After Laming The Cabinet, Now Naveen Has Prepared A Shadow Cabinet! | Nirbhay Gumara Katha

Поділитися
Вставка
  • Опубліковано 4 вер 2024
  • After Laming The Cabinet, Now Naveen Has Prepared A Shadow Cabinet! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 537

  • @birajakumarbarik3038
    @birajakumarbarik3038 Місяць тому +38

    ପୃଥିବୀର ଏକ ନମ୍ବର ବେହିଆ ରାଜନେତା ଶ୍ରୀ ନବୀନ

    • @lipsa5949
      @lipsa5949 Місяць тому +2

      ସୁପର ବେହିଆ ହେଉଛନ୍ତି ନବୀନ ପଟ୍ଟନାୟକ

  • @dagreswargoud
    @dagreswargoud Місяць тому +8

    ଠିକ କଥା ବିଜେଡ଼ି ବିପକ୍ଷରେ ଥିଲେ ଭଲ ଏମାନଙ୍କୁ ବିପକ୍ଷରେ ହିଁ ବୁଦ୍ଧି ଆସୁଛି ସେଥିପାଇଁ ରାଜ୍ୟ ପାଇଁ ବର୍ତ୍ତମାନ ସରକାର ଆୟୁଷ୍ମନ୍ତ

  • @maheswarparihari5189
    @maheswarparihari5189 Місяць тому +49

    ନବୀନ ବାବୁ ରାଜନୀତିରେ ଅଂଶଗ୍ରହଣ କରି ଲୋପ୍ରିୟତାର ପରିଚୟ ଦେଇଛନ୍ତି ସତ୍ କିନ୍ତୁ ମୋ ମତରେ ସେ ଜଣେ ହିଞ୍ଜଡ଼ା ରାଜନୀତିଜ୍ଞ

    • @brajakishorepadhi4022
      @brajakishorepadhi4022 Місяць тому +1

      କିଛି ଲୋକ ପ୍ରିୟ ତା ନୁହଁ। ଖାଲି ମିଛ ପ୍ରତିଶୁତି, ଛଳନା, ଭୟ, ଟଂକା ପଇସା ଦେଇ ଲୋକକୁଂ ଜବରଦସ୍ତିଆ ନିଜ ଆଡକୁ ଟାଣୁଥିଲେ। ଏଥର ଲୋକେ ଏଥର ନବୀନ ପଟ୍ଟନାୟକ କୁ ଛଳନା କରି ନବୀନ ଗାଣ୍ଡି ରେ ପେଲି ଦେଲେ।

    • @ashutoshbabu8207
      @ashutoshbabu8207 Місяць тому

      Bhai transjender hai ki ta 24 yrs men hai tile kn karitante just imagine.

  • @umakantaswain8290
    @umakantaswain8290 Місяць тому +12

    ଯେତେବେଳେ ସରକାର ରେ ମନ୍ତ୍ରୀ ଥିଲେ ସେତେବେଳେ ଟେଣ୍ଟ ମାରୁଥିଲେ. ଏବେ ବିରୋଧୀ ରେ ଥିଲାବେଳେ ବିଭାଗ ବୁଝିବେ. ଏହା ଏକ ବିକୃତ ମାନସିକତା ର ପରିଚୟ. ସତରେ କେତେ ଅସହାୟ ବିଯୁଜନତା ଦଳରେ ଥିବା ଓଡ଼ିଆ ନେତାମାନେ.

    • @RashmikantPradhan-qx1eg
      @RashmikantPradhan-qx1eg Місяць тому

      E Sale BJD Neta nku lajanahi are tame pandu ra kukura nia upadhi gote gote niya bala kariba chi........ Chi............. Bhakuda budhi chaduna.

  • @ramakrishnamahapatro1271
    @ramakrishnamahapatro1271 Місяць тому +15

    ଆଜି କାଲି ଭୂତକୁ କିଏ ଡରୁ ନାହାଁନ୍ତି, ପାଳ ଭୂତକୁ କିଏ ଡରିବ। କଳା ଧନ ଲୁଚାଇବା ପାଇଁ ଏକ ପ୍ରୟାସ।

  • @arabindapadhi8367
    @arabindapadhi8367 Місяць тому +20

    ନବୀନ ବାବୁ ନିଜେ ଆସେମ୍ବଲୀ ରେ ଟେବୁଲ ବାଡେଇ ଯୁକ୍ତି ଉପସ୍ଥାପନା କରି ପାରି ବେ ନାହିଁ ତେଣୁ ଏ ନାଟକ

  • @Narmada-s3y
    @Narmada-s3y Місяць тому +16

    ଛାୟା ମୂର୍ଖ ମନ୍ତ୍ରୀ🎉🎉

    • @surendrakumarsethy8816
      @surendrakumarsethy8816 Місяць тому

      @@Narmada-s3y what is the meaning shadow chief minister ?
      Shadow corruption minister Naveen cabinet re kuade gale!

  • @adwaitchandrabeura6847
    @adwaitchandrabeura6847 Місяць тому +23

    ବିଜେଡି ଏକଛତ୍ର ଶାସନ ବିଗତ ୨୪ ବର୍ଷର ଭେଟି ଦେବ ଓଡିଆଙ୍କୁ ତାଙ୍କ ଦଳର କୌଣସି ନେତା କିମ୍ବା ନିଜେ ମୁଖ୍ୟମନ୍ତ୍ରୀ କୌଣସି ସ୍ଥାନକୁ ନ ଯାଇ ଭି କେ ପାଣ୍ଡିଆନ ଏକମାତ୍ର ଶାସନ କରୁଥିଲେ।ତାଙ୍କ ନେତୃତ୍ବ ମାନଙ୍କ କାର୍ଯ୍ୟ କଳାପ ଦେଖି ତାଙ୍କୁ ପ୍ରତ୍ୟାକ୍ଷାନ କରିବା ପରେ ହିଂସ୍ର ହୋଇ ରାଜ୍ୟକୁ ନଷ୍ଟ କରିଦେବେ।

    • @panditnilamanipanda6638
      @panditnilamanipanda6638 Місяць тому

      ନ ବର୍ଷ ଭାଗ ନେଇଥିଲେ ଵିଜେପି। 24ବର୍ଷ କେମିତି ଼ହେଲା। ଏମାନେ କଣ ନବୀନଙ୍କ ଵିଜେଡି ଠାରୁ ଭାଗ ପାଇ ନଥିଲେ। ପୁଣି ଚନ୍ଦନ ମିତ୍ର ଙ୍କୁ ଆଉ 5 ବର୍ଷ ମେଣ୍ଟ ସରକାର ପାଇଁ ପଠାଇ ଥିଲେ। ଆଜି ଯେଉଁ ମାନେ ବିଜେଡି ରୁ ଯାଇ ଵିଜେପି ରେ ଵିଧାୟକ ହୋଇ ଛନ୍ତି। ସେମାନେ ତୁଳସୀ।

  • @akshayakumarnayak3480
    @akshayakumarnayak3480 Місяць тому +6

    ନବୀନ ବାବୁ ଙ୍କର ସବୁ ନିଷ୍ପତ୍ତି ବିଶ୍ୱସ୍ତରୀୟ ଆପଣ ଏହାକୁ ବୁଝି ପାରୁନାହାନ୍ତି ଏହା କେବଳ ବିଶ୍ୱସ୍ତରୀୟ ହେବାକୁ ପଡିବ

  • @Bnbwq7133
    @Bnbwq7133 Місяць тому +13

    ବିଜେଡି ଦଳରୁ ପାଣ୍ଡିଆନ୍ ବିଦା ହେଲେ ଦଳର କିଛି ଉନ୍ନତି ହେବ ନଚେତ ମୁନ୍ନା ଖାଁ କହିଥିବା ବଡ଼ '୦' ଜିରୋ ପାଇବ।

  • @anadicharansamal7033
    @anadicharansamal7033 Місяць тому +38

    ନବୀନ ପଟ୍ଟନାୟକ କୁ ରାଞ୍ଚି ପଠାଯିବ

  • @BishnucharanRay-xy5ox
    @BishnucharanRay-xy5ox Місяць тому +49

    ନବୀନ ସରକାର ଥିଲାବେଳେ ଏତେ ତତ୍ପର ନଥିଲା ବେଳେ ଏବେ କାହିଁକି.

    • @runusabar1918
      @runusabar1918 Місяць тому

      😊😊

    • @runusabar1918
      @runusabar1918 Місяць тому +1

      😊

    • @SKPbadminton
      @SKPbadminton Місяць тому

      New godi media.never questioning to GOVT but questioning to opposition.baa modi ji baa sab media apke.#shame

  • @nibedanamusic7718
    @nibedanamusic7718 Місяць тому +14

    ମନେ ମନେ ରାଜା। ପର ବୁଦ୍ଧିଆ ନବିନା

  • @jchoudhury274
    @jchoudhury274 Місяць тому +61

    ଯେତେ ଯାହା କଲେ ବି 5 ବର୍ଷ ପରେ BJD ଆଉ ରହିବନି ତଳ କୁ ତଳ କୁ

    • @prakashkumar1695
      @prakashkumar1695 Місяць тому +7

      Hnm BJD rahuch na BJP desa ru safa hauch setebele dekhiba 😂

    • @sangitajoshi8456
      @sangitajoshi8456 Місяць тому +3

      ​@@prakashkumar1695
      THIK katha kahi chanti sir
      Appna 5 years tapsya karantu 🙏🙏

    • @subhakantasahoo1105
      @subhakantasahoo1105 Місяць тому +2

      Mo Bala bjp govt

  • @karismasingh5254
    @karismasingh5254 Місяць тому +3

    ଓଡ଼ିଶାରେ bjd ସରକାର ଥିବା ସମୟରେ graduate engineer ଙ୍କର assistant executive engineer ପଦବୀ ପୂରଣ ପାଇଁ opsc ନିଜେ exam ନ କରି all india level ରେ ହେଉ ଥିବା GATE score ଆଧାରରେ ପାର୍ଥି ଚୟନ ର ନିୟମ କରିଥିଲେ ଯାହା ଦ୍ଵାରା ଓଡ଼ିଶା ର ୩୦୦୦୦ ଅଧିକ ଆଶାୟୀ ପରୀକ୍ଷା ଦେବାରୁ ବଞ୍ଚିତ ହେଇଛୁ ଏବଂ ଏଥିରେ ଅଣଓଡ଼ିଆ ଙ୍କ ଚାକିରି ପାଇବା ସହଜ ହେଉଛି। ଏଥିରେ ସେ ସମୟର ଅଣଓଡ଼ିଆ ଅଫିସର ଙ୍କ ସ୍ବାର୍ଥ ସାଧନା ପାଇଁ ଆମ ଓଡିଶା ର ହଜାର ହଜାର ଗରିବ ମେଧାବୀ ପିଲା ନିଜ ରାଜ୍ୟ ରେ ଚାକିରି ପାଇବା ରୁ ବଞ୍ଚିତ ହିଯାଇଛନ୍ତି।

  • @basantajena5418
    @basantajena5418 Місяць тому +30

    Sir, ଏ ବିଚରା ମାନେ ମନ୍ତ୍ରୀ ଥିବାବେଳେ ମନ୍ତ୍ରୀଙ୍କ କ୍ଷମତା ଉପଭୋଗ କରି ପାରିନଥିଲେ | ଏବେ ନବୀନ ବାବୁ ସେମାନଙ୍କୁ ବିନା ଲଗାମ ରେ ମନ୍ତ୍ରୀ କରିଛନ୍ତି | ତେଣୁ ଏ ବିଚରା ମାନେ ବି ବହୁତ ଖୁସି ନହେଲେ ଏ କିଣା ଚାକର ମାନେ ପ୍ରତିବାଦ ନକଲେ ବି କମସେ କମ ଏ ପଦବୀ ନବାକୁ ମନା କରି ଥାନ୍ତେ |

    • @RashmikantPradhan-qx1eg
      @RashmikantPradhan-qx1eg Місяць тому

      E sabu padabi ra mane kana nabin kan CM ki to bala ku upadhi. Mada pie pie budhi nasa halani nabin ji nkra, tike uk jaie buli asa engin oil change hele budhi asiba

  • @durgaprasadkar8555
    @durgaprasadkar8555 Місяць тому +11

    ନବିନ ଓଡିଆ ଜାଣନ୍ତି ନାହି ତେଣୁ ନିଜେ ଓଡିଆ ନ କହି ଅନ୍ୟ ମୁହ ରେ Assembly ରେ ଓଡିଆରେ ଆଲୋଚନା କରେଇବ। ଏହା ତାଂକର ଅସଲ ଉଦ୍ଦେଶ୍ଯ।

  • @pradeepkumarjena4162
    @pradeepkumarjena4162 Місяць тому +30

    ପାଡିଆନ ରିମଟ୍ ରେ ଏବେବି ନବିନି ପଟନାୟକ ଚାଲୁଛି ସବୁ ପାଡିଆନ ଏବେବି ସକି୍ରୟ ଅଛି

    • @diptiskumarbal3778
      @diptiskumarbal3778 Місяць тому +1

      Pandian agaku g mariba final . Sethi paye ta jitiba pare bi pandian vaya jauni bjp ra

    • @chandrakalasahu5085
      @chandrakalasahu5085 Місяць тому

      Pandian ra ba..,,to Maa bi... re Pura.​@@diptiskumarbal3778

    • @ashutoshbabu8207
      @ashutoshbabu8207 Місяць тому

      Bhai pandian na ku kete bhajaee ba agaku ta bada.

    • @ashutoshbabu8207
      @ashutoshbabu8207 Місяць тому

      Kete gote na nku banjaee be pandian pandian Aree tame ta asila govt ku kara kn new kari pariba

  • @bulusethy9220
    @bulusethy9220 Місяць тому +6

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @bishnucharnrana3282
    @bishnucharnrana3282 Місяць тому +3

    ଆଗକୁ ଭୟ ବହୁତ,ବିଜେଡି ନଭାଙ୍ଗିବା ଲାଗି ଛାୟା ମନ୍ତ୍ରୀ ମଣ୍ଡଳ ନାଁ'ରେ ବିଚାରା ଏମ ଏଲ୍ ଏ ଗୁଡ଼ାଙ୍କୁ ଭୂଆଁ ବୁଲେଇବା ପାଇଁ ଯୋଜନା ।ଆପଣଙ୍କ ବିଶ୍ଳେଷଣ ବହୁତ ସୁନ୍ଦର ।

  • @sorajkumarkar8992
    @sorajkumarkar8992 Місяць тому +41

    ହଉ ସବୁ ଠିକ ଯେ ମୁଖ୍ୟ ମନ୍ତ୍ରୀ ପାଣ୍ଡୁ ନା ମଦୁଆ ନବନି

    • @ABHISHEKHASWAIN
      @ABHISHEKHASWAIN Місяць тому +3

      Kn abe mohan maji au 38 ta desi bidesi conter kholilani ta saha online mada kia madua kaha tike

    • @gopabandhupandey8344
      @gopabandhupandey8344 Місяць тому

      Corona timere online ghare ghare nabina Babu mada deuthile ki​@@ABHISHEKHASWAIN

  • @surendranarayanpanda8021
    @surendranarayanpanda8021 Місяць тому +24

    25 ବର୍ଷ ଶାସନ କରୁଥିଲେ..ଏବେ ମନକୁ ବୁଝାଇ ନିଜର ଗୋଟିଏ ନୂଆ ଷ୍ଟାଇଲ ରେ ମନ୍ତ୍ରୀମଣ୍ଡଳ ଗଠନ କଲେ.ଅନ୍ତତ ମନକୁ ବୁଝାଇ ହେବ.

    • @i_amhbb
      @i_amhbb Місяць тому +1

      Abe murkha ama constitution re bi achhi shadow govt
      Opposition ku chhaya sarkar bi kuha hue

    • @SunaramMurmu-um5tn
      @SunaramMurmu-um5tn Місяць тому

      M​@@i_amhbb

    • @gopabandhupandey8344
      @gopabandhupandey8344 Місяць тому

      Shadow govt 50 person nuhne 16 to 22 person

  • @kamalakantadas6050
    @kamalakantadas6050 Місяць тому +11

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ବିଚିତ୍ର । କାଲି ଯେ ରାଜେନ୍ଦ୍ରସନେ ଆଜି ସେ ଫକୀର ।🙏

    • @pabitranath5075
      @pabitranath5075 Місяць тому +1

      Thakuraku vika magei thila buli buli auu jmt kala smt paela tathapi cheta pasuni

  • @trilochanpatnaik6321
    @trilochanpatnaik6321 Місяць тому +5

    ନବୀନ ବାବୁ ନବୀନ ପଟ୍ଟନାୟକଙ୍କ ଗୁମର ଖୋଲି ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚେଇ ଥିବାରୁ ବହୁତ ବହୁତ ଧନ୍ୟବାଦ। ପରାଜିତ BJD ଦଳର କାହା ପାଖରେ ଲଜ୍ୟା ନାହିଁ, ତେଣୁ ଜର ବାଉଳରେ ତାଟିଆ କାମୁଡ଼ା ଆରମ୍ଭ କରି ଛନ୍ତି ପାଣ୍ଡିଆ ନିର୍ଦ୍ଦେଶନା ଓ ପ୍ରରୋଚନାରେ।

  • @kishorkumarbeherakishor1405
    @kishorkumarbeherakishor1405 Місяць тому +5

    💥🚩🙏🏻ଜୟ ଶ୍ରୀଜଗନ୍ନାଥ🙏🏻🌱🌾
    ନବୀନ ପଟ୍ଟନାୟକ ଙ୍କ ଛାୟା ମନ୍ତ୍ରୀମଣ୍ଡଳ ଏକପ୍ରକାର ଭୟାଳୁ ପଦଷେପ ,
    ଏହା କଣ ବିରୋଧିଦଳର ଜନମଙ୍ଗଳ କାର୍ଯ୍ଯକୁ ବୁଝିବାକୁ ହେବ ?
    ଏହା ଏକପ୍ରକାର ହାଶ୍ୟାସ୍ପଦ ଚିତ୍ରଣ ।।

  • @rajanikantachoudhury2343
    @rajanikantachoudhury2343 Місяць тому +20

    କାଳେ ଗୋଠ ଭାଙ୍ଗିଯିବା ଭୟରେ ଛାୟା ମନ୍ତ୍ରୀମଣ୍ଡଳ ଗଠନ କରାଯାଜିଛି ଏହା ସିବିଆଇ ଓ ଇଡି କୁ ନିମନ୍ତ୍ରଣ ଦେଲେ ବୋଲି ଭବିବା.

    • @jayantakumarmohanty9050
      @jayantakumarmohanty9050 Місяць тому

      ଦଳ ବଞ୍ଚାଇବାକୁ ଏକ ବିକଳ ପ୍ରୟାସ....କରନ୍ତୁ....

  • @prasantakumarswain3419
    @prasantakumarswain3419 Місяць тому +15

    ଶାସନ ଗଲା ପରେ ବାୟା ହୋଇଗଲାଣି ବିଜେଡ଼ି, ବାୟା ଯାହା କରେ ସେଇଆ କରୁଛି ।

  • @gangadhardash3430
    @gangadhardash3430 Місяць тому +6

    ଗିନି ଓ ଝାଞ୍ଜ ଧରି ଝାରପଡା ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତି

  • @santoshnarayanbhagat2437
    @santoshnarayanbhagat2437 Місяць тому +1

    Best analices sir ji

  • @surendrakumarsethy8816
    @surendrakumarsethy8816 Місяць тому +20

    Sir
    Namaskar
    Naveen Pattanaik ଗୋଟେ ଭେଳିକି ଦେଖେଉଛଙି ା
    ଓଡିଶା ଲୁଟ କଲାପରେ !

  • @rajanikantabiswal2669
    @rajanikantabiswal2669 Місяць тому +3

    ସାର୍ ନମସ୍କାର ଆପଣ ଇଉକେ କଥା କହୁଛନ୍ତି ଭଲ କଥା କିନ୍ତୁ ଆମ ଓଡ଼ିଶା ଇତିହାସ ରେ ଏହା ପ୍ରଥମ ଖବର ବୋଲି ଆମେ ଶୁଣିବାକୁ ପାଇଲୁ ଗୋଟିଏ ବିରୋଧୀ ଦଳ ସରକାର ବି ଗଢ଼ି ପାରେ ନବିନ ବାବୁ ସବୁଥି ରେ ନଂ୧ ଏହା ବି ନଂ୧ ହୋଇ ରହିବେ କିନ୍ତୁ ଆମେ ଜଗନ୍ନାଥଙ୍କ ପାଖରେ ପାର୍ଥନା କରୁଛୁ ଆମକୁ ଏଭଳି ଖବର ଦେଉଥାନ୍ତୁ

    • @jadupatirout
      @jadupatirout Місяць тому

      Hangover jaini ebe jae, Constitutions anusare sarkar hue,UK Bio-Party system different than IND multi party system, Au emane 😊😊😊 nije construction lekhidebe

  • @nilanchalasahoo2895
    @nilanchalasahoo2895 Місяць тому +1

    ପୂର୍ବ ସରକାର କେତେକ ଗୁମର CBI ଏବଂ ED ଦ୍ଵାରା ତଦନ୍ତ କରାଯାଉ

  • @manojpanda2956
    @manojpanda2956 Місяць тому +1

    ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଉଚ୍ଚକୋଟୀର, କିନ୍ତୁ ମୋହନ ସରକାର ଙ୍କ ପରିଚୟ କ'ଣ ହେବ ତାହା କେବଳ ଅପେକ୍ଷା

  • @padmalayaprusty4526
    @padmalayaprusty4526 Місяць тому +2

    ପୂର୍ବ ସରକାର ଏବଂ ଏ ନୂଆ ସରକାରଙ୍କ କାର୍ଯ୍ୟକ୍ରମ ର ବିଶ୍ଳେଷଣାତ୍ମକ ଆଲୋଚନା ହେଉ

  • @NiteiPal
    @NiteiPal Місяць тому +1

    ଯଦି ଏତେ ପାରିବା ପଣିଆ ସରକାର ରେ ଥିଲାବେଲେ ଦେଖାଇଥାନ୍ତେ, ଆଜି ଏତେ ଦହଗଞ୍ଜ ହେବାକୁ ପଡି ନ ଥାନ୍ତା। ଏହା କେବଳ ଲୋକ ହସା କାମ, କିଏ ଏଭଲି ବୁଦ୍ଧି ଦେଉଛି ଧନ୍ୟବାଦ

  • @karismasingh5254
    @karismasingh5254 Місяць тому +2

    ଦୟାକରି ଆପଣ ଏ ଘଟଣା ଉପରେ vdo ଟେ ବାନେଇଲ ଆମ ସ୍ୱର ଏ ବେର bjp ସରକାର କାନ ରେ ପହଞ୍ଚି ପାରନ୍ତା। ଜୟ ଜଗନ୍ନାଥ।

  • @bharatchandrabarik5921
    @bharatchandrabarik5921 Місяць тому +3

    ଆଜ୍ଞା ନମସ୍କାର, ନବୀନ ବାବୁ ନିଜକୁ ବଞ୍ଚିବାକୁ ଯାଇ ଏସବୁ systemsକୁ
    ଆପଣାଇଛନ୍ତ

  • @rajeshadhikari8405
    @rajeshadhikari8405 Місяць тому +2

    ବିଜେଡି ସ୍ଵୀକାର କରି ପାରୁନି ନିଜର ପରାଜୟ କୁ. ବିଶେଷ କରି ତାମିଲ ବାବୁ।. ତାମିଲ ବାବୁ 100/% sure ଥିଲେ ଜିତିବେ ବୋଲି

  • @JagannathPatra-sr6or
    @JagannathPatra-sr6or Місяць тому +11

    ବିଜୁ ଜନତା ଦଳ ଏବେ ବେହିଆ ଜନତା ଦଳ ରେ ପରିଣତ ହୋଇ ଯାଇଚି

  • @successfullife6722
    @successfullife6722 Місяць тому

    ଜୟ ଶ୍ରୀରାମ l🙏

  • @niranjanbehera1948
    @niranjanbehera1948 Місяць тому +1

    ଆମ ସମ୍ବିଧାନ ରେ ଏହା ଅଛିକି ? ତାହେଲେ u.k ଦେଇ ଆମର ସମ୍ପର୍କ କଣ ? ନିଜର ଦୁର୍ନୀତି କୁ ଘୋଡାଇବା ପାଇଁ ଏ ଗୋଟେ ଚାଲ !!

  • @bimalkantatripathy2776
    @bimalkantatripathy2776 Місяць тому +2

    କୋୖଣସି ସାଂସଦ ନିର୍ବାଚିତ ହୋଇନଥିବାରୁ କେନ୍ଦ୍ରରେ ଛାୟା କ୍ୟାବିନେଟ ଗଠନ ହୋଇପାରିଲା ନାହିଁ। ନଚେତ ସେଠାରେ ମଧ୍ୟ ଛାୟା କ୍ୟାବିନେଟ ଗଠନ କରିଥା'ନ୍ତେ। ଏଠାରେ 5T ସଚିବ କିଏ?

  • @mituprdhan2020
    @mituprdhan2020 Місяць тому +2

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🏻🌹🙏🏻🌹🙏🏻🌹🙏🏻

  • @ghasiramsing4216
    @ghasiramsing4216 Місяць тому

    Corect 💯, right 👍 nabin das sir Apanamanku dhanniyabada🙏.

  • @rajeshadhikari8405
    @rajeshadhikari8405 Місяць тому

    ବହୁତ ଭଲ ବିସ୍ଲେସଣ.।

  • @sukantmahapatra8043
    @sukantmahapatra8043 Місяць тому +1

    ଓଡ଼ିଶା ରେ ଦେଶୀ ମଦ ସମ୍ପୂର୍ଣ ବନ୍ଦ କରାଯାଉ ଓ ଗ୍ରାମାଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ କରି କେବଳ ସହରାଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ରହୁ, ଫଳରେ ଗ୍ରାମ୍ୟ ଥିବା ଦାରିଦ୍ର୍ୟ ଜୀବନ ନଷ୍ଟ ନ ହେଉ

  • @maheswarpatro9780
    @maheswarpatro9780 Місяць тому +1

    ନବୀନ ବାବୁ ଆପଣ Congress ସହିତ ହାତ ମିଶାନ୍ତୁ ବିଜେପି କୁ ମୁକାବିଲା କରିପାରିବେ

  • @prakashchandraacharya119
    @prakashchandraacharya119 Місяць тому

    Very vety very good video 100 percent true fect

  • @pallimadhuriodiafolksong2771
    @pallimadhuriodiafolksong2771 Місяць тому

    ସାର ପ୍ରଣାମ,ଆପଣଙ୍କର ତର୍ଜମା ଗୁଡିକ ଅତି ଚମକ୍ତାର ।

  • @laxmidharapanda6086
    @laxmidharapanda6086 Місяць тому +1

    ବିଜେଡି ନେତାମନ୍ତ୍ରୀଙ୍କ ହାତରେ ଅସଲି କ୍ଷମତା ଥିବାବେଳେ ଅସଲି ପାଣ୍ଡିଆନର କ୍ରୀତଦାସ ସାଜି ଟେଣ୍ଟ ବାନ୍ଧୁଥିଲେ ! ଆଉ ଏବେ ଛାୟା କ୍ୟାବିନେଟରେ କ୍ଷମତାହୀନ ଭାବରେ ନକଲି ପାଣ୍ଡିଆନର (ଆତ୍ମଗୋପନ କରିଥିବା ସନ୍ୟାସୀ ) କ୍ରୀତଦାସ ହେବା ଥୟ !

  • @brajakishorepadhi4022
    @brajakishorepadhi4022 Місяць тому +3

    ୨୫ ବର୍ଷ ହେଲା ଗାଣ୍ଡି ମାରି ଖାଇ ପାଟିରେ ଲାଗିଚି ଗେଣ୍ଡା ଦଳର। ବିଷେଶ କରି ହାରାମି ନବୀନ ପଟ୍ଟନାୟକ ବୁଢା ର। ବୁଢା ନବୀନ ପଟ୍ଟନାୟକ ର ନୂଆ ଏକ ପ୍ରପଂଚ ନିଜ ବିଜେଡି ଦଳ ର ନେତା କଂ ସହିତ। ମନେ, ମନେ ଗୁଡ ଖାଉଚି ବୁଢା।

  • @susantasahoo9544
    @susantasahoo9544 Місяць тому +1

    ନବୀନ ପଟ୍ଟନାୟକ ଜଣେ ବିକୃତ ମାନସିକ ବ୍ୟକ୍ତି ।ବିଜେଡି ଦଳରେ ସମସ୍ତ ବିଧାୟକ କ୍ରୀତଦାସ ମାନସିକରେ ପୀଡ଼ିତ ।ନବୀନ ପଟ୍ଟନାୟକ କ୍ଷମତାରେ ଥିଲାବେଳେ ସମସ୍ତ ମନ୍ତ୍ରୀଙ୍କୁ ମୃତ୍ୟ ମନ୍ତ୍ରୀ ରୂପେ ପରିଣତ କରାଯାଇଥିଲା। ଏ ପରିକି ନିଜେ ମଧ୍ୟ ଜୀବିତ ମୃତ୍ୟ ଅବସ୍ଥାରେ ଥିଲେ ।ତେଣୁ ଏବେ ଜହାକାଲେ ଲୋକ ଦେଖାନିଆ ।

  • @santoshdakua6698
    @santoshdakua6698 Місяць тому +2

    ବିଜେଡି ଯାହା କଲେ ମଧ୍ୟ 5ବର୍ଷ ପରେ ବିଜେଡି ମାଟିରେ ମିଶିଯିବ 👍🏾

  • @Jagannath-oc9ht
    @Jagannath-oc9ht Місяць тому +3

    ଚୋର ର ମନରେ ଆଶଙ୍କା ଥାଏ ତେଣୁ ବିଭିନ୍ ଅଭିନବ ଉପାୟ ଖୋଜୁ ଥାଆନ୍ତି । ଏହି ଛାୟା କ୍ଯାବିନେଟ ଏକ ଅଭିନବ ଉପାୟ ଛଡା ଆଉ କିଛି ନାହିଁ । ସତ୍ ସାହାସ ଯଦି ଅଛି ବିଜେଡି ପରିବାର ନବିନଙ୍କୁ ଏକ ଶକ୍ତ ବା ସଶକ୍ତ ଧକା ଦେଇ ଥାଆନ୍ତେ ଯଦି କିଂକର୍ତବ୍ୟବିମୁଢ ହୋ ପଡି ରହି ଥାଆନ୍ତେ ।କୁଆଡେ ଯିବେ କଣ କରିବେ ବାଟ ଦେଖା ନଥାଆନ୍ତା। ଏକାଥ ମଧ୍ୟ ସତ୍ୟ ଯେ ପାଞ୍ଚ ବର୍ଷ ପରେ ସେମାନଙ୍କୁ ପୁଣି ଲୋକଙ୍କ ପାଖକୁ ଯିବାପାଇଁ ଲଜ୍ଜା ଲାଗିବ। ଆମେ ଓଡିଆଙ୍କର ଯଦି ଆତ୍ମସମ୍ମାନ ଅଛି ଆଉ ନବିନ କଣ ବିଜେଡି ର ନାଁ ଲୁଚି ଜିବ ।

  • @sasikantkant4780
    @sasikantkant4780 Місяць тому +1

    ଏ ସବୁ ଦୂର୍ନୀତିର ଗନ୍ତା ଘରେ,
    ହଠାତ୍ ହରିନାମ,
    ଜଗତ ହସିବ,
    କିଏ ନ ଜାଣେ ଏ ମାନେ ସମାଜ ର ଆଖି ରୋଚକ ନୁହେଁ

  • @sushilsamal3789
    @sushilsamal3789 Місяць тому +1

    ଯାହା ହେଉ ହାରିକି ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା, ଏହାଠାରୁ ଭାଗ୍ୟ ଆଉ କଣ ଅଛି, ବେହା ଡେ ସ ରେ ତାଳ ଗଛ ହେଲେ ବଡ଼ ଛାଇ ଭଳି l

  • @rajibkumardas3394
    @rajibkumardas3394 Місяць тому

    Till now performance of Mohan Majhi is very very wonderful

  • @hemantkumarsingh1387
    @hemantkumarsingh1387 Місяць тому

    Very good analysis.

  • @UpendraMahapatra-le8fy
    @UpendraMahapatra-le8fy Місяць тому

    ପ୍ରଣାମ ଆଜ୍ଞା 🙏
    ବହୁତ୍ ସୁନ୍ଦର୍ ଉପସ୍ଥାପନା କରିଛନ୍ତି। ସର୍ବ ପ୍ରଥମେ କହିବୁ ଗତ ୨୫ ବର୍ଷ ର ଗେଣ୍ଡା ଦଳ ସରକାର ଗଣତନ୍ତ୍ର ଠାରୁ ଦୂରରେ ନବୀନ ପଟ୍ଟନାୟକ ଗଣତନ୍ତ୍ର ମାନେ କଣ ବୁଝନ୍ତିନି ସେ ନିଜ କୁ ନିଜେ ବୁଝାଇବା ପାଇଁ ସ୍ୟାଡୋ କ୍ୟାବିନେଟ୍ ଗଠନ କରି ଛନ୍ତି। ସେ ନିଜେ ବୁଝିବା ଦରକାର ତାଙ୍କ ଶାସନ କାଳରେ ବିଧାନ ସଭାରେ ବିରୋଧୀ ଙ୍କୁ କହିବା ପାଇଁ ସୁଯୋଗ ଦିଅନ୍ତନି ମହିଳା ବିଧାୟିକା ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଦଳରୁ ସସପେଣ୍ଡ କରିବା, ମନ ଇଚ୍ଛା ବିଭାଗ ବାଣ୍ଟିବା। ୨୦ ଜଣ M P ଅଛନ୍ତି ବୋଲି ନବୀନ ପଟ୍ଟନାୟକ ଭୁଲି ଯାଇଛନ୍ତି ବୋଧେ ।ଯାହା କାମ ହେବ ସବୁ M P ଜରିଆରେ । ୨୪ ବର୍ଷ ସରକାର ରେ ଯେତିକି ଦୁର୍ନୀତି କରିଛନ୍ତି ଏହାକୁ ତଦନ୍ତ ପରିସର କୁ ଅଣାଯାଇ ତାକୁ ସିବିଆଇ ଇଡି ଜରିଆରେ ଗିରଫ କରାଯାଉ ନାହିଁ ଆଜି ପର୍ଯ୍ୟନ୍ତ କାହିଁକି ବିଜେପି ସରକାର ଚୁପ୍ ହୋଇ ବସିଛି କଣ ସ୍ୱାର୍ଥ ଲୁଚି ରହିଛି।

  • @laxmidharabarik2952
    @laxmidharabarik2952 Місяць тому +2

    ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଡୋ କ୍ୟାବିନେଟ୍ ଅପରିପକ୍ଵତାର ପ୍ରମାଣ ମିଳେ। ଦଳ କ୍ଷମତାରେ ଥିବାବେଳେ ଯଦି ଏମିତି ତତ୍ପର ଦେଖାଇଥାନ୍ତେ ତାହାଲେ ଆଜିର ଚିତ୍ର ଭିନ୍ନ ହୋଇଥାନ୍ତା।❤❤

  • @rajendramishra2861
    @rajendramishra2861 Місяць тому

    Good analysis

  • @indramanisahu4595
    @indramanisahu4595 Місяць тому +1

    ନବିନ। ଦଳ ଆଉ ରହିବଳି।

  • @skdsingerkumarsaroj655
    @skdsingerkumarsaroj655 Місяць тому +3

    ସତରେ ପ୍ରଭୁଙ୍କର ଳୀଳା ବଡ ବିଚିତ୍ର ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ

  • @binayakpaikaray8221
    @binayakpaikaray8221 Місяць тому +1

    ନବୀନ ସରକାରରେ କୌଣସି ମନ୍ତ୍ରୀଙ୍କର କୌଶସି ଗୁରୁତ୍ବ ନ ଥିଲା। ସର୍ବେ ସର୍ବା ଥିଲେ ପାଣ୍ଡିଆନ,ଯେ କି ଗଣତନ୍ତ୍ରର ହତ୍ଯାକାରୀ ଥିଲେ। ଏବେ ବ୍ରିଟିଶମୂଳକ ଗଣତନ୍ତ୍ର କଥା ଦେଖାଉଛନ୍ତି। ନିର୍ବାଚିତ ବିଧାୟକଙ୍କୁ ଏକାଠି ରଖିବାର ଏହା ଏକ ପ୍ରୟାସ। ଗୋଠଭାଙ୍ଗିଯିବାର ଭୟ ନବୀନ ବାବୁଙ୍କୁ ବୋଧେ ଘାରୁଛି।

  • @anandachandrasahoo7377
    @anandachandrasahoo7377 Місяць тому +2

    ବର୍ତ୍ତମାନ ଦେଖିବାକୁ ବାକି ରହିଲା
    BJP ମନ୍ତ୍ରୀ vs BJD ଆମ୍ବୁଲ ଚଟା ମନ୍ତ୍ରୀ ମଧ୍ୟରେ ଲଢେଇ କେମେତି ଜମୁଛି

  • @manojsamalyoutuber
    @manojsamalyoutuber Місяць тому +2

    ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ ର ଶାସନ, ରାତିର ନିଶା ଏ ପର୍ଯ୍ୟନ୍ତ ଓହ୍ଲାଇ ନାହିଁ। ସେ କିମ୍ବା ତାଙ୍କ ଦଳର ସଦସ୍ୟମାନେ ହାରିବା କୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ସେଇଥିପାଇଁ ନିଜ ମନକୁ ବୁଝାଇବାକୁ ଯାଇ ଏପରି ଏକ କାର୍ଯ୍ୟ କରିଛନ୍ତି

  • @dipfragnant
    @dipfragnant Місяць тому

    ହସ ଲାଗୁଛି

  • @ramachandrapanipani7424
    @ramachandrapanipani7424 Місяць тому +1

    ଜୟ ଶ୍ରୀ ଜଗନ୍ନାଥ !

  • @santoshnanda7811
    @santoshnanda7811 Місяць тому +7

    ଏ ଛାୟା କ୍ୟାବିନେଟ ର ସବୁ ବିଭାଗ 5T under କୁ ଯିବ ନା ନାହିଁ?

  • @manojbabu6690
    @manojbabu6690 Місяць тому +1

    👍

  • @dhaneswardas548
    @dhaneswardas548 Місяць тому

    ପ୍ରମିଳା ମଲ୍ଲିକ ଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ ଦେଇଥିଲେ ଭଲ ହୋଇଥାନ୍ତା...

  • @ashoksamal7683
    @ashoksamal7683 Місяць тому +1

    ଏ ସାମ୍ବାଦିକ ବାବୁ ରାଜ୍ୟ ପାଳ ବାବୁ ଙ୍କ ପୁଅ ବିଷୟରେ କିଛି ବୋଧେ ଜାଣି ନାଁହାନ୍ତି, ବିଜେଡି ବିଷୟରେ ସବୁ ଗୁମର ଜାଣିଛନ୍ତି, ମୁଦି dress ବିଷୟରେ କିଛି କୁହନ୍ତୁ, ଆପଣ ଙ୍କୁ ଆମେ 100ନମସ୍କାର ହେବୁ, ବିଜେପି ମୁଖପାତ୍ର sir

  • @sarojdash5356
    @sarojdash5356 Місяць тому +3

    ଦୟାକରି ରାଜ୍ଯପାଳଙ୍କ ବିଷୟରେ ନିର୍ଭୟ ଗୁମର କଥା ରେ ଆଲୋଚନା କରନ୍ତୁ।

    • @prakashkumar1695
      @prakashkumar1695 Місяць тому

      Seita kn ete gurutapurna bisay k sekatha bhul re alochana karibeni kebal pandian Naveen pachhare padik rahibe aama nanda mausa 😂

  • @swadhikarbetaj3768
    @swadhikarbetaj3768 Місяць тому +1

    ବିଜେଡି ସର୍ବଦା ଭାରତୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ବିପରୀତ ଦିଗରେ ଯାଏ।ସୁତରାଂ ବିରୋଧି ଦଳରେ ରହି ବିଭାଗ ନେବା ଯାହା,କୁହୁଡିରେ ସନ୍ତରଣ କରିବା ତାହା।କହିବାର କଥା ହେଲା, ବାଘ ନଦେଖିଲେ ବିଲେଇ କୁ ଦେଖ। ବିଜୁ ଜନତାଦଳର ନେତାମାନେ ବାଘ ଥିଲାବେଳେ ତ ମୂଷାଙ୍କ ପରି ରହୁଥିଲେ ,କିନ୍ତୁ ଏବେ ମୂଷା ହୋଇ ବାଘ ର ଚରିତ୍ର କିପରି ନିଭାଇବେ??ସାର୍! ଆଉଗୋଟିଏ କଥାହେଲା,5tବିଭାଗ କୋଉ ନେତାଙ୍କୁ ଦିଆଗଲାକି??

  • @manjupravamishra8000
    @manjupravamishra8000 Місяць тому +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @prasantswain1612
    @prasantswain1612 Місяць тому

    👌👌👌

  • @prafulasingh2267
    @prafulasingh2267 Місяць тому +1

    ନବୀନ ବାବୁଙ୍କର ଛାୟା ମନ୍ତ୍ରୀ ମାନଙ୍କ ପାଖରେ ଜଣେ , ଦୁଇଜଣ ସଚିବ ରଖିଥିଲେ ଭଲ ହୋଇଥାଆ'ନ୍ତା ।

  • @bijayakumardash7925
    @bijayakumardash7925 Місяць тому

    ଶାସନ ରେ ନବୀନ ବାବୁ କର ୨୫ ବର୍ଷ ଜଗନ୍ନାଥ ପ୍ରଭୁ ବିରୋଧୀ ଦଳ ପାଇଁ ଆଉ ୨୫ ବର୍ଷର ଆୟୁଷ ନବୀନ ବାବୁଙ୍କୁ ଦିଅନ୍ତୁ ଆଉଏକ ବିଶ୍ଵ ରେକର୍ଡ ପାଇଁ।

  • @BishnucharanRay-xy5ox
    @BishnucharanRay-xy5ox Місяць тому +7

    ଦିଲ୍ଲୀ ରେ କେଜି୍ରିୱାଲ ଜେଲ ଯିବା ବେଳେ କାଳେ ପାଣ୍ଡିଆନ ଜେଲ କୁ ନେଇଯିବେ ସେହି ଡରେ ଶରଣ ନେଇଛନ୍ତି ନବୀନ ନିବାସାରେ. ପାଣ୍ଡିଆନ ଭାବୁଛନ୍ତି ମୁତ ଏକା ଖାଇନାହିଁ. ପ୍ରେମ ପଟ୍ଟନାୟକ ବି ଖାଇଛନ୍ତି ତେଣୁ ନବୀନ କୁ ଛାଡ଼ିବେ କାହିଁକି

  • @PurnachandraBehera-if5tu
    @PurnachandraBehera-if5tu Місяць тому +1

    ସତୃପ୍ତ ବାବୁ ସବୁ କ୍ଷମତା ରେ ରହିବେ। ଆଗରୁ vkp ଯାହା କହୁଥିଲେ। ପଛରେ ରହିବେ vkp। ନବୀନ ଫୁସ୍।

  • @SWAINSAMIRRANJAN
    @SWAINSAMIRRANJAN Місяць тому

    ବେଲଜ୍ୟା ମାନଙ୍କର ଆଉ କଣ ଅଛିବା ସେ ଆଉ ଅଧିକ କିଛି କରିପାରିବେ। ରାଜ୍ୟକୁ ୨୪ ବର୍ଷ ଲୁଟିବା ପରେ ଇଏ ହେଉଛି ଆଉ ଏକ ନୂଆ ପ୍ରୟାସ ଲୋକମାନଙ୍କୁ ଭୁଆଁ ବୁଲେଇବା ପାଇଁ। ହେଲେ ଆଉ କଣ ହେବ, ଅଛି ବାଉଁଶ ନା ବାଜିବ ବଇଁଶୀ।

  • @BasudevNayak-in1si
    @BasudevNayak-in1si Місяць тому

    ଘଟଣାଟି ନବୀନଙ୍କଭ ଭୟ ବଢିଯାଇଛି ଏହାବିଜେପି ଦେଖାଇହେଉଛନ୍ତିକି ଅମେସବୁସଚୋଟ ପୁରୁଷମାନେ ବିଜେଡି ଦଳରଛୁ ଅଛବିଜପିକୁଦେଖାଇହେଇଛନ୍ତି ବିଜେପି କ୍ଷମତାର ପ୍ରୟୋଗ କରିବନାନାହିଁ କିଆଁମସଥିରେ ସାଲିଶୋଇ ଖାଇବେ

  • @bipracharanjena2736
    @bipracharanjena2736 Місяць тому +1

    ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲା ବେଳେ କ୍ୟାବିନେଟ୍ କୁ ଗୁରୁତ୍ଵ କେବେଦେଉନଥେଲେ କେବଳ ପଣ୍ଡିଆଣ ସବୁ କ୍ଷମତା ଉପଭୋଗ କରୁଥିଲେ

  • @ajitkumarpanda6388
    @ajitkumarpanda6388 Місяць тому +1

    ନବୀନ ବାବୁଙ୍କ shadowcabinet ହେଉଛି ବିନା ଫାଣ୍ଡି ଜମାଦାର ମାନେ କୌଣସି power ନ ଥାଇ ସବୁ MLA ମନ୍ତ୍ରୀ ହୋଇଗଲେ ,ଅତ୍ୟନ୍ତ ହାସ୍ୟାସ୍ପଦ କଥା,,,,,

  • @gyanabratamohanty4219
    @gyanabratamohanty4219 Місяць тому +1

    ଏପରି ଗୋତ୍ରମାରୁ ସାଙ୍ଘାତିକ ଓଡ଼ିଆ ବିରୋଧୀ ମୁଖ୍ୟମନ୍ତ୍ରୀ ଓଡିଶା ଦେଖିନଥିଲା | ମୂଳ କଥା ହେଲା - ସେ ବିନା ମୁଖ୍ୟମନ୍ତ୍ରୀତ୍ବ ରେ ରହିପାରିବେ ନାହିଁ | ତାଙ୍କ ପାଇଁ ସବୁ କାମ କରୁଥିବା ବିଶ୍ୱସ୍ତ ଅଫିସର ମାନେ ବଦଳି ହେଲେଣି | ସେ ନିଜେ କିଛି କରିପାରିବେ ନାହିଁ, ତେଣୁ ସମସ୍ତଙ୍କୁ ଦାୟିତ୍ୱ ବାଣ୍ଟି ଦେଲେ, ନିଜେ ଶାନ୍ତିରେ ଶୋଇବେ | 🙏👍🙏

  • @satishchandrabehera7291
    @satishchandrabehera7291 Місяць тому +2

    ସରକାର ବେଳେ ସୋଲୋ ମିନିଷ୍ଟର
    ବିରୋଧୀ ବେଳେ ୱେଷ୍ଟ ମିନିଷ୍ଟର ଢାଞ୍ଚା।

  • @trilochanpatnaik6321
    @trilochanpatnaik6321 Місяць тому +1

    Shadow cabinet ର ପ୍ରଯୋଜକ ଆଣ୍ଡ ଡାଇରେକ୍ଟର ତାମିଲ origin Pandian, କିନ୍ତୁ actor ହେଉଛନ୍ତି ନବୀନ ପଟ୍ଟନାୟକ।

  • @krushnachandradash4327
    @krushnachandradash4327 Місяць тому +1

    ବିଜେଡି ସରକାର ଶାସନ କାଳରେ,ପାଣ୍ଡିଆନ ଛାୟା ସରକାରର ଶାସନ କାଳରେ ଓଡ଼ିଶାର ସମସ୍ତ କେଳେଙ୍କେରୀ ଗୁଡ଼ିକର ଭିଜିଲାନ୍ସ ତଦନ୍ତ, ଇଡି, ତଥା ସିବିଆଇ ତଦନ୍ତ ଆବଶ୍ୟକ ବୋଲି ଲୋକେ କହୁଛନ୍ତି ଓ ଆଲୋଚନା କରୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି।

  • @sukantmahapatra8043
    @sukantmahapatra8043 Місяць тому

    Sir ସରକାର ପ୍ରଥମେ ବ୍ରାଉନ ସୁଗାର ଓ ଗଂଜେଇ ମୁକ୍ତ ଓଡ଼ିଶା କରନ୍ତୁ

  • @laxmidharnayak4191
    @laxmidharnayak4191 Місяць тому

    Gotha rakshya o pandya surakshya painn bidhibaddha jajana. Ases2 dhanyabad namaskar ji 🙏

  • @krushnasahoo155
    @krushnasahoo155 Місяць тому

    ନଵିନ ସାର ଆମର ଛୋଟ ପିଲା ଖେଳନ୍ତି ତୁ ରାଜା ସେ ରାଣି ଏପରି ଲାଗୁଛି ଵିଜେଡି

  • @nababarika4028
    @nababarika4028 Місяць тому

    To get self satisfaction

  • @rabindrabiswal1149
    @rabindrabiswal1149 Місяць тому

    ନବୀନ ବାବୁ ଏବେ ବି ଭାବୁଛନ୍ତି ଓଡ଼ିଶା ତାଙ୍କ ବାପାଙ୍କ ସମ୍ପତ୍ତି

  • @nareshdash3796
    @nareshdash3796 Місяць тому

    ସାଡୋ କ୍ୟାବିନେଟ ଫାର୍ସ । ପାଣ୍ଡୁ କେଳେଙ୍କାରି ପରେ ଏ ଡ୍ରାମା ଆଗକୁ କ୍ଷମତା ହାସଲ ଅପଚେଷ୍ଟା ।
    ଅତ୍ୟନ୍ତ ନିନ୍ଦନୀୟ ।

  • @user-rz9gj6yj9b
    @user-rz9gj6yj9b Місяць тому

    ସାର୍, ଶଂଖ ଭବନ ମୁଁ ଦେଖିନାହିଁ। ଛାୟା ମନ୍ତ୍ରୀମାନେ ବସିବା ପାଇଁ ୫୦ ଟି ରୁମ୍ ଟୟଲେଟ୍ ସହିତ ତିଆରି ଯଦି ନଥିବ ତେବେ କରିବିକୁ ହେବ।

  • @raydiptiranjan1358
    @raydiptiranjan1358 Місяць тому

    ନିଜ ଦଳ ର ସରକାର ଥିଲା ବେଳେ ସରକାର ପ୍ରତି ଧ୍ୟାନ ନରଖି ମଦ ପିଇ ଘୁମାଇଲେ, ନିର୍ଲଜ ଏବେ ବିଜେପି ସରକାର କୁ ନଜର ରଖିବାକୁ ଆସିଗଲେ 😅😅😅😅

  • @pabitramohandas6943
    @pabitramohandas6943 Місяць тому

    ଯେଉଁ ଭୁଲ୍ ପାଇଁ କ୍ଷମତାଚ୍ୟୁତ ହେଲେ ସେହି ଭୁଲ୍'ର ପୁନରାବୃତ୍ତି ! ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଜନୈକ ପୂର୍ବ ପ୍ରାଶାସନିକ ଅଧିକାରୀ ବୁଦ୍ଧିରେ ପରିଚାଳିତ ହୋଇ ସର୍ବନାଶ ଘଟିଲା !!

  • @chittaranjansahu5943
    @chittaranjansahu5943 Місяць тому

    Pressure tactical move

  • @manmathtulo8661
    @manmathtulo8661 Місяць тому

    ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେ ସମୟରେ ମନ୍ତ୍ରୀ, ବିଧାୟକ ମାନଙ୍କୁ ସେମାନଙ୍କ ସହିତ ମିଶିବାକୁ ସୁଯୋଗ ଦେଉ ନ ଥିଲେ କିମ୍ବା ନିର୍ବାଚନ ପ୍ରଚାର ପାଇଁ ସୁଯୋଗ ଦେଉ ନ ଥିଲେ । ବର୍ତ୍ତମାନ କାହିଁକି ସେମାନଙ୍କୁ ଜାବୁଡ଼ି ଧରିବା ପାଇଁ ଆଗ୍ରହ ପ୍ରକାଶ କରୁଅଛନ୍ତି । ଏହାର ପ୍ରକୃତ କାରଣ ହେଉଛି ଯେ ଏପରି କରିବା ଦ୍ବାରା ନିଜ ଦଳର ବିଧାୟକମାନେ ଦଳ ଡିଆଁ ଚେଷ୍ଟାରୁ ବିରତି ହେବେ ।

  • @PurnachandraBehera-if5tu
    @PurnachandraBehera-if5tu Місяць тому

    ପ୍ରକୃତ ରେ pandiyan କିଛି କରି ନାହାନ୍ତି। ନବୀନ ବାବୁ ସବୁ କରନ୍ତି।