Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଖୁବ ସୁନ୍ଦର ଉପସ୍ଥାପନା ବିଶେଷ କରି ଡକ୍ଟର ସନ୍ତୋଷ ତ୍ରିପାଠୀ sir ଙ୍କୁ
ବିଭାବତୀ ମ୍ୟାମଙ୍କ ଉପସ୍ଥାପନ ଶୈଳୀ ଓ ଶବ୍ଦ ସଂଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର 🙏🙏 ବହୁତ୍ କିଛି ନୂତନ ତଥ୍ୟ ସ୍ଵଭାବ କବି"ଗଙ୍ଗାଧର ମେହେର"ଙ୍କ ସମ୍ପର୍କରେ ସାର ମାନଙ୍କ ଠାରୁ ଜାଣିବାକୁ ପାଇଲି। ବହୁତ୍ ବହୁତ୍ ଧନ୍ୟବାଦ ଡି.ଡି ଓଡ଼ିଆ ଚ୍ୟାନେଲକୁ ଓଡ଼ିଆ ଭାଷା ସାହିତ୍ୟର ମହାରଥୀମାନଙ୍କ ସ୍ମୃତି ସମୂହକୁ ପ୍ରସାରଣ କରୁଥିବାରୁ👍👍🙏🙏
ବହୁତ ସୁନ୍ଦର ଗଙ୍ଗାଧର ସାହିତ୍ୟ ମନ୍ଥନ । ଅମୃତ ଝରେ ତାଙ୍କ ସାହିତ୍ୟରେ । .....✍
ଗଙ୍ଗାଧର ମେହେର ପୂର୍ବ ଦିଗନ୍ତ ର ଏକ ହୃଦୟବାନ ଜ୍ୱାଜଲ୍ୟ ମାନ ତାରକା। ତାଙ୍କ ସମ୍ପର୍କରେ ଅଧିକ କଣ କହିବା।
ଅଭିନନ୍ଦନ ଡଃ ତ୍ରିପାଠୀ ସାରଙ୍କୁ । ପ୍ରଣାମ ସାର୍ ।
I m lucky who listen all about this show and presentation is high leve .. thank you DD Odia
🙏🙏🙏👌👌👌ବହୁତ ସୁନ୍ଦର ଉପସ୍ଥାପନା , ଧନ୍ଯବାଦ
Upasthapika female mo favourite
🙏🙏🙏
Bhai ple support dd odia
🙏🙏