VK Pandian Effect Evident in BJD's New Committee and Responsibilities!

Поділитися
Вставка
  • Опубліковано 7 лип 2024
  • #ବିଜେଡିର_ନୂଆ_ତାଲିକାରେ_ପାଣ୍ଡିଆନ୍_ଇଫେକ୍ଟ_ଚର୍ଚ୍ଚା
    ରାଜନୀତିରୁ ପାଣ୍ଡିଆନଙ୍କ ସନ୍ନ୍ୟାସ ଧର୍ମକୁ ଆଖିଠାର। ବିଜେଡି ନୂଆ କମିଟି ଆଉ ଦାୟିତ୍ୱ ଦେଖିଲେ ସେମିତି କିଛି ମନେ ହେଉଛି।
    #BJD #Politics #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 690

  • @ajayanayak5373
    @ajayanayak5373 11 днів тому +53

    ଶଳା ତମକୁ ବୈଜୟନ୍ତ ପଣ୍ଡା ଅଧିକ ପଇସା ଦଉଚି bjd ବିରୁଦ୍ଧରେ କହିବାକୁ। କିଏ କହିଲା ବିଜେଡି ହାରିଛି। ନବୀନ ପଟ୍ଟନାୟକ ତ ଲୋକଙ୍କ ହୃଦୟ ଜିତିଛନ୍ତି ଆଉ ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି। ଏବେ ଯଦି ଲୋକଙ୍କୁ ପଚରା ଯିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଲୋକ କହିବେ ନବୀନ ପଟ୍ଟନାୟକ

    • @RakeshPradhan-cf1wv
      @RakeshPradhan-cf1wv 11 днів тому +5

      Right bhai

    • @chinmayadhal7082
      @chinmayadhal7082 11 днів тому +1

      @@ajayanayak5373 ଭାରତ ରାଜନୀତି ରେ ବିରଳ ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ବି ସମସ୍ତ ଏପରିକି ବିରୋଧୀ ଙ୍କ ❤💕💖 ରେ ବିରାଜମାନ

    • @ganeshswain8222
      @ganeshswain8222 9 днів тому +1

      Kahila pade mow bhai❤❤

    • @kartickchandrajena
      @kartickchandrajena 9 днів тому +3

      Right

    • @AbhimanyuAbhi-od7fk
      @AbhimanyuAbhi-od7fk 9 днів тому +3

      Jadi abebi Luka nka hrudayare re Naveen babu achhanti tahale hinjili ru Naveen babu harile kahinki je

  • @hirosethi8929
    @hirosethi8929 11 днів тому +180

    ପାଣ୍ଡିଆନ ମଲେ ହିଁ ତମ news ବଲାମାନେ ଶାନ୍ତି ପାଇବ।କିଏ କଣ କଲା ସବୁର କାରଣ ହଉଚି ପଣ୍ଡିଆନ " । ଜଣେ ଅଣଓଡ଼ିଆ ମୁଖ୍ୟ ଶାସନ ସଚିବ ହେଲା ଓଡ଼ିଶାର ,ସେଇଟା କାହାକୁ ଦେଖାଯାଉନି।

  • @pramodkumarnayak1162
    @pramodkumarnayak1162 11 днів тому +38

    OTV ର ଯେଉଁ ନିରପେକ୍ଷତା ଥିଲା ତାହା ଆଉ ନାହିଁ। ଏହା ସମ୍ପୂର୍ଣ୍ଣ BJP ଦଳ ର channel ହେଇଗଲାଣି। ଏମିତି ହେଲେ ଗଣତନ୍ତ୍ର ବିପଦରେ ପଡ଼ିବ।

  • @anilsenapati7317
    @anilsenapati7317 11 днів тому +41

    ତମେ ଓଟିଭି ଵାଲା କେବେ ତମ ବିଜେପି କଣା ଦେଖା ଯିବନି ବିଜେଡି କଣା ଗୋଟିଏ ତୁମକୁ ଦେଖା ଯାଉଛି

  • @jagabandhuswain4737
    @jagabandhuswain4737 11 днів тому +125

    କିଛି ପ୍ରମାଣ ଅଛି ଓଟିଭି ପାଖରେ ନା ଶସ୍ତା ରାଜନୀତି କରୁଛି ଗଣମାଧ୍ୟମ

    • @amitarup4740
      @amitarup4740 11 днів тому +3

      ସଂତୃପ୍ତ ହେଉଛନ୍ତି ତାର ପ୍ରମାଣ

    • @SR_SanjayCreation
      @SR_SanjayCreation 11 днів тому +15

      Otv ବିଜେପିର ପେଳ ଚଟା web chanel

    • @bichitranayak6427
      @bichitranayak6427 11 днів тому +9

      Pandian asile OTV ra kn pain phatuchi pandian to odisha pain bhala kama karichanti

    • @SantoshPradhan-cl7vg
      @SantoshPradhan-cl7vg 11 днів тому +8

      Bjp TV

    • @tapanmohanta553
      @tapanmohanta553 11 днів тому +6

      Otv bjp tv

  • @antaryamimishra449
    @antaryamimishra449 11 днів тому +57

    ଭୁଲ୍ news ଦେଖାଅ ନାହିଁ କାରଣ ସମସ୍ତଙ୍କ ପ୍ରିୟ ନବୀନ ପଟ୍ଟନାୟକ ଜିନ୍ଦାବାଦ

    • @ODISHA_KUHE
      @ODISHA_KUHE 11 днів тому +1

      😂😂 ସେଥିପାଇଁ kerkeraki ହାରିଲା ବୁଢ଼ା

    • @manasranjanjena3588
      @manasranjanjena3588 11 днів тому +3

      ନବୀନ ବାବୁ ସମସ୍ତ ଙ୍କ ର ପ୍ରିୟ ନୁହେଁ କେବଳ ତୁମ ର ପ୍ରିୟ , ସମସ୍ତ ଙ୍କ ର ପ୍ରିୟ ହେଇଥିଲେ ହାରିଲା କାହିଙ୍କି ବୁଝି ପାରୁନ

    • @antaryamimishra449
      @antaryamimishra449 11 днів тому

      @@manasranjanjena3588 ତୁମର ମୋଦୀ ଅଯୋଧ୍ୟା ହାରିଲା ସବୁ ବେଳେ 400ପାର କହି ଭୋଟ ମାଗୁଥିଲା ତୁମର ମୋଦି ଯେତିକି ଭଳ ତୁମ ପାଇଁ ଆମ ପାଇଁ ନବୀନ ପଟ୍ଟନାୟକ ସେତିକି ଭଳ

    • @melisha4236
      @melisha4236 11 днів тому

      ​@@manasranjanjena3588right

    • @mastiwithfriends4791
      @mastiwithfriends4791 11 днів тому

      ​@@ODISHA_KUHEkou loka Priya neta kebe harini kaha samaste garanti it's normal

  • @himansubal9293
    @himansubal9293 11 днів тому +37

    ଆଗେ ବିଜେପି କଥା ବୁଝିସାର ରାଜ୍ୟ ଏବେ ଗୁଜୁରାଟ ନେତା ହାତରେ ।

  • @rajud3603
    @rajud3603 11 днів тому +19

    ଭାଇ ରେ ଯିଏ ଯାହା କହୁ ମୋର କିଛି ଯାଏ ଆସେ ନାହିଁ କିନ୍ତୁ ପାଣ୍ଡିୟନ୍ ନବୀନ ବାବୁଙ୍କ ସହ ମିଶି ଓଡ଼ିଶାର ଯେତିକି devlop କରିଛନ୍ତି BJP ର ମୋଦି ବି ସେତିକି develop କରିନାହାନ୍ତି ସାରା ଦେଶରେ 💚💚💚💚

    • @muktaranisamal5134
      @muktaranisamal5134 11 днів тому +1

      Ae katha loka na aji bujhichanti na kaba bujhiba....
      Indirectly bahut affected haba odisha

    • @HaraprasadRana-fm1uu
      @HaraprasadRana-fm1uu 11 днів тому

      BJD ସରକାର 24 years ଶାସନ କରିଛି ତାହେ ଲେ BJP ସରକାର 5 , ବିଧାନସାରେ 15 ଲୋକ ସଭା years ସମାନ ଅଟେ କି ସାରେ ଶିକ୍ଷିତ ବ୍ୟକ୍ତି

  • @jitendrapanigrahi3240
    @jitendrapanigrahi3240 11 днів тому +14

    ଓଟିଭି orgus ଟିଭି vk ପାଣ୍ଡିଆନ କୁ ଡରୁଚି

    • @pratapchand9028
      @pratapchand9028 11 днів тому

      Bijayanta panda corporate Don
      Fake news Mafia Don

  • @ODISHABHAI-eq8jq
    @ODISHABHAI-eq8jq 11 днів тому +56

    ପାଣୁ ବିରୋଧ ରେ ପ୍ରଚାର କରି ବିଜେପି ଶାସନ କୁ ଆସିଛି, ଆଗ କୁ ବିଜେପି ର ଇସ୍ତାହାର କଥା, ଦଳ କୁ ମନେ ପକା ଅ, ପାଣ୍ଡୁ ପଛ ରେ ଲାଗି ଓଟିଭି ର, ଏଥି ରେ ମୁଣ୍ଡ ବିନ୍ଦା ହେବା ଠିକ୍ ନୁହେଁ

    • @prakashkumarjena.babusan.n3760
      @prakashkumarjena.babusan.n3760 11 днів тому +1

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର

    • @status.hero6098
      @status.hero6098 10 днів тому

      Sabu chora dhara ପଡ଼ିବେ ସବୁ ପାଣ୍ଡୁ ଚୋର କୁ ସପୋର୍ଟ କରୁଛନ୍ତି ଆରେ କିଛି bjd chora pain bjd ଭାଙ୍ଗିଗଲା ଆଉ ବାଳ ଅଛି ଖାଇବ ରୁହ ରେ bjd bala

  • @dillipbehera-lv8sl
    @dillipbehera-lv8sl 11 днів тому +10

    ଓ ଟିଭି ଵାଲା ଭୁଲ ଖବର ପ୍ରସାରଣ କରୁଛି

  • @user-df6yu3bj2w
    @user-df6yu3bj2w 11 днів тому +26

    ଆଗ ଏକଥା କୁହ ବିଦୂତ 300ୟୁନିଟ ଧାନ 3100 ସୁଭଦ୍ରା 50000 ଭତା 3000ଦାଦନ ଯିବା ବନ୍ଦ କରାଯିବ କେବେ ଓ କୋଉ ଦିନ ଦେବ କୁହ ନଦେଲେ ଆର ଥରକୁ ପାଣ୍ଡୁ ମୁଖ୍ୟମନ୍ତ୍ରୀ ହବା ନିଶ୍ଚୟ

    • @purnaodisha5712
      @purnaodisha5712 11 днів тому

      ଜିଲ୍ଲାରେ BJD ମୋତେ ଦେଇ ପାରିଲାନି ଏଥିପାଇଁ ଦାଇ କିଏ

    • @purnaodisha5712
      @purnaodisha5712 11 днів тому

      ମାତ୍ର ସରକାରୀ ଘର୍ ଖଣ୍ଡେ

  • @allinonetv4977
    @allinonetv4977 11 днів тому +14

    Bjp pandyan କୁ jail ପଠେଇ ପାରିଲା କି?? ଖାଲି BJP ପବନ କରେ ଲୋକେ ବୁଝିଲେଣି

  • @Brosujit
    @Brosujit 11 днів тому +68

    ନବୀନ ବାବୁ ଙ୍କ ଦଳ, ଦଳ ପଛରେ ଲାଗି ଲାଗି ତ ହରେଇଲ,ସେ ତାଙ୍କ ଦଳ କାହା ହାତରେ ଦେବେ ଶଳା ତମ ଗାଣ୍ଡୀ କାହିଁକି ଫାଟୁଛି,🎉

    • @amitarup4740
      @amitarup4740 11 днів тому +1

      ସେ ଗୋଟିଏ ରାଜାନୀତିକ ଦଳ ତେଣୁ ସବୁ ଘଟଣା ଲୋକ ଲୋଚନକୁ ଆସିବା ସ୍ୱାଭାବିକି

    • @ashutoshbabu8207
      @ashutoshbabu8207 11 днів тому +1

      Love u bhai mast comment

    • @anilkumar-rw4di
      @anilkumar-rw4di 11 днів тому

      ​@@amitarup4740BJP ra Dara ebebi achi,

    • @mastiwithfriends4791
      @mastiwithfriends4791 11 днів тому

      ​@@amitarup4740with no prove only Propaganda

  • @sorotoka9717
    @sorotoka9717 11 днів тому +27

    ନବୀନ ପଟନାୟକ ଭଳି କେହି ହେବେ ନାହିଁ 🙏

  • @user-vy4pl9nc9r
    @user-vy4pl9nc9r 11 днів тому +7

    OTV ku dara Pandian ku
    Pandian is great parson development of odisa

  • @DEKU_BAKKA
    @DEKU_BAKKA 11 днів тому +5

    Padian sir great work odissa

  • @sambhunathsahoo3764
    @sambhunathsahoo3764 11 днів тому +79

    ଆଉ କାହିଁକି ବାଳକୁ ଗାଣ୍ଡୀ ମରୁଚ ସବୁ ଶଳା ରେଡ ହବ

  • @rudranarayansamantasinghar5391
    @rudranarayansamantasinghar5391 11 днів тому +7

    Pandion has done various development works in odisha which is memorable for next 100 years by odisha map.

  • @laxmanhembram5879
    @laxmanhembram5879 11 днів тому +10

    OTV ବିଜେପି ପାଇଁ କାମ କରେ ସମସ୍ତେ ଜାଣି ରଖିବା ଉଚିତ I ବିଜେପି କଣ କରିଛି କି ଦେଶ ପାଇଁ ନା ରାଜ୍ୟ ପାଇଁ କଣ କରିଛି କି କୁହ ତ ଏଇ media ଗୁଡା ପଇସା ଖାଇକି ବିଜେପି ସପୋର୍ଟ ରେ ଦୁନିଆ କଥା କୁହନ୍ତି ସବୁ ଅନ୍ଧଭକ୍ତ ଶଳା I

  • @srikantsiku4320
    @srikantsiku4320 11 днів тому +3

    କେତେ ଦିନ ପଣ୍ଡିଆନ କୁ ନେଇ news ଚଲେଇବ ଓଡ଼ିଶା ରେ ଗୁଡ଼ିଏ ସମସ୍ୟା ଅଛି ତାକୁ highlights କର।। ଯିଏ ଗଲାଣି ତାକୁ ଯିବାକୁ ଦିଅ ଏବେ ଯିଏ ସରକାର ଅଛି ତା କାର୍ଯ୍ୟ କୁ focous ଦିଅ

  • @Bhagi-s7s
    @Bhagi-s7s 11 днів тому +32

    ଅପରାଜିତା ତ ବିହାରୀ କାହିଁକି ସେ ଓଡ଼ିଶାରେ ଆସି ରାଜନୀତି କରୁଚି, ସେ କଥା ତ କହୁନାହାନ୍ତି you tv ଭାଇ ମାନେ, ଖାଲି ପାଣ୍ଡିଆନ କୁ ଦେଖିକି କମେଣ୍ଟ ମାରୁଛ

    • @PratimaBarik-u9p
      @PratimaBarik-u9p 11 днів тому +2

      Aprajita tambhali cor nohnae

    • @amitarup4740
      @amitarup4740 11 днів тому +1

      ଅପରାଜିତା ଓଡ଼ିଆ ବୋହୁ ତମକୁ ବୋଧେ ଓଡ଼ିଆ ସଂସ୍କୃତି ଜଣାନାହିଁ ଝିଅ ବାହାହେଲା ପରେ ଶାଶୂଘରର ପରିଚୟ ନେଇ ବଞ୍ଚେ ଶାଶୂଘର adress ତା address ହୋଇଯାଏ

    • @rajud3603
      @rajud3603 11 днів тому

      ​@@amitarup4740 ତମର ସ୍ତ୍ରୀ ଅଛିକି ନାହିଁ ମୁଁ ଜାଣିନି ଯଦି ଥାଏ ତାର କେବେ ଜାତିଆଣ certificate ବାହାର କରିବ ତାପରେ ଜାଣିବ କାହାର ପରିଚୟ ରେ ତାର ଜାତି ବାହାରୁଛି ତାପରେ ଆସି କମେଣ୍ଟ ଦେବ

    • @santoshkanungo3798
      @santoshkanungo3798 11 днів тому +1

      Seithi pain thakuranka paduka ku paiba paribarte dhali dauchanti ea kouthi ka odia asmita ?

    • @mastiwithfriends4791
      @mastiwithfriends4791 11 днів тому

      ​@@amitarup4740Pandian ra sabu kharap boli kn pranam rajniti sabu curropt thanti aita tanka system au ebe ta tanku santire rahibaku dia nahele ai hatered Odia au Tamil nka bhitare gote emiti ghruna anidaba ki dui jati paraspara ku au bhala paibe nahi

  • @kishorkumar3809
    @kishorkumar3809 11 днів тому +34

    କ'ଣ ଫାଟିଲା ତମର ? ତମେ ବିଜେପି ବିଜେପି ହୁଅ ନା !

  • @kirttanmahanta9806
    @kirttanmahanta9806 11 днів тому +11

    Right decision of ex. C. M. Today.

  • @dillippanda2603
    @dillippanda2603 11 днів тому +22

    ମାଗିହା ତମ ଓଟିଭି ଝା କରିବ ସବୁ ଠିକ ବିଜେପି କୁ କେବେ ପ୍ରଶ୍ନ ପଚାରିବାକୁ ଗାଣ୍ଡିରେ ଦମ ନାହିଁ ବିଜେପି ଓଡ଼ିଆ ଅସ୍ମିତା କହି ଲୋକଙ୍କୁ ଠକିଛି ଓଡ଼ିଆ ର କେହି ସଚିବ ମିଳିଳେନି ବାହାରୁ ମନଜ ଆହୁଜା କୁ ଡାକିଲା ସେତେ ବେଳେ ଓଟିଭି ପ୍ରଶ୍ନ ପଚାରୁନି କିନ୍ତୁ ପାଣ୍ଡିଆନ ଝା କରୁଛି ତମ ଗାଣ୍ଡି ଫାଟୁଛି 😂😂😂

  • @user-kb6wr3bk5j
    @user-kb6wr3bk5j 11 днів тому +3

    Right disisan

  • @ashokkumarpal596
    @ashokkumarpal596 11 днів тому +4

    ଆଉ କି ନୁଆଁ ରୂପରେ ବିଜେଡି ନେବ.ପାଣ୍ଡିଆନ କୁ ଛାଡି ବିଜେଡି ର ଆଉ ଅସ୍ତିତ୍ବ ଥିଲାପରି ଲାଗୁନି .ଆମେ ଭାବୁଥିଲୁ ପରାଜୟରୁ ବିଜେଡି କିଛି ଶିକ୍ଷ୍ୟା ନେବେ ଓ ଆଗକୁ ବଢିବା ପାଇଁ ଲାଗିବେ ମାତ୍ର ଲାଗୁଚି ଆଗକୁ ବଢିବ କଣ ଛିଡ଼ିବା ଆରମ୍ଭ ହେଲା .

  • @dolagobindaswain3091
    @dolagobindaswain3091 11 днів тому +21

    Loka bhuligalini j bjd gute parti thila

  • @SanjayaNayak-dn6mu
    @SanjayaNayak-dn6mu 11 днів тому +7

    Pandian should comeback.....

  • @chinmayadhal7082
    @chinmayadhal7082 11 днів тому +119

    ପାଣ୍ଡୁ ବିଜେଡି କୁ ଧ୍ବଂସ କରିକି ବି ସନ୍ଯାସୀ ନେଲା ନାହିଁ ଆଲାଜୁଗ

    • @prashantswain3842
      @prashantswain3842 11 днів тому +3

      Kichi nahi emiti kahili g maricha puni micha kahiki g marucha

    • @BabaJCBBaba-e8w
      @BabaJCBBaba-e8w 11 днів тому +8

      ମତେ ଲାଗୁଚି, ଭିତରେ ଭିତରେ ବଡ ଖେଳ ଚାଲିଛି,,, ସିଏ ଆମ ନବୀନ ସାର୍ ଙ୍କୁ ତଳିତଳାନ୍ତ କରିଦେବ,,,

    • @TukuNaik-hj6cf
      @TukuNaik-hj6cf 11 днів тому +4

      Kichi kharap karini Naveen & pandian janiki harichanti kaina na bada bada chora dharapadibe bjd ra okay 👍👍👍👍

  • @bikashranjanbarik9260
    @bikashranjanbarik9260 11 днів тому +7

    Pagali hogayi hai otv ke owner modi ki chah me

  • @niluswain1402
    @niluswain1402 11 днів тому +4

    I love pandian sir

  • @sarojjena6706
    @sarojjena6706 11 днів тому +31

    Tuma otv kamo nahi ki kate Paisa bjp pakharu naicha

    • @santoshkumarsahoo8671
      @santoshkumarsahoo8671 11 днів тому +4

      Kain tame Nandighosa tv dekha,otv Jadi BJP channel,tahele BJD channel dekha

    • @ODISHA_KUHE
      @ODISHA_KUHE 11 днів тому

      Nandighosa jetebele bjd ra gandi ଶୋଇଥିଲା କୋଉଠି ଶୋଇଥିଲ କିହୋ 😂😂😂

    • @kumarsankar203
      @kumarsankar203 11 днів тому

      Mg otv ra kama nahi tu gote kama kaare 10 lakhya tanka otv ku dana kaare.. mg pocket re nahi charana katha barana.. pandian ete gandi marila tate ahuri katuni..

    • @puremalkangiria1120
      @puremalkangiria1120 11 днів тому

      ​@@santoshkumarsahoo8671ସେଠି jumla କଥା କୁହନ୍ତିନି,,OTV, କେତେ ଦୂର ଯଥାର୍ଥ ସବୁ ଜାଣନ୍ତି

    • @sushobhaniyapradhan3668
      @sushobhaniyapradhan3668 11 днів тому

      O TV vs BJD

  • @bijaylaxminayak
    @bijaylaxminayak 11 днів тому +7

    Pandian ku bjp daruchi bahut jaha jana paduchi

  • @somanathbadaraita1275
    @somanathbadaraita1275 11 днів тому +2

    Good story written by OTV

  • @azubizu2534
    @azubizu2534 11 днів тому +4

    ଆଉ ଓଡିଶା କୁ ଠିକା ଦେବେନି ସ୍ୱାଭିମାନୀ ଓଡ଼ିଆ ଜନତା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @santoshkumarmishra2620
    @santoshkumarmishra2620 11 днів тому +25

    ରହିବା ଦରକାର. Only Pandian is useful to BJD

  • @user-uu6fc5kw5r
    @user-uu6fc5kw5r 11 днів тому +3

    Jay nabin jay panidian babu

  • @soumyaranjanparida2569
    @soumyaranjanparida2569 11 днів тому +4

    Relax guys ଓଟିଭି କୁ bjp control କରୁଛି 😂😂। ପାଣ୍ଡୁ ବାବୁ ଆଉ କେବେ ବି ଫେରିବେନି ନବୀନ ବାବୁ ଚେତିଗଲେଣି

  • @lifeofodia195
    @lifeofodia195 11 днів тому +22

    କଂଗ୍ରେସ 😂ଖୋଳ କରିବ BJP କୁ ଗେଇବ ରାହୁଲ ଗାନ୍ଧୀ ପୁରେଇବ BJP ବିଆରେ 😂😂😂😂😂🤣🤣🤣🤣🤣🤣

  • @RasmitaMohanty-dw3sy
    @RasmitaMohanty-dw3sy 11 днів тому +7

    Panden bst

  • @Biswajitray-tj8yp
    @Biswajitray-tj8yp 11 днів тому +8

    BJP government only 6 month

  • @gopalmistry7428
    @gopalmistry7428 11 днів тому +1

    He is EX CEO of Aditya Birla group, having vast experience & he is from odisha .So, he is the right person...

  • @ratnakarmohanty8797
    @ratnakarmohanty8797 11 днів тому +3

    Shame on OTV .Becoming odisha's GODI media. instead of questioning to government they are questioning opposition.

  • @sambhunathsahoo3764
    @sambhunathsahoo3764 11 днів тому +88

    ଏଇ ଥର ଏମ୍ପୀ 0 ଥିଲା ଆରଥର ଏମଲେ 0 ହବ

    • @mastermahaveer5796
      @mastermahaveer5796 11 днів тому +2

      Ta pare odisha debt re budijiba..

    • @kalpatarugauntia2942
      @kalpatarugauntia2942 11 днів тому +13

      ଏଇ 5 year next BJD sarkar

    • @readytohelp30
      @readytohelp30 11 днів тому

      odisha ru corrupt bjd sabu dina lopa paijiba uchhit

    • @shreedhar7963
      @shreedhar7963 11 днів тому +6

      300 unit kebe milib jumla party 😂

    • @kalpatarugauntia2942
      @kalpatarugauntia2942 11 днів тому

      @@shreedhar7963 ଏମାନେ ତାଙ୍କ ମାଇପ ମାନଙ୍କୁ ଦେବେ

  • @BTSJK906
    @BTSJK906 11 днів тому +2

    VK sir very good person jani jani tanku hata jaichhi se gariba lok Katha bujhuthile sahi parileni aunty party samsta nka mana re biswa bhari dele VK sir come back

  • @tapibhaifanbase3914
    @tapibhaifanbase3914 11 днів тому +2

    ତମକୁ ସବୁ ଜଣା ପଡି ଯାଉଛି

  • @kalpalatabehera3234
    @kalpalatabehera3234 11 днів тому +2

    OTV will at last die by taking only pandian name. Till now u can't forget him🤨

  • @dinabandhurout986
    @dinabandhurout986 11 днів тому +3

    Mg ବିଜେପି ଗୁଜୁରାଟ ରୁ କଣ ପାଇଁ ଆଣିଲା କହ

  • @ganeswarpanda2367
    @ganeswarpanda2367 11 днів тому +3

    OTV reporters are dakayat. Tell about maha neet ghotala.

  • @anilsenapati7317
    @anilsenapati7317 11 днів тому +2

    ପାଣ୍ଡିଆନ ବୁନ୍ଧି ଆଗରେ ତମ ବୁଦ୍ଧି ଫିକା ପଡି ଜାଉଛିକି ତୁମେ କାଇଁ ଚମକି ପଡ଼ୁଛ ଭାବୁଛ ବିରୋଧୀ ରହିବେନି ତମେ ମନ ଇଛା ଶାସନ କରିବ

  • @santoshjena5811
    @santoshjena5811 11 днів тому +1

    Otv ର ଆଉକିଛି କାମ ନାହିଁ
    ଓଡ଼ିଆ ଅସ୍ମିତା କହି ଲୋକଙ୍କୁ ଭୂଆ ବୁଲେଇଲ

  • @jotiprakashpattnayak
    @jotiprakashpattnayak 11 днів тому

    ଜୟ ବିଜେପି ଶରକାର

  • @ODISHABHAI-eq8jq
    @ODISHABHAI-eq8jq 11 днів тому +2

    ଓଟିଭି Mg TV

  • @lifeofodia195
    @lifeofodia195 11 днів тому +3

    🙋🙋🙋🙋🙋🙋🙋🙋🙋🙋🙋🙋🙋BJD win 2029🙋Next Time wait BJP party

  • @sunilsahu00
    @sunilsahu00 11 днів тому +8

    ଜୟ ବିଜେଡି

  • @tapudas2316
    @tapudas2316 11 днів тому +1

    ଭାଇ ମୁ ବୁଝିପରୁନି ଯିଏ ହଉ ଯାଏ ଦଳ ଚଳଉ କାମ ଠିକ୍ ଯିଏ କରିବ ତାକୁ ଭୋଟ ଦିଅ ଏତେ କଣ ଦେଖୁଚ । କିଏ କେ ଧର୍ମ ର କାହାର ମା ଅଛି କିଏ କଣ କରୁଥିଲା pertional life କୁ ଦେଖିକି କଣ ହବ । ଦେଖିବ ତ କାମ ଦେଖ । କିଏ କେତେ କମ୍ scam କରିଛି ଦେଖ ।

  • @sanjayakumarjena2416
    @sanjayakumarjena2416 11 днів тому +2

    କିଛି news ପାଇଲନି ଖାଲି ପାଣ୍ଡିଆନ news

  • @santoshpadhykumar9418
    @santoshpadhykumar9418 10 днів тому

    ମିଥ୍ୟା ଅପପ୍ରଚାର ସାମ୍ବାଦିକତା କରି ବିଜେଡି ସରକାର ବିଦାୟ କଲ ଜନସାଧାରଣ ବୁଝିସାରିଲେଣି ଆଗାମୀ ଦିନରେ ଜବାବ ଦେବେ

  • @crazyabcd373
    @crazyabcd373 11 днів тому +3

    OTV Au Argus...tumar kichhi vl kama dekha jauni vl news dekhao re.... already BJD kouthi haguchi mutuchi ...dekhaucha....vl news dekhao....

  • @basantakumarpanda9022
    @basantakumarpanda9022 11 днів тому

    ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିଜେପି ଯିତିଛି। ଏବେ ପଛଘୁଞ୍ଚା ଦେଲ।ଭଳି ଲାଗିଲାଣି। ସେହି ବିଷୟ ଆଲୋଚନା କର।

  • @biswaranjanpattanayak2072
    @biswaranjanpattanayak2072 11 днів тому

    Jebe jae pandian babu achhanti, sebe jae Odisha basi nka manare biswas ani paribeni naveen sir🙏

  • @ODISHABHAI-eq8jq
    @ODISHABHAI-eq8jq 11 днів тому +3

    ଓଡ଼ିଶା ସରକାର ବିଜେପି, ର ରୋମୋଟ, ମୋଦି ହାତରେ, ଲଜ୍ଜ୍ୟା ଲାଗୁନି

  • @pramoddash7396
    @pramoddash7396 11 днів тому +3

    Otv and argus are both BJP news agency

  • @Satya1990_
    @Satya1990_ 11 днів тому +4

    I think Naveen Patnaik is very very talented and deplomatic politician he never faith local regional bjd polticians bcz he thought everyone in the party pull my chair anytime any how so he never believe or faith odisha poltical leaders of bjd so he always depends on burecrats bcz he knows voters not accepting them as a poltical figure no Threat to him or bud party and his leadership.he has more fear after midnight operation by pyari Mohapatra

  • @birupakhyapathy
    @birupakhyapathy 11 днів тому +2

    BJP's vote share only 40percent and bjds 41 Just by luck BJP won in odisha

  • @badaldkl7921
    @badaldkl7921 10 днів тому

    ହାରିଛି ଭଲ ହେଇଛି।ଯେତେ ମାଠିଲେ ମାଠେ ସେଇ ଦରବଡା ବାଟେ

  • @madanmohanbaral7276
    @madanmohanbaral7276 10 днів тому +1

    Otv bala Naveen ର ସଚିବ ଭାବେ କାର୍ଯ୍ୟ କରନ୍ତୁ ଏତେ କଥା ଯଦି ଜଣା ଅଛି

  • @urgumrecordsentertainment
    @urgumrecordsentertainment 11 днів тому +1

    OTV କୁ ସବୁ ଜଣା

  • @user-gf6vw5gm6m
    @user-gf6vw5gm6m 11 днів тому +3

    OTV bjp pai feke news banuchi sbu janichi OTV bjp ra public city karichi tanka pai

  • @user-ke6dk6bv7l
    @user-ke6dk6bv7l 10 днів тому +1

    ନବୀନ ଆମର cm ହେବା ଦରକାର bjp ଭିଡକୁ ନୁହଁ

  • @saraswatimarndi572
    @saraswatimarndi572 11 днів тому +3

    Pandian thik koruthila,tume bjp Bala electric bill kebe free koribo,and rojgar kebe Debo ,dardambrudhi,gas cylinder brudhi,jubok mananku nijucti kebe Debo seta kuho,pandian kon kola no kola seta kuho nahi tumo kotha kuho.

  • @saritamaharana4151
    @saritamaharana4151 11 днів тому

    ବି.ଜେ.ଡି ମହା ଚୋର ଦୋଳ ।ନବୀନ ଗୋଟିଏ କାଠ କଣ୍ଢେଇ । ନବୀନ ଗୋଟିଏ 5ବରଷ ପିଲା ସହ ସମାନ । ଓଡ଼ିଶା ଲୋକ ଆଖି ଖୋଲ ।25ବର୍ଷ ହେଲା ଅନ୍ଧ ହୋଇ ବସିଥିଲ

  • @sunilrout3290
    @sunilrout3290 11 днів тому

    ଭଗବାନ ହିଁ ଭରଷା

  • @SUBHANKARSAMAL317
    @SUBHANKARSAMAL317 11 днів тому +3

    Bala OTV

  • @ronalipradhan2390
    @ronalipradhan2390 11 днів тому +3

    Many people have stopped watching OTV actually..BJP Pet

  • @bikashranjanbarik9260
    @bikashranjanbarik9260 11 днів тому +2

    Imfa ra 2000cr lone chada bisaya re kichi kuhantu

  • @mylifestyle2239
    @mylifestyle2239 10 днів тому

    ଯେଉ BJP ସରକାର ଏବେ ଅଣ ଓଡ଼ିଆ କୁ ଆଣି ବସେଇ ଦେଇଛି ଗୁଜୁରାଟ ରୁ ଓଡ଼ିଆ ପଦେ କହି ପାରୁନାହିଁ otv news ଆଖିରେ କଣ କଣ୍ଟା ପଶିଛି କି BJP କୁ ବିକ୍ରି
    ହୋଇ ଥିବା otv news ପାଣ୍ଡିଆ ଛଡା ଆଉ କାହାକୁ ମିଳିଲା ନି !

  • @jitendrapanda5262
    @jitendrapanda5262 11 днів тому

    ଓଡିଶା କୁ ସର୍ବନାଶ କରିଥିଲା ଅତୀତରେ, ବର୍ତ୍ତମାନ ବିଜେଡି ଦଳକୁ ତଳିତଳାନ୍ତ କରିଦେବ ପାଣ୍ଡୁ, ବିଜେଡି ଵାଲା ସଜାଗ ହୁଅନ୍ତୁ.

  • @listenme4261
    @listenme4261 11 днів тому

    ହେ ହେ ବିଜେଡ଼ି .....
    ହୋ ନବୀନ ବାବୁ ଆମେ ତମ ଫାଂନ।
    କରିବୁ ତୁମକୁ BAନ !

  • @sbcreation371
    @sbcreation371 11 днів тому

    ପ୍ରତାପ ଜେନା ଗୋଟେ 13ନମ୍ୱର୍ ଆସାମୀ ,ପୁଣି ଲୋକେ ବିଜେଡି କୁ ଉଚିତ୍ ଜବାବ ଦେବେ ।

  • @user-sm3lw4iz9q
    @user-sm3lw4iz9q 11 днів тому

    Right 👍

  • @santoshkubehera6778
    @santoshkubehera6778 11 днів тому +4

    Khuni Pratap jena kebe arrest hebe

  • @manojkumardas1991
    @manojkumardas1991 11 днів тому

    He can't leave Pandian. People should now be careful!

  • @bikashkumarbarik1297
    @bikashkumarbarik1297 11 днів тому +1

    Bala haba

  • @PratapchandraParida-li5er
    @PratapchandraParida-li5er 11 днів тому

    _ ପଣ୍ଡିଆ ବିଜେଡି ୦

  • @maheswarbarik9313
    @maheswarbarik9313 11 днів тому +1

    Jai pandian sir

  • @shubhendudey5799
    @shubhendudey5799 11 днів тому +1

    Great vk❤

  • @tkpadhiary6427
    @tkpadhiary6427 11 днів тому +2

    Next odissa cm pandian

  • @user-ib9ch8kw8t
    @user-ib9ch8kw8t 11 днів тому +3

    ଅଲାଯୁକଙ୍କ ସମାବେଶ ନୁହେଁକି? 😂😂😂😂

  • @user-ud1lp4oh5t
    @user-ud1lp4oh5t 10 днів тому

    BJP ସରକାର କରୁଛି କଣ କଣ ପାଇଁ ପଣ୍ଡିୟନ୍ କୁ ଜେଲ ରେ ପୁରାଉନାହିଁ

  • @Dileswar-vk1wo
    @Dileswar-vk1wo 11 днів тому

    Pandu Rahile BJD Odisha Ru Mulpuch Heba JAY Shree Ram Jay jagannath

  • @dsd4230
    @dsd4230 11 днів тому

    ସଂତୃପ୍ତ ହେଲେ ପାଣ୍ଡିଆନର ଚମଚା. ସଂତୃପ୍ତ କୋଟି କୋଟି ଟଙ୍କା ବିର୍ଲା କମ୍ପାନୀରୁ ଆଣି ପାଣ୍ଡୁକୁ ଦେଇଛନ୍ତି. ସେଥିପାଇଁ ତାଙ୍କୁ ଦଳ ଅଧିକ ଗୁରୁତ୍ୱ ଦେଉଛି. ପାଣ୍ଡୁର ଚେର ଯେ ପର୍ଯ୍ୟନ୍ତ ଥିବ ବିଜେଡି ନିର୍ବାଚନରେ ମାଟି କାମୁଡ଼ିବ.

  • @Ajaya_Kumar.mallick
    @Ajaya_Kumar.mallick 11 днів тому

    ଓଡ଼ିଶାର ସବୁଠାରୁ ଝାବଡ news otv news

  • @Ajaya_Kumar.mallick
    @Ajaya_Kumar.mallick 11 днів тому

    ଏ OTV ଆଉ BJP ନେତା ମାନଙ୍କର ଭଡ଼ା ନାହିଁ ତୁମେ ପରା ଜିତିଲ କାମ କରୁନ କ୍ଷମତାରେ ଥାଏକି ବିରୋଧୀ ପରିକ ହଉଛ ଟିକେ ଲାଜ ଲାଗୁନି 😂

  • @KarunakarDhani-eo2sl
    @KarunakarDhani-eo2sl 7 днів тому

    ବିଜେଡି ର ନୂଆ ରୂପ ହେବ ଗାଁ ଗାଁ ରେ ମଦଭାଟି। ବଡବଡିଆ ଖାଇବେ ଖଣିଖାଦାନ। ମାସରେ ଦୁଇଟା ହାଉଆ କିଣିବେ।

  • @deepakpatra8151
    @deepakpatra8151 11 днів тому +33

    BJDକୁ ଆଉ Vote ଦେବେନି Odissa ର ଲୋକମାନେ କାରଣ ପୁଣି ତାମିଲ ପାଦ ଚଟା ହାତ ରେ Remote, ଆମେ ଭାରି ଦୁଖିତ Sorry Nabin babu

    • @DebendraBehera-km1rb
      @DebendraBehera-km1rb 11 днів тому +14

      ଏବେ ଗୁଜରାଟୀ ର ଚାଟ

    • @deepakpatra8151
      @deepakpatra8151 11 днів тому +2

      @@DebendraBehera-km1rb ଆମକୁ ଦରକାର ନାହିଁ ତମଭଳିଆ ମାନସିକ ରୋଗର କଥାବାର୍ତ୍ତା

    • @SuryaKanta66
      @SuryaKanta66 11 днів тому

      Remote control odisha CM😂​@@deepakpatra8151

    • @supravanayak5673
      @supravanayak5673 11 днів тому

      Thik. Abe aau nahin BJD

    • @puremalkangiria1120
      @puremalkangiria1120 11 днів тому

      ଆମକୁ ବି ଦରକାର ନାହିଁ ଗୋବର ଖିଆ ଅନ୍ଧଭକ୍ତ ​ଙ୍କକଥା, ଭାରତୀୟ ଯାତରା ପାର୍ଟି ଆଉOTV ବଢ଼ିଆ@@deepakpatra8151

  • @babinanaik2122
    @babinanaik2122 10 днів тому

    Pandian and Amit Shaha of BJP PLAYING TRICK. THEY ARE TOGETHER.

  • @abanipradhan
    @abanipradhan 11 днів тому

    BJD ର ମୂଳ ଉପୁଡ଼ି ଯାଇଛି,,, ଏବେ ଏଇ କାର୍ଯ୍ୟ ପାଇଁ ତୁମ ଡାଳ ବି ଭାଙ୍ଗି ଜୀବ,,,, ଆଉ କଣ ତୁମକୁ ଭରଷା କରିବୁ,,,,😂😂😂😂😂😂😂

  • @PiyushKumar-mq2mx
    @PiyushKumar-mq2mx 11 днів тому

    ଜେତେ, ସଜାଡି ଲେଭି,ବିଜେଡି,ଆସିବ, ନାହିଁ