ଓଡ଼ିଶାର ଅଛୁଆଁ ଗାଁ || ଗାଁକୁ ଗଲେ ଫେରିବା ମନା || most Dangerous village || Help India Odisha

Поділитися
Вставка
  • Опубліковано 30 лис 2024

КОМЕНТАРІ • 23

  • @daudamallick2097
    @daudamallick2097 2 місяці тому +1

    ଧନ୍ୟବାଦ୍ ଭାଇ ଆପଣଙ୍କ ଏହି ପ୍ରକାର ଦୃଶ୍ୟ ଉପସ୍ଥାନ କରନ୍ତୁ ନିଶ୍ଚିନ୍ତ ସରକାର ଦିନ ଦୃଷ୍ଟି ପଡ଼ିବ ଏବଂ ସମ୍ଭବ ହୁଏ ସେଠାକାର ସରପଞ୍ଚ ଙ୍କୁ କୁହନ୍ତୁ ବିଧାୟକ ଙ୍କୁ ଭେଟି ସମାଧାନ ନିମନ୍ତେ ଚେଷ୍ଟା କଲେ ଭଲ ହୁଅନ୍ତା

  • @divyomotivation8049
    @divyomotivation8049 4 місяці тому +11

    ଆପଣ ମାନେ ଯେମିତି ପହଞ୍ଚି ପାରୁଛନ୍ତି ସେମିତି ଯଦି ସରକାରଙ୍କ ସାହାଯ୍ୟ ପହଞ୍ଚି ପାରିଥାନ୍ତା ତେବେ ଗାଁର କିଛି ଉନ୍ନତ ହେଇପାରନ୍ତା

    • @helpindiaodisha1586
      @helpindiaodisha1586  4 місяці тому +2

      ଆମ ଟିମ ଚେଷ୍ଟା କରୁଛି ଏହି ଗାଁ ର ଅସୁବିଧା ଲୋକ ଲୋଚନକୁ ଆଣିବା ପାଇଁ | ତା ସହିତ ଆମ ଟିମ ଚେଷ୍ଟା କରୁଛି ଏହି ଗାଁ ରେ ଯେମିତି ସବୁ ସୁବିଧା ପହଁଚିବା | ଆପଣ ମାନଙ୍କର ଭଲ ପାଇବା ଆମ ଟିମକୁ ଆହୁରି ଆଗକୁ ଯିବାକୁ ପ୍ରୋଛାହନ ଯୋଗାଉଛି

  • @laxmidharaparida8353
    @laxmidharaparida8353 3 місяці тому +1

    ତୁମ କହିବା ର ଶୈଳୀ ବହୁତ ଭଲ

  • @ranjitbehera1244
    @ranjitbehera1244 3 місяці тому

    Good job Bhai I like it

  • @brundabanmandika5298
    @brundabanmandika5298 3 місяці тому

    ସେହି ଗାଁ ର ନାଁ ହେଉଛି ଗୁଞ୍ଜାପାଇ ମୁନିଗୁଡା ବ୍ଳକ ଭଲ ଭାବରେ ବୁଝି ଅମକ ଗାଁ ବୋଲି କୁହନ୍ତୁ।

  • @narayannaik974
    @narayannaik974 Місяць тому

    Right bro

  • @misstuni..1040
    @misstuni..1040 4 місяці тому +2

    Bhai tamaku salut

  • @TofanKaran-c2j
    @TofanKaran-c2j 4 місяці тому +1

    Government take to action immediately

  • @sangitkandhapani7793
    @sangitkandhapani7793 4 місяці тому +1

    A loka manankara economic condition au source kn. Banking facility kn rahichhi ki nahin?

  • @brundabanmandika5298
    @brundabanmandika5298 3 місяці тому

    ହେଲପ୍ ଇଣ୍ଡିଆ ଭଲ କାମ କରିଛନ୍ତି କିନ୍ତୁ ଆପଣ ମାନେ ଗାଦବା ଚିତ୍ର ଦେଖାଇ ଡଙ୍ଗରିଆ ଏରିଆ ଦେଖାଇ ଲେ ।

    • @helpindiaodisha1586
      @helpindiaodisha1586  3 місяці тому

      ଭାଇ ଆମ ଭିଡ଼ିଓ ରେ ଓଡିଶା ର real ଚିତ୍ର ଦେଖାଇଛୁ ତାହା ଯଦି ମିଛ ଆପଣ ଆମ ଟିମକୁ କହିପାରିବେ | ଯାହା ସତ ଆମ ଟିମ ତାହା ଦେଖଇଛି

  • @narendraraita4662
    @narendraraita4662 3 місяці тому +1

    ଭାଇ ଆମର ଗଜପତି ଜିଲ୍ଲା ମୋହନା ବ୍ଲକଯୁବ ପଞ୍ଚାୟତର gadreng ଗ୍ରମରେବି ଏହିପରିଆବସ୍ତାଅଛି

    • @helpindiaodisha1586
      @helpindiaodisha1586  3 місяці тому

      ସେହି ଗ୍ରାମର ଭିଡ଼ିଓ ଅଛି ଯଦି ଆପଣ ମୋର whatsapp ନମ୍ବର ରେ ଟିକିଏ ପଠାନ୍ତୁ ଆମ ଟିମ ସେହି ଗାଁ କୁ ଯିବାକୁ ଚେଷ୍ଟା କରିବ |
      ଆପଣ ph ନୁମ୍ବର ଟିକିଏ send କରନ୍ତୁ ମୁଁ ଆପଣ ସହିତ ଯୋଗାଯୋଗ କରିବି ଭାଇ

    • @SunLight49
      @SunLight49 3 місяці тому

      24 ବର୍ଷ BJD ର ବିକାଶ😂😂😂

  • @iwin8462
    @iwin8462 3 місяці тому

    Kou jaga

  • @SunLight49
    @SunLight49 3 місяці тому +2

    24ବର୍ଷ BJD ର ବିକାଶ 😂😂😂 ଜୟ BJD ନବୀନ ପଟ୍ଟନାୟକ😂😂

    • @ASHU_TOSHA
      @ASHU_TOSHA 2 місяці тому +1

      Jay BJD MAA gihaa ARUNA,...NAVEENAAA

  • @narendraprusty7506
    @narendraprusty7506 4 місяці тому

    Where is this place ❓🙏

  • @SatyabhamaMallick-ji1wr
    @SatyabhamaMallick-ji1wr 4 місяці тому

    Aapana kemite Pherile

    • @helpindiaodisha1586
      @helpindiaodisha1586  4 місяці тому

      ସେଇ address ରେ ଥରେ ଯାଇକି ଦେଖ ଜାଣି ପାରିବ | ଖାଲି କହିବା ପାଇଁ ସହଜ କିନ୍ତୁ କରିବା କଷ୍ଟ | ଅନୁରୋଧ ଟିକିଏ ଏହି ଗ୍ରାମକୁ ଯିବା ପାଇଁ
      ହେଲ୍ପ ଇଣ୍ଡିଆ vlog channel ନୁହଁ ଆମ ଟିମ ବହୁତ କଷ୍ଟ କରି ଲୋକ ମାନଙ୍କୁ ହେଲ୍ପ କରେ | ତାର କଷ୍ଟ ଆମେ ଜାଣିଛୁ | ଲୋକଙ୍କ ମୁହଁରେ ଟିକିଏ ସହ ଫୁଟାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡେ ଭାଇ ଆପଣ ଜାଣି ପାରିବେ ନାହିଁ

    • @helpindiaodisha1586
      @helpindiaodisha1586  4 місяці тому

      @@SatyabhamaMallick-ji1wr ua-cam.com/video/4UsX-sQlNOI/v-deo.htmlsi=EtJ9NVibSZVUb73ଉ
      Plz visit this village

    • @helpindiaodisha1586
      @helpindiaodisha1586  4 місяці тому

      @@SatyabhamaMallick-ji1wr
      ua-cam.com/video/xdDZ2tk9wPE/v-deo.htmlsi=IjErrNEK-gkM3Sna