Video of BJD leader distributing money goes viral; BJP apprises ECI

Поділитися
Вставка
  • Опубліковано 10 тра 2024
  • #ଭୋଟ୍_ପୂର୍ବରୁ_ଗାଁ_ଗାଁରେ_ନୋଟ୍_ବର୍ଷା
    ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ତା’ଆଗରୁ ଶାସକ ବିଜେଡି ବିରୋଧରେ ନୋଟ୍ ବର୍ଷା ଅଭିଯୋଗ। ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
    #OdishaElections2024 #Rayagada #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,1 тис.

  • @p.k_77
    @p.k_77 24 дні тому +367

    ଭିଡିଓ କରିଥିବା ଭାଇ ଙ୍କୁ ଧନ୍ୟବାଦ୍ ।ତୁରନ୍ତ ଆକ୍ସନ ନିଆଯାଉ ସେ ଲୋକ ବିରୋଧରେ ।

    • @rayagadalocalcomedy3848
      @rayagadalocalcomedy3848 23 дні тому +6

      Mu janichi ..kia video karichi 😮😮😮

    • @user-yw6lm2md7n
      @user-yw6lm2md7n 23 дні тому +4

      BJP b paisa ରଖିଛି ତାଙ୍କ video b ଆସୁ tk କିନ୍ତୁ ଓଟିଭି ଏଇଆ କରିବନି

    • @dibyajyotisingh3544
      @dibyajyotisingh3544 23 дні тому

      ​@@user-yw6lm2md7n congress bhi paisa bantuchi tara bhi aasu video

    • @bimalkumar8913
      @bimalkumar8913 23 дні тому

      ​@@user-yw6lm2md7n NANDIGHOSH TV KARIBA VIDEO

    • @bidyashuBehera
      @bidyashuBehera 23 дні тому +2

      ❤️❤️❤️❤️

  • @user-premanada
    @user-premanada 24 дні тому +405

    କଳା ଟଙ୍କା ବିଜେଡ଼ି ପାଖରେ ଅଛି
    ତୁରନ୍ତ ସେହି ବ୍ୟକ୍ତି ଗିରଫ କର

    • @bhagabanaseth9547
      @bhagabanaseth9547 24 дні тому +8

      Sahi hai bhai ❤❤

    • @Jitendra_majhi
      @Jitendra_majhi 24 дні тому +5

      ସିଏ ହେଲେ ପୂର୍ବତନ ରାୟଗଡ଼ାର ବିଜେଡି ସଭାପତି

    • @shubhankarpatra4196
      @shubhankarpatra4196 24 дні тому +3

      Hmm vai bjp pakhare khali asian pant mara white money

    • @aloksatpathy1680
      @aloksatpathy1680 23 дні тому +1

      Bjp tanka dei aevali nataka karuchhi. Bjp voter mananku Rs 1000 tanka o rally ku jiba lagii bus Bhubaneswar re Modi lagi road show karaithila.

    • @madhutripathy7103
      @madhutripathy7103 23 дні тому

  • @user-pu6uo4xs3z
    @user-pu6uo4xs3z 24 дні тому +304

    ସମସ୍ତ ଓଡିଆ ଭାଇ ଏବଂ ଭଉଣୀଙ୍କୁ ଅନୁରୋଧ, ଦୟାକରି ବିଜେଡିରୁ ଭୋଟ୍ ଦେବା ପାଇଁ ଟଙ୍କା ଗ୍ରହଣ କରନ୍ତୁ ନାହିଁ | ତୁମର ଭବିଷ୍ୟତ ଏବଂ ଆମର ରାଜ୍ୟ ବିକାଶ ବିଷୟରେ ଚିନ୍ତା କର |

    • @shantiswarupapati8366
      @shantiswarupapati8366 24 дні тому +6

      Thik katha ,samaste jagrata hua,

    • @jagabandhupattanayak5782
      @jagabandhupattanayak5782 24 дні тому +7

      କେହି ମାନିବେନି ମଦୁଆ ମାନେ ଶୁଣିବେନି

    • @shubhankarjena8548
      @shubhankarjena8548 24 дні тому +3

      Hn khaiba but vote dabani semane kn dekhibe kea kauthire badeichi

    • @brinda9513
      @brinda9513 24 дні тому

      हार के ड़र से पागल हो गये हैं।रोज हजार हजार इस्तीफे पाकर अपना मानसिक संतुलन खो बैठे हैं।इसलिए
      आखीर बाजी चला रहे हैं।रुपये,शाढ़ी, शराब और टैबलेट जैसे लालच देकर पहले जैसे फिर से सत्ता में आना चाहते हैं।फिर 5 साल खटमल जैसे लोगों की खुन चुसते रहेंगे।लेकिन इस बार हालात काफी अलग है।लोग मन में ठान लिये हैं,
      क्या करना है।जनता का पैसा जनता को बांट रहे हैं,अपने कमाई की थोड़ी है।
      सही समय पर सही निर्णय जरूर लेंगे।
      सुन लो पांडु,ओड़िशाकी जनता शांति प्रिय जरूर हैं,लेकिन जब जागते हैं तो समंदर में तुफान जैसा बन जाते हैं🤔।

    • @harishchandrasahu2151
      @harishchandrasahu2151 24 дні тому +11

      ଟଙ୍କା ରଖ BJD ଠୁ ଭୋଟ ଦିଅ BJP କୁ।

  • @pratapjena1193
    @pratapjena1193 24 дні тому +117

    ଜିଏ ଦେଉଛନ୍ତି ପଇସା ନେଇନିଅ କିନ୍ତୁ ଭୋଟ ଦିଅନାହି

  • @JayJagannath-uq5wr
    @JayJagannath-uq5wr 24 дні тому +125

    ଭୋଟ୍ ଟାଇମ୍ ପଇସା ଉଡେଇବେ ଭୋଟ ସରିଗଲା ପରେ ଗରିବ ଲୋକ ଙ୍କ ଠୁ ଲୁଟିବେ ଓଡ଼ିଆ କେଇଟା ଲୋକ ଅଛନ୍ତି

  • @SmashEnough
    @SmashEnough 24 дні тому +203

    କେବଳ ଗ୍ରାମାଞ୍ଚଳ ଆଦିବାସୀ ହରିଜନ କିମ୍ୱା ନିମ୍ନ ଶ୍ରେଣୀର ଲୋକଙ୍କ କଥା ନୁହେଁ ଧନୀ ବ୍ୟକ୍ତିଙ୍କୁ ମଧ୍ୟ ମଦ ମାଂସ ଟଙ୍କା ରେ ବିକ୍ରୀ ହୁଅନ୍ତି 😢 ଏହା ବିଜେଡି ଦଳ ନେତା ମନ୍ତ୍ରୀ ତଥା ସାଂସଦ କର୍ମୀ ମାନଙ୍କ ଶ୍ରେଷ୍ଠ ଅସ୍ତ୍ର

    • @samsongss
      @samsongss 24 дні тому +5

      Not only bjd everyone is doing😂....paisa pain to tome b phenyl pi debo

    • @mahendrakumar-hc3zx
      @mahendrakumar-hc3zx 23 дні тому +1

      BJD SABU THARU AAGARE

    • @gourishankarbarik3690
      @gourishankarbarik3690 23 дні тому +1

      ସେ ବ୍ଯକ୍ତି କୁ ଏରେଷ୍ଟ କର ।strong action ନିଅ ।ସଂପୃକ୍ତ ପ୍ରାର୍ଥୀ ଙ୍କ ପଦ ଅସିଦ୍ଧ କର ।

    • @badaldada7749
      @badaldada7749 23 дні тому +3

      I'm a ST guy but never vote for BJD

    • @user-dh4iv9tx6j
      @user-dh4iv9tx6j 22 дні тому

      Kali berhampur city khulmukhula 1000 lekha diagala bjd dala hun dela
      Auuu kichhi sudhuribni

  • @debasishmohanty2735
    @debasishmohanty2735 24 дні тому +38

    ଲୋକ ମାନେ ପଇସା ନିଆ କିନ୍ତୁ ଭୋଟ ପଦ୍ମ ରେ ଦିଅ 😂

    • @user-uy6or3xd9q
      @user-uy6or3xd9q 22 дні тому

      ତତେ BJP କେତେ ପଇସା ଲାନ୍ଛ ମିଳି ଛି

    • @akshorts2153
      @akshorts2153 21 день тому

      ପଦ୍ମ କଣ ପଇସା ଦେଉନି

    • @debasishmohanty2735
      @debasishmohanty2735 21 день тому

      @@user-uy6or3xd9q biswas kar lo vai kau dala thhu tankate naba loka nuha...vai khhati khhia loka...ebe tike BJP vala laguchi ram mandir matters re na hele kichhi bi intrest nahi kau dala re ki poltics vauja padeni kau dala re...

    • @debasishmohanty2735
      @debasishmohanty2735 21 день тому

      @@akshorts2153 vai deini jaudina offer miliba puni comment debi..ok

  • @santoshkumarsahoo8671
    @santoshkumarsahoo8671 24 дні тому +45

    ବିଜେଡି ଠାରୁ ଟଙ୍କା ନିଅନ୍ତୁ କିନ୍ତୁ ଭୋଟ ଦିଅନ୍ତୁ ବିଜେପି କୁ

  • @F56980
    @F56980 24 дні тому +166

    ଏ ମାଗିହା ଭୋଟରମାନେ ବୁଝିପାରୁ ନାହାନ୍ତି କ'ଣ ପାଇଁ

    • @AbhimanyuAbhi-od7fk
      @AbhimanyuAbhi-od7fk 24 дні тому

      Murkha Mane kn janibe duniya bisayare

    • @bikashsahoo8098
      @bikashsahoo8098 24 дні тому +6

      ମଦୁଆ ଶଲେ ମାଗିହେ କେବେବି ସୁଧୁରିବେନି... ନିଜ ଝିଅ କୁ ବିକିକି ମଦ ପିଇବେ

    • @badaldada7749
      @badaldada7749 23 дні тому

      ​@@bikashsahoo8098ri8 mendha giha aau murkha giha loka mane bujhibeni ... sorry for bad 😂 language

    • @chandrasekharmadkami568
      @chandrasekharmadkami568 23 дні тому +2

      Poisha dele Neo but suitable personku vote deo

    • @pr-allthings7220
      @pr-allthings7220 23 дні тому +1

      To pain gote feast sufficient tu 2min re badali jibu ethi mg asi bhadra loka dekhei hauchu

  • @prasantakumaracharya7979
    @prasantakumaracharya7979 24 дні тому +71

    BJD ରୁ ଟଙ୍କା ଖାଇ BJP କୁ ଭୋଟ ଦିଅନ୍ତୁ । ଯେଉଁମାନେ ଟଙ୍କା ନେଉଛନ୍ତି ତାଙ୍କୁ ପ୍ରଭୁ ଜଗନ୍ନାଥ ଙ୍କ ରାଣ

    • @samsongss
      @samsongss 24 дні тому

      😂aila dekho lallu vote magibaku

    • @haimabatibehera5689
      @haimabatibehera5689 23 дні тому

      Bhai tm manji kathati kahicha tm ku bahut dhanyawad 🙏

    • @sangramkumarkalu9052
      @sangramkumarkalu9052 23 дні тому

      Bjp ra je tiki kala tanka achi au kou party re nahi

    • @SRK17170
      @SRK17170 23 дні тому

      Sabuthu besi kala tanka bjp ra😂

    • @Radh497
      @Radh497 18 днів тому

      Thank you

  • @user-ff4yl4qf6g
    @user-ff4yl4qf6g 24 дні тому +60

    ଆଜ୍ଞା, Election Commision ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ 👃👃👃👃👃👃👃

  • @parshuramsahoo6912
    @parshuramsahoo6912 24 дні тому +101

    ନିର୍ବାଚନ କମିଶନ ଙ୍କୁକଣ ଦେଖା ଯାଉନି?

  • @user-ff4yl4qf6g
    @user-ff4yl4qf6g 24 дні тому +71

    ଆଜ୍ଞା,ଅସଲ ଚରିତ୍ର ଧରାପଡ଼ିଲା..... ଏ ତ ମାତ୍ର ଟ୍ରେଲର, ଆଗକୁ ବହୁତ ଅଛି....

  • @SuperHitsOdia
    @SuperHitsOdia 24 дні тому +50

    *ଯେଉଁ ଦଳ ଟଙ୍କା ବାଣ୍ଟୁଛି, ସେ ଦଳକୁ ନିର୍ବାଚନରୁ ଅତିକମ୍ ରେ ୧୦ ବର୍ଷ ବାସନ୍ଦ କରାଯାଉ । ନିର୍ବାଚନ କମିଶନ କ'ଣ ଆଖିରେ ପଟି ବାନ୍ଧିଛନ୍ତି କି???*

  • @trilochanparija3176
    @trilochanparija3176 24 дні тому +29

    ଯେତେ ବାଣ୍ଟିଲେ କଣ ହବ ଓଡ଼ିଶା ବାସୀ ଜାଣିଛନ୍ତି ଆଉ ତାମିଲ ଶାସନ ଚଳିପରିବନି ।।।।।। BJD ହଟଓ ଓଡ଼ିଶା ବଞ୍ଚାଅ ଜୟ ଶ୍ରୀ ରାମ 🚩🚩🚩

  • @villegeboypintu87146
    @villegeboypintu87146 24 дні тому +53

    ଲୋକ ସଚେତନ ହୁଅନ୍ତୁ

  • @srikantabindhani9382
    @srikantabindhani9382 24 дні тому +82

    Camera man very talented 😂😂😂

  • @umakantbag4800
    @umakantbag4800 23 дні тому +11

    Bisamcuttak ରେ ଯିଏ ଭିଡିଓ କରିଛି ସେଇ ସଚେତନ ଯୁବକ କୁ ବହୁତ୍ ବହୁତ୍ ଧନ୍ୟବାଦ୍,,

  • @PrakashchandraPanda-nn3tg
    @PrakashchandraPanda-nn3tg 24 дні тому +32

    ପଚିଶ ବର୍ଷ ହେଲା ବିଜେଡି ସରକାର ଶାସନ କରି ଯାହା ଆଦାୟ କରି ରଖିଛି ଏବେ ତାହାକୁ ଭୋଟର ମାନଙ୍କୁ ଦେଇ ଭୋଟ ଦେବା ପାଇଁ ଧମକ ଦେଉଛନ୍ତି ।ବିଜେଡି ସରକାର ନାହିଁ ଦରକାର ଆଗକୁ 2024election. We want BJP JINDABAD odisha and kendra GOVT on2024th election win Dabal Engine GOV'T.

  • @brajakishorepadhi4022
    @brajakishorepadhi4022 24 дні тому +33

    ମଣିଷ ରୂପି କୁକୁର ବିଜେଡି ପାଖରୁ ପଇସା ଧର। ଭୋଟ ପରେ ତୁମେ ଏମିତି ଗାଣ୍ଡି ମରେଇ ହେବ। ଚିନ୍ତା କରି ପାରୁନ। ଟଂକା ନେଇ ତୁମ ମା, ଭଉଣୀ, ମାଇପ, ଝିଅ ବିଆ କୁ ଭଡା ରେ ଦେଉଚ। ବିଜେଡି ରେ ରାଂଡୁଆ କଂ ଅଭାବ ନାହିଁ। ପଇସା ନେଇ ନିଜ ଜଗନ୍ନାଥ କଂ ସହିତ ଅନ୍ୟାୟ କରୁଚ।

    • @samsongss
      @samsongss 24 дні тому +1

      Sabu party poisa dionti...khali bjd nuho

    • @user-rc7ee2fj3v
      @user-rc7ee2fj3v 23 дні тому

      Paisa Khao kintu bjd ku vote Dio nahin apanankuu Moro anurodh nahele nabin to gandi marila ebe Tamil pandia gandi mariba ...eha garanty...gotiye thara hele Sara karar change Kara ...

  • @tarakiranpatnaik1049
    @tarakiranpatnaik1049 24 дні тому +36

    ଏଇଟା ଦେଖା ଗଲା କିନ୍ତୁ ନ ଦେଖା ଯିବା ଟା କିଏ କହିବ

  • @KushaRaut-eg1yr
    @KushaRaut-eg1yr 24 дні тому +14

    ECI ଏବେଠୁ ଜାଣି ପାରୁନାହାନ୍ତି ତାହାଲେ ନିରପେକ୍ଷ ଭୋଟ କେମିତି କରିବେ ଓଡିଶା ECI କମିଟି କୁ ବାହାର ରାଜ୍ୟ କୁ ପଠାଇ ବାହାର ରାଜ୍ୟ ରୁ ECI କମିଟି ଅଣା ଜାଉ ଦିଲ୍ଲୀ ରୁ ପ୍ରେଶୁରେ ହେଲେ ଓଡ଼ିଶା ରେ କାମ ହବ

  • @sunilrout3290
    @sunilrout3290 24 дні тому +21

    ପଇସା ଲୋକଙ୍କର, ନିଅନ୍ତୁ ଓ ଅନ୍ୟ ଦଳକୁ ଭୋଟ ଦିଅନ୍ତୁ, କିଏ ଦେଖୁଚି

  • @pratapjena1193
    @pratapjena1193 24 дні тому +10

    ଦୟାକରି ଲୋଭ କରନାହିଁ, ସରକାର ପରିବର୍ତ୍ତନ କର ଓଡ଼ିଶାର ଭଲ ହେଵ

  • @ramanayak3052
    @ramanayak3052 24 дні тому +43

    Election commission pls take action

  • @ramanayak3052
    @ramanayak3052 24 дні тому +31

    ୱା କ୍ୟା ସିନ ହେ 😂😂

  • @narayanpanda4011
    @narayanpanda4011 24 дні тому +19

    Bjd ର ବଡ plan ଟଙ୍କା au ମଦ ଜିତିବା ର ମାଧ୍ୟମ,

  • @skproduction9056
    @skproduction9056 24 дні тому +8

    ପଇସା ଖାଇଦିଅ ଭୋଟ ଦିଅନାହିଁ ଭାଇ ପ୍ଲିଜ଼

  • @srikantabindhani9382
    @srikantabindhani9382 24 дні тому +25

    Election commission action naba darkar

  • @bhabagrahidas2385
    @bhabagrahidas2385 24 дні тому +17

    ଛି ଛି କି ଶାସନ

  • @dalapatinayak573
    @dalapatinayak573 24 дні тому +10

    ଓଡ଼ିଶାର ସରକାର ବହୁତ ଭଲ କାମ କରିଛି ହେଲେ କଣ ପାଇଁ ପଇସା ବଣ୍ଟା ଯାଇଛି

  • @bhagabatsahoo3066
    @bhagabatsahoo3066 24 дні тому +16

    କଳା ଟଙ୍କା ନେଇ ଯାନ୍ତୁ। ଭଲ ପାଇବାର ଲୋକ ଙ୍କୁ ଭୋଟ ଦିଅନ୍ତ।

  • @CuteNice-pz7ww
    @CuteNice-pz7ww 24 дні тому +19

    Pradip majhi janiki jahara footages asichhi taku arrested karajau

  • @ajitray1958
    @ajitray1958 24 дні тому +9

    Photographer ku dhanyabad.

  • @manoranjansethi6623
    @manoranjansethi6623 24 дні тому +5

    ଏଥର ହେବ ପରିବର୍ତ୍ତନ

  • @rajalaxmi-
    @rajalaxmi- 24 дні тому +9

    ବିନା ପଇସା ରେ ଲୋକ ଭୋଟ ଦେବେ ନି କି?

  • @user-iy9dr7is8t
    @user-iy9dr7is8t 24 дні тому +36

    Bjd tanka no bantile vote paiba nahin

  • @meinhunnaa8277
    @meinhunnaa8277 24 дні тому +10

    Chhi 1000 re bikri hauchha 60 month pain 1000 re bikri heuchha, dhanya re odisha loka eithipain odisha ru dadan badhuchhi

  • @jangyaprasadrana8456
    @jangyaprasadrana8456 24 дні тому +4

    ଏମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ପୁଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ

  • @SatrughanNayak-qf1rt
    @SatrughanNayak-qf1rt 24 дні тому +2

    ଯିଏ ଟଙ୍କା ଦେଉଛି ନିଅ, ମଦ ଦେଲେ ପିଅ, ଭୋଜି ଦେଲେ ଖାଅ, କିନ୍ତୁ ଭୋଟ ବେଳେ ଯିଏ କାମ କରିବ ତାକୁ ଭୋଟ ଦିଅ

  • @sabhasenmajhi3606
    @sabhasenmajhi3606 24 дні тому +10

    Jaldi kichi action neba katha

  • @Twins_Lifestyle
    @Twins_Lifestyle 23 дні тому +3

    ଯିଏ ଶଳେ ଯେତେ ପଇସା ଦେଉଛନ୍ତି ସବୁ ରଖିନିଅ... ତାପରେ ଯାହାକୁ ଠିକ ଲାଗୁଛି ତାକୁ ହିଁ ଭୋଟ ଦେଇକି ଆସ

  • @nilamanikar954
    @nilamanikar954 24 дні тому +4

    ଓଡ଼ିଶା ବାସୀ ଏ ଟଙ୍କା ବଣ୍ଟା ଭିଡିଓ ଦେଖି ତଳି ମାର ରେ।ନବୀନ ପଟ୍ଟନାୟକ ଜିନ୍ଦାବାଦ କର ଟଙ୍କା ଦେଉଛନ୍ତି ଭୋଟ ଦେବା ପାଇଁ। ଲଜ୍ଜ୍ୟା ଲଜ୍ଜ୍ୟା ।SHG ମହିଳା
    ଙ୍କୁ ଟଙ୍କା ବଣ୍ଟା ଦୃଶ୍ୟ ବହୁତ୍ ଅଛି।

  • @mr.sanjayinformationdiscov3282
    @mr.sanjayinformationdiscov3282 24 дні тому +4

    ଆମ ଗ୍ରାମ ରେ ବିଜେପି ଆଉ ବିଜେଡି ସବୁ ପଇସା ବାଣ୍ଟୁଛନ୍ତି,,, ଲୋକ ମାନଙ୍କୁ ଅନୁରୋଧ ସେମାନେ ନିଆନ୍ତୁନି।।।।

  • @surendrarout-pg6pd
    @surendrarout-pg6pd 24 дні тому +19

    ପାପଧନ ଶିଘ୍ର ସାରିଦିଅନ୍ତୁ

  • @ramanayak3052
    @ramanayak3052 24 дні тому +38

    ପାଣ୍ଡୁ ର ଚାମଚ

  • @asisgiri7021
    @asisgiri7021 24 дні тому +3

    ଯିଏ ଯାହା ଦେଉଛି ଖାଅ, କିନ୍ତୁ ଭୋଟ କେବଳ 🌷🌷🌷🌷🌷🌷🌷🌷🌷👈👈👈👈🙏🙏🙏🙏

  • @jaydalai8934
    @jaydalai8934 24 дні тому +5

    Bah bahare genda dala

  • @CuteNice-pz7ww
    @CuteNice-pz7ww 24 дні тому +11

    Ei loka prati action nia jau. Otv report vai

  • @GopalDas-qn9fy
    @GopalDas-qn9fy 24 дні тому +4

    Nabin babu bayas helani , Tanku athera rest dia

  • @arjunbehera1398
    @arjunbehera1398 23 дні тому +2

    VDO full viral........
    Public full Reaction.........
    Take full Action , Election Commission.............

  • @simanchalmaharana3252
    @simanchalmaharana3252 23 дні тому +1

    ECI - ED must enquire and take action immediately

  • @pratapkumarjena1829
    @pratapkumarjena1829 24 дні тому +3

    ଆମ ସୁନାର ଓଡ଼ିଶା ବାସୀ ବନ୍ଧୁ ମାନେ ବିଜେଡ଼ି ସରକାର ଚବିଶି ବର୍ଷ ଶାସନ ରେ ଆମରି ମାନଙ୍କ ଠାରୁ ଲୁଟି ଆଜି ସେମାନେ ଜଣେ ଜଣେ ଆରବ ପତି ହୋଇଛନ୍ତି ପ୍ରତି ପାଞ୍ଚ ବର୍ଷ ରେ ଥରେ ପାଞ୍ଚଶହ ଟଙ୍କାରେ ମୁଣ୍ଡ କିଣି ନେଇ ସେମାନେ ଧନ ସମ୍ପତ୍ତି ପାହାଡ ଉପରେ ଛିଡା ହୋଇ ଆମ ମାନଙ୍କ ପିଠିରେ ଚାବୁକ ମାଡ଼ ମାରି ହଳ କରି ଫସଲ ଅମଳ କରି ନେଇ ଯାଉଛନ୍ତି ହେଲେ ଆମକୁ ବନ୍ଧା ବଳଦ କରି ରଖୁଛନ୍ତି କିନ୍ତୁ ଆମ ଓଡ଼ିଶା ବାସୀ ଆଜିର ଦିନରେ ପରିବର୍ତ୍ତନ ପ୍ରତ୍ୟେକଟି ଭୋଟର ତାଙ୍କ କଳା କାରନାମା ଭଲ ଭାବରେ ଜାଣି ସାରିଛନ୍ତି ବିଜେଡ଼ି ଦଳ ଯିଏ ଯାହା ଦେଉଛନ୍ତି ତାଙ୍କୁ ସେମିତି ମିଛ ପ୍ରତିଶ୍ରୁତି ଦେଇ ଖାଇଯା କିନ୍ତୁ ଠିକ୍ ସମୟରେ କାମରେ କରି ଦେଖେଇ ଦିଅ ବିଜେପି ସରକାର କୁ ଭୋଟ ଦିଅ ବିଜେଡ଼ି ସରକାର ଆମ ସହିତ ବି ବୋହୂ ଛଳନା ବାହାନା ମିଛ ପ୍ରତିଶ୍ରୁତି ଦେଇ ଲୁଟୁଚି ଚବିଶି ବର୍ଷ ଧରି ଆମ କଣ ପାଇଁ ସଚ୍ଚୋଟ ପଣିଆର ତାକୁ ସପୋର୍ଟ କରିବା ଆମେ ବି ସେମିତି ତା ସହିତ ଛଳନା କରି ବିଜେପି ସରକାର ଗଢିବା ଗୋଟେ ଥର ପାଇଁ ନୂଆ ସରକାର ଶାସନ ଦେଖିବା ବିଜେପି ସରକାର ଶାସନ ରେ ଆମକୁ କିଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବିଜେଡ଼ି କୁ ତ୍ ଦେଖି ଆସୁ ଛନ୍ତି ମିଛ ପ୍ରତିଶ୍ରୁତି ଦେଇ ସରକାର ଶାସନ ଗଢୁଛି ଲୁଟି ଖୋଳ କରି ଚାଲିଛି ଏଥର ପରିବର୍ତ୍ତନ କରିବା ନୂଆ ସରକାର ବିଜେପି ସରକାର ଗଠନ କରିବା ତାମିଲ୍ ପାଣ୍ଡୁ କୁ ଓଡିଶାରୁ ସ୍ବର୍ଗ ପଯ୍ୟନ୍ତ ଘୋଷାଡି ଘୋଷାଡି ନବା ଆଉ ଏ ନବୀନ ତ୍ ଯମ ରାଜା ଠାରୁ ସମୟ ନେଇଛି ଏଇ ଇଲେକ୍ସନ ପରେ ଯିବ ଉପରକୁ ପାଣ୍ଡିଆ କୁ ନବୀନ ଓଡ଼ିଶା ବାସୀ ଙ୍କ ଚାବି ଦେଇ ଯିବ ବୋଲି କହି ଦେଇଛି ପାଣ୍ଡିଆ ରଜା ମୁକୁଟ ପିନ୍ଧି ସାରିଲା ପରେ ଜାଣି ଥା ଓଡ଼ିଶା ବାସୀ ପାଣ୍ଡୁ ଠିକ୍ ପ୍ରୁବରୂ ଯେମିତି ଇଂରେଜୀ ସରକାର ଶାସନ ଚାଲିଥିଲା ଲୋକେ କିଭଳି ଅବସ୍ଥାରେ ଦିନ କାଟୁ ଥିଲେ ଆମ ସରଳ ନିରୀହ ଓଡ଼ିଶା ବାସୀ ଙ୍କ ଜୀବନ ସେମିତି ଅବସ୍ଥା ହୋଇ ଯିବ ଭୁଲି ବେନି ନିଜର ସ୍ଵଚ୍ଛ ହୂର୍ଦୟ ରେ ଥରେ ଭଲ ଭାବରେ ବିଚାର ବିବେକ କୁ ପଚାରନ୍ତୁ ଆମ ମରୁଖାମି ପାଇଁ ଆଜିର ଏ ଦିନ ଦେଖି ବାକୁ ପଡ଼ୁଛି ଏ ଓଡ଼ିଶାର ଜଗତର ଜଗନ୍ନାଥ ଆମ ସାଥିରେ ଅଛନ୍ତି ଓଡ଼ିଆ ବିର ପାଇକ କେଭେ ପଛକୁ ହଟିବା ନାହିଁ ମାରିବା ପଛେ ମାରିକି ମରିବା ମୋ ଓଡ଼ିଶା ବାସୀ ଆପଣ ମାନଙ୍କୁ କୋଟି ନମସ୍କାର ବନ୍ଧୁ

    • @dharmendrabehera1917
      @dharmendrabehera1917 24 дні тому

      Han Jaha kuha aangya e odia mane aau bujhu nahanti khali BJD BJD heuchhanti

  • @RockstarPankajofficial
    @RockstarPankajofficial 23 дні тому +2

    ମାଗି ଆ ଗରିବ ଲୋକଙ୍କ ପାଖରେ ପଇସା ନାଇ କି ଘର ଶଳା ସେ ଚିନ୍ତା ନାଇ।। BJP କୁ ଭୋଟ ଦିଅ ସୁଖ ଶାନ୍ତି ରେ ଘରେ ନୁହ

  • @BailochnNayak
    @BailochnNayak 23 дні тому +1

    ବିଜେଡି କୁ ଭୋଟ ଦିଅନ୍ତୁ ନାହଁ ପରିବର୍ତନ କରନ୍ତୁ ପଇଶା ନିଅନ୍ତୁ ନାହିଁ 👍

  • @santalixpro306
    @santalixpro306 19 днів тому +1

    ମୋତେ ବି ଟଙ୍କା ଦରକାର ମୋ ଘରର ପରିସ୍ଥିତି ବହୁତ୍ ଖରାପ୍ ।

  • @manasdash8604
    @manasdash8604 24 дні тому +2

    ଏଥର ନିଶ୍ଚୟ ହାରିବ ବିଜେଡ଼ି

  • @aniyachhotaray4072
    @aniyachhotaray4072 24 дні тому +2

    ସ୍ବଛ ସରକାରର ନମୁନା |

  • @jyotiranjan6269
    @jyotiranjan6269 24 дні тому +9

    ବିଜେଡ଼ି ଦଳ ର ମାନ୍ୟତା ରଦ୍ଧ କରାଯାଉ

  • @keshabkumarmoldtek7445
    @keshabkumarmoldtek7445 24 дні тому +1

    Where is nandighosa TV channel .

  • @villageboyentertainment7700
    @villageboyentertainment7700 24 дні тому +3

    Election comission take quick action

  • @user-un2vi1sz2r
    @user-un2vi1sz2r 24 дні тому +3

    Ellection commission ku kan dekha jauni

  • @user-qd2vr5pr5i
    @user-qd2vr5pr5i 23 дні тому +1

    ଓଡ଼ିଶାରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦରକାର । ଭୋଟ ଗୋଟିକୁ ୧୦୦୦ ଟଙ୍କା ଲେଖାଏଁ ନେଉଛନ୍ତି ତ , ଖାଲି ନିର୍ବାଚନ ସରିବା ପରେ ପିଆଜ କିଲୋ ପିଛା ଟ.୨୦୦ ହେବ । ଚାଉଳ କିଲୋ ୧୩୦ ଟଙ୍କା ଓ ଆଳୁ କିଲୋ ପିଛା ୯୨ ଟଙ୍କା ଲେଖାଏଁ ହେଇଯିବ । ରେଡି ହୋଇ ଥା.....

  • @User-yhjjgzz
    @User-yhjjgzz 24 дні тому +1

    EC Should take immediate action

  • @chandrakantapanda9802
    @chandrakantapanda9802 24 дні тому +12

    ତୁମ ପାର୍ଟି ଭାରି ଭଲ.... 🧐

  • @debasishmishra9206
    @debasishmishra9206 24 дні тому +5

    ଏଇଟା କୋଉ ନୂଆ କଥା ଯେ, ଭୋଟ ପୂର୍ବରୁ ସବୁ ଦଳ ଏହି କାମ କରନ୍ତି। ଖାଲି ମିଦିଆ ଵାଲା ଯେପରି ନୂଆ କଥା ଦେଖିଲା ଭଳିଆ ଲୋକଙ୍କୁ ଦେଖାଉଛନ୍ତି |

  • @bimbadharmohanty6528
    @bimbadharmohanty6528 24 дні тому +1

    Being arrest to this persion

  • @balajipanigrahi906
    @balajipanigrahi906 24 дні тому +2

    Note nia bjd tharu aou vote dia bjp modi modi modi modi modi modi nku 🎉

  • @KrushnaNanda-sn9xg
    @KrushnaNanda-sn9xg 24 дні тому +2

    ଗୋଇଠା ମାରି ବିଦାୟ କର (ବି ଯେ ଡ଼ି) କୁ

  • @GaganSamantaray-kl2cp
    @GaganSamantaray-kl2cp 24 дні тому +2

    I request don't vote BJD taking money

  • @niranjanpanda8574
    @niranjanpanda8574 24 дні тому

    ପଇସା ନେଇ ଲୋକ ଭୋଟ ଓଲଟା ଦେବେ ।

  • @jitendas6522
    @jitendas6522 24 дні тому

    ଘର ପିଛା ୫୦୦ ଟଙ୍କା ମାନେ = ପ୍ରାୟ ୩ ପଇସା ଘର ପିଛା ଦିନକୁ ପଡୁଛି.
    ସବୁଠାରୁ ଶସ୍ତା ଦାମରେ ଭୋଟ ମିଳୁଛି

  • @royalck1
    @royalck1 24 дні тому +3

    Bjp dala pura arua chaula ta
    Bjp ama ade 500 dauchi

  • @kartikdakua4404
    @kartikdakua4404 24 дні тому +3

    Am village re 1000+ 1pice luga per three to four voter 😱 from Ganjam.

  • @Goutam306
    @Goutam306 22 дні тому

    ସମସ୍ତ ଙ୍କୁ ଅନୁରୋଧ ଟଙ୍କା ପଇସା ଲାଳସା ରୁ ଦୂରେଇ ରୁହନ୍ତୁ ପରିବର୍ତ୍ତନ କରନ୍ତୁ

  • @user-lg7ip3qg8g
    @user-lg7ip3qg8g 24 дні тому +1

    ଇଏ କଣ ନୁଆ କଥା କି ଭୋଟ ଆସିଲେ ବିଜେଡ଼ି ଓ ବିଜେପି ପଇସା ବାଣ୍ଟିବେ ତୁ କଣ ନୁଆ କଥା କହୁଚୁ OTV

  • @RitikKumar-xl4vl
    @RitikKumar-xl4vl 24 дні тому +3

    Tanka jauthi bhot seithi😂

  • @jayjabanjaykissan...7016
    @jayjabanjaykissan...7016 24 дні тому +4

    ପଇସା ନିଅ ବିଜେଡି ଠାରୁ କିନ୍ତୁ ଭୋଟ ଦିଅ ବିଜେପି କୁ

    • @santoshkumar-wu3nm
      @santoshkumar-wu3nm 24 дні тому +1

      ବିଜେପି ମଧ୍ୟ କଣ ସାଧୂଟା gst ଖାଇ ଆମକୁ କାଙ୍ଗଳ କଲଣି

    • @shantiswarupapati8366
      @shantiswarupapati8366 24 дні тому

      👍👍👍👍💯thik,pura thik,

    • @shantiswarupapati8366
      @shantiswarupapati8366 24 дні тому

      Bjd ku lutiki Khao,bjp ku vote dia,Jay bjp,

  • @ashutoshswain5363
    @ashutoshswain5363 24 дні тому +2

    democracy is in crisis. please throw BJD out of power

  • @LituSwain-jp8bj
    @LituSwain-jp8bj 23 дні тому

    ଯିଏ shoot କରିଛି ତା କୁ ଧନ୍ୟବାଦ୍ ପ୍ରକୃତ ଓଡ଼ିଆ ପୁଅ ଏ

  • @ashwinisahu6584
    @ashwinisahu6584 24 дні тому +3

    BJDRA. PAISA NIANTU BJP KU VOTE DIANTU

  • @user-cb1wb2do4v
    @user-cb1wb2do4v 24 дні тому +4

    Khali bjd tanka bantuchi au bjp kichhi bhul karuni

    • @Odishatoka_07
      @Odishatoka_07 24 дні тому

      Tamil agare bikidiani re Odisha basi

  • @pradeeppradhan5939
    @pradeeppradhan5939 24 дні тому +1

    Black money kaun khayega ? Sab odisha public khayege ...

  • @sucharitabehera318
    @sucharitabehera318 23 дні тому +1

    ମୟୁରଭଞ୍ଜ ର ଗାଁ ରେ ଗୋଟେ ପଇଡ଼ ଆଉ 500 ଟଙ୍କା ଦିଆ ହେଇଚି 😩

  • @chayiye
    @chayiye 23 дні тому

    ଏତେ ପ୍ରମାଣ ନିର୍ବାଚନ ଅଧିକାରୀ ଦେଖନ୍ତୁ ଆଉ ତୁରନ୍ତ କାର୍ଯୟାନୁଷ୍ଠାନ ନିଅନ୍ତୁ

  • @avhk5716
    @avhk5716 23 дні тому +1

    Modi ji କୁ ମୁଁ ଅନୁରୋଧ କରୁଛି ଅରବିନ୍ଦ କେଜରିୱାଲ ପରି ଓଡିଶା ର ସବୁ BJD ନେତା ମାନଙ୍କୁ ED ,CBI କୁ ଲଗାଇ ଜେଲ୍ ରେ ବର୍ତ୍ତି କରା ଯାଉ । ଏହି ଭ୍ରଷ୍ଟାଚାର ସରକାର ଆଗରୁ ଏମିତି କରି ଶାସନ କରି ଆସୁ ଛନ୍ତି।

  • @surenmagar9736
    @surenmagar9736 23 дні тому +1

    ବିଜେଡି ର ସବୁ ପଇସା ଖାଅ କିନ୍ତୁ ଭୋଟ ଦିଅ ବିଜେପି କୁ ନହେଲେ ପାଣ୍ଡିଏନ୍ ଶାସନ ଚଳିବ

  • @DsCreative4.3
    @DsCreative4.3 19 днів тому

    Tqsm otv news u r great 👍

  • @DaudaparichhaParichha
    @DaudaparichhaParichha 24 дні тому +1

    Police action neba katha

  • @SabitaRani-ef7ow
    @SabitaRani-ef7ow 23 дні тому +1

    ଏ ପଇସା ଚିଟଫଣ୍ଡ ଟଙ୍କା ସେ ଟଙ୍କା ଅଛି ବୋଲି ପାଣ୍ଡୁ election ରେ ଜିତିବ କହୁଛି ଏ ଥର only BJP

  • @sibadattaacharya1514
    @sibadattaacharya1514 24 дні тому +1

    Election commission immedittly action niantu

  • @hembramhembram1921
    @hembramhembram1921 11 днів тому

    ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି କ'ଣ ପାଇଁ.......

  • @jk-eg2ye
    @jk-eg2ye 22 дні тому +1

    ଆଦାନୀ ଟଙ୍କା ଓଡ଼ିଶାରେ ନାହିଁ ତେଣୁ BJP କଲୋ ବଲୋ 😂

  • @soumyadarshanarts4546
    @soumyadarshanarts4546 23 дні тому

    Educated loka mane emiti karantuni ,..video karithiba bhainku dil se tq ....5yrd pai bikri huani kehi nijar nijaswa rakha

  • @satyanarayanrath1344
    @satyanarayanrath1344 23 дні тому

    ପଇସା ତା ବାପାର ନୁହଁ,ତୁମ ପଇସା ତୁମକୁ ଦେଲା ତେଣୁ ପଇସା ନି ଅ ପଦ୍ମ ଚିହ୍ନରେ ଭୋଟ ଦି ଅ । ସେମାନେ ବୁଦ୍ଧି ଶିଖିବେ ।

  • @01Bharatiya
    @01Bharatiya 23 дні тому

    ଜୟ ଭୀମ୍
    ଜୟ ମୁଣ୍ଡବିକା ପ୍ରଜାତି

  • @gunanidhinaik3699
    @gunanidhinaik3699 23 дні тому

    ଯଦି ଭଲ କାମକରିଛନ୍ତି ;ତାହେଲେ ପଇସା କାହିଁକି ଦେଉଛନ୍ତି?

  • @brajeswarisingh909
    @brajeswarisingh909 23 дні тому

    ଟଙ୍କା, ନିଅ, ମଦ ନିଅ, ମାଛ ନିଅ କିମ୍ବା ମାଂସ ନିଅ, କିଂତୁ ଭାବି ଚିନ୍ତି ଭଲ ଲୋକଙ୍କୁ ଭୋଟ ଦେବ 🙏

  • @soumyamusic4u87
    @soumyamusic4u87 23 дні тому

    Bahut Badhia

  • @Berhampur-Local_toka
    @Berhampur-Local_toka 23 дні тому

    ଜୟ ଶ୍ରୀ ରାମ 🚩🚩🚩