News Fuse 30 SEPT 2024

Поділитися
Вставка
  • Опубліковано 17 лис 2024

КОМЕНТАРІ • 66

  • @sullatapanigrahy108
    @sullatapanigrahy108 Місяць тому +6

    ଭାଇ ଆପଣଙ୍କ ଉପସ୍ଥାପନା ବହୁତ ଭଲ କରୁଛନ୍ତି,

  • @santosh9842
    @santosh9842 Місяць тому +15

    7:40 ପୂର୍ବ ସରକାର ମାଗଣା ଖୁଆଇ ଅଭ୍ୟାସ କରିଦେଇଛି ଆଉ ଏ ସରକାର? ସୁଭଦ୍ରା ଯୋଜନା OTV ପାଇଁ ମାଗଣା ନୁହଁ ବୋଧେ। 😂😂😂😂😅

  • @143Susanta
    @143Susanta Місяць тому +2

    ମାଗଣା ମିଳିଲେ ଲୋକେ ପିଚୁ ଗିଳି ଦିଅନ୍ତି ଇଏତ ଚିକେନ ପକୋଡା ଏଇ ଥିରେ ବାଡ଼ ପ୍ଲୁ ହବନି ଧନ୍ୟବାଦ ମୋର ମାଗଣା ଖିଆ ବନ୍ଧୁ ମାନେ

  • @BhubaneswarBehera-nr8ir
    @BhubaneswarBehera-nr8ir Місяць тому +1

    ଲୋକଙ୍କୁ ଗୋ ମାଂସ ପକଡା ଦେଲେବି ଖାଇଯିବେ 100%

  • @Goslow3037
    @Goslow3037 10 днів тому

    ମାଗଣା ଖାଇବା ଅଧିକାଂଶ ଙ୍କର ରକ୍ତ ରେ ଅଛି ।
    ମୁଁ ବି ସେଇୟା ଖାଲି ଯାହା ମତେ ଧକ୍କା ମାରି ଲୋକେ ଖାଇ ଯାଆନ୍ତି , ମୁଁ ଅବାକ୍ ହୋଇକି ଚାହିଁ ରହିଥାଏ ।

  • @geetanjaliacharya6079
    @geetanjaliacharya6079 Місяць тому

    God bless you to your family sir 🙏

  • @soumyaranjanbarik4734
    @soumyaranjanbarik4734 Місяць тому

    ପୋଲିସ୍ ଷ୍ଟେସନ୍ ର ଅବସ୍ତା ଦେଖିଲେ ଲାଗୁଚି ପୋଲିସ୍ ଷ୍ଟେସନ୍ ଭିତରେ ପାଣି ନା‌ ପାଣି ଭିତରେ ପୋଲିସ୍ ଷ୍ଟେସନ୍

  • @balarammallick9372
    @balarammallick9372 Місяць тому +1

    ଯଦି କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଏମିତି ହବ ତାହାଲେ ରାଜ୍ୟ ସରକାରଙ୍କ ନ କହିଲେ ଭଲ

  • @soumyaranjanbarik4734
    @soumyaranjanbarik4734 Місяць тому

    ଗଲା 24ବର୍ଷରେ ଲୋକମାନଙ୍କ ଡି.ଏନ୍.ଏ ରେ ଏଇ ମାଗଣା ପାଇଲେ ବନ୍ଧବାଡ ଡେଇଁବା ଗୁଣଟି ପୂର୍ବ ସରକାର ଭର୍ତ୍ତୀ କରିଦେଇଛନ୍ତି ନୂଆ ସରକାର ଆସିଲା ବୋଲି କଣ ଗୁଣ ଛାଡିଦବୁ ପେଟପାଟଣା କଥା ବୁଝିବ ନା

  • @Diptimayeepandavloge
    @Diptimayeepandavloge Місяць тому

    Very good disistion thanks

  • @basantinayak1660
    @basantinayak1660 Місяць тому +1

    Jay Jagannath

  • @prasantapattanaik862
    @prasantapattanaik862 Місяць тому +1

    ଲୋକେ ଚାହିଁ ଥିବେ ଆଉ ବିଜେପି ମାହାଳିଆ ସମସ୍ତେ ଖାଉଥିବେ, ନୁହେଁ? ଭଲ ଆଉ।

  • @prasantapattanaik862
    @prasantapattanaik862 Місяць тому +5

    ମୋହନ ମାଝି ଜଣଂକ ଘରେ ଚିକେନ କଷା ଆଊ ପଖାଳ ବସିକି ଖାଉଥିଲେ,ସେ ଫିୟୁଜ୍ କଲେ ନାହିଁ?

  • @soumyaranjanbarik4734
    @soumyaranjanbarik4734 Місяць тому

    ସୁଭଦ୍ରା ସଚେତନତାକାର୍ଯ୍ୟକ୍ରମ ଚୁଲିକୁ ଯାଉ ଆଗ ପେଟ ସଚେତନତା କର୍ଯ୍ୟକ୍ରମ ହେବା ଜରୁରୀ ଶୋଇଲା ଲୋକର ଭାଗ ନାଇଁ

  • @gangotridassahu9308
    @gangotridassahu9308 Місяць тому

    Odisha govt nua nua Kariba badalara puruna gudiku ago sajadila bhala habo👍🙏

  • @sadhucharanpurty9903
    @sadhucharanpurty9903 Місяць тому

    ସୁଭଦ୍ରା ଟଙ୍କା ଦରକାର ନାହିଁ କି ଲମ୍ବା ଲାଇନ ରେ ଠିଆ ହେବାର ନାହିଁ,,,,,କାହିଁ ବିପଦକୁ ଡାକିବି,

  • @SanatanchattarChattar
    @SanatanchattarChattar Місяць тому

    ଖୁବ୍ ସୁନ୍ଦର୍ ମାଡି ଚାଲ

  • @badboykumar1683
    @badboykumar1683 Місяць тому

    ସୁଭଦ୍ରା ମାଆ ମାନେ ଯାଇଛନ୍ତି shopping 🛍️ କରିବା ପାଇଁ ୫୦୦୦ ଟଙ୍କା ମିଲିଗଲାନି ପା ଆଉ କିଆ meeting ଏଟେଣ୍ଟ କରୁଚି!

  • @manjupravamishra8000
    @manjupravamishra8000 Місяць тому

    ଖାଲି ‌କାଶ ପାଇଁ ଵଟିକା ନା, ଡେଙ୍ଗୁ ହେଵାଟା ଥୟ 👍।

  • @sadhucharanpurty9903
    @sadhucharanpurty9903 Місяць тому

    ସୁଭଦ୍ରା ପାଇଁ କାହିଁ ଏମିତି ହଉଛ,ଟିକେ ଧର୍ଯ୍ୟ ଧର ନିହାନ୍ତି ମିଳିବ ଆଜି ନ ହେଲେ ତ
    କାଲି ମିଳିବ,

  • @badboykumar1683
    @badboykumar1683 Місяць тому

    ହିଁ ୧୯୯୦ମସିହାରେ ଯାହା ଥିଲା ଆଜି ବି ମଧ୍ୟ ତାହା
    ଆଉ ଦେଶ କୋଉଠି ପରିବର୍ତ୍ତନ ହଉଚି l
    ଜିନିଷ ସିନା ପରିବର୍ତ୍ତନ ହଉଚି କିନ୍ତୁ ଲୋକ ନୁହେଁ 😅

  • @MituTarei-lo4tr
    @MituTarei-lo4tr Місяць тому

    Naran Bhai namaskra

  • @143Susanta
    @143Susanta Місяць тому

    ଜାଣିବା କଥା ଥାନା ଭିତରେ ପାଣି ଆଉ ଥାନା ବାବୁ ମାନେ କେମିତିକା ରହିବେ ସେଥିପାଇଁ ପାଣି କାଢି ବାକୁ ଯାଇଛନ୍ତି

  • @sadhucharanpurty9903
    @sadhucharanpurty9903 Місяць тому

    ମାଂସ ପାଇଁ ଯାହା ହେଉଛନ୍ତି ଛି ଛି ଲାଜ ଲାଗିବା କଥା

  • @MR.NAHAK-334
    @MR.NAHAK-334 Місяць тому

    ଯେହେତୁ ଏବେ ପୂଜା ପାର୍ବଣ ର ଦିନ ଏବେ ସବୁ ବ୍ରାହ୍ମଣ ମାନେ ପୂଜା ଆଉ ହୋମ ରେ ବ୍ୟସ୍ତ ରହିବେ😂 ମତେ ଲାଗୁଚି ଶେଇଥି ପାଇଁ ଏଇ ଭାଇମାନେ ବି ହୋମ କରୁଥିଲେ ଆଉ😅 କରିକି ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରୁଥିଲେ ଆଉ😂

  • @THE.RSS_BOY
    @THE.RSS_BOY Місяць тому

    ଏଥିରୁ ଧରା ପଢୁଛି ଯେ ଗାଁ ଲୋକ ଅପେକ୍ଷା ସହରୀ ଲୋକ ଅଧିକ ଭିକାରୀ ପରି ଲାଗୁଛି😂

  • @DhirenSethy-qw3ro
    @DhirenSethy-qw3ro Місяць тому

    Bjd govt best news

  • @yourtimepass1031
    @yourtimepass1031 Місяць тому

    Achha mobile re khelie stock au bina mobile re khelile jua

  • @JadabaBariha-ox1zt
    @JadabaBariha-ox1zt Місяць тому +1

    ❤❤❤❤❤❤❤

  • @sudhansukumarbal3419
    @sudhansukumarbal3419 Місяць тому

    Good evening

  • @143Susanta
    @143Susanta Місяць тому

    ହଇଓ ନାରଣ ତମେ ଆମ ମା ମାଉସୀଙ୍କୁ ଏମିତିକା କହିବନି ସେ ହେଉଛନ୍ତି ସୁଭଦ୍ରା ସେଥିପାଇଁ ପାଇଁ ଏତେ ଵେବସ୍ତା ଖାଲି ମଣିଷ ଖାଇବେ ନାଁ କଣ ଗାଈ ଗୋରୁ ମାନେ ବି ଖାଇବେ ଏଇଟା ପାଇଁ ଆମ ସରକାର 🤣😂🤣

  • @LETSENJOY-uu3oc
    @LETSENJOY-uu3oc 17 днів тому

    Jua khela ta kmt be aaen tk bujhei be sir😮😮😮

  • @mrroshankumar3229
    @mrroshankumar3229 Місяць тому

    Mu Koraput ru Dasamantapur

  • @minaketanpradhan5752
    @minaketanpradhan5752 Місяць тому +1

    Bade dil bale mangana bale odisha loke

  • @sunilchoudhury8777
    @sunilchoudhury8777 Місяць тому

    Online ra jua khala hauchi news bala kn akhi kan hai jaiche

  • @Storycreator-tk6hh
    @Storycreator-tk6hh Місяць тому

    Laguchi devi subhadra jaichanti Arjuna saha vihara kariba pain

  • @143Susanta
    @143Susanta Місяць тому

    ଯାହା ହଉ ଏଇ ନୂଆ ହୋଟେଲ ବାଲା ପ୍ରକୁତ ବେପାରୀ ସେଥିପାଇଁ ଏଇଟା ବଡ ଵେବସ୍ତା କେବେ ସୁଧୁରିବେ ସବୁ ମାଗଣା ମିଳିଲେ ସବୁ ରାକ୍ଷସ ପାଲଟି ଯାଆନ୍ତି ଧନ୍ୟ 21 ଏତେ ମାଗଣା ରେ କେତେ 🤣😂🤣

  • @akashmajhi4066
    @akashmajhi4066 Місяць тому

    Sir government job upore gote video korantu(ri, amin, etc)
    Bahut maza asibo... 😊

    • @hk7154
      @hk7154 Місяць тому

      Chakri karucha bodhe nahele chakiri asayi Mane apadasta heuthiba bele tame sethiru maja utheithanta ki

  • @143Susanta
    @143Susanta Місяць тому

    ଯାହା ହଉ ମୁଁ ଦେଖୁଥିଲି ବିଜେଡି ର ଅବସ୍ଥା ଏମିତି ଥିଲା ଏଵେ ବିଜେପି ବାଲାଙ୍କର ବି same ଅବସ୍ଥା ବୋଧେ ଲୋକେ କଂଗ୍ରେସ ଷ୍ଟେଜ ରେ ବୋଧେ ଫୁଲ ହେବେ 🤣😂🤣

  • @himansubagh1398
    @himansubagh1398 Місяць тому

    ସୁଭଦ୍ରା ଯୋଜନା କହି ଲୋକଙ୍କ ଠାରୁ ସମୟ ପ ଇସା ଲୁଟି ନେଲେ ଲୋକେ ଖାଲି 5000ଟ ପଛରେ ଗୋଡାଇଲେ । ସରକାର କହିଲେ 25,00000ମହିଳା କୁ ମିଳିଲା ହେଲେ ଆମର ଏଇଠି କାହାକୁ ବି ମିଳିଲା ନାହଁ । ଦେଖାଯାଉଛି ଯେ ଏ ସରକାର ଖାଲି କଥା ନା କାମ

  • @143Susanta
    @143Susanta Місяць тому

    ଇଏ time pass କରିବାର ଦୁସ୍ୟ ହେଲେ ଯଦି time ଦେବେ କେତେ ଧନ୍ୟ ହେ କିଏ କହୁଛି ଆମ ଓଡିଶା ଗରିବ

  • @SitaramKanhar-st8fm
    @SitaramKanhar-st8fm Місяць тому

    Pratibadkaribaodissa.no.1kebeamechadibunu.sabukhaijibu...kankahucha.narayan

  • @nxt628
    @nxt628 Місяць тому

    Online line khela ku freedom Diya 1cr khela na

  • @DhaniramBhatra-w2i
    @DhaniramBhatra-w2i Місяць тому

    🙏🙏🙏🙏🙏🙏🙏🙏🙏🙏🙏🙏

  • @PlantTreeplz
    @PlantTreeplz Місяць тому

    RI exam Sethi fuse houchhi, narana kan dekha jauni?.

  • @sujunapaltoka3719
    @sujunapaltoka3719 Місяць тому

    bank re

  • @jatinentertainmentmayurbha5821
    @jatinentertainmentmayurbha5821 Місяць тому +2

    News fuse ra WhatsApp no kete

  • @p4green2
    @p4green2 Місяць тому

    Sarkar' badali gale b magana khaiba emiti nhi miuthau😂😂😂

  • @prasantapattanaik862
    @prasantapattanaik862 Місяць тому +1

    ମାଗଣା ଖାଇଲେ ବୋଲି ବିଜେଡି କୁ କହୁଛନ୍ତି। କଣ ସବୁ ବିଜେପି ଖାଇଯିବେ? ଲୋକେ ଆଁ କରି ଚାହିଁ ଥିଲେ? ଭଲ ଆଉ।

  • @prasantapattanaik862
    @prasantapattanaik862 Місяць тому

    ମାଗଣା ଦେଲେ କିଛି ଲୋକ ଯାହା ତାହା ଖାଇଯିବେ।

  • @ramanarao2410
    @ramanarao2410 Місяць тому

    7 purush re biryani khini 1 time

  • @Kundulala
    @Kundulala Місяць тому

    Mo dukha buju naaha

  • @susmitasahoo7862
    @susmitasahoo7862 Місяць тому

    Jouthi magana re vata chicken 🍗 miliba sethi loka Hebe

  • @jayramraj6074
    @jayramraj6074 Місяць тому +1

    Bhainku bahut laja maduchi. Sethi paien tikiye muja luchei thile Q

  • @sonu7284
    @sonu7284 Місяць тому

    Magana ausadh paen,....chuti dina maanunahanti....

  • @p4green2
    @p4green2 Місяць тому

    Emiti nhi fuse vdo , 😂😂 Ahuri dekhantu😅😅

  • @tatatea1477
    @tatatea1477 Місяць тому

    Bekar katha ho sabu

  • @gangotridassahu9308
    @gangotridassahu9308 Місяць тому

    😂😂😂😂😂

  • @chandangouda9939
    @chandangouda9939 Місяць тому

    Nice 😂😂😂😂

  • @rameshsabat2367
    @rameshsabat2367 Місяць тому

    Free yojana kindly stop at all NO WARK NO RIJGAR GOVT MIND IT 🪷