Sansara Bandhana Asichi Chhindei - Emotional Jaganatha Bhajan | Patitapabana Das | ସଂସାର ବନ୍ଧନ ଆସିଚି
Вставка
- Опубліковано 31 січ 2025
- Song : Sansara Bandhana Asichi Chhindei
Singer : Patitapabana Das
Album : Sansara Bandhana Asichi Chhindei
Album No : SM - 7701
Lyrics : Sanjukta Muduli
Music : Arabinda Muduli
Music Released by : Sidharth Music
Producer : Sitaram Agrawal & Namita Agrawal
------------------------------------------------------
♪ Full Song Available on ♪
Gaana :
JioSaavn :
Wynk :
Apple Music :
Amazon Prime Music :
iTunes :
Spotify :
UA-cam Music :
------------------------------------------------------
Video Director : Gati,Naba
Editing : Chandan Panda,Balaram,Saroj,Subha
Camera : Rintu, Narendra & Bicky
Thumbnail Design : Bikash,Tapan
Digital Grading : Shivananda Jena
Recorded At : Sidharth Studio
Voice Dubbing & Mixing By : Munna & Bapun
Mastering By : Sitaram Agrawal & Pradyumna Singh
Producer : Sitaram Agrawal & Namita Agrawal
Banner : Sidharth Music
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To 56700
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Arabinda Muduli" UA-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other UA-cam Channels:
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
👉 Sidharth Music: / sidharthmusic
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#ArabindaMuduli #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal
ପ୍ରଭୁ ଏ ଜନ୍ମ ଆପଣଙ୍କୁ ସମର୍ପିତ । ଆର ଜନ୍ମ ଆପଣଙ୍କ ନିର୍ଦ୍ଦେଶରେ । ପ୍ରଭୁ ଏତିକି ଆପଣଙ୍କ କର କମଳରେ ବିନତ ହେ ବିଶ୍ଵ ବ୍ରହ୍ମାଣ୍ଡ ର ମାଲିକ ମୋତେ ଆଉ କୌଣସି ଜନ୍ମ ନେବାକୁ ଚାହୁଁନି ଆପଣଙ୍କ ପାଦ ପଦ୍ମରେ ଲୀନ ହେବାକୁ ଚାହେଁ ।
Jay Jagannath 🙏🙏🙏
ଏହି ସଙ୍ଗୀତ ଶୁଣି, ଗୁରୁ ଗୋବିନ୍ଦ ଙ୍କ ପାଦପଦ୍ମ ରେ ଭକ୍ତି ଆସିବା ସହିତ ସଂସାର ପ୍ରତି ବୈରାଗ୍ୟ ଆସୁଚି,,❤❤❤
ଭାଷା ନାହିଁ ଏଭଳି ଭଜନକୁ ଶୁଣି କିଛି କହିବା କୁ
ଖୁବ୍ ସୁନ୍ଦର ଭାବ ଭକ୍ତି ର ଉପସ୍ଥାପନା । Jai shree Jagannath Mahaprabhu
ଏ ଭଜନ ଟିକୁ ଯେତେଥର ଶୁଣିଲେ ବି ମ୍ବାର ମ୍ବାର ଶୁଣିବାକୁ ଇଛା ହେଉଛି ।କାରଣ, ଏ ଭଜନରେ ଜୀବନର ସତ କଥାଟି ଲେଖା ଅଛି। ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ🙏🙏🙏❤️❤️❤️
ସତ କଥା ❤
ବଡ଼ ଠାକୁରେ ତମେ ସାହା ଭରସା 😭 ପ୍ରଭୁ ଜଗନ୍ନାଥ 😭 😭 🙏 ଶ୍ରୀ କୃଷ୍ଣ 🙏 😭
ଅତି ସୁନ୍ଦର ଭଜନ ।।। ଆଉ କିଛି ଭଜନ ଆସୁ ପତିତପାବନ ଦାସ ମହୋଦୟ ଙ୍କର
Jay Jagannath 🥰🙏🏻😢😢😢 bahut dukha lagila bahut bhala bi lagila khub sundar bhaba re kuade chali gale parilaguchi 😢😢😢
ଗୀତଗୁଡ଼ିକବି ବାସ୍ତବ ଏ ଗୀତ ର ଜୀବନ୍ତ ଅଛି କଣ କଣ କହି ଧନ୍ୟବାଦ ଦେବି ସୀତା ରାମ ସାରଙ୍କୁବି ଧନ୍ୟବାଦ ଜୟଜଗ ନାଥ ମ ମନ କହୁଛି ଵର୍ତମନ ପଳା ନ୍ତି ସେହିରାସ୍ତାରେ
ଜୟ ଜଗନ୍ନାଥ ମୋତେ ଏମିତି ଭଜନ ଶୁଣିବାକୁ ବହୁତୁ ଭଲ ଲାଗେ
ଜୟ ଜଗନ୍ନାଥ ମହାପ୍ରଭୁ 😢😢😢😢 ଆଖିରେ ଲୁହ ଆସିଗଲା।।।। ଅତି ସୁନ୍ଦର ❤❤❤
କାଳିଆ ରେ ତୁ କାଳେ ସାଧୁ ସନ୍ଥମାନଙ୍କ ହୃଦୟ ରେ ରହୁ ହେ ସାଧୁ ମୋହାତ୍ମା ଆପଣଙ୍କ ପାଦତଳେ ମୋର ପ୍ରଣାମ
ଭଗବାନ ଆପଣଙ୍କୁ ସବୁ ଦିନ ଭଲରେ ରଖିଥାନ୍ତୁ। ଏମିତି ସବୁ ଦିନ ଆମକୁ ସୁନ୍ଦର ଭଜନ ସୁନାଉଥନ୍ତୁ ❤❤❤
🙏🙏🙏
Good.bhajan
ହେପ୍ରଭୁ ଏମିତି ଭଜନ ମ ମନ ଖୁଜୁ ଥିଲା ଆଜି ମୁଁ ଏତେ ଶାନ୍ତି ଲାଗିଲା ଯେମୁକାଳିଆ ମୋପାଖରିଅଛି ମାଆଖି ଉଦା ହେଇଗଲା ସତରେ ଲାଗୁଛି କାଳିଆ ଗାଉଛି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଆପଣଙ୍କ ସଂଗୀତ ରେ ସବୁ ସତ କଥା ଭରି ରହିଛି ମହାଶୟ , ମୋବାଇଲ ମାୟାରେ ସବୁ ବାୟା ହୋଇ ସବୁ ସମ୍ପର୍କ/ ଧର୍ମ/ କର୍ମ କୁ ଭୁଲି ଗଲେଣି ।😢
ପ୍ରଣାମ ସାର୍ ଏବେ ଗାଉଛନ୍ତି ବହୁତ ଆଗରୁ ଆସିବାର ଥିଲା
ହେ ମହା ପ୍ରଭୁ ସବୁ ତୁମରି ଇଛା ପ୍ରଭୁ 🙏🙏🙏
⭕‼️⭕🙏🙏🙏
Sater apana jaganath ank bada vakta . Ate vaba re kemiti asiba. Apanka tharu a bhajan suni mo aki ru luha asigala . Kalia re eteki maguni parbhu daya kara sesh jiban tum pada tale satan tike diya parbhu.
Wow nice bhajan.aapko koti koti pranam ❤❤❤🙏🙏🙏
ଆଖି ରେ ଲୁହ ଆସିଗଲା ଏ ଗୀତ ଶୁଣି ବହୁତ୍ ସୁନ୍ଦର ନନା
ମନକୁ ପୁରା ଛୁଇଁ ଲା 😭😭😭😭😭😭😭🙏🙏🙏🙏🙏♥️♥️♥️♥️
Jay Jagannath Swami 🙏
Bahut sundar bhabo ra bhajan 👌👌👍 🙏 ❤
❤️🌹❤️ Bahut Bahut Sundar Bhajan ❤️❤️🌹❤️❤️
Jayjaganath..swamibahut.sundar..bhabo..ra..bhajan❤❤❤❤❤❤❤❤❤❤❤❤❤❤❤❤
ଅତି ସୁନ୍ଦର ପରିବେଷଣ। ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ।ଜୟ ଜଗନ୍ନାଥ
ଅତି ସୁନ୍ଦର ଉପସ୍ଥାପନାଆପଣ ଆପଣଙ୍କର
⁰q
🙏🙏🙏🙏🙏ପ୍ରଭୁ ମନ ଥୋଇଦିଅ ପ୍ରଭୁ 🙏🙏🙏🙏🙏
Ea hrudayasparsi bhajans.
ମହାପ୍ରଭୁ ମୋତ ତୁମ ଚରଣ ରେ ଏମିତି ରଖିଥାଉ,ତୁମ ମହାବାହୁ ଭିତରେ ରଖି ଥାଅ, ତୁମ ନାମ ରେ ମୋ ଆୟୁଷ କଟିଯାଉ ❤🌹🌹💕💗🙏🙏
Jay Jagannath Jay Jagannath so beautiful very nice thank you so much
🙏🙏ati sunder song
Tume nathile aame Kia Prabhu Jay jagannath Swami 😢😢😢❤
😢😢😢😢😢😢🙏🙏🙏🙏🙏🙏🚩🚩🚩🚩🚩🚩Jay jagannath swamy
🙏❤️ଏ ❤️ଭଜନରେ ❤️କି ❤️ମାହାତ୍ମ୍ୟ ❤️ଅଛି ❤️ମହାପ୍ରଭୁ ❤️ସବୁ ❤️ଶୁଣି ❤️ସଂସାର ❤️ତୁଛ ❤️ଲାଗୁଛି ❤️ପ୍ରଭୁ ❤️ଜଗନ୍ନାଥ ନିକଟରେ ❤️ଏତିକି ❤️ଅଳି ❤️କରୁଛି ❤️ସବୁଦିନ ପାଇଁ ❤️ଆପଣଂକର ❤️ମୁଖାନିସୃତ ❤️ଗୀତ ❤️ଶୁଣିବାକୁ ❤️ମିଳୁଥାଉ ❤️ଜୟ ❤️ଜଗନ୍ନାଥ ❤️ସ୍ୱାମୀ ❤️ନୟନ ❤️ପଥଗାମୀ ❤️ଭବତୁମେ ❤️ଶୁଭ ❤️ରାତ୍ରି ❤️ମଣିମା ❤️ସୀତାରାମ ❤️ବାବୁ ❤️ଆପଣଂକୁ ❤️ଅଶେଷ ❤️ଧନ୍ୟବାଦ ❤️ହୃଦୟରୁ ❤️ସତକୋଟି ❤️ପ୍ରଣାମ ❤️ଜଗନ୍ନାଥ ❤️ସାରା ❤️ଜଗତର ❤️ମଙ୍ଗଳ ❤️କରିଥାନ୍ତୁ ❤️
ହୃଦୟ ସ୍ପର୍ଶୀ ଭଜନ🎉
🙏Jay jagarnath prabhu🙏🙏🌼🌼🌼
He prabhu nila madhaba tume hin sabu kichhi
Ati sundar vajan sir Jay jagannath mahapravu 🙏🙏🙏🙏🙏🚩🚩🚩🚩🚩
😢😢😢😢😢😢😢😢😢😢😢😢😢😢😢😢😢😢😢 ହେ ପ୍ରଭୁ ମଣିଷକୁ ଏତେ ଦୁଃଖ ଦିଆ
❤❤❤❤❤🙏ଅତି ସୁନ୍ଦର ଭଜନ 👍ଭାଇ
Very nice ......Jay Sagarmatha kaliathakura samastanku bhalare rakhantu
Jaya Sri ram Jaya jaganath sabu dukhi nkara dukha arana kara prabu
ପ୍ରଭୁ ଲୁହ ଦେଲ ପ୍ରଭୁ 🙏🙏🙏🙏🙏
ଧନ୍ୟବାଦ ଶୁଣି ବାକୁ ଜୟ ଜଗନ୍ନାଥ ❤
ତ୍ରହିମାମ୍ ମହା ପ୍ରଭୁ ତ୍ରହିମାମ୍ 🙏🏻😭🙏🏻
ଜୟ ଜଗନ୍ନାଥ
❤❤❤❤❤ପ୍ରଭୁ କି ଦୁଃଖ ପ୍ରଭୁ ❤❤❤❤❤
Jay Jagannath....🚩
Nana❤bahut sundar bhajan ❤mou kaliaa,,,,,,,,,
Jay jagannath 🙏🙏🙏🙏🙏
Really heart touching bhajan. I pray to God he always give you long life.and All happiness in your life.
Bahut Sundar BhajanaGaeile Sir.Prnam .
❤🎉❤🎉❤🎉❤🎉❤🎉❤🎉 ଜୟ ଜଗନ୍ନାଥ ସ୍ବାମୀ ସବୁରି ଦୁଃଖ ଦୂର କର ପ୍ରଭୁ ଜୟ ଜଗନ୍ନାଥ ସ୍ବାମୀ
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ କୃପାଳୁଜି ମହା ରାଜ
Jay shree Ram 🙏🙏🙏🙏🙏🙏🙏🙏🙏
Hruday ku chhui jauchhi ei gita tum voice re dhanyawad sir
ଆମର ଏମିତି ପ୍ରାର୍ଥନା କିପରି ହୃଦୟରେ ଜାଗୃତ ହେବ ।ଏମିତି କଠୋର ଲୁହା ଭଳି ହେଇ ଯାଇଛି କି ହୃଦୟକୁ ଦବାଇଲେ ଟିକିଏ ବି ଦବିବ ନାହିଁ ।ବାରମ୍ବାର ଏହି ସବୁ ଶୁଣିଲେ ଟିକିଏ ଯଦି ପରିବର୍ତ୍ତନ ହେବ ।
Prakrutare apananka hrudaya Tula thu bi naram hei galani agyan❤ nahele kn emiti namra vaba asithanta apanankara ..prakruta vakta apana ..apananku koti koti 🙏🙏♥️
❤❤❤❤❤ପ୍ରଭୁ ମୋତେ ଏମିତି ତୋପାଖରେ ପ୍ରଭୁ ଏମିତି ଅଟ ଚଲଉ ଥିବି ପ୍ରଭୁ
Jai shree Jagannath Hari. ❤ Bahut Badhiya 🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ଜୟଗୁରୁ, ଜୟ ଜଗନ୍ନାଥ 😢
Bhaba majhi re bigyapana mast bada bhulu. Sudhuri jantu
Ekdum Right
❤
ପ୍ରଭୁ କୃପା କର ପ୍ରଭୁ ଜୟ ଜଗନ୍ନାଥ 🙏🙏🙏🙏
Jay jaganath swaami nayan patha gami vaba tume vaba tume vaba tume🙏🙏🙏
Mo akhire luha chala chala heijauchi 😭😭😭 he maha prabhu jagannath samaste bhala re ruhantu
🎉😊
Mu mo gaonku Ramanabami ku Apananku asibaku anurodha karuchi
Jay Jagannath 🙏🙏🙏 atma santy heijauchi bhajanare 🙏🙏🙏
Sabre prathame mu apnanku pranam karuchi siwakar kariba hebe.mnu aapananka e bhaba bhara bhajanare kichhi sabda lekhiparunahni.kebela aakhira luha hni sara.
Jay jagannath.
🙏🙏🙏🙏🙏
Jai jai jai jai jai jai shree jagarnath mahaprabhu 🙏🙏🙏🙏🙏🙏🙏
ଅତି ସୁନ୍ଦର ଭଜନ ପ୍ରେମାନନ୍ଦ ଅଶ୍ରୁ ଝରି ଆସିଲା
Jai jagannath 😢😢😢 mono ku shanti kola bholi bhajan..mantra mughdo heigoli ❤
Ati.sundar.jay.jagannatha.bhadark.asurali.santanukumar.dash
ଜଗତର ନାଥ ଜଗନ୍ନାଥ ଙ୍କ ଅଭୟ ଚରଣାରବିନ୍ଦରେ ଅନନ୍ତ କୋଟି ଦଣ୍ଡବତ । ଜୟ ଜଗନ୍ନାଥ ସ୍ୱାମୀ ସବିନୟ - ଶ୍ରୀ ରମା କାନ୍ତ ମିଶ୍ର, ବରିଷ୍ଟ ଅଧ୍ୟାପକ (ପର୍ଯ୍ୟଟନ), ଅରୁଣାଚଳ ପ୍ରଦେଶ
ଜୟ ଜଗନ୍ନାଥ ସ୍ଵାମୀ
Heart touching song...
Luha asigala 😢
❤❤
Great
Jay Jagannath swami
ଜୟ ଜଗନ୍ନାଥ ❤ ଧନ୍ୟବାଦ ❤ ଜୟ ଜଗନ୍ନାଥ
Bhaina pranam ❤❤❤❤❤❤❤❤
❤️🙏🙏❤️ Jay Sri Jagannath ❤️🙏🙏❤️ Mahaprabhu ❤️🙏🙏❤️Sabu Tumari Lila Prabhu ❤️🙏🙏❤️ Prabhu Sabu Tumari Iechha Prabhu ❤️🙏🙏❤️
Jay jagannath
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤
I really love you 💗💗💗
❤❤❤❤ ହଁ ❤❤❤❤
Hey jagannath, mahaprabhu kalakar nana nku bhalarey rakshantu
🙏🙏
ଜୟ ଜଗନ୍ନାଥ🙏🏻🙏🏻🙏🏻
Ate singer dekhichi puni se arbinda muduli Mane padigale jaha hau atma santi milila bhai vhla lagila song tumara ❤
Jai Jagannath swami-- Bhabagrahi mahaprabhu 🙏🙏🙏
Jay Jagannath 🙏🙏🙏🙏🥺🥺🥺🥺
Jai shree jagannath ki Jai 🙏🕉️🙏🙏 beautiful presentation very nice best voice thanks 👍👍 from RUKMINI PRODUCTION
Jayjagannath❤
This song is very nice song and singer.🙏🌺🙏🍓🙏🍒🙏
Good song
Jay shree jagannath ati sundar mana ku pai gala
ଜୟ ଜଗନ୍ନାଥ ❤
🕉🕉🕉
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ