Lord Balabhadra Falling Incident Remarks by Odisha Government Disappointing, Says Sulochana Das |

Поділитися
Вставка
  • Опубліковано 9 лип 2024
  • #bjd #pressmeet #nandighoshatv
    ବଡଠାକୁର ପଡିଯିବା ପ୍ରସଙ୍ଗ: ସରକାରଙ୍କ ମନ୍ତବ୍ୟ ମର୍ମାହାତ କରୁଛି : ସୁଲୋଚନା ଦାସ ..
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 180

  • @ranajitjena4668
    @ranajitjena4668 17 днів тому +62

    ପ୍ରଭୁ କ୍ଷମା କରିବେ, ଏହିଭଳି ଘଟଣା ଆଗରୁ କେବେ ଦେଖାଯାଇନଥିଲା,ଏହିଭଳି ଘଟଣାର ବିଜେପି ଗୋଲାମ ଗଣମାଧ୍ୟମ ସଂସ୍ଥାରେ ଥିବା କ୍ରୀତଦାସ ସାମ୍ବାଦିକ ମାନଙ୍କୁ ଦେଖାଯାଉନି ଖବର ରୂପେ ପ୍ରସାରଣ କରିବା ପାଇଁ ଓଡିଶା ଜନସାଧାରଣଙ୍କ ପାଖରେ

    • @bichitrakumarpattnaik574
      @bichitrakumarpattnaik574 17 днів тому +4

      Kali ta sabu news channel dekhau thila tume Kona soi thila bodhe.pandu golam chhada

    • @dillipkumarsahoo4823
      @dillipkumarsahoo4823 17 днів тому

      Thik bhai karichhanti.

    • @sanghamitradas371
      @sanghamitradas371 17 днів тому

      A loka para bjd chamcha sabubele BJP ku counter karuchi BJP Bala kn Prabhu ka seva karibeki jadi BJP Bala seva karibe tahele sabu sebayat ku baha kara

    • @DulceMaria25723
      @DulceMaria25723 17 днів тому

      Are Murkha last year re b Aemti heithila sete bele tme kauthi ......... Hauthila

    • @deepess_deepu83
      @deepess_deepu83 17 днів тому

      Sabu kathare pandian ji nku tanucha kan pai........jadi pandian ji nka bikash re dar laguchi taha hele gujrat pala.. ... gujrati chamcha andha bhakt​@@bichitrakumarpattnaik574

  • @kailashsahoo703
    @kailashsahoo703 17 днів тому +16

    B J P ପାଇଁ ଏହା ଏକ ଶୁଭଙ୍କର ନୁହେଁ
    ଜୟ ଜଗନ୍ନାଥ

    • @sanghamitradas371
      @sanghamitradas371 17 днів тому

      Ratnabhandara chabi bjd chorikariki nele seita subha thila tahele

    • @sanghamitradas371
      @sanghamitradas371 17 днів тому +1

      BJP Bala janiki pakeidele tahele

  • @durgeshpatra4498
    @durgeshpatra4498 17 днів тому +35

    ଓକିଲ ବାବୁ ଙ୍କୁ ଡର ନାହିଁଯେବେଠୁ ବିଜେପି ଆସିଛିସେବେଠୁ କିଛି ନା କିଛି ଅସୁବିଧା ହେଉଛିଅଲକ୍ଷଣା ବିଜେପି ବହୁତ ଜଲଦି ବିଜେପି ଭାଙ୍ଗିବ ସେତେ ବେଳେ ମୁଁ କହିବିଭଗବାନ ଙ୍କ ଇଛା ଥଲା ବିଜେପି ଭାଙ୍ଗି ଗଲା

    • @bichitrakumarpattnaik574
      @bichitrakumarpattnaik574 17 днів тому

      Panda manaka asabadhanata jogu eta heichi sarkar kana kala

    • @sanghamitradas371
      @sanghamitradas371 17 днів тому

      Panda mane sabu puniya kama karuchanti tahele

    • @durgeshpatra4498
      @durgeshpatra4498 17 днів тому

      @@bichitrakumarpattnaik574 ସରକାର କହୁଛି ଏଇଟା ସାମାନ୍ଯ କଥା ଏଇଟା କଣ ସାମାନ୍ଯ କଥା ବଡ ଠାକୁର ପଡିଗଲେ ତାଙ୍କ ମନରେ ଟିକିଏ ଦୁଃଖ କଷ୍ଟ ନାହିଁ ଖାଲି ମିଛରେ ସେବିୟତ କୁ ଦେଖବାକୁ ଗଲେ ଦେଶ କୁ କଣ ବିପତ୍ତି ଆସୁଛି ଭଗବାନ ସୁଚାଇ ଦେଲେ

  • @ranajitkumarmohanty9740
    @ranajitkumarmohanty9740 17 днів тому +6

    ସବୁବେଳେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜେପି ବାଲା, ଆଜି ଯଦି ପ୍ରଭୁଙ୍କ ଇଛା କହୁଛନ୍ତି, ଯେତେବେଳେ ବାହାରୁ ଆସି କିଛି ନେତା ବୁଲି ବୁଲି ନିର୍ବାଚନ ବେଳେ ଅତି ଲଜ୍ଜାଜନକ ଟିପ୍ପଣୀ ଦେଉଥିଲେ ସେତେବେଳେ ବୁଝି ପାରୁ ନ ଥିଲେ କାହିଁକି ll ସେମାନେ ମନେମନେ ପ୍ରଭୁଙ୍କୁ କ୍ଷମା ମାଗନ୍ତୁ ll ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁନାହାନ୍ତି କିନ୍ତୁ ପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି ଥିଲା ବୋଧେ ll ସେଥିପାଇଁ ସବୁ କାମ ସୁରୁଖୁରୁରେ ହେଉଥିଲା ll
    ଏବେ ପ୍ରଭୁ ଏମାନଙ୍କ ଅହଙ୍କାର ଦେଖି କ୍ଷୁବ୍ଧ ହେଲେଣି ll ରତ୍ନଭଣ୍ଡାର ଖୋଲିବାରେ ଭକ୍ତି କମ ଓ ଅହଙ୍କାର ଅଧିକା ଦେଖେଇ ଦେଉଛି ll
    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @rohitamallick98
    @rohitamallick98 17 днів тому +7

    ପ୍ରଭୁ କ୍ଷମା କରିବେ ନନା ମାନକୁ

  • @budhadebsahoo3724
    @budhadebsahoo3724 17 днів тому +13

    ଜୟ ଜଗନ୍ନାଥ 🙏

  • @susilkumarnayak8271
    @susilkumarnayak8271 17 днів тому +10

    Jay shree jagannath 🙏🙏🙏

  • @satyajitsahu9488
    @satyajitsahu9488 17 днів тому +15

    Bjp ra hina rajniti pain a sabu, Jay balabhadra mahaprabhu 😢😢😢😢😢

    • @abinashhota1993
      @abinashhota1993 17 днів тому

      Purba barsa bi emiti heithila seta kn bjd ra hina rajaniti

    • @bichitrakumarpattnaik574
      @bichitrakumarpattnaik574 17 днів тому

      Tume pandu golam chhada.jetiki luticha majhi goti goti ki hisab naba

    • @satyajitsahu9488
      @satyajitsahu9488 17 днів тому +2

      @@bichitrakumarpattnaik574 chhoduni basichhi kanhi ki

    • @ashatutorial6176
      @ashatutorial6176 17 днів тому

      Purba barsa kn hoithila​@@abinashhota1993

    • @partha2218
      @partha2218 17 днів тому +1

      ​@@bichitrakumarpattnaik574 ha i re pandu golam boli keunthi lekha hoichhi comment re. MGia Gujrat golami Kari Kari samaste tote golam laguchhanti IT CELL.

  • @kshitishpattanayak2932
    @kshitishpattanayak2932 17 днів тому +9

    Dharmendra Pradhan jagannath balabhadra subhadra devinku mukshya mantri upa mukshya mantri nka sahita tulana kale sethi pain amiti hela

  • @debasissahu2637
    @debasissahu2637 17 днів тому +1

    ପଡ଼ି ଯିବା ଦୃଶ୍ୟକୁ ମିଡିଆରେ ବାରମ୍ବାର ଦେଖାଇବା ଆହୁରି କଷ୍ଟଦାୟକ ଥିଲା। କେବଳ ଖବର ଟା କହିଥିଲେ ଭଲ ହୋଇଥାନ୍ତା। ଛାତି ଫାଟିଗଲା ପରି ଲାଗୁଥିଲା। ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ନପଚାରି ଭୁଲ ମଧ୍ୟ ମାଗି ପାରିବେନି। ଆଗକୁ ଆହୁରି କଣ ସବୁ ହେଉଛି ଦେଖନ୍ତୁ।

  • @user-ib5gx6iy5w
    @user-ib5gx6iy5w 17 днів тому +5

    He Prabhu 🙏😭

  • @debendranarayandash9040
    @debendranarayandash9040 17 днів тому +1

    ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ମାଗ ଠାକୁରଙ୍କୁ ନେଇ ରାଜନୀତି କରନାହିଁ ନବୀନ ପାଣ୍ଡୁ ଖାଇଚି ତାଳ ଦେସକୁ ହେଉଛି କାଳ

  • @user-qo7tx5bn8h
    @user-qo7tx5bn8h 17 днів тому +1

    ଜୟ ଜୟ ଶ୍ରୀ ରାମ

  • @user-qo7tx5bn8h
    @user-qo7tx5bn8h 17 днів тому +1

    ଜୟ ଜଗନ୍ନାଥ

  • @RajeshPadhee
    @RajeshPadhee 17 днів тому +2

    Jay Jagannath 🙏🙌

  • @user-xw9tb7iv4g
    @user-xw9tb7iv4g 17 днів тому +3

    Jay jagannath ⭕‼️⭕🙏😭

  • @SuryaKantaDas66
    @SuryaKantaDas66 14 днів тому +1

    ମନୁଆ ମାଝୀ ଖାଲି ଭାଷଣ ଦେବାରେ ବ୍ୟସ୍ତ 😂😂

  • @lulusnayak266
    @lulusnayak266 17 днів тому +2

    Jay jagannath

  • @jubedalabehera.
    @jubedalabehera. 17 днів тому +4

    ସେବାୟତ ଦାୟୀ 😮😅

  • @SwarnaMohanty-pm8gm
    @SwarnaMohanty-pm8gm 17 днів тому +2

    True ly madam

  • @sudarsanmallick6250
    @sudarsanmallick6250 17 днів тому

    ସବୁ ଏ ଆଦି ବସୀ ଲକ୍ଷ୍ମୀ ଛଡା ପାଇଁ ଜଗନ୍ନାଥ ଚାହୁ ନାହାନ୍ତି ଏ ଆଦିବାସୀ ବିଜେପି ସରକର ରହି ବୋଲି ଏ ଆଦି ବାସୀ କୁ ସରକରରୁ ଅର୍ ଯାଉ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏🙏

  • @nabinraj7474
    @nabinraj7474 17 днів тому

    ଯେଉଁ ଲୋକମାନେ ଏ କଥା କୁ ଘାଣ୍ଟିଛନ୍ତି ସେମାନେ ଦଣ୍ଡ ପାଇବରେ ଜୟ ଜଗନ୍ନାଥ

  • @KoramaniPanda-cg1vr
    @KoramaniPanda-cg1vr 17 днів тому +11

    ଶ୍ରୀ ଜଗନ୍ନାଥ ଙ୍କୁ ଗଣତନ୍ତ୍ର ରାଜନୀତି ରେ ସାମିଲ କରାନଯାଉ ଅତି ଶୀଘ୍ର ରାଜତନ୍ତ୍ର ଶାସନ ଓଡିଶା କୁ ଆସୁ ଅଛି ଯାହା ଶ୍ରୀ ଜଗନ୍ନାଥ ଙ୍କ ଇଛା ରେ ହେବ

  • @GCAVENUETENANTSASSOCIATION
    @GCAVENUETENANTSASSOCIATION 17 днів тому

    କ୍ରୀତଦାସ ସାମ୍ବାଦିକ ମାନେ ଶ୍ରୀ ଜଗନ୍ନାଥଙ୍କୁ ଛାଡି ଏବେ ବିଜେପି ଦଳ ପାଇଁ ରାଜନୀତି କରୁଛନ୍ତି....ପ୍ରଭୁ କ୍ଷମା କରିବେ

  • @SureshChandraSahoo-qs4bp
    @SureshChandraSahoo-qs4bp 17 днів тому +1

    He prabhu badathakure koti koti dandabata amaku khyama karidia Jay jagannath 🙏

  • @SidharthPrasadDas
    @SidharthPrasadDas 17 днів тому

    ନା ନା ସେ ଅଘଟଣ ନୁହେଁ ଠାକୁରଙ୍କ ଲୀଳା, ବିଜେପି ସରକାର କହୁଛି ମାନେ ଓଡିଶା ଲୋକ ମାନିଜିବା ଦରକାର, ସେ ଦଳ ଠାକୁରଙ୍କ ଦଳ, ଶଳା ସଂସାର ର ଅଲଜ୍ୟା ଦଳ, ଦୋଷ ତାଙ୍କର ନୁହେଁ କେବଳ ଓଡିଶା ବାସି ଏ ପାଇଁ ଦାଈ, ଚାରି ଦ୍ୱାର ନ ଖୋଲିବା ନବୀନ ସରକାର ଦୋଷ ରତ୍ନ ଭଣ୍ଡାର ନଖୋଲିବା ନବୀନ ସରକାର ର ଦୋଷ, ଏବେ ଯା ଯା ହେବ ସବୁ ଠାକୁରଙ୍କ ଲୀଳା,

  • @Foodrecipes054
    @Foodrecipes054 17 днів тому +1

    CM sir kichhi bebasta kale nahi boli ete bada aghatana hela Jay jagannath 🙏🏻😭

  • @ashoksahoo9580
    @ashoksahoo9580 17 днів тому +1

    He prabhu rakhya kara

  • @rajamishra2312
    @rajamishra2312 17 днів тому

    ହେ ଜଗନ୍ନାଥ ଓଡ଼ିଶା ତୁମର । ପ୍ରତ୍ୟେକ ଟି ଓଡ଼ିଆ ତୁମର । ରକ୍ଷା କର ପ୍ରଭୁ ରକ୍ଷା କର।

  • @bhabanisankarmohapatra2946
    @bhabanisankarmohapatra2946 17 днів тому +6

    ପ୍ରଭୂ ସୃଷ୍ଟି ର ମାଲିକ ଭଗବାନ କଣ କେବେ ପଡିବେ ଏହା ପ୍ରଭୁ ଙ୍କ ର ଅଲୌକିକ ଲିଳା

  • @balabhadrasahoo1636
    @balabhadrasahoo1636 17 днів тому

    ପୁରୀ ରେ ବାଣ ଫାଟିବା କଥା ବିଷୟରେ କିଛି କହ ଲୋ ମା। ଏଠି ରାଜନୀତି ନ କରିବା ଭଲ

  • @Foodrecipes054
    @Foodrecipes054 17 днів тому +1

    Esabu CM sir nka bebastare bhul rahigala Jay jagannath 🙏🏻😭😭😭😭😭😭😭 aji bada thakura padi gale mahabahu nka akhire luha mahabahu saha huantu dayakarantu Jay jagannath 🙏🏻🙏🏻😭😭😭😭

  • @gurucharanmohapatra4508
    @gurucharanmohapatra4508 17 днів тому

    Very very real and Heart touching News.very very sad and unusual, shameless affairs for all of US.

  • @dilippatra7900
    @dilippatra7900 17 днів тому

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @manaskumar00
    @manaskumar00 17 днів тому

    ଏଥପାଇଁ ବିଜେପି ସମ୍ପୂର୍ଣ୍ଣ ଦାୟୀ ଜୟ ଜଗନ୍ନାଥ 🙏🙏🙏

  • @susantakumarpalai4770
    @susantakumarpalai4770 17 днів тому +1

    2023 re thik emiti jagannath pravu padijaithile sete bele bjd sarkaar thila. Taha paeen kn kara jaithila

  • @friend9449
    @friend9449 17 днів тому

    ଦେଖିବେ ଦିନେ ନା ଦିନେ ମିଡ଼ିଆ କର୍ମଚାରୀ ବହେ ଖାଇବେ ଓଡ଼ିଶା ଲୋକଙ୍କ ଠାରୁ

  • @user-tl5jg4em1g
    @user-tl5jg4em1g 17 днів тому

    Jay Jagannath Swami 🙏🙏🙏

  • @educationaltips3023
    @educationaltips3023 17 днів тому

    ଏହା ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା।ଭଗବାନ କଣ କେବେ ପଡ଼ିବେ।

  • @Jotrimay
    @Jotrimay 17 днів тому

    ଖେମା ମଣିମା 🙏🙏🙏🙏😭😭😭ଖେମା ବଡ ଠାକୁର 🙏🙏🙏😭😭

  • @akshayranjandash4321
    @akshayranjandash4321 17 днів тому

    1st of all odisha population is more than 4.5core as per 2014 the population was 4.37cr....please mam need clarification on that

  • @jaydevadha488
    @jaydevadha488 17 днів тому

    🙏🙏🙏

  • @chandrasekhardas5312
    @chandrasekhardas5312 17 днів тому

    Bada thakuranku nei rajaniti karantuni....

  • @marndi3221
    @marndi3221 17 днів тому

    ଆମ ଓଡ଼ିଶାର କିଛି ଲୋକ ଏତେ ଅନ୍ଧ ହେଇଛନ୍ତି ଏଇଟା କୁ ଭି.. ଦେଖି ଖୁସି ଲାଗୁଛି 😂.. ଏଇଥୀ ପାଇଁ ବି ପୂର୍ବ ସରକାର ଦାୟୀ କହିବେ 😂..ଏତେ ଏମିତି BJP ହିନ୍ଦୁ ହେବା ବି ଭଲ ନୁହଁ 😂

  • @ninjagaming3481
    @ninjagaming3481 17 днів тому

    😭😭😭😭🙏🙏

  • @saisankarsahoo8365
    @saisankarsahoo8365 17 днів тому

    ଆର ବର୍ଷ ହେଇଥିଲା ବିଜେଡ଼ି ବାଲା ରାଜନୀତି କରୁଛନ୍ତି

  • @sibanarayanpanda-fx6fb
    @sibanarayanpanda-fx6fb 17 днів тому

    ନନ୍ଦିଘୋଷ ଭ୍ୟାଲି କଣ୍ ଆଉ କେହି ନାହାଁନ୍ତି

  • @pankajshree134
    @pankajshree134 17 днів тому

    ବିଜେପି ର ମୁଖ୍ୟମନ୍ତ୍ରୀ ଏଥି ପାଇଁ ଦାଇ

  • @sanjaysahoo9885
    @sanjaysahoo9885 17 днів тому

    ଜୟ ଜଗନ୍ନାଥ, ସେ ପିକୁ ଡହରା କୁଆଡେ ଗଲା

  • @pradipkumarnayak6013
    @pradipkumarnayak6013 17 днів тому

    🌹ଜୟ ଜଗନ୍ନାଥ 🌹

  • @gudubadajenagudu8750
    @gudubadajenagudu8750 17 днів тому

    ଜୟ ଜଗନ୍ନାଥ 🙏🙏🙏

  • @user-wg8zl5wp3c
    @user-wg8zl5wp3c 17 днів тому

    Right

  • @SwarnaMohanty-pm8gm
    @SwarnaMohanty-pm8gm 17 днів тому

    Very unfortunate incident

  • @aloksatpathy1680
    @aloksatpathy1680 17 днів тому

    Aehara suchana heuchhi B j p sarkar Odisha o Bharat re bhangi jiba.

  • @SwarnaMohanty-pm8gm
    @SwarnaMohanty-pm8gm 17 днів тому

    Very sad incident

  • @mragrncy9144
    @mragrncy9144 17 днів тому

    Jai sriram now vanished. Now jai Jagannath is the slogan to commercialized lord .

  • @nabinraj7474
    @nabinraj7474 17 днів тому

    ତତେ cm ଭଳିଆ ଲାଗୁଥିବା
    ସବୁ ଜଗନ୍ନାଥ ଙ୍କ ଲୀଳା ଜୟ ଜଗନ୍ନାଥ
    ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

  • @radhikakitchen9889
    @radhikakitchen9889 17 днів тому

    😢😢jay jaganath🙏🙏🙏

  • @SureshChandraSahoo-qs4bp
    @SureshChandraSahoo-qs4bp 17 днів тому

    Jay jagannath 🙏 Jay baladevjiu

  • @abinashparamanik7492
    @abinashparamanik7492 17 днів тому

    Prabhu a abodho manisa ku khyama karidiyantu🙏🙏🙏😔😔

  • @chintamanidas3249
    @chintamanidas3249 17 днів тому +1

    Majhi is unfit and unfortunate for Odisha

    • @marker1343
      @marker1343 17 днів тому

      Your mother is completely fit for malisahi

    • @chintamanidas3249
      @chintamanidas3249 17 днів тому

      @@marker1343 your sister and mother are with me at Mali sahi

    • @marker1343
      @marker1343 17 днів тому

      @@chintamanidas3249 for your kind information,, malisahi is not in paschim odisha.. That is on your side,,so that you can sell your mother and sister easily,,

  • @user-ns8ur7ts5n
    @user-ns8ur7ts5n 17 днів тому

    ଅଶୁଭ ସଂକେତ

  • @HrudanandaSahu-ey8vt
    @HrudanandaSahu-ey8vt 17 днів тому

    Kshyama Mahaprabhu khyama😢🙏🙏🙏

  • @FREElancer3412
    @FREElancer3412 17 днів тому +1

    Alakhyana bjp

  • @debakantamohapatra3876
    @debakantamohapatra3876 17 днів тому

    Jay jagannath 🙏

  • @PrativaMohanty-in1ti
    @PrativaMohanty-in1ti 17 днів тому

    Look in to your area. Since when you have become the spokes person of Bjd ..?

  • @loveyouodisha6354
    @loveyouodisha6354 17 днів тому +1

    ସରକାର କଣ କରିବେ?

    • @sinal1142
      @sinal1142 17 днів тому +3

      Oh Jadi naveen babu cm thante au aei incident heithanta tahale bodhe aei question pachari na thanta 😂

    • @Shivbhole1433
      @Shivbhole1433 17 днів тому

      ​@@sinal1142ete bele ko jou bajarang dol hinsa karobari expert se au Naveen Pattnaik nku basei uthei dei nathante

    • @user-kz9ub2qs5i
      @user-kz9ub2qs5i 17 днів тому

      Jay Jagannath​ 🙏@@sinal1142

    • @Babaphakiryoutube
      @Babaphakiryoutube 17 днів тому

      ​@@sinal1142ନବୀନ ପଟ୍ଟନାୟକ ସରକାର ଥିଲେ ବି ଏହା ସରକାର ଭୁଲ୍ ବୋଲି ଓଡ଼ିଶା ଲୋକ ଜାଣିଛନ୍ତି କିଛି ତାମିଲ ଚାକର ଜାଣି ପାରିବେ ନାହିଁ

  • @user-vy4fh1kf4y
    @user-vy4fh1kf4y 17 днів тому

    Jay Jagannath swami Narayan.....

  • @user-bb3br2wv4c
    @user-bb3br2wv4c 17 днів тому

    Jagannath pai no rajaniti

  • @bunusinghrajput2978
    @bunusinghrajput2978 17 днів тому

    😭😭😭

  • @ajitjena4881
    @ajitjena4881 17 днів тому

    Sampurna irresponsible duty by the government

  • @subhalaxipattnaik6700
    @subhalaxipattnaik6700 17 днів тому +1

    Dengu control heba kemeti BBSR re?

  • @prabodhadwivedy1159
    @prabodhadwivedy1159 17 днів тому +1

    Jagannath Sena kn chup

  • @annapurnamohapatra2191
    @annapurnamohapatra2191 17 днів тому

    Nabin sir ku khojuchi state

  • @timishraikatimi5969
    @timishraikatimi5969 17 днів тому

    Double engine Jadu Malam Mohan Majhi sabudahi

  • @upendrakumarbehera4932
    @upendrakumarbehera4932 17 днів тому

    Pravu kshyama karantu

  • @SambitRout-vm3lz
    @SambitRout-vm3lz 17 днів тому

    Are bhai age thakura nku marjana kara sebayata nka blood 🩸 lagithiba re balabhadra nka dehare

  • @gurucharanmohapatra4508
    @gurucharanmohapatra4508 17 днів тому

    No serious ness of the Govt observed.. Shameless sarkar

  • @jagadakua5835
    @jagadakua5835 17 днів тому

    Bjd... Govt ସମୟରେ ବ୍ରହ୍ମ ବିଭ୍ରାଟ ହୋଇଥିଲା... Bjd ର ମନ୍ତ୍ରୀ ନେତା ମାନେ ବ୍ରହ୍ମ ଦାନ ସମୟରେ ମନ୍ଦିର ଭିତରେ ରହି ଥିଲେ ଏବଂ ପୁରୀ ରୁ mr ମଠ ର ରୁପା ଇଟା ବାହାରିଥିଲା... ପରିକ୍ରମା ପ୍ରକଳ୍ପ ରେ କେତେ ଖାଇଛ ସେ କଥା ଟିକିଏ ଲୋକ ଲୋଚନ କୁ ଆଣନ୍ତୁ... ମେୟେର ମହାଶୟl..... ଏଥି ପାଇଁ ତ ଓଡିଶା ବାସି ତୁମକୁ ପାନେ ଦେଇଛନ୍ତି ଯେ ପାଞ୍ଚ ବର୍ଷ ଭିତରେ ତୁମେ ସବୁ କୁଆଡେ ଲିନ ହୋଇଯିବ ବେଶୀ ବକ ବକ ହୋଉଛ କଣ ପାଇଁ.. ତୁମ govt ରେ କଣ ସବୁ କ୍ଷମା ଆଉ ଅନ୍ୟ govt re ସବୁ ଭୁଲ 😄

  • @basudebsenapati2181
    @basudebsenapati2181 17 днів тому

    Muhamadi padiba.kana thakurañk icha boli kahiba thik

  • @DuguJena-lr4fr
    @DuguJena-lr4fr 17 днів тому

    Bjp ku Orissa ku Ani bahuta bhul Kari deicha ,se lagi Orissa ku bipada madi asuchhi ,Prabhu jaganatha tame hin kichhi kara🙏🙏🙏🙏🙏

  • @sukantabehera2586
    @sukantabehera2586 17 днів тому

    Aau thare nama naba rajaniti karani

  • @ArobindaGhosh-fd1hr
    @ArobindaGhosh-fd1hr 17 днів тому

    Right medam, odisha prati ghor bipada madi asuchi ye sarkar gadi jiba

  • @dukhishyampradhandukhishya3024
    @dukhishyampradhandukhishya3024 17 днів тому

    Kalia kshama kariparanti matra Bada Thakur kebe kshyama debe nanhi.Odisha aji Bishwa darabar re nindit Mohan Majhi Pain.Shree Jagannath kebe kshyama debe nanhi BJP Ku.

  • @rajeshpradhan535
    @rajeshpradhan535 17 днів тому

    Bada thakura au tank Bhai bhauni ku joubhali dala auto re buleila,bhika mageila, mandir chari pakhare thiba matha mandir bhangila,matha manankaru deba debinku bhangi kuade nei matire poti dela, Ratna bhandar luti nela,tank niti kanti re bilamba bibhrat kala tame BJD sarkar au Tama kalapahad,thakur ragibeni ta kan karibe,thakur Jagat ku dekhei dele je tame tanka prati kete paapa karichha ,ajira karrma nuhen ye 6 barsa heba kari asuthiba 3 thakura nk prati anyaya jogu thakura kete dukhare achhati ,sebayat bhai manankar kichhi hebani tanka paen 3 thakura achhanti, papi manank Karma fala bhogibaar samaya asigalani boli bada thakura satark kareidele

  • @user-ud8np8wh6e
    @user-ud8np8wh6e 17 днів тому

    Nandia TV ra gandhia khabar

  • @gitanjalihati725
    @gitanjalihati725 17 днів тому

    ⭕❗⭕🙏

  • @sandhyaraninayak3094
    @sandhyaraninayak3094 17 днів тому

    Mahaprabhu kan ichhare padigale

  • @dillipbhoi758
    @dillipbhoi758 17 днів тому

    ତୁମେ ବହୁତ ଭଲକାମ କରିଛ।

  • @timishraikatimi5969
    @timishraikatimi5969 17 днів тому

    Aagami 15 tarikh ratha jatra re Je body Babare ghotona no gote say Shambhu dahi hai be Mohan Majhi

  • @MousumiDas-wk6hk
    @MousumiDas-wk6hk 17 днів тому

    Ete loko thakura nka pakharer rahiba kn daekar thila 😢😢

  • @user-ny4uk5nz6w
    @user-ny4uk5nz6w 17 днів тому

    Sethi pain ketedina upabasa rahibe

  • @SushantaKusulia-ti2ds
    @SushantaKusulia-ti2ds 17 днів тому

    Prabhu kebebpadibe ki eta murkha mane hin kuhanti seta murti padila prabhu ta sargare achhanti se martya re kebe ruhanti ki jadi marty re rahi thante emiti sahe sahe durghatana heuchi papa karuchhanti manisa se saragare rahi papi manaku danda deuchhanti

  • @sanghamitradas371
    @sanghamitradas371 17 днів тому

    Joupila panire bhasagala a mayor madam ta dinehele kandilenita

  • @gurucharanmohapatra4508
    @gurucharanmohapatra4508 17 днів тому

    Why bjp run media is so silent in this sad incident. Are they not aware of this shameful incident? Only Mohan Majhi keunthi hagile , mutile, goda dhoile, saga pakhal khaile,maa khuaidela. News chanel and reporters are blind and their mouth is locked? Ete Belajya Bjp supporter media bhai mane kipari hele.?

  • @purnasahoo7859
    @purnasahoo7859 17 днів тому

    Jaya nabin

  • @punakumar1805
    @punakumar1805 17 днів тому

    Odisha ku bjp sarkar sasana kala odisha ku bipada asila

  • @user-gg1fn6ju5w
    @user-gg1fn6ju5w 17 днів тому +1

    Bjd bala drama karucha

  • @jhasketanpradhan602
    @jhasketanpradhan602 17 днів тому

    କହୁନ ବିଜେପି ବାଲା ଏହା ବିଜେଡି କରିଛି

  • @bijayparida8085
    @bijayparida8085 17 днів тому

    ଓଡିଆ କୁ ବହୁ ତ ଆଘାତ ଲାଗିଲା