ଭାଲୁ ଫର୍ମୁଲା! | Odisha Reporter

Поділитися
Вставка
  • Опубліковано 4 лют 2025
  • ପଞ୍ଚାୟତ ପରାଜୟ ପରେ ରାଜ୍ୟ କଂଗ୍ରେସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ପୁଣି ଥରେ ବିଦ୍ରୋହ ସୃଷ୍ଟି ହେଲାଣି। ରାଜ୍ୟ କଂଗ୍ରେସରେ ଏବେ ଏକ ନୂଆ ନାରା ସୃଷ୍ଟି ହୋଇଛି। ପୁତୁଲୁ ବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଣ୍ଡା ବଦଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତୀ ବା ଭାଲୁଙ୍କ ଫର୍ମୁଲା ଆପଣାଇବା ପାଇଁ କଂଗ୍ରେସ ନେତା ଦାବି କରିଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #TaraPrasadBahinipati #Congress #OdishaPolitics

КОМЕНТАРІ • 217

  • @jogendrapradhan22
    @jogendrapradhan22 2 роки тому +35

    ଶୁଭ କାମନା ଭାଲୁ ସାର ❤️👍

  • @NNNNK959
    @NNNNK959 2 роки тому +30

    ଜୟ ବାଲୁ ସାର

  • @rabindrakumarswain8366
    @rabindrakumarswain8366 2 роки тому +44

    ନିରଞ୍ଜଙ୍କୁ ପିସିସି ପଦରୁ ବାହାର କରି, ଭାଲୁ ଭାଇନଙ୍କୁ ପିସିସି ମୁଖିଆ କରାଯାଉ ।

    • @pradeeppradhan6133
      @pradeeppradhan6133 2 роки тому +3

      Tome tik kohicho tara babu nku PCC president kole congress ro bhagya badlibo

    • @rajendraswain5470
      @rajendraswain5470 2 роки тому

      ଉଭୟେ ଅନୁପଯୁକ୍ତ।

    • @chhotusahoo3410
      @chhotusahoo3410 2 роки тому

      Bhagha ki bhalu jie bhi asu Cong ebe rasatalare

  • @ratnakarbiswal2264
    @ratnakarbiswal2264 2 роки тому +54

    ଭାଲୁ ଭାଈ ପିସିସି ହେବା କଥା

  • @bapinaswain6369
    @bapinaswain6369 2 роки тому +18

    ଠିକ୍ କଥା , ତାରା ଭାଇନାଙ୍କୁ ପିସିସି ସଭାପତି କର

    • @champeswarnaik970
      @champeswarnaik970 2 роки тому +1

      ଶ୍ରୀ ଯୁକ୍ତ ତାରା ମହାଶୟ କଂଗ୍ରେସର ସଭାପତି ହେବା ଦରକାର ଆମର ଦାବି।🌿🌹🙏🏻🙏

  • @nayakmuskan4110
    @nayakmuskan4110 2 роки тому +21

    Bhalu bhai jindabad jindabad jindabad

  • @jaliapradhan7573
    @jaliapradhan7573 2 роки тому +14

    ମୁଁ ସମର୍ଥନ କରୁଛି ନୟାଗଡ଼ ରୁ

  • @mkaimchannel6167
    @mkaimchannel6167 2 роки тому +17

    ଭାଲୁ ଭାଇ ସୁର ଭାଇ କଂଗ୍ରେସ ପାଇଁ ଭଲ ନିରଂଜନ ଭାଇର ନାହିଁ ଭେଲ୍ୟୁ ତାଙ୍କୁ କୁହ ତୁମେ ଏଥର ଚାଲ

  • @ମହେଶ୍ବରରେଟାମହେଶ୍ବରରେଟା

    ବଢିଆ ହେଇଛି ଭାଲୁ ଭାଇନା।

  • @byangamanbalaram5651
    @byangamanbalaram5651 2 роки тому +8

    🌹ବ୍ୟାଙ୍ଗ ବାଣ 🌹
    ମୋ ମତରେ ବାହିନୀ ପତି ବାବୁ
    ପିସିସି ସଭାପତି ହେଲେ
    କଂଗ୍ରେସ ଆଗକୁ ଓଡିଶା ରେ
    ଭଲ ରେଜେଲ୍ଟ କରିବ,,,
    ଜୟ ଜଗନ୍ନାଥ
    🙏🙏🙏

    • @ASHOK-yq9xw
      @ASHOK-yq9xw 2 роки тому +1

      Right

    • @byangamanbalaram5651
      @byangamanbalaram5651 2 роки тому

      @@ASHOK-yq9xw
      🌹ଧନ୍ୟବାଦ sir 🌹
      🙏🙏🙏🙏🙏🙏

    • @puspa6904
      @puspa6904 2 роки тому

      Se parama magiyata

    • @rajendraswain5470
      @rajendraswain5470 2 роки тому

      ତରବହିନୀଙ୍କ ଭୂଗୋଳ ଜ୍ଞାନ,ଜାତୀୟ ସଂହତି ର ଅଭାବ।ପଡ଼ିଲ। ପାନି ଟିକେ ମଧ୍ୟ ଜଣକୁ ଦେବା ପାଇଁ ନା ଚାର।ଏକି ସଭାପତି ପଦ ଚଳାଇବେ?

  • @saswatmandal7440
    @saswatmandal7440 2 роки тому +12

    Good job bhalu bhai

  • @bantybabafakir8890
    @bantybabafakir8890 2 роки тому +16

    Tarabhai jindabad Congress party jindabad Wel come

    • @rajendraswain5470
      @rajendraswain5470 2 роки тому

      ତରବହିନି ପତି ନଦୀ ବନ୍ଧ ଯୋଜନା ନେ ହେବା ପାଇଁ ଦାୟୀ।ଓ କଂଗ୍ରେସ ସାଧାରଣ ପ୍ରତିଭା ନେତାଙ୍କୁ ଅବହେଳା କରିବାରୁ କଂଗ୍ରେସ ର ସଂଗଠନ ଦୁର୍ବଳ।ତେଣୁ ପୁରାତନ ନେତା ଜ୍ରୁ ମାନେ ନିଜ ପାରିବ।ରକୁ ରାଜନୀତି ରେ ଆଣୁ ଛନ୍ତି,ସେ ମ। ନ ଙ୍କୁ ପ୍ରଥମେ ହଟାଇବା।

  • @snayak7837
    @snayak7837 2 роки тому +2

    ବାହିନୀ ପତି ବହୁତ୍ ସୁନ୍ଦର କଥା ,କଂଗେସ ର ମୁଖ୍ୟ ଓ ପିସିସି ହେଲେ ତାରା ଭାଇ ହେଲେ ଦଳ ନିଚୟ ଆଗକୁ ଜୀବ ,ନିରଞ୍ଜନ ଗୋଟେ ଲୋଭି ମଣିଷ ,କୋଟି କୋଟି ଟଙ୍କାର ମାଲିକ ହେଲେ ବି ,ଗୋଟେ ଭୋକିଲା ମଣିଷ କୁ ,5 ଟଙ୍କା ବିସ୍କୁଟ ଦିଅନ୍ତି ନାହିଁ,ସେ କଂଗ୍ରେସ ଦଳ ପାଇଁ ଗୋଟେ କନ୍ସେଇଁ ,,ତାଙ୍କ ପାଇଁ ପ୍ରସାଦ ଓ ଯୁଧିଷ୍ଟିର ସାମନ୍ତରା ଦଳ କୁ ବାୟ ବାଏ କଲେ

  • @mamatamayeekhuntia224
    @mamatamayeekhuntia224 2 роки тому +18

    Jay bhalubhai

  • @rameshchandramajhi8219
    @rameshchandramajhi8219 2 роки тому +4

    Pcc ନିରଞ୍ଜନ ସାର ଇଲେକ୍ସନ ରେ ପୁରୁଣା ଡଞ୍ଚା ଧରିଥାନ୍ତି, ଯାହା କି ଶାସକ ଦଳ ପାଇଁ ସୁବର୍ଣ୍ଣ ସୁଯୋଗ ରଖୁଛି l କ୍ଷମତା ପାଇଁ ସଂଗଠନ ପୂର୍ଣ୍ଣ ରୂପେ ଗଠିତ ହେବା ଦରଖାର, ଲୋକେ କଣ ଚାହାଁନ୍ତି ସେ ଅନୁସାରେ ଫର୍ମୁଲା ତିଆରି ହେବା ଦରଖାର, ଫର୍ମୁଲା ଯଦି ଚାଣକ୍ୟଙ୍କ ନୀତି ହୁଏ ଟଙ୍କାର କମ ଆବଶ୍ୟକ ହୁଏ
    ଭାଲୁ ଭାଇ ଇଜ ଗ୍ରେଟ 👍

  • @tarakiranpatnaik1049
    @tarakiranpatnaik1049 2 роки тому +31

    Pcc president should be Tara Bahini sir♥️

  • @meghanayak1447
    @meghanayak1447 2 роки тому +6

    Tara bhai jindabad jindabad jindabad

  • @singledeep143
    @singledeep143 2 роки тому +12

    Good decision

  • @dilipbarik4372
    @dilipbarik4372 2 роки тому +1

    Great bhalu bhai great leader congress zindabaad👍👍👍👍👍

  • @ekalabyagaigaria9679
    @ekalabyagaigaria9679 2 роки тому +1

    Ek number Congress leader Tara

  • @sudhansupaikaray9651
    @sudhansupaikaray9651 2 роки тому +6

    Bhalubhai👌👌👌👌👌👌

  • @anakarsethi4385
    @anakarsethi4385 9 місяців тому

    ଏ ନିର୍ବାଚନ ରେ ଭାଲୁ ଭାଇ ଜିତିବେ, ଅନ୍ୟ କଂଗ୍ରେସ କର୍ମୀଙ୍କ ସହ ମିଶି ଓଡ଼ିଶାକୁ ଅଧିକରୁ ଅଧିକ ଜନସମର୍ଥନ ହାସଲ ଉଦ୍ଦେଶ୍ୟରେ କାମ କରଵେ। ଦଳର ସମ୍ମାନ ଆମର ଦରକାର।

  • @sanjayajena2226
    @sanjayajena2226 2 роки тому +7

    Jay bhalu bahina

  • @kruttibasmuduli7832
    @kruttibasmuduli7832 2 роки тому +6

    Bhalu bhai🇮🇳🇮🇳🇮🇳 Jindabad👍

  • @rashmidas6288
    @rashmidas6288 2 роки тому +10

    Star is Star

  • @RANJITSINGH-jt1zd
    @RANJITSINGH-jt1zd 2 роки тому +1

    Yes right decision bhalu bhaina perfect

  • @rajendrarajput8469
    @rajendrarajput8469 2 роки тому +12

    You are so right Sir Jay Congress Party Madi Chale

  • @babulabehera6316
    @babulabehera6316 2 роки тому +6

    Jai Congress sir

  • @pradipkumarrout316
    @pradipkumarrout316 2 роки тому +2

    Bhalu ..bhai ...great. Jay congress

  • @sudamsa403
    @sudamsa403 2 роки тому +4

    Bhal heba

  • @sanatanpradhan9320
    @sanatanpradhan9320 2 роки тому +5

    Bhalu bhai you are great🙏🙏

  • @SmitaRani-um8sf
    @SmitaRani-um8sf 8 місяців тому

    Congress jindabad bhalu baini poti jindabad Rahul Gandhi jindabad

  • @kaiilashchandramuni1503
    @kaiilashchandramuni1503 2 роки тому +8

    Very good effort.

  • @Tapanmajhi06
    @Tapanmajhi06 2 роки тому +1

    Very good sir

  • @sangeetagarada9432
    @sangeetagarada9432 2 роки тому +6

    Best politician

  • @subaskanar6874
    @subaskanar6874 2 роки тому +5

    Bhalu Bhai 🙏🙏🙏

  • @daitarikhara8390
    @daitarikhara8390 2 роки тому

    ଜୟ କଂଗ୍ରେସ

  • @kamallochan8970
    @kamallochan8970 2 роки тому +4

    Perfect

  • @bibhutiparida4601
    @bibhutiparida4601 2 роки тому +6

    ତାରା ଯେତେବେଳେ ଆପତ୍ତି କରିଥିଲେ ତାଙ୍କୁ ଅପଦସ୍ତ କରି ଯୋଉ ମାନେ କ୍ଷମା ମଗାଇ ଥିଲେ ସେମାନେ ଦଳ ଛାଡ଼ିଦେଇ କିଏ କୁଆଡ଼େ ଗଲେ । ସେମାନେ ଏବେ ହିସାବ କିତାବ କରୁଥିବେ । ଆଉ ନିର ବାବୁ ସଭାପତି ପଦ ଛାଡ଼ି ଦେଲେ ମଧ୍ୟ ସଭାପତି ପଦ ତାଙ୍କୁ ଛାଡ଼ିବ ନାହିଁ । ତାରା ଙ୍କ ଫର୍ମୁଲା କୁ ଦଳ ଧରି ପାରିଲେ ସିନା ଯାହା କିଛି ।

  • @manasranjanbehera6901
    @manasranjanbehera6901 2 роки тому +11

    Bhalu bhai is a real hero💐

  • @rangadharpati9650
    @rangadharpati9650 2 роки тому +20

    Bring Tara and make him Minister

  • @bhupeshkarmi7568
    @bhupeshkarmi7568 2 роки тому +8

    ଭାଲୁ ଭାଇନାଂକ ରାଜନିତୀ ସତରେ ବିରଳ ା ସେ ଯଦି କଂଗ୍ରେସ୍ ର ମଂଗ ଧରନ୍ତି ମୋ ମତେ ଖୁବ୍ ଭଲ ହେବ ାା ନିର ଂକୁ ବଦଳାନ୍ତୁ ା ଜୟ ତାରା ାା

  • @kalpanaparida3178
    @kalpanaparida3178 2 роки тому +5

    Right

  • @madansahu9329
    @madansahu9329 2 роки тому +2

    ଶୀଘ୍ର ପରିବର୍ତନ କରାଯାଉ

  • @dillippradhan996
    @dillippradhan996 2 роки тому +7

    Tara babu is a good leader. He always makes relation with his People.
    Babi is also a talented leader.
    Wait till MLA election.
    But I admire Tara bhai's talent

  • @debendrapujhari1169
    @debendrapujhari1169 2 роки тому +8

    2024ସାଧାରଣ ନିର୍ବାଚନ ପୂର୍ବରୁ ପିସିସି ସଭାପତି ବଦଳିବା ଆବଶ୍ୟକ ତାରାଙ୍କୁ ସଭାପତି ପାଇଁ ମୁଁ ସମର୍ଥନ କରୁଛି କଳାହାଣ୍ଡି ରୁ

    • @rajendraswain5470
      @rajendraswain5470 2 роки тому

      ତ।ର।ବ।ହିନୀ ପଡୋଶୀ ରାଜ୍ୟକୁ ଭଲ ପାଇବା ଶିଖି ନାହାନ୍ତି। ଏ କି ନେତା ହୋଇପାରିବେ?

    • @debendrapujhari1169
      @debendrapujhari1169 2 роки тому

      @@rajendraswain5470 ପଡୋଶୀ ରାଜ୍ୟ ସହିତ ଆମର କୋଣସି ସମ୍ପର୍କ ନାହିଁ ନିଜ ରାଜ୍ୟ କଥା ଆଗ ପରେ ପଡୋଶୀ ରାଜ୍ୟ

    • @rajendraswain5470
      @rajendraswain5470 2 роки тому

      @@debendrapujhari1169 ପଡୋ ଶିର ଉପକାର କରି ବା ପାରନ୍ତି ଓ ସେହି କାମ କରି ପାରିବ ଥିବାରୁ ଶ୍ରଦ୍ଧାର ପାତ୍ର ହୋଇ ନ ପାରନ୍ତି।କିନ୍ତୁ ପଡୋଶୀ ଯଦି ନିଜେ ଠିକ୍ କାମ କରିଥାଏ,ପୁଣି ସେହି କାମ ରେ ଆପଣଙ୍କର ଅବଦାନ ନ ଥାଏ।ଯଦି ବା କିଛି ଲାଗୁଛି ,ତାହା ଆପଣଙ୍କର ପରିତ୍ୟକ୍ତ ପଦାର୍ଥ,ତେବେ ସେହି କ।ମା କରାଇ ନା ଦେବା ଦ୍ବାରା ଘୃଣିତ ହେବେ ନାହିଁକି?

  • @Tapanmajhi06
    @Tapanmajhi06 2 роки тому +2

    Congratulations 🎉

  • @jaganrout3124
    @jaganrout3124 2 роки тому +1

    Jai...Tara bhai.. 🙏🙏🙏🙏

  • @pravasiniseth9594
    @pravasiniseth9594 2 роки тому +2

    Congress 🥰🥰🥰😍😘🥰😍

  • @ashiskumargochhayat7764
    @ashiskumargochhayat7764 2 роки тому +2

    Jay tetiskoti Deva Devi 🙏🙏🙏

  • @singledeep143
    @singledeep143 2 роки тому +5

    Congress leader strong

  • @mdmusic6408
    @mdmusic6408 2 роки тому +1

    PCC CHIEF BHALU BHAI❤️

  • @subaruchandrarath2428
    @subaruchandrarath2428 2 роки тому +3

    LOIN OF KORAPUT 🙏🙏🙏🙏🙏🙏

  • @ramguru9823
    @ramguru9823 2 роки тому +2

    tara sir bast 🙏🙏

  • @debirathamajhi4781
    @debirathamajhi4781 2 роки тому +2

    Supar valu vai 👍👍👍🔥🔥🔥🙏

  • @ommsai7271
    @ommsai7271 2 роки тому +1

    PCC president Tara prasad bahinipati haba darkar

  • @relaxingsleepvidiochenal543
    @relaxingsleepvidiochenal543 2 роки тому +1

    This is right formula

  • @abhinassingh2869
    @abhinassingh2869 2 роки тому +1

    Jai bhalu bhai

  • @rpproductiontv1847
    @rpproductiontv1847 2 роки тому +1

    Bhalu vaina zindabadh

  • @dineshbhai9226
    @dineshbhai9226 2 роки тому +1

    Jindabad tara sir

  • @omkarmeher9643
    @omkarmeher9643 2 роки тому

    BHALU BHAI REAL HERO

  • @rubenmandal2152
    @rubenmandal2152 2 роки тому +1

    Bhalu bhaina right person for PCC

  • @asishpradhan12
    @asishpradhan12 2 роки тому +3

    Gd

  • @rajatkumarmatia6107
    @rajatkumarmatia6107 2 роки тому +2

    Bhalu bhai Joy hi

  • @subashtakri3474
    @subashtakri3474 2 роки тому +1

    Congress jindabad 🙏🤟🤞

    • @rajendraswain5470
      @rajendraswain5470 2 роки тому

      ପରିବାର ଉପରେ ବିଶ୍ୱାସ କରୁ ଥିବା ଦକ ଯିଏ କି ସାଧାରଣ ପର୍ବର ର ଜନତ।କୁ ଅବହେଳା କରେ ,ସେ ଦକ ତିଷ୍ଟିଲେ କି ଲାଭ।ନେହେରୁ ପରିବାର ବା ହେଲେ ଭାରତ କଣ ତିଷ୍ଠି ପାରିବ ନାହିଁ?

  • @pradeeppradhan3127
    @pradeeppradhan3127 2 роки тому +1

    Yes

  • @pravakarmishra8813
    @pravakarmishra8813 2 роки тому +1

    Tara bahinpati should be the PCC president of Odisha

  • @rabindranathbarik664
    @rabindranathbarik664 2 роки тому +1

    Welcome to Tarabahini pati and dismis to Niranjana pattanayak.

  • @prabirsbiology8220
    @prabirsbiology8220 2 роки тому +1

    I support Tara bhai

  • @gurudevmuduli265
    @gurudevmuduli265 2 роки тому +1

    Laga.. 👏👏👏 Congress

  • @CongresskaPyar
    @CongresskaPyar 8 місяців тому

    Nana k Tara Bhaina zindabad ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🇮🇳🇮🇳🫡⛪🛕🕌🙏🙏

  • @prakashsethy6942
    @prakashsethy6942 2 роки тому

    ପିସିସି ସଭାପତି ତାରା ବାବୁ ହବା ଦର୍କାର.. ଓଡିଶା ରେ ତାରା ବାବୁ ଙ୍କ ଭଳି ଭଲ, ଟାଣୁଆ ନେତା ଆଉ କିଏ ନାହିଁ.... ତାରା ବାବୁ ଙ୍କୁ ଥରେ ଚାନ୍ସ ଦେବା ଦର୍କାରର

  • @pradeepnaik1993
    @pradeepnaik1993 2 роки тому +1

    Bhalu bhai pcc

  • @rajapradhan2172
    @rajapradhan2172 2 роки тому +1

    Jay congress

  • @manojnayak4287
    @manojnayak4287 2 роки тому +2

    Congress. Welcome

  • @narayanpatra1149
    @narayanpatra1149 2 роки тому +2

    Pcc Sabha pati bhalu Bhai huantu

  • @jagannathdigal2205
    @jagannathdigal2205 5 місяців тому

    Jay congress ❤❤❤❤🎉🎉🎉

  • @riyazahmed7855
    @riyazahmed7855 2 роки тому

    100% right ...........Odisha Predeeh Congress President Taraprasad Bhainipati ji.....

  • @rajendramahalik111
    @rajendramahalik111 2 роки тому +1

    Nichita

  • @suvendudas5113
    @suvendudas5113 2 роки тому

    Tara bubu superb, great leader should be PCC president immediately

  • @budarambhatra3588
    @budarambhatra3588 2 роки тому

    Tara sir good ledder I am Congress part no1

  • @krishnaranjan1117
    @krishnaranjan1117 2 роки тому +1

    Well done Bhalu bhai

  • @biswajitsahani3396
    @biswajitsahani3396 2 роки тому

    Strong leadership

  • @nayaknalin8631
    @nayaknalin8631 2 роки тому

    ତାରା ସାର୍ PCC ହେବା ଦରକାର

  • @tudumonebalijproduction1960
    @tudumonebalijproduction1960 2 роки тому

    Bhalu bhai congress pcc sobha Pati ruhantu

  • @Ninjag56
    @Ninjag56 2 роки тому

    Congress party jindabad

  • @PAPU909
    @PAPU909 2 роки тому

    Tigar zinda hay🐅🐅

  • @jagabandhubhoi5856
    @jagabandhubhoi5856 2 роки тому +1

    Jai tara

  • @sudhkarnaiak7652
    @sudhkarnaiak7652 2 роки тому

    Tara bhai jindabad

  • @sarojde9808
    @sarojde9808 2 роки тому +1

    Yes, Bhalu Bhai should be given a chance....

  • @kabitkumarkabit9159
    @kabitkumarkabit9159 2 роки тому

    Bhalu sir jindabaad

  • @BijayPanda-y4y
    @BijayPanda-y4y 4 місяці тому

    Rahul Gandhi Jay Congress

  • @rajendraswain5470
    @rajendraswain5470 2 роки тому

    ତାର। ବାହିନୀ ପତି ହେଉ କି ନିରଞ୍ଜନ ପଟ୍ଟନାୟକ ଅବ। ନରସିଂହ ମିଶ୍ର କି ପ୍ରସନ୍ନ ଆଚାର୍ଯ୍ୟ,ଏମାନେ ଦେଶ ପାଇଁ ବିପଦ।କାରଣ ଏମାନଙ୍କ ଭୂଗୋଳ ଜ୍ଞାନ,ମାନବିକତା ନାହିଁ।ଦେଖନ୍ତୁ ସମୁଦ୍ରର ପାଖରେ ଓଡ଼ିଶା ଏଠାରେ ନଦୀ ବେଶୀ,ବର୍ଷ ବେଶୀ ହୁଏ।ଏଠାରେ ପାଣିର ଅଭାବ ନାହିଁ।ସମୁଦ୍ରକୁ ପାନି ଛାଡ଼ି ଦିଆଯାଏ ।ବନ୍ଧ ବାନ୍ଧି, ଗାଆଁ ମୁଣ୍ଡରେ ପୋଖରୀ କରି ରଖା ଯାଏ ନାହିଁ।ଯାହାକି ଖରାଦିନେ ଚାଷ କରି ହୁଅନ୍ତା। ଅଥଚ ଛତିଶ ଗଡ଼ ରେ ନଦୀ କମ ଓ ଛୋଟ।ଓଡ଼ିଶା ଭଳି ବର୍ଷା ହୁଏ ନାହିଁ।ତେଣୁ ସେମାନେ ବହୁତ ନଦୀ ବନ୍ଧ,ପୋଖରୀ କରନ୍ତି।ଏପରିକି ନଦୀରୁ ଉଠା ଜଳସେଚନ ରେ ଖରାଦିନେ ପାଣି ନିଅନ୍ତି।ଏମାନଙ୍କୁ ଏହି ନେତାମାନେ ଦୟା ନଦେଖି ପ୍ରଶଂସା ନା କରି ଓଲଟା ଓଡ଼ିଶାର ପାଣିକୁ ଛତିଶ ଗଡ ଅଟକାଇ ଦେଉଛି ବୋଲି କହନ୍ତି ଏବଂ ତାହାକୁ ରାଜେନ୍ଦ୍ର ସିଂହ ସହଯୋଗ କରନ୍ତି ଛତିଶ ଗଡ଼ ବିରୁଦ୍ଧ ରେ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ସତେ ଯେପରି ଛତିଶ ଗଡ କୁ ହିମାଳୟର ଗଙ୍ଗା ପାନି ଯୋଗାଇଛି ବର୍ଷ ସାରା ଓ ଆମେ ସେଥିରେ ହକଦାର ଯଦି ନେତା ମାନଙ୍କ ଏପରି ଭୁଆଁ ବୁଲା କଥା ବାହାରେ ଏମାନେ ନେତା ହେବା ପାଇଁ ଉପଯୁକ୍ତ କି? ଆମେ ଜବତ। ମୁର୍ଖ ବୋଲି ଏପରି ଦେଶ ଡ୍ରୋହୀ ଲୋକଙ୍କୁ ନେତା ବୋଲି ସମ୍ମାନ ଦେଖା।ଉଛୁ। କିନ୍ତୁ ସମୟ ଆସିବା ଯେଉଁ ମାନେ ଅନ୍ୟ ରାଜ୍ୟ,ଅନ୍ୟ ଦେଶକୁ ତାଙ୍କର ଠିକ୍ ବାଟରେ ଯାଉ ଥିଲେ ବାଟ ଓଗଲିବେ,ସେମାନେ ନେତା ହେବା ଦୁରେ ଥାଉ।ଜେଲ୍ ରେ ଦିନ କାଟିବେ।ଏହି ତାର। ବାହିନୀ ପତି ତ କହୁ ଥିଲେ,ଛତିଶ ଗଡର ନଦୀ ବନ୍ଧରେ ବୋମା ପକାଇ ଉଡ।ଆଇଦେବି ।ତେବେ ଇନ୍ଦିରା ଗନ୍ଧିକୁ ଯେଉଁ ପ୍ରଫେସର ହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ ସେ ଫାଶୀ ପାଇଥିଲେ। ଯଦି ଛତିଶ ଗଡ଼ ର ନଦୀ ବନ୍ଧରେ ବୋମା ପଡେ,ତେବେ ତାର। ବାହିନୀ ପତି ଆଇନରୁ ନିଜକୁ ନିରାପଦ ରଖି ପତିବେତ?

  • @maheswarjena6352
    @maheswarjena6352 2 роки тому

    Tara Bahini sir great politician

  • @kishorsahoo4615
    @kishorsahoo4615 2 роки тому

    Paradeep congress 🙏

  • @bilasinifarm
    @bilasinifarm 2 роки тому +1

    Jai congress

  • @netranandanetranandasuna7888
    @netranandanetranandasuna7888 2 роки тому

    Tara babu jindabad

  • @itspabitracreation4130
    @itspabitracreation4130 Рік тому +1

    Tara bahinipati is best PCC president

  • @ramguru9823
    @ramguru9823 2 роки тому

    tara sir sura sir👍👍

  • @rajeshmajhi6145
    @rajeshmajhi6145 2 роки тому +2

    Tara sar hebe congers presinde