Police Allegedly Arrests Social Activists For Raising Voice Against Cow Trafficking In Kendrapara

Поділитися
Вставка
  • Опубліковано 28 лис 2021
  • Police Allegedly Arrests Social Activists For Raising Voice Against Cow Trafficking In Kendrapara
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,8 тис.

  • @srabindrakumar3482
    @srabindrakumar3482 2 роки тому +359

    ବୋହୁତ ଶୀଘ୍ର ପୋଲିସ ମାନଙ୍କୁ ଜନତା ର ମାଡ଼ ଖାଇବାକୁ ପଡିବ। ପୋଲିସ ଭାଇ ମାନେ ରେଡି ହୋଇଯାଅ। 🙏🙏🙏🙏

    • @maheshmohanty6205
      @maheshmohanty6205 2 роки тому +12

      Magia police nku encounter kora jau.........police hatao desh bachao 🙏🙏

    • @ramakantasahu652
      @ramakantasahu652 2 роки тому +7

      Navin gala pare.

    • @SantoshDas-kn4dw
      @SantoshDas-kn4dw 2 роки тому +6

      ରେଡି ରେଡି ମୁଁ ରେଡି..... ମାଡ ଖାଇବାକୁ ପୋଲିସ ବି ରେଡି 😄😄😄

    • @jaganjaysingh1874
      @jaganjaysingh1874 2 роки тому +4

      Gadi jali dia..... sala eamanku sir dakani

    • @jaganjaysingh1874
      @jaganjaysingh1874 2 роки тому +4

      Sabu maghi chora sale

  • @chintamanimajhi640
    @chintamanimajhi640 2 роки тому +140

    ଓଡିଶାର ସାମ୍ବାଦିକ ଭାଇ ମାନଙ୍କୁ ଅନୁରୋଧ ।ଜରୁରୀ ଆନ୍ଦଳନ ହେବା ଦରକାର।

  • @GoutamKumar-pj9ds
    @GoutamKumar-pj9ds 2 роки тому +16

    ସୁବାସ ଭାଇ ତୁମକୁ ଧନ୍ୟବାଦ୍
    ତୁମେ ଏବେ ସୁବାସ୍ ବୋଷ୍ ହେବାକୁ ଚେଷ୍ଟା କର୍
    କାରଣ ଏଠି ସବୁ ପ୍ରମାଣ ଥାଇକି ସୁଧା ଆପଣକୁ ଆରେଷ୍ଟ କରାଯାଉଚି ଏହା କଣ ଆମ ଦେଶର ଆଇନ୍
    ଏବେ ଇଟାର ଜବାବ୍ ପଥରରେ ଦବାକୁ ପଡିବ
    ଜୟ ଶ୍ରୀରାମ 🚩🚩🚩

  • @premanandbehera7203
    @premanandbehera7203 2 роки тому +16

    ଯେପର୍ଯ୍ୟନ୍ତ ଗୋମାତା ସୁରକ୍ଷା ନାହାନ୍ତି ସେପର୍ଯ୍ୟନ୍ତ ଭାରତ ମଧ୍ୟ ସୁରକ୍ଷା ରେ ରହି ପାରିବନି
    ଜୟ ଗୋମାତା 🙏🙏

  • @hitstokalipun526
    @hitstokalipun526 2 роки тому +127

    ତୁରନ୍ତ ବେଗି ଦେବାଶିଷ୍ ସଡଙ୍କି କୁ
    ଛଡା ଯାଉ , ସେଇ ପଲିସ୍ ବାବୁ
    IIC କୁ ସ୍ପପେଣ୍ଟ୍ କରା ଯାଉ

  • @saratranjanbehera6661
    @saratranjanbehera6661 2 роки тому +357

    ଧନ୍ୟବାଦ ନବୀନ ବାବୁ...... ଏମିତି ନିର୍ଲଜ ତୁମେ ଆଉ ତୁମ ପୋଲିସ.... ନବୀନ ବାବୁ ଟିକେ ମଣିଷ ପଣିଆ ଥିଲେ ସୁଭାଶିଷ କୁ ଛାଡ଼..... ନହେଲେ ଏ ଦୁର୍ନୀତିର ଜବାବ ସାଧାରଣ ଜନତା ନିର୍ବାଚନ ରେ ଦେବେ..ପୋଲିସ କଣ ଆମ ମଣିଷ ମାନଙ୍କର ଶତ୍ରୁ?

    • @balaramparida8485
      @balaramparida8485 2 роки тому +5

      Budha maribani ki amane sudhiri beni 👍

    • @maheshmohanty6205
      @maheshmohanty6205 2 роки тому +1

      Police gura nku b annda mada drkr....😁😁😁

    • @priyacharandas7352
      @priyacharandas7352 2 роки тому +1

      ଭଗବାନ ଙ୍କୁ ପ୍ରାର୍ଥନା ।ସରକାର ଏବଂ ପୁଲିସ କୁ ସଦ୍ ଵୁଦ୍ଧି ଦିଅନ୍ତୁ

    • @sarojindas4000
      @sarojindas4000 2 роки тому

      Abhi theek hai mujhko message police 0 police Manav ko vahi score police se Ho jaati matiya

    • @sarojindas4000
      @sarojindas4000 2 роки тому

      Baje police encounter ho baje police it yah jondis dekhi gadi Kochi City ko party feet are Jyoti Kali koi Ruchi Shastri magyar police madrachod police maghya police madharchodo police aa jati gadi koi bahut acchi gotni doston ko kahan per hai

  • @dasarathihembram4126
    @dasarathihembram4126 2 роки тому +26

    ଏଇଟା ସବୁଠୁ ବଡ ସରକାରୀ ରାଣ୍ଡି ଚୁର.
    ଏଇଟାକୁ ଅତିଶୀଘ୍ର ନିଲମ୍ବିତ କରାଯାଉ

  • @chinmayakumardash6040
    @chinmayakumardash6040 2 роки тому +9

    କୁଆଡେ ଗଲା ମୋ ସରକାର ଯୋଜନା,।
    ସେଇ ଆଇଆଇଆଇସି କୁ ଗିରଫ କରି ।ଆଉ କେତେ ଜଣ ଙ୍କ ଠାରୁ ଲାଞ୍ଚ ନେଇଛି investigation କରାଯାଉ।
    ଆଉ ବଜରଙ୍ଗ ଦଳ ର ମେମ୍ବର୍ସ ମାନେ ଏହାକୁ । ତୀବ୍ର ବିରୋଧ କରନ୍ତୁ।
    ଆଉ ଶିବାଶିଷ କୁ ପୁରସ୍କାର ଉପଯୁକ୍ତ ଦିଆଯାଉ।🙏🙏

    • @r.b.krishnamohapatra8552
      @r.b.krishnamohapatra8552 2 роки тому

      ଭାଇ ଖାଲି ଆମ ବଜରଙ୍ଗ ଦଳ ନୁହଁ ଆମେ ସବୁ ହିନ୍ଦୁ ମାନେ ମିଶିକି ବିରୋଧ କରିବା ଭାଇ🙏जय श्री राम🙇🙏🚩💪🙇
      जय हिंदुराष्ट्र🙇🚩🧡💪⚔️
      जय गौमाता 🙇🙏💪🧡
      जय हिन्द🙇💪🇮🇳🚩🧡

  • @dibyanuprapti4877
    @dibyanuprapti4877 2 роки тому +458

    ସମ୍ପୂର୍ଣ୍ଣ ଦୁଃଖର ବିଷୟ, ଅନ୍ୟାୟ ବିରୋଧରେ ଏ କଲି ଯୁଗରେ ଯିଏ ସୋର ଉଠେଲା ତାର ସୋର କୁ ଦବାଇ ଦିଆଯାଉଛି, କେବଳ ଭଗବାନ ହିଁ ଭରଷା, ଜୟ ସୀତାରାମ

  • @aksanshkrutiodisha6693
    @aksanshkrutiodisha6693 2 роки тому +397

    ପୋଲିସ ଅପରାଧୀ ମାନଙ୍କୁ ଠାବ କରିବାରେ ସକ୍ଷମ ହେଉନାହନ୍ତି । କିନ୍ତୁ କେହି ଯଦି ଭଲ କାମ କରିବ ତାପଛରେ ଲାଗୁଛନ୍ତୁ 😡😡😡 । ଗୋ ମାତା କେତେ ବଳି ପଡ଼ୁଛନ୍ତି ଅତ୍ୟନ୍ତ ଦୁଃଖ ର ବିଷୟ ।

    • @entertainment4you...974
      @entertainment4you...974 2 роки тому +4

      Why govt posting this type of police person....

    • @sanatpatra8203
      @sanatpatra8203 2 роки тому +1

      @@entertainment4you...974 state govt ku v bhaga miluchi Sethi paeen esabu ghatana ghatuchi.

    • @shimankumar8426
      @shimankumar8426 2 роки тому +1

      A sabu sarakar dekhiparu nahanti na kana

    • @udhabamajhi9126
      @udhabamajhi9126 2 роки тому +1

      @@sanatpatra8203 bhala kahichha

    • @jamil2992
      @jamil2992 2 роки тому +2

      Go Mata??
      Go pita??
      Go sister???
      Go Corona????
      Sabhu kichi. Go... Go... 🤣🤣🤣🤣🤣🤣

  • @readytohelp30
    @readytohelp30 2 роки тому +11

    ଗୋଟେ ପୋଲିସ ଆଖି ବୁଜିଲେ ଜନତା ଖୁସି ହେଉଛନ୍ତି, କିନ୍ତୁ ଦେଶର ଯବାନ ସହିଦ ହେଲେ ଲୋକେ କାନ୍ଦୁଛନ୍ତି, ଏ ଘଟଣାରୁ ଲୋକେ ବୁଝି ପIରୁଥିବେ କାରଣ କଣ, ଓଡ଼ିଶାରେ ସଚ୍ଚୋଟ ପୋଲିସ ଦରକାର,

  • @manashpradhan8580
    @manashpradhan8580 2 роки тому +71

    Subhasish Sarangi is a genuine person without any personal interest for his benefits. He has rightfully raised his voice against any injustice done to the public. His arrest is unacceptable and police have to pay for their misdeeds.

  • @user-zd6gu3hc1d
    @user-zd6gu3hc1d 2 роки тому +147

    ଆଛା ତଦନ୍ତ ଆଗ କରିକି ପଛରେ ଆରେଷ୍ଟ କଲନି,,ଖାଲି ମିଛ କଥା କହୁଛ ,,ସତ କଥା କଣ ଆମେ ଜାଣି ସାରିଲାଣୁ,,

  • @chinusarang
    @chinusarang 2 роки тому +74

    ଗାଈ ଆମ ମା ଆମ ମା କୁ ଯିଏ ବିକୁଛି ତାକୁ ତୁରନ୍ତ ସୁଳି କିମ୍ବା ଫାସୀ ଦିଅନ୍ତୁ 🙏🙏🙏ମୋ କମେଣ୍ଟ ରେ ଯିଏ ମତ like କରିବେ ଦୟାକରି

  • @DeepakKumar-ne2hq
    @DeepakKumar-ne2hq 2 роки тому +6

    Good job brother. I support you.

  • @ajaysethy6316
    @ajaysethy6316 2 роки тому +10

    ଶୁଭାଶିଷ ଭାଇ, ଆମ ର ସରକାର ,ଅଧିକ ଦିନ ରହିବା ର ଫଳ ଆମକୁ ଭୋଗିବାକୁ ପଡ଼ିବ

  • @sohanmohanty3598
    @sohanmohanty3598 2 роки тому +57

    ପୁଲିସ ଅଧିକାରୀ ଙ୍କ କଥା ବାର୍ତା ରୁ ଲାଗୁଚି ସେ ବୋଧେ ନିଶା ରେ ଥିଲେ, ନଚେତ ଏମିତି ଭାବରେ କୋଉ ପୁଲିସ ଅଧିକାରୀ କଥା ବାର୍ତା କରନ୍ତି.

    • @bhaiteravlogbala
      @bhaiteravlogbala 2 роки тому +1

      ଠିକ୍ କଥା ଭାଇ ଧରିଚ କହିଲା ବେଳେ ପାଟି ରୁ କଥା ଗୁଡ଼ାକ କେମିତି ଶୁଭୁଚି ଜାଣି ହେଉଚି

    • @sohanmohanty3598
      @sohanmohanty3598 2 роки тому +1

      @@bhaiteravlogbala ଆଉ ଆଜି କାଲିର ପୋଲିସ ଅଧିକାରୀ ନୀଜକୁ ପ୍ରଧାନମନ୍ତ୍ରୀ ଭାବିଦେଉଛନ୍ତି!

    • @sanjaymishra6146
      @sanjaymishra6146 2 роки тому

      Nisha magana ra karanti..Nabina to dina asilani..

  • @soumendrajena9108
    @soumendrajena9108 2 роки тому +64

    ଓଡ଼ିଶାର ପ୍ରଶାସନିକ କଳ କିପରି ଚାଲିଛି ଏହି ଘଟଣା ତା'ର ପ୍ରମାଣ।

  • @manasranjandash2464
    @manasranjandash2464 2 роки тому +4

    ଅନ୍ୟ ସମାଜସେବୀ ମାନେ ଏ ବିଷୟରେ ସବୁ ମିଶି ସ୍ୱର ଉତ୍ତୋଳନ କରିବା ଉଚିତ।ଆଉ ଡେରି ନ କରି ଏ ବିଷୟରେ ତଦନ୍ତ କରାଯିବା ଉଚିତ୍।

  • @panchananpradhan9432
    @panchananpradhan9432 2 роки тому +1

    ଜନସାଧାରଣ ଏହାର ଜବାବ ଦିଅନ୍ତୁ ଏ ଭୋଟ ରେ

  • @snayak7837
    @snayak7837 2 роки тому +69

    ସମ୍ପୂର୍ଣ ସତ କଥା 👍🏾 ପୋଲିଶି ଜାଣିଲି ସବୁ କାମ ହେଉଛି 👍🏾ସେଥି ପାଇଁ ତ ପୋଲିଶି ସବୁ କୋଟିପତି ଜଣ ଜଣ ଙ୍କ 10ରୁ 12ପ୍ଲଟ ଓ ପ୍ଲଟ ଓ କିଲୋ କିଲୋ ସୁନା ହୀରା 👍🏾ଉପୁରି ରୋଜଗାର କରିବାରେ ଓଡ଼ିଶା ପୋଲିସ ନ 1👍🏾👍🏾

  • @ramakantatripathy
    @ramakantatripathy 2 роки тому +118

    IIC should suspend immediately

  • @pruthwirajrana7268
    @pruthwirajrana7268 2 роки тому +2

    ଓଡିଶା କେଉଁ ଆଡକୁ ଯାଉଛି ମୁଁ ଜାଣିପାରୁ ନାହିଁ କିଛି ପୋଲିସ ଏଥିରେ ସହଯୋଗ କରୁଛନ୍ତି ନହେଲେ ଏହା କେମିତି ସମ୍ଭବ ଏ ପୋଲିସ କଥାରୁ ଜଣାପଡୁଛି କିଛି ଅର୍ଥ ପାଇଛି । ସୁବାଷିଶ ଷଡଙ୍ଗୀ ଜଣେ ସାହସୀ, ସଚ୍ଚୋଟ ଏବଂ ଭଲ ମଣିଷ ଧନ୍ଯବାଦ ଷଡଙ୍ଗୀ ଆଜ୍ଞା ।

  • @bhagabatmalikbhagabatmalik3940
    @bhagabatmalikbhagabatmalik3940 2 роки тому +2

    ଏଇଟା ପୋଲୀସୀ୍ ନା ଗୋରୁ ବିକା ଟାଉଟର ,ମଦୁଆ ,ହୀନ୍ଦୁ ନା ମୁସୀଲୀମି ,ଏ ମାଡାମ୍ ର ସବୁ ଇନୁ କୁଆରୀ ଚାଲୀଛୀ ,ଏସବୁ ଖବର ସମସ୍ତ ହୀନ୍ଦୁ ସମାଜ କୁ ଏକ ବେଖାତୀର ର ପରୀଚୟ ପୋଲିସୀ ଦେଉଛି ,ଏବେ ହୀନ୍ଦୁ ସମାଜ ର ନୀପ୍ସତୀ ,ଜୟ ହୀନ୍ଦୀ

  • @sanjaykumarbehera902
    @sanjaykumarbehera902 2 роки тому +63

    5000ନେଇଛି ବୋଲି କଣ ସତ୍ୟା ସତ୍ୟ ଜାଣି ଫରୱାଡ କଲ, ଆଉ କଣ ମିଥ୍ୟା ଦେଖି ଛାଡିଦେଲ ଗୋରୁ ଚାଲାଣ କୁ

  • @byangamanbalaram5651
    @byangamanbalaram5651 2 роки тому +47

    🌹ବ୍ୟାଙ୍ଗ ବାଣ 🌹
    ଏହି ଘଟଣା କୁ ଅର୍ଗସ ଦେଖେଇଲା
    ଓଟିଭି ଦେଖେଇଲା
    ଏତିକି ରୁ ଜଣାପଡୁଛି ଯେ
    ଆଉ ଯେତିକି ଚେନେଲ ଓଡିଶା ରେ
    ଅଛି,,,,ସେଶବୁ
    ବିଜେଡି ର ଦଲାଲ
    🙏🙏🙏🙏

    • @byangamanbalaram5651
      @byangamanbalaram5651 2 роки тому

      @@bigdady1281
      🌹ଧନ୍ୟବାଦ 🌹
      🙏🙏🙏🙏

    • @soumyaranjansahu4209
      @soumyaranjansahu4209 2 роки тому

      Right
      Nabin babu jani suni school khalu nahanti pila mahamurkha huantu

    • @byangamanbalaram5651
      @byangamanbalaram5651 2 роки тому

      @@soumyaranjansahu4209
      🌹ଧନ୍ୟବାଦ 🌹
      🙏🙏🙏🙏🙏

  • @jagatkrishna1543
    @jagatkrishna1543 2 роки тому +2

    ଉପର ଲବେଲ ରେ ଖେଳ ହେଉଛି। ଟଙ୍କା ମୋଟା ଅଙ୍କର ନେଇ ଘର ଓ ଅୟେଶ କରୁଛନ୍ତି ବାବୁ ମାନେ। ଜଣ କୁ ଆରେଷ୍ଟ୍ ଅନ୍ୟକୁ ଖୁଲମ୍ ଖୁଲା ଛାଡ଼ିଦିଆଯାଉଛି। ଏଥିରୁ ଜାଣିଥିବେ କେତେ ଟଙ୍କା ଓ ଏ ଟଙ୍କା କୁଥିକୁ ଯାଉଛି

  • @sivabehera116
    @sivabehera116 2 роки тому

    ଧନ୍ୟବାଦ ଭାଇ ଗୋ ଚାଲାଣ ବନ୍ଦ କର 🚩🚩🙏🙏💪💪

  • @swetamcreative4511
    @swetamcreative4511 2 роки тому +55

    ସୁଭାଶିଷ ଭାଇ ଙ୍କ ନା ରେ ଏହା ମିଥ୍ୟା ଅଭିଯୋଗ, ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା, ସେ କଣ ସାରା ଓଡ଼ିଶା ଲୋକ ଜାଣିଛନ୍ତି,,

  • @user-cj9xr3wp4u
    @user-cj9xr3wp4u 2 роки тому +24

    ଜୟ ଶ୍ରୀ ରାମ ଆଇଆଇସି କୁ ଶିଘ୍ର ଚାକିରି ରୁ ବାହାର କରାଯାଉ

  • @FormulaExpertInComputer
    @FormulaExpertInComputer 2 роки тому +25

    Behavior of the police should be loyal to the people but his behavior towards the social worker tells everything.

  • @susantkumarsahoo2696
    @susantkumarsahoo2696 2 роки тому

    Tnq otv news
    Dhanyabad bhai

  • @utampradhan3303
    @utampradhan3303 2 роки тому +38

    ସେ ମାଗିଆ ପୁଲିସ୍ କୁ ତନ୍ଟିଚିପିକିମାରିଦିଅ

    • @udhabamajhi9126
      @udhabamajhi9126 2 роки тому

      Corona ejection dia 😄😄😄😄😄😄😄😄😄😄Police officer Ku 😂😂😂😂😂😂😂😂

  • @diptilucky2548
    @diptilucky2548 2 роки тому +93

    ଓଡିଶାରେ ଏକଛତ୍ରବାଦ ଶାସନ ଚାଲିଛି

  • @CooksStudio
    @CooksStudio 2 роки тому +1

    ଏ ମାଗିହା ଅନିଁଠlଖିଆ ପୋଲିସ୍ ମାନଙ୍କ ପାଇଁ ଦୁର୍ନୀତି,ରାଜନୀତି,ନିଶାଡି ଆଉ ନିଶା ବେପାରୀ ସୃଷ୍ଟି ହେଉଛି। ଏମାନେ ମଣିଷ ଜାତି ପାଇଁ କଳଙ୍କ ଆଉ ନପୁଂସକ। ଜଗନ୍ନାଥ ଠାକୁର ପାଖରେ ପ୍ରlଥନା କରୁଚି ତୁମେ ସଳl ମରିଯାଉ ତମୁ ସଂସାର ବୁଡ଼ିଯାଉ।

  • @pigulpipul5216
    @pigulpipul5216 2 роки тому

    ଧାନ୍ୟରେ ଏ ସରକାର ଆଉ ପୋଲିସ କିଛି ଭାବି ହେଉନି ଛି ଛି ଓଡିଶା ଶାସନ ଏତେ ତଳକୁ ଖସିଯିବ ଆଉ ବ୍ୟବସ୍ଥା ଏତେ ନିମ୍ନ ହେବ ଏକ ଛତ୍ର ବାଦ ଶାସନ ଚାଲିବ କେବେ ବିଶ୍ୱାସ ହେଉ ନଥିଲା ଯେତେ ପର୍ଯ୍ୟନ୍ତ ନବୀନ ଶାସନ ଆଉ ବିଜେଡି ଦଳ ଶଙ୍ଖ ଚି଼ହ୍ନ ଥିବ ଲୋକେ ସତ କହିପାରିବେ ନାହିଁ

  • @bibhuprasadmallia8583
    @bibhuprasadmallia8583 2 роки тому +16

    ପଇସା ଛଡାଇବା case ରେ ପୋଲିସ ଦୁଇ ଜଣଙ୍କୁ ଗିରଫ କଲା
    କିନ୍ତୁ ଗୋରୁ ଚାଲାଣ case ରେ ତଦନ୍ତ ଚାଲିଛି ଆଉ କେହି ଗିରଫ ହେଲେନି। ସତ ଜଳ ଜଳ ଦିଶୁଛି

  • @manaskumarbehera7302
    @manaskumarbehera7302 2 роки тому +42

    ଟଙ୍କା ଖାଉଛି ପୋଲିସ, ଟଙ୍କା ଖାଉଛି କିରାଣୀ, ଟଙ୍କା ଖାଉଛି ନେତା। ଗୋରୁଗାଈ ଏମିତି କଟା ହବ, ଚାଲାଣ ବି ହବ, ହିନ୍ଦୁ ସଙ୍ଗଠନ, ବଜରଙ୍ଗଦଳ, ବିଶ୍ବହିନ୍ଦୁ ପରିଷଦ ସବୁ ଦେଖିଥିବେ। ଆମ୍ଭେମାନେ ଦେଖିବା ।ଆଉ କହିଲେ, ଜେଲ୍ ଭିତରକୁ ପ୍ରବେଶ କରିବା। ଆପଣ ମାନେ ଖୁସି ତ

  • @bijaykumardaskpd2284
    @bijaykumardaskpd2284 2 роки тому

    ଏ ସଳେ ପୋଲିସ ପରମ ହାରାମି ଅଛି ଏସଳେକୁ ନିଧୁମ ଅଂଧାରିଆ ଯାଗା ଦେଖି ବହୁତ ଛେଚ ବିଜେଡି ସରକାରଙ୍କ ଚାମଚ୍ 🙏

  • @techguruji7958
    @techguruji7958 2 роки тому +3

    ଅନ୍ୟାୟ ହେଲେ କାହାରିକୁ ଛଡିବିନି...... ସେ IIC ହେଉ.... କିମ୍ବା ମୋ ବାପା ହେଉ..... ଏମିତି କି ନେତା... ନା ମନ୍ତୀ.... ଥରେ ଭୁଲ ରାସ୍ତାକୁ ଯିବି... ଆଉ ଫେରିବିନି..... କଣ ପାଇଁ ଓଡିଶା govt ବୁଝିନି ଆଜି ପଯ୍ୟନ୍ତ.... ସେଦିନ ସୁବାଶିଷ ମିଛ କହୁଛି... ହେଲେ ସାମ୍ବାଦିକ କଣ ମିଛ କହୁଛି କି.... କଣ ଓଡିଶା govt ଆମକୁ ଆତଙ୍କ ବାଦି କରିବାକୁ indirect ବାଧ୍ୟ କରୁଛନ୍ତି.... Justice.... Justice.... for ସୁବାଶିଷସଡଙ୍ଗୀ......

  • @jagamohanjena2314
    @jagamohanjena2314 2 роки тому +61

    ପୋଲିସ ର ଉତମ ଆଚରଣ ପାଇଁ 5t କଣ ପୁରସ୍କାର ଦେବେ? ତାଙ୍କୁ ବହିଷ୍କାର କରାଯାଉ ପୋଲିସ ମିଛରେ ପଇସା କଥା ଆଡ଼ କରୁଛି ଯେ ହେତୁ ତାଙ୍କୁ support କରୁଛି

    • @J_O_K_E_R1995
      @J_O_K_E_R1995 2 роки тому

      5T soipadichi. Segudaka na ku. Naveen pattnaik election pakheile 5T dekheibe. Ta pare sabu soioadibe

    • @basubasu6636
      @basubasu6636 2 роки тому

      5t bada chora, odisha ku lutiki khola karideleni

    • @nagenkumarmarandi9506
      @nagenkumarmarandi9506 2 роки тому

      5T must be seen in reality

  • @techguruji7958
    @techguruji7958 2 роки тому +44

    IIC NEED TO SUSPENDED ..... ବାଳ ନାଁ... ସବୁ ଲାଞ୍ଚୁଆ ଅଫିସର ଓଡ଼ିଶାରେ ଏଠି.... Suspend କରିବ.... କିଏ...???

  • @r.b.krishnamohapatra8552
    @r.b.krishnamohapatra8552 2 роки тому +3

    जय श्री राम🙇🙏🚩💪🙇
    जय हिंदुराष्ट्र🙇🚩🧡💪⚔️
    जय गौमाता 🙇🙏💪🧡
    जय हिन्द🙇💪🇮🇳🚩🧡

  • @prasantapanda1703
    @prasantapanda1703 2 роки тому +1

    ଘୋଡ଼ାଗେହି ପୋଲିସ ଗୋରୁ ଗାଡି ଉପରେ ଏନକ୍ୱାରୀ ଚାଲିଛି କିନ୍ତୁ ପଇସା ନେବା କଥା ଏନକ୍ୱାରୀ ନ କରିକି କାହିଁକି ଆରେଷ୍ଟ କଲ

  • @sitesh6923
    @sitesh6923 2 роки тому +99

    Bedha police ku magia sarkar

  • @Manoj.1989
    @Manoj.1989 2 роки тому +48

    ଓଡ଼ିଶା ରେ ଏହି ଦିନ ଦେଖିବାକୁ ବାକି ଥିଲା।
    ପୋଲିସ କମିଶନର ଙ୍କୁ ଲାଜ ଲାଗୁଛି କି ନାହିଁ।
    ପୋଲିସ ର ଏହିଭଳି ବ୍ଯବହାର ଦେଖି।
    ଷଡଙ୍ଗୀ ଭାଇ ଙ୍କୁ ତୁରନ୍ତ ଖଲାସ କର ନହେଲେ ପରିସ୍ଥିତି ଅସମ୍ଭାଳ ହୋଇପାରେ 😡😡😡

  • @rupudharharijan7889
    @rupudharharijan7889 2 роки тому

    ଗୋ ସୁରକ୍ଷା କମିସନ କଲେ ଭଲ ହୁଅନ୍ତା 😍😍😍😍😍😍

  • @debabratasahoo2415
    @debabratasahoo2415 2 роки тому

    ଆଳି ବିଧାୟକ ପ୍ରତାପ ଦେବ ଙ୍କର କମିଶନ କେତେ 🙏🏾🙏🏾🙏🏾

  • @gopiranjandas8670
    @gopiranjandas8670 2 роки тому +17

    ସେ ଅଶଭ୍ୟ କୁ ଗୋ ମାତାଙ୍କ ଭଳି ବାନ୍ଧିକି ଅଣାଯାଉ ଏବଂ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେଉଁ ଭାଇ ଏହି କୂ କାର୍ୟ ବିରୋଧ କରିଥିଲେ

  • @dillipsahoo2496
    @dillipsahoo2496 2 роки тому +81

    See the reality of Odisha police... They are misusing their power.
    ଏଠି ବଡ ଚୋର ପୋଲିସ

  • @skjofficial5076
    @skjofficial5076 2 роки тому +2

    ଓଡ଼ିଶାରେ ଅରାଜକତା ବ୍ୟାପୀ ଗଲାଣି, ପୋଲିସ, ନେତା ଓ ଅପରାଧୀ ସବୁ ଏକାଠି, ସାଧାରଣ ଜନତା ବଳି ପଡିବେ, ଧନ୍ୟ ନବୀନ ଓଡିଶା.

  • @localsipun9570
    @localsipun9570 2 роки тому +1

    ସାରା ଓଡ଼ିଶାର ଜନତା ଆଜି କିଛି ପୋଲିସ ଏବଂ କିଛି ନେତା ମାନଙ୍କ ପାଇଁ ନ୍ୟାୟ ପାଉନାହାନ୍ତି, କାରଣ ନ୍ୟାୟ ଦେଲାଵାଲା ଏଠି ପଇସା ଖାଇ ଗାଣ୍ଡି ମାରୁଛନ୍ତି,

  • @conceptking.
    @conceptking. 2 роки тому +10

    ଧନ୍ୟ ରେ 5T....... ଧନ୍ୟ ତମେ ପୋଲିସ୍ ଧନ୍ୟ ତୁମ ନ୍ୟାୟ..... କି ଡାଲକା ଲୋ ମା.........

  • @samarkumarparhi4331
    @samarkumarparhi4331 2 роки тому +82

    You are a tiger bro. Love you so much

  • @rabinkumarnayak
    @rabinkumarnayak 2 роки тому

    ‘ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଦ୍ଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନ ସୃଜନ୍ମ୍ୟହମ୍‌।
    ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷ୍କୃତାମ୍‌, ଧର୍ମସଂସ୍ଥାପନାର୍ଥାୟ ସମ୍ଭବବାନି ୟୁଗେ ୟୁଗେ।’ ଯେତେବେଳେ ଧର୍ମ ସଙ୍କଟରେ ପଡ଼େ, ପାପ ବଂଶ ବିସ୍ତାର କରେ ସେତେବେଳେ ମୁଁ ଜନ୍ମ ନିଏ। ସାଧୁ ଲୋକଙ୍କୁ ରକ୍ଷା କରିବାକୁ, ସୈତାନମାନଙ୍କୁ ଧ୍ୱଂସ କରିବାକୁ ଆଉ ଧର୍ମକୁ ଅକ୍ଷୁର୍ଣ୍ଣ ରଖିବାକୁ ମୁଁ ଏମିତି ଜନ୍ମ ନେଇଥାଏ ଯୁଗେ ଯୁଗେ।’

  • @MrBarik-gd3ee
    @MrBarik-gd3ee 2 роки тому

    ସାରା ଓଡ଼ିଆ ପୁଅ ଜାଗ୍ରତ ହୁଅ
    ଏ ସରକାର ଆଉ ଦରକାର ନାହିଁ

  • @sambidkumarpanda7551
    @sambidkumarpanda7551 2 роки тому +70

    Immediately suspend the culprits officers....the person who raise the voice against such culprit activities...but see the behaviour

  • @desiodiazone195
    @desiodiazone195 2 роки тому +20

    ତମେ police ଡ୍ରେସ୍ ପିନ୍ଦିଛ ବୋଲି କଣ ଯାହା ମାନେ ତାହା କରିବା ଏ ବେହିପୁଆ ଶୀଘ୍ର ବହାରକର ଜଲଦି

  • @tarunpadhiary617
    @tarunpadhiary617 2 роки тому +2

    This is the true version of police

  • @techguruji7958
    @techguruji7958 2 роки тому +1

    ପୋଲିସ ଦାଦାଗିରି... କରୁଛି.... ନିଜେ ଧାରା ପଡିଯିବାରୁ..... ଆଉ ଓଡ଼ିଶାରେ ମିଃଗଁଦିଆ ନେତା ଅଫିସର.... କଣ କରିବେ.... ପୋଲିସ ଉପରେ କିଏ???? ସାହସ କରିବ...

  • @basantasing3246
    @basantasing3246 2 роки тому +134

    Govt immediately suspend him. That type of justice is given in odisha

    • @samarendrasatapathy6057
      @samarendrasatapathy6057 2 роки тому +3

      Sala sabu ta chora. Action kiye naba n kaha against re naba

    • @J_O_K_E_R1995
      @J_O_K_E_R1995 2 роки тому +3

      Suspend kale kan haba puni ta job milijiba na. Sabu lanchua

    • @balaramparida8485
      @balaramparida8485 2 роки тому +2

      Govt kahar aii mankara hin govt, tu ta muturi mu ta muturi hensa kain pain dhoiba aa sanga heii gote hensa re swoiba,, se jaha aadese karibe a bolakara mane seya hin karibe 👍

  • @srikantnayak3220
    @srikantnayak3220 2 роки тому +15

    ଆଜ୍ଞା ଆପଣ ବାହାନା ବନାଇବା ଛାଡ଼ି ସତ୍ୟ କୁ ସ୍ୱୀକାର କରନ୍ତୁ ! ଆସନ ଅସନା କରନ୍ତୁନି ! 🙏

  • @udayatokoria3553
    @udayatokoria3553 2 роки тому +1

    ଆମର କୋରାପୁଟରେ NH-26 ଦେଇ ସପ୍ତାହକୁ (ମଂଗଳବାର, ବୁଧବାର) ହଜାର ହଜାର ଗାଈ, ବଳଦ ଓ ମଇଁଷି ଚାଲାଣ କରାଯାଉଛି ପ୍ରତିବାଦ କରିବାକୁ କେହି ନାହିଁ।

  • @rupudharharijan7889
    @rupudharharijan7889 2 роки тому

    ନିଜର ସମ୍ପତି ବିକ୍ରି କରିବା ମଧ୍ୟ ଅପରାଧ. ଗାଈ ବିକ୍ରି ନ ହେଲେ କାହାର କ୍ଷତି? ଚାଷୀଙ୍କ 'ଗପାଳକର. 🌹🌹🌹🌹😍😘

  • @EarnExtraTrader
    @EarnExtraTrader 2 роки тому +66

    Police wala crime karuchanti... ministers murder karuchanti...Jai ho Odisha 😂😂

  • @overlandodestinations8378
    @overlandodestinations8378 2 роки тому +43

    This is the situation of a common man ...

  • @pradeepjena737
    @pradeepjena737 2 роки тому

    ଏ ହେଉଛି ଓଡିଶା ଏବଂ ଏଭଳି ସାରା ଓଡିଶା ରେ
    ଚାଲିଛି, ଜନତା ବୋକା, ଏଭଳି ସରକାର କୁ
    ଭୋଟ ଦେଇ ଚୟନ କରନ୍ତି

  • @chinmaya78
    @chinmaya78 2 роки тому +2

    Immediately suspend the officer

  • @D2Dclassroom
    @D2Dclassroom 2 роки тому +10

    ଗୋରୁ ଚାଲାଣ ର inquiry ଚାଲିଛି ଶଳେ ସୁବାବାଶିଷ case inquiry ଏତେ ଜଲଦି ସାରିଦେଲ ନାଁରେ ହାରାମି ସରକାର

  • @samirsethi3803
    @samirsethi3803 2 роки тому +5

    IIS କୁ ଆରଷ୍ଟ କରାଯାଉ

  • @mohantymanoj7389
    @mohantymanoj7389 2 роки тому +1

    ଇନକୁଆରୀ ସରି ନାହିଁ ସୁବାସ ଷଡଙ୍ଗୀ କୁ ଆରେଷ୍ଟ କଲ କେମିତି

  • @sarojbehera8113
    @sarojbehera8113 2 роки тому

    ଏଠି ଧର୍ମର ଜୟ ହୁଏନା ଅଧର୍ମ ର ଜୟ ହୁଏ ଯାହା ହେଉଛି ଏଣୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଲାଙ୍ଗୁଡ଼ ରେ ହାତ ମାରନ୍ତୁ ନାହିଁ ଗାନ୍ଧୀଙ୍କ ତିନି ମାଙ୍କଡ଼ ହେଇ ବସିଯାଆନ୍ତୁ ନଚେତ ଫସିଯିବେ କାରଣ ତାଙ୍କ ହାତରେ power ଅଛି । ଏହାର ଗୋଟିଏ ଉପାୟ public power apply

  • @saubhagyaranjanmohanta3840
    @saubhagyaranjanmohanta3840 2 роки тому +50

    Tiger always tiger justwait back

  • @sabitaprusty8035
    @sabitaprusty8035 2 роки тому +59

    ଆଜିକାଲି ଏଇ ପୋଲିସ ମାନେ ଠିକ ନ୍ୟାୟ ନାହିଁ। ଏମାନେ ସବୁ ଠାରୁ ବଡ଼ ଚୋର। କରୋନା ପରି ମହାମାରୀ ମାନେ ଅଜଣା ରୋଗ। ଏଣିକି ଟିକେ ଦୟାଭାବ ରଖ। ପରିବାର ତ ତୁମର ଥିବା।

  • @mohantymanoj7389
    @mohantymanoj7389 2 роки тому +2

    ଓଡ଼ିଶାର ଵାଳ ସରକାର ର ଵାଳୁଆ ଶାସନ
    ଘୋର କଳି ଯୁଗ

  • @ajitjena4881
    @ajitjena4881 2 роки тому +17

    Odisha government please action against the police,suspend immediately

  • @tapanbehera769
    @tapanbehera769 2 роки тому +9

    ଓଡିଶା ପୋଲିସକୁ ବଡର ଉପରକୁ ପଠାଇ ଦିଆଯାଉ ପାକିସ୍ତାନଶହ ଭଲ ଲଢିବ

  • @mathatyou717
    @mathatyou717 2 роки тому +23

    IIC should be dismissed immediately. He does not know how to behave public.

  • @himansudash9149
    @himansudash9149 2 роки тому

    ତାଂକ କମିସନ ମିଳିଲାନି ବୋଲି ସାର୍ ରାଗି ମିଥ୍ଯା କେସ ରେ ଫସଉଛନ୍ତି ମିଆଡାମ ଗୋରୁ ଚାଲାଣ କଥା ଇନିକୁଆରି କରିବେ ଆର ଜନମରେ। ଧନ୍ଯ ତମେ ଧନ୍ଯ ଓଡିଶା ର ତାଲିବାନି ଶାସନ।

  • @sudhiramahapatra5594
    @sudhiramahapatra5594 3 місяці тому

    ସେ ମଆଘିଆକୁ ବୋହେପିଟ ଜୟ ଜଗନ୍ନାଥ 🙏🙏🙏🙏🙏

  • @jyotiprakashdas7786
    @jyotiprakashdas7786 2 роки тому +52

    Immediately suspend this police.
    Immediately take action

  • @sonymachinery7506
    @sonymachinery7506 2 роки тому +17

    Immediately take action against police

  • @chakradharanayak3238
    @chakradharanayak3238 2 роки тому

    ଆରେଭାଇମାନେ ଓଡିଶା ସରକାର ପୁଲିସଙ୍କ ସହାୟତାରେ ଗୋଚାଲାଣ କରିବାକଥା ଆଜିକଣ ନୁଆଁ ସରକାରୀ କର୍ମକର୍ତାମାନେ କଣ କରିବେ...? ସରକାର ଯାହା ସେମାନଙ୍କୁ ଆଦେଶ ଦେଇଛନ୍ତି ତାହା ପାଳନକରିବା କର୍ତ୍ତବ୍ୟ ଏହା TK ବୁଝିବା ଦରକାର

  • @OdishaGopalaSamaja
    @OdishaGopalaSamaja 2 роки тому +2

    IIC କୁ ଆମ ଗୋପାଳ ସମାଜ କୁ ଆଣ କଣ କରିବୁ ସେ ଜାଣିବ ଶଳା ଚୋର ମଦୁଆ

  • @romanticanilsinger3225
    @romanticanilsinger3225 2 роки тому +12

    ଏ ମା ଗିହା Iic କୁ ତୁରନ୍ତ ଗିରଫ କରାଯାଉ

  • @techb689
    @techb689 2 роки тому +18

    ଭାଇ ଏ ଦୁନିଆରେ ସତ ଯିଏ କହିବ,ଭଲ କାମ କରିବ ସେ ହିଁ ଜେଲ୍ ଯିବ।ୟେ ପୋଲିସ୍ ମାନେ କଣ କାମ କରୁଛନ୍ତି ଜନତା ବିଚାର କରନ୍ତୁ

  • @dailylife1956
    @dailylife1956 2 роки тому

    Bhai tume hela real hero🙏

  • @pranabkumarsarangi2934
    @pranabkumarsarangi2934 2 роки тому +2

    ମୁଁ ଆଜି ଠୁ ଜାଣିଲି ପୋଲିସ୍ ଦରମା ପାଇବେ କିନ୍ତୁ ସାଧାରଣ ଜନତା ଯଦି crime ବିରୁଦ୍ଧରେ କିଛି କଲେ ବି ଖରାପ.

  • @durgacharanpradhan5309
    @durgacharanpradhan5309 2 роки тому +38

    It reveals that police staffs are actual culprit. Also they are doing more criminal work arresting Social Hero Subasis babu.

  • @nityanandasamal1397
    @nityanandasamal1397 2 роки тому +21

    It's the big role of police. .

  • @kishorbehura3999
    @kishorbehura3999 2 роки тому

    ଶୀଘ୍ର ସୁବାଶିଷ କୁ ଛାଡି ଦିଅନ୍ତୁ.

  • @gugulganesh6196
    @gugulganesh6196 2 роки тому

    ଆରେ ଭାଇ ଏ ମାଗିହା ବାବୁ ଜଣକ କିପରି ବ୍ଯବହାର କରୁଛନ୍ତି ଦେଖ।ଶିକ୍ଷା ର ମୁଲ୍ଯ କଣ ଏହା। ଦାମ୍ଭିକ ବକ୍ତା ସୁବାଶିଷ୍ ଭାଇ। ଭଈ ତମ ସାଙଗରେ ଅଛୁ ଆମେ।

  • @biswajitdash7147
    @biswajitdash7147 2 роки тому +25

    Immediately take action

  • @dibya63
    @dibya63 2 роки тому +4

    ମଘୀୟା ପୋଲିସ ଓଡିଶାବାସୀଙ୍କୁ ଭକୁଆ ଭାବୁଛି

  • @Deepak-sy1zn
    @Deepak-sy1zn 2 роки тому +1

    ଭାଇ ମାନେ ଏ video କୁ ଯେତେ ପାରିବେ share କରନ୍ତୁ ଏ ଭଳି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ମାନଙ୍କୁ ଅବିଳମ୍ବେ ନିଲମ୍ବନ କରିବା ପାଇଁ ସମସ୍ତେ ମିଶି ସରକାର ଙ୍କୁ ଅନୁରୋଧ କରନ୍ତୁ

  • @sarbeswardash2
    @sarbeswardash2 2 роки тому

    ଏ ମାଈ ପୋଲିସ୍ କି ସୁନ୍ଦର ଗପ କହୁଚି

  • @s.s.spatra7374
    @s.s.spatra7374 2 роки тому +4

    ଏ ଶାଳୀ ପୋଲିସ ଅଧିକାରୀ ମିଛ କହୁଚି

  • @kanakabarddhansahu116
    @kanakabarddhansahu116 2 роки тому +12

    ଆରେ ପୋଲିସ ନାଆଁ ରେ ଗୋଟେ କଳଙ୍କ ।ଏମିତି ବ୍ୟବସ୍ଥାରେ ଲୋକ ଭଲ କାମ କରିବ କାହିଁକି ଆଉ ହଇରାଣ ହେବ କାହିଁକି ।ଖାଲି ପୋଲିସ ବାଲାଙ୍କୁ ମାଡ଼ ଦରକାର ।

  • @Katak_Dk
    @Katak_Dk 2 роки тому

    ଅନ୍ଧ ମୁକ ଶାସନ ଚାଲିଛି ରାଜ୍ୟରେ ..ନିନ୍ଦନୀୟ

  • @rupkeshari8943
    @rupkeshari8943 2 роки тому +1

    ଏହାକୁ କୁହନ୍ତି କଳିଯୁଗ ,