ଜଗନ୍ନାଥ :ଜିଅନ୍ତା କଥା କୁହା ଠାକୁର (134)Dr Bibudharanjan, My personal experience with Jagannath

Поділитися
Вставка
  • Опубліковано 13 жов 2024
  • Personal spiritual experience with Jagannath

КОМЕНТАРІ • 415

  • @sabitanaik4137
    @sabitanaik4137 2 місяці тому +1

    ଜୟ ଶ୍ରୀ ଜଗନ୍ନାଥ

  • @devpatro4009
    @devpatro4009 Місяць тому +2

    🙏🪷🙏 JaiSriJagarnath

  • @manjupravamishra8000
    @manjupravamishra8000 2 місяці тому +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @pranatiacharya8462
    @pranatiacharya8462 6 місяців тому +14

    ସାର୍ ମୋର ପ୍ରଣାମ ନେବେ । କାଳିଆ କୁ ମୋର ପ୍ରଣାମ ଜଣାଇଦେବେ । ମୁଁ ବହୁତ ଦୁଃଖୀ ମଣିଷ ଟିଏ । ତାକୁ କହିବେ ଯଦି ପାରିବ ମୋ ଦୁଃଖକୁ ଟିକେ ଲାଘବ କରିଦେବା ମୋ କଥାତ ଶୁଣୁନି କାଳେ ଆପଣଙ୍କ କଥା । ତା ମନକୁ ଘେନିବା '

  • @pranakrishnakanungo6597
    @pranakrishnakanungo6597 6 місяців тому +20

    ଆପଣ ଭାଗ୍ୟବାନ କୋଟିଜନ୍ମର ତପଫଳ ଯୋଗୁଁ କାଳୁ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି 'ରାଜନୀତି ତା ବାଟରେ ଥାଉ ପ୍ରେମ ନୀତିରେ କାଳୁ ସହିତ ମୋତେ ମିଶାଇ ଦେବାର ସୂତ୍ର ଦେଉଥାନ୍ତୁ ଜୟ ଜଗନ୍ନାଥ

  • @bhaktisuman9628
    @bhaktisuman9628 6 місяців тому +36

    ରାଜନୈିକତିକ ଚର୍ଚ୍ଚା ଛାଡି କେବଳ କାଳିଆର ଚର୍ଚ୍ଚା କରନ୍ତୁ, ଭଲ ଲାଗୁଛି...

    • @biswal730
      @biswal730 6 місяців тому +3

      Hmm it's right

    • @Srimankumarpattnaik
      @Srimankumarpattnaik 5 місяців тому +1

      Apar affection towards yrs Lord kalu l also like him as my father l have also d same experience but your fry egg episode behave u like a mad man ofcourse

  • @SukantiDash-j8k
    @SukantiDash-j8k Місяць тому

    ବହୁତ ଆନନ୍ଦ ଲାଗେ ଆପଣ ଜଗନ୍ନାଥ ଙ୍କ କଥା କୁହନ୍ତି ମନ ହୃଦୟ ପୁରି ଉଠେ 🙏

  • @brundabatipradhan5849
    @brundabatipradhan5849 2 місяці тому +1

    ସାରେ ଆପଣଙ୍କୁ କୋଟି କୋଟି ଧନ୍ଯବାଦ 🙏🙏🙏ଜୟ ଜଗନ୍ନାଥ

  • @jagababu3731
    @jagababu3731 6 місяців тому +5

    ସତରେ କାଳିଆ କୁହନ୍ତି ସେପରା ଓଡ଼ିଶା ର ଜୀବନ୍ତ ଠାକୁର ଜୟ ଜଗନ୍ନାଥ କିନ୍ତୁ ମୋ ମନ ଭାବନା ସେ ଶୁଣି ପାରୁନି ସତରେ କାଳିଆ ସାଆନ୍ତ ମାୟାବୀ ଶ୍ରୀକୃଷ୍ଣ ଅବତାର ପୁରୀରେ ଥିବା କାଳିଆ ରଜା ମୋ କଥା ଟିକେ ଶୁଣିବୁ ମହା ପ୍ରଭୁ

  • @seshadevnayak2252
    @seshadevnayak2252 6 місяців тому +6

    ମହାଶୟ ପ୍ରଣାମ , କାଳୁ ବିଷୟରେ ଆପଣଙ୍କ ଅନୁଭୂତିର ଅଙ୍କନ ମୋତେ ଖୁବ ବିମୋହିତ କରେ. ହୃଦୟୟକୁ ସଢ ସଢ ଆଉ ଆକ୍ଷିଟା ଛଳ ଛଳ ହୋଇଯାଏ. ଯେତିକି ସମୟ ମୁଁ ଆପଣଙ୍କ ଏପିସୋଡ ପଢେ , ଉକ୍ତ ସମୟର ବ୍ୟବଧାନ ମୋତେ ଏକ ଅବ୍ୟକ୍ତ ଅମୃତର ସ୍ପର୍ଶ ଦିଏ. ବେଳେ ବେଳେ ଏମିତିବି ହୁଏ ଆପଣଙ୍କ ଭାବ ଜୀବନ୍ତ ପରିବେଷଣ ମୋତେ କାଳୁକୁ ପାଇବାର ବାଟ ସୁଗମ କରିଦେଲା ଭାବି ମନେ ମନେ ଉଲ୍ଲସିତ ହୋଇପଡେ. ବେଳେ ବେଳେ ରାଗ ହୁଏ ଆପଣଙ୍କ କାଳୁକୁ ଛାଡି ରାଜନୀତି ଆଡାକୁ ମାଡି ଯାଆନ୍ତି -- ଧନ୍ୟବାଦ -- ଶେଷଦେବ , ଖୁଣ୍ଟା , ରାଜକନିକା, କେନ୍ଦ୍ରାପଡ଼ା.

    • @girijaprasadmohanty4977
      @girijaprasadmohanty4977 2 місяці тому

      କାଳୁ କିଏ,କାଳୁ ଖଣ୍ଡାୟତ କି

    • @niharbalaacharya9838
      @niharbalaacharya9838 Місяць тому

      ଭଲଲାଗେ ଆପଣଙ୍କ କଥା ଭାଗ୍ୟରେ ଥିଲେଅମୁଲ୍ୟଜିନିଷମିଳେ ପ୍ରଣାମ ଦୟାକରି ଦିଅନ୍ତୁ ଫୋନ୍ ନମ୍ୱର୍

  • @santoshnarayanbhagat2437
    @santoshnarayanbhagat2437 Місяць тому +1

    Jay jagannath

  • @soubhagyasahoo3218
    @soubhagyasahoo3218 6 місяців тому +1

    Joy jaganatha

  • @rajendrasamal9658
    @rajendrasamal9658 6 місяців тому +11

    ମହାବାହୁ ଯୁଗେ ଯୁଗେ ତୁମ ଲୀଳା ଅଲୌକିକ ଅଟେ...ଜୟ ଜଗନ୍ନାଥ🙏

    • @SmitaRanibehera-v1n
      @SmitaRanibehera-v1n 6 місяців тому

      Namaskar bahut badhiya laguchi Jai jagannath 🙏🙏

  • @kanchandash936
    @kanchandash936 Місяць тому

    Heart touching khata o anuvhiti sir Joy Jagnnath🙏🙏🙏🙏🙏🙏🙏

  • @JanakinathRaiguru-zd1yw
    @JanakinathRaiguru-zd1yw 2 місяці тому +3

    ଅପଣଂକର କଥାରେ ମୋରବିଶ୍ୱାସ ଦୃଢହୋଇଛି ସମସ୍ତ କଥାଶୁଣିବାକୁବହୁତ ଇଛା ପ୍ରଣାମ

  • @MAMATADAS-j9o
    @MAMATADAS-j9o 2 місяці тому +1

    Sir 🙏.Apana Jagannath pravu nka bisayare jaha alaukika anuvuti kahuchhanti mu bahut bhababuhyal hoejauchi. Jagannath nka pada tale mo ra koti koti 🙏

  • @netramanidevi1233
    @netramanidevi1233 2 місяці тому

    କାଳିଆ କଥା ବହୁତ୍ ଭଲ ଲାଗୁଚି। ଦୟାକରି ନବକଳେବର ବହି ଦେବେ କି ମୋତେ

  • @minatibehera6834
    @minatibehera6834 6 місяців тому +2

    Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺🥺

  • @babasanthanmusiccreation9188
    @babasanthanmusiccreation9188 6 місяців тому +1

    ମଣିମାଙ୍କର ଜୟ 🙏🙏🙏🙏

  • @santoshkumarbehera7964
    @santoshkumarbehera7964 21 день тому

    ଜୟ ଜଗନ୍ନାଥ🙏🙏🙏

  • @kumudinimohanty3609
    @kumudinimohanty3609 5 місяців тому

    ଅପଣଂକ ଜଗନ୍ନାଥ ଙ୍କ ପ୍ରତି ଜୀବନ୍ତ ଅନୁ ଭୁ ତି ପ୍ରା ଣ ସ୍ପ ର୍ଶୀ

  • @rutuparnnatripathy4055
    @rutuparnnatripathy4055 6 місяців тому +6

    ସତରେ ମୁଁ ଯାହା ଭାବେ ସାର ଆପଣ ଆଜି ପ୍ରକୁତରେ ସେଇ କଥା ହିଁ କହିଦେଲେ ମୋ ମହାପ୍ରଭୁ ମନ୍ତ୍ର, ଭୋଗ, ଫୁଲ ଭିତରେ ସୀମିତ ନୁହଁ, ସେ ତ ଥିଲେ ସେଇ ସୁଦାମାନଙ୍କ ଖୁଦ ଭାଜାରେ, ଆମ ମନର ଅନ୍ତର ର ପ୍ରେମରେ hin ସେ ବିଦ୍ଵମାନ ⭕️❗️⭕️🙏

    • @prafullagouda83
      @prafullagouda83 6 місяців тому

      ଜୟ ଶ୍ରୀ ଜଗନ୍ନାଥ
      କେବଳ ଭାବରେ ଭାବରେ ଆଖିରେ ଆଖି ମିଶାଇ ଦେଲେ ହେଲା। ଲୁହ ଦୁଇ ଟୋପା ରେ ବିଭୋର ସେ.... ଭକ୍ତିର ଭୁକା ସେ... କେବଳ ସମର୍ପଣ ହିଁ ଯତେଷ୍ଟ.....

  • @sasmitapanda3367
    @sasmitapanda3367 6 місяців тому +3

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻
    ଆପଣଙ୍କ ବହି ପଢ଼ିଥିଲି (ଜିଅନ୍ତା thakura)
    କିନ୍ତୁ ଏଵେ ଆଜି ହଟାତ vedio ଟି ଦେଖିକି ଏତେ ଖୁସିଲାଗିଲା ଭାଷା ରେ ବ୍ୟକ୍ତ କରିପାରୁନାହିଁ
    କଥା ହେବାକୁ ଟିକେ ଇଚ୍ଛା

  • @saudaminirajguru1599
    @saudaminirajguru1599 6 місяців тому +1

    Jai jai shree jagannath swami

  • @p.k.bhuyan2310
    @p.k.bhuyan2310 2 місяці тому

    ବହୁତ।ଭଲ ଲାଗିଲା ଧନ୍ୟବାଦ୍

  • @Chittaranjan-tc5hp
    @Chittaranjan-tc5hp 6 місяців тому +5

    ଆପଣ ଧନ୍ୟ, ଜଗନ୍ନାଥ ଙ୍କ କୃପା ଲାଭ କରିଛନ୍ତି l ସମସ୍ତେ ଭାଗ୍ୟବାନ ନୁହନ୍ତି ସେ କୃପା ଲାଭ କରିବା ପାଇଁ l ଜୟ ଜଗନ୍ନାଥ l ପ୍ରଣାମ

  • @kirankumarsadangi2697
    @kirankumarsadangi2697 5 місяців тому

    Excellent & 💯 percent theek kahichanti bibhu sir aapna MU COMPLETELY BELIEVE KARUCHI🙏

  • @PuspaJena-ig2ur
    @PuspaJena-ig2ur Місяць тому

    Jay shree Jagannath 🙏🙏🙏

  • @prasannakumarsahoo567
    @prasannakumarsahoo567 6 місяців тому +4

    ଆପଣ ଜଣେ ସ୍ପଷ୍ଟ ବାଦୀ ମଣିଷ l ବୁଦ୍ଧି ମତା ର ପରିଚୟ ଦେଇ ବିଭିନ୍ନ ଲେଖା ମାଧ୍ୟ୍ୟମରେ ତଥା ଆପଣଙ୍କର ବହି ମିଛ ମହାତ୍ମା (mohan das karam gandhi) ସତ କଥାକୁ ଲୋକଲୋଚନ ଅଣିଥିବାରୁ ଆମ୍ଭେ ଧନ୍ୟମନେକରୁଅଛୁ l ଜୟ ଜଗନଥ l

  • @sasmitalenka6819
    @sasmitalenka6819 2 місяці тому

    Sata sata koti pranaam sir🙏🙏
    Jaya Jagannath 🙏

  • @AnupamaDas-hm4pv
    @AnupamaDas-hm4pv 2 місяці тому

    jay jagannath mo mohaprabhu

  • @arpitmaharana2197
    @arpitmaharana2197 5 днів тому

    Thank you bhaina,ete sundar alaukika anubhuti sabu aamapain rakhithibaru. 🙏

  • @gobindachandranayak9576
    @gobindachandranayak9576 5 місяців тому

    ବହୁତ ସୁନ୍ଦର ଅନୁମିତ

  • @sagarikabehera1758
    @sagarikabehera1758 5 місяців тому

    Kalia re Sabu tori lila jay maha prabhu

  • @rashmirout.1977
    @rashmirout.1977 Місяць тому

    Ae video ti mote bahut bhala lagila JAY JAGANNATH 🙏🙏🙏🙏 mora kalu upare bahut biswas achhi 🙏🙏🙏🙏

  • @ODISHACULTURALFOUNDATION
    @ODISHACULTURALFOUNDATION 6 місяців тому +2

    Jay Jagannath 🙏🙏🙏.ସlର ଆପଙ୍କର ଅନୁଭୂତି ବହୁତ ଭଲ ଲାଗିଲା. ଦୟାକରି ନୂତନ ଅନୁଭୂତି ପ୍ରଦାନ କରନ୍ତୁ.

  • @snehalatakumaridevi8045
    @snehalatakumaridevi8045 4 місяці тому

    Jai jaganaath. Jaganaath does exists .

  • @bbiswal9812
    @bbiswal9812 6 місяців тому +3

    ଯାହା ବିଷୟରେ ଶ୍ରବଣ କଲେ ମନ ତୃପ୍ତ ଓ ଆତ୍ମା ପବିତ୍ର ହୋଇଯାଏ;ପରବର୍ତ୍ତୀ ଅଧ୍ୟାୟକୁ ଚାହିଁରହିଲୁ..ଚ଼ରୈବତୀ

  • @malaykumarpraharaj1864
    @malaykumarpraharaj1864 6 місяців тому +4

    ଆପଣଙ୍କ ଭିଡିଓଟି ଦେଖି ଅଭିଭୂତ ହେଇଗଲି ସାର, ଜୟ ଜଗନ୍ନାଥ ❤️🙏❤️

  • @manisapatnaik4183
    @manisapatnaik4183 2 місяці тому

    Thanks sir apanank katha suni jibana janjhalare bhaban nku bhuli jauthiba manisa bhakti biswas dhyana prati agraha srusti heuchhi

  • @sujataparida7629
    @sujataparida7629 6 місяців тому

    Mahaprabhu ye jagat Tamara ame tumara

  • @kanhuprasadpanda2399
    @kanhuprasadpanda2399 6 місяців тому

    Bahut bhala laguchi jagannath katha suni

  • @linasahoo9914
    @linasahoo9914 2 місяці тому

    Jay Jagannath swami

  • @AmritarashmiNath
    @AmritarashmiNath 24 дні тому

    Mo pahaprabhu he 🙏🙏 Aapana emiti vdo diantu Aame esabu suni mahaprabhu nka prati Akarsita hebu, Ama maudamani kala thakura koti odia nka vaba vakti Biswas ra jiantaa thakura , Jay Shree jagannath 🙏🙏🙏🙏🙏🙏

  • @urbashreenayak8217
    @urbashreenayak8217 Місяць тому

    ,,,,,jayjaganath

  • @namasteindia8911
    @namasteindia8911 Місяць тому

    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @777Rakesh
    @777Rakesh 2 місяці тому

    Mausa Pranam🙏, apana nka katha suni antara ati anandita heijauci, Kalia emiti apananku o ama samastanku khusi re o santi re rakhithau, Jay Kalia🙏🙌❤

  • @gyanaytchannel8605
    @gyanaytchannel8605 6 місяців тому +4

    ଗୁରୁଜୀ ପ୍ରଣାମ, କାଳୁ ପ୍ରଣାମ। ସାର ଆପଣଙ୍କୁ ତଥା ଆପଣଙ୍କ କଥାକୁ କିଏ ଅବିଶ୍ବାସ କରିବ। 🙏💩🙏

  • @sunilkumarpillai3712
    @sunilkumarpillai3712 5 місяців тому

    Jai shree jagarnath Swami ki jai 🌹🙏

  • @kishoretripathy3103
    @kishoretripathy3103 3 місяці тому

    Sir, Bahuta Bhala lagila. Namaskar
    KK Tripathy, Bengaluru

  • @prativacreations4509
    @prativacreations4509 5 місяців тому

    Kalia saha mora bi bodhe tike semiti samparka achhi ..❤❤❤ mo Kalia ..mu jaha bhabuthibi Kalia kemiti sune kehjani ..mo kalu ..mo Kalia ...bada dayalu mo kalu ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤mora durbalta ..mora bhala paiba ..mu janini kete ..

  • @snehasudhamishra1871
    @snehasudhamishra1871 Місяць тому

    Jai Jagannath 🙏

  • @lipsas7281
    @lipsas7281 6 місяців тому

    Dhanya dhanya tome kalu, ati chamtkar topic

  • @aratatarai2196
    @aratatarai2196 6 місяців тому

    Jay sri jagannath sir🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏......

  • @satyanayak4271
    @satyanayak4271 6 місяців тому +3

    ହଉ ସାଆନ୍ତେ ଦେଖିବା ତୁମ ଚମତ୍କାର ! ଜୟ ଜଗନ୍ନାଥ ମହାପ୍ରଭୁ ❤️❤️❤️❤️🙏🙏🙏🙏

  • @ManasiSamal-q8g
    @ManasiSamal-q8g 6 місяців тому

    Bahut bhal lagici

  • @ShivShankar-tn5xq
    @ShivShankar-tn5xq 6 місяців тому +1

    Jai jagannath ❤

  • @dilippanda8729
    @dilippanda8729 6 місяців тому

    ଏହା ସତ୍ୟ ଜୟ ଜଗନ୍ନାଥ

  • @dibyabiswal8323
    @dibyabiswal8323 6 місяців тому +1

    🚩🙏 ମହାପ୍ରଭୁ 🙏🚩

  • @MamiMami-lm3wk
    @MamiMami-lm3wk 6 місяців тому

    Jay Jagannath mahaprabhu 🙏 pranam mausa

  • @pravatmajhi527
    @pravatmajhi527 6 місяців тому

    JAY JAGANNATH SWAMI 🙏🙏

  • @susantisahoo4251
    @susantisahoo4251 6 місяців тому

    Apana nishita bhagyaban Manisha apankau mora pranam apana e katha taku praksha karichanti ..loka manka vitare bhakti bahaba jagrat haba

  • @snigdhaghose1469
    @snigdhaghose1469 6 місяців тому

    Bohut sundar kathatie kaliar

  • @debiprasadpanda3490
    @debiprasadpanda3490 2 місяці тому

    Quite heart touching and divine experience.

  • @bhagyalatapanda2910
    @bhagyalatapanda2910 6 місяців тому

    Jay jagannath swami 🙏🏼🙏🏼🙏🏼

  • @TapaswiniNayak-b8d
    @TapaswiniNayak-b8d 6 місяців тому

    Jai shri jagannath swami❤❤❤❤❤

  • @Biswabandita07
    @Biswabandita07 6 місяців тому

    Jagannath anathars natha nama matra kebala anathaku jatana dei khusire rahe prakrutare se bada lokankara thakura

  • @MamiMami-lm3wk
    @MamiMami-lm3wk 6 місяців тому

    Apan bahuta bhagyaban sir jay Jagannath mahaprabhu 🙏🙏

  • @girijapattnaik3533
    @girijapattnaik3533 6 місяців тому

    He Mahaprabhu 🙏🙏🙏

  • @gangadharsagri3664
    @gangadharsagri3664 6 місяців тому

    Jay Jagannath Mahapravu

  • @dhaneswarparida9148
    @dhaneswarparida9148 6 місяців тому

    🚩 MAHAPRABHU 🚩
    ⚫️‼️⚫️

  • @karamjitsatpathy5404
    @karamjitsatpathy5404 5 місяців тому

    Bahut bahut dhanyawad। Bahut bhala video heichi।

  • @jenapinkun2458
    @jenapinkun2458 6 місяців тому

    Jay Jagannath swami namaste ❤😢

  • @nanditapattnaik4875
    @nanditapattnaik4875 6 місяців тому

    Apananankara ei nabakalebara bisayare mu thare ama satsanghare kahithili.

  • @padmalochanrout4543
    @padmalochanrout4543 6 місяців тому

    ଜୟ ଜଗନ୍ନାଥ

  • @sibaramsahoo7299
    @sibaramsahoo7299 6 місяців тому

    Jay shree Krishna Jay Jagannath.

  • @upendragantayat195
    @upendragantayat195 6 місяців тому

    Jayjagnnath very good sir

  • @HemalataChoudhury
    @HemalataChoudhury 2 місяці тому

    ଆପଣଙ୍କ ଅନୁଭୁତି ବିଷୟରେ ଶୁଣି ବହୁତ ଆନନ୍ଦ ଲାଗିଲା,ଆପଣଙ୍କୁମୋରନମସ୍କାର୍,କାଳୁବିଷୟରେଯାହାକହିଲେବିଶ୍ବାଷଯୋଗ୍ୟ,ଆପଣଙ୍କସହିତକିଛିନିଜବିଷୟରେଫୋନ୍
    ମାଧ୍ୟମରେ କଥା ହେବାପାଇଁ ଇଛା ଅଛି,ଅନୁମତିଦେଲେଆଜ୍ଞାକଥାହେବି, ମୁଁ ସେଭଳିକିଛିବଡଶିକ୍ଷିତନୁହଁ,ଦଶମପଢିଛିବୟଷମୋର64 ତଥାପିଆପଣଙ୍କପାଖରେତୃଟିଗତକ୍ଷମାପ୍ରାଥନାକରୁଛିବିଶ୍ବାସ ଅଛିନମସ୍କାର୍
    ଧନ୍ୟବାଦ୍

  • @sciencefriction4765
    @sciencefriction4765 6 місяців тому

    Jay Jagannath swami 🙏 ♥️

  • @kalyanipati1509
    @kalyanipati1509 6 місяців тому

    Bahut bahut bhala lagila

  • @debajanimohanty4243
    @debajanimohanty4243 6 місяців тому

    Bahut bhalla lagila, jay jagannatha

  • @sdbaral7721
    @sdbaral7721 5 місяців тому

    Kaalu- sundar bhaava.🙏🙏🙏

  • @debaduttamohanty9044
    @debaduttamohanty9044 6 місяців тому

    Jai Jagannath ❤️ ❤️ 🙏🙏💐

  • @sachalapatnaik9923
    @sachalapatnaik9923 6 місяців тому

    ସାର୍ ନମସ୍କାର
    ଆପଣଙ୍କ କଥା ଏତେ ଭଲ ଲାଗୁଚି , ତା ଭାଷାରେ ବର୍ଣ୍ଣନା କରି ହେବନି।ଆପଣ କେତେ ଭାଗ୍ୟବାନ, ପୁଣ୍ୟବାନ, କାଳୁ ସହ ସିଧା ସଳଖ ବନ୍ଧୁତା କରି ପାରିଛନ୍ତି, ଆମେ ଶୁଣିବାର ସୁଯୋଗ ପାଇ କିଛି ପରିମାଣ ରେ ଭାଗ୍ୟବାନ ମନେ କରୁଛୁ।👏👏

  • @rashmipradhan2508
    @rashmipradhan2508 6 місяців тому

    Jay Shree Radhe Radhe 🙏 Jay Shree Jagannath 🙏 Jay Shree Jagannath 🙏 Jay Shree Jagannath 🙏 ♥️ he Kalu mate Nihar Kara mo satire tibia Katha kuha🙏Jay Shree Jagannath 🙏 Jay Shree kalu🙏🙏🙏♥️

  • @toffanibiswal4002
    @toffanibiswal4002 6 місяців тому

    Bahut Sundar apnkara anubhuti❤❤❤

  • @snehashisbaral6929
    @snehashisbaral6929 6 місяців тому

    Jay jagannath. Mo manima sakshyat manusya Lila karanti .jia anuvabi sa nhi jana .sa nirakar purnna brammha.jay jagannath .mo kalu pari kia haba .sa ama kaliasuna ,jay jagannath .

  • @pradeepmonthan9268
    @pradeepmonthan9268 6 місяців тому

    Jaijaganatha jaijaganatha jaimahaprabhu, sir gote bahi darkar nabakalbar,please jogada karideba.

  • @jatindrakumarparida5
    @jatindrakumarparida5 6 місяців тому

    Ati chamtkar anubhav sir

  • @aparajitasahoo8724
    @aparajitasahoo8724 6 місяців тому

    Jay shree Jagannath 🙏🙏🙏❤❤❤

  • @lipipatnaik6443
    @lipipatnaik6443 Місяць тому

    Jay jagannath🙏

  • @dibakarswain2646
    @dibakarswain2646 6 місяців тому

    Mo Prabhu Jagannath.. bhaut vala lagila., more videos from your side

  • @skbehera8580
    @skbehera8580 6 місяців тому

    Excellent experience Sir. Jay Jay Shree Jagannath 🙏🙏🙏

  • @SANJAYKUMAR-md4fv
    @SANJAYKUMAR-md4fv 6 місяців тому

    Jay Shree jagnnath...

  • @sibaprasadjena244
    @sibaprasadjena244 6 місяців тому

    Sir, biswas re bhagaban,ur very good friend ur kalu

  • @goutamsahoo6252
    @goutamsahoo6252 6 місяців тому

    Jay,jagannath

  • @remakvenger284
    @remakvenger284 6 місяців тому

    Superb Jai jagabandhu

  • @swarnnamayeedehuri6685
    @swarnnamayeedehuri6685 6 місяців тому +2

    ⭕❗⭕🌺🌺💚💚❤❤🙏🙏🙏🙏jay shree jagannath swami nayanpathgami bhabatume ❤❤🙏🙏💚💚🙏🙏⭕❗⭕💚💚❤❤🙏🙏🙏🙏

  • @subratsahoo6419
    @subratsahoo6419 6 місяців тому

    Jay Shree Jagannath🙏🙏🙏🙏🙏 🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴🪴

  • @saswatmohapatra9197
    @saswatmohapatra9197 6 місяців тому

    Jagannath Mangala karantu 🙏