BJP Promises in Odisha 2024; When Will Be Fulfilled? | Watch Political Analyst Kedar Mishra Reaction

Поділитися
Вставка
  • Опубліковано 4 вер 2024
  • Watch Political Analyst Kedar Mishra Reaction On Odisha BJP Manifesto.
    #politicalanalyst #kedarmishra #bjpmanifesto2024 #odishabjp #mohancharanmajhi #freeelectricity #pensionhike #bjpodisha #mohanmajhi #odishapolitics #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodish...
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 135

  • @abinashnayak8840
    @abinashnayak8840 Місяць тому +25

    ଆମ middle class ଲୋକଙ୍କ ପାଇଁ ଏ ସରକାରଙ୍କ କିଛି ବି ଜୋଜନା ନାହଁ

  • @Bhavana983
    @Bhavana983 Місяць тому +4

    BJP କେବେ ଜନତାର ମୁଦ୍ଦା ଉଠାଇବ ନାହିଁ। ଖାଲି ସତ୍ତା ଆଉ ପଇସା ଦରକାର୍ BJP କୁ

  • @user-rh5zt3tz9u
    @user-rh5zt3tz9u Місяць тому +11

    ଜେବେ ତାଙ୍କ ମୁଣ୍ଡ ତାଙ୍କ ମାଲିକ ମୋଦୀ ବାବୁ କହିବେ ଏମାନଙ୍କର କାଢ ପଣ କାହିଁ ଏମାନେ କାଠ କଣ୍ଢେଇ 😂😂😂

  • @pitambarmandesh5661
    @pitambarmandesh5661 Місяць тому +10

    ମୋହନ ମାଝି totaly unfit CM ହେବା ପାଇଁ ଖାଲି rss ର propoganda କୁ ଆଗକୁ ନେଇ ଛି ବଳି ଇଆକୁ cm କରି ଦେଲେ

  • @ajaykumarnaik8542
    @ajaykumarnaik8542 Місяць тому +5

    ଅଳ୍ପ ବିଦ୍ୟା ଭୟଙ୍କର ଶଳା ସାନ୍ତାଳ ମୋଦି ସବୁ ଲୁଟିବାକୁ ମନ୍ତ୍ରୀ କରିଛି

  • @ajitmajhi6795
    @ajitmajhi6795 Місяць тому

    Ryt

  • @user-sp1wl9yc7q
    @user-sp1wl9yc7q Місяць тому +6

    କଥାରେ କହିବା ତାକୁ କାମରେ ଲଗେଇବା ଫରକ୍ ଆକାଶ ପାତାଳ କହିଦେବାରେ କଣ ଟେକ୍ସ ପଡୁଛି ତାହାକୁ କାମରେ ଲଗାଇଲେ ଗାଣ୍ଡୀ ଫଟିବ ଭୋଟ ପାଇବା ପାଇଁ ଟଙ୍କାଟେ ଥିବ ପାଞ୍ଚ ଟଙ୍କାରେ କଥା କହିବେ ଭୋଟ ପାଇ ସରିଲା ପରେ ଦେଶର ସମ୍ବଳ ନାହିଁ ଜଉ ବ୍ୟବସ୍ଥା ଟା କଲେ ସମାଜରେ କଲ୍ୟାଣ ହେବ ସେହି ବ୍ୟବସ୍ଥା କର ଖାଲି ମିଛରେ ଏସା କରିବୁ ତେସା କରିବୁ ଲୋକମାନଙ୍କୁ ଲାଳଚି ଦେଖାଇବା ରେ କଣ ଲାଭ ଜଉ ବ୍ୟବସ୍ଥା ଟା କଲେ ଯାଉଥିରେ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯଥା ଭତା ବଢ଼ାଇବା ଏବଂ ଚାଷୀ ମାନଙ୍କର ଧାନ ରେଟ ବଢ଼ାଇବା ଏମାନଙ୍କ ସୁବିଧା ଆଗେ କରାନ୍ତୁ ସରକାର ଆଉ ଜଉ ବ୍ୟବସ୍ଥା ରହିଛି ପଛରେ ଦେଶର ଅର୍ଥନୀତିକୁ ଦେଖି କଲେ ଭଲ ହୁଅନ୍ତା

  • @tarunsahoo8135
    @tarunsahoo8135 Місяць тому

    Right.sir

  • @supritiray2406
    @supritiray2406 Місяць тому

    Right sir

  • @fatefaith5147
    @fatefaith5147 Місяць тому

    ସାମାନ୍ୟ ଘଟଣା ଯାହା ହେଉଚି ପ୍ରଭୁଙ୍କ ଇଚ୍ଛାରେ ଆଉ ତାଙ୍କ ଲୀଳା

  • @ashokkumarmoharana7946
    @ashokkumarmoharana7946 Місяць тому

    Very good Analysis

  • @jitendramishra9363
    @jitendramishra9363 Місяць тому

    100% Right

  • @user-ml3dl8tt6l
    @user-ml3dl8tt6l Місяць тому

    100% right

  • @thimannayak6295
    @thimannayak6295 Місяць тому +1

    ମୋହନ ମାଝୀ ଖାଲି ଡସ୍ ପ୍ଲେ ରିମଟ ହେଲେ ମୋଦୀ ତେଣୁ ମାଝୀ ଭଲ ବିଷୟ ଆଶା କରିବା ଭୁଲ୍

  • @prafullachandrasahoo9688
    @prafullachandrasahoo9688 Місяць тому +6

    କେଦାର ବାବୁ, ଏତେ ସାମ୍ବାଦିକ ଅଛନ୍ତି କେହି ଆପଣଙ୍କ ଭଳି ଗୋଟିଏ ପାର୍ଟି କୁ ସପୋର୍ଟ କରି ପ୍ରଶ୍ନ କରୁଛନ୍ତି. ଆପଣ ସେ ପାର୍ଟି ର ପ୍ରଵକ୍ତା ହେଇଯାନ୍ତୁ. ଭଲ ହେବ.

    • @biswaranjanbiswal5769
      @biswaranjanbiswal5769 Місяць тому +1

      😂are bhai bjp ra gunagan karibaku au cm ra kirtan karibaku otv.. argus.. Kalinga bhali gote pura proper mechanism achhi.kichhi loka ta darkar ruling party ku question karibaku.samste au kaana talipada chatibe ki 😂

    • @Brosujit
      @Brosujit Місяць тому +3

      ତୁ ଗୋଟେ bjp ଘଣ୍ଟି ଟେ ବେକରେ ଗଲେଇଦେ,bjp ନାମ କୁ ଜପ କର argus news ରୁମ୍ ରେ ଶୋଇଯା,🎉

    • @mrsahuhk1972
      @mrsahuhk1972 Місяць тому +1

      ସାମ୍ବାଦିକତା ସରକାରକୁ ସମାଲୋଚନା କରିବା । ଗୋଡ଼ି ପତ୍ରକାରିତା ଭଳି ସରକାରକୁ ଟେକିବା ନୁହଁ । କୁଆଡୁ କୁଆଡୁ ଆଇଲେ ସବୁ ।

    • @jullysamal6626
      @jullysamal6626 Місяць тому +1

      ସଭିଏ bjd ବିରୁଦ୍ଧରେ କହୁଛନ୍ତି,ଏ ଠିକ୍ କହୁଛନ୍ତି
      ତୁ କିଏ କିରେ ଅନ୍ଧଭକ୍ତ

  • @abinashnayak8840
    @abinashnayak8840 Місяць тому +16

    ଠିକ୍ କହିଛ ଭାଇ
    ଆଗରୁ ଆମେ ତୁମକୁ ବିରୋଧ କରୁଥିଲୁ
    ଏବେ ଆମେ ଅନୁତାପ କରୁଛୁ
    କିଏ ଜାଣିଥିଲା ଏ ମାଝି ମୁଖ୍ୟମନ୍ତ୍ରୀ ହବ ବୋଲି
    ଆମେ ଜାଣିଥିଲୁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହବ ବୋଲି
    ଏ ସରକାର ଆମର ପସନ୍ଦ ହୋଉନି

    • @biswaranjanbiswal5769
      @biswaranjanbiswal5769 Місяць тому +3

      Sie hei thile ta biki sarantani odisha ku.neet au net paper leak katha dekhuna ki bhai

  • @SidharthPrasadDas
    @SidharthPrasadDas Місяць тому +3

    ପ୍ରତି ସୃତି ପୁରା କରିବେ କଣ ଏ ପା ଘରେ କୋଉ କାଠ ର ଖଟ ପଡିଛି କା ଜାଗା କେତେ ବାଟ ଅମିନ ହୋଇ ମାପ ଚାଲିଛି କୋଉ ଅଫିସର ନବୀନ ଦେହରେ ଘଷି ହେଉଥିଲେ ତାକୁ ସାବୁନ ରେ ସଫା କରୁଛନ୍ତି, ବିଜେଡି ର ଭବିଷ୍ୟତ କଣ, ବସ ପରେ ଆଉ କୋଉ ସବୁ ରଙ୍ଗ ବଦଳିବ ଆକୁ ତ ବୁଝୁ ବୁଝୁ 5 ବର୍ଷ ଯିବ ଲାଗୁନି ପ୍ରତି ଟା ସୃତି ରେ ରହିଯିବ, ସାଡେ ଇଣ୍ଡିଆ ମେଣ୍ଟ ଘାଣ୍ଟିଲାଣି କଣ ହେବ କିଛି କହି ହେଉନି, ଦେଖ ଓଡିଶା କୁ ପ୍ରଭୁ ଭରସା

  • @user-sp1wl9yc7q
    @user-sp1wl9yc7q Місяць тому +3

    ଜଉ ବ୍ୟବସ୍ଥା ଟା କଲେ ସମାଜରେ କଲ୍ୟାଣ ହେବ ସେହି ବ୍ୟବସ୍ଥା ଆଗେ କାର୍ଯକାରୀ କରାନ୍ତୁ ଜଉଟା ନିହାତି ଜରୁରୀ ଯଥା ଭତା ବଢ଼ାଇବା ବ୍ୟବସ୍ଥା ଯେଉଁମାନେ ଅଧିକ କଷ୍ଠରେ ଅଛନ୍ତି ଯେଉଁମାନେ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଯଥା ଅକର୍ମଣ୍ୟ ଯେଉଁମାନଙ୍କର ହାତ ଗୋଡ଼ ନାହିଁ ବିକଳାଙ୍ଗ ବୃଦ୍ଧା ବୃଦ୍ଧି ଏବଂ ବିଧବା ଏମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର ଉପରେ ନିର୍ଭର କରୁଛନ୍ତି ଏମାନଙ୍କର ରୋଜଗାର ନାହିଁ ଏମାନେ ଏହି ଭତା ଉପରେ ନିର୍ଭରଶିଳ ଏଥିରେ ସମସ୍ତ ଘରେ ଘରେ ଥିବା ବୃଦ୍ଧ ବାପା ମା ମାନେ ଉପକୃତ ହୋଇପାରିବେ ସରକାର ପ୍ରଥମେ ଭତା ଉପରେ ନିର୍ଭର କରୁଥିବା ବିକଳାଙ୍ଗ ଅକର୍ମଣ୍ୟ ହାତ ଗୋଡ଼ ଯାହାର ନାହିଁ ଏମାନଙ୍କର ଭତା ବଢିବା ବ୍ୟବସ୍ଥା କରାନ୍ତୁ ସରକାର 😢😢😢😢😢😢😢😢😢😢😢😢😢😢😢😢

    • @uttambaba6800
      @uttambaba6800 Місяць тому

      Na na rango mariba ta ago nihati darkar 😅😢😂 ta pore jeoon kotha 😅😢😂

  • @SusantaNayak-ps2sx
    @SusantaNayak-ps2sx Місяць тому +19

    ଵେଯେପି ର ସବୁ କଥାମିଛ

  • @bishnucharansukla9000
    @bishnucharansukla9000 Місяць тому +3

    କ୍ୟାବିନେଟରେ ଅପ୍ରୁଭ ହେଇଥିଲାଳି

  • @Lat4688
    @Lat4688 Місяць тому +2

    ପୁରୁଣା ଯୋଜନାକୁ ବନ୍ଦ କଲେ ସମସ୍ତେ ପାଟି କରୁଛନ୍ତି । ତେଣୁ ସେଗୁଡିକ ଚଲାଉଛନ୍ତି ବୋଧେ । ନୁଆଁ ଯୋଜନା ପାଇଁ ଅଧିକ ପଇସା ଦରକାର ଓ ପ୍ଲାନିଙ୍ଗ ଦରକାର ।

  • @sureshdungdung8093
    @sureshdungdung8093 Місяць тому

    ମାସେ ଦୁଇ ମାସ ହେଇନି ତାଙ୍କୁ ସବୁ ଯୋଜନା ଫ୍ରିରେ ଦରକାର ଏମିତିକା ଓଡିଶା ବାସୀଙ୍କର ସ୍ୱାର୍ଥ ପର 🤗🤗🤗

  • @sushiapadhan2479
    @sushiapadhan2479 Місяць тому

    ମାସକୁ ଯଦି 3000 ଟଙ୍କା ଦୁଇ ମାସ ଗଲାଣି 6000 ହଜାର ଟଙ୍କା ଖାଇ ଦେଲାଣି ଚୋର ସରକାର

  • @Ambassador_Christ
    @Ambassador_Christ Місяць тому +1

    Now time for OMFED packet colour changing. 😂😂😂

  • @lokanathjena1868
    @lokanathjena1868 Місяць тому

    ଆଜି ବାହାଘର କାଲିକି ଛୁଆ ଖୋଜିଲେ ହବ ନାହିଁ ସାର୍ ।ପ୍ରତ୍ୟେକ ଜିନିଷ ପାଇଁ ସମୟ ଓ ଧୈର୍ଯ୍ୟ ଦରକାର ।ବିଗତ ସରକାର ଚବିଶ ବର୍ଷ ସମୟ ନେଇଥିଲେ ,ଆମେ ଚବିଶ ମାସ ଅପେକ୍ଷା କରିବା ।

  • @amiyabhusanmohanty9737
    @amiyabhusanmohanty9737 Місяць тому +1

    ଏହି ହେଉଛି #ଓଡ଼ିଆ #ଅସ୍ମିତା ।। #ଗାଲୁଆଙ୍କ_ବାରବାଟୀ_ଚାଷ ର ବାସ୍ତବ ସ୍ୱରୂପ ।

  • @DayanidhiSahoo-qk6wu
    @DayanidhiSahoo-qk6wu Місяць тому

    ମହାଶୟ, କେବଳ ବିଦ୍ୟୁତ୍ ବିଲ୍ ଛାଡ ନୁହେଁ। ତତ୍ ସହିତ ଚାଷୀ ମାନଂକର ଚାଷୀ ଋଣ ମଧ୍ଯ ଓଡିଶାର ବିଜେପି ସରକାର ଛାଡ କରିବା ଆବଶ୍ଯକ। ନହେଲେ କୌଣସି ଟି ଛାଡ କଥା ସରକାର ନକରିବା ପାଇଁ ଚାଷୀ ମାନଂକ ତରଫରୁ ଅନୁରୋଧ।

  • @sunil7798mj
    @sunil7798mj Місяць тому

    ଏଇଟା ପରେ duble engine ସରକାର ଯାହା ହଉଛି ଓଡିଶା ବାସୀଙ୍କ ପାଇଁ ଭଲ ହେଉଛି ଏବେ କୁହ BJP BJP 😂😂😂

  • @samantakumbhar1909
    @samantakumbhar1909 Місяць тому

    ଏଥର ଓଡିଶା ବାସୀ କାନ୍ଦିବ

  • @sushiapadhan2479
    @sushiapadhan2479 Місяць тому

    ଚୋର କୁ ଧନ ଜଗିବାକୁ ଦେଲେ ସେ ଧନ କି ରହିବା

  • @itsbikram24
    @itsbikram24 Місяць тому +1

    ମାସେ ହେବ ସରକାର ହୋଇଛି ଏତେ ବ୍ୟସ୍ତ କାହିଁକି ହେଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପ୍ରତିଶ୍ରୁତି ପାଳନ ହେବ ।

  • @user-cd1cd8wy4h
    @user-cd1cd8wy4h Місяць тому

    ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମାନ୍ୟବର ନୁହନ୍ତି କି?
    ଉପକୂଳିଆ ନୁହନ୍ତି?
    ତେଣୁ ମାନ୍ୟବର ନୁହନ୍ତି?

  • @sudarsanmallick6250
    @sudarsanmallick6250 Місяць тому

    ବିଜେପି ସରକାର ଗାଲ ମାଧ୍ୟବଗାଲୁଆ

  • @sushiapadhan2479
    @sushiapadhan2479 Місяць тому

    ମାଗହିଆ କେବେ ଦେବ ରେ ଭତା ଠକି କରି ନେଇ ଗଲା ଭୋଟ

  • @sushiapadhan2479
    @sushiapadhan2479 Місяць тому

    2029 ରେ ଫେକୁ ବି ହଟିବା ମୋହନ ବି ହଟିବା

  • @mrsahuhk1972
    @mrsahuhk1972 Місяць тому

    ଜମା ହବନି । କଣ କରିବ କର ।

  • @whatnot9845
    @whatnot9845 Місяць тому

    ଏ ଟା କଥା sunani ଏ କହିଲା ଗାଁ ଗହଳି ରେ କାଇଁ ପରିବର୍ତ୍ତନ ଦେଖା ଯାଉନି
    ମୁଁ ବି ଭୋଟ ଦେଇଦେଲି bjd ku but ଆମେ ହାରୀଗଲୁ😢 କି ବିଶ୍ଳେଷଣ କରେ କେଜାଣି ଏ 😂

  • @ssubratkr
    @ssubratkr Місяць тому +2

    ଆଗେ ସବୁ ରଙ୍ଗ ବଦଳା ସରୁ ।

    • @mrsahuhk1972
      @mrsahuhk1972 Місяць тому

      ଝିଟିପିଟି ସେମାନେ

  • @sabitamohanty4383
    @sabitamohanty4383 Місяць тому

    ମୁଖ୍ୟମନ୍ତ୍ରୀ ଙ୍କୁ ହିନ୍ଦୀ ଓଡ଼ିଆ ଇଂଲିଶ କିଛି ବି ପଢି ଆସୁନାହିଁ. କଣ କରିବେ ଖାଲି ଚୂନ ମାରି 5 ବରଷ ବିତାଇ ଦେବେ.

  • @abhijitsingh5776
    @abhijitsingh5776 Місяць тому

    ଏ ଲୋକ ର ଆଜି ବାହାଘର କାଲି ଛୁଆ ଦରକାର,😂

  • @abhijitsingh5776
    @abhijitsingh5776 Місяць тому

    ଏ ଲୋକ ଟା ଟିକେ ପାଗଳ ଭଳି ମୋତେ ଲାଗେ 😂

  • @pravakarpradhan1571
    @pravakarpradhan1571 Місяць тому

    ଦାଦନ କେବେ ଦୂର ହେବ

  • @kshyamanidhipradhan9432
    @kshyamanidhipradhan9432 Місяць тому

    Bjd govt against re କେବେ କିଛି କହୁ ନଥିଲା ତ।ସେମାନେ ସବୁ ଠିକ୍ କରୁଥିଲେ ନା

  • @user-gq1yo9ib3c
    @user-gq1yo9ib3c Місяць тому

    ଆପଣ ମୁର୍ଖ ପରି କଥାବାର୍ତ୍ତା କରୁଛନ୍ତି ବିଜେଡି ୨୪ ବର୍ଷ ରେ ଯେଉଁ କାର୍ନାମା କରିଛି କାହିଁକି କିଛି ମୁହଁ ଖୋଲୁ ନାହାନ୍ତି ତା ମାନେ ଜଣା ପଡୁଛି ଆପଣ ବିଜେଡି ର ପୋଷାକ କୁକୁର ମାସେ ହେଲା ନୁଆ ସରକାର କଣ କରିବେ ସେମାନେ ନିଜେ ଚିନ୍ତା କରିଥିବେ ଆପଣ କାହିଁକି ଚିନ୍ତା କରୁଛନ୍ତି ଆରାମରେ ଖାଇପିଇ ନିଜ ପରିବାର ଏବଂ ଭଗବାନଙ୍କ ଚିନ୍ତା କରନ୍ତୁ ମୋଦି କଥା କହିଲେ ମୋଦି ୧୦ ବର୍ଷ ରେ କଣ କରିଛନ୍ତି ଠିକି୍ ଲୋକ ଠିକି୍ ବୁଝିବେ ରାଜ୍ଯ ଏବଂ କେନ୍ଦ୍ର ରେ କିପରି ହରି ଲୁଟ୍ ହେଉଥିଲା ସମସ୍ତେ ଜାଣନ୍ତି ଜେଦି ଭଲକାମ କରିବେ ତେବେ ପୁନର୍ବାର ପାଓ୍ଵାର ରେ ଆସିବେ ନଚେତ୍ ହାରିବେ ଆପଣ କଣ ଭଗବାନ କି ପୁରା ଭବିଷ୍ଯତ ବାଣୀ ସୁଣାଇଲେ କିଛି ବର୍ଷ ହେଲାଣି କିଛି ଲୋକ ୟୁଟ୍ୟୁବରେ ଏବଂ ମିଡିଆ ଆଗରେ ନିଜର କଥା ଭାଇରାଲ୍ କିପରି ହେବ ନ ଖାଇ ନପିଇ ଲାଗିଛନ୍ତି କଥା ରେ କିଛି ମୁଲ୍ଯ ନାହିଁ

  • @sivanandrout377
    @sivanandrout377 Місяць тому

    ଅପେକ୍ଷା କର ଟିକେ ସମୟ ଦିଅ

    • @mrsahuhk1972
      @mrsahuhk1972 Місяць тому

      ତା ପରେ ଆଉ ୫ ବର୍ଷ ମାଗିବ । ହଉ ଦବା

  • @ganeshkhara6888
    @ganeshkhara6888 Місяць тому

    ଠିକ୍ କହୁଛ sir

  • @bhagabansabat7856
    @bhagabansabat7856 Місяць тому

    Only words by this govt

  • @JAGANNATHAPATI
    @JAGANNATHAPATI Місяць тому

    Don't mind please

  • @somanathmahanta4739
    @somanathmahanta4739 Місяць тому +3

    Amane 5 barsare re bi gotia b yajana bi Kari paribe nahi

  • @debendranarayandash9040
    @debendranarayandash9040 Місяць тому

    କେଦାର ମିଶ୍ର ତୁ ସାମ୍ବାଦିକ ଛାଡି ରାଜନୀତି କରେ ୩୦ ଦିନ ସରକାର ହେଲା ବାଇଆ ପାଗଳ ଭଳି କାହିଁକି

  • @ksheerodmishra8544
    @ksheerodmishra8544 Місяць тому

    A large percentage of population ask as to whether law may be equally applicable for rich and poor upper layer of the society and the people who are inthe lowest rung

  • @pravakarpradhan1571
    @pravakarpradhan1571 Місяць тому

    3000 ଵତ୍ତା କେବେ ଦେବ

  • @trinathsethi5036
    @trinathsethi5036 Місяць тому

    Thank you sir

  • @arunmahalik8107
    @arunmahalik8107 Місяць тому

    ଆପଣ କରିଦେବେ କି ମିଶ୍ର ସାର BJD ର ଯେତିକି ଦୁର୍ନୀତି ପେଡ଼ି ଖୋଳୀକି ବାହାର କରିବାକୁ ଟାଇମ ଲାଗିଲାଣି। ଗୋଟେ ସରକାର କୁ ଷ୍ଟାଣ୍ଡ କରିବା ପାଇଁ ନିହାତି ଏକ ବର୍ଷ ଦରକାର।ଆପଣ ଯେମିତି କହୁଛନ୍ତି ଗୋଟେ ଦିନରେ ଦସ୍ ଟା ଛୁଆ କରିଦେବେ।

  • @s....p7120
    @s....p7120 Місяць тому

    BJP odisha ru hatiba darkar

  • @bishnucharansukla9000
    @bishnucharansukla9000 Місяць тому +1

    ବହୁତ୍ କହୁଛି।

  • @jullysamal6626
    @jullysamal6626 Місяць тому

    BJP michha kahi ଆସିଲା ତାପରେ bi ମିଛ ମୋଦି ମିଛ , ମାଝି ମିଛ

  • @kishorchandra2531
    @kishorchandra2531 Місяць тому

    ତୁମ ବାପା ବାହାଘର ବାସୀ ତୁମେ ଜନ୍ମ ହୋଇଥିଲ କି?

  • @pitambarsahoo6057
    @pitambarsahoo6057 Місяць тому

    24yrs re Kan kala dekhagalani.....

  • @chintamanidas3249
    @chintamanidas3249 Місяць тому

    2029 re feku bi hatiba Mohan bi hatiba. Sabu jumla

  • @saratsahu5757
    @saratsahu5757 Місяць тому

    ଏମାନଙ୍କ କଲିଜା nai dum nai state chaleibaku mada band karibu nai chora mada rokibu 300uni bijuli ଛାଡ଼ିବି ନା ନା solar system karibu sala choro pile kariba kn

  • @ahansupradhan6084
    @ahansupradhan6084 Місяць тому

    2029 re bjp kichi nai kale nama nebe

  • @Sonalisaguru
    @Sonalisaguru Місяць тому

    BJP ra puruna roga..... sabu kathare Nehru jimedar..... previous government ku gali karibare 5yrs katijiba hele nija kama bisayare kichhi kahibeni......

  • @SureshgoutamPanda
    @SureshgoutamPanda Місяць тому

    Ama bhali bekar .berojgari .chota business wala .middle class .nkra kichi habani sir .BJP bada loka nka sarkar .BJP jaha kuhanti Kariba zero.kichi hebanahin.

  • @mohapatrasubhranshusekhar7545
    @mohapatrasubhranshusekhar7545 Місяць тому

    Pratisruti galuaw Tanka kan bari phala ?

  • @naimuddinkhan9120
    @naimuddinkhan9120 Місяць тому

    Only BJD

  • @arunsatapathy9126
    @arunsatapathy9126 Місяць тому

    Nabin do old-age penson Rs 500.00 to Rs.1000.00 after 24 years. So bad .

  • @ratikantasahoo4729
    @ratikantasahoo4729 Місяць тому

    6masare Hateibu BJP Sarkar ko 5year kariba Chance Naho

  • @harishankarhari5290
    @harishankarhari5290 Місяць тому

    Param thak bjp

  • @liliptamohanty8405
    @liliptamohanty8405 Місяць тому

    Mu agaru kahithili ..
    Bjp kichi kama karene karana naveen pattnaik sabu kama kari daichi

  • @SmilingCityMap-ny5hf
    @SmilingCityMap-ny5hf Місяць тому

    Good

  • @Mr.Santali_Tech
    @Mr.Santali_Tech Місяць тому

    Bjp ra Ranga badala rajaniti, LAXMI bus pari election purba ru alaga ebe alaga,
    ebe adiwasi jami Upare sarkarnka najara

  • @diptisatpathy2799
    @diptisatpathy2799 Місяць тому

    Kama karuchanti na gariba lokamanaka ghara bhangi

  • @tapasjena5160
    @tapasjena5160 Місяць тому

    BJD church Fake 😢😢

  • @manoranjansahoo2882
    @manoranjansahoo2882 Місяць тому

    Tame Kia ho

  • @user-yg2nl2xn5d
    @user-yg2nl2xn5d Місяць тому

    BJP can do nothing for the common people of Odisha.
    Only Naveen Patnaik is in such a situation. It is copy based government.

  • @puspanjalipatra7208
    @puspanjalipatra7208 Місяць тому

    congress khta khat michha kahi vote paile

  • @skjamal2530
    @skjamal2530 Місяць тому

    Age rongo kamo soru

  • @ratikantasahoo4729
    @ratikantasahoo4729 Місяць тому

    Ta Pakhare Bala ta achi Hela

  • @SureshgoutamPanda
    @SureshgoutamPanda Місяць тому

    Mendha ku dhoi chalichanti .loka bhakua ........

  • @subhransu9817
    @subhransu9817 Місяць тому

    Kuade gala Kalia yojana

  • @sankarattaka6126
    @sankarattaka6126 Місяць тому +1

    Congress is😢😢😢😢😢😢😢

  • @brundabanbhoi4039
    @brundabanbhoi4039 Місяць тому

    Chura sarkar BJD

  • @ASHESAMAHAKUD
    @ASHESAMAHAKUD Місяць тому

    Bjd kan karithila

  • @hemantadash6520
    @hemantadash6520 Місяць тому

    First colour mariba kama nama change kariba saru 😂 se sabu sarile BJP kan kariba kahiba 😂 2029 election belaku😅

  • @SebajiShau
    @SebajiShau Місяць тому

    Bjp...michha...sarakar

  • @kshyamanidhisahoo1248
    @kshyamanidhisahoo1248 Місяць тому

    Bjp ra katha bada kama kam a cm kichi kariparibani

  • @sisirswain4060
    @sisirswain4060 Місяць тому

    Bjd agent

  • @AshokkumarDas-c4e
    @AshokkumarDas-c4e Місяць тому

    Tujaunu karibu

  • @mitusahoo5641
    @mitusahoo5641 Місяць тому

    Anga apan micha kahile odisare modiki bhota deichanty bala majhiku nuhye

  • @anjanaanjanasing650
    @anjanaanjanasing650 Місяць тому

    Bjp hati ba

  • @debansunayak1193
    @debansunayak1193 Місяць тому

    Are bjd ajenda tu bjp 1 month asichi tike dharjya dhar kn karuchi dekha tike time dia

  • @kshetrabasidas9682
    @kshetrabasidas9682 Місяць тому

    💯👌😀😀😀

  • @balaramparida7818
    @balaramparida7818 Місяць тому

    Baakarfaltubakbas

  • @bijaykhilar8513
    @bijaykhilar8513 Місяць тому

    Tama Kan janina ki 100 din vitra haba

  • @sankarattaka6126
    @sankarattaka6126 Місяць тому +1

    Apna ku kia blisesana kahuchi tume congress pravaktha.

  • @jayramkhatua3735
    @jayramkhatua3735 Місяць тому

    A bada chora

  • @abhimanyubehera6259
    @abhimanyubehera6259 Місяць тому

    Odia loka bhogantu,Double engine fail nuha pura useless

  • @tiku-pani
    @tiku-pani Місяць тому +1

    Manifesto re jabardakhal
    Uchchad ni tahi

  • @aloksahu8023
    @aloksahu8023 Місяць тому

    Tu ta mgh 25barsha hla kana karu thiluuu... Nabin sarkarr kete badhae thila au ae sarkar kete badhaela seta dekh