Major Highlight Of BJD Supremo Naveen Patnaik’s Campaign To Suppress BJP In 2024 Election

Поділитися
Вставка
  • Опубліковано 11 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 44

  • @AlokOjha238
    @AlokOjha238 24 дні тому +9

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @AlokOjha238
    @AlokOjha238 24 дні тому +8

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @RamNayakRN
    @RamNayakRN 24 дні тому +6

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @BabuNayak243
    @BabuNayak243 24 дні тому +5

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @SanjayDas008
    @SanjayDas008 24 дні тому +5

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @AbhisekBeheraAB
    @AbhisekBeheraAB 24 дні тому +6

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @AbhisekBeheraAB
    @AbhisekBeheraAB 24 дні тому +5

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @RajaPradhanRPR
    @RajaPradhanRPR 24 дні тому +3

    ଓଡିଶା ମୋ ପରିବାର... ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଅଧିକାର । ମାଟିର ବିକାଶ, ରାଜ୍ୟରେ ରୂପାନ୍ତରଣ ଆଣିବା ମୋ କର୍ତ୍ତବ୍ୟ... ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ ।

  • @RamNayakRN
    @RamNayakRN 24 дні тому +4

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

  • @BabuNayak243
    @BabuNayak243 24 дні тому +5

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

    • @bhikaripatra3146
      @bhikaripatra3146 24 дні тому

      ଆରେ ଭାଇ ଟାଟା ଲାଇନ ଧମକ ଦେଲା ଅମୋ ଗାଁ ରେ BJP କୁ ଭୋଟ ଦେବୁ ବୋଲି ଆଜି ମିଟିନ କରିଛୁ

  • @RajaPradhanRPR
    @RajaPradhanRPR 24 дні тому +3

    ଆମ ନବୀନ ସରକାର, ଆମେ ସବୁ ତାଙ୍କ ପରିବାର । ହାତ ପାହାନ୍ତାରେ ଦେଇଛନ୍ତି ସବୁ ସୁବିଧା । ଖାଇବା, ପିଇବା, ରହିବାରେ ହେଉନି କିଛି ଅସୁବିଧା ।

  • @weddingfilmo8390
    @weddingfilmo8390 24 дні тому +3

    Julai ru bill aasibani kintu September ru doble aaaiba 😂😂

  • @SanjayDas008
    @SanjayDas008 24 дні тому +3

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @dipakmuduli4715
    @dipakmuduli4715 24 дні тому +6

    25 years hela odisha re electric bill sabu state tharu adhika.aji hariba bhaya re phatuchi.😂

    • @djmaster8830
      @djmaster8830 24 дні тому

      Sata katha bhai

    • @godgift4711
      @godgift4711 24 дні тому

      Bill asiba bholo...agoru to emiti kichi korino Abe kono pain a doya..

  • @user-cl8he2de7c
    @user-cl8he2de7c 24 дні тому +2

    ସବୁ ବେକାର କଥା

  • @JitendraJena-er9xo
    @JitendraJena-er9xo 24 дні тому +2

    ଓଡ଼ିଆ କହିପାରିଲ ନାହଁ

  • @amitpatro4508
    @amitpatro4508 24 дні тому +2

    ଓଡ଼ିଶାର ଲୋକ ଜୁନ୍ ୪ ରେ ତୋ ପାଇଁ କରମଣ୍ଡଳ ଏକ୍ସପ୍ରେସ ରେ ଭୁବନେଶ୍ୱର ରୁ ତାମିଲନାଡୁ ଚେନ୍ନାଇ ଯିବା ପାଇଁ ଟିକେଟ 🎟️କରିଛନ୍ତି, ଏବେ ଠୁ Bag 🛍️ packing କରିବା ଆରମ୍ଭ କରିଦେ Pandian। ତୋର ତ ବହୁତ ଜିନିଷ ଥିବ ନେବା ପାଇଁ ତାମିଲନାଡୁ କୁ କାହିଁକି ନା ଓଡ଼ିଶା ଟା କୁ ତ ପୁରା 5T ରେ ଲୋକଙ୍କ ମୁହଁରେ ରଙ୍ଗ ବୋଲି ଖାଇଗଲୁ ।

  • @pitambarpitambarjena5829
    @pitambarpitambarjena5829 24 дні тому

    ଆ ଳୁବହାରୁ ମାଚ୍ଚବହାରୁ କଦଳିବହାରୁ ପିଆଯାବହାଉ ମୁଖ୍ୟମନ୍ତ୍ରୀ ବି ବାହାରୁ ଧନ୍ୟରେ ଓଡ଼ିଆ

  • @nihardas4958
    @nihardas4958 24 дні тому

    ❤❤❤❤❤❤❤

  • @kshirodmohanty6807
    @kshirodmohanty6807 24 дні тому

    ❤ Naveen Babu ❤

  • @sirmannirmalkumarnayak8804
    @sirmannirmalkumarnayak8804 24 дні тому

    ଭଲରେ କହ ଓଡ଼ିଆ ଥରି ଥରି କଣ କହୁଛୁ ମେ ମାସରୁ ଲାଗୁ କର ଭୋଟ ସରିଲା ପରେ ଲାଗୁ କଣ କରିବା ପାଇଁ କହୁଛ

  • @Swarajyaswain-tp5xg
    @Swarajyaswain-tp5xg 24 дні тому

    ବିଜୁଳି ବିଲ ଆସିବ ନାହିଁ ମୋବାଇଲ କୁ କେତେ ଟଙ୍କା ଦେବାକୁ ପଡିବ ମେସେଜ ଆସିବ

  • @rabikusulia3233
    @rabikusulia3233 24 дні тому

    Amoku kichi darkar nahi loko kemiti dadana na jibe tahar byabasta karajau... that's it.

  • @user-cl8he2de7c
    @user-cl8he2de7c 24 дні тому

    ମୋର ମାସକୁ ମାତ୍ର 1100

  • @godgift4711
    @godgift4711 24 дні тому

    Kono pain asibo ni bill asu...ame Naveen ghro bhi bill debu

  • @Ramorsbd
    @Ramorsbd 24 дні тому

    Last re srilanka bhali abasta haba odisa ra

  • @rajandramahakud5914
    @rajandramahakud5914 24 дні тому

    ଜୟ bjd

  • @skumarjena4770
    @skumarjena4770 24 дні тому +1

    E sabu bahana padampur ku jilageichi na kahithile jila haba e sabu chora pandu au nabina micha kuhanti kichi karunanti bada bada katha kuhanti bjd

  • @manasnayak750
    @manasnayak750 24 дні тому

    Laja amaku laguchi kagaja dekhiki kahucha india re bahu bada bada asana re odia achanti hele athi tamil sasana karuchi 😢😢😢

  • @user-tw9le4mi8w
    @user-tw9le4mi8w 24 дні тому

    ତମେ ଥିବ ଟି

  • @SunilKumar-ji4mb
    @SunilKumar-ji4mb 24 дні тому

    Mahalia bijuli dele neiki gandi mareiba re mg mane odisha loka

  • @dipakmuduli4715
    @dipakmuduli4715 24 дні тому +1

    Tu mg haribu

  • @lunapuch
    @lunapuch 24 дні тому

    Bjd it cell sabu aethi

  • @user-vb5ok3so6g
    @user-vb5ok3so6g 24 дні тому

    Jay bjd

  • @hangama308
    @hangama308 24 дні тому

    bjd 25 baras hela micha ahuci tata pawar nu line biki sarilani puni micha kahuchi

  • @kambaskabehera3765
    @kambaskabehera3765 24 дні тому

    Michhu Nabina. Plan to enter his gumasta from back door. Odisha know you and your Gumasta

  • @user-ko6bf2lp2j
    @user-ko6bf2lp2j 24 дні тому +2

    Bjd jindabad