Prime Minister Awas Yojana: Separated Sons Also Eligible, Benefits Within 6 Months
Вставка
- Опубліковано 29 вер 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews
ଆବାସ ଘର apply online site କେବେ ଖୋଲିବ ଖୋଲିଲେ ପକା ହୁଅନ୍ତା
ଇଏ ସରକାର ଲାଗୁଚି ଇଏ ଏମିତି ଯୋଜନା କଲେଣି ଯେମିତି ଶେଷ କୁ ସବୁ ଭିନେ ହେବେ ଦୟା କରି ଇଏ ଯୋଜନା ବନ୍ଦ କରନ୍ତୁ ନଚେତ ସମସ୍ତେ ଭିନେ ହେଇଯିବେ
Sata khil bhai amiti jojana hele sabu baba maa nku alaga rkhibe ...?
ମାନନୀୟ ପ୍ରଧାନ ମନ୍ତ୍ରୀ ଘର ସମସ୍ତଙ୍କୁ ମିଳୁ ମନା ନାହିଁ.. କିନ୍ତୁ ଦୟାକରି ଘର complete ହେବାର pressure ଆପଣ ପଂଚାୟତ ରାଜ ବିଭାଗ ର ସରକାରୀ କର୍ମଚାରୀ ଙ୍କୁ କାହିଁକି ଦେଉଛନ୍ତି. ଘର ଟଙ୍କା ମିଳିବ ଲୋକ ଙ୍କୁ ଘର କରିବେନି ଲୋକ ଟଙ୍କା ଖାଇ ଦେବେ ଆଉ ଗାଳି ଶୁଣିବୁ ଆମେ GOVT. employee. Salary ବି ବନ୍ଦ କରି ଦେଉଛନ୍ତି ଏହି କାରଣ ପାଇଁ.. PMAY ra Review meeting ନାମ ରେ ବେଜ୍ଜିତ ହଉଛୁ. Mentally torcher ବି ହଉଛୁ
ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ
Hn ଆଜ୍ଞା ଲାଗୁଚି ସବୁଆଡେ କଳି ଭଲ ଚାଲିଛି ଏବେ ପରିବାର କଳି start karantu tamane ebe maa bapanko tthu ପୁଅ କୁ b ଭିନ୍ନେ କରିବେ । ବାଃ ବାଃ bjp sarkar 👍
ଭାଷଣ ଆଗରୁ କାମକରି ଦେଖାଇଲେ ଶେହାକୁ ବାହାଦୁରି କୁହାଜାଏ କାମ ନକରି ଭାଷଣ ଦେଲେ ଅପାରଗ ଆଉ ହେଞ୍ଜଡା ର ଆକ୍ଷପ ଦିଆଜିବ ଶରକାର ଜେତିକି କହୁ ନାହାନ୍ତି କନକ ନିୟୁଜ ଅଧିକା ଟିକେ କହୁଛି ଏ ସାମ୍ବାଦିକ ମାନେ କୁକୁର ଠାରୁବି ହିନ ହୋଇ ଗଲେଣି
35 ବର୍ଷ ହେଲାଣି ଜଣେ ବିବାହ କରିନାହିଁ ତାକୁ ଆବାସ ମିଳିବ କି ନାହିଁ।
🙏🙏🙏, ବହୁତ ସୁନ୍ଦର ବ୍ୟବସ୍ତା 🙏🙏🙏
ବାଳ ହୋବ,
ସବୁ ମିଛ ଆଏ ମୁଇଁ ତ ବିଶ୍ଵ କର୍ମା ଅନ ଲାଇନ କରି ଥିଲି ଯେ ସେଥିର ଦେଖା ନାଇ ସୁଭଦ୍ରା online କଲି ଯେ ଇଟା ଭି ଦେଖା ନାଇ, ଲାଇନ ବିଲ୍ ଫ୍ରୀ କହିଲେ ସେ ଦିନୁ ତ ବିଲ୍ ଆଉ ବଢ଼ୁ ଛେ, ଭତ୍ତା 3000 ମିଲବା କହିଲେ ଲୁକେ କେତେ ଆଶା କାରି ଥିଲେ ସେଟା ଭି ଦେଖା ନାଇ ସବୁ ମିଚ ଆଏ ହୁଁ ,
ଯୋଜନା ମାଳ ମାଳ ଲୋକ କିନ୍ତୁ ଦୂର୍ବଳ କିସ୍ତି ବାଲା କରୁଛନ୍ତି ହଟଗୋଳ
Faltu scheme.bapa sange bhine ha boli kuha jauchhe e scheme
Avasa daba Na Bapa Pua Nku Bhine Kariba jojana😂😂😂
Online site pm awas site kholiba darkar
Apply kemiti kariba
Kholi galani
@@tapasparida958please help me bhai kemiti apply heba
Website link dia
@@jagamohanbarik8405 comon sarvice senter
Web site kn@@tapasparida958
ପୁରା ମିଛ
Age puruna diajou
Kemiti apply heba
ସରକାର ତୋ ବୋହୁତ ଭଲ କମକରୁଛି କିନ୍ତୁ ପଞ୍ଚାୟତ ରେ ଯିଏ ଚାକିରି କରୁଛି ସିଏ ତୋ ହିତାଧିକାରୀଙ୍କୁ। ହଇରାଣ ରେ ପକାଉଛନ୍ତି,,,,,,,
ଘର କାମ ସଂପୂର୍ଣ୍ଣ ହେଲା ପରେ ବି ବିଲ କରୁନାହାନ୍ତି ବୋହୁତ ହଇରାଣ ରେ ପକାଉଛନ୍ତି
ଆଉ କଣ କହିବି ଆଜ୍ଞା ଖାସ କରି MGNREGA ବିଲ ପାଇଁ grs ମୋହାଦୟୋ ଏତେ ଧୁଁଆଁ ବୁଲାଉଛନ୍ତି ଘର କାମ ସଂପୂର୍ଣ୍ଣ ଶେଷ ,ହେଇଗଲା ମାତ୍ରେ 1ବର୍ଷ ହେଇଗଲେ ମଧ୍ୟ ବିଲ ହେଉନାହାନ୍ତି ମୋ ନିଜକଥା କହୁଛି ମୁଁ
ଯଦି ଏମିତି କରିବେ ପଞ୍ଚାୟତ ର କାର୍ଯ୍ୟକାରୀ ମହାଦୋୟ ମାନେ ହେଲେ ଗରିବ ଲୋକ ମାନେ କିଛି କରିପାରିବେ ନାହିଁ
ସାର ମୋର ଘର ନାହିଁ କି ଜାଗା ନାହିଁ husband ବି ମୋ ପାଖରେ ନାହିଁ ମୁଁ ଛୋଟ ପିଲା କୁ ନେଇ ବହୁତ ଅସୁବିଧାରେ ଅଛି ମୋତେ ଯଦି ଘର ଗଟେ ମେଳିଵ ତା ହେଲେ ମୁ ସରକାର ଙ୍କୁସବୁଦିନ ପୁଜା କରିଵି ତଥ୍ୟ
କହି କହି ବିଜେଡି ସରକାର ଗଲା, ଆଗକୁ
Bjd SAMAYA RE BI AMITE SUNU TILU HELE KICHI NAHI SON .. AOU BJP B KAHUCHI ASA BESI DURA NUHA AMA GHARA DEKHIBA ORIGENAL KANA ASA JHINTIMELAKA DEKHIBA KIA PAOUCHI AOU KIA RAHUCHI 😔
Normal emiti bapa Mane painahanti , bhine pua katha kahuchhanti
Orphan pila manku b house provide karajau
Odisha ro obosta ebe pakistan thu bi hinosta hebaku jauchhi 😅😢😂
Gariba loko nku dia 1st 😂😂 katha kuhaa kapilaa khali yanke
Puo bapa pakharu alaga hela pare .rasana kard alaga bahara karini . Se pua kn a yojana paipariba ???????
Kebe haba khali basana marantuni news ta ku two months tale sunithili puni thare sei news
Thankyou sir
Athi BJD sarakar calici bjd aml bengunia dau nahati
2014 se naam hai Aawas Yojana ki list mein 2024 aagaya par abhi thak nhi mila aawas
Ghara.miluni.odisha.chadilani.bahu.garibi.loka.au.kaba.miliba
Good news ❤
Good step,but that should be proper way,jai majhi sir
Mohan majhe sir really hero 🎉🎉🎉🎉
Jahaku total milini taku kan miliba
Ghara qplaee kakikai thakigaluni agya ame nai paebar kankale paibu
Jay shree jagannath
🐌🐌🐌🐌🐌😂😂🤣🤣😂😂
abedan kebhe heba??
120 badalare 180 dia
Good mohan sarkar
Sabu michha katha
BJP jindabad
Bjp jindabad
👌👌👍👍👍
Kahuchha ta
Abasa ghara debe na kahiki chalijibe
Mora Katidechanti dhenkanal jila budhibili panchayata sarapancha
Sata
Help line number rahu.....
Kou dina
Thank you sir
BJP beautiful
Very good step
Best bjp❤❤❤
Very. Good👍
Good 👍👍👍
Good 👍🏼 sir
Good disson
Bala
Yes🙏
Sabu micha😂😂😂😂