ ନିଜେ ଓଡ଼ିଆରେ ଲେଖିଛନ୍ତି?

  • @mukundamelaka2210
    @mukundamelaka2210 День тому

    ଆପଣ ଠିକ୍ ଅନୁଧ୍ୟାନ କରିଛନ୍ତି ।

  • @bijaypanda1843
    @bijaypanda1843 2 дні тому +3

    ପାଣ୍ଡୁ ବର୍ତମାନ ଚୁଟିଆ ମୂଷା ରୋଲ ନେଇଛି 😄

  • @sanjibpanda5009
    @sanjibpanda5009 2 дні тому +1

    R a m si Ala cunning fox do not afraid of we will have courage thanks

  • @sanjibpanda5009
    @sanjibpanda5009 2 дні тому +1

    With the help and blessings of nabin babu

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 2 дні тому +2

    then what is your problem. we need him .

  • @dillipmoharana3104
    @dillipmoharana3104 2 дні тому +1

    If it is true then it will be good for the BJD

  • @BibunaBibhuti
    @BibunaBibhuti 2 дні тому +1

    Bjd ku bhanguchhi bjp. Aagakuaashuchhi congress stronger.bjp zeroheba odishare

  • @RajeevkumarNayak-br2fm
    @RajeevkumarNayak-br2fm День тому

    Very TRUE 👍
    PANDIAN RA X HANDLE RE KICHHI V LEKHA ASILE BJD SPOKE PERSON MANE TURANT PRESSMEET KARUCHHANTI 😂

  • @bijanshil9584
    @bijanshil9584 2 дні тому

    Good

  • @tariniprasadprusty2396
    @tariniprasadprusty2396 2 дні тому +2

    Thik katha kahile tumara asu bidha Kan hau chi kete Paisa bjp tu khai cha kahu na

  • @12sa098abcdrkkkl
    @12sa098abcdrkkkl 2 дні тому +1

    Sia kan karuchanti amaku farak paduni kintu education minister kahini resignation deunahnti pilanka karha bhabi. Eita upare kahinahnti

  • @reyanshworld6570
    @reyanshworld6570 2 дні тому +2

    Tell about NEET scam

  • @smrutisekharsahoo1363
    @smrutisekharsahoo1363 День тому

    ଏତେ ପ‌ଇସା ବିଜେଡି ପାଖରେ ଅଛି।ସରିବା ଯାଏଁ ପାଣ୍ଡିଆନ ଙ୍କ ପ୍ରଭାବ ରହିବ।

  • @user-wj3lf4xi7n
    @user-wj3lf4xi7n 2 дні тому +2

    BJD funds with Pandiyan

  • @prasad906Panda
    @prasad906Panda День тому

    Very Dengerous

  • @ramachandrapanda5349
    @ramachandrapanda5349 2 дні тому +1

    ପାଣ୍ଡିଆନ କୁ ଏତେ ଡର କାହିଙ୍କି

  • @kabisuryabehera8572
    @kabisuryabehera8572 День тому

    ନବୀନ କୁ ବିଜେଡି ରୁ ହଟେଇ ଦେଲେ ଠିକି ହୁଅନ୍ତା

  • @user-sw1ko4oo1y
    @user-sw1ko4oo1y 2 дні тому +2

    Tamara kn hela,ebe pandian sir nka katha chhadi Manoj Ahuja katha bhab ,ethara odisa re Gujarati sasan chaliba

  • @Business-inodia
    @Business-inodia 2 дні тому +1

    WHO IS PANDYAN.WHYPANDYAN NOT COMETO THE PUBLIC PLACE IN ODISHA. WHY HE ISNOW LEAVE IN ODISHA LIKE "CHORO"

  • @12sa098abcdrkkkl
    @12sa098abcdrkkkl 2 дні тому +2

    Eita puruna banner etiki janiparun

  • @prasad906Panda
    @prasad906Panda День тому

    Odisha spoil themselves due to free moment

  • @binodsahoo3374
    @binodsahoo3374 2 дні тому

    Not yet resigned from the primary membership

  • @SanjayaBasantia
    @SanjayaBasantia 2 дні тому +2

    Jay,bjd,jay,pandna❤❤❤❤

  • @rameshchandranayak575
    @rameshchandranayak575 День тому

    ସେ ରାଜନିତୀ କରିବ ବୋଲି ଚାକିରୀ ଛାଡିଛି। ଆପଣ ମାନଙ୍କୁ ଭୁଆଁ ବୁଲାଉଛି। ନବୀନବାବୁଙ୍କ ଦୁର୍ବଳତା ପାଣ୍ଡିଆଙ୍କ ପାଖରେ ଅଛି।

  • @anathbehera8146
    @anathbehera8146 День тому

    ନା ସୋସିଆଲ ମିଡ଼ିଆ ଟା ଏମିତି ହେବ ବୋଲି ମୁଁ ଜାଣିନଥିଲି ଉପସ୍ଥାପକ ଭାଇ ର ଚାରି ଖୁରା କୁ ଜୁହାର

  • @shantanumohinthya4799
    @shantanumohinthya4799 2 дні тому

    Pandian knows the soft corners of all the associates of BJD including the EX CM.Hence, it will be very difficult for existing BJD party members to do away with him.

  • @anantanaik549
    @anantanaik549 День тому +1

    Pandian will be zero by odisha people 🎉

  • @srinivasnayak6544
    @srinivasnayak6544 2 дні тому +2

    Aita old photo, tame next time michha kahi sucsses Hebe nahi

  • @umakantadalbehera1212
    @umakantadalbehera1212 2 дні тому +2

    Jay bjd

  • @narasinghdas3623
    @narasinghdas3623 2 дні тому +1

    Dala finish heijiba.

  • @tamannabehera6501
    @tamannabehera6501 2 дні тому +2

    Pandiyan is a great leader

  • @swarajkumarbej3768
    @swarajkumarbej3768 День тому

    ପାଣ୍ଡିଆନ ବିଜେଡିରେ ରହିଲେ ଠୋ ନ ରହିଲେ ଢୋ--

  • @suranjankar5207
    @suranjankar5207 2 дні тому +1

    Apna Maha murkha Kalidasha.

  • @hemantkumarsingh1387
    @hemantkumarsingh1387 2 дні тому

    BJD and Pandian wiped out from odisha politics and they can't think to come to power in future.

  • @prasantakumarswain3419
    @prasantakumarswain3419 2 дні тому +4

    ଫେରିବେ ଯଦି, ଛେପ ପକାଇ ଚାଟିବା ସହିତ ସମାନ ହେବ ।

  • @debaprasaddash3878
    @debaprasaddash3878 2 дні тому +2

    ଠକ ଓ ଡକାୟତ ନିଜ ଅଧର୍ମ ପାଳନ କରିବ ନା ନାହିଁ ? କେମିତି ଜଳା ପୋଡ଼ା ହେଉଥିବ, ବୁଝି ହେଉଛି। ୫ ବର୍ଷ ଏମିତି ପୋଡିବ ନା।

  • @prakashmahapatra2182
    @prakashmahapatra2182 День тому +1

    Pandian ebe bi bjd ra Main Leader.

  • @swatiprabhaswain516
    @swatiprabhaswain516 2 дні тому

    Pandu Bina BJD anatha .. Dhannya BJD neta - Pandu nathile yanka value kichhi nahin - wardmember hei paribeni - BJD dala Odisha basi nka Baala

  • @Ranisoniodia
    @Ranisoniodia 2 дні тому

    କଣ ଭୁଲ ହେଲା ? ତୁମର ମନେପକାଇ ଦେଲେ ଅସୁବିଧା କଣ ହେଲା

  • @diptiskumarbal3778
    @diptiskumarbal3778 2 дні тому +1

    Tume ganamadhyam heiki jadi political parti ra mukha Patra hoiki kama karuchanti . Pandian kale asubidha kouthi

  • @kirankumardalai764
    @kirankumardalai764 2 дні тому

    Pandiyan should observe obey to sraddha the word affection.

  • @user-wo6kb7qm8r
    @user-wo6kb7qm8r 2 дні тому

    We must not discuss about Pandu.

  • @shankardmishra121
    @shankardmishra121 2 дні тому

    ପାଣ୍ଡୁ କୁ ଲାଜ ନାହିଁ କି ତାକୁ ନେତା ଭାବେ ଯେଉଁ ମାନେ ସ୍ୱୀକାର କରୁଛନ୍ତି, ସେମାନଙ୍କୁ ବି ଲାଜ ନାହିଁ l

  • @ashwinisahu6584
    @ashwinisahu6584 День тому +1

    LULICHHI LO LUCHICHHI PANDU GODA DUITA DISUCHHI 😅😅😅😅

  • @SudhansuSwain-cm4gi
    @SudhansuSwain-cm4gi 2 дні тому

    ବିଜେଡି ବୁଡିବା ଯାଏ ଏମିତି କାର୍ଯ୍ୟକ୍ରମ ଚାଲୁ ରହୁ

  • @soumenmishra6211
    @soumenmishra6211 2 дні тому

    Presently jogi style admin is required

  • @user-bb6dz8kf8r
    @user-bb6dz8kf8r День тому

    Sir plz rally Odisa 🙏 ke ap asantu

  • @bipinbiharinayak5973
    @bipinbiharinayak5973 День тому +1

    3 jan odisha lutera

  • @kanhubehera6190
    @kanhubehera6190 2 дні тому +1

    Vk pandian is beat

  • @sarojkumarmohanty6139
    @sarojkumarmohanty6139 2 дні тому

    Sabu Babu Naveen babunkara khela , Naveen Babunka ses BJD dala bi ses ,Nija Dalara mrutyu dekhi Naveen Babu bidai nebe ,

  • @sarojnaik3521
    @sarojnaik3521 2 дні тому

    ବିଜେଡି ଓଡ଼ିଶାର କଳା ପାହାଡ

  • @manojkumardas1991
    @manojkumardas1991 2 дні тому

    Naveen is hell bent on making Pandya the CM of Odisha.

  • @narayanchandrabehera6466
    @narayanchandrabehera6466 2 дні тому

    Bjd neta kichi janti nahi vk pandian jaha karib jaha kahib neta alochana karuchhanti

  • @dolamanimahar1468
    @dolamanimahar1468 2 дні тому

    B

  • @sibaprasadmishra7263
    @sibaprasadmishra7263 2 дні тому

    Pandu is there because other leaders r not capable to continue d BJD . Lajjya n LAJYYA

  • @piyushrajkumar15
    @piyushrajkumar15 2 дні тому +3

    କାହିଁକି ସେ ହାରାମି ବଷ୍ଟର୍ଡ଼ ତାମିଲ ଚୋର ଉପରେ ଆଲୋଚନା କରୁଛନ୍ତି. ବିଜେଡି ର ଏହା ଆଭ୍ୟନ୍ତରିଣ ବ୍ୟାପାର ସେ ତାକୁ ତାଙ୍କ ଘରେ ରଖନ୍ତୁ କି ମନ୍ଦିର କରି ତା ପାଦ ପୂଜା କରନ୍ତୁ.ପାଣ୍ଡିଆର ଦମ ଅଛି ଯଦି ପଦାକୁ ଆସୁନି କି ଆଉ ଥରେ ଜିଲ୍ଲା ବୁଲୁ ତା ପରେ କଣ ହେବ ସାରା ଭାରତ ଦେଖିବ.

  • @shivdurgaenterprise
    @shivdurgaenterprise День тому

    Vk pandian great inteligent officer in bjd party but Navin patnaik bjp ku support kori harichhi

  • @user-ng7cb3ln6k
    @user-ng7cb3ln6k 2 дні тому +2

    Paindian100%right partion

  • @bibhuprasadpradhan8968
    @bibhuprasadpradhan8968 2 дні тому +1

    This journalist has lost its importance due to lack of eethics of journalism

  • @pramodjena2534
    @pramodjena2534 День тому

    Nabin is only responsible to establish pandian,since now no enquiry against that pandu.

  • @sibanandarout6214
    @sibanandarout6214 2 дні тому

    Se thila dalabhangigala se rahiba dala gundaheijiba se jasiljiba

  • @cute_girl_moni1760
    @cute_girl_moni1760 День тому

    Because now the govt is bjp

  • @prasad906Panda
    @prasad906Panda День тому

    Still controll VKPandiyan political party mafiay

  • @kalpanasahoo8149
    @kalpanasahoo8149 2 дні тому

    Odia are not foolish.

  • @bipinpradhan422
    @bipinpradhan422 2 дні тому +1

    Niit bisayare kichi kuha pandiyan katha kanhiki kahucha

  • @suryadas1087
    @suryadas1087 2 дні тому

    Because ₹1000 crore is in the BJD kitty and many more like Bale Bale Dhaba

  • @pradiptamohanty1364
    @pradiptamohanty1364 День тому

    Ebe bi mr pandiyan rajaniti re sakriya achhanti....
    Aau tanka chamcha mane tankari kathare uttha bas heuchhanti....
    Ebe bi prati jogita chalichhi kie tankara critadas heba....
    Sethipaine mr pratap dev/ mr Bobby das bhitare pratijogita chalichhi...