Sir I have started a guava farm. Since I don't have experience sometimes I am getting certain challenges for which I need some guidance. So I want to meet you sir. Could you please give me some time?
Sir sitadinia muga chasa re jaha ebe fula futuchhi ta upare ladha poka bahut pariman re laguchhanti au fala fula sukhi jauchhi. Kou medicine use kale ladha(lakra) pola ra niyantran karajai pariba tk help chahu.
Vala lagila
ଭଲହେଲା
Very good information sir jai kisaan👍👍👍
Thank you
Thank you sir
Welcome
ନମସ୍ତେ ମହୋଦୟ 👏 ଆପଣଙ୍କ ଫୋନ ନମ୍ବର ଟି ଦେଲେ ଆମେ ସବିଶେଷ ବିବରଣୀ ସହିତ ଆସୁବିଧା ବିଷୟରେ ଆପଣଂକୁ ପଚାରି ପାରିବୁ
Good
Sir ମିଳିତ ଅଣୁସାର ର ନାଁ କଣ
ସୂର୍ଯ୍ୟମୁଖୀ ଚାଷ ରେ କେଉଁ ସାର ପ୍ରୟୋଗ କରିବା ଆବଶ୍ୟକ ଏବଂ ଅଧିକ ଅମଳ ହେବା ଆବଶ୍ୟକ
Jay kishan ❤
Thank you
Sir makhan Patra kanaa hai jau che laal laal pook kana medicine dele heba sir kahun
Ghanajibamruta pai jarsee gai gobara kamakariba ki nahi
Sir namaskar
ନମସ୍କାର
Kharatia January 15 re tamato tali pakaile heba ki
ହଁ ହେବ
Sir I have started a guava farm. Since I don't have experience sometimes I am getting certain challenges for which I need some guidance. So I want to meet you sir. Could you please give me some time?
Contact me 7008498896
ମୁଗପତ୍ର ମୋଚା ବା ଭୂରୁଙ୍ଗା ହେବାରୁ କେମିତି ସୁଧାରିପାରବା ଗୋଟିଏ ଭିଡ଼ିଓ ପ୍ରସ୍ତୁତ କରନ୍ତୁ । ଏ ରୋଗ ପ୍ରାଏ ସବୁଆଡେ ଦେଖାଯାଉଛି । ତୁରନ୍ତ ପଠାଇଲେ ଭଲହୁଅନ୍ତା ।
ମୁଗ ଫସଲରେ ଜଉ ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Diafenthuron 50%WP lit ପ୍ରତି 2gm ବା
Thiomethoxam 25%WG lit ପ୍ରତି 0.5gm ବା
Acetameprid 20%SP drum ପ୍ରତି 5gm ବା
Movento lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
ଆପଣ କୋଉ ସାରକୁ ମଧ୍ଯ ଛୀଡି ନାହାଁନ୍ତି। ଆମେ ତା ହେଲେ କୋଉ ସାର ପ୍କୟୋଗ କରିବୁ
କଲରା ରେ ମୂଳ ସାର କଣ କଣ ଦବା ଦରକାର
Alu chasa Kemiti kale 2guna labha heba
Sir, Potala Kasi haladia paduchi ehara samadhan tike dayakari janeibe ki ?
ପୋଟଳ ଫସଲରେ ପରାଗ ସଙ୍ଗମ ଠିକ୍ ରେ ନହେଲେ ଫଳ କଷି ଝଡିଥାଏ।ସେଥିପାଇଁ 9ଟି ମାଈ ଗଛ ରେ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir sitadinia muga chasa re jaha ebe fula futuchhi ta upare ladha poka bahut pariman re laguchhanti au fala fula sukhi jauchhi. Kou medicine use kale ladha(lakra) pola ra niyantran karajai pariba tk help chahu.
Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Novaluron 5.2%+Indoxacarb 4.5%SC lit ପ୍ରତି 1.75ml ସହିତ ନିମ୍ବ ତେଲ lit ପ୍ରତି 2ml ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir 🙏 dhana fasalare kenda gol heuchhi medicine kana debaku padiba 15 dina helani
Photo ଛାଡନ୍ତୁ
Lanka fula jhadi jaouchhi kana karajib
Contact number daoun
ପୋଟଳ ଚାଷ ରେ ରୋଗପୋକ ନିୟନ୍ତ୍ରଣ ଓ ସାର ପ୍ରୟୋଗ ବିଷୟରେ କିଛି କହିବେ ।
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
Sir,kunduru chasa Yello jau lagichhanti kana medicine pakaiba
Abamectin 1.9%EC lit ପ୍ରତି 1ml ବା
Oomite lit ପ୍ରତି 2.5ml ବା
Oberan lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Thanks you sir,