HELP INDIA ODISHA
HELP INDIA ODISHA
  • 698
  • 2 342 123
ଖରିଆ ଆଦିବାସୀ || Hill Kharia Tribal People || Karanjia, Similipala Forest || Help India Odisha
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱ia ( 𝗛𝗶𝗹𝗹 𝗞𝗵𝗮𝗿𝗶𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗞𝗵𝗮𝗻𝗱𝗶𝗮𝗱𝗮𝗿𝗮 𝗞𝗵𝗮𝗿𝗶𝗮 𝗕𝗮𝘀𝘁𝗶 - 𝗩𝗶𝗹𝗹𝗮𝗴𝗲 , 𝗕𝗮𝗱𝗮𝗴𝗮𝗮𝗻 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗞𝗮𝗿𝗮𝗻𝗷𝗶𝗮 - 𝗕𝗹𝗼𝗰𝗸 ,𝗠𝗮𝘆𝘂𝗿𝗯𝗵𝗮𝗻𝗷 - 𝗗𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮
ମୟୁରଭଞ୍ଜ - ଜିଲ୍ଲା, କରଞ୍ଜିଆ - ବ୍ଳକର , ଖଣ୍ଡିଆଦର ଖରିଆ ବସ୍ତି - ଗ୍ରାମ , ବଡଗାଁ - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା Hill Kharia ସମ୍ପ୍ରଦାୟର ଆଦିବାସୀ ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ ଯିବା ପରେ ଆମ ଟିମ ପହଁଚିଥିଲା ଏହି ଗ୍ରାମରେ | ଖରିଆ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନେ ଏହି ଗ୍ରାମରେ ବାସ କରନ୍ତି | ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ଶିମିଳିପାଳ ଜଙ୍ଗଲ ଭିତରେ ଏହି ଆଦିବାସୀ ମାନେ ରହିଆସିଥିଲେ ଶିମିଳିପାଳ କୁ Reserved Forest ଘୋଷଣା କରିବା ପରେ ଏହି ଆଦିବାସୀ ଲୋକ ମାନଙ୍କୁ ସରକାର ଜଙ୍ଗଲ ରୁ ବାହାର କରିଦେଇଥିଲେ | ଏହି ଆଦିବାସୀ ମାନେ ବହୁତ ଅସୁବିଧା ନିଜ ଜୀବନ ଯାପନ କରୁଛନ୍ତି | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା |
#tribalpeople #donateclothes #fooddonation #Odisha #helpneedypeople #helptribalpeople #tribal #tribalpeopleodisha #santali #santaltribalpeople #karanjia #mayurbhanj #mayurbhanjia #mayurbhanjnews #Similipala #similipalaforest #hillkhari
Переглядів: 264

Відео

ସାନ୍ତାଳ ଆଦିବାସୀ ଗାଁ ଖଣ୍ଡିଆଦର || Santala Tribal People || Karanjia || Mayurbhanj || Help India Odisha
Переглядів 1,1 тис.2 години тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗦𝗮𝗻𝘁𝗮𝗹 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗞𝗵𝗮𝗻𝗱𝗶𝗮𝗱𝗮𝗿𝗮 - 𝗩𝗶𝗹𝗹𝗮𝗴𝗲 , 𝗕𝗮𝗱𝗮𝗴𝗮𝗮𝗻 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗞𝗮𝗿𝗮𝗻𝗷𝗶𝗮 - 𝗕𝗹𝗼𝗰𝗸 ,𝗠𝗮𝘆𝘂𝗿𝗯𝗵𝗮𝗻𝗷 - 𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 ମୟୁରଭଞ୍ଜ - ଜିଲ୍ଲା, କରଞ୍ଜିଆ - ବ୍ଳକର , ଖଣ୍ଡିଆଦର - ଗ୍ରାମ , ବଡଗାଁ - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା ସାନ୍ତାଳ ସମ୍ପ୍ରଦାୟର ଆଦିବାସୀ ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ ଯିବା ପରେ ଆମ ...
ଡ୍ରାଇଭର ମହାସଙ୍ଗ ର ସଦସ୍ୟଙ୍କୁ ସହଯୋଗ || Driver Mahasanga || Provide Wheelchair || Help India Odisha
Переглядів 6214 годин тому
𝗛𝗲𝗹𝗽 𝗜𝗻𝗱𝗶𝗮 𝗧𝗲𝗮𝗺 𝗣𝗿𝗼𝘃𝗶𝗱𝗲 𝗪𝗵𝗲𝗲𝗹𝗰𝗵𝗮𝗶𝗿 𝘁𝗼 𝗦𝗮𝗻𝘁𝗼𝘀𝗵 𝗦𝘂𝘁𝗮𝗿 , 𝗔𝗴𝗲 - 25 , 𝗮𝘁 - 𝗚𝗮𝘆𝗮𝗹𝗮 𝗕𝗮𝗻𝗸𝗮 , 𝗣𝗼 - 𝗚𝗮𝘆𝗮𝗹𝗮 𝗕𝗮𝗻𝗸𝗮 , 𝗣𝘀 - 𝗕𝗮𝗻𝗸𝗶 , 𝗶𝘀𝘁 - 𝗖𝘂𝘁𝘁𝗮𝗰𝗸 ନାମ - ସନ୍ତୋଷ ସୁତାର (କାର୍ଗିଲ ଭାଇ ) ସେ ଚନ୍ଦକା ଗ୍ରାମରେ ରୁହନ୍ତି କିନ୍ତୁ ତାଙ୍କ ନିଜ ଘର ଗ୍ରାମ - ଗୟାଲ ବାଙ୍କ, ପଞ୍ଚାୟତ - ଗୟାଲ ବାଙ୍କ, ପୋଷ୍ଟ - ବାଙ୍କି, ଜିଲ୍ଲା - କଟକ | ଏକ ଆକସ୍ମିକ ଦୃଘଟଣା ରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ତା ପରେ ଗୋଡ ଭଲ ନହେବାରୁ ଗୋଡ ଟି କାଟିବା ପାଇଁ ପଡିଲା | wheelchair ଟିଏ...
ଭାତୁଡ଼ି ଆଦିବାସୀ ଙ୍କ ଗାଁ ବଲାଣିପସୀ || Bathudi Tribal People of Keonjhar || Help India Odisha
Переглядів 9 тис.День тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗕𝗮𝘁𝗵𝘂𝗱𝗶 & 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗕𝗮𝗹𝗮𝗻𝗶𝗽𝗮𝘀𝗶 - 𝗩𝗶𝗹𝗹𝗮𝗴𝗲, 𝗝𝘂𝗻𝗴𝗮 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗛𝗮𝗿𝗶𝗰𝗵𝗮𝗻𝗱𝗮𝗻𝗽𝘂𝗿 - 𝗕𝗹𝗼𝗰𝗸 , 𝗞𝗲𝗼𝗻𝗷𝗵𝗮𝗿 - 𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 କେନ୍ଦୁଝର - ଜିଲ୍ଲା, ହରିଚନ୍ଦନପୁର - ବ୍ଳକର , ବଲାଣିପସୀ - ଗ୍ରାମ, ଜୁଙ୍ଗା - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା ଭାତୁଡ଼ି ଓ ଜୁଆଙ୍ଗ ସମ୍ପ୍ରଦାୟର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ଓ ଘ...
ପାହାଡ ତଳ ଗାଁ ତଳ କଂସ | Jhunga tribal || Tala Kansa Village || Banspal , Keonjhar || Help India Odisha
Переглядів 8 тис.День тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗹𝗮 𝗞𝗮𝗻𝘀𝗮 - 𝗩𝗶𝗹𝗹𝗮𝗴𝗲, 𝗞𝗼𝗱𝗶𝗽𝗼𝘀𝗮 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗕𝗮𝗻𝘀𝗽𝗮𝗹 - 𝗕𝗹𝗼𝗰𝗸 , 𝗞𝗲𝗼𝗻𝗷𝗵𝗮𝗿 - 𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 କେନ୍ଦୁଝର - ଜିଲ୍ଲା, ବାଂଶପାଳ - ବ୍ଳକର , ତଳ କଂସ - ଗ୍ରାମ, କୋଡ଼ିପୋସା - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା ଜୁଆଙ୍ଗ ସମ୍ପ୍ରଦାୟର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ଓ ଘଟି ରାସ୍ତା ଦେଇ ଯିବା ପରେ ଆମ ଟ...
ଧନୀ ଜିଲ୍ଲା ର ଦୁଃଖ କାହାଣୀ || Juang Tribal people || Banspal || Keonjhar || Help India Odisha
Переглядів 1,1 тис.21 день тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗝𝘂𝗮𝗻𝗴 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗹𝗮𝗱𝗵𝘂𝗮𝗻 𝗞𝗮𝗻𝘀𝗮 - 𝗩𝗶𝗹𝗹𝗮𝗴𝗲, 𝗞𝗼𝗱𝗶𝗽𝗼𝘀𝗮 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗕𝗮𝗻𝘀𝗽𝗮𝗹 - 𝗕𝗹𝗼𝗰𝗸 , 𝗞𝗲𝗼𝗻𝗷𝗵𝗮𝗿 - 𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 କେନ୍ଦୁଝର - ଜିଲ୍ଲା, ବାଂଶପାଳ - ବ୍ଳକର , ଚାଉଳ ଧୂଆଁ କଂସ - ଗ୍ରାମ, କୋଡ଼ିପୋସା - ପଞ୍ଚୟତ | ଏହି ଗ୍ରାମରେ ରହୁଥିବା ଜୁଆଙ୍ଗ ସମ୍ପ୍ରଦାୟର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ଓ ଘଟି ରାସ୍ତା ଦେଇ ଯ...
ସରକାର ଆମକୁ ଖଟିଆ ଦିଅ || Help India Odisha
Переглядів 724Місяць тому
Part - 2 𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗻𝗶𝗮𝗽𝗮𝗱𝗮 & Kendusahi - 𝗩𝗶𝗹𝗹𝗮𝗴𝗲, 𝗣𝗮𝗻𝗰𝗵𝗮𝘆𝗮𝘁 - 𝗞𝗼𝗿𝗮𝗱𝗮 , 𝗕𝗹𝗼𝗰𝗸 - 𝗡𝘂𝗮𝗴𝗮𝗼𝗻, 𝗶𝘀𝘁𝗿𝗶𝗰𝘁 - 𝗡𝗮𝘆𝗮𝗴𝗮𝗿𝗵, 𝗢𝗱𝗶𝘀𝗵𝗮 ଟାଣିଆପଡା ଓ କେନ୍ଦୁସାହି - ଗ୍ରାମ, ପଞ୍ଚାୟତ - କୋରଡ଼ା , ବ୍ଲକ - ନୂଆଗାଁ, ଜିଲ୍ଲା - ନୟାଗଡ, ଓଡିଶା | ଏହି ଗ୍ରାମରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ...
30 ବର୍ଷ ହେବ କହି କହି ଥକି ଗଲୁଣି || Reality Of Nayagada || Taniapada & Kendusahi || Help India Odisha
Переглядів 1,6 тис.Місяць тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗻𝗶𝗮𝗽𝗮𝗱𝗮 & Kendusahi - 𝗩𝗶𝗹𝗹𝗮𝗴𝗲, 𝗣𝗮𝗻𝗰𝗵𝗮𝘆𝗮𝘁 - 𝗞𝗼𝗿𝗮𝗱𝗮 , 𝗕𝗹𝗼𝗰𝗸 - 𝗡𝘂𝗮𝗴𝗮𝗼𝗻, 𝗶𝘀𝘁𝗿𝗶𝗰𝘁 - 𝗡𝗮𝘆𝗮𝗴𝗮𝗿𝗵, 𝗢𝗱𝗶𝘀𝗵𝗮 ଟାଣିଆପଡା ଓ କେନ୍ଦୁସାହି - ଗ୍ରାମ, ପଞ୍ଚାୟତ - କୋରଡ଼ା , ବ୍ଲକ - ନୂଆଗାଁ, ଜିଲ୍ଲା - ନୟାଗଡ, ଓଡିଶା | ଏହି ଗ୍ରାମରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେ...
ମୁଁ ମଲା ପରେ କାଳେ ହେବ || Luharakhani Village || Nayagarh || Help India Odisha
Переглядів 3,4 тис.Місяць тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗟𝘂𝗵𝗮𝗿𝗮𝗸𝗵𝗮𝗻𝗶 - 𝗩𝗶𝗹𝗹𝗮𝗴𝗲, 𝗞𝗼𝘀𝗸𝗮 - 𝗣𝗮𝗻𝗰𝗵𝗮𝘆𝗮𝘁, 𝗞𝗵𝗮𝗻𝗱𝗮𝗽𝗮𝗱𝗮 - 𝗕𝗹𝗼𝗰𝗸, 𝗡𝗮𝘆𝗮𝗴𝗮𝗿𝗵 - 𝗶𝘀𝘁𝗿𝗶𝗰𝘁 ଲୁହାରଖଣୀ - ଗ୍ରାମ, କୋସକା - ପଞ୍ଚାୟତ, ଖଣ୍ଡପଡା - ବ୍ଲକ, ନୟାଗଡ - ଜିଲ୍ଲା | ଏହି ଗ୍ରାମରେ ରହୁଥିବା କନ୍ଧ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ 6 ରୁ 7 km ଯିବା ପରେ ଆମ ଟିମ ପହଁଚି...
ଆସ ବିଲିଯିବା ରୁଗାବାଦୁ ଗାଁ | kandha || Rugabadu Village || Khandapada || Nayagarh || Help India Odisha
Переглядів 74 тис.Місяць тому
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗥𝘂𝗴𝗮𝗯𝗮𝗱𝘂 - 𝗩𝗶𝗹𝗹𝗮𝗴𝗲, 𝗞𝗼𝘀𝗸𝗮 - 𝗣𝗮𝗻𝗰𝗵𝗮𝘆𝗮𝘁, 𝗞𝗵𝗮𝗻𝗱𝗮𝗽𝗮𝗱𝗮 - 𝗕𝗹𝗼𝗰𝗸, 𝗡𝗮𝘆𝗮𝗴𝗮𝗿𝗵 - 𝗶𝘀𝘁𝗿𝗶𝗰𝘁 ରୁଗାବାଦୁ - ଗ୍ରାମ, କୋସକା - ପଞ୍ଚାୟତ, ଖଣ୍ଡପଡା - ବ୍ଲକ, ନୟାଗଡ - ଜିଲ୍ଲା | ଏହି ଗ୍ରାମରେ ରହୁଥିବା କନ୍ଧ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ 6 ରୁ 7 km ଯିବା ପରେ ଆମ ଟିମ ପହଁଚିଥିଲ...
ଗାଁ କୁ ଭରସା କାଠ ପୋଲ || Dhepaguda village || Ganjam || Help India Odisha
Переглядів 475Місяць тому
ଗାଁ କୁ ଭରସା କାଠ ପୋଲ || Dhepaguda village || Ganjam || Help India Odisha
ଗାଁ ଉର୍ନତି ପାଇଁ ଛାଡ଼ିଲେ 1ଲକ୍ଷ ଟଙ୍କା ଚାକିରୀ Left 1lakh salary Job For his Village | Help India Odisha
Переглядів 3212 місяці тому
left 1lakh salary Job For Help his Village tribal people true Story of Odisha #helpindia #bhubaneswar #helpneedypeople #rurallife #kandhmal 𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮 Bank details 𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸 𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮 𝗔/ 𝗻𝗼 - 7378002100001043 𝗜𝗙𝗦 𝗖𝗼𝗱𝗲 - 𝗣𝗨𝗡𝗕0737800 𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - 91 7008476997 ସମସ୍ତ ଓଡିଶାବାସୀ ମାନଙ୍କୁ ଅନୁରୋଧ କିଛି କିଛି ସହଯୋଗ କରିବା ପାଇଁ ଏହି ମହତ୍ୱ କାଯ୍ୟପାଇଁ | ଆପଣଙ୍କ ସହଯ...
କପଡା ନଷ୍ଟ କରନ୍ତୁ ନାହିଁ ଦାନ କରନ୍ତୁ || dont't waste ur cloth || Help India Odisha
Переглядів 2392 місяці тому
𝗼𝗻'𝘁 𝗪𝗮𝘀𝘁𝗲 𝘆𝗼𝘂𝗿 𝗖𝗹𝗼𝘁𝗵 𝗣𝗹𝘇 𝗼𝗻𝗮𝘁𝗲 𝗡𝗲𝗲𝗱𝘆 𝗣𝗲𝗼𝗽𝗹𝗲 ବସ୍ତ୍ର ନଷ୍ଟ କରନ୍ତୁ ନାହିଁ ତାକୁ ଦାନ କରନ୍ତୁ ଲୋକ ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡେ ଆପଣ ଏହି ଭିଡ଼ିଓ ଦେଖିଲା ପରେ ଜାଣି ପାରିବେ | ଆମ ଟିମ ସବୁବେଳେ କପଡା ବାଣ୍ଟିବା ଫୋଟ ଓ ଭିଡ଼ିଓ ଆପଣ ଆମ page ଓ group ରେ ଦେଖିଥିବେ କିନ୍ତୁ ତା ପାଇଁ କେତେ କଷ୍ଟ ଓ time ଦେବାକୁ ପଡେ ତାର କଳ୍ପନା ନାହିଁ | Contact us if possible* Call / whatsapp = 91 8249085705 / 99384778...
ହାତୀ ଏବେ ବିପଦରେ || Save Elephant || Keonjhar || Help India Odisha
Переглядів 3062 місяці тому
ହାତୀ ଏବେ ବିପଦରେ || Save Elephant || Keonjhar || Help India Odisha
ହେଲ୍ପ ଇଣ୍ଡିଆ ସହାୟତାରେ ପାଠ ପଢିଲା ପୁଅ || Help India Odisha
Переглядів 1,3 тис.2 місяці тому
ହେଲ୍ପ ଇଣ୍ଡିଆ ସହାୟତାରେ ପାଠ ପଢିଲା ପୁଅ || Help India Odisha
ବୋତଲ ଗୋଟାଇଲେ ମୁଁ ଚଳୁଛି || Sad Story || Help India Odisha
Переглядів 1,1 тис.2 місяці тому
ବୋତଲ ଗୋଟାଇଲେ ମୁଁ ଚଳୁଛି || Sad Story || Help India Odisha
ସୁନ୍ଦରଗଡ ର ଅସୁନ୍ଦର ଚିତ୍ର || Sad Story Of The Mining Capital Koida || Sundargarh || Help India Odisha
Переглядів 27 тис.2 місяці тому
ସୁନ୍ଦରଗଡ ର ଅସୁନ୍ଦର ଚିତ୍ର || Sad Story Of The Mining Capital Koida || Sundargarh || Help India Odisha
ପାଇଖାନା ସାଜିଛି ଘର || Help India Odisha
Переглядів 4292 місяці тому
ପାଇଖାନା ସାଜିଛି ଘର || Help India Odisha
ଧନୀ ଜିଲ୍ଲାର ଦୁଃଖ କାହାଣୀ || Gandhamardan Mines || Keonjhar || Help India Odisha
Переглядів 1,6 тис.2 місяці тому
ଧନୀ ଜିଲ୍ଲାର ଦୁଃ କାହାଣୀ || Gandhamardan Mines || Keonjhar || Help India Odisha
ଗାଁ କୁ ଜଗିଛନ୍ତି ମା || Most Dangerous Village of Bhubaneswar || Kandalai || Help India Odisha
Переглядів 2,7 тис.2 місяці тому
ଗାଁ କୁ ଜଗିଛନ୍ତି ମା || Most Dangerous Village of Bhubaneswar || Kandalai || Help India Odisha
ବାବୁ ଆଜି ମୋ ଦୁଃଖ ଗଲା || Provide Tricycle || Leprosy || Help India Odisha
Переглядів 2052 місяці тому
ବାବୁ ଆଜି ମୋ ଦୁଃ ଗଲା || Provide Tricycle || Leprosy || Help India Odisha
ଲୁହା ଖଣିରେ ପଶିଲା ହାତୀ || Elephant in Iron Mining Keonjhar || Save Elephant || Help India Odisha
Переглядів 70 тис.3 місяці тому
ଲୁହା ଖଣିରେ ପଶିଲା ହାତୀ || Elephant in Iron Mining Keonjhar || Save Elephant || Help India Odisha
ଓଡ଼ିଶାର ଅଛୁଆଁ ଗାଁ || ଗାଁକୁ ଗଲେ ଫେରିବା ମନା || most Dangerous village || Help India Odisha
Переглядів 42 тис.3 місяці тому
ଓଡ଼ିଶାର ଅଛୁଆଁ ଗାଁ || ଗାଁକୁ ଗଲେ ଫେରିବା ମନା || most Dangerous village || Help India Odisha
ହେଲ୍ପ ଇଣ୍ଡିଆ ପ୍ରତିଷ୍ଠାତା ପ୍ରଶାନ୍ତ || Help India Founder || Donate Cloth || Help India Odisha
Переглядів 1753 місяці тому
ହେଲ୍ପ ଇଣ୍ଡିଆ ପ୍ରତିଷ୍ଠାତା ପ୍ରଶାନ୍ତ || Help India Founder || Donate Cloth || Help India Odisha
ସ୍ଵାମୀ ଆର ପାରିକୁ ଚାଲି ଗଲାପରେ || ସଙ୍ଘର୍ଷ କରୁଛି ଗୌରୀ || Vanivihar Bbsr || Help India Odisha
Переглядів 5 тис.3 місяці тому
ସ୍ଵାମୀ ଆର ପାରିକୁ ଚାଲି ଗଲାପରେ || ସଙ୍ଘର୍ଷ କରୁଛି ଗୌରୀ || Vanivihar Bbsr || Help India Odisha
ପାଦ ଚଲା ଘାଟି ରାସ୍ତା ଉପରେ ନିର୍ଭର ଗ୍ରାମବାସୀ || ସରକାର ଆମ ଦୁଃଖ ଶୁଣିବେ କେବେ || Help India Odisha
Переглядів 8543 місяці тому
ପାଦ ଚଲା ଘାଟି ରାସ୍ତା ଉପରେ ନିର୍ଭର ଗ୍ରାମବାସୀ || ସରକାର ଆମ ଦୁଃ ଶୁଣିବେ କେବେ || Help India Odisha
ଦିନେ ସଙ୍ଘର୍ଷ କରୁଥିଲେ || ଆଜି କିନ୍ତୁ ସଫଳ || True Story || Help India Odisha
Переглядів 1803 місяці тому
ଦିନେ ସଙ୍ଘର୍ଷ କରୁଥିଲେ || ଆଜି କିନ୍ତୁ ସଫଳ || True Story || Help India Odisha
ଝରଣା ସେପାରି ରେ ଗାଁ || Most Dangerous Village Of Odisha | Tadama || Ganjam || Help India Odisha
Переглядів 9993 місяці тому
ଝରଣା ସେପାରି ରେ ଗାଁ || Most Dangerous Village Of Odisha | Tadama || Ganjam || Help India Odisha
ଆଦିବାସୀ ଲୋକ ଭାରି ନିରୀହା || ଏକାଠି ହେଲେ 3000 ଲୋକ || Help India Odisha
Переглядів 8143 місяці тому
ଆଦିବାସୀ ଲୋକ ଭାରି ନିରୀହା || ଏକାଠି ହେଲେ 3000 ଲୋକ || Help India Odisha
କାନାଡ଼ା ରେ ରହି ମଧ୍ୟ ଭୁଲିନାହାନ୍ତି ଓଡିଶା ମାଟିକୁ | Birthday Celebration || Tribal || Help India Odisha
Переглядів 2543 місяці тому
କାନାଡ଼ା ରେ ରହି ମଧ୍ୟ ଭୁଲିନାହାନ୍ତି ଓଡିଶା ମାଟିକୁ | Birthday Celebration || Tribal || Help India Odisha

КОМЕНТАРІ

  • @kasturinaikkasturinaik1819
    @kasturinaikkasturinaik1819 8 годин тому

    Bhatudi bhuyan ki.

  • @Nilu963
    @Nilu963 13 годин тому

    ଜୟ ଜଗନ୍ନାଥ ସୁନ୍ଦର ଭିଡ଼ିଓ

  • @BapiMalik-sf5ig
    @BapiMalik-sf5ig 15 годин тому

    😭🙏😭🙏

  • @SangitaDas-fl2tr
    @SangitaDas-fl2tr 19 годин тому

    ଆପଣ ଙ୍କୁ କୋଟି କୋଟି ପ୍ରଣାମ ବହୁତ ଭଲ କାମ କରୁଛନ୍ତି

  • @biswainthswain707
    @biswainthswain707 День тому

    Bhai bahut bahut bhala

  • @purnachandrasoy6668
    @purnachandrasoy6668 День тому

    Good work

  • @ddmallikvlogs
    @ddmallikvlogs День тому

    Bahut bahut dhanyawad apana mananku

  • @prasantarout4113
    @prasantarout4113 День тому

    ଏ ଗାଁ ର ଚିତ୍ର ଦେଖିଲା ପରେ ତୁମକୁ ଟିକେ ଲାଜ ଲାଗୁନି (ଅରୁଣ ସାହୁ ) ୨୪ ବର୍ଷ ସାସନ କଲା ବିଜେଡି ଥରେ ହେଲେ ଦୃଷ୍ଟି ପଡ଼ିଲା ନାହିଁ ଏ ଗାଁ ରେ ବିଧାନ ସଭା ରେ ତ ବଡ଼ ବଡ଼ ଭାଷଣ ଦଉଛ ହାତରେ ଲମ୍ବା କାଗଜ ଧରି ବଖାଣି ହଉଚ ୨୪ ବର୍ଷରେ ଏଇଆ ସବୁ ଉପାଡିଚ ଖଡା ଗଛ ଉଠୁନି ତୁମ ନିର୍ଲଜ ମୁହଁରେ ଗ୍ରାମାଞ୍ଚଳରେ ଜଳ ଜଳ ହୋଇ ଦେଖାଯାଉଛି ତୁମ ବିକାଶ

  • @JituKand-w4m
    @JituKand-w4m День тому

    Bahut sundar gaon sir ❤ love 💕

  • @PrabhasiniSahoo-k8o
    @PrabhasiniSahoo-k8o День тому

    ❤❤❤

  • @GovtupsAmbasarmunda
    @GovtupsAmbasarmunda 2 дні тому

    ସମସ୍ତ ଭାଇମାନଙ୍କୁ ଧନ୍ୟବାଦ ଏମିତି ଭାଇମାନେ ସାହାଯ୍ୟ କରୁଥାନ୍ତୁ ଭଗବାନ ଆପଣମାନଙ୍କୁ ଭବିଷ୍ୟତରେ ନିଶ୍ଚିତ ସାହାଯ୍ୟ କରିବେ ।❤

  • @gurudevpatra1623
    @gurudevpatra1623 3 дні тому

    ବହୁତ ବହୁତ ଧନ୍ୟବାଦ ଭାଇ ମାନେ

  • @AbioGamanga-o1u
    @AbioGamanga-o1u 3 дні тому

    ଆଉ ତ ସରକାର ଲୁଟିବାକୁ ଜାଣିଛି ଦେବା ପାଇଁ ଜାଣିଛନ୍ତି କି ଯେ..

  • @PadmalochanBhoi-m9o
    @PadmalochanBhoi-m9o 3 дні тому

    Dayakari adivasi paribar ku sikshya swastare sahajog Kara jau

  • @BadalModa
    @BadalModa 3 дні тому

    Bhai bhul re massege ti tumo pakha ku gala bhai khayama Kari deba

  • @BadalModa
    @BadalModa 3 дні тому

    Be mahagheye respected re 3:32 pachar

  • @kamallochannayak9660
    @kamallochannayak9660 3 дні тому

    Nayagada Re Arun Sahu 24 Barshare Kan Karuthile Dhik BJD .

  • @kamallochannayak9660
    @kamallochannayak9660 3 дні тому

    Officers, Leaders , Mantri Mananku Mada Heba Katha .

  • @GUDDUNAIKODIAVLOGS
    @GUDDUNAIKODIAVLOGS 4 дні тому

    ବୋହୁତ ଭଲ କାମ କରୁଛନ୍ତି 🙏❤️

  • @GUDDUNAIKODIAVLOGS
    @GUDDUNAIKODIAVLOGS 4 дні тому

    ❤ ମୁଁ ବି ଜଣେ ବାଥୁଡ଼ି ପିଲା ଆଉ କେଉଁଝର ପିଲା 🙏

  • @sana-gaming
    @sana-gaming 5 днів тому

    Bhai bhala lagila

  • @RanjanMuduli-sx7ln
    @RanjanMuduli-sx7ln 5 днів тому

    Bjd ସରକାର୍ କି ବାଡ଼ ଶାସନ କରୁଥିଲା କି 25ବର୍ଷ

  • @krushanachbhoikbabu2706
    @krushanachbhoikbabu2706 5 днів тому

    ସାର ଆଦିବାସୀ ନୁହେଁ ଜନଜାତି ପ୍ରକୃତୀ ପୂଜକ ଜନଜାତି।

  • @KumariMajhi-f7k
    @KumariMajhi-f7k 5 днів тому

    Badia kamate karicha bhai

  • @ketankumarnaik5058
    @ketankumarnaik5058 5 днів тому

    Jaibodam❤

  • @Nirbikar_Swain
    @Nirbikar_Swain 6 днів тому

    How can I join this team ?

  • @lalupani5148
    @lalupani5148 6 днів тому

    🙏🙏🙏🙏🙏🙏🙏🙏❤️❤️👍

  • @MikiMallik-t5q
    @MikiMallik-t5q 6 днів тому

    😭😭😭😭😭😭😭😭😭😭😭😭😭

  • @sandhyaraneepradhan9319
    @sandhyaraneepradhan9319 6 днів тому

    Khandapada block re saranda gote grama achhi please bhai se gaan ku thare aasantu

  • @hemantakantaNaik-u8x
    @hemantakantaNaik-u8x 6 днів тому

    ଅରୁଣ କୁମାର ସାହୁ, ଧନ୍ୟବାଦ୍ ତୁମ ନିର୍ବାଚନମଣ୍ଡଳୀର ବିକାଶକୁ ଦେଖି 😊😊😊😊😊😊

  • @trilochanrai8444
    @trilochanrai8444 7 днів тому

    Nayagarh ra Tamara jhola jaeiki buliki asile bhalahuanta

  • @trilochanrai8444
    @trilochanrai8444 7 днів тому

    Bhai apana tikia Tamara jhola jaeiki buliki asile bhalahuanta please

  • @ranjankumarnayak6141
    @ranjankumarnayak6141 7 днів тому

    Good at.barabeda.po.dhenkikot.ps.ghatgaon .kjr

  • @rabindrakumarpradhan8309
    @rabindrakumarpradhan8309 7 днів тому

    Nayagarh district, Nuagaon block, Luharakhani gaon re bi Barsha dinare road r paristiti abhali

  • @sabitasethi4535
    @sabitasethi4535 7 днів тому

    😊😅

  • @narayanakarna7032
    @narayanakarna7032 7 днів тому

    ବହୁତ୍ ସୁନ୍ଦର ସର୍ good blessings you

  • @jajatikeshariparida5061
    @jajatikeshariparida5061 7 днів тому

    Gud step

  • @SamirMajhi-dh5yo
    @SamirMajhi-dh5yo 7 днів тому

    Sir mu madhya apananka sahita join hoba pai chanhuchhi😢

  • @narayannaik974
    @narayannaik974 8 днів тому

    Govt kana karu chi

  • @narayannaik974
    @narayannaik974 8 днів тому

    Right bro

  • @narayannaik974
    @narayannaik974 8 днів тому

    Thankyou bhai

  • @HarasSethi-r7v
    @HarasSethi-r7v 8 днів тому

    Amele, kotthe, gan,,,,, deuchi

  • @shivaprasadjena8656
    @shivaprasadjena8656 8 днів тому

    Deba bhula karila line re thia karaei banti thanta janaka parae jane

  • @shivaprasadjena8656
    @shivaprasadjena8656 8 днів тому

    Gaun bahuta sundara

  • @Virendra-yt7oy
    @Virendra-yt7oy 8 днів тому

    Thank you Bhai Jaya sriram

  • @julusingh5110
    @julusingh5110 9 днів тому

    Very good job bro👍👍👍👍

  • @judhisthiranaik2503
    @judhisthiranaik2503 9 днів тому

    ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର l

  • @judhisthiranaik2503
    @judhisthiranaik2503 9 днів тому

    ବହୁତ ସୁନ୍ଦର ପଦକ୍ଷେପ, ବହୁତ ବହୁତ ଧନ୍ୟବାଦ l

  • @judhisthiranaik2503
    @judhisthiranaik2503 9 днів тому

    ବହୁତ ସୁନ୍ଦର ପଦକ୍ଷେପ, ବହୁତ ବହୁତ ଧନ୍ୟବାଦ l

  • @tlcn3599
    @tlcn3599 9 днів тому

    କୁଆଡେ ଗଲା ଇନ୍ଦିରା ଆବାସ ଯୋଜନା କୁଆଡେ ଗଲା ଲକ୍ଷ୍ମୀ ବସ ଯୋଜନା ନା ନବୀନ ନା ମୋହନ.....ବା*ର ବାଳ କିଛି କରିପାରିବେନି।