Your singing style is very good and heart touching.Thanks a lot Debasmita.Gangadhar Mehernkara lekha madhya bahut hrudayasparsi.Eha 10th class Tapaswini kabyare mun padhithili.
Beta, bahat bahat khubsurat.out standing.truly I have no words to compliment your sweet voice, so sweet facial expressions and you have glorified you and all in this assiduously composed song. Really you deserve all appreciation and honour indeed.
ଚମତ୍କାର ଶବ୍ଦ ସଂଯାଜନ , ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କୁ କୋଟି କୋଟି ପ୍ରଣାମ।
ଓଡିଶାର କଳା, ସଂସ୍କୃତି ତଥା ଭାଷା ସାହିତ୍ୟର ଉନ୍ନତି ପାଇଁ ଯେଉଁ କତିପୟ ଲୋକ ପ୍ରୟାସରତ ଅଛନ୍ତି ତାଙ୍କ ଭିତରେ ସୀତାରାମ ଅଗ୍ରବାଲଙ୍କ ସ୍ଥାନ ସବା ଉପରେ। ଅଶେଷ ଧନ୍ୟବାଦ।
ସତରେ ଦଶମ ଶ୍ରେଣୀ ରେ ପାଠ ମନେ ପଡିଗଲା.... ❤
ମଙ୍ଗଳେ ଅଇଲା ଉଷା🌅😊ବାଃ...ସୁନ୍ଦର୍ ଭଜନ ଟେ🥰🤗ପୁରା ମନ କୁ ଛୁଇଁଲା ପରି ବୋଲିଛନ୍ତି🎧ଦେବସ୍ମିତା ଆଚାର୍ଯ୍ୟ ଦିଦି❤️👍🏻
ପ୍ରକୃତ ରେ ସୀତାରାମ ଅଗ୍ରୱାଲ ମେମ ଆମ ଓଡ଼ିଆ ମାଟିର ପ୍ରକୃତ ହୀରା ଟିକୁ ଖୋଜି କାଢିଛନ୍ତି ଦେବସ୍ମିତା ମା ମହାପ୍ରଭୁ ଙ୍କ ଆଶୀର୍ବାଦ ସର୍ବଦା ତୋ ଉପରେ ରହିଥାଉ ଏହି ପରି ସବୁବେଳେ ମିଠା ମିଠା ଗୀତ ଆମ କୁ ଶୁଣାଉ ଥା
ହୀରା ହୀରା ସତ ସବୁ ସତ ହେ ପ୍ରଭୁ ଜଗନ୍ନାଥ ଧନ୍ୟ ମୁଏହି ଜଣାଶ ଶୁଣିଲି ଜୟ ଜଗନ୍ନାଥ ❤❤❤
You are right sir....
ଏହି ଗୀତଟି ଦଶମ ଶ୍ରେଣୀରେ ମୋର ବହୁତ ପ୍ରିୟ ଥିଲା । God bless you Debasmita❤
Your singing style is very good and heart touching.Thanks a lot Debasmita.Gangadhar Mehernkara lekha madhya bahut hrudayasparsi.Eha 10th class Tapaswini kabyare mun padhithili.
ସୁନା ଝିଅ, ଏ ଝିଅ ଏକ ଅମ୍ଲାନ ପ୍ରତିଭା ର ଅଧିକାରିଣୀ ହେଉ ଈଶ୍ୱର ନିକରେ ପ୍ରାର୍ଥନା 🌹🌹🌹🌹
ଆକ୍ଷରିକ ଅର୍ଥ ଥାଇ ମାତା ସୀତାଙ୍କ ଉଦ୍ଦେଶ୍ଯରେ ଏହି ସୁନ୍ଦର ମନୋଲୋଭା ସ୍ବନାମଧନ୍ଯ କବି ଗଙ୍ଗାଧର ମେହେରଙ୍କ ଗୀତ ।
ଜୟ ଜଗନ୍ନାଥ, ବହୁତ ଭଲ ଲାଗିଲା ଭାରି ମନଛୁଆଁ ଗୀତ ।
କି ସୁନ୍ଦର କଣ୍ଠ କେତେ ସୁନ୍ଦର ଭାବେ ଗାଇଛନ୍ତି ଦେବସ୍ମିତା ମା ଜଗନ୍ନାଥେ ଘଣ୍ଟ ଘୋଡେଇ ରଖିଥାନ୍ତୁ
Debasmita is a good singer. God may bless her
Ati sundar bhabare hoichi
Nua Pratibha anyeswan karithiba pratibhanku o thankara abiskruta kuni pratibhanku Jagannath nkara asirbad sarbada rahithau.
Beta, bahat bahat khubsurat.out standing.truly I have no words to compliment your sweet voice, so sweet facial expressions and you have glorified you and all in this assiduously composed song. Really you deserve all appreciation and honour indeed.
May God bless you a happy prosperous long life with all success.
ବହୁତ ଭଲ ଲାଗିଲା ❤❤❤❤❤❤
Exclant didi ❤
The song is as beautiful as your voice .
Hare Krishna 🌹🌹🌹🌹🌹 beutiful singer ❤ very nice song ❤❤❤❤
ପ୍ରଭୁ ଙ୍କ ଶୁଭାଶିଷ ଦେବସ୍ମିତା ଙ୍କ ଉପରେ ପଡ଼ିଲା ଜୟ ଜଗନ୍ନାଥ ନମସ୍କାର ❤❤
10 class song
Athire sahityasrujanire mu block re first haichhi🎉🎉
Super🎉🎉
A Gita gai panchayat level re mu first prize paithili😊 Satare Gita ti manaku chhuingala❤
Best song in odia of all.
🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏🙏🙏ଗୀତ ଟି ମନକୁ ଛୁଇଁଲା ପରି ହୋଇଛି 🪻❤️🌺🌻🌼🌷ଧନ୍ୟ ଦେବସ୍ମିତା ଭଉଣୀ 🪻❤️🌺🌻🌼🌷🌷🌼🌻🌺❤️❤️🌺🌻🌼🌷🌷🌼🌻🌺❤️🪻🪻❤️🌺🌻🌼🌷
ଗୀତ ଶୁଣି ଆମ ଭାଗ୍ୟ ଖୋଲି ଯାଉ ଜୟ ଜଗନ୍ନାଥ ❤
ମଂଗଳେ ହୋଇଲା ଉମା ବହୁତ ସୁନ୍ଦର ହେଇଛି ଧନ୍ୟବାଦ 🥰❤️🥰
Your such a miraculous singer how all kind of songs is sooo divinefull in your voice Debasmita God bless you 😊
Excellent
So nice song and so sweet tone
Beautifulsongandvoiceissosweet
Debasmita you and your voice seems like Our Favorite Namita Agrawals daughter her mini version
Debasmita didi superhit singer 🌟 thank you Soo much for singing the song 🤗
ଗାଇକାଙ୍କର ନମ୍ବର ମିଳି ପାରିଵ ଆଜ୍ଞା।
Deva Smita upasana ku ଲକ୍ଷ୍ମୀ ପୁରାଣ ଗାଇବାକୁ ଦିଆଯାଉ all member ku anuradh sidhart tv ku anuradh
Very nice
Jai gangadhar meher ki jai
Beautiful very nice best voice thanks 👍👍 from RUKMINI PRODUCTION Jai jagannath jai 🙏🕉️🙏🙏
❤❤
ଲେଲା ମଜୁମୁ କେଦାର ଗୌରୀ କାମିନି ପ୍ରେମ ବିଶ୍ଵାସ ଅଵିସ୍ଵସ କର୍ମ ମାପକାଠି ର କର୍ମ ପ୍ରିୟତ ସର୍ବ ଦେବତା ରାବଣ ପାପ କର୍ମ ଶବ ମଲା କର୍ମ ସମୟ ବର୍ତମାନ ଶୁଣି ଅସାକ୍ଷର ହେଉଛନ୍ତି ଲୋକ କର୍ମ ସଂସାର କର୍ମ।।
Debasmita mo jhia tma gita na sunile jamaru khaeni ame Sabu tmara bada fan
Sundar
Beatiful bhajan
Excellent.
Ohhh ki mono chuna geeto
ସତ ରେ ଗୀତ ଟି ଏତେ ମଧୁର ହୋଇଛି ଯେ ମନ ପୁଣି ସେ ପିଲାଦିନ କୁ ଫେରି ଗଲା
10th class bhajan song
She is the best singer
My favourite poem in 10th class ☺️
Debasmita nka prateyaka gita aatma ku chuin jae
ଏମିତି ଗୀତ ଦରକାର
Nice singing song
Nice
Nice singer
Mangale Asila Usha,but not Aila.
Pl correct.
ଦରଶନ ଦିଅ ସଖୀ ରାତି ଶୁଣି ବାକୁ ବହୁତ ସୁନ୍ଦର ଗାଉଛନ୍ତି ଉପାସନା ❤
Yourvoicdendyousobeautiful
ସୌମ୍ୟଶ୍ରୀ ଗାଇଥିଲେ ବହୁତ ଭଲ ଲାଗିଥାନ୍ତା
A Geta Te ku Tama Bahuta Vulu Kare Gauch Thekar
Soumyashree tume ehi gita tiku gaile tike sunante mora echha achhi