Every Drop Of Odisha's Water Should Belong To Odisha; I Have Always Stood By This Statement

Поділитися
Вставка
  • Опубліковано 21 вер 2024
  • Every Drop Of Odisha's Water Should Belong To Odisha; I Have Always Stood By This Statement: Dharmendra Pradhan
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha

КОМЕНТАРІ • 64

  • @ecoedutainment-ecot5802
    @ecoedutainment-ecot5802 4 місяці тому +2

    । ଛତିଶଗଡ଼କୁ ତ ଆପଣମାନେ ସାହାଯ୍ୟ କଲେ ସେତ ବେରେଜ କରିଦେଲ।....ଏବେ ନିର୍ବାଚ଼ନ ସମୟରେ ମିଛ କହିଲେ କ'ଣ ହେବା

  • @LataNani833
    @LataNani833 4 місяці тому +1

    ବିଜେପି ପାଇଁ ସବୁଠୁ ବଡ ଆଲର୍ଜି କଣ ଜାଣନ୍ତି, ଚାକିରି

  • @tapandhamudia320
    @tapandhamudia320 4 місяці тому +1

    Jai jagannath//jai bjd

  • @arunrout9907
    @arunrout9907 4 місяці тому +1

    ଗଣ ମାଧ୍ୟମରେ ଗପ କହିବା ଅପେକ୍ଷା, ଲୋକଙ୍କ କାମ କର ଲାଭ ମିଳିବ

  • @Anirudh-590
    @Anirudh-590 4 місяці тому +7

    ଚିକ୍କିଣିଆ କଥା କହିବେ, ଭୋଟ ହାତେଇବା ପରେ ପଛରେ ଲାତ ମାରିବେ । ଏହା ହିଁ ବିଜେପି ନେତାଙ୍କ ଅଭ୍ୟାସ

  • @GuruMajhi-
    @GuruMajhi- 4 місяці тому +4

    ନିଯୁକ୍ତିର ନାଁ ଗନ୍ଧ ନାହିଁ, ଯୁବବର୍ଗଙ୍କ ଭବିଷ୍ୟତ ଗଲାଣି ଅନ୍ଧାର ହୋଇ

  • @PujaKumari-xe6kc
    @PujaKumari-xe6kc 4 місяці тому +11

    ଦରକାର ନାହିଁ ଅଚ୍ଛେ ଦିନ, ବହୁତ ଭଲ ଥିଲା ପୁରୁଣା ଦିନ । ଗ୍ୟାସ୍ ଦର ୧୦୦୦ ଟପିନଥିଲା, ୧୦୦ ଟଙ୍କାରେ ପେଟ୍ରୋଲ ୨ ଲିଟର ମିଳୁଥିଲା । ବିଜେପିର ଅଚ୍ଛେ ଦିନରେ ସେ ସବୁ ସ୍ୱପ୍ନ ପାଲଟିଗଲାଣି ।

  • @Gdiwhsbdnxxhsjsnsn
    @Gdiwhsbdnxxhsjsnsn 4 місяці тому

    ଗୋଟିଏ ଶିକ୍ଷା ମନ୍ତ୍ରୀ ହିସାବ ରେ ପ୍ରଥମେ ଆପଣ ଶିକ୍ଷା ରୁ GST ନବା ବନ୍ଦ କରନ୍ତୁ!

  • @SuniSethi88
    @SuniSethi88 4 місяці тому

    ବର୍ଷକୁ ୨ କୋଟି ଚାକିରି । ଘୋଷଣା ବୋଧେ ବିଜେପି ନେତାଏ ଭୁଲିଗଲେଣି ।

  • @madhusudanlawuniversity1650
    @madhusudanlawuniversity1650 4 місяці тому +1

    ଛତିଶଗଡ ରେ ତୁମ ସରକାର ଏବେ ଟିକେ କହିଦୌନ। ସାଂସଦ ଜିତିଲା ପରେ ତୁମ ଦେଖା ମିଳିବନି।😂

  • @madhusudanlawuniversity1650
    @madhusudanlawuniversity1650 4 місяці тому +2

    ମହାଶୟ ଆଜ୍ଞା ଇମିତି କହୁଛନ ଯେ ସେ ହି ସବୁ କର୍ଶନ ଓଡ଼ିଶା ପାଇଁ

  • @Anirudh-590
    @Anirudh-590 4 місяці тому +2

    ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି

    • @P.C1999
      @P.C1999 4 місяці тому

      Tamil panduu

  • @Sipun303
    @Sipun303 4 місяці тому

    ବିଜେପି ହେଉଛି ଭାରତୀୟ ଜାଲିଆ ପାର୍ଟି, ଏମାନଙ୍କୁ ବିଶ୍ୱାସ କଲେ ସବୁ ନେଇଯିବେ ଲୁଟି

  • @PoojaYadav-kg8xc
    @PoojaYadav-kg8xc 4 місяці тому +4

    ଚାଷୀଙ୍କ ପାଇଁ ଏମାନଙ୍କର ସତରେ କଣ ଏତେ ଦରଦ? ତାହା ହେଲେ ଦିଲ୍ଲୀ ରାଜରାସ୍ତାରେ ବର୍ଷାଧିକ କାଳ କାହିଁକି ଖରା ବର୍ଷାରେ ବସାଇ ହନ୍ତସନ୍ତ କଲ? କାହିଁକି ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇ ମାରିଲ?

  • @Sipun303
    @Sipun303 4 місяці тому

    ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ

  • @saniray884
    @saniray884 4 місяці тому +3

    ସବକା ସାଥ୍‌, ସବକା ବିନାଶ ଏହା ହିଁ ବିଜେପିର ପ୍ରକୃତ ଲକ୍ଷ୍ୟ

  • @RajaPanda-k3k
    @RajaPanda-k3k 4 місяці тому

    ମାଗଣାରେ ସିଲିଣ୍ଡର ଦେଉଛ ବୋଲି ଭାରି ଜୋରରେ ଡିଣ୍ଡିମ ପିଟୁଥିଲ, କିନ୍ତୁ ସେହି ଖାଲି ଗ୍ୟାସ ଟାଙ୍କିରେ କିଏ କେମିତି ରୋଷେଇ କରିବ ଭାବିଛ? ଗ୍ୟାସ ଦର ଏତେ ବଢାଇ ଦେଲେଣି ଯେ, ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ନକରି ଲୋକେ ଉପାସରେ ଶୋଉଛନ୍ତି ପରା

  • @ecoedutainment-ecot5802
    @ecoedutainment-ecot5802 4 місяці тому

    ହିନ୍ଦୀ ମେଡ଼ିଆ ଓଡ଼ିଶାର news କୁ କେବେ ଦେଖାଉ ନଥିଲା ଏବେ BJP ନେତାଙ୍କ ପ୍ରଚାର ପାଇଁ ଦେଖାଉଛି। ହିନ୍ଦୀ ଲୋକମାନଙ୍କର ଓଡ଼ିଶାର ବିପର୍ଯୟ ସମୟରେ ଦେଖା ନଥିଲା ଏବେ ଭୋଟ ପାଇଁ ଘନ ଘନ ଗସ୍ତ କରୁଛନ୍ତି ।
    ବିଜେପି ନେତା ଯେ କହୁଛନ୍ତି ଓଡ଼ିଶାରେ ଦାଦନ ସମସ୍ୟା ଅଛି । ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ସବୁଠୁ ଅଧିକ ଦାଦନ ସମସ୍ୟା ରହିଛି। କାହିଁ ସେଠିତ ବିଜେପ ସରକାର ଅଛି ଦୂର କରିପାରୁ ନାହିଁ ।
    ମୋଦୀ ୨୦୧୯ ରେ କହିଥିଲେ ସରକାରକୁ ଆସିଲେ ଗ୍ୟାସ୍ 300 ଟଙ୍କାରେ ଦେବ । ପେଟ୍ରୋଲ୍ ଓ ଡିଜେଲ ର ଦର କମିବ, କଳାଧାନ ଫେରିଆସିବ, ସବୁ ଲୋକଙ୍କ ଆକାଉଣ୍ଟ୍ କୁ ୧୫ ଲକ୍ଷ ଆସିବ | ବର୍ଷକୁ ଦୁଇ କୋଟି ରୋଜଗାର ମିଳିବ କାହିଁ । ମିଳିଲା କାହାକୁ | BJP ଗୋଟିଏ ମିଛୁଆ ଦଳ ଯାହା କହେ ତା କରେନି । ବିମୁଦ୍ରାକରଣ କରି ଲୋକମାନଙ୍କୁ ହଇରାଣ କଲା । ଅଗ୍ନିବୀର ଯୋଜନା କରି ଯୁବକମାନଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି କଲେ । ତା ପରେ ସେମାନେ କରିବେ କ'ଣ?
    ଛତିଶଗଡ଼ର ଲୋକମାନଙ୍କୁ ୩୦୦ ଟଙ୍କା ଉତ୍ତା ଦଉଛି ବିଜେପି ସରକାର ।

  • @GuruMajhi-
    @GuruMajhi- 4 місяці тому +3

    ୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିବ? ଏହା ବୋଧେ ଏକବିଂଶ ଶତାବ୍ଦୀର ସବୁଠୁ ବଡ ମିଛ

  • @tapandhamudia320
    @tapandhamudia320 4 місяці тому +1

    National highway road -16 working stop heichi, ei dharma pai(mla habara hogya nahi kahuchi cm haba)

  • @sandeepbehera8411
    @sandeepbehera8411 4 місяці тому

    Odisha need change. Odisha need a new chief minister. Tamil chief minister amaku darkar nahi.

  • @bijayaranjansahu2870
    @bijayaranjansahu2870 4 місяці тому

    Gaish rate kebhe kamba

  • @biswajitswainbablu4158
    @biswajitswainbablu4158 4 місяці тому +1

    Sir.. ଜଣେ ମିନିଷ୍ଟର ହେବାର ଆଉ ଓଡିଶା କୁ ଆଗକୁ ନେଉଥିବା ମଣିଷ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ.. ଆଉ ଆପଣ ସେମିତି କିଛି କରିନାଁହାନ୍ତି ଓଡିଶା ର.. ଆଜି ଆମ ଓଡିଶା ବହିଟି ଆଗରେ ରେଳ ସେବା ରେ

  • @RajaPanda-k3k
    @RajaPanda-k3k 4 місяці тому +5

    ଦେଶର ବଡ ବଡ ସଂସ୍ଥାର ଘରୋଇକରଣ କରି ଭିତରୁ ପୂରା ଖୋକଲା କରି ସାରିଲାଣି ଏ ବିଜେପି ଦଳ । ଏମାନଙ୍କୁ ସୁଯୋଗ ମିଳିଲେ ଦେଶକୁ ପୂରା ବିକିଦେବେ

  • @PulakitDhal
    @PulakitDhal 4 місяці тому +5

    ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟରେ ୧୫ ଲକ୍ଷ... ଗପ କହିବ ତ ବିଜେପି ନେତାଙ୍କ ଭଳି । ଲାଜ ଟିକେ ନାହିଁ, ନିଜ ପଛରେ ମଳ ଲଗାଇ ଅନ୍ୟକୁ କହୁଛ ଗନ୍ଧାଉଛି ।

  • @RudraPrasad..
    @RudraPrasad.. 4 місяці тому

    Agaru sabu jaithile kuadeee

  • @PrashantReddy-g7c
    @PrashantReddy-g7c 4 місяці тому

    One man army -Pandian😂😂😂 Bjp ku pani piaee delani.... Great..Pandian

  • @PoojaYadav-kg8xc
    @PoojaYadav-kg8xc 4 місяці тому +4

    ଏସବୁ ପ୍ରଶ୍ନ ପଚାରିଲେ ଲାଙ୍ଗୁଡ ଜାକି ପଳାଇବେ ବିଜେପି ନେତା ।

  • @LataNani833
    @LataNani833 4 місяці тому +1

    ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବେ

  • @PulakitDhal
    @PulakitDhal 4 місяці тому +4

    ଡହରାମି, ଗାଲୁଆମି, ଯାବତୀୟ ମିଛ, ଗୁଣ୍ଡାଗର୍ଦ୍ଦି, ବାହାସ୍ପୋଟିଆରେ ପିଏଚଡି ଡିଗ୍ରୀ ହାତେଇଛନ୍ତି ବିଜେପି ନେତା । ଏମାନଙ୍କ କର୍ମୀଙ୍କ ମୁହଁକୁ ସରମ ଅଛି ନା ଏମାନଙ୍କ ନେତାଙ୍କ ମୁହଁକୁ ଲାଜ ।

  • @Sidheswar80
    @Sidheswar80 4 місяці тому +1

    Sidha katha tora okat nahi bjp ra central team re odisa ra narjya dabi ku kahi paribu . Tu sreya kahuchhu jaha chhatisgarh cm kahuchhi, Sehi karanaru tu haribu

  • @sachikantabiswal353
    @sachikantabiswal353 4 місяці тому

    DAHAMICHUA BIKALARE TATIA KAMUDUCHI

  • @sameermandi7776
    @sameermandi7776 4 місяці тому

    Chattisgarh re tamo sete bele thila au Abe madhy achi tome gate sikhya mantri Kendra ra Abe Jai pain Chattisgarh deu nai kana karucha laja tike lagu nahin kete bhuyan bulai Bo laja tike lagu ni

  • @A.MtoP.M
    @A.MtoP.M 4 місяці тому

    Daha Michha au Gaoni ki padhaoni Guru😂🤣🤣🤣

  • @ajayapanda7995
    @ajayapanda7995 4 місяці тому

    Welcome to BJP

  • @mishraasutosh933
    @mishraasutosh933 4 місяці тому

    Bhai BJD kali thu West Odisha re,list kari Voter picha 1000 tanka lekha Bantuchi,....

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 4 місяці тому

    Odiya people did not developed Odisha, Pandian with Naveen did the development of Odisha. Pandian wife is also Odisha, Pandian can also speak odiya better than you.

  • @brpalai9015
    @brpalai9015 4 місяці тому

    Sala tamara ta sarkar achhi .. kahiki solution kalani
    Hau dekhiba tu jite kemiti solution kari dabu dekhiba

  • @dineshkumarmohapatra1888
    @dineshkumarmohapatra1888 4 місяці тому

    Han sethi pain kn kari la tame tike tamara ta bjp govt thila chhatisgarh re kn kari la tike koha

  • @sbnk-u3x
    @sbnk-u3x 4 місяці тому

    ଆରେ ମିଛୁଆ ଧର୍ମେନ୍ଦ୍ର ,ତୁମେ ଏବେ ଏମିତି କହୁ ଛ ଯେମିତି କିଛି ଜାଣି ନାହିଁ ,, ଛତିଶଗଡ଼ କୁ ବାରେଜ କରି ଓଡ଼ିଶାର ଲାଇଫ ଲାଇନ ମହାନଦୀ ପାଣି କୁ ଅଟକାଇବା କଥା ରେ ସିଧା ସଳଖ Bjp ହିଁ ଉତ୍ତର ଦାୟି,,ତୁମେ ପରା କେନ୍ଦ୍ର ପେଟରୋଲିୟମ ଓ ଶିକ୍ଷା ମନ୍ତ୍ରୀ ପେଟ୍ରୋଲ ଦାମ ୧୨୦ କୁ lpg ୧୨୦୦,,, ତା ପରେ ଓଡ଼ିଶାରେ 10ଵରଶରେ କେତେଟା କେନ୍ଦ୍ରୀୟ ବିଦ୍ୟାଳୟ କରିଚ,,,,, ସମ୍ବଲ୍ ପୂର୍ କଟକ ରାସ୍ତା ଦେଖିଚ ଟି? ତୁମେ ଓଡ଼ିଶା ଆଶିଚ ଟୁରିଷ୍ଟ ଭଳି,,ଭାବୁଛ ଓଡ଼ିଶା ବାସି ତମ ଭଳି କଥା କୁହା କପିଳା ନେତା ଙ୍କୁ ଭୋଟ ଦେବେ ? ତୁମ ନେତା ଜଗନାଥ ଙ୍କୁ ଅପମାନ କରିଛି,ତୁମ ଦଳ BJP ଗୋମାଂସ ଚାଲାଣ କାରୀ ସଂସ୍ଥା allana group,beef exporting company ଠାରୁ ଚାନ୍ଦା ଆଣିଛି,,, ଛି ଛି ଛି ଲାଜ ଲାଗୁନି ତୁମକୁ ତୁମେ ତ ବଡ଼ ହିନ୍ଦୁ ବିରୋଧୀ,ସିଧା ସଳଖ ଛଟିଶ ଗଡ ରୁ ବାରେଜ ହଟେଇ ଓଡ଼ିଶାର ଚାଷୀ ଭାଈ ଙ୍କୁ ମୁକ୍ତ ଭାବେ ମହାନଦୀ ପାଣି ମିଳୁ,,ତୁମେ ତୁମ ରାଜଗାଦି ପାଇଁ ଓଡ଼ିଶା ବିରୋଧୀ ହେଉଛ ,,, ଜନ୍ମ ପରିଚୟ ଓଡ଼ିଶାର ଗୁଣ ଗାଉଚ୍ଚ ଛତିଶଗ଼ଡ ର ,,,,ବାରେଜ୍ କରି ଶୁଖାଇ ସାରିଲାଣି ମହାନଦୀ କୁ,,,, ଛି ଛି ଛି ଓଡ଼ିଶା ସ୍ୱାର୍ଥ ବିରୋଧୀ ଧର୍ମେନ୍ଦ୍ର ,, ମୁଁ ଜଣେ ସିନିୟର୍ citizen ହିସାବ ରେ କହୁଛି ତୁମେ ନିଶ୍ଚିତ ରୁ ନିଶ୍ଚିତ ସମ୍ବଲପୁରରେ ୨ଲକ୍ଷ୍ୟ ରୁ ଅଧିକ ଭୋଟ ରେ ବବି ଙ୍କ ଠାରୁ ହାରିବ,, ଏ ଇଟା ଓଡ଼ିଶା ବାସି,ଉତ୍କଳ ମାତା ,ଓଡ଼ିଶା ଚାଷୀ ଭାଇ ଙ୍କ ବ୍ରହ୍ମ ଅଭିଶାପ,ଯେତେ ଲୋକ ଙ୍କୁ ତୁମେ କଷ୍ଟ ଦେଇଚ ତାଙ୍କ ଅଭିଶାପ ତୁମ ଉପରେ ପଡ଼ିଲା ତୁମେ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ପରାଜୟ ବରଣ କରିବ ହା ରି ବ,,,,,,,,,,,,

  • @Mitu1fact
    @Mitu1fact 4 місяці тому +3

    Bjp ଗୋଟାଏପଟେ ହେଲେ ଧରମା ଆଉ ଗୋଟାଏପଟେ ଇଏ bjd ରେ ରହିବା କଥା ଭୁଲ ରେ bjp ରେ ଅଛି

  • @shoodo8926
    @shoodo8926 4 місяці тому

    Tame tamr area ru contest karta ki nai ho sambalpur k kaan j aaecha

  • @pitambarpradhan6348
    @pitambarpradhan6348 4 місяці тому +2

    ଖାଲି ଭାଷଣ ଖାଲି ମିଛ
    ଗlଳୁଆ ସୁପର୍ ମିଛୁଆ

  • @dineshkumarmohapatra1888
    @dineshkumarmohapatra1888 4 місяці тому

    A u gote eta jodi be mg tu kau thu asi chu be tate kie kari la be minster chhi se bjp ku 😅

  • @Smrutiranjan-n6e
    @Smrutiranjan-n6e 4 місяці тому +1

    Dharmendra jitiba 100%....au odisha ra bedhua loka paisa khaiki pandu ku vote dauchanti au ethi asiki comment dauchanti

    • @ashalatamohanty8473
      @ashalatamohanty8473 4 місяці тому

      Kebe odisha bahara vdo dekha,loka kn kahuchanti bjp ku,bjp kn karichi tanka pai,kharap laguni tamaku amiti odisha loka nku kahibaku.time thiba agaru bujhijiba darkar.
      Bjp asile ama bhali gariba loka kn karibe.
      Jie kahuchi bjd karichi kn,sie kahidiantu bjp kn karichi ame bjp ku vote deidebu.

    • @Smrutiranjan-n6e
      @Smrutiranjan-n6e 4 місяці тому

      @@ashalatamohanty8473 are sunu Google re type kar india is going to be 3rd largest economy of the world...ebe kah Google b bjp ra 😂😂 Bharat re bahut chapri achnti semane khrap kuhante ni ki...

    • @Smrutiranjan-n6e
      @Smrutiranjan-n6e 4 місяці тому

      @@ashalatamohanty8473 mghia bjd kodhia karisarilani..2 tankia chaula paiki loka au chasa karunhnti...gareeb loka ktha kn kahuchu sala odia loka dadan jauchanti besi jaa dekhibu ganjam ,paschim odisha ade

    • @Smrutiranjan-n6e
      @Smrutiranjan-n6e 4 місяці тому

      @@ashalatamohanty8473 ame b bjd ku dauthilu vote agru but jebethu pandu asila ame cheee kardelu...jehetu Anya kehi vala nahnti so bjp ku dabu

    • @ashalatamohanty8473
      @ashalatamohanty8473 4 місяці тому

      Pandian sir ta amara kichi kharap karinahanti,hmm se nabin babu nku help karuchanti. Odisha develop karibara tanka hata bohut achi.seta loka nku dekha jauni,bahar loka dekha jauchi.

  • @rajeshkumarmallick6747
    @rajeshkumarmallick6747 4 місяці тому

    Jetebele bjp ra Raman singh govt. Chattisgarh re thila..setebele a Dharmendra pradhan kouthi thila...

  • @King-ny8gx
    @King-ny8gx 4 місяці тому

    BJP WILL WIN.....AMAR AADE 1000 LEKHA BJD DELA BAKI VOTE BJP KE DELU...JAI HO

  • @ae.shrxnay-p6q
    @ae.shrxnay-p6q 4 місяці тому

    BJP asiba ❤