ତାତିଲେ ମାଡାମ୍, ରାଜ୍ୟପାଳ ପୁଅ ଯଦି ଏମିତି କରିବ ଲୋକ ଶିଖିବେ କଣ ?Congress Protest on ASO Baikuntha tranfer.
Вставка
- Опубліковано 9 вер 2024
- ତାତିଲେ ମାଡାମ୍, ରାଜ୍ୟପାଳ ପୁଅ ଯଦି ଏମିତି କରିବ ଲୋକ ଶିଖିବେ କଣ ? Congress Protest on ASO Baikuntha tranfer. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our UA-cam Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ରାଜ୍ୟପାଳ ଙ୍କ ପୁଅ କୁ ବିଚ୍ ବଜାରରେ ଉଠବସ କରାଯାଉ
Sir ଲଳିତକୁ ଉଠାବସା କରାଯାଉ date କୁହଂତୁ ଆମେ ଦେଖିବାକୁ ଯିବୁ
Kebolo Modi kathare uth boss karibo 😂😂😂
Ni by
Ji ki ni
ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ କେନ୍ଦ୍ର ସରକାର ନିୟୁକିରୁ ହଟାଇ ଦୀୟନ୍ତୁ
ଲଜ୍ୟା ହୀନ ସରକାର
ରାଜ୍ୟପାଳଙ୍କ ପରିବାର ଯଦି ଲୋକଙ୍କୁ ମାଡ଼ ମାରି ଆଇନ୍ ହାତକୁ ନେବେ ତା ହେଲେ ତାଙ୍କ ଠାରୁ ଲୋକ କ'ଣ ଶିକ୍ଷା ଦେଉଛନ୍ତି ? ଏହାର ଉତ୍ତର ରାଜ୍ୟପାଳ ଯଥାଶୀଘ୍ର ଦିଅନ୍ତୁ । ନହେଲେ ନିଜର ଅପାରଗତା ଓ ଦୁର୍ବଳତା କୁ ସ୍ବୀକାର କରି ପଦବୀ ରୁ ଇସ୍ତଫା ଦିଅନ୍ତୁ । ଜୟ ଜଗନ୍ନାଥ 🙏
You are right Madam
ମୋହନ ମାଝୀ ଅନ୍ଧ ହୋଇ ଯାଇଛି ,
ଲଜ୍ୟା ଲଜ୍ୟା ଲଜ୍ୟା 1008 ଥର ଲଜ୍ୟା, ଏହାଠାରୁ ବଳି ଲଜ୍ୟା କଣ ହୋଇ ପାରେ
ମୋହନ ବାବୁ କିଛି କରିପାରିବେ ନାହିଁ ଆମେ ଜାଣିଛୁ
good madam
Thanks your speakers madam
Next 2029 BJP out
ରାଜ୍ୟ ପଲ୍ ପୁଅକୁ ଲଣ୍ଡକରି ଓଡ଼ିଶାର ସବୁ ଜିଲ୍ଲାରେ ବୁଲାନ୍ତୁ
ଠିକ୍ କଥା
ରାଜ୍ୟପାଳ ବହୁତ ଦେଖେଇ ହେଉଥିଲା କୁଆଡେ ଗଲା ମାର ଶଳା କୁ
ଆପଣଙ୍କୁ ମୋର ନମସ୍କାର ।ଆପଣମାନେ ଗୋଟିଏ ଗୋଟିଏ ଝାଡୁ ନେଇ ଶେଷଲ ଝାରଖଣ୍ଡ ରୁ ଆସିଥିବା ଆତଙ୍କବାଦୀ କୁ ପିଟି ଓଡିଶା ମୁକ୍ତ କରନ୍ତୁ
bohut sundor kohile sir
ମୋହନ ମାଝୀ ଇସ୍ଥଫା ଦିଅନ୍ତୁ ଜଦି ଶାସ୍ତି ଦେଇ ପାରୁନାହାନ୍ତି
ଓଡ଼ିଆ ଅସ୍ମିତା
ବଦ୍ ମାସ ରାଜ୍ୟପାଳ ।
No bjp
Jay hind
ରାଜ୍ୟପାଳ ପୁଅକୁ ଗିରଫ ନ କଲା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହୁ ଜୟ କଂଗ୍ରେସ
Right
Jai hind
Good lessons give mam, mohan Majhi govt,
Aau thare election hau
E belajya rajypal
Maa bopa thik nahin
Pua kouthu thik heb
I thanks chh
atra congres
❤❤❤❤❤❤❤❤❤❤❤❤❤❤❤❤❤❤❤apana thik kahuchhanti Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
🙏💐🙏
Joyguru joy sree Jagannath OK SIR
Jay ho bjd
Jay jagannath maa apana thik kahuchhanti pai kn sikhibe Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
ମୋହନ ସରକାର ଙ୍କୁ ମୁ ଏତିକି ଅନୁରୋଧ କରିବି ସେ ପୁଣି ହାଫ୍ ପ୍ୟାଣ୍ଟ୍ ଆଉ ଶାର୍ଟ୍ ପିନ୍ଧି ହାତରେ ସିଲଟ ଧରି ଚାଟଶାଳୀ ଯାଇ ଅ, ଆ, ଇ, ଈ ସବୁ ପ୍ରଥମରୁ ପଢି ରାଜନୀତି ବିଷୟରେ ଆସ୍ତେ ଆସ୍ତେ ଜାଣିଲ ପରେ ରାଜନୀତି କୁ ଆସିବେ।
ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ବିଷୟରେ କଣ ପାଇଁ କିଛି କହୁନାିଁହାନ୍ତି ଏ କଣ ରାଜ୍ୟ ଚଳାଇବ ଲଜ୍ୟା ଲାଗୁନି
Chal didi tera har pal shukriya ❤❤❤dil se shukriya
ଅଂଧ ଶାସନ ଚାଲିଛି ।
Mohan govt is responsible
Shame less Governor should resign. He doesn't know the rules & regulations.
I fully support your views. Defamed Governor
The lesson is pure and simple Neither the governors son nor his friends could not be taken to task even after 12 days
All rights
ଆଇନ୍ ତା ବାଟରେ ଯିବ. Look into the matter. ଦେଖେଙ୍ଗେ ବୁଝେଙ୍ଗେ . 😂😢😊
Bhartiya Janata Party
ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି କଣ ପାଇଁ.. ରାଜ୍ୟପାଳ କଣ ଧୃତରାଷ୍ଟ୍ର ହୋଇଗଲେ କି?
ବିଶିଷ୍ଠ ଭଦ୍ର ବ୍ୟକ୍ତି ଙ୍କର ପୁଅ ଏଭଳି ପରିସ୍ଥିତି ସୃଷ୍ଟି କରିବା ଠିକ୍ ନୁହେଁ ତେଣୁ ତାଙ୍କୁ ଆରେଷ୍ଟ ନୁହେଁ ସମାନ ଘଟଣା ସର୍ବସାଧାରଣ ରେ ଫେରାଇ ଦିଆଯାଉ ଓ ମାନ୍ୟବର ସରକାର ଏ ରଘୁବର ଦାସ ସାର୍ ଙ୍କୁ ଓଡ଼ିଶା ଗାଦିଚ୍ୟୁତ କରିବା ପାଇଁ ଅନୁରୋଧ
Wo hai bjp ka achhadin.
Please immediately take action governor
Bjp ra patan nishinta
😊
ଵିଜେପି ମାଳଵାଦି ଦଳ ମହନ ସରକାର ମାଳଵାଦି ଦଳକୁ ସୁରକ୍ଷା ଦେଉଛି
Bhala hei6i😂😂😂
❤
U r all party r one
ଆମ ବ୍ୟବସ୍ଥାରେ ରାଜ୍ୟପାଳ ରାଜ୍ୟସରକାରଙ୍କ ରାଜସ୍ବ ଖାଇ ତାର ଜଣେ ଚାକିରିଆଙ୍କୁ ତାଙ୍କ ପୁଅ ମାଡ଼ ମାରିବା କେତେଦୂର ଯଥାର୍ଥ ତାହା ବିଚାର ଯୋଗ୍ୟ. ଆମ ଓଡ଼ିଆରେ ଗୋଟିଏ କଥା ଅଛି ମୋର ଖାଇ ମୋତେ ଖଣ୍ଡା . ଏଇଠି ସେହି ନୀତି ଚାଲିଛି ଓ଼ ବିଜେପି ନିରବ ଦ୍ରଷ୍ଟା ସାଜିଛି.
He is not the son of Honour able Governor, He is the son of Mr Raghubar Das
No law for governor family to arrest. Ammendment bill should be present in parliament both house. Special privilege should be abolished. From governor.
ଏଭଳି ନିକୃଷ୍ଟ ସ୍ତରର ଲୋକକୁ ଆଣି ଓଡିଶା ଉପରେ ନଦି ଦେବା ଠିକ୍ ନୁହେଁ । ଶିଘ୍ର ତାଙ୍କୁ ଏଠାରୁ ହଟା ଯାଉ ।
A odisa ra Asimita
ଏ ଘଟଣାରେ ଜଣା ପଡିଯାଇଛି ରାଜ୍ୟପାଳ କେତେ ଶିକ୍ଷିତ। ତାଙ୍କଠାରୁ କ'ଣ ଶିଖିବା ଆଶା କରାଯାଇ ପାରେ।
Hmm its should be example....hata utheiba katha nuhan ...... Bjp kain kariba personal jinisha.....
Governor satare amaku kana example dauchhanti.
Son Of Governer Should be Arrest
It's going to very bad message
ଆପଣ ଠିକ କହିଛନ୍ତି
Hardcore କରିମିନାଲ
The Governor himself involved in this case
Bahut bada kama karicha, sighra action nia nachet parinaam bhayabaha haba loke rajarasta ku olheibe
Dear friends Truthiness god knows, it is looked by HOME STATE & LAW Odisha.May be asked.OD
Rajyapal istapha daunikanapani cm bi
Madam,if your son would have done so, what you would have done?
Cm sir kuade gale kana cm sir soipadileki dekhajauni
ମାଇଚିଆ ବିରୋଧୀ ଦଳ ସବୁ
He is not police.Try to know the true fact .He is an Asst. Section Officer.
ଦୁଇ ଗୁଣା ବିକାଶ
Se rajyapala nuhanti se rajyara kala
Desha sara epari chalichi
Muka badhir Sarkar deaf
Gapa nahi 😂
BJP tharu kanasikhiba desha bivajan Kari BJP party
Congress Ra prabakata Jane chore
Se Governer pua really Govern er nka pua nuhe seita gote abaidha santana gote criminal
Satkatha kahile
A SARAKAR ANDHA MUKA BADHIRA SARAKAR A SASAN ODISHARE RAHIBA DARAKAR NAHIN
Apana rajya pala na 😂rajya pela kana,au mohan banda khabar kana
ସେହେଉଛନ୍ତି ମୁଣ୍ଡି ଯାହାଚାହିଁଵେତାହାକରି ପାରିଵେ ଲୋକ ଖାଲି ମୁଟୁ ମୁଟୁ ହୋଇକିରି ଦେଖିଵେ ଆଉ ପଛରେ ଖାଲି ଡେଇଵେ ଆଗକୁ ଯିବାକୁ ଶାହସକାରନାହିଁ ସେଥିପାଇଁ ତ ଆଜି ଏଅବସ୍ଥା ଖାଲି ଏଇଟାବୋଲିନୁହଁ ଆଗରୁ ଏମିତି ଅନେକ ଘଟଣା ଏଇଟା ଗଣତନ୍ତ୍ର ନୁହଁ ଗୁଣ୍ଡା ତନ୍ତ୍ର ଯୋଉ ଦିନଜନ ପଯ୍ୟନ୍ତ ଜନତା ଚୁପ ହୋଇ ରହିଛନ୍ତି ସେଦିନ ପଯ୍ୟନ୍ତ ଓଡିଶା ଆଗକୁ କେଵେ ଯାଇପାରିବନି
Hai He BJP Sarakar Manyabar Mantri M LA Governor PUA Jahakala Thik kala ki Ame sadharan loka apananku pacharuchu Amakatha Ra Ta Velunahin Plese Apan Dayakari Kuhantu Bodh Hue Governor Pua Pura Thick Ame BJP Ku Vote Deichu Ame apanka kathare Ekamat Hebaku Baidhya
Ta puaku fashi deba darkar
Absord.Governer😂is not at all responsible and your false statement is discarded.Bhauni janak nija katha ବୁଝନ୍ତୁ ଅଯଥା ବାହାଦୂରୀ ଦେଖାଅ ନାହିଁ.
25 barsa vitare kete nari ku hatya karagala setebele kuade thila
ପରି ପିହୁ ବେବିନା ବିଷୟରେ କିଛି କହୁନ ତ? ବିଜେଡି ଶାସନରେ ରେପ୍ ମର୍ଡର ରାହାଜାନୀ ଖଣି ପାଣି ଜଙ୍ଗଲ ଜମି ଲୁଟ୍ ବହୁତ ହୋଇଛି. ସେତେବେଳେ କଣ ତୁମ କୁ ଦିଶୁ ନଥିଲା କି ? କଂଗ୍ରେସ ଶାସନ ସମୟରେ ଅଂଜନା ଭଉଣୀଙ୍କ ପ୍ରତି କଣ ହୋଇଥଲା ? ଗୋଟିଏ ଦଳ କୁ କହିବା ପୂର୍ବରୁ ନିଜ ଦଳକୁ ଦେଖ. କଥାରେ ଅଛି ଗୋଦରୀ ଲୋ ନିଜ ଗୋଡକୁ ଦେଖେ.
ତାଙ୍କ ଭିତରେ ଓ ତୁମ ଭିତରେ ଫରକ କଣ ରହିଲା ? ଦଳକଥା ଛାଡ, ବାହାର ରାଜ୍ୟରୁ ଆସି ଏଠି ଛତରାମି କରିଥିବା ଗୋଟେ ଭାଡୁଆକୁ ଓଡିଶା ଲୋକ କଣ ପାଇଁ ସହାନୁଭୂତି ଦେଖାଇବେ । ସେ ତ ରାଜ୍ୟପାଳ ନୁହେଁ । ରାଜନୀତି ଭିତରେ କିଏ କାହାକୁ କଣ କହୁଛି, ସେ ଅଲଗା କଥା, କିନ୍ତୁ ଓଡିଶାର ସ୍ବାଭିମାନରେ କୌଣସି ସାଲିସ୍ ହେବା ଉଚିତ ନୁହେଁ । ଏଭଳି ଲୋକର ସମର୍ଥନ ଅର୍ଥ ନିଜ ଗୋଡରେ କୁରାଢି ମାରିବା, ଓଡିଆ ଅସ୍ମିତାକୁ ବଳି ପକାଇ ଦେବା । ଏଥିପାଇଁ ଏ ସରକାରକୁ ପ୍ରାୟଶ୍ଚିତ କରିବାକୁ ପଡିବ ।
Bjp can do anything 😜
Congres bhaban akramana nindaniya bjp sasan ku asi daman lila arambha kalani
Bjp Gundaraj karuchu
Mohan hindi janini English
Banda sekhile odishabasi
Vala heichi se ASO ku. Sethi kana Odia loka mane nathila misiki pitilani kana payin ? Aga samaste misiki badeithanta tapare dekha jaithanta. Hele Odia loka ra bahara nka thu mada khaibe..
Right
ଠିକ୍ କଥା
ଓଡ଼ିଆ ଅସ୍ମିତା
Right
Right