Damdar Khabar: Know What Panjika Predicts For Odisha

Поділитися
Вставка
  • Опубліковано 13 кві 2021
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/KanakNewsLive...
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    #KanakNews

КОМЕНТАРІ • 552

  • @roshnipattanayak6684
    @roshnipattanayak6684 3 роки тому +111

    ସାଧାରଣ ମଣିଷ ପରି ଯଦି ଖଟି ଖାଇ ବଞ୍ଚୁ ଥାଆନ୍ତା ତାହାହେଲେ ଗରିବ ମଣିଷ ର ଦୁଃଖ କଷ୍ଟ ଜାଣି ପାରୁ ଥାନ୍ତା

    • @suranpradhan8963
      @suranpradhan8963 3 роки тому +5

      କଷ୍ଟ ର ମୂଲ୍ୟ ବୁଝିବେ ନାହିଁ କାରଣ ତାଙ୍କୁ ପାଖରେ ପଇସା ର ଅଭାବ ନାହିଁ

    • @jagandas5249
      @jagandas5249 3 роки тому +2

      Thik semane kameti janibe kastara mulya kn

    • @mithunmks6031
      @mithunmks6031 3 роки тому

      Right

    • @roshnipattanayak6684
      @roshnipattanayak6684 3 роки тому

      Thank you so much every one

    • @vestigeasish7035
      @vestigeasish7035 3 роки тому +1

      Good

  • @roshnipattanayak6684
    @roshnipattanayak6684 3 роки тому +78

    ଏ ମାନଙ୍କୁ ଲଜ୍ୟ ସରମ କିଛି ନାହିଁ ଟଙ୍କା ଗାଦି ରେ ବସିଛନ୍ତି ତ ସେଥିପାଇଁ ଏ ସରକାର କୁ ଜଣା ପଡୁନି

  • @suryakantamahalik3462
    @suryakantamahalik3462 3 роки тому +29

    kanak news,otv ଆମ ରାଜ୍ଯକୁ ଗରିବ କରିଦେବେ...

  • @bibhutiparida4601
    @bibhutiparida4601 3 роки тому +51

    କରୋନାର କାୟା
    ବିଧାତାର ମାୟା ।
    ଯାହା କରନ୍ତି ସାଇଁ
    କେହି କହନ୍ତି ନାହିଁ ।
    ସବୁ ମାୟାରେ ବାୟା ।
    ହେ ମହାକାଳ ! ତୁମକୁ ପ୍ରଣାମ ।
    ଯାହା ତୁମ ଦାନ
    ଯାହା ତୁମ ଦୟା - ।

  • @s.k.n.8507
    @s.k.n.8507 3 роки тому +6

    ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ🙏 ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ, 11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।🙏ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା

  • @user-jf4bb3kl4n
    @user-jf4bb3kl4n 3 роки тому +15

    Comment nuhein.compliment. ବି ଶ୍ଵ ରୁ coronas ମହାମାରୀ ଦୂର ହେଉ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି,ଆପଣ ମଧ୍ୟ କରନ୍ତୁ।ସମସ୍ତେ ସଚେତନ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ।

  • @asitpanda1516
    @asitpanda1516 3 роки тому +3

    Jay jagannatha, naba barsa ra subhechha

  • @s.sahu..l5083
    @s.sahu..l5083 3 роки тому +30

    News ବାଲା‌.ତୁମର‌ କିଛି କାମ‌ ନାହିଁ କି‌ ଲୋକଙ୍କୁ ଏମିତି ଡରାଉଛ‌ , ଏମିତି ଲୋକ‌ କେତେ‌ କଷ୍ଟରେ ଅଛନ୍ତି ‌

  • @comedydhamaka4647
    @comedydhamaka4647 3 роки тому +21

    ଯେତେ ଦିନ ଯାଏ ରାଜନୀତି ଥିବ ସେତେ ଦିନ ଯାଏ କରୋନା ରହିବ

  • @prakashkumarmallikprakasha9615
    @prakashkumarmallikprakasha9615 3 роки тому

    Jay jaganath

  • @Eagleeye774
    @Eagleeye774 3 роки тому

    ବିରଜା ପଞ୍ଜିକା ଗଣନା ଅନୁସାରେ ଏପ୍ରିଲ 15 ପରେ କରୋନା ସଂକ୍ରମଣ ହ୍ରାସ ପାଇବ.. ଆଉ ଦିନକ ପରେ ଜଣାପଡିବ ତାଙ୍କ ଗଣନା କେତେ ସତ କେତେ ମିଛ.. ଆଉ ଏ ମହାଶୟଜଣକ ସିଧାସଳଖ କଥା ନକହି ଚତୁରତାର ସହିତ ଦୁଇଫାଙ୍କିଆ ବା ମଝାମଝି କଥା କହୁଛନ୍ତି.. ଦମ୍ ଅଛି ତ ସିଧାସଳଖ କୁହ ପିପିଲି ଉପନିର୍ବାଚନ କିଏ ଜିତିବ..?

  • @ullashjena1123
    @ullashjena1123 3 роки тому +1

    ଜୟ ଜଗନ୍ନାଥ

  • @rajbindas1746
    @rajbindas1746 3 роки тому

    jay jagannath jay jagannath jay jagannath jay jagannath

  • @basantipanda6812
    @basantipanda6812 3 роки тому

    THANKS Kanak News for the News Broadcast GoodNight

  • @D2Dclassroom
    @D2Dclassroom 3 роки тому +14

    ପାଞ୍ଜି କିନ୍ତୁ କରୋନା ଆସିବ ବୋଲି ଜାଣିପାରୁନଥିଲା ଶଳା ଗୋଟେ ଚାଲିଛି ଆଉ

    • @Daibishakti
      @Daibishakti 3 роки тому +2

      ତୁମ ଜୀବନରେ କେବେ ପାଞ୍ଜି ଦେଖିଛ ?? କେମିତି କହିପାରୁଛ କରୋନା ଆସିବ ବୋଲି ଜାଣିପାରୁଥିଲା ??
      ପାଞ୍ଜି ରେ ସ୍ପଷ୍ଟ ଲେଖାଯାଇଛି ମହାମାରୀ ଆସିବା ସମ୍ବନ୍ଧରେ। ଶଳା ପାଠ ନପଢିକି ପାଞ୍ଜି କୁ ଦୋଷ ଦେଉଛ ଲାଜ ଲାଗୁନି

    • @D2Dclassroom
      @D2Dclassroom 3 роки тому

      @@Daibishakti tu ଶଳା କିଏ ରେ
      କାଲି କଣ ଘଟିବ କହିଲୁ ରେ ଶଳା

    • @Daibishakti
      @Daibishakti 3 роки тому

      @@D2Dclassroom ତୋ ଭଳି ଅଭଦ୍ର କୁ କହିବା ଆବଶ୍ୟକତା ନାହିଁ। ମୋତେ ଶଳା କଣ କହୁଛୁ ? ଅଭଦ୍ର, ଅଶିକ୍ଷିତ

    • @D2Dclassroom
      @D2Dclassroom 3 роки тому

      Kie ଅଭଦ୍ର ନିଜେ ନିଜର comment ଟିକେ ଦେଖ 1 st ମତେ କହିବାରୁ ମୁଁ କହିଲି 🙅‍♂️

    • @Daibishakti
      @Daibishakti 3 роки тому

      @@D2Dclassroom ଶୁଣ ଭାଇ କାହାର ମନକୁ ଆଘାତ ଦେବା ମୋ ଉଦ୍ଦେଶ୍ୟ ନୁହେଁ। କିନ୍ତୁ ତୁମ୍ଭେ ପ୍ରଥମରୁ ଯେପରି କମେଣ୍ଟ କରିଛ ତାହା ପଢିଲେ କିଛି ବ୍ୟକ୍ତି ଙ୍କ ମନକୁ ଆଘାତ ଲାଗିପାରେ ଯେଉଁ ମାନେ ପାଞ୍ଜି କୁ ବିଶ୍ବାସ କରନ୍ତି । ଯଦି ଆମକୁ ଭଲ ଲାଗୁନାହିଁ ଆମେ ସ୍କିପ୍ କରିପାରିବା ଭିଡିଓକୁ।

  • @gamingbubu4286
    @gamingbubu4286 3 роки тому

    Jay Jaganath Swami naynpatha Gami Bahba tume 🙏🙏🙏

  • @subhadishbhuya
    @subhadishbhuya 3 роки тому

    Happy Kanaka news

  • @adityaprince1987
    @adityaprince1987 3 роки тому +1

    କଣ ଆଗରୁ କହୁଥିଲ ପାଞ୍ଜି ରେ ଅଛି ମାର୍ଚ୍ଚ ବେଳକୁ କମିଯିବ,ଏବେ କହିଲେଣି ଓଲଟା।କି କଥା ଏଗୁଡ଼ାକ ଲଜ୍ଜ୍ୟା ଲଜ୍ଜ୍ୟା ।

  • @bhodeba1995
    @bhodeba1995 3 роки тому +8

    10ବରଷ ଯାଏ କରୋନା ରହିବ ସତରକ ରୁହ

    • @Ninja_GamEE_official
      @Ninja_GamEE_official 3 роки тому +1

      Bhai jadi rahiba bahut bhala kahinki na mora bord exam cancel heejiba kash rahanta ki 10 years

  • @babusing1247
    @babusing1247 3 роки тому +21

    ବରଷେ ହେଲା ଦେଖିନଥିଲ ପାଞି
    ଆଜି ଦଖିଲ

  • @tikinasahu9893
    @tikinasahu9893 3 роки тому +4

    Stay home stay safe 🏠🏠

  • @mr.umaknta440gaming8
    @mr.umaknta440gaming8 3 роки тому +4

    Jay Sri Ram jay bajrangbali 😭😭❤️🙏🥰

  • @sarojbehera243
    @sarojbehera243 3 роки тому

    Jay Jagannath, corona maha mari ru ei Biswa ku rakhya kara prabhu,🙏🙏🙏

  • @meriladlikishori1311
    @meriladlikishori1311 3 роки тому +6

    Odisha ra bhai o bhauni mananku request karuchhi j America auu Germany bhali jadi public andolan karibe rastare basi dharana debe tebe jaii a bala corona chadiki jiba nahele emiti 10 year lockdown kari ki ghare soilee b jiu corona ku seii corona..... this is truth 👍🏻

  • @Vikash7899o
    @Vikash7899o 3 роки тому

    ଗ୍ରହ ନକ୍ଷତ୍ରକୁ ଚିହ୍ନି ଯଦି ଆପଣ ମାନେ ଭବିଷ୍ୟତ ବାଣୀ କହିପାରୁଛ ତା ହେଲେ ଏହି କରୋନା ମହାମାରୀ ର ପ୍ରତିକାର ବିଷୟରେ ବି କିଛିଟା କହୁନାହାନ୍ତି ଦୁଇ ବର୍ଷ ହେଲା କ‌ଉଠି ଥିଲା ତମ ପାଞ୍ଜି...............🤔🤔🤔🤔🤔

  • @rudranarayanmohanty6129
    @rudranarayanmohanty6129 3 роки тому +1

    शायद बंदे ने SBI रीपोर्ट देख लिया

  • @Abc-pz8ll
    @Abc-pz8ll 3 роки тому +1

    ଘଣ୍ଟ, ଘଣ୍ଟି, ଥାଳି ବଜାଅ , ଆଉ ଦ୍ବୀପ ଜାଳ , କରୋନା ଡରିକି ପଳାଇବ ।

  • @Deepakkumar-hw5rb
    @Deepakkumar-hw5rb 3 роки тому

    ରାଜନିତିରେ କୋରୋନା ହୋଉନିଖାଲି ଧାରୀମିକ ଅନୁଷ୍ଠାନରେ କୋରୋନା ହବ ନୁହେଁ ମାଗିଆ ସରକାର

  • @ajayrout3358
    @ajayrout3358 3 роки тому +6

    ଓଡ଼ିଆ ନବ ବର୍ଷରେ ନୂଆ ପାଞ୍ଜି କୁ ବିଶ୍ୱାସ କରିବା ଦରକାର 👍

  • @papunmallick6718
    @papunmallick6718 3 роки тому +5

    Sesa samaya Aasigala sabu sudhuri jaa 🙏

  • @bitankumarnayak8528
    @bitankumarnayak8528 3 роки тому

    Jagannath bharasa

  • @AKvideo-kz2jz
    @AKvideo-kz2jz 3 роки тому

    Really

  • @seemamishra4118
    @seemamishra4118 3 роки тому

    Jay MAA Biraja.

  • @souri6238
    @souri6238 3 роки тому

    ମୋ ବା----- ପାଞ୍ଜି ନା

  • @sitakantam
    @sitakantam 3 роки тому +3

    ଅସଲି ଖଡିରତ୍ନ ପଞ୍ଜିକା ସବୁ ଠୁ ଭଲ। ଜୟ ହୋ ଦେବ ଦର୍ଷି ଭାଇନା

  • @lightingseven5492
    @lightingseven5492 3 роки тому +8

    କଳି ଯୁଗ 🙏🙏🙏🙏👌👌👌👌, ଯୁଆଡେ ଗଲେ ବି କରୋନା ଭୟ 😭

  • @dimple_boy_dev3295
    @dimple_boy_dev3295 3 роки тому +2

    10th and 12th exam cancel ❌ Kara jau odisha re 🙏🙏🙏🙏🙏🙏🙏🙏🙏 please

  • @arkshitanaik7237
    @arkshitanaik7237 3 роки тому +1

    Jay Jagannath

  • @izireal-estate3619
    @izireal-estate3619 3 роки тому +10

    Panji ku dekhi govt chaluchi ki?

  • @adarshamandali3991
    @adarshamandali3991 3 роки тому +2

    ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ;🙏 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା।🙏ଦ୍ୱିତୀୟବଂଶାବଳୀ .7.14

  • @sudhansukumarbal3419
    @sudhansukumarbal3419 3 роки тому +7

    Nice prediction

  • @psakriti
    @psakriti 3 роки тому +11

    ଅନ୍ଧ ବିଶ୍ୱାସ ରେ ପଡିରହିଛନ୍ତି

    • @srb909
      @srb909 2 роки тому

      ଆଉ ପଡି ରହିବେ ମଧ୍ୟ

  • @megatronpro5641
    @megatronpro5641 3 роки тому

    ସବୁ ସେହି ରାଜନୀତି କଥା

  • @dinabandhudharua7740
    @dinabandhudharua7740 3 роки тому

    କନକଲତା ଆପଣ ନିଜେ କୁହନ୍ତି ଏବେବି ଲୋକ ଅନ୍ଧ ବିଶ୍ବାସ ମାନୁଛନ୍ତି ବୋଲି ତ ଆପଣ କେମିତି ପୁଣି ପାଞ୍ଜି କୁ ବିଶ୍ୱାସ କରନ୍ତି

  • @purnapradhan499
    @purnapradhan499 3 роки тому +1

    କନକ news ଵାଲା ମଣିଷକୁ ମାରି ଖାଇଦିଅ

  • @creativekandhei
    @creativekandhei 3 роки тому

    Stay safe stay 🏠🏠

  • @chittaranjannayak3265
    @chittaranjannayak3265 3 роки тому

    Jhakass

  • @prabhakarananda6356
    @prabhakarananda6356 3 роки тому +2

    Time will reflect the truth. Thanks.

  • @sritamperfect9955
    @sritamperfect9955 3 роки тому +5

    HIV positive lokonka symptoms Kan kahila???

  • @achyutasrichandansutar6865
    @achyutasrichandansutar6865 3 роки тому +1

    Jay jagannath swami achyuta saranam🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bisuhansdah5198
    @bisuhansdah5198 3 роки тому +4

    ଛି ଛି ଏଗୁଡା ସବୁ ଅନ୍ଧ ବିଶ୍ବାସ

  • @gurucharanmohanta6992
    @gurucharanmohanta6992 3 роки тому

    It is very dangerous period for human being

  • @bikramsahoosahoo8165
    @bikramsahoosahoo8165 3 роки тому

    Kanak didi panji kan kahuchi garibanka chit found tanka paibe na nahin

  • @pinkynayak201
    @pinkynayak201 3 роки тому

    Jay sanidev❤🙏🙏🙏

  • @dalairanjan3136
    @dalairanjan3136 3 роки тому +5

    Panji Ku Andha biswasa kahucha au seta Ku hiii biswas karucha

  • @secularunitzindabad3411
    @secularunitzindabad3411 3 роки тому +10

    ପଞ୍ଜିକା ଅନୁସାରେ ଦେଶ ଚାଲେ ନା ,

    • @idontn1112
      @idontn1112 3 роки тому +1

      ଏ ବର୍ଷ ଚାଲିବ

  • @SagarOD18
    @SagarOD18 3 роки тому +10

    Ipl final kia neba ???
    Gananaa kari ki tike kuha??

    • @priyankajena8414
      @priyankajena8414 3 роки тому +1

      Ganana re RCB asiba hele trophy mi neiki jiba heri😂

  • @mamakhamarikhamari8870
    @mamakhamarikhamari8870 3 роки тому +3

    Politics in our country know when Corona decrease

  • @bijaysahoo4784
    @bijaysahoo4784 3 роки тому

    Mn

  • @nabakumar6409
    @nabakumar6409 3 роки тому

    ବାସ୍ତବରେ ଜ୍ଞାନର ଅଭାବ ସକାଶୁ ଲୋକମାନେ ବିନଷ୍ଟ ହୁଅନ୍ତି । ନକ୍ଷେତ୍ର ଓ ଗ୍ରହ ଉପରେ ବିଶ୍ୱାସ ନ କରି ପରମେଶ୍ୱରଙ୍କ ଅନୁଗ୍ରହ ଉପରେ ବିଶ୍ୱାସ କରିବା ଉଚିତ

  • @susmitajena2602
    @susmitajena2602 3 роки тому +8

    Ama bhali students nka future spoil heigalani e mane arthika stiti katha kahuchanti

  • @sudhansusekharpattanayak9107
    @sudhansusekharpattanayak9107 3 роки тому +3

    very nice thank u bhai

  • @paikraysingdeogam578
    @paikraysingdeogam578 3 роки тому

    ପାଞ୍ଜି ଦେଖାଳି ମାନେ ଖାଲି ଅସୁବିଧା ଦେଖୁଛନ୍ତି।ସମାଧାନ ପାଇଁ ପାଞ୍ଜି ଦେଖ।corona କେବେ ସରିବ?ଗଲା ବର୍ଷ ର ପାଞ୍ଜି ଦେଖାଳି ଭବିଷ୍ୟତ ବାଣୀ ଦେଉଥିଲେ ଯେ corona ବହୁତ ଜଲଦି sariba ବୋଲି ଏବେ ତାଙ୍କର ପାଟି ଫିଟୁନି,ମେଡିସିନ ବନଉଥିବା ବୈଜ୍ଞାନିକ ମାନଙ୍କୁ ପଚାରନ୍ତୁ ସେମାନେ ଭଲସେ କହିବେ। ଏ ଭଳି ପାଞ୍ଜିଦେଖାଳି/ଅନ୍ଧବିଶ୍ଵାସୀ ଲୋକଙ୍କୁ ନୁହେଁ।

  • @madhusmitapriyadarasini710
    @madhusmitapriyadarasini710 3 роки тому

    Wowo

  • @dalairanjan3136
    @dalairanjan3136 3 роки тому

    Ba ba ba ba re manusha

  • @ghasiamajhi2365
    @ghasiamajhi2365 3 роки тому +1

    Very excellent news thank you

  • @entertainment4u986
    @entertainment4u986 3 роки тому

    କାଇଁ ପଶୁ ପକ୍ଷୀ ଙ୍କୁ ତ କରୋନା ହଉନି
    କି ସେମାନେ ମରୁ ନାହାନ୍ତି !

  • @NagBrothers
    @NagBrothers 3 роки тому +4

    Bharat pangi hisabare nunhe Sambidhan hisabare chale

  • @Santoshrout_1987
    @Santoshrout_1987 3 роки тому +1

    Somya mam, please try to listen when some one is speaking something. Don't dominate the person to whom you are asking the question.

  • @styleboy7518
    @styleboy7518 3 роки тому

    He bhagwan corona virus se bachaye please bhagwan please

  • @pranabpanda87
    @pranabpanda87 3 роки тому

    ଏ ନବିନ ସରକାର ରେ ଓଡିଶା ଲୋକେ ସବୁ ସେହି ପଜିଂକା ଭରସାରେ । ...

  • @gudu6395
    @gudu6395 3 роки тому +12

    Manisa pasunka ghara bhanguchi ta semane b ghara bhangibenaa🙄😭

  • @tularamsabar1992
    @tularamsabar1992 3 роки тому

    ତୁମ ପାଞ୍ଜି ପୁସ୍ତକ
    ଗତ ବର୍ଷ ଆଗରୁ କାହିଁକି କହିଲା ନାହିଁ
    22 ଜୱାନ ସହିଦ ହେଇଗଲେ
    କାହିଁକି ଆଗରୁ କାହିଁକି କହିଲ ନାହିଁ👎👎

  • @subodhsahu7564
    @subodhsahu7564 3 роки тому +4

    ଚୀନ୍ ରେକରୋନ ହେଉନାହିଁ ବାଣ୍ଡ ତୁମ ଓଡିଶା ରେ ଖା ଲି ହେଉଛି ବାଣ୍ଡ ଖବର ପଢ଼ୁଚ ରେ ମା ଗିହେଁ

    • @F56980
      @F56980 3 роки тому

      UR ଠିକ୍

  • @amreshpritam4566
    @amreshpritam4566 3 роки тому

    Bala katha.

  • @gangadharamohanty1686
    @gangadharamohanty1686 3 роки тому

    Madam. Ete alankar n lagai news padhile bhala huanta matra sirf 2 munite ra news ku kanhiki 5/10 karuchhanti bestabahula jibanare kham kham gotie news ku barmbaar Madhya kahuchhanti kahaki midia balnkar gote abhyasare parinat hoi galani Dayakari 10 minit newsku 5 munitre sarile bhala heba

  • @sushreesangitabiswal8057
    @sushreesangitabiswal8057 3 роки тому

    Hello sir

  • @super-pp4tk
    @super-pp4tk 3 роки тому +1

    Kali karautha munhni mo binu anya gati nahni sabu micha katha. Jay Jagannath🙏🙏

  • @multitalentedsatyajit
    @multitalentedsatyajit 3 роки тому

    Please testing badhiba jogu hi hoichi, please testing quickly band close karantu,tahahele covid sariba, because aau jani habani na how much positive,,

  • @dd-lo6vo
    @dd-lo6vo 3 роки тому +7

    Chalu chalu sansta chalu 😂

  • @purushottamkumar1164
    @purushottamkumar1164 3 роки тому

    Kebe kamiba janile upakruta hebu

  • @prasantkumarsahoo1054
    @prasantkumarsahoo1054 3 роки тому +1

    Corona 2022 July rey sampurna calijiba,sey paryanta banchiba darkar

  • @patitech..4549
    @patitech..4549 3 роки тому +1

    Right kotha

  • @kamalinibehera7885
    @kamalinibehera7885 3 роки тому

    Panji michha kahuchi karana agaru panji janinathila karona bhali kichi asiba boli. Bidasera semane karona ku niyantrana karidele amara panji dhari basitha.

  • @Kanhu.charan-khandual
    @Kanhu.charan-khandual 3 роки тому +1

    😭😭😭😭

  • @sridharasahu1430
    @sridharasahu1430 3 роки тому +1

    Kanak news kahuchi panji nahi

  • @Debasis_Gopal479
    @Debasis_Gopal479 3 роки тому +7

    10th ,+2,+3 Exam ଓ students ମାନଙ୍କ ବିଷୟରେ ପାଞ୍ଜିକାରେ କ'ଣ ଲେଖାଅଛି କହୁନ । ଆମେ ଟିକେ ଜାଣିବୁ ।

    • @_.mr_._lucifer__03
      @_.mr_._lucifer__03 3 роки тому

      Thik kohilo bhai

    • @idontn1112
      @idontn1112 3 роки тому

      ପଚାରୁନୁ ସବୁ କହିବ

    • @Debasis_Gopal479
      @Debasis_Gopal479 3 роки тому

      @@idontn1112 ମୁଁ ତତେ ପଚାରିନି ତ । ତତେ reply ଦେବାକୁ କିଏ କହିଲା ?

    • @Debasis_Gopal479
      @Debasis_Gopal479 3 роки тому

      @@_.mr_._lucifer__03 ହଁ ଭାଇ

    • @idontn1112
      @idontn1112 3 роки тому

      @@Debasis_Gopal479 ତାକୁ ପଚାରୁନୁ ମୋତେ reply କଣ ପାଇଁ ଦେଉଛୁ

  • @uditjagadala4176
    @uditjagadala4176 3 роки тому

    Aemane jadi satare future kahiparante tahele ama Bharat sabuadu 1 no thanta.........

  • @sarthakpradhan9386
    @sarthakpradhan9386 3 роки тому +3

    #kanak ku kebe Corona haba lekha heichi nahi ??

  • @krishnaraj4706
    @krishnaraj4706 3 роки тому

    ଆଉ କୋଉଥିରେ କଣ ଲେଖା ହେଇଛି ?

  • @Runukunu
    @Runukunu 3 роки тому

    🙏🙏🙏

  • @kushadehury3666
    @kushadehury3666 3 роки тому

    Ipl kia jitiba kaha jadi kahipariba really panjikar nahele bekar

  • @jitendradancer5871
    @jitendradancer5871 3 роки тому +14

    Panji kn 🤣😁😁🤣 kahiba wa
    .karuchi sabu uparwala🙏

  • @user-sr4dy6uv3f
    @user-sr4dy6uv3f 3 роки тому

    କେତେ ଆଉ ମିଛ କଥା କହିବ ଦଲାଲ ମିଡ଼ିଆ ସବୁ ,ପୁରା ଦେଶରେ ନିର୍ବାଚନ କରାଗଲେ କରୋନା ଆପେ ଆପେ ପଳେଇଵ

  • @samarjitsingh5840
    @samarjitsingh5840 3 роки тому +2

    It is a sign of 2nd coming of God Jesus Christ.
    ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଚିହ୍ନ ଅଟେ।

  • @narayanrana7833
    @narayanrana7833 3 роки тому +7

    Au odisha ra police bala drink kari Nagin dance karibe na nahi ??

    • @soppingknowledge9483
      @soppingknowledge9483 3 роки тому

      😀😀😀😀😀😭😭

    • @Cabal294
      @Cabal294 3 роки тому

      Police ta nije don ku chhadi dauchi...hotel re jaiki soiki

  • @yanishvlogs2197
    @yanishvlogs2197 3 роки тому +4

    Ama 10th exeam haba na nai panjia sir

    • @manasranjanparida9390
      @manasranjanparida9390 3 роки тому

      🙄😅🤣
      Corona kamibani mane obviously exam habani
      Sry but fake news 😒

  • @qi82
    @qi82 3 роки тому

    Pankikara nka katha saribaku dia

  • @saumayadehuri6801
    @saumayadehuri6801 3 роки тому

    Thick kahichha didi

    • @saumayadehuri6801
      @saumayadehuri6801 3 роки тому

      Jadi sadharana manisa bholi corona banchu than ta tebe gariba katha bujhuthanta

  • @birabarik1437
    @birabarik1437 3 роки тому

    ବେକାର୍ ଖବର୍ ଭଲ୍ ନି ଲାଗବାର୍