Jay jagnnatha Ar bind muduli santi lata ami tijejagnnath bhajan prbchan aankh assess dhanya baatha bartmanAAMERIKARE jagh cha khu. JAGNNATHA siri dhik sadhke pacnhasa koti basun dari tank hrudrechhantipuri pranam ta vitore ARBIND MUDULI sethi din athi Rati jagnnatha❤
ମନେହୁଏ ଅରବିନ୍ଦ ମୁଦୁଲି ସାର ଗାଉଛନ୍ତି ନନା ଆପଣ ଧନ୍ୟ 🙏🙏🙏🙏 ଧନ୍ୟ ଆମର କାଳିଆ ଠାକୁର 🙏🙏🙏🙏
ପତିତପାବନ ଦାସ ଭାଇ ଆପଣଙ୍କୁ ହୃଦୟରୁ 🙏
ଆପଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ବିଷୟରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଆପଣଙ୍କ କଣ୍ଠଶ୍ୱର ରେ ମୁଁ ଭାବବିହ୍ୱଳ
ଆପଣ ଆମ ଅରବିନ୍ଦ ସାର ଙ୍କ ଠାରୁ ବି କିଛି କମ ନୁହନ୍ତି, ଧନ୍ୟବାଦ
ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ । ହେ ଯୋଗଜନ୍ମା ଅରବିନ୍ଦ ମୁଦୁଲି ସାର ପୁନର୍ବାର ଆପଣଙ୍କ ଉପସ୍ଥିତି ଅନୁଭବ କରୁଛି ।
6:42 6:44 6:54
ମୋ ମଣିମାଙ୍କ ଭଜନ ପ୍ରଭୂଜି ଆହୁରି ଗାଇବାକୁ ଅନୁରୋଧ ରହିଲା
ଜୟ ଜଗନ୍ନାଥ ନନା , କ'ଣ ଆପଣଙ୍କ ବିଷୟ ରେ ଲେଖିବି ଯେତେ ଲେଖିଲେ ବି ଆପଣ ପାଇଁ କମ୍ ପଡ଼ିଯିବ।
ଆଉ ଆମ କାଳିଆ ସାଆନ୍ତ ତ ଅପୂର୍ବ କୋଟିଏ ରୁ କୋଟିଏ 🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻
ହେ ମହା ପ୍ରଭୁ କି ସୁନ୍ଦର ଲୀଳା ତମର ଅରବିନ୍ଦ ମୁଦୁଲି ଙ୍କ ଅବତାର ଦେଇଛନ୍ତି
Jai jai shri jagannath Swami Nayan path gami bhava tume 👏👏🌺🌺👏👏 Jai Mata Laxmi Maa 👏👏🌺🌺👏👏 Radhe Radhe 👏👏🌺🌺👏👏
ମନ ମୁଗ୍ଧ କର ବଂଶୀ ସ୍ଵର ଜୟ ଜଗନ୍ନାଥ ମଣିମା ମହାପ୍ରଭୁ🙏🙏🙏
ଅରବିନ୍ଦ ମୁଦୁଲି ଙ୍କ କଣ୍ଠସ୍ବର ଅଦ୍ବିତୀୟ ଏବଂ ଅବିସ୍ମରଣୀୟ
ଭାବ ଭକ୍ତି ପୂର୍ଣ୍ଣ ଭଜନ ସୁଣି ମନରେ ଆନନ୍ଦର ଲହରୀ ଖେଳିଗଲା । ଲୀଳା ମୟ ଠାକୁରଙ୍କର ଅପୁର୍ବ ଲୀଳା ପ୍ରଭୁ ତୁମ ଚରଣରେ ଅନନ୍ତ କୋଟି ପ୍ରଣାମ । 🙏🙏🙏🙏🙏💐❤️💐❤️💐❤️💐🚩🚩👌👌👌👌👌👌👌
Jay Jagannath 🙏 ❤😭😭😭😭ଆହାଃ କେତେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି
ସତେ ଅବା ଅରବିନ୍ଦ ମୁଦୁଲି ପୁଣି ଜନ୍ମହେଇଛନ୍ତି ଆହା କି ସୁନ୍ଦର କଣ୍ଠ!
ପୁଣି କେବେ ଫେରି ଆସିବେ ସ୍ୱରାର ବିନ୍ଦ ଅରବିନ୍ଦ ସାର ...ଝୁରୁଛି ଭଜନ ଝୁରୁଛନ୍ତି ମହାପ୍ରଭୁ😢😢😢
ମନ କୁ ଛୁଇଲା....❤ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ମା ବିମଳା, ମା ଲଷ୍ମୀପ୍ରିୟା ତୁମକୁ ଆହୁରି ଶକ୍ତି ଦିଅନ୍ତୁ.... Awaz dur tak jana chaheaye... 🙏 jai Jagannath
ଆହାଃ କି ଅପୂର୍ବ ଭାବ ମୟ ଗୀତ, ବହୁତ ସୁନ୍ଦର 6:15
ଜୟ ଜଗନ୍ନାଥ 🙏 ଆପଣ ଙ୍କୁ ଅଶେଷ ଧନ୍ୟବାଦ ଅରବିନ୍ଦ ବାବୁ ଆଉ ନାହାନ୍ତି କିନ୍ତୁ ଆପଣ କିନ୍ତୁ ଲୋକଙ୍କୁ ବହୁତ ପ୍ରଭାବିତ କରୁଛନ୍ତି ଜଗନ୍ନାଥ ଆପଣଙ୍କ ଜୀବନଜାପନ ଭଲ ରଖନ୍ତୁ
Sata koti pranam manima 🙏 Tama apurba lila suni he mahaprabhu jay jay shree jagannath 🙏
ଆଃ କି ଅପୂର୍ବ ଶାନ୍ତି ସାରା ଶରୀର ରେ ❤ ଦିବ୍ୟ ଅନୁଭୁତି 😭😭😭😭😭
ହେ ଗାୟକ ମହାଶୟ ଆପଣକଂ ଭଜନ ଏତେ ସୁନ୍ଦର ମନ ମୁଗ୍ଧକର ଭାଷାରେ କହି ପାରିବି ନାହିଁ।
ଜୟ ଜଗନ୍ନାଥ ମଣିମା ଆପଣ ଙ୍କ ଭଜନ ବହୁତ ସୁନ୍ଦର ହେଇଛି
ସତେ ଯେମିତି ସ୍ୱର୍ଗତ ଅରବିନ୍ଦ ମୁଦୁଲି ❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ,ହେ ମାଆ ଲକ୍ଷ୍ମୀ ନାରାୟଣୀ
ଆହା ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ ....ଆଉ ଶୁଭୁନି କଉ ଭଜନ ଗାୟକ ମୁହଁରୁ
ସେ ଭକ୍ତ ଥିଲେ ବହୁତ୍ ସୁନ୍ଦର୍।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମେ ❤😂😂
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ🙏🙏🙏
ନିସ୍ତରିଲି ପ୍ରଭୁ ନିସ୍ତରିଲି 🙏🏻🙏🏻🙏🏻🙏🏻🙏🏻
🙏🙏🙏ଧନ୍ୟ 🙏🙏🙏ଭକ୍ତ 🙏🙏🙏ଧନ୍ୟ 🙏🙏🙏ଜଗନ୍ନାଥ 🙏🙏🙏ତୁମର 🙏🙏🙏ମହିମା 🙏🙏🙏ସଂସାରରେ 🙏🙏🙏ଅତୁଳନୀୟ 🙏🙏🙏ଅବର୍ଣ୍ଣନୀୟ 🙏🙏🙏
ଆହା ଅପୁର୍ବ ଭାବ ,😢 ହେ ମଣିମା ମହାବାହୁ କି ଲୀଳା ଆପଣ ଙ୍କ 🙏🏻🙏🏻👏🏻
Jyajaganadha❤❤❤❤❤❤❤❤❤❤❤❤❤❤❤❤❤❤❤
❤0
🙏
ଜୟଜଗନାଥ 🙏🙏🙏🙏🙏
Jay Jagannath
Bahut sundar Jay shree jagannath 🙏
Apanaku namaskar...bhaina....ete sunder katha akhire luha rahuni
A bhajan Suni mana mugdha heigala...Jay Jagannath 🙏
ଜଗନ୍ନାଥଙ୍କ ସହିତ ଅଧିକ ସମ୍ପର୍କ ଥିବା ଗାୟକ ଥିଲେ 'ଅରବିନ୍ଦ ମୁଦୁଲି' । ଆଜି ନନା ଆପଣ ତାଙ୍କ ଭଜନ୍ର ରିମେକ୍ ଅତି ସୁନ୍ଦର୍ ଭାବେ କରି ଓଡ଼ିଶାବାସୀଙ୍କୁ ଖୁସୀ କରିଦେଲେ । ଜୟ୍ ଜଗନ୍ନାଥ୍ 🙏 ନନା।
Pranama sir 🙏🙏agnya attma santa santa pari laguchhi sir mohaprabhu nka prabachana srabana kari 🙏🙏🙏Jay sree jagannath swami 🙏
Jay Jagannath🙏 bahut sundar ...
Ati sundar ati sundar Jay Shree Jagannath 🙏🙏 Jay Maa Laxmi 🙏🙏
Apurba ananda lagila. Tk sunibi bhabithili hele pura n suni chhadi parili nahi.pranam.Jai Jagannath jai maa Laxmi thakurani.
ସ୍ୱର ଶ୍ରୀକ୍ଷେତ୍ର ଅରବିନ୍ଦ ଭାଇ ଯୁଗେ ଯୁଗେ ମନେ ରହିଥିବେ 🙏🙏🙏
ପ୍ରକୃତ ଜଗନ୍ନାଥ ଭକ୍ତ ଅରବିନ୍ଦ ମୁଦୁଲି ଥିଲେ ।
ଏମିତି ବୁଝେଇ କି କୌଣସି ଗାୟକ ଗାଉ ନାହାଁନ୍ତି ଜୟ ଜଗନ୍ନାଥ
Soooo nice🙏 waiting for next...........
Jay jagarnnat manima gito suni mono mugdha heigola probhu🙏🙏🙏🙏🙏🙏🙏🙏
Emiti nua nua video karantu.....kalia apananka dwara tanka lila emiti prakash karuntu❤
Great jay jagannath...bhab re jay jagannath
Satare aakhire luha aasijauchi ki apurba Lila prabhu he manima he jagannath kebe Dori lagiba mo pain
🙏🙏Jay jagannath 🙏🙏
Miss you ..sir
Aapnka sabu Ratha yatra re nua nua song bht bhala lage...Emite arbinda muduli second of voice of odisha😊😊❤
Bahut badhiya voice Jay shree jagannath mahaprabhu 🙏🙏🙏
ATI Sundar Jay jagarnnath 🙏🙏🙏
ମା ତୁ ସାହା ହୁଅ ମାଲୋ🪷🪷🪷🪷🪷🪷🌺🌺🌻🌻🌻🙏🙏🌷🌹🪔🚩🚩🚩🚩🏵️🌼🌼
Apananku Prabhu ji Koti Koti Pranaam 🙏🙏🙏🙏🙏🙏🙏🙏🙏🙏🙏Jai Jagannath
💝💝💝💝💝💝💝💝
Jay jagannath🙏🙏🙏
Bahuta sundar katha Nana 🙏
ଅପୂର୍ବ ଭାବ
ହେ ପ୍ରଭୁ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ❤🎉🎉🙏🌹🏵️
ବହୁତ ସୁନ୍ଦର ଉପସ୍ଥାପନା
Jai Manima 🕉 🙏 jai jagannath 🕉 🙏 beautiful presentation very Very nice thanks from RUKMINI PRODUCTION
❤ ବହୁତ୍ ଭଲ ଅରବିନ୍ଦ ମୁଦୁଲି ଗୁରୁଜୀ🎉🕉️ ସଂଗୀତ ଜୟ ଗୁରୁ 🙏🙏
ଜୟ ମା ଲକ୍ଷ୍ମୀ
ବହୁତ ସୁନ୍ଦର ଭଜନ ବହୁତ କଣ୍ଠ
❤Jai ❤jai❤🥰
ସତକୋଟି ପ୍ରଣାମ ଜୟ ଜଗନ୍ନାଥ
Dhanya dhanya ser
A adhama apananka kathasuni akhi ru luha asigala jay jagarnath
Das ବାବୁ ଆମ ଗାଁକୁ ଆସି ଥିଲେ ଗୋଟାଏ ପ୍ରୋଗ୍ରାମିଙ୍ଗ ରେ ଆଙ୍କ ଗୀତ ବୋଲିବା କମ କଥା ପ୍ରବଳ ଅରବିନ୍ଦ ମୁଦୁଲି sirଙ୍କ କପି
❤ ଓଁ ନମୋ ଲକ୍ଷ୍ମନାରାୟଣାୟ ❤
ଧନ୍ୟବାଦ ପତିତପାବନ ବାବୁ ଜୟ ଜଗନ୍ନାଥ।
Beautiful very nice 🤞👌🤞
Jay jagnnatha Ar bind muduli santi lata ami tijejagnnath bhajan prbchan aankh assess dhanya baatha bartmanAAMERIKARE jagh cha khu. JAGNNATHA siri dhik sadhke pacnhasa koti basun dari tank hrudrechhantipuri pranam ta vitore ARBIND MUDULI sethi din athi Rati jagnnatha❤
Jay shree jagannath Swami Nayana Patha gami bhaba tumay Prabhu 🙏🪔🪔🪔🪔🌷🌷🌷🌷🚩🙇
a he prabhu ki nata tumar .... jay jagannath 😍💝💝💖💖💗💟❣💌❤🩹❤🧡💚💜💜🤎🙏🙏🙏🙏🙏🙏🙏🙏🙏🙏🙏🙏🙏🙏👏👏👏👏👏👏
Bahuta sundar voice 🎉🎉🎉🎉👍👍👍👍👍
Jay jagànnath jay maa laxmi ❤❤
ଭାବବିନୋଦିଆ ପାଇଁ ଏମିତି ଭାବରେ ଓଡ଼ିଆ ଗାୟକ ବୋଧହୁଏ ଅନନ୍ୟ ଭକ୍ତି ସଂଗିତ
Jay jagannath
Jay jagannath jay maa laxmi ❤❤❤❤❤
He mahalaxmi Santa hua maa prabhu nku khya ma karidiantu 🙏🙏🙏🙏🙏🙏🙏🙏🙏🙏🙏🙏
bahut sundar Bhajan, jai jagannath
Mana khusi heigala aji....
Pramoda.kumar.jena.jay.jay.jaganath.jay.maa.laxmi
Bahut heart touching thila satare jay jagannath 🙏
ଜୟ ଶ୍ରୀ ଜଗନ୍ନାଥ
ଧନ୍ୟଜଗନ୍ନାଥ ଧନ୍ୟଭକ୍ତ
Jay prabhu Jagannatha
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
Bhai tama kathamruta mahana
Jaisri Jagannath jaisri balabhdra maasubhadra maalaxmi 🎉
ମଧୁର
Apanku pranam 🙏🙏🙏🙏
ନନାବାହୁଡା଼ କଣ 5 ଦିନହୁଏ
Jay Jagannath jay Jagannath 🙏🙏🙏🙏🙏🙏🙏🙏🙏🙏🌺🌺🌺🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺 Abu Dhabi 🌺🌺🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
ଜୟ ଜଗନ୍ନାଥ ସ୍ୱାମୀ ଜୀ କୀ ଜୟ 🌷🌷🌷🌷🌷🙏🌷🌷🌷🌷🙏🌷🌷🌷🙏🙏🙏🌷🙏
Prabhu❤
Jay Jay gannth🙏🙏🙏🙏
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻
Jay jagatara natha jaganath.....jay shreeRam....har har mahadev
Super 🎉
Jay🙏🙏 shree🙏🙏 krishna🙏🙏 Jay🙏🙏❤❤
Very nice. You are second.Arabinda.Muduli.
🙏🙏Jay Jagannath❤❤Jay Maa Laxmi🙏🙏🙏🙏
Mo kala madhav sate ki asiba❤
gaygannath❤❤❤❤❤❤❤❤
Jay jaganatha 🙏🏻 ♥️ ❤