You are right, we should not create any obstacle for anyone in their way to life. God has given us five senses organ to use efficiently, it's so surprising that, we are failing to distinguish between Dolo & flower tree.
My dear , let me tell you for your information, this is not happening first time in india I mean in Odisha. This particular flower trees are being sold in every part of india not only in Odisha. Even in famous cities of India like hyd, mumbai , delhi & chennai . It's very normal. But in Odisha it's being tried to make a big issue and also they are treated such as atankwadi by media reporters. Actually what a big problem with our media is they're failing to convince people of Odisha to not to buy this , as it's a DOLO not flower tree.
thanks vaskar news jaha heu tuma crime branch teem tadanta kari janeila nahele odisa basi kebe ahara satyata jani pari na thante,bhasia aakhi ru kehi khasi jai paribe ni
ଏତେଦିନ ପରେ ଭାସ୍କର ନ୍ୟୁଜ ଚ୍ୟାନେଲ କୁ ଧନ୍ୟବାଦ ଜଣାଉଛି ଯେ ସାଧାରଣ ଲୋକ ମାନଙ୍କୁ ଏକ ପ୍ରକାର ପ୍ରତାରଣାରୁ ବଞ୍ଚାଇଛନ୍ତି ।
Right 👍 mu bi A katha kahibaku chahuthili 😊👍Nice job odisa Bhaskar news 🗞️
🥺🤣🤣🤣
ଗୋଟିଏ ଉପାୟ ଅଛି। କାହାର ପେଟ ପାଟଣା ଉପରେ ଗୋଇଠା ମାରିବା କଥା ନୁହେଁ କିନ୍ତୁ ଏଭଳି ପ୍ରତାରଣା ରୁ ବର୍ତ୍ତିବା ପାଇଁ ସବୁ ଅଣ ଓଡ଼ିଆ ବିକୁଥିବା ଜିନିଷ କୁ ବହିଷ୍କାର କରନ୍ତୁ।
You are right, we should not create any obstacle for anyone in their way to life. God has given us five senses organ to use efficiently, it's so surprising that, we are failing to distinguish between Dolo & flower tree.
ଅତି ସୁନ୍ଦର ଭାବରେ ତୁମେ ଟିକେ କହିଛ
ଏ ମ୍ୟାମାର ରୋହିଗ୍ୟା, ବାଂଲାଦେଶୀ ମାନେ ଓଡ଼ିଶାରେ ଆଡ୍ଡା ଜମେଇ ବସିଛନ୍ତି, ଓଡ଼ିଶା ପୋଲିସ କିମ୍ବା ଓଡ଼ିଶା ସରକାର ର ଟିକେ ବି ନଜର ନାହିଁ ଏମାନଙ୍କ ପ୍ରତି, ଉପକୂଳ ଅଞ୍ଚଳ ରେ ପ୍ରତିଦିନ ବାଂଲାଦେଶୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶା କୁ ପଶି ଆସୁଛନ୍ତି। କିଛି ପ୍ରତିବନ୍ଧ ନାହିଁ। ଦିନ ଆସିବ ଏମାନେ ଓଡ଼ିଶା ବାସୀ ଙ୍କ ହକ୍ ଛଦେଇନେବେ। ଆମେ ମାନେ କିଛି କରିପାରିବା ନାହିଁ।
Right
Thik kahichanti.
Bhai Abe odisha re khali bangali mistri jauthi dekhiba khali bangali mistri ghara kama karu thiba
Bhala hela Nala nardama safa karideuchhanti....
Tanku jetiki miluchi au kahaku miluni vote pain neta sabu karuchanti sala neta sabu karuchanti
ଏମାନଙ୍କୁ ଜଲଦି ବିଦା କର , police ଗୋଟେ order circulate କରୁ
Bhai... Salute you... କି ଦମଦାର ଉପସ୍ଥାପନା ❤️❤️... ଆଉ ଆପଣଙ୍କ ସାହାସ ବି 🙏🙏🙏
ଯାହାର ଠକି ବାକୁ ଇଛା ଓଡ଼ିଶା ଆସ। ଓଡ଼ିଆ ମାନେ ଅଣ ଓଡିଆ ଙ୍କ ପାଖରେ ......। ଚେତନା ଶୂନ୍ୟ ଓଡ଼ିଆ ଶୋଇପଡ଼। ବାଂଲାଦେଶୀ ଭୁବନେଶ୍ୱର କୁ ଦାଖଲ କଲେଣି
Thanks to bhaskar news
Good Work by Odisha Bhaskar Team...💯💯💯💯💯
ହେ ଭାସ୍କର ଭାଇ ଓଟିଭି ର ଆଲୋକ ମହାନ୍ତି ପୂର୍ଵ ରୂ ଏମିତି ଡେଇଁ ଡ଼ାଇଁ ହାତ ଝଡି ରିପୋର୍ଟିଙ୍ଗ କରେ କିନ୍ତୁ ଏବେ ଆଉ କରୁନି, ତମେ ବି ଆରାମସେ କୁହ ଆମେ ବୁଝି ପାରୁଛୁ, କିଛି ଅସୁବିଧା ନାହିଁ
Tu ghare peteiki soipad
😀😀😀
🤣🤣
Thank to odisha Bhaskar Chanel
🙏👌❤️👌🙏 best news reporter
ବେକାର
Thank you Bhaskar news
ଭାଇ ଏମାନେ ରୋହିଗ୍ୟାଁ ମୁସଲମାନ ରିଫ୍ୟୁଜୀ, ଏମାନେ ଓଡ଼ିଶାରେ ଯାବତୀୟ କ୍ରିମିନାଲ କେଶ କରିବାରେ ଧୁରନ୍ଧର
Thank you Bhaskar new
Thank you oddisa Bhaskar
Tq odisha bhaskar...
Thank you good news
ଭୁବନେଶ୍ବର ରେ ଏମାନଙ୍କ ଆଡା ଏମାନଙ୍କର ସଂପୂର୍ଣ୍ଣ ଗୋଟେ ବଡ ଗ୍ୟାଙ୍ଗ ରହିଛି। ଏମାନଙ୍କୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ।
Right bro
ଲୋକ ତ ମେଣ୍ଢା ପୋଲିସ କଣ କରିବ
କଟକ ରେ ନକଲି ଔଷଧ କାରବାର ଚାଲିଛି, ଲୋକ ଖାଇ ମରିଯାଇଛନ୍ତି ସେଠି ଆଉ କିଛି ଛୋଡ଼ି ପରୁନ
Thanks for Odisha Vaskar
ଆମ ଓଡ଼ିଶା ଲୋକ ବାହାର ରାଜ୍ୟକୁ ଯାଇ ଦୁଇ ପଇସା କମେଇବାର ଆଶା ରେ ଦିନ ମଜୁରିଆ ଭାବେ ଗଧ ଭଳି କାମ କରି ମଧ୍ୟ ମାଡ଼ ବି ଖାଇଥାନ୍ତି ।। କିନ୍ତୁ ବାହାର ରାଜ୍ୟର ଲୋକ ଆମ ଓଡ଼ିଶାକୁ ଆସି ଆମକୁ ଠକି ଚାଲିଛନ୍ତି । ତଥାପି ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।।
ଅନୁପ୍ରବେଶ କାରି ,ପଳାତକ ମାନଙ୍କୁ ଶୀଘ୍ର ଘଉଡ଼ା ଯାଉ ।ପ୍ରଶାସନ ଏ ଦିଗରେ ଚୁପ୍ କାହିଁକି।
Very good odisha Bhaskar
After so many days bhaskar channels shows perfect news.
Odisha bhaskara exclusive investigation. Keep it up...good job
Reporting super saroj bhai
Good job Bhaskar news
ଏମାନେ ବାହାର ରାଜ୍ୟ ରୁ ଆସି କିମ୍ବା ବାହାର ଦେଶରୁ ଆସୁଛନ୍ତି ଦିନରେ ବ୍ୟାପାର ଏବଂ ରାତିରେ ବିଭିନ୍ନ ପ୍ରକାରର ଚୋରି ଲୁଟ ହତ୍ୟା ଏବଂ ନିଶା କାରବାରରେ ସଂପୃକ୍ତ ରହୁଛନ୍ତି ଏଣୁ ରାଜଧାନୀ ବାସୀଙ୍କୁ ଅନୁରୋଧ ଏମାନଙ୍କୁ ଯେଉଁଟି ଦେଖୁଛନ୍ତି ଗୋଡ଼ାଇ ଦିଅନ୍ତୁ
Bhaaskar news Sabubele best
ଏତେ ଦିନପରେ ଭାସ୍କର ବାଲା ବହୁତ୍ ଭଲ News ଟେ ଦେଲେ 👍
Bahut badhia sir
Good job by this Chanel
I like this Reporter 👌
ଚିଟ୍ ଫଣ୍ଡ କମ୍ପାନୀ ଗୁଡ଼ିକ ଗରିବ ଲୋକଙ୍କ ଠାରୁ ଅନେକ ଟଙ୍କା ଠକି ଲୁଟି ନେଲେ ସେ ଚେର କୁଆଡ଼େ, ମୂଳ କୁଆଡ଼େ ଗଲା ତାକୁ ଟିକେ ତଦନ୍ତ କରନ୍ତୁ ।ମୋର 2 ଲକ୍ଷ ଟଙ୍କା ଚିଟ୍ ଫଣ୍ଡ କମ୍ପାନୀ ନେଇ ପଳେଇ ଯାଇଛି ଭାଇ ।
ଏତେ ଦିନ ପରେ ଗୋଟେ ଭଲ ନ୍ୟୁଜ ଭାସ୍କର ଚ୍ୟାନେଲ ଦେଲେ 🤞🙏👍
Dhanyawad
God bless you odisha bhaskara
Very important news thank you
Bhaskara news ku dhanyabad je e mananku odisha ru kipari bidaya karahiba tahara byabasta karantu
Chopa karantu sala asiki buliki lateri karuchanti company pathauchi kahuchanti offer achi kahiki nakali jinisa deiki karuchanti sete bele kahaku kahucha gacha bikidele desa bhasi jauchi naire
Sir apn ku dhanyabad
🎋🎋💐💐🌷🌷🌹🌹🥀🥀🌻🌻🌼🌼🌸🌸🌺🌺🪴🪴🍀🍀☘️☘️🌿🌿🌱🌱🎄🎄🌲🌲🌳🌳🌴🌴💐💐💐💐💐
ମାଗଣା ରେ ନିଅ ଯାହା କୁ ଜଉଟା ପସନ୍ଦ
ଆମ 1 ନୁମ୍ବର ସ୍ମାର୍ଟ ସିଟି ର ସ୍ମାର୍ଟ ଲୋକ ରହୁଛନ୍ତି ଟ ସେଥି ପାଇଁ ଦଳ କିଣୁଛନ୍ତି ହାଏ ରେ ମୋ ସ୍ମାର୍ଟ ସିଟି
ସଲାମ ଭୁବନେଶ୍ୱର ଟିକେ ଚାଲାକ ହୁଅରେ ଓଡିଶା ବାସି!!"
very good
bhaskar news
Bjaskar news thank u
ଦଳ ସଫା କରୁଛନ୍ତି ଭଲ କଥା କିଛି ଅସୁବିଧା ନାହିଁ
Thik kahicha bhai e news chanel ra kichi kama dhanda nahi ekharr rizect
Good news bhai
Great news
ବଙ୍ଗଳଦେଶ ବଙ୍ଗାଳି ମାନଙ୍କର ବିଷୟରେ ଟିକିଏ news କର
Jay mora odisha
Bahut badhiya Kam karuchanti apana
Nice👍👍👍
1 no. News
Salute the bhaskar new 🇮🇳🇮🇳🇮🇳
ଓଡ଼ିଶା ପୋଲିସ୍ ଠିକ୍ ନୁହେଁ ଯଦି ଠିକ୍ ଥାଏ ତାହେଲେ ଏଭଳି ଅପକୃତିକ କାମ କରୁଥିବା ଅଣଓଡ଼ିଆ ମାଫିଆ ମାନଙ୍କୁ ଓଡ଼ିଶା ରୁ ବାହାର କରନ୍ତୁ । ନଚେତ୍ ପରବର୍ତୀ ସମୟରେ ଓଡିଶା ବାସୀଙ୍କୁ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ ଆଗାମୀ ପିଢ଼ି କୁ ବଞ୍ଚାନ୍ତୁ ।
U r right 👍
Great job💯💯👍
good news bro
ଏହି ବଙ୍ଗଳାଦେଶୀ ମାନେ ଭୁବନେଶ୍ୱର କୁ ଅଧିକାର କରିବସିଲେଣି । ଆଗକୁ ଲୋକ ମାନେ ଏହି ବଙ୍ଗାଳୀ ମାନଙ୍କୁ ଯାହା କହିବେ ଏମାନେ ଏକ ହୋଇ ତୁମ ଉପରେ ଆକ୍ରମଣ କରିପାରନ୍ତି
ଆମ ଓଡ଼ିଆ ଲୋକଙ୍କର ଏକତା ଆଗ ଭଳି ନାହିଁ।
We are pray to Honrable IG&Dg(, police), please give good order of Awarness for public (ଭିକାରି ମୁକ୍ତ ଓଡିଶା, District wise 30ଜିଲ୍ଲା ). 👌
ଭଲ ଖବର ଦେଲ ଭାସ୍କର news tesm
ଶଳାମାନେ ଝାଡା ପରିଶ୍ରା ସଚଳୟରେ କରୁଛନ୍ତି ମୁଁ ଦେଖିଛି କଣ ଆଜ୍ଞା ବଞ୍ଜରାମାନଙ୍କ ପାଇଁ ହଇଛିକି
ଦେଶ ଜାଗ ନେତା ମନ୍ତ୍ରୀ ଠକି କି ଖାଇ ଗଲେ ନ ଆଉ ଇ ମାନେ ଠକି କି ଖାଇ ଲେ ଜେ କାନା ହେୟୀ ଗଲା
Good Enquiry
Thanks
Very good bhai
Good reporter
Best chennal
ସରକାରୀ ଲୋକ ଲୁଟୁ ଛନ୍ତି
ରାଜନୀତିକ ଲୋକ ଲୁଟୁଛନ୍ତି
ସେ ନହେଲା ଲୁଟିଲେ
Administration should take this matter seriously.
Mo bala matter aita seriously nebe😂
My dear , let me tell you for your information, this is not happening first time in india I mean in Odisha. This particular flower trees are being sold in every part of india not only in Odisha. Even in famous cities of India like hyd, mumbai , delhi & chennai . It's very normal. But in Odisha it's being tried to make a big issue and also they are treated such as atankwadi by media reporters.
Actually what a big problem with our media is they're failing to convince people of Odisha to not to buy this , as it's a DOLO not flower tree.
@@kanhucharanmurmu2863 MU Jani Paruni Ete Serious Kahi ki Sabu Bada Bada Company V Ta Esabu Hi Karuchi naa
ବନ୍ଜାରା ନୁହେଁ ଯାଯାବର* ।
Right
ସେ ବେଧ ପୁଅକୁ ଧରିକି,, ସମୁଦ୍ର ମଝିରେ ଛାଡି ଦିଅ ,, ଟିୟୂ ଦିହରେ ବାଦ୍ଦିକି ଛାଡି ଦିଅ ବେଳା ଭଲ ଥିଲେ ବଚିବ ନହେଲେ ମରିବ
🙏🙏🙏🙏🙏🙏
ଗରିବ ମଣିଷକୁ 10 ଟଙ୍କା ସାହାଯ୍ୟ କରିବେନି mgh ଘରକୁ ଦଳ କିଣିକି ନେବେ
MAIKHINIA pa nighty pindhi ki kini pakau chanti
Good job 👌👌👌👌
Odisha government immediately action now
👏👏👏👏👏
Bhai Amo village Re B Amiti hauchi
good job keep it up
Good job by odisha bhaskar 👏
ପୁଲିସ ଵାଣ୍ଡ ଚୁକୁଛି କି
First Language thik karantu ta pare comment debe 😡😡
Wow bhai
Genius bro
ଓଡ଼ିଆ ଗଭାସ୍କର
ପୋଲିସ ତାଙ୍କ ID Check କରିଛି କି ନାହିଁ ଆଉ ସେମାନେ କଉ ଷ୍ଟେଟ ର କି କଉ ଦେଶର ଲୋକ ତାହା clear ହେବା ନିହାତି ଆବଶ୍ୟକ। କିନ୍ତୁ ପୋଲିସ ତରଫରୁ କିଛି official statement ଆସିଛି କି ନାହିଁ ତାହା ବି confirm କରାଯାଉ। ଖାଲି rapeat news କଲେ କିଛି ଲାଭ ନାହିଁ।
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ମାନଙ୍କ ଫେକଟିରୀ ବସେଇଚି
Good job bhai
Good
Bhala news ta milila pura right re Bhai odisha banchao nahita 😔 gandimari paleibe sabu
Pura murder case scam ta.
Give a big hand 👏👏👏👏👏 to Bhaskara.MGEmiti Upastapana Karuchi je eta gote 1000Cr ra bada scam
Au kichhi mantri neta nkara chhodi paribani na Sethi pain eiguda sabu dekhaucha au sabash👏👏👏
ତାର ଅସଲି ନାମ ମଙ୍ଗଳ ଚାହ୍ୱନ୍ ନୁହେଁ ଆଉ କଣ ହେଇଥିବା। ସେ ନିଶ୍ଚୟ ବାଂଲାଦେଶୀ। Vote ପାଇଁ ସେମାନଙ୍କୁ ସମର୍ଥନ କରା ଯାଉଛି
Bahut bhala bhasana deucha bhai 😃😃😃
Thanks lokank akhi kholibaru
Policbala. Sampurna. Janiki. Sabuhauchi
Pls discuss with your boss regarding monkey laundering.
Bass ete dina pare gote bhala news milila
ସରକାର କିଛି ଆକ୍ସନ ନେଉନାହାନ୍ତି କହୁଛନ୍ତି ସବୁ ଠିକ ଅଛି...
thanks vaskar news jaha heu tuma crime branch teem tadanta kari janeila nahele odisa basi kebe ahara satyata jani pari na thante,bhasia aakhi ru kehi khasi jai paribe ni