ନବୀନ ନିବାସରେ ପାଣ୍ଡିଆନ ଙ୍କୁ ନିର୍ଘାତିଆ ମାଡ଼

Поділитися
Вставка
  • Опубліковано 29 вер 2024
  • ନବୀନ ନିବାସରେ ପାଣ୍ଡିଆନ ଙ୍କୁ ନିର୍ଘାତିଆ ମାଡ଼ #vkpandian #nabinpattnaik #odishanews

КОМЕНТАРІ • 689

  • @saratchandrapatra8919
    @saratchandrapatra8919 3 місяці тому +161

    ତୁମେ ଯେଉଁ ପାଣ୍ଡିଆନଙ୍କ କଥା କହୁଛ , ତୁମ ଦଳର ଅନ୍ୟ ନେତାମାନେ ତ କହୁନାହାନ୍ତି ? ଏକଥା ଆମକୁ ନ ଶୁଣାଇ ଆଗେ ତୁମ ଦଳୀୟ ନେତାଙ୍କୁ ଶୁଣାଅ । ତାଙ୍କୁ ଆଗେ ଠିକ୍ କର । ନହେଲେ ତୁମକୁ ଲୋକେ ପାଗଳ ବୋଲି କହିବେ ।

  • @puspachandramajhi2264
    @puspachandramajhi2264 3 місяці тому +2

    ଧନ୍ୟବାଦ 🙏

  • @Krishna-qr8yh
    @Krishna-qr8yh 3 місяці тому

    Bahot badhia

  • @srinibashsahokar5637
    @srinibashsahokar5637 3 місяці тому

    ପାଣ୍ଡୁ ପୁରୀ ନଗଲେ ଛୋଡ଼ି ହେଇଗଲା

  • @basantaswain4887
    @basantaswain4887 3 місяці тому

    Right bhai

  • @rajiblochanparida2546
    @rajiblochanparida2546 3 місяці тому +5

    Jay Nabin.

  • @PadmalayaBehera-lv8zi
    @PadmalayaBehera-lv8zi 3 місяці тому

    Samayo asibo samoste pandian sir ku jhuribo

  • @budhadebpatra8879
    @budhadebpatra8879 3 місяці тому +110

    ଏଇ କଥା ଟା ଏତେଦିନ ଯାଏ କୁଆଡେ ଥିଲା,

  • @manoranjandash5799
    @manoranjandash5799 3 місяці тому +82

    ଆରେ ନବିନ ବାବୁ କହୁଛନ୍ତି ପଣ୍ଡିଆନ ଭଲ କିନ୍ତୁ ତୁମେ ମାନେ ହେଲେ ବେହିଆ ଜେ ତୁମେ ରୋକୁଚ pqndian କୁ

    • @Sunsine5098
      @Sunsine5098 3 місяці тому +3

      ସବୁଠୁ ବଡ଼ ବେହିଆ ହେଉଛି ମଦୁଆ ନବୀନ।😂
      ଖାଲି ପାଇକି ଏକାନ୍ତ ବାସ କଲା। ଆଗରୁ ପ୍ୟାରୀ ଏବେ ପାଣ୍ଡୁ ଇମିତି ଆଉ କଣ।

    • @satyabehera9431
      @satyabehera9431 3 місяці тому

      ଡ଼କାୟତ ।

    • @mpattanaik7
      @mpattanaik7 3 місяці тому

      Seita 5T kariki mantri manaka upare raaz karuthila

  • @tusarpanda5148
    @tusarpanda5148 3 місяці тому +27

    Pandian. Pyarimohan ଏମାନଙ୍କୁ ଆମ ନବୀନ ବାବୁ ଡ଼ାକି କି ଆଣିଥିଲେ କାରଣ ଆମ ନବୀନ ବାବୁ ଙ୍କୁ କିଛି ଜଣା ନାହିଁ😮 ତାଙ୍କ ଦୋଷ ଦେଇ ଲାଭ kn

  • @rameshchandranayak575
    @rameshchandranayak575 3 місяці тому +10

    ନବୀନବାବୁ ଦ୍ରୁତରାଷ୍ଟ୍ର। ସକୁନି ବଳରେ ସେ ନିଜେ ଦଳକୁ ଧ୍ବଂସ କରିବେ। ଆଗରୁ ଆପଣ କେଉଁଠି ଥିଲେ।

  • @priyabratapadhy9009
    @priyabratapadhy9009 3 місяці тому +86

    ଆଗରୁ କଣ ଗାଣ୍ଡିମରୋଉଥିଲ ହଇରେ ମା........!

  • @brajakishorepadhi4022
    @brajakishorepadhi4022 3 місяці тому +36

    ୟେଟା କିଏ। ବାଳ ନିବାସ। ସବୁ ନାଟର ଗୋବର୍ଦ୍ଧନ ନିଜେ ନବୀନ ହଡା।

  • @bmn2568
    @bmn2568 3 місяці тому +33

    ଏ ବାବୁ ତ ପାଣ୍ଡିଆନ ର ବଡ଼ ଭକ୍ତ ପାଣ୍ଡୁ ଚୋର ବସ୍ତିଆ ଡକାୟତ ହାରି ଯିବାରୁ ମିଡ଼ିଆ ସାମ୍ନାରେ ବକ ବକ ହେଉଛି ଏ ସରକାର ରେ ତୁମର ଆଉ ତ୍ରାହି ନାହିଁ

  • @piyushrajkumar15
    @piyushrajkumar15 3 місяці тому +16

    ଆରେ ଭାଇ ବିଜେଡି କୁ ଖାଇଲା, ଓଡିଶା କୁ ଖାଇଲା ଶେଷରେ ନବୀନ କୁ ଖାଇଲା ଯଦି ତମେ ପାରୁନ ତାକୁ ଧରିକି ଓଡିଶାବାସୀ ଙ୍କୁ ହସ୍ତାନ୍ତର କରିଦିଅ ଅବଶିଷ୍ଟ କାମ ହେଇଯିବ.

  • @santoshkumarmishra2620
    @santoshkumarmishra2620 3 місяці тому +51

    ଟିକେ ତେଲ ବେଶୀ ହେଇଯାଉଛି. ମୋହନ ବାବୁ ସମସ୍ତଙ୍କୁ ଚିହ୍ନି ସାରିଛନ୍ତି.

  • @tusarkantasahu1064
    @tusarkantasahu1064 3 місяці тому +7

    ବିଳମ୍ବ ରେ ମୁହଁ ଫିଟି ଲା... 😂😂ଆଗରୁ ଏତିକି ହୋଇ ଥିଲେ ଏ ଦୁର୍ଦ୍ଦିନ ଦେଖିବାକୁ ପଡ଼ନ୍ତା ନାହିଁ... ସେଟା ଯାହା କଲା କଲା, ଆମ ଓଡ଼ିଆ ପୁଅ ଗୁଡ଼ାକ ଗୋଲାମଗିରି କରିଲେ ଭଲ ଲାଗିଲା ନାହିଁ, ଯେତେ ମନା କଲେ ଶୁଣିଲେ ନାହିଁ ଏଣୁ ପାନେ ଦେଲୁ... Don't worry, ସୁଧୁରି ଯାଅ.. ଭଲ ଦିନ ଆସିବ...

    • @JagarnathSwain-hn9ll
      @JagarnathSwain-hn9ll 3 місяці тому

      Sala hanu malabele sata kahe para au Jane sasmit patra same

  • @Mkgroyalffgamer
    @Mkgroyalffgamer 3 місяці тому +7

    Pandian is a great leader ତୁମେ ସବୁ ଚୋର ଯାକ ଆଜି ଏଇଟି ଅଚ କାଲି ପୁଣି ଆଉ ଗୋଟେ ଦଳ କୁ ଡିଆଁ ମାରିବ କିନ୍ତୁ pandian ନବୀନ ବାବୁ ପାଇଁ ଜୀବନ ବି ଦେଇ ଦେବ। ସେ ନବୀନ ବାବୁ କୁ ବହୁତ ଭଲ ପାଏ ତା ସହିତ ଓଡ଼ିଶା ବାସୀଙ୍କୁ ମଧ୍ୟ ସେ ଭଲ ପାଏ ନବୀନ ବାବୁଙ୍କୁ pandian ହରେଇନି ପୂର୍ବରୁ ତାଙ୍କ ଦଳରେ ଥିଲା ଲୋକ ହିଁ ହରାଇଛନ୍ତି।

    • @soumyanayak9338
      @soumyanayak9338 3 місяці тому

      Right. Pandian is a great and talented person. Tanka bhali loka rahile development sure

    • @gaganbiharinayak8713
      @gaganbiharinayak8713 3 місяці тому

      ତ୍ୟାଗକୁ ଦେଖ, ମେଡିଆ ଓ ଲୋକଙ୍କ ପାଇଁ ଚାକିରି ଛାଡ଼ିଲା । ହେଲେ ନବୀନ ପଟ୍ଟନାୟକ ଙ୍କୁ ଛାଡ଼ିଲା ନାହିଁ । ଏହା ଏକ ଶ୍ରେଷ୍ଠ ତ୍ୟାଗ। ସେ କିଏ ଜିତିଲା କିଏ ହାରିଲା ଅଲଗା କଥା । ତାଙ୍କ ବ୍ୟକ୍ତିଗତ ଚରିତ୍ର ଦେଖ ।

  • @omkarahi
    @omkarahi 3 місяці тому +36

    ନବୀନ ପ୍ରକୃତ ଅପରାଧୀ I ନିର୍ବାଚନ ପରେ ସେ ବାହାରକୁ ଆସି ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ଯାହା ହଜାର ହଜାର ଓଡିଆଙ୍କ ଭାବନାକୁ ଆଘାତ ଦେଇଛି I ନବୀନ ପ୍ରଶଂସକମାନେ ତାଙ୍କୁ ଭୁଲିଯିବା ଉଚିତ କାରଣ ତାଙ୍କର ପ୍ରତ୍ୟାବର୍ତ୍ତନ କରିବାର କୌଣସି ଆଶା ନାହିଁ |

  • @manasilatadas4829
    @manasilatadas4829 3 місяці тому +1

    ତୁମେ ଗେଣ୍ଡା ଦଳ ଯେତେବେଳେ ପାଣ୍ଡୁ ସହ ମିଶି ଓଡିଶାକୁ ଲୁଟୁଥିଲ ସବୁ ଠିକ ଥିଲା? ଏବେ ଲୋକେ ଗ୍ରହଣ ନ କରିଲେ ବୋଲି ତୁମେମାନେ ଭଲ ହେଲ, ପାଣ୍ଡୁ କେମିତି ଖରାପ ହେଲା?

  • @beeteshbarik8601
    @beeteshbarik8601 3 місяці тому +36

    ଆରେ ଭାଡୁଆ ମାଗ୍ୟା ସବୁ ଠିକ କହିଲୁ ଯେ.. ଆଉ ପ୍ରଣବ ପ୍ରକାଶ ଦାଶ ବିଷୟରେ କିଛି କହିଲୁନ

  • @brahmanadabehera2396
    @brahmanadabehera2396 3 місяці тому +10

    ସବୁ ସାଇଜ ହେଇ ଯିବ।ଅପେକ୍ଷା କର

  • @dilliptripathy8813
    @dilliptripathy8813 3 місяці тому +1

    ଏ ଡାକୁ ମାନେ ଗୁଣ୍ଡା ଗରଦି କରି ନବିନ ନାଁରେ ଚୋରିନାରି କରି ବିଜେଡି ର ସତ୍ଯାନାଶ କରି ସାରିଛନ୍ତି। ବର୍ତ୍ତମାନ ପାଣ୍ଡିଆନ ମୁଣ୍ଡ ରେ ଦୋଷ ଦେଇ ଖସିବାକୁ ବସିଛନ୍ତି।
    ଗୋଟିଏ ନିଷ୍ଠାବାନ ଲୋକ କୁ ବଦନାମ କରି ନିଜ ରାଜନୀତି ଚମକାଇ ବାକୁ ବସିଛନ୍ତି।

  • @sujitmohanchaini201
    @sujitmohanchaini201 3 місяці тому +13

    Pandian bhali ias world re nahi taku America burogate dakuchanti.
    Sea nabin sir ku chadi jaunahanti

    • @ramjittudu5413
      @ramjittudu5413 3 місяці тому

      Ta bholia boka abe banchi6anti na..😂😂😂😂

    • @Srk3820
      @Srk3820 3 місяці тому +1

      Taku amerika pathai dia

    • @sujitmohanchaini201
      @sujitmohanchaini201 3 місяці тому

      @@Srk3820 nabin sir nka pain sea odisha re achi.
      Tankara care nauchi.

  • @sujitmohanchaini201
    @sujitmohanchaini201 3 місяці тому +11

    Tu pandian ra balaku sariheabuni

  • @sadhucharanpradhan1593
    @sadhucharanpradhan1593 3 місяці тому +5

    Nabin kahuchi pandian best.but tume pandian ku dosho deucha kahinki

  • @SulekhaRout-t1c
    @SulekhaRout-t1c 3 місяці тому +7

    ତୋର ଔକାତ ଅଛିତ ପାଣ୍ଡୁର ରୂମ ବଙ୍କାକରି ଦେଖା

  • @deepakpatra8151
    @deepakpatra8151 3 місяці тому +3

    ମାର Mg କୁ ତା ସହିତ Mangaraj ଆଉ Sasmit ଆଉ ସେହି mg Dasaକୁ ଦରକାର

  • @indramanisahu4595
    @indramanisahu4595 3 місяці тому +18

    ନବୀନ ଜାଣି ଶିଆଣ। ଏକ ନମ୍ବର ଡକାୟତ । ଯାହା କରି ଛି ସବୁ ଜାଣିକି କରିଛି। ଧରାପଡିଲେ ଅନ୍ୟ ମୁଣ୍ଡରେ ଦୋଷଦେଇ ଖସି ଯାଇ ସେ ପୁରା ଧଳା ହୋଇଯାଇଛି। ନବିନ ଓଡ଼ିଶାର ପାଠ ପଢି ପରେ ଅନ୍ୟ ବିଦ୍ୟାଳୟ ରେ ପଢିଛି। ସେ ଓଡ଼ିଆ ଶିଖିନାହ୍ଙି ଏହା ସତ୍ୟ ନା ମିଥ୍ୟା। ନବିନ ଏକନମ୍ବର ଡକାୟତ।

    • @dinabandhutarai49
      @dinabandhutarai49 3 місяці тому +2

      ୧୦୦+% ଠିକ୍। ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ। ଓଡ଼ିଶାର ଜନସାଧାରଣ ଚୂଲିକି ଯାଆନ୍ତୁ। ତାର ମୁଖ୍ୟମନ୍ତ୍ରୀ ପଦବୀଟି , ବିଭିନ୍ନ rating Agency ଙ୍କ ୧/୨ ନମ୍ୱର ପଇସା ଦିଆ certificate ଓ ସବୁବେଳେ ମଦ ଦରକାର୍। ଓଡ଼ିଆ ଭାଷା ଶିଖିବା ଇଚ୍ଛା ୧% ମଧ୍ୟ ନାହିଁ।

    • @prabodhpattanaik6284
      @prabodhpattanaik6284 3 місяці тому +1

      ଏକଦମ୍ ଠିକ୍।

  • @YashrajLive
    @YashrajLive 3 місяці тому +13

    ea pratham chora.. purbaru kahiki kohunathile

  • @SantoshKumarBhoi-w7h
    @SantoshKumarBhoi-w7h 3 місяці тому +1

    ଭାଇ ଏଇ କଥାଟା ଯଦି ନବିନ୍ କୁ କୁହନ୍ତେ ଭଲ ହୁଅନ୍ତା। ଆରେ ଭାଇ ତମେ ଯାହା କହିଲେ କଣ ହବ ପାଣ୍ଡୁ ତ ଆଜି ବି ନବିନ୍ ର ଗେଲ୍ହା ପୁଅ।

  • @krutibashmohanta968
    @krutibashmohanta968 3 місяці тому +4

    ଆରେ ହାରାମି ପାଣ୍ଡିଆକୁ କହୁଥିଲୁ ଭଗବାନ ର ରୂପ ଏବେ ଶଳା କହୁଛୁ କର୍ଣ୍ଣମୁଣ୍ଡିଆ ଦେବୁ ବହୁରୂପୀ ମାନସ ବସ୍ତିଆ

  • @dillipkumarbhuyan1745
    @dillipkumarbhuyan1745 3 місяці тому +12

    Nabin Patnaik and Pandiyan are birds of same feather.

    • @ch.prasadkumarpatnaik3428
      @ch.prasadkumarpatnaik3428 3 місяці тому

      Bhuyan babu,
      Crores of salutations to you. Please clarify that Naveen Babu and Pandyan are the feathers of which bird.

  • @kalyanpanda5885
    @kalyanpanda5885 3 місяці тому +13

    ଦୁଇ ଶନିବାର ପାଣ୍ଡୁ ପୁରୀ ଯାଇନି ବୋଲି ଜଗନ୍ନାଥ ଉପାସ ଅଛନ୍ତି

    • @brnayak289
      @brnayak289 3 місяці тому +1

      Haa

    • @ch.prasadkumarpatnaik3428
      @ch.prasadkumarpatnaik3428 3 місяці тому

      A foolish and rediculous statement. Don't play with Lord Jagannath. Perhaps, you don't know about Lord Jagannath and his actions.

  • @mnsirmathematics269
    @mnsirmathematics269 3 місяці тому +1

    ଅଳସୁଆ ନବୀନ ଲୋକ କଂ ପାଇଁ ନ ଥିଲେ, ଅଏସ କରୁଥିଲେ, ଅଫିସର ରାଜ କରୁଥିଲେ, ଯିଏ ଆପତ୍ତି କଲା ମିଥ୍ଯା ମକଦ୍ଦମା େର ଜେଲ ଗଲା। ଏବେ ସାଧାରଣ ଜନତା ଟିକେ ଆଶ୍ୟସଥ ହେବେ ନିଶ୍ଚୟ।

  • @BailochnNayak
    @BailochnNayak 3 місяці тому +2

    ସବୁ ବେଳେ ବାଳ ଭାଷଣ ଦଉଚୁ ଯଦି bjd ପାଇ ଥାନ୍ଥା ଆଉ ଏକଥା ପାଟିରୁ ବାହାରି ନାଥା ନ୍ଥା

  • @ajeetkumarmohanty7880
    @ajeetkumarmohanty7880 3 місяці тому +2

    Piti piti mara

  • @satyabehera9431
    @satyabehera9431 3 місяці тому +6

    ଆମ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ହାରାମି ନେତା।ହାରିଛି ଭଲ ହୋଇଛି।ନ ହେଲେ ଆମ ଓଡିଶା ବନ୍ଦା ପଡି ଯାଇଥାନ୍ତା

    • @ch.prasadkumarpatnaik3428
      @ch.prasadkumarpatnaik3428 3 місяці тому

      Naveen Babu kono harami kamo kole, tike kuho. Khali harami boli kohiba ta thik nuhno.

  • @sdprasad3071
    @sdprasad3071 3 місяці тому +18

    ଭାଇ......ତମେ କୋଉଠି ଥିଲ !! 🙄🤔

  • @megharaybaske8373
    @megharaybaske8373 3 місяці тому +2

    ବହୁତ ହୋଇଗଲା ଭାଇ କେଉଁ ସ୍ଵାର୍ଥକୁ ନେଇ କେଜାଣି ଏମିତି ଵିଷ ଓଗାଳୁଛନ୍ତି ,ତାହା କେବଳ ଭଗବାନଙ୍କୁ ଜଣା ।

  • @Official_B.kanhar
    @Official_B.kanhar 3 місяці тому +1

    ଏଥର BJD ଦଳ ଦଳ ମଧ୍ୟରେ ଫାଟ ସୃଷ୍ଟି ହେବ ନିଶ୍ଚୟ ।

  • @santoshdakua6698
    @santoshdakua6698 3 місяці тому +2

    କଥାରେ ନୁହେଁ କାମରେ କରି ଦେଖେଇଲେ ଜଣାପଡିବ ତମେ ପ୍ରକୃତ ରେ ବିଜୁ ପ୍ରେମୀ ବୋଲି

  • @dhamirona8662
    @dhamirona8662 3 місяці тому +1

    ତାହେଲେ ନବୀନ ପଟ୍ଟନାୟକ ପାଣ୍ଡିଆନ କୁ ତାଙ୍କ ନିବାସ ରେ ରଖିବା କାରଣ କଣ

  • @jhadeswarpalei788
    @jhadeswarpalei788 3 місяці тому +1

    Tu kie be chup raha ..be seoibi...janichhu..Bala janichu Pandian bisaya re

  • @srikantakumarhota6134
    @srikantakumarhota6134 3 місяці тому +1

    ତମେ ଯଦି ଜାଣିଥିଲ ଏତେକଥା, ଆଗରୁ କହିଥିଲେ ଭଲ ହୋଈଥାନ୍ତା।
    ପ୍ରତି ଶନିବାର ଦିନ ସେ ଜଗନ୍ନାଥଙ୍କ ପାଖକୁ ଯାଏ, କି ଆଉ କହା ପାଖକୁ ଯାଏ, ତାହା ତଦନ୍ତ ସାପେକ୍ଷ।

  • @AurunMishra
    @AurunMishra 3 місяці тому +30

    ଭାରି ଭଲ କଥା ଟି ଏ କହୁଛନ୍ତି l ଯଥା ଶୀଘ୍ର ପାଣ୍ଡିଆନ କୁ ବାଡେଇ କାଢ଼ l

  • @SmashEnough
    @SmashEnough 3 місяці тому +27

    ମାନସ ବସ୍ତିଆ ପୂର୍ବରୁ କେବେ ପାଣ୍ଡିଆ ନ ସମ୍ପର୍କରେ ପଦୁଟିଏ କହିନଥିଲେ କିନ୍ତୁ ଏବେ ବିଷ ଓଗାଲୁ ଛୁ କିପରି 😢 ବେଳାଜ୍ୟା ନମ୍ୱର ଦୁଇ 😢 ଏକ ସମ୍ବିତ ପାତ୍ର ହାରାମି
    ଭଲ ହୋଇଛି

  • @nityanandabarik5774
    @nityanandabarik5774 3 місяці тому +8

    Agaru kuadu jaethilu

    • @pramodbadajena2158
      @pramodbadajena2158 3 місяці тому +1

      Babu mane maunsa khaila pare A Kukura aintha hada chate Bjd kukura

  • @prabodhapanda5184
    @prabodhapanda5184 3 місяці тому +17

    ପାଣ୍ଡିଆନ ଯେପରି ଆଉ ଓଡିଶା କିମ୍ବା ନବୀନ ନିବାସ ଆସିବେ ନାହିଁ. କଣ ହୋଟେଲ ଭିତରେ ଅମିତ ସାହା ଙ୍କ deal କରିଥିଲେ ସର୍ବସାଧାରଣ ରେ ପ୍ରକାଶ କରନ୍ତୁ.

  • @BiswaranjanTunga
    @BiswaranjanTunga 3 місяці тому +1

    ନବୀନ କଣ କ୍ଷୀର ପିଉଛି ଜାଣି ପାରୁନି

  • @pprs58
    @pprs58 3 місяці тому +3

    ସମୂହ ଭାବେ ସମସ୍ତେ ଦୋଷ ସ୍ବୀକାର କରିବା ଉଚିତ ହେବ।

  • @saradanayak4081
    @saradanayak4081 3 місяці тому

    Election ପୂର୍ବରୁ kn କରୁଥିଲ ତା ବୁଧିରେ ରେ ତ ତମେ ଶଳା ନାଚୁଥିଲ ଏବେ ଭଲେଈ ହଉଚ bjp ରେ ମିଶିବା ପାଇଁ 😅😅😅

  • @pradiptadas9722
    @pradiptadas9722 3 місяці тому +7

    ନବୀନ କୁ ପଚାର କଣ ପାଈଁ ତାଙ୍କୁ ନବୀନ ନିବାସକୁ ପୁରଉଛନ୍ତି

  • @AmrutDash
    @AmrutDash 3 місяці тому +1

    5T ହୋଇ ଅର୍ଥ ହଡପ କରିକରି ଓଡ଼ିଶା ରୁ ଲୁଟ କରି ଅଭ୍ୟାସ ରେ ପଢି ଯାଇଛି ଏଣୁ ଲୋଭ ସମ୍ଭାଳି ପାରୁ ନାହାନ୍ତି ଏଣୁ ନବୀନ ନିବାସ ମଧ ଛାଢି ପାରୁ ନାହାନ୍ତି

  • @motilalpradhan2288
    @motilalpradhan2288 3 місяці тому

    କେବଳ ରତ୍ନଭଣ୍ଡାର ନୁହେଁ, ବିଜେଡିର ସମସ୍ତ କଥା କଥିତ ନେତା ମାନଙ୍କର ଚାବିକାଠି ପାଣ୍ଡୁ ପାଖରେ ଅଛି।
    ଯଦି ଖୋଲିଦେବ .............. ???

  • @gaganbiharinayak8713
    @gaganbiharinayak8713 3 місяці тому

    ଜଗନ୍ନାଥ ଶୁଣିଲେ ନାହିଁ । ପାର୍ଟି ଜିତିଲା ନାହିଁ । ସେ ଅବିଶ୍ବାସ ଭାବି ଗଲା ନାହିଁ । ସେଥି ପାଇଁ ତାଙ୍କ ଉପରେ ବାଧ୍ୟବାଧକତା ନାହିଁ । ଏ କଥା ଛୋଟ ପିଲା ବୁଝିଯିବ । ତମେ ଆଉ ତୁମ ମେଡିଆ କେମିତି ଜାଣି ପାରୁନି ଆସିଲି ଏଇ simple କଥାଟା କଭରେଜ କରି ୟୁଟ୍ୟୁବରେ ଦେଉଛି ।
    କଭର କରିବା କଥା ଦେଖ କେତେ କିଏ ଫଲ୍ସ certificate dei ଚାକିରି କରୁଛି । କଜ ଘରେ ଚୁଲି ଜଳିନି କିଏ ଓପାସରେ ଅଛି । ସେ କଥା ନାହିଁ । କିଏ କଣ ଖାଇଲା । କିଏ କୋଉଠି ଶୋଇଲା । କିଏ କଣ କଲା। ଧନ୍ୟରେ ଗଣମାଧ୍ୟମ । ଧନ୍ୟ ।

  • @biswojitpradhan9381
    @biswojitpradhan9381 3 місяці тому +9

    ଆଗରୁ ଭାଇ କହିବାର ଥିଲା

    • @subratpratihari6965
      @subratpratihari6965 3 місяці тому +1

      ଆଗରୁ ମୁହଁରେ ତୁଣ୍ଡି ଲାଗିଥିଲା, ଏବେ କାହିଁକି ବିଳୀ ବିଳିବିଲି ହେଉଛ?

    • @subratpratihari6965
      @subratpratihari6965 3 місяці тому +2

      ଆଗରୁ ମୁହଁରେ ତୁଣ୍ଡି ଲାଗିଥିଲା, ଏବେ କାହିଁକି ବିଳୀ ବିଳିବିଲି ହେଉଛ?

  • @HareKrushna-f3d
    @HareKrushna-f3d 3 місяці тому

    ସେ ଯେତେ ବେଳେ ନାନା ଜାଗାକୁ ଯାଉଥିଲେ ସେତେବେଲେ ତ କାହିଁ ଜଣେ B J D ଲୋକ ପ୍ରତିନିଧି କି B J D କର୍ମୀ ମାନେ କାହିଁ ପାଟି ଫିଟୁନଥିଲା ।ଓଃହୋ ଏବେ ସରକାର ବଦଳିଯାଇଛି ,ଲୋକେ ଗଣତନ୍ତ୍ର ର ଧାରା ଏଥିପାଇଁ ବଦଳାଇଲେ ,ମୁଖ୍ୟମନ୍ତ୍ରୀ ଖାଲି B J D ବାଲାଙ୍କର ନା ଓଡିଶା ବାସୀଙ୍କର ? ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଚଳେଇଲେ ବର୍ଷ କୁ କେତେ ଥର ଲୋକଙ୍କ ପାଖକୁ ଆସିଛନ୍ତି ଲୋକେ ଭୋଟ୍ ଦେଲେ,ହେଲେ ସେ ଲୋକଙ୍କୁ ଭୁତେଇବା ଛାଡ ଆଉ କିଛି ବି କଲେନି ସେ ଇଂଗ୍ଲିଶ ଲୋକ ଓଡ଼ିଆ ଲେଖିଲେ ପଢି କି କହିବେ ଏଥିରେ ସେ ଏକ ନମ୍ଭର ହେଲେ କେମିତି ?
    ତମେ କେତକ ତାଙ୍କରି ଏକ ନମ୍ଭର ହୋଇ ଥା ଆଉ ଜିବ ଦଶା ଥିବା ଭିତରେ ସେ ଏକ ନମ୍ଭର ହାବା ତ ହବା ଏହାପରେ ସେ ଆଉ ଜିତନ୍ତୁ ତ ?

  • @BalaramNath-fe8ws
    @BalaramNath-fe8ws 3 місяці тому +18

    ତମଙ୍କୁ ବିଜେଡି ରୁ ବାହାର କରିଦେବେ ରେ ଭଗିଆ

  • @panditnayak293
    @panditnayak293 3 місяці тому

    ପାଣ୍ଡିଆନ ଯେତେବେଳେ ସବୁଆଡେ କହୁଥିଲେ ଆପଣମାନେ ---------ସେତେବେଳେ ଆପଣ କୋଉଠି ଥିଲେ କି? କଥାରେ ଅଛି ଆଲୋ ସଖି -----

  • @saratranjanbehera6661
    @saratranjanbehera6661 3 місяці тому

    ମାନସ ଭାଇ.. 🙏 ଶଳା କୁ ଲଙ୍ଗଳା କରି ପିଟ.... ତମ ମାନଙ୍କୁ ଜଗନ୍ନାଥ ରାଣ, ପାଣ୍ଡିଆନ କୁ ଲଙ୍ଗଳା କରି ପିଟ.. ସବୁ ବିଜୁ, ନବୀନ ପ୍ରେମୀ ଙ୍କର ରାଣ....

  • @rameshchandrapatra9730
    @rameshchandrapatra9730 3 місяці тому

    ପ୍ରଥମେ ବିଜେଡି ର ଆଗ ଧାଡିର ନେତା ମାନଙ୍କୁ କର୍ନମୁଳିଆ ଦିଆଯାଉ, ତୁମେ ଚୋର ଖନ୍ଟ କୁ କାହିଁକି ମୁଣ୍ଡ ଉପରେ ବସାଇଥିଲ ? ସେ
    ଶେଷରେ ବିଜୁବାବୁଙ୍କ ଭଳି ଲୋକ ଙ୍କ କଥା ତୁମ ମାନଂକ ଟିକିଏ ବି ମନେ ପଡ଼ିଲା ନାହିଁ ? ନବୀନ ଓ ବବି ବିଜୁବାବୁଙ୍କ ଓ ଅଶୋକ ବାବୁ ଙ୍କ ପୁଅ ନା ଆଉ କାହା ପୁଅ ? ଶତ ଧିକ ତୁମ ମଣିଷ ପଣିଆର । ତୁମେ ଯେଉଁ ପିତ୍ରୃ ଦୋ଼ହୀ କର୍ମ କରି ଛ ନର୍କରେ ପଡି ଛଟ ପଟ ହୋଇ ମରିବ , କିନ୍ତୁ ମୋ ଜଗନ୍ନାଥ ଥିବା ପର୍ଯ୍ୟନ୍ତ ଓଡ଼ିଶା ର କିଛି ଖିୟତି କରି ପାରିବ ନାହିଁ । ଜୟ ଜଗନ୍ନାଥ ।🙏🙏🙏🙏🙏🙏🙏

  • @chittaranjansahu8113
    @chittaranjansahu8113 3 місяці тому

    ଯଦି ନବୀନ ବାବୁ ସମର୍ଥନ କରୁଛନ୍ତି ପାଣ୍ଡୁ କୁ... ତାହେଲେ ଲୁଚି ଛପି ଯିବାର କଣ୍ ଆବଶ୍ୟକତା???
    ଯଦି ଲୁଚିକି ଯିବାକୁ ଚେଷ୍ଟା କରୁଚି, ତାହେଲେ ଉଦ୍ଧେଶ୍ୟ ନିଶ୍ଚିତ ମନ୍ଦ l
    ଲୁଚି ଲୁଚି ତା ସ୍ୱାର୍ଥ ସାଧନ ପାଇଁ ଯାଉଛି.. ଯାହାକି, ଓଡିଶା ପାଈଁ ନିଶ୍ଚୟ କ୍ଷତି କାରକ l
    ଜାଗୋ ଜନସାଧାରଣ ଜାଗୋ... ଜାଗୋ BJD କର୍ମୀ ଆଉ ନେତା ମାନେ l

  • @gnyanodiptaparida3613
    @gnyanodiptaparida3613 3 місяці тому

    ଆଜ୍ଞା ଆଗରୁ ତ ପାଣ୍ଡୁ ଓଡିଶା କୁ ଖାଇଯିବା କଥା କହୁନଥିଲେ, ମତେ ଲାଗୁଛି ଆପଣ ବୋଧେ ବିଜେପି ଲୋକ !!!!! ଆପଣଙ୍କୁ ଟିକେ ଲଜ୍ୟା ଲାଗୁନି, ପାଣ୍ଡୁର ପଲଙ୍କ ସେବା କରିବାକୁ ନିଜର ଗୃହଲକ୍ଷ୍ମୀ ମାନଙ୍କୁ ପାଠୋଉଥିଲ ଆଉ ଆଜି କଣ ଅସୁବିଧା ହେଲା କି ? ତମ ବିଜେଡି ସରକାର ଯଦି ଅସିଥାନ୍ତା ତେବେ କଣ ଏମିତି କହିଁଥାନ୍ତ ନା ବିଗତ ଦିନ ଭଳି ସେହି ପାଣ୍ଡୁର ପଲଙ୍କ ସେବା କରିଥାନ୍ତ? ଚୋର

  • @BijaykumarSahoo-mx5tc
    @BijaykumarSahoo-mx5tc 3 місяці тому

    ଆରେ ମୂର୍ଖ ମାନେ ମହା ମୂର୍ଖ କେଡେ କେଡେ ମା ଗିଁହା ମୂର୍ଖ ବୋଲି ସାରା ବିଶ୍ବରେ ଇଜ୍ଜତ ମହତ ଗଲାଣି ତଥାପି ଓଡ଼ିଶାରେ କେହି ମଣିଷ ନାହାନ୍ତି କାହିଁକି କୁଆଡେ ଗଲେ ଏମାନେ ତ ସବୁ ଅମଣିଷ ସ୍ୱାର୍ଥ ହାସଲ କରିବାକୁ ମା ଝିଅ ସ୍ତ୍ରୀ କୁ ବିକ୍ରି କରିବାକୁ ଇଚ୍ଛା ଯେମିତି ହେଉଛନ୍ତି ଏକମାତ୍ର ଏହା ହେଉଛି ମୃତ୍ୟୁ ଆଡ଼କୁ ଆଗେଇ ଚାଲିଛନ୍ତି ସଫଳତାର ପାହାଚ ନୁହେଁ ମୃତ୍ୟୁ ର ପାହାଡ଼ ପାଦଦେଶରେ ବର୍ତ୍ତମାନ ତୁମେ ମଣିଷ ଫେରି ଆସ ଯଦି ଭଲ ଚାହୁଁଛନ୍ତି

  • @Mr24811
    @Mr24811 3 місяці тому

    ତୁମ କୁ ଟେକି ଲାଜ ଲାଗିବା କଥା ଶହ ଶହ ବିଜେଡି ଜୁବ ନେତା ଅଛ ପଣ୍ଡୁ ଗଳିକି ପଳାଉଛି ତୁମେ କିଛି କରିପାରୁନା ବଡ଼ ଦୁଃଖ ର ବିଷୟ ତୁମେ ଆଗକୁ କ'ଣ ଟେକି ଧରିବ କହିଲେ ଗଳିକି ପଳାଇଲା, ଗୋଟିଏ କାମ କର ଜାଲ ବିଛେଇ ଦିଅ , କୁକୁର ଜଗାଅ କିଛି କର କିନ୍ତୁ ତାକୁ ନବୀନ ବାବୁଙ୍କ ଠାରୁ ଦୂରରେ ରଖ ଦଳ ବିରୋଧୀ ନେତା ମାନଙ୍କୁ ବିଦାକର ???

  • @prabodhpattanaik6284
    @prabodhpattanaik6284 3 місяці тому

    ଏଇ ମାଡୁଆ ମାଗି# ମାନସ ବସ୍ତିଆ ବେଶି ଗପୁଚି। ୟାକୁ ଆଗ ମାଡ ହବା ଦରକାର୍। ଦଳ ଗାନ୍ଡି ମରେଇଲା ପରେ ଏ ମାଗି# adjust କରୁଚି, ଆଗରୁ ପାନ୍ଡୁ କୁ ଗାନ୍ଡି ଦଉଥୀଲା। ବିଜେଡି ଦଳ ର ପ୍ରାୟ ସମସ୍ତେ ପରମ ହାରାମି ଗାନ୍ଡି ମରା ସୁବିଧାବାଦୀ।

  • @prafulladas9915
    @prafulladas9915 3 місяці тому

    ଏ ବାବୁ ବି ଜେ ପି ପ୍ରେମି ହେଲେଣି। ଏହି ଭଳି ମନ୍ତବ୍ୟ ଦେଲେ ବିଜେପି ଦଳର ନିକଟ ତର ହେବାକୁ ପ୍ରୟାସ କରୁଛନ୍ତି। କାଣୀ ବିରାଡ଼ି ଅସରପା ଉପରେ ରାଜା ଭଳି ପାଣ୍ଡିଆନକୁ ଧମାକାଉ ଛନ୍ତି। କାହିଁ ଆଉ କଣ ଓଡ଼ିଆ ଲୋକ ନାହାନ୍ତି ତାଙ୍କୁ ଧମକ ଦେଉନାହାନ୍ତି।

  • @rabindrakumarrout4100
    @rabindrakumarrout4100 3 місяці тому

    Nonsense ଭଳି କଥାବାର୍ତ୍ତା କରୁଛି। ଏ ଲୋକର ଅବକାତ କଅଣ? ଯଦି ତୋର bjd ରେ ରହିବାର ନାହିଁ ଯାଆ bjp or congress ରେ ମିଶି ଚୁତିଆ type କଥାବାର୍ତ୍ତା କରିବୁ।

  • @mayadharmahanta7126
    @mayadharmahanta7126 3 місяці тому

    ତୁମ ବିଜେଡି ଓଡିଆ ନେତା ହେଲ ସବୁଠାରୁ ଅଲଜ୍ୟା ନବିନ ତ ପାଣୁକୁ କୋଳେଇ ନେଲେ | ତୁମ ମୁହଁ କଣ ଗଲୁ କରୁଛି ଯେ ପାଣ୍ଡୁ ବିଷୟରେ କହୁଛ । ବିଜେଡି ର ନେତା ମାନେ ରସଗୋଲା ଖାଇ ମରିଯିବା କଥା | ନହେଲେ ତୁରନ୍ତ ଦଳରୁ ବାହାରିଯିବା କଥା |

  • @aniketmishra5600
    @aniketmishra5600 3 місяці тому

    ତତେ ଆଗ ଦଳରୁ ବହିଷ୍କୃତ କରାଯିବ
    ବାଟ ମାରଣ ନୀତି କୁ ପୁଣି ଆପଣେଇ ବାକୁ ଆସୁଛୁ
    ତତେ ଲାଠି ଚାଳନା କରି ମାରି ଦବା ଦରକାର
    ତୋ ପୁଅ ମୁଣ୍ଡରେ ହାତ ଥୋଇ କହ ପାଣ୍ଡିଆ ନ ସାର୍ ତୋ ଓଡ଼ିଶା ପାଇଁ ଖରାପ କରିଛି କି
    ତୁ ବିଷ ଖାଇ ମରୁନୁ

  • @ashokkumardas6003
    @ashokkumardas6003 3 місяці тому

    ଛ ଘଣ୍ଟା ର news ରେ 300 କମେଟ, ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ରେ ଅସମ୍ଭାଳ ଭିଡ BJP ର କିଛି comet ନାହିଁ ଛି ଛି ଛି ରେ ଥୁ

  • @manoranjanmalla1349
    @manoranjanmalla1349 3 місяці тому

    ଭାଇନା ତୁମେ କଣ ପାର୍ଟି ବଦଳି ଦେଇଛ କି??
    ତୁମ ମୁଖିଆ କୁ କହୁନା ସେ ତାକୁ ସିଧା ମନା କରିବେ। ନା ତୁମକୁ ନୁଆ ସରକାର କୁ ଡର ଲାଗିଲାନି କାଳେ କିଛି ଗୋପନୀୟ କଥା ତୁମର ପଦାକୁ ବାହାର କରି ଦେବେ।
    ଜୟ ଶ୍ରୀ ଜଗନ୍ନାଥ 🙏

  • @ମିଛମାଳିକା
    @ମିଛମାଳିକା 3 місяці тому

    ମିଛ କଥା ପାଣ୍ଡିଆ ର କ୍ରୀତଦାସ, ତୁମେ କିଛି କରିପାରିବ ନାହିଁ ମୁଁ ଚ୍ୟାଲେଞ୍ଜ କରୁଛି,ପ୍ରଳାପ ବନ୍ଦ କର,ତୁମର ବିଜେଡି ରୁ ବାହାରିବା ସମୟ ଆସିଲା

  • @manojmohapatra798
    @manojmohapatra798 3 місяці тому +1

    ନବୀନ ଓଡିଶା କୁ ନଷ୍ଟ କଲା

  • @Official_B.kanhar
    @Official_B.kanhar 3 місяці тому

    ଆଗରୁ କଣ ଦେଖୁଥିଲ BJD ଦଳ। ହାତୀ ଗଲାପରେ କୁକୁର ଭୁକିଲେ ଏମିତି ଦୋଷ ହେବ ନିଶ୍ଚୟ।😂😂😂😂

  • @dillipkumarsahoo1133
    @dillipkumarsahoo1133 3 місяці тому

    ତମ ତମ ଭିତରେ ବଢିଆ ବାଡେଇ ହୁଅ ଯେ, ଆମେ ନଖ ଘସିବୁ, ମରୁନ ସଳେ, ତୁ ଶଳା ଆଜି ପର୍ଯ୍ୟନ୍ତ ଶୋଇ ଥିଲୁ କୋଉଠି 🖕👎😭🤪😂🤣

  • @bhagabanmahapatra6602
    @bhagabanmahapatra6602 3 місяці тому

    ଯାହାହେଉ ମାନସ ବାବୁ ଆଜି ଠିକ ମାନିଲେ ପଣ୍ଡିଆନ ଓଡ଼ିଶାର ଲୋକ ନୁହେ ଓ ତାଙ୍କ ପାଇଁ ବିଜେଡି ର ବହୁତ କ୍ଷତି ହେଇଛି ।

  • @rnk6817
    @rnk6817 3 місяці тому

    ଆଶ୍ଚର୍ଯ୍ୟର କଥା ଯେ ଶ୍ରୀମୋହନ ମାଝୀ (ଯିଏ କି ଏକ ମାସ ମଧ୍ୟ ପୂରଣ କରିନାହାଁନ୍ତି) ଯଦି ବିଜେଡିର ସମସ୍ତ ଦୁର୍ନୀତିର ଖୋଳତାଡ଼ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ପରବର୍ତ୍ତୀ ସମୟରେ ବିଜେପି କ୍ଷମତାକୁ ଆସିବ ନାହିଁ......ଏମିତି କହୁଛନ୍ତି .... କିନ୍ତୁ ତଥାପି ଲୋକମାନେ ଅସହାୟ ନବୀନ ପାଇଁ କାନ୍ଦୁଛନ୍ତି , ଯାହାର ନେତୃତ୍ୱରେ ଗତ ୨୪ ବର୍ଷ ମଧ୍ୟରେ ଏସବୁ ଦୁର୍ନୀତି ହୋଇଛି।ଯଦି ଜଣେ ମୁଖ୍ୟମନ୍ତ୍ରୀ ଏତେ ଭଲ ଥିଲା ତେବେ ଏତେ ଦୁର୍ନୀତି କେମିତି ସମ୍ଭବ ହେଲା ????

  • @ranjandas4995
    @ranjandas4995 3 місяці тому

    ତୁ କିଏ କହିଲୁ, ଆଗ ରୁ ତୁ କୋଉଠି ସୋଇ ଥିଲୁ,ବିଜେଡି ଦଳ ର ଛାମୁଆ ନେତା ତ pandian ଉପରେ ତ କିଛି କହୁ nahanti

  • @srikantaharichandan1464
    @srikantaharichandan1464 3 місяці тому +1

    ତମ ରାଣ ଭାଇ ଏଇ ସବୁ କଥା election ଆଗରୁ କହିଥିଲେ ବିଜେଡି ହରିନଥନ୍ତା। କି ଓଡିଶା ଏମିତି ବରବାଡ ହେଇ ନଥାନ୍ତା

  • @Hemantpradhan88
    @Hemantpradhan88 3 місяці тому

    ସବୁ ଏବେ clear ହେଇଯିବ.... ପାଣି ଏବଂ କ୍ଷୀର ସବୁ ଅଲଗା ଅଲଗା ହେଇଯିବ...

  • @just4funindia869
    @just4funindia869 3 місяці тому

    ଏ ଲୋକ ଟାକୁ ସମ୍ବଲପୁର ରେ ଦେଖିଥିଲି କିଏ କେଜାଣି
    ବହୁତ ଟାଉଟର

  • @dushasanswain9001
    @dushasanswain9001 3 місяці тому

    ତମ ଦଳ ଜିତିଥିଲେ କ'ଣ ଏ କଥା କହି ଥାନ୍ତୁ। ୨୫ବର୍ଷ କାଳ ଏ ଧନ୍ଦା ଚାଲିଥିଲା। କୋଉଠି ଥିଲ ସବୁ। ଏଥର ଥୟ ଧର।

  • @TruptiBehera-wx6px
    @TruptiBehera-wx6px 3 місяці тому

    ଭାଇ ବିଜୁ ଜନତା ଦଳର ସଭାପତି ଆଗ ପାଣ୍ଡିଆନଙ୍କ ବିରୋଧରେ କୁହନ୍ତୁ ଆମେ କହିଲେ କିଛି ଲାଭ ନାହିଁ

  • @biswajithota2524
    @biswajithota2524 3 місяці тому

    ତୁ ଆଜି ଯାଏଁ କଣ କରୁଥିଲୁ. ପାଣ୍ଡିଆନ ର ଚାଟୁଥିଲୁ. ଏବେ ସିଏ ଗଲା ପରେ ଭାରି ଜୋରରେ ଭାଷଣ ଦେଉଛୁ.

  • @jayaramasahoo7106
    @jayaramasahoo7106 3 місяці тому

    ନବୀନ କୁ କାହୁଁନ ପାଣ୍ଡିଆ କୁ କାହିଁକି ପ୍ରଶ୍ରୟ ଦେଉଛନ୍ତି, ତମ ନବୀନ ଏଥି ପାଇଁ ଦାୟୀ

  • @subashchampati282
    @subashchampati282 3 місяці тому +1

    Pandia ku bjd nivas re purai diya nahin.

  • @bijayakumardash7925
    @bijayakumardash7925 3 місяці тому +4

    ଦି ପହରେ ଦିଅ ଯାହା ହଉଛି ହଉ

  • @DasAnjanKumar-zx1ij
    @DasAnjanKumar-zx1ij 3 місяці тому

    ବିଜେଡି ଦଳରବିପର୍ଯ୍ୟୟ ପାଇଁ ପାନ୍ଡିଆନ୍ ହିଁ ସମ୍ପୁର୍ଣ୍ଣ ଭାବରେ ଦାୟୀ,

  • @kalingasamrat9184
    @kalingasamrat9184 3 місяці тому

    ତମେ କଣ ଆଗରୁ ଶୋଇଥେଲ, ଆଛା ତମେ କୋଉ ଟାଣୁଆ କି ବାଳୁଆ ନେତା ଆମେ କାଇଁ ଦେଖିନୁ କି ଶୁଣିନୁ 😜😜

  • @saratchandrasahu9837
    @saratchandrasahu9837 3 місяці тому

    ନବୀନ ବାବୁ ତ ପାଣ୍ଡୁ ଓ ଗୋପବନ୍ଧୁଙ୍କୁ ପୋଷି ଥିଲେ।ତମେ ଆଗରୁତ କିଛି କହୁ ନଥିଲ?

  • @rabindrakumarparida941
    @rabindrakumarparida941 3 місяці тому

    ଧନ୍ୟବାଦ୍ ଭାଈ,ପ୍ରକୃତରେ ନବୀନ ବାବୁ ଏବେ ବହୁତ୍ ଭଲ ଅଛନ୍ତି।ଆଗରୁ କାହିଁକି ଏତେ ଦୃବଳ ଲାଗୁଥିଲେ।ଏହାର ତଦନ୍ତ ହେଉ।ମୁଁ ଭାବୁଛି ତାଙ୍କୁ ଡରାଇ ରଖିଥିଲା ପନ୍ଦିଆନ।ତାକୁ ଖୋଜ ଆଉ କୁକୁର ମାଡ ଦିଅ।

  • @bhaktimarga853
    @bhaktimarga853 3 місяці тому

    ଆପଣ ନବୀନବାବୁଙ୍କୁ କହନ୍ତୁ, ସେ ତାଙ୍କୁ କହିବେ ନଵୀନ ନିବାସ ଆସିବେନି. ସେ ମନା କଲେ ପାଣ୍ଡିଆନ ଆସିବେନି.

  • @TheLifeVibes
    @TheLifeVibes 3 місяці тому

    Right ଚୁଟିଆ ମୂଷା ବେହିଆ ଅଲଜ୍ୟା ଯୋକ ଅଇଁଠା ଖିଆ କୁକୁର ସେ

  • @prakashchandrapattnaik9214
    @prakashchandrapattnaik9214 3 місяці тому +1

    Naveen. Sir. Nka. Basa bhabana. Ku. Gherau. Kari. Pandu. Ku. Dhara. Jajau.

  • @rabiprosadpanigrahi7945
    @rabiprosadpanigrahi7945 3 місяці тому

    ଆଗରୁ ଚେତିଥିଲେ ବି ଜେ ଡି ର ଅବସ୍ତା ହୋଇନଥାନ୍ତା।ପାଣ୍ତିଆନ ଲାଗି ସତ୍ତା ହରେଇଲା

  • @foodieodi
    @foodieodi 3 місяці тому

    ଆମ୍ଭେ ବିଜୁ, ନବୀନ ପରିବାର ର ଲୋକ ନୁହଁ ଆମ୍ଭେ ଓଡ଼ିଆ ପରିବାର ଲୋକ, ଗୋପବନ୍ଧୁ, ରାଜଗୁରୁଙ୍କ ପରିବାର ଲୋକ

  • @bhubanewardharua9631
    @bhubanewardharua9631 3 місяці тому

    ତୁମେ ବିରୋଧ କରୁଛନ୍ତି ହେଲେ ନବୀନ ପଟ୍ଟନାୟକ ତାଙ୍କୁ ଭଲ ବୋଲି କହୁଛନ୍ତି l

  • @biswanathmohapatra3421
    @biswanathmohapatra3421 3 місяці тому +4

    ରୋଗର ବୀଜ ଆଉ କୋଉଠି,,