ସବୁବେଳେ ଅପରାଧୀଙ୍କ ଉପରେ କଡା ଆକ୍ସନ ନେଉଥିବା ପ୍ରତୀକ ସିଂଙ୍କ ପ୍ରମୋସନ ବଦଳରେ ମିଳିଲା ତଳିଆ ପୋଷ୍ଟ ? DCP Prateek

Поділитися
Вставка
  • Опубліковано 9 лют 2025
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Odisha Bhaskar Online Presence:
    linktr.ee/Odis...
    UA-cam - www.youtube.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 603

  • @soumyadas7749
    @soumyadas7749 2 місяці тому +4

    Good work by cm sir

  • @fakirmohansahoo2079
    @fakirmohansahoo2079 4 місяці тому +203

    ମାଗିଆ ଭାଷ୍କର ଯେମିତି କହୁଛି, ଜଣେ ଆଉ ହଗିପକେଇବ କି,😂😂😂😂😂😂😂😅😅😅😅😅😅😅😅

    • @jyotsnaraneekanhar5039
      @jyotsnaraneekanhar5039 4 місяці тому +11

      😂😂😂😂

    • @bijayakumardas5730
      @bijayakumardas5730 4 місяці тому +4

      😂😂😂😂

    • @jaijawan5461
      @jaijawan5461 4 місяці тому +3

      😁👍😂😂😂😂😁😁😁

    • @Factswithgaming
      @Factswithgaming 4 місяці тому +1

      😂😂😂😂

    • @Pabitra_kumar_Jena
      @Pabitra_kumar_Jena 4 місяці тому +1

      ଏ ଭାସ୍କର chennel କିଛି ବୁଝି ପାରୁନି 😂ବାବୁ pocket ଗରମ କରୁଥାଏ ଦୋଷୀଙ୍କୁ ଛାଡ଼ୁ ଥାଏ ଦେଖୁଚ ସିନା ସାଧା ସିଧା ଭିତରେ ବହୁତ ଚାଲାକ 🤔ସମସ୍ତେ complaint କଲେ ଭିତିରିଆ ଜଣେ CM ଯାଇ କହିଲେ ସଥ୍ୟ ଜଣାପଡିଲା ସିଧା ବିଦା

  • @pinkysethi7537
    @pinkysethi7537 4 місяці тому +28

    ପତୀକ ସିଂ ଠାରୁ ଆମେ ଗୋଟିଏ କଥା ଶିଖିଲୁ ଯେ on duty ସତ ସହିତ ରହି ବିପରୀତ ପରିସ୍ଥିତି ରେ ମଧ୍ଯ ସତ କୁ ଛାଡି ବା ନାହିଁ।ଯଦି ପଦ ପାଇଁ ସାଲିସ କରିବା ତାହାଲେ ପତୀକ ସିଂ ଭଳି ଅବସ୍ଥା ଭୋଗିବ।

    • @P.JSamal-rd2sb
      @P.JSamal-rd2sb 2 місяці тому

      He is the friend of my brother🩷

  • @brajabandhukhora7646
    @brajabandhukhora7646 4 місяці тому +124

    ଭଲ ନିଷ୍ପତି 👉କାରଣ କୋଉ ଥାନା ରେ CC camera ଚାଲୁଚି ତ ଆଉ କୋଉଠି ନାହିଁ. ଅନେକ ଜିନିଷ କୁ ନିରୀକ୍ଷ କରିବା ରେ ବାବୁ ଜଣେ ଦୁର୍ବଳ. ପାଣ୍ଡିଆନ ଙ୍କ ବହୁତ ବିଶ୍ୱାସ ଜଗ୍ୟ officer.

    • @archanabarik2330
      @archanabarik2330 4 місяці тому +1

      @@brajabandhukhora7646 pandian ra bala ku samana.....😡

  • @sarojkumarnayak9448
    @sarojkumarnayak9448 4 місяці тому +6

    ଖୁବ ଭଲ ପଦକ୍ଷେପ ନିଆହୋଇଛି👍

  • @saiadarshapress5909
    @saiadarshapress5909 4 місяці тому +189

    ସବୁ ଠାରୁ ଦୃନୀତି ଅଫିସର

    • @mohammedshafi5900
      @mohammedshafi5900 4 місяці тому +9

      No 1 choro.....thik heichi salaku....

    • @soubhagyabehera7539
      @soubhagyabehera7539 4 місяці тому

      To gharu paisa nathila tah...

    • @mohammedshafi5900
      @mohammedshafi5900 4 місяці тому +1

      @@soubhagyabehera7539 Emiti officer arrest haba darakar....joumane public saha nuhanti...tankara darkar ni

    • @soubhagyabehera7539
      @soubhagyabehera7539 4 місяці тому +5

      @@mohammedshafi5900 1st learn how to respect an IPS officer, he has done some great work in his tenure as DCP, illiterates like you will always debate..
      Pratik singh sir was one of the best who did his job with utmost honesty amd sincerity....

    • @mohammedshafi5900
      @mohammedshafi5900 4 місяці тому +1

      @@soubhagyabehera7539 He has also supported some bad police officers...didn't take any action against them. Underestimate our Army officer....Good decision taken by our State Government. He has also arrested some innocent and poor persons instead of victims. So this is not enough for him....

  • @Puspa-lata
    @Puspa-lata 4 місяці тому +24

    ସାରେ ଅର୍ଚ୍ଚନା ନାଗ କେସ ରେ ହାଗିପକେଇ ଥିଲେ, ମିଡ଼ିଆ କୁ ଦେଖି ସେତେବେଳେ ଲୁଚିଲେ, ବହୁ ନିର୍ଦ୍ଦୋଷ ଲୋକଙ୍କୁ ଜେଲ୍ ରେ ପୁରେଇଛି ପ୍ରତୀକ, ପାଣ୍ଡୁ ର ଗୁଲlମ୍ ଥିଲେ

  • @kanhucharanbarik5222
    @kanhucharanbarik5222 4 місяці тому +9

    DCP Prateek Singh, IPS is one of the Best IPS officers ever ❤

    • @pravatkumarsethy1205
      @pravatkumarsethy1205 4 місяці тому +1

      Banda ta one of the best kana janichu ta bisayare kahilu kebe misichu na face to face ta activities ku dekhichu Khali gapa😂

  • @bijayakumarbehera2392
    @bijayakumarbehera2392 4 місяці тому +2

    Vala heichi DCP post ta jaichi📌📌

  • @basantakumarsethy5697
    @basantakumarsethy5697 4 місяці тому +5

    Bhala hoechi

  • @hackerbhai198
    @hackerbhai198 4 місяці тому +128

    ଏ ସାର୍ ଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।ଏ ଜଣେ ଭଲ ଅଫିସର। ତାଙ୍କ ପ୍ରତି ଅନ୍ୟାୟ ହୋଇଛି।

    • @mohammedshafi5900
      @mohammedshafi5900 4 місяці тому +2

      Thik heichi arrestchaba darkar...choro no 1

    • @user-TRADE-WITH-ADK
      @user-TRADE-WITH-ADK 4 місяці тому +12

      Bala naa😂TAUTOR ta Khali mitha kathaa 😂😂

    • @chaturamahanta013
      @chaturamahanta013 4 місяці тому +2

      ଯଦି ଭଲ, ଏସିଏଫ୍ ସୌମ୍ୟରଂଜନ ର ୪/୫ ଜଣ ଚୋର ଧରାପଡ଼ିେଲ ନାହିଁ କାହିଁକି।

    • @KillingMachine1166
      @KillingMachine1166 3 місяці тому

      Seiita bbsr case nuhen ​@@chaturamahanta013

    • @sarjanm5872
      @sarjanm5872 2 місяці тому

      Yes

  • @allgamezone7715
    @allgamezone7715 4 місяці тому +7

    ଆର୍ମୀ ଅଫିସର ସତ କହୁଛନ୍ତି କି ପୋଲିସ ଅଫିସର କିଛି ଜଣା ପଡୁନି । ଭୁଲ ଦୁଇ ପକ୍ଷ ରୁ ଥିବ ବୋଧେ ସେଥି ପାଇଁ ସରକାର କାହାର ପକ୍ଷ ନେଉ ନାହାନ୍ତି। Major ଙ୍କୁ ଖୁସି କରିବା ପାଇଁ ପୋଲିସ ମାନକୁ transfer ଆଉ suspend କରୁଛନ୍ତି। ପୋଲିସ କୁ ବି ପରୋକ୍ଷ ରେ ସପୋର୍ଟ କରୁଛନ୍ତି

  • @suryakantamohanty1863
    @suryakantamohanty1863 4 місяці тому +3

    Bahut sundar sir thile Sault pratik sir 🙏🙏

  • @soudaminisamantara783
    @soudaminisamantara783 2 місяці тому +1

    Pratik singh is a best ips officer

  • @SanjayKumar-jz2pg
    @SanjayKumar-jz2pg 4 місяці тому +44

    Good action thank you CM SIR

  • @ଜୟଜଗନ୍ନାଥ-ଠ6
    @ଜୟଜଗନ୍ନାଥ-ଠ6 4 місяці тому +60

    ତଳିଆ ପୋଷ୍ଟ ନୁହଁ ରେ ମୂର୍ଖ ତଳିଆ ଦାଇତ୍ୱ କହ ଚଳିବ...

    • @pravatkumarsethy1205
      @pravatkumarsethy1205 4 місяці тому +3

      Talia daitwa kemiti hela kire murkha Talia post re posting hela au kana kuha jaithanta aila bada bhuah pandita 😂

    • @mohammedshafi5900
      @mohammedshafi5900 4 місяці тому +1

      It's ok but one type of demotion....darkar thila...vigilance lageidaba katha..

    • @pravatkumarsethy1205
      @pravatkumarsethy1205 4 місяці тому +1

      @@mohammedshafi5900 right dear 👍 se bahut garbi loka

    • @anantanahak2718
      @anantanahak2718 4 місяці тому

      ​@@mohammedshafi5900lageiluni.

    • @ଜୟଜଗନ୍ନାଥ-ଠ6
      @ଜୟଜଗନ୍ନାଥ-ଠ6 4 місяці тому

      @@pravatkumarsethy1205 ମହା ମୂର୍ଖ ତମେ..କଣ ଜାଣିଛ ଦୁନିଆ ବିଷୟ ରେ..ତାର କଣ ଦରମା କମି ଗଲା କି?..ଏମିତି ଅନେକ sp ଙ୍କୁ ପନିଷମେଣ୍ଟ ରେ ଜିଲ୍ଲା ର ଦାଇତ୍ୱ ବଦଳରେ battalion ର ଦୁର୍ଗପତି ରୂପେ ଛାଡ଼ନ୍ତି..ଯିଏ ପୁରା ଜିଲ୍ଲା କୁ ସମ୍ଭାଳି ବା କଥା ତାକୁ ଗୋଟେ battalion ରେ ସୀମିତ କରା ଯାଏ.. Rank ଏକ ଦରମା ଏକ କିନ୍ତୁ power କମ... ଗୋଟେ commandant ର power ଗୋଟେ iic ଠାରୁ କମ କିନ୍ତୁ iic ତାକୁ ସାଲୁଟ କରିବ ଦରମା ରେ iic ର ଡବଲ ଗୋଟେ commandant ର...

  • @GiridhariDehuri-e8y
    @GiridhariDehuri-e8y 2 місяці тому +2

    Pratik singh good officer

  • @Nifty50Trader
    @Nifty50Trader 4 місяці тому +2

    Excellent💯

  • @swodeshkumar5550
    @swodeshkumar5550 4 місяці тому +2

    Bahut badhia

  • @itsmebiswajit91roul37
    @itsmebiswajit91roul37 4 місяці тому +66

    Mun b Like karuthili Sir ଙ୍କୁ But.. Bharatpur Case re se Michha kahithile 😢

  • @jyotiprakashnayakjyotiprak5086
    @jyotiprakashnayakjyotiprak5086 3 місяці тому +1

    Sir, good evening ❤🙏
    Bohut badhiya officer 👌👍🙏❤❤❤

  • @BulakiSwain-n4c
    @BulakiSwain-n4c 3 місяці тому +9

    ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ନିଶ୍ଚିତ ଭାବରେ ଠିକ୍ ଥିବ କାରଣ ଆମ ମୁଖ୍ୟମନ୍ତ୍ରୀ ବହୁତ ଭଦ୍ର, ଶିକ୍ଷିତ, ସଚ୍ଚୋଟ, ଦକ୍ଷ ଆଉ ସାହସୀ।ସେ କେବେ ବି ଭୁଲ୍ ନିଷ୍ପତ୍ତି ନେବେ ନାହିଁ।ଏ ମାଟିର ଭାଗ୍ଯ ତାଙ୍କ ପରି ଜଣେ ମୁଖ୍ୟମନ୍ତ୍ରୀ ସେ ପାଇଚି।

  • @OdishaRbNews
    @OdishaRbNews 4 місяці тому +87

    ନବୀନ ହେଇଥିଲେ କଥା ଲୁଚି ଯାଇଥାନ୍ତା

  • @K.Siladityavlogs
    @K.Siladityavlogs 4 місяці тому +29

    ୟାଙ୍କୁ ଯିଏ ବଦଳି କରିଛି se ଗଂଜେଇ ଟାଣିକି ବଦଳେଇଚି. ପିନାକ ମିଶ୍ର ଜଣେ ବହୁତ ଭଲ ଅଫିସର but ଭୁବନେଶ୍ୱର ସର୍ବଦା ପ୍ରତୀକ ସିଂ ଙ୍କୁ miss କରିବେ. ପ୍ରତୀକ ସିଂ ଜଣେ ଦକ୍ଷ ଅଫିସର

  • @sakilkha668
    @sakilkha668 4 місяці тому +2

    Thanx odia bhaskar news chanel utube thanx

  • @topperexam1826
    @topperexam1826 4 місяці тому +2

    Best police officer

  • @bhabanemallick1801
    @bhabanemallick1801 4 місяці тому +21

    Bhala. Hoichi

  • @payalnayak1352
    @payalnayak1352 15 днів тому

    ମୁଁ କିଛି କହି ପାରୀଵିନି ଏଇ case ରେ ପୁଲିସି 💞💞କିଛି ଭଲ ଅଛନ୍ତି ଆଉ କିଛି ଖରାପ କାହାକୁ କହିବି ମୁଁ ☺️🫢🫢

  • @TunaDas-tt7xj
    @TunaDas-tt7xj 4 місяці тому +12

    ତମେ ମlଘିୟ ମାନେ 24ବର୍ଷରେ ତଳି ତଳlନ୍ତ କରିଛ ପଣ୍ଡିୟlନ୍ର ପେଳ ଚଟା କୁକୁର ମାନେ

  • @SrikantaSethy-nu5wc
    @SrikantaSethy-nu5wc 4 місяці тому +1

    ❤️❤️❤️❤️

  • @sahadevakishan2010
    @sahadevakishan2010 4 місяці тому +27

    Very good dicision

  • @basantinaik8924
    @basantinaik8924 4 місяці тому +5

    ଭେରୀ ଗୁଡ୍

  • @tularamkisan6303
    @tularamkisan6303 4 місяці тому +4

    DCP Good bahut badhiya hua

  • @sanjaykumarnayak3521
    @sanjaykumarnayak3521 4 місяці тому +3

    Mote bahut Dukh lagu6i.Bharatapur case re sir kanhiki iic birudhare action neleni.kanhiki support kale se iic ku.But He is Best Officer

  • @mishrabisudhananda3551
    @mishrabisudhananda3551 4 місяці тому +21

    ଓଡ଼ିଶାର ନାଁ ତଳେ ପକାଇ ଦେଇଛନ୍ତି।ଆଉ ଏଭଳି ଲୋକ କଣ ପ୍ରମୋସନ ପାଇବା ଯୋଗ୍ୟ,?

  • @abhayamishra3806
    @abhayamishra3806 4 місяці тому +6

    ଭାସ୍କର ଭାଇ.....କାଇଁ ଏ ଫାଲତୁ ସମ୍ବାଦ ପରିବେଷଣ କରୁଛନ୍ତି......ଆପଣଙ୍କ ପରକୀୟା ପ୍ରୀତି ଭଲ ଥିଲା

  • @SidharthsekharPatra
    @SidharthsekharPatra 4 місяці тому +1

  • @arjundash9236
    @arjundash9236 4 місяці тому

    Prateek sir jane vala officer 🙏🙏🙏🙏🙏🙏🙏

  • @AdvocateChamber
    @AdvocateChamber 4 місяці тому +32

    SP rank is equivalent to DCP post

  • @tularamkisan6303
    @tularamkisan6303 4 місяці тому +26

    CM sahab good decision

  • @rajendrakumarbehera6116
    @rajendrakumarbehera6116 4 місяці тому +17

    ବେଳେବେଳେ ଅତିରିକ୍ତ ଆକ୍ସନ ବୁମେରାଙ୍ଗ ଭଳି କାମ କରେ। ତା'ଛଡା ନିଜ ବିଭାଗୀୟ କର୍ମକର୍ତ୍ତା ଙ୍କୁ ବଞ୍ଚେଇବା ମନ୍ତ୍ର ସବୁବେଳେ କାମ କରେନି। ଆମେ ଜାଣିଛୁ ଆପଣ ଆଗରୁ ବହୁତ୍ ଭଲ କାମ କରିଛନ୍ତି। କିନ୍ତୁ whistle ମାରି ନିଜେ କିଳା କୁ ଆମନ୍ତ୍ରଣ କରିବା କାଳ ହେଇଛି। ଆଉ ସେମିତି ଜମା କରନ୍ତୁନି, ନହେଲେ କେତେବେଳେ କନେଷ୍ଟବଳ ହେଇଯିବେ କେହି କହି ପାରିବେନି।

  • @shresthanayak1854
    @shresthanayak1854 3 місяці тому

    ସବୁ ରାଜନୀତି ର ଖେଳ ଲାଲା ☝️

  • @ugrasenmeher88
    @ugrasenmeher88 4 місяці тому +6

    Nice decision
    .who misutilise the power ..
    Thank U ..new CM

  • @SantoshSharma-lr5cx
    @SantoshSharma-lr5cx 4 місяці тому +2

    Vala hoeche

  • @SasutoshZzz
    @SasutoshZzz 4 місяці тому

    Bhala hoichhi

  • @riyankanhar8850
    @riyankanhar8850 4 місяці тому +1

    Tq sir cm good discussion

  • @laxmansahoo4681
    @laxmansahoo4681 4 місяці тому +4

    ହାବିଲଦାର ପଦବୀ ଠିକ ଦଣ୍ଡ 🎉

  • @laxmidharadalai3019
    @laxmidharadalai3019 4 місяці тому

    It's a good decision by government. I am impressed for the action.

  • @debashreepradhan3703
    @debashreepradhan3703 4 місяці тому +1

    Best officer.... police department....guna chinhe guniya suna chinhe baniya🙏

  • @EngineersChoiceAnyday
    @EngineersChoiceAnyday 4 місяці тому +7

    ଏଇଟା ବିଜେପି ଭଲ କଲା ନାହିଁ. ପ୍ରତୀକ ସିଂ ଜଣେ ଦକ୍ଷ ଅଫିସର. କିନ୍ତୁ ଭରତପୁର case ରେ ତାଙ୍କ ବୟାନ ଠିକ ନଥିଲା ବୋଲି ଅନୁମାନ.

  • @soubhagyakumarsahoo322
    @soubhagyakumarsahoo322 3 місяці тому

    He is a capable person in police administration

  • @tapancharanswain-sg8et
    @tapancharanswain-sg8et 3 місяці тому +1

    ଯୋଉ ଅପିସର କଥା ମାନୁ ନାହାନ୍ତି ତାକୁ ତୁରନ୍ତ ବଦଳ କରାଯାଉ

  • @AjithPradhan786
    @AjithPradhan786 4 місяці тому

    Very good okk 👍

  • @Santwanapradhan12
    @Santwanapradhan12 4 місяці тому +1

    Good

  • @HelloCrypto-t1v
    @HelloCrypto-t1v 3 місяці тому

    Verygood

  • @BipinkuNayak-p2q
    @BipinkuNayak-p2q 4 місяці тому

    Bhala heichi😅

  • @abhijeetswain3934
    @abhijeetswain3934 4 місяці тому

    Pratik sir is very much capable of any situation. Cuttack is not inferior to BBSR.

  • @tusharkantaghose3745
    @tusharkantaghose3745 4 місяці тому +4

    Bhala heichi karana
    Akhibuji IIC nku sahajya Kariba uchit mathila

  • @FACT_s727
    @FACT_s727 4 місяці тому

    Nice action by the CM.

  • @mosttelentedgails
    @mosttelentedgails 4 місяці тому

    Bhala heichi

  • @pradyumnakanhar1380
    @pradyumnakanhar1380 4 місяці тому +1

    ଭଲ ହେଇଛି

  • @Kulamani-nr5oq
    @Kulamani-nr5oq 4 місяці тому

    Good decision. Namaste 🙏

  • @Himanshurout2025
    @Himanshurout2025 4 місяці тому +3

    Corput police officer ra supporter, sethi pain he chi, mohan sir zindabad 🙏❤️💓💓❤️❤️💋🌹🌹💋

  • @Drsashisekhardubey
    @Drsashisekhardubey 4 місяці тому +1

    Good action

  • @srikanta671
    @srikanta671 4 місяці тому +3

    Good decision

  • @tularammeher7999
    @tularammeher7999 4 місяці тому

    Good job mohan sir

  • @gyanaranjan4828
    @gyanaranjan4828 4 місяці тому

    Right 👍👍👍👍👍

  • @BibekBiswal-v1x
    @BibekBiswal-v1x 4 місяці тому

    GOOD ACTION BY GOVT

  • @bb.creations6878
    @bb.creations6878 4 місяці тому

    ବାଘ ଯୋଉଠି ଗଲେ ବି ପଞ୍ଝା ମରିବ no doubt ❤

  • @prakasha1612
    @prakasha1612 4 місяці тому

    Good step taken by CM

  • @BhojrajVlogs
    @BhojrajVlogs 4 місяці тому +1

    🎉🎉🎉🎉🎉🎉🎉🎉🎉

  • @SamantarayEnterprises
    @SamantarayEnterprises 3 місяці тому +1

    Vala heichi kama na kari DJ band Karibare Besta thile loka dekhania Action chalithila sabu 😅😅😅😅 Good Dicision By Odisha CM

  • @RajuGide
    @RajuGide 4 місяці тому

    Pratik singh in bbsr DCP is a good oficer

  • @SujataDas-mq4ek
    @SujataDas-mq4ek 4 місяці тому

    Good,,sir

  • @OdishaRbNews
    @OdishaRbNews 4 місяці тому

    mohan sir our odisha best cm

  • @pashupati55
    @pashupati55 4 місяці тому +2

    *Strong and good decision by BJP government. Amiti action nele odisha re au corruption hebani*

  • @All_Things_HR
    @All_Things_HR 4 місяці тому

    Absolutely Right Decision ✅ 💯
    He got Demotion because of Bharatpur Case. He was supporting or protecting Bharatpur police staff, which was very very bad. So he got punishment now. Police must get a lesson by this decision. Manamani ,Dadagiri, Ahankar aau Chaliba nahi. Police should protect common people. Dadagiri sabu karithile Bharatpur incident re. Misusing of Power by Odisha Police, egoistic attitude of police we have seen in Bharatpur case. So i support and appreciate the decision, the order of Govt. of Odisha. Good job. The dadagiri, egoistic mindset of police must be changed or else, they should get punishment, demotion. Jai Hind. 🇮🇳 Jai Jawan, Jai Kishan 🇮🇳 🇮🇳 🇮🇳 Jai Maa Bharati, Jai Hind 🇮🇳

  • @rohitmohapatra2447
    @rohitmohapatra2447 4 місяці тому

    Right disition

  • @AjitKumar-cv2pc
    @AjitKumar-cv2pc 4 місяці тому +11

    He should be in the post of Home guard. Sincere request to the government of Odisha, please demote him to Home guard.

    • @dailylife1956
      @dailylife1956 4 місяці тому +4

      ତୁମ ଗାଁଁ ରେ କିଏ IPS ପାଇଥିଲା କି 😄😂

    • @AjitKumar-cv2pc
      @AjitKumar-cv2pc 4 місяці тому +3

      @@dailylife1956 ନାଁଇ ଖାଲି ତୁମ ଗାଁ ରେ ପାଇଛନ୍ତି

    • @AnandAnand-y1n
      @AnandAnand-y1n 2 місяці тому

      To 14janma re ips heiparibu😂

  • @paridasound7766
    @paridasound7766 4 місяці тому

    Verry good decision mohan sir

  • @prasannabiswal1605
    @prasannabiswal1605 4 місяці тому +7

    ଆଉ ଡି.ସି.ପି. କେତେଦିନ ରହିଥିଲେ ମିଡ଼ିଆ ଭାଇ ତମକୁ ଖୁସି ନଗିଥାନ୍ତା । ପୁଣି କହୁଚ cm ଙ୍କ ର କୋପ ଦୃଷ୍ଟି ପଡ଼ିଲା । କଟକ ଆସିବା ଦଣ୍ଡ ନୁହଁ ।

  • @RanjitKhilar-vk1mn
    @RanjitKhilar-vk1mn 4 місяці тому

    👍good decision

  • @rajaofficial-vb7jn
    @rajaofficial-vb7jn 4 місяці тому

    DCP is best 🎉🎉🎉

  • @narirock8695
    @narirock8695 4 місяці тому

    He is a great officer... Always...

  • @arunkumardash602
    @arunkumardash602 4 місяці тому

    Good job

  • @ishjan88
    @ishjan88 4 місяці тому

    Welcomed decision.. a senior police officer can't make a public statement without even going into details of case

  • @simrankanungo
    @simrankanungo 4 місяці тому

    Mu bahut respect karuthili , prateek sir nku. Hele se bharatpur case ra statement , mor statment badali dela 😢

  • @kamallochannayak9660
    @kamallochannayak9660 4 місяці тому

    Good Action Taken By CM .

  • @manishyadav-ii5cz
    @manishyadav-ii5cz 4 місяці тому +1

    Best decision

  • @basantakumarsethi5254
    @basantakumarsethi5254 4 місяці тому

    Right

  • @IRONFIST1580
    @IRONFIST1580 4 місяці тому +4

    Badhiya heici

  • @Viralvideos55238
    @Viralvideos55238 4 місяці тому

    Vala haechhi

  • @Filimyduniya
    @Filimyduniya 4 місяці тому

    Thk hechhi

  • @batakrushnamohapatra9833
    @batakrushnamohapatra9833 4 місяці тому +1

    Good for this man.

  • @SubashpradhanMilu
    @SubashpradhanMilu 2 місяці тому +1

    No comments links to this post

  • @BenudharMajhi-oj2dd
    @BenudharMajhi-oj2dd 4 місяці тому +11

    ଅପରାଧୀ ଙ୍କ ଉପରେ ଆକ୍ସନ ନେଇଥିଲେ ନା ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଅପରାଧୀ ସଜାଉ ଥିଲେ? ବର୍ଦୀ ଭିତର ଅପରାଧୀ କୁ କାହିଁକି ସପୋର୍ଟ କରୁଥିଲେ?ଇଏବି ଜଣେ ବେଇମାନ ପୋଲିସ

  • @sureshsahoo929
    @sureshsahoo929 4 місяці тому

    Right decision odisha cm

  • @MangalsinghMunda-d3m
    @MangalsinghMunda-d3m 4 місяці тому

    Sabash 😅😅😅

  • @pradiptaroul5826
    @pradiptaroul5826 4 місяці тому

    Very good

  • @RahulaMallick-zu9fn
    @RahulaMallick-zu9fn 4 місяці тому

    ବଡ଼ ବଡ଼ ଅପରାଧୀ ହି ତଳେଭସାଇ ଦେଲେ 😢😢😢😢