🙏sir .2024 is the most memorable year ✨️ of my life only because of you ❤.2024 re mu apana nku paichi au mo prabhu ra bahut nikata tara heichi . my mindset and prospective towards life has been changing day by day . Bartaman ei 3 jana nku nei mo jibana rasta re mu agauchi MO PARENTS ,MO JAGANNATH AU APANA .thank you so much for being an amazing part of my life sir. Mu bahut grateful au fortunate mane karuchi je apana mo jiban re asile .IN ADVANCE WISH YOU A VERY HAPPY NEW YEAR. CHEERS TO THE MOST AMAZING AND UPLIFTING SOUL I HAVE EVER MET🖤❤️🖤 . Get well soon sir🙏🙏🙏
Sir namaskar. Bahut heart touching video thila.Apana jetebele kahile madam asi chhida hoi uvan hoigale mu b bhabili marigale bodhe.... Aau sir tk tanka gharaku jaanteni. .. Sataku sata apana gale o se mariba katha suni mu b kandili.❤❤❤❤❤
Sir, pranam🙏🏻 Apana bahi padhanti, sethipain ta apana etebada gyani au broadminded.padhanti boli ta lekhnti ebm apananka lekha ete uchakotira✌️kalu chanhile apanka darsan pai paribi🙏🏻
ଜୀବନ ଦର୍ଶନର ଅଦ୍ଭୁତ ଉପସ୍ଥାପନା, ସୁନ୍ଦର ଉଦାହରଣ ପାଇଁ ବୁଝି ହେଲା ଜୀବନ ମୃତ୍ୟୁଚକ୍ର 🙏🙏
ସାର୍ ସତରେ ବହୁତ ଭଲ ଲାଗିଲା । ନମସ୍କାର।କୁଇ ଭାଷା ରେ ଜହାରି । କଥା ଟି ବାସ୍ତବିକ ।
ସତରେ ସାର୍, ଆପଣ ଙ୍କ e video ଦେଖି ସରିଲା ପରେ କଣ ମୁଁ ଲେଖିବି ନିଜେ ବି ଜାଣି ପାରୁନି।
E video re ete bhala paiba thila
ଆମର ମଧ୍ୟ ଆଖି ଛଳ ଛଳ ହେଇ ଗଲା, ସ୍ତବ୍ଦ ହେଇ ଗଲି ।
ବହୁତ୍ ଦୁଃଖ ବି ଲାଗିଲା, ଆଉ ଜୀବନରେ ଏମିତି ବି ହେଇପାରେ ଆମେ ଜାଣି ପାରିଲୁ
ସତରେ ସେ ଜାଗା ର ଅପର ମହିମା ଆମେ ଆପଣ ଙ୍କ ସହ ଯୋଡ଼ି ହେଇ ପାରିଚୁ ❤
ବହୁତ୍ bhala ଲାଗିଲା
ଠିକ୍ କଥା କହିଲେ । କିଛି ସମ୍ପର୍କ ରକ୍ତ ସମ୍ପର୍କ ଠାରୁବି ଅନେକ ଉଚ୍ଚରେ ରହିଥାଏ । 👍👍👍 ଆଉ ମୃତ୍ଯୁ ପରର ଜୀବନ ର ଏକ ଅନୁଭୂତିକୁ ଆମମାନଙ୍କ ପାଖରେ ପହଞ୍ଚାଇ ଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ଯବାଦ । ଆପଣ ତ ଅନେକ ବହୁମୂଲ୍ଯ ପୁସ୍ତକ ରଚନା କରିଛନ୍ତି .... ହେଲେ ସେହି ପୁସ୍ତକସବୁକୁ ପଢ଼ିବାର ସୁଯୋଗ ଖୁବ୍ କମ୍ ଲୋକ ପାଇପାରିଥା'ନ୍ତି । ଏଣୁ , ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସେ ଆପଣଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ ଆଉ ଆମେ ଆପଣଙ୍କ ଠାରୁ ଏମିତି ନୂଆ ନୂଆ କଥାସବୁ ଶୁଣୁଥାଉ .... ... ... 🙏🙏🙏 ନମସ୍ତେ । ଜୟ ଜଗନ୍ନାଥ 🙏🙏🙏 ଜୟ କାଳୁ 🙏🙏🙏 ❤❤❤❤❤❤❤❤❤❤❤❤❤
ନୂତନ ବର୍ଷ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।❤
ଆପଣ ଙ୍କ ପରି ଗୁରୁ ପାଇଁ ଆମେ ଧନ୍ୟ❤
ଆପଣଙ୍କର ଏକ ସୁସ୍ଥ ନିରାମୟ ଓ ଦୀର୍ଘ ଜୀବନ କାମନା କରୁଛୁ ।
ଜୟ ଜଗନ୍ନାଥ 👏👏👏
aapana nka kathaa bahuta bhala laguchi..mu dukhita mora aakhi kharap mu padhi pare ni
Verrygood Badakul kendrapara
Sir you are great teacher🌹🌹🌹🌹🌹🌹🌹🌹🌹..... 🙏🙏🙏... Jay jagannath
ଆପଣ ମହାନ ପ୍ରଣାମ ଗୁରୁ ଦେବ🙏🙏🙏
ଆପଣ ଙ୍କ କଥା ଗୁଡ଼ିକ ଯେତେ ବାସ୍ତବ ଧର୍ମୀ, କହିଲା ବେଳେ ଆପଣ ଙ୍କ ଆଖି ବି ସେତିକି ଭାବ ପୂର୍ଣ୍ଣ। ଆପଣ ଙ୍କ ଅନୁଭୁତି ଏ ଜଗତ ର ଅନେକ ସତ୍ୟ ବିଷୟ ରେ ଆମ ମାନଙ୍କୁ ଅବଗତ କରାଉଛି। ମୋ ପାଇଁ ଆପଣ ଙ୍କ କଥା ଶୁଣିବାର ଲୋଭ ଯେତିକି, ଆପଣ ଙ୍କ କୁନି ଜଗନ୍ନାଥ ଙ୍କ ଲକେଟ୍ କୁ ଦେଖିବାର ଲୋଭ ତା ଠୁ ଅଧିକ। ଆପଣ କହିଲା ବେଳେ ମୁ କେବଳ ଆପଣ ଙ୍କ ର ଲକେଟ୍ କୁ ହିଁ ଚାହିଁ ରହୁଛି। ପ୍ରଭୁ ଆପଣ ଙ୍କୁ ଜଲଦି ସୁସ୍ଥ କରି ଦିଅନ୍ତୁ।
ଜୟ ଜଗନ୍ନାଥ 😊😊
Jay shree jagannath 🙏
🙏🙏🙏 ବହୁତ ଭଲ ଏବଂ ତାତ୍ୱିକ ଆଲୋଚନା
Apanka vdo bahut bhalalagila
Bahut Bahut Dhanyabad Agyan
ବୋହୁତ ଭଲକଥା ନମସ୍କାର ଜଯ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🚩🙏🙏
ଆପଣଙ୍କ ସବୁଭିଡିଓ ବହୁତ ଭଲ ଲାଗୁଛି 🙏🙏🙏
ଜୟଗୁରୁ ଜୟଶ୍ରୀ ଜଗନ୍ନାଥ । ପ୍ରଣାମ ଆଜ୍ଞା । ବହୁତ ଭଲ ଲାଗିଲା । ଧନ୍ୟବାଦ । ଆଗକୁ ଆହୁରି ଏହିଭଳି କହିବା ଜାରି ରହିବ ବୋଲି ଆଶା ।
sir ଅପଣଂକ କଥା ଶୁଣିବାକୁ ବହୁତ ଭଲ laguchi
mun ଛୋଟବେଳୁ ଯାହା ମନରେ କଳ୍ପନା କରିଛି ବିଳମ୍ବ ରେ ହେଉ ପଛେ thhakura ସବୁ ଦେଇଛନ୍ତି, ମା ଦୁର୍ଗା ଓ ମାଧବ ମୋର ଇଷ୍ଟ, ତାଙ୍କୁ mun ଯାହା ମାଗିଛି ତାହା ଦେଇଛନ୍ତି କିନ୍ତୁ ତା thhu ବେଶୀ କାନ୍ଦିବାକୁ ପଡେ kahniki
ମୋତେ ଟିକେ janeibeki
Bahut bhal lagila
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଆପଣଙ୍କ ଅନୁଭୂତି ଗୁଡିକ ଜୀବନ୍ତ ଏବଂ ହୁଦୟସ୍ପର୍ଶ ଅଟେ ଏବଂ ଏହା ମୋ ପାଇଁ ପ୍ରେରଣାର ଉତ୍ସ ଅଟେ
ସାର ଆପଣ ଙ୍କର କଥା ବହୁତ ଭଲ ଲାଗିଲା ଧନ୍ୟବାଦ
Best fellings explain by you so many thanks
I SALUTE YOU BIBHU SIR 🙏 GOD BLESS YOU SIR🙏
Excellent Bibhu sir
ଏତେ ବଡ ମାର୍ମିକ ଅନୁଭବ କେବଳ ଆପଣଙ୍କ ହିଁ ହେଇପାରିବ ଆଞା, ଆମେ ପାପୀ ଆଞା 🙏🙏
ଜୀବନର ଓ ମୃତ୍ୟୁର କଥା ଶୁଣି ବହୁତ ଖୁସି ଲାଗିଲା l 🙏🙏🙏
ବହୁତ୍ ଭଲ ଲାଗିଲା ଆଜିର episode, ଜୟ ଜଗନ୍ନାଥ ସାର୍,ପ୍ରଣାମ🙏♥️
🙏sir .2024 is the most memorable year ✨️ of my life only because of you ❤.2024 re mu apana nku paichi au mo prabhu ra bahut nikata tara heichi . my mindset and prospective towards life has been changing day by day . Bartaman ei 3 jana nku nei mo jibana rasta re mu agauchi MO PARENTS ,MO JAGANNATH AU APANA .thank you so much for being an amazing part of my life sir. Mu bahut grateful au fortunate mane karuchi je apana mo jiban re asile .IN ADVANCE WISH YOU A VERY HAPPY NEW YEAR. CHEERS TO THE MOST AMAZING AND UPLIFTING SOUL I HAVE EVER MET🖤❤️🖤 . Get well soon sir🙏🙏🙏
My love and blessings
This is the only thing I want from you sir. Thank you so much 💓🙏
ଜୟ ଜଗନ୍ନାଥ ଆପଣ ଭଲରେ ଥାଆନ୍ତୁ
ଗୁରୁଜୀ ପ୍ରଣାମ 🙏🙏🙏 ଆପଣଙ୍କ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ
Jay Jagannath......❤
ଧନ୍ୟବାଦ ଭାଇ। ଆପଣ ସୁସ୍ଥ ଓନୀରୋଗ ହୋଇ ଏମିତି କହୁଥାନ୍ତୁ।
ଭଲ ଲାଗିଲା ପ୍ରଣାମ
Pranam
ଆପଣ ଜଗନ୍ନାଥ ଙ୍କ ଦୟା ରୁ ସୁସ୍ଥ ରେ ରହନ୍ତୁ ମୁଁ ମଧ୍ଯ ମୃତ୍ୟୁ ,ଆତ୍ମା ସମ୍ବନ୍ଧ ରେ ଖୁବ୍ ଅନୁସନ୍ଧିତ୍ସୁ ଅର୍ଥାଭାବରୁ ଯଦିଓ ବଡ ବଡ ବହି କିଣି ପାରୁ ନାହିଁ ତଥାପି ବହି କିଣେ ଏବଂ ପଢ଼େ
ମୁଁ Mahavatar Babaji ଙ୍କ Kriya ଯୋଗ ଧ୍ୟାନ କରେ ମୋର ଜନେ south Indian Guru ଅଛନ୍ତି ତେଣୁ ଆପଣଙ୍କୁ ଗୁରୁ କରି ନପାରିଲେ ବି ଗୁରୁ ର ମାନ୍ୟତା ଦେଇଛି
ଜୟ ଜଗନ୍ନାଥ
🙏🙏🙏
Apana kemiti kriya yoga karanti mote sikhei paribeki please
ଅତି ଅଲୌକିକ ଅନୁଭୂତି। ଜୟ ଜଗନ୍ନାଥ🙏🙏🙏
ସାର୍ ,ନମସ୍କାର ।ଆପଣଙ୍କ ଅନୁଭୂତି ସିଦ୍ଧ କଥା ଆମକୁ ବହୁତ ପ୍ରଭାବିତ କରୁଛି ।ଚିନ୍ତନର ଦିଗ୍ ବଳୟ ପ୍ରସାରିତ ହେଉଛି ,ମହାପ୍ରଭୁଙ୍କ ସହିତ ଭାବଗତ ସଂପର୍କ ନିବିଡ଼ ହେଉଛି ।ଆପଣଙ୍କ ଦୀର୍ଘ ଜୀବନ କାମନା କରୁଛି ।
ଜୟ ଜଗନ୍ନାଥ ପ୍ରଭୁ
ଜୟ ଜଗନ୍ନାଥ ସ୍ଵାମୀ 🙏
Sir, ଆପଣ ଜଲଦି ସୁସ୍ଥ ହୋଇ ଯାଆନ୍ତୁ ।
ଜୟ ଜଗନ୍ନାଥ, 🙏ଗୁରୁଦେବ,, ଅପାଙ୍କ ଅନୁଭୂତି ଅବିସ୍ମରଣୀୟ
Sir, pranam mote tikea asirbad karantu
ବଢିଆ.
🌹🌹🌹ଓଁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଶରଣଂ ସମର୍ପଣଂ ଚ ମମ👏👏👏👏👏👏
Bhala lagila, jaijaganatha, jaijaganatha, jaimahaprabhu, jai gurudev.
Rabinarayan misharnkara, rahsya atalika,mandira re atma malla, direct katha he ee chanti. Jaijaganatha jaimahaprabhu
ବହୁତ ଭଲ ଲାଗିଲା ଆପଣଙ୍କ ଅନୁଭୂତିର କଥା ଶୁଣି ....🙏
ମହାପ୍ରଭୁ ଆପଣଙ୍କ ର ଦେହ ଠିକ୍ କରିଦେବେ....ଆମେ ମାନେ ଅପେକ୍ଷା କରି ରହୁଛୁ ଚାତକ ପରି ....ଶୁଣିବା ଲାଗି😇😇
jay jagannath pranam
ପ୍ରଣାମ ସାର୍
Jay Jagannath Swami Narayan path gami vabatume 🙏🙏🙏
Guru ji aapan nku Moro koti koti pranam 🙏
Aapan ka sabu video bahut bhala laguchi sunibaku.🙏
🙏jay Jagannath 🙏
Sir, mo guruji, apananka charana tale ananta koti pranam karuchhi. Video bahut vala lagila. 🙏🙏🙏🙏🙏🙏🙏🙏🙏🙏🙏💥💥🎉🎉❤❤
କାଳୁ ଆପଣଙ୍କୁ ନିଶ୍ଚିତ ଶୀଘ୍ର ଭଲ କରିଦେବେ ।ପ୍ରଣାମ। ଜୟ ଜଗନ୍ନାଥ।
🙏🌹ଜୟ ଜଗନ୍ନାଥ 🌹🙏..............
............
ଚମତ୍କାର ବର୍ଣ୍ଣନା,ଧନ୍ୟବାଦ, ପ୍ରଣାମ
Ehi episode BAHUT BHALA lagila. Dhanyabad.
Really Bibhu sir not only acheive love & blessing of lord Sree Jagannath & as well as deep love & respect by other person
ବହିଟି ପଢ଼ିଛି, ବହୁତ୍ ଭଲ
Very good sir
Sata kahile apana
ମୃତ୍ୟୁ ପରେ ଜୀବନର ରହସ୍ୟ ଜାଣିବାକୁ ବହୁତ ଇଚ୍ଛା। ଏହି ବିଷୟରେ ଆହୁରି ତଥ୍ୟ ଦିଅନ୍ତୁ।
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Sir namaskar. Bahut heart touching video thila.Apana jetebele kahile madam asi chhida hoi uvan hoigale mu b bhabili marigale bodhe....
Aau sir tk tanka gharaku jaanteni.
.. Sataku sata apana gale o se mariba katha suni mu b kandili.❤❤❤❤❤
ବହୁତ ଧନ୍ୟବାଦ 🙏🏿🙏🏿🙏🏿
Bahut bhala Lagila Sir… Adhika janiba pai ame ichuka… please share some more related this… get well soon.. Jai Shree Jagannath 🙏🙏
Jay sri jagannath sir🌹🙏🙏🙏🙏🙏🙏🙏......
Bahut sundara
Gurujee pranam. Lord Jagannathanku koti koti pranam. Kalu aapanamananku sighra sustha karidiantu. Aapananku nirogi o dirghayu karantu.
Sir, pranam🙏🏻
Apana bahi padhanti, sethipain ta apana etebada gyani au broadminded.padhanti boli ta lekhnti ebm apananka lekha ete uchakotira✌️kalu chanhile apanka darsan pai paribi🙏🏻
ପ୍ରଣାମ ଗୁରୁଜୀ ଜୟ ଜଗନ୍ନାଥ 🙏🌹❤❤🎉
ଜୟ ଜଗନ୍ନାଥ
Bahut bhala lagila sir Jay Jagannath.
Jay Jagannath 🙏🏻🙏🏻🙏🏻🙏🏻guruji 🙏🏻🙏🏻🙏🏻🙏🏻
Bahut bhala lagila
Sir apana bilkul sata katha kahile .ame apananka paien bahut kichi janiparuchu .apana susta Rahi amaku e Vali katha sunau thantu.
Thanks
Pranam guruji 🙏🙏🙏
God bless you
U r great 👍
Thank you so much 😀
ଗୁରୁ ଜୀ ପ୍ରଣାମ
ମହାପ୍ରଭୁଙ୍କ ପାଦପଦ୍ମ ରେ ଅନନ୍ତ କୋଟି ଦଣ୍ଡବତ ସହିତ ସମର୍ପଣ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ
Jaysri Jagannath sirpranam sir muapannku apanankara puribasare dekhakaribaku chahuchi jaysri Jagannath
Guruji pranam 🙏
What A tearific & True fact statement heart beat reduce I feel my self
Jay jagannath 🙏🙏 sir apananka pratiti sabda ama pain mulyaban kalu manima apananku dirghayu karantu sir
ମୁଁ ଭାରି ଆଗ୍ରହ ର ସହ ପ୍ରତ୍ୟେକ ଟି ଭାଗ କୁ ଅନୁଧ୍ୟାନ ସହ ଅନୁସରଣ କରୁଛି 🙏🙏
Sir namaskar.vdo.t bahut bhala lagila
Nice video. All the best bhai.
Thank you so much 😀
Jagannatha apananku susta re rakhantu. Jay Jagannath🙏🌺🙏
Jay Jagannath
ମହାଶୟ ପ୍ରଣାମ ।କାଳୁର ଆଶିଷ ସଦା ଲାଗି ରହିଥାଉ ।
Jay Jagannath Swami 🙏🙏🙏🙏🙏🙏🙏🙏🙏🌹🌹🌹🌹🌹❤️ sir pranam ❤
ଆଜ୍ଞା ମଣିଷ ମଲା ପରେ କ'ଣ ମଣିଷ ଜନମ ପାଏ ନା ପଶୁ ଜନମ ପାଏ ଆଜ୍ଞା ଆପଣଙ୍କୁ ମୋର ଅନୁରୋଧ ଏ ବିଷୟରେ କହିବେ
Karma anusare janma
Jay jagannath swami Nayan patha gami bhaba tume pravu 🙏🙏🙏
Pranam Angya🙏🙏
Jay Jagannath sir❤apana sigra vala huantu
I heartily congratulate you are lucky like us pls give us blessing of God jagannath Balaram your brother
Jay jagannath ❤
JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻
Dhanbad siar
Sir, apana tike thakuranku kahunahanti se tike mo sapnre asibe
ଆପଣଙ୍କ ମୁହଁରୁ କାଳୁ କଥା ଶୁଣି ବାକୁ ଭାରି ଇଚ୍ଛା ହେଉଛି । ଜୟ ଜଗନ୍ନାଥ
Bohut bhalo lagila sir pranam 🙏 Jay jagannath 🙏
Pranaam. Samana ghatana Swamee Nigamananda nka jeebanare ghatithiba katha tanka jeebaneeru padhithili