Aja Dekhili Banamalinki (Kamodi) | Guru Bijaya Mohapatra | Odissi Music (ଓଡ଼ିଶୀ ସଙ୍ଗୀତ)
Вставка
- Опубліковано 19 вер 2024
- Rare archival Odia radio recordings, primarily with a focus on traditional Odissi classical music : Odissi, Chhanda, Champu, Chautisa, Gitagobinda, Bhajana, Janana, Koili, Charjyapada and more written by ancient Odia poets such as Mahakabi Jayadeba, Kabi Samrat Upendra Bhanja, Kabisurjya Baladeba Ratha, Kabi Kalahansa Gopalakrusna Pattanayaka, Banamali Dasa, Dinakrusna Dasa, Bhakta Charana Dasa, etc.
#OdissiMusic #ଓଡ଼ିଶୀସଙ୍ଗୀତ
ଓଡ଼ିଶୀ ସଙ୍ଗୀତ
କାଳୀୟଦଳନ ଏକାଦଶୀ
ପାରମ୍ପରିକ ଶ୍ରୀମନ୍ଦିର ସଙ୍ଗୀତ
କବି ଦ୍ୱିଜ ଗୌରଚରଣ ଅଧିକାରୀ (ଗୌର ଦ୍ୱିଜ)
ଆଜ ଦେଖିଲି ବନମାଳୀକି ଗୋ
ଏ ପରା ଦଳିଥିଲେ କାଳୀକି ଗୋ । ଘୋଷା ।
ବ୍ରଜବାଳକ ସଙ୍ଗେ ବନୁ ଆସନ୍ତି ରଙ୍ଗେ
ବଜାଇ ବେଣୁ ଶିଙ୍ଗା କାହାଳୀକି ଗୋ ।୧।
ବନ କୁସୁମେ ବେଶ କି ଶୋଭା ପୀତବାସ
କର୍ଣ୍ଣେ କୁଣ୍ଡଳ କରତାଳିକି ଗୋ ।୨।
ବାମେ ବାନ୍ଧିଛି ଜୂଡ଼ା ଶିଖୀଶିଖଣ୍ଡ ଚୂଡ଼ା
ଖୋସିଣ ରଙ୍ଗ ଜାମୁଡାଳିକି ଗୋ ।୩।
ଅଙ୍ଗେ ଗୋରଜ ଧୂଳି ଆସନ୍ତି ଢଳି ଢଳି
ଡାକନ୍ତି ଧବଳୀ ଶ୍ୟାମଳୀକି ଗୋ ।୪।
କ୍ଷୀର ଲବଣୀ ସର ଭୁଞ୍ଜାଇ କଲି ସ୍ଥିର
ମୋହନ ସେବେ ପାଦତଳିକି ଗୋ ।୫।
ନମସ୍ତେ ମହୋଦୟ ବିଜୟ ଭାଇ
ବହୁତ ସୁନ୍ଦର ଓ ପରିଷ୍କାର କଣ୍ଠ ସ୍ୱର ଏବଂ ଅତି ଶ୍ରୁତି ମଧୁର ଅଟେ
🙏 Jai Shree Raadhe
Exlnt clasical song. Has appeal to brain. Thnx poet and singer with al musicians . Jai jaganath.
Atisundarheichi
Madhur
Superb.
Excellent rendition by Guru mohapatra ji.
Bahut sundar..sir.JAI JAGANNATH
Awesome song.. . Our tradition is alive because of channels like you..
Good song, good clean voice
ବହୁତ୍ ସୁନ୍ଦର ପ୍ରସ୍ତୁତି।ବିଜୟ ମହାପାତ୍ରଙ୍କ ଗାୟନ ହୋଇଥିବା ଆହୁରି ଗୀତ ଛାଡ଼ି ଆମକୁ ଧନ୍ୟ କରନ୍ତୁ😍🙏
Beautiful Odissi . Really I saw the picture of Vanamali through this poetry .
Pranaam to the great singer as well as the great poet .
Thanks for the lyrics which made me understand it well .
ମାନନୀୟ ..... ଏହା କେଉଁ ରାଗ ଅଟେ ।ଦୟାକରି କୁହନ୍ତୁ ।
ଏହି ଭଳି ଘେନାଇ ଆମ୍ଭେ ଜେତେ ମଧ୍ଯ ଅଛି ।
It sounds to me as Khamaz raaga . But I am not sure .
@@prakashsahu-dj5ql kamodi raga
@@sangeetajagannatha5089 ଧନ୍ୟବାଦ ଗୁରୁଜୀ
@@prakashsahu-dj5ql ରାଗ କାମୋଦୀ