ନବୀନଙ୍କ କଥା ପଚାରିବାରୁ ଚିହିଁକି ଉଠିଲେ ବିଜେଡି ନେତ୍ରୀ | Odisha Reporter

Поділитися
Вставка
  • Опубліковано 10 лис 2024

КОМЕНТАРІ • 678

  • @SantoshBehera-sl4xq
    @SantoshBehera-sl4xq Місяць тому +212

    ଆଗରୁ ଏମତି ଆଠ ଟି ଝିଅ ମରିଛନ୍ତି ଆପଣ ମାନେ କେତେ ଜଣ କୋଉଠି ଧାରଣା ଦେଇଥିଲେ ତାଙ୍କୁ ନ୍ୟାୟ ଦେବା ପାଇଁ ଟିକେ ହେଲେ ଲାଜ ଲାଗୁନି ସରମ ଲାଗୁନି

  • @pradeepkumarjena4162
    @pradeepkumarjena4162 Місяць тому +94

    ୨୦୨୯ ରେ ବିଜେପି ହିଁ ପୁଣି ଆସିବ
    ଭୁବନେଶ୍ୱର ର ବି ବିଜେପି ଆସିବ
    ୨୪ ବଷଁ ଶାସନ ରେ ଥିଲାବେଳେ କେତେ
    ମହିଳାଙ୍କ ଯିବନ ଯାଇଛି କେତେ ରଡି
    ଛାଡୁଥିଲ ତୁମ କୁ ଲାଜ ମାଡି କଥା ୨୯ ବି
    ବିଜେପି ସରକାର

  • @gautamgauda7131
    @gautamgauda7131 Місяць тому +116

    ଡାଲି ଚୋରଣୀକୁ ଆଉ ଡାଲି ମିଳୁନି ବୋଧେ ରାଜ ରାସ୍ତାରେ ଆସି ଡାଲି ପାଇଁ କାନ୍ଦୁଚି

  • @sarojrout9173
    @sarojrout9173 Місяць тому +91

    ଏଇ ମାନେ ଦିନ ବାଳୁଙ୍ଗି ଗୁଡିକ ଏଇ ମାନଙ୍କ ପାଖକୁ କାହିଁକି ମିଡ଼ିଆ ବାଲା ଯାଉଛନ୍ତି

    • @khageswersahoo3140
      @khageswersahoo3140 Місяць тому

      😂😂😂

    • @SantoshKumarpanda-uk2mm
      @SantoshKumarpanda-uk2mm Місяць тому

      Hmm hmm ea tala dina congress ra thila bala nabin patnayak against kahu thila ..ea kahiba odisha loka suniba 😀😀😀😀😀😀

  • @haraprasadmahanta4657
    @haraprasadmahanta4657 Місяць тому +83

    ବିଜେଡି ଅସ୍ତିତ୍ବ ହରାଇ ସାରିଛି ଡାଲି ଚୋରଣି କଣ କହିବ

  • @niranjannayak2861
    @niranjannayak2861 Місяць тому +43

    ସବୁ।ମିଛ।କଥା। ଏମାନେ। ରାଜନୀତି କରିବାକୁ। ଆସିଛନ୍ତି

  • @MinaJani-x7h
    @MinaJani-x7h Місяць тому +39

    ବିଗତ ସରକାର କେତେ ଯେ ମରିଛନ୍ତି କେଵେ ରାଜ ରାସ୍ତା ଆସିଥିଲ ।ତମ ମାନଙ୍କୁ ଲାଜ ଲାଗୁ ।

  • @sewanayak945
    @sewanayak945 Місяць тому +63

    ୟେ ଚୋର ଗୁଡ଼ାକୁ ଓଡିଶାବାସି ପ୍ରତ୍ୟାଖାନ କରିଛନ୍ତି ତୁରନ୍ତ ଏକ୍ସନ ନିଅନ୍ତୁ ମୋହନ ସରକାର 🙏🙏

  • @SushantHarichandan-gz6ld
    @SushantHarichandan-gz6ld Місяць тому +29

    ସରକାର ଗଲା ପରେ କି ହାଉଳି ଖାଉଛନ୍ତି ନାରୀ ନେତ୍ରୀଗଣ। ଲୋକେ ହସୁଛନ୍ତି କେବଳ।

  • @itsbikram24
    @itsbikram24 Місяць тому +26

    ନ୍ୟାୟ କଥା ବିଜେଡ଼ି ନେତ୍ରୀ କୁହନ୍ତୁ ନାହିଁ ହସ ଲାଗୁଚି । ମିଛ କେସ କରି ଲୋକଙ୍କୁ ହଇରାଣ କରନ୍ତି ନିର୍ଯାତନା ଦିଅନ୍ତି ରାଜନୀତି କେମିତି କରନ୍ତି ଓଡ଼ିଶା ବାସୀ ଦେଖିଛନ୍ତି ।

  • @drgoutambiswal6717
    @drgoutambiswal6717 Місяць тому +20

    ଯଦି ପୋଲିସ ବିଭାଗ ପକ୍ଷରୁ ଲୋକଙ୍କୁ ସୁରକ୍ଷା ଦେଇ ପାରୁନାହିଁ ପଚିଶ ବର୍ଷ ରେ ବିଜେଡି କଣ କରୁଥିଲା

  • @ManuPradhan-kj5kx
    @ManuPradhan-kj5kx Місяць тому +27

    ବର୍ତ୍ତମାନ ଡାଲି ମିଳୁନାହିଁ ବୋଲି ବୁଢୀ ବହୁତ ପାଟି କରୁଛି

  • @umeshchandraswain8578
    @umeshchandraswain8578 Місяць тому +17

    ଆଗରୁ କେଉଁଠି ଥିଲ ବିଜେଡ଼ି ସରକାର ସମୟରେ କେତେ ଝିଅ ମରିଛନ୍ତି ଭାଷଣ ବହୁତ ମାରୁଚି ତୁମ ମାନଙ୍କୁ ଲାଜ ଲାଗୁନି

  • @HappyGo-Kart-wg2ft
    @HappyGo-Kart-wg2ft Місяць тому +10

    ବିଜେଡି ହାରିବା ପରେ ଭୋ ଭୋ କାନ୍ଦୁଛନ୍ତି ରେ

  • @UpendraBehera-o1z
    @UpendraBehera-o1z Місяць тому +19

    ସବୁ ଠିକ୍ ଅଛି । ଯାହା ସମସ୍ୟା ଅଛି ସମାଧାନ ହୋଇଯିବ ।ବେବି ହତ୍ୟା କାଣ୍ଡ ପରି ହତ୍ୟା କାଣ୍ଡ ,ଏହି, ପରି ବହୁତ କିଛି ଓଡ଼ିଶାରେ ଘଟିଛି । ସେତେବେଳେ ଆପଣ ମାନେ କୁଆଡ଼େ ଯାଇଥିଲେ । ସେତେବେଳେ ତ ଧାରଣା ଦେଉ ନ ଥିଲେ ।

  • @dhamirona8662
    @dhamirona8662 Місяць тому +9

    ମମିତା, ପରୀ ପିହୁ ଏମିତି ବହୁତ ଝିଅ ମାନଙ୍କୁ ତମ ସରକାର ସମୟ ରେ ଖୋଦ୍ ତମ ଦଳୀୟ ନେତା କଲବଲ କରି ମାରିଛନ୍ତି ସେମାନଙ୍କ କଥା ର ଆଗ ଉତ୍ତର ଦିଅ

  • @indrajitpradhan762
    @indrajitpradhan762 Місяць тому +14

    ଏମାନେ ବିଜେଡି ର ଶିଷ୍ଟା ଚାର ଚୋରଣୀ

  • @rajeshdharua5439
    @rajeshdharua5439 Місяць тому +46

    CCTV ଭଡ଼ାରେ ଅନ ହୋଇଥିଲା ଯେହେତୁ ଶ୍ରୀ ମନ୍ଦିର ର light ଯେପରି BJD ଭଡ଼ାରେ ଆଣିଥିଲା

  • @sarojmohanta5167
    @sarojmohanta5167 Місяць тому +13

    ନବୀନ ପେଟଟନାୟକ ଯେତେ ବେଳେ ମନ୍ତ୍ରୀ ଥିଲେ ସେତେବେଳେ ପୋଲିସ ପୋଷାଗୁଣ୍ଡା ହୋଇକି ରହିଛନ୍ତି ମୋତେ ହସ ଲାଗୁଚି ଆଜି ପ୍ରମିଳା ମାଲିକ ଯେଉଁ bite ଦେଉଛନ୍ତି ଆମେ ସବୁ ଓଡିଶା ବସି ଜାଣିସାରିଲେଣି

  • @subashpujari3699
    @subashpujari3699 Місяць тому +11

    Bjd ହିଁ ଏହି ଭଳିଆ ପୋଲିସ୍ କୁ ପାଳି ପୋଷି ଆସୁଥିଲା, ଏବେ ତାଙ୍କ ପୋଷା କୁକୁର କୁ ଝଟ୍କକା ହେଲାରୁ bjd କର୍ମୀ ମାନଙ୍କୁ ବାଧୁଚି

  • @DebrajMajhi-jh6pf
    @DebrajMajhi-jh6pf Місяць тому +5

    ବିଜେଡି ବାଏ ବାଏ

  • @jdcreationmkg718
    @jdcreationmkg718 Місяць тому +8

    Reporter madam ku 100% salam Jemiti question karuchhanti appanaku manibaku padiba🙏🙏

  • @pranaya3971
    @pranaya3971 Місяць тому +18

    ଏମାନେ ସବୁ ପୂର୍ବ ରୁ କୋଉଠି ଥିଲେ।

  • @akshayvlogs6662
    @akshayvlogs6662 Місяць тому +6

    ଏହି ବିଜେଡି ମହିଳା ମାନଙ୍କ ପାଇଁ ନିୟା ମିଳିପାରୁନି

  • @laxmidhardas6096
    @laxmidhardas6096 Місяць тому +32

    ନିଜ ର ହଜାର କଣା ଭଢୁଆଣୀ ଡାଲି ଚୋରଣୀ

  • @umeshchandraswain8578
    @umeshchandraswain8578 Місяць тому +11

    ତମେ କେତେ ଲୁଚେଇଚ ନବୀନ କୁ ନେଇ ଘରେ ରଖ

  • @biswa1327
    @biswa1327 Місяць тому +9

    ଦଳ ଡିଆ ନେତ୍ରୀ ହାଏ ହାଏ...

  • @kisubanki6564
    @kisubanki6564 Місяць тому +4

    E ସରକାର ଙ୍କୁ ଅନୁରୋଧ ନ୍ୟାୟ ସମସ୍ତେ ପାଇବା କଥା.. ନୟାଗଡ଼ ପରୀ case, ମମତା ମେହେର case, କୁନ୍ଦୁଲି ପୀଡିତା case, ପିପିଲି ଦୁଷ୍କର୍ମ case ଆଉ ଥରେ reopen କରାଯାଉ... ତା ପରେ ଜଣା ପଡିବ କିଏ ଠିକ କିଏ ଭୁଲ

  • @gopabandhumashra8949
    @gopabandhumashra8949 Місяць тому +12

    ମେଡମ୍ ଆପଣ ଟିକେଟ ଲୋଭି
    ତେଣୁ ଦଲ ଛାଡି ଛି

  • @biramhembram2124
    @biramhembram2124 Місяць тому +12

    24ବରଷ ଚରଣି ଦଳକେଉଁଠିଥିଲେ

  • @jagadakua5835
    @jagadakua5835 Місяць тому +6

    A ଭିତରେ ଡାଲି ଚୋରଣୀ ଠୁ ଆରମ୍ଭ କରି ସବୁ ଚୋରଣୀ ବସିଛନ୍ତି

  • @ANAMNARAYANMOHAPATRA
    @ANAMNARAYANMOHAPATRA Місяць тому +7

    ସୁଲୋଚନା ମାଡାମ ଆପଣ 24 ବର୍ଷ ହେଲା କାହା ପାଖରେ ସୋଇଥିଲ ଅଭାବ ହଉଚି କି ତମର

  • @digambarpanigrahi801
    @digambarpanigrahi801 Місяць тому +6

    ୨୪ ବର୍ଷର ନାରି ନିର୍ଯ୍ୟାତନା ଭୁଲିଗଲେଣି ବିରୋଧି ନେତ୍ରୀ ।

  • @SaniaMajhi-wh5gw
    @SaniaMajhi-wh5gw Місяць тому +6

    ଲାଛୁଆ ବିଜେଡି ଦିଦି

  • @ashirbadsahoo8384
    @ashirbadsahoo8384 Місяць тому +12

    ପ୍ରମିଳା ମଲ୍ଲiକ ଆଖ and biri nahi taku c m କରନ୍ତୁ

  • @jyotinayak3901
    @jyotinayak3901 Місяць тому +5

    ସେମିତି ହୃଦୟଙ୍ଗମ କରି ଦଳ ପରିବର୍ତ୍ତନ କରିଚାଲ

  • @suryakantasahoo5526
    @suryakantasahoo5526 Місяць тому +2

    ହେ ପ୍ରଭୁ, ........ କି ମୁହଁ ଏମାନଙ୍କର

  • @rinkunath2850
    @rinkunath2850 Місяць тому +27

    ଏମିତି ଖୁରେଇ ହେବ ଲୋ ଚୋରଣି

  • @RumanM-ld7hk
    @RumanM-ld7hk Місяць тому +10

    ବିଜେଡି ନାରୀ ଧନ୍ୟବାଦ ଚେର ଚଠା ପାଟି

  • @gautamgauda7131
    @gautamgauda7131 Місяць тому +12

    ମେୟର ମୋହାଦୟା ମେଡମ ବଡ ପଦ ପାଇଛନ୍ତି ତ ପୂର୍ବ କଥା କହିଲେ ବାଧୁଚି ଠିକ୍ ୫ବର୍ଷ ପରେ ଇଏ ଦଳ ପରିବର୍ତ୍ତନ କରିବେ

  • @akhaykumarsahoo4390
    @akhaykumarsahoo4390 Місяць тому +23

    Mamita Meher bele kouthi thila.

  • @JAGABANDHUGOUDA-xv8nw
    @JAGABANDHUGOUDA-xv8nw Місяць тому +7

    ଏ ରାଣ୍ଡି ମାନେ ଆଗରୁ କଉଠି ଥୀ ଲେ 24,ବର୍ଷ ଏବେ ଗାଣ୍ଡି mala କରୁ ଛନ୍ତି

  • @SurprisedBubbles-uy3iw
    @SurprisedBubbles-uy3iw Місяць тому +2

    କରୁଛି. ବିଜେଡି. ଭୋଗୁଛି. ବିଜେପି. ମାଡାମ
    ତୁମର. ଚମଚା ଗିରି. ଚାଲିବନି.

  • @TunaDas-tt7xj
    @TunaDas-tt7xj Місяць тому +8

    ନବ ଦାସ ସହ ସହ ପୋଲିସ ଆଗରେ ହତ୍ୟା କରାଗଲା । ସତ୍ୟା ସତ୍ୟ କୁଆଡେଗଲେ । 40ରୁ ଚୋର ଅଧିକ ଜେଲ୍ ଗଲେଣି ଏତ ଟ୍ରେଲର ପିକ୍ଚର୍ ବାକି ଅଛି ଏ ଡାଲି ଚୋରଣି କଣ କହିବ। ତମ ଅନ୍ଦଳର ମୂଲ୍ୟହିନ, ତମ କର୍ମ ପାଇଁ ରୋଡ ଉପରେ ବସିବ କାହିଁକି କୋଟି କୋଟି ଟଙ୍କା ଲୁଟ୍ କରିଛ। ଆର୍ମୀ ବାଲା ତମକୁ ଜିତେଇ ଦେବେ।

  • @SajuBhaena-oh7vx
    @SajuBhaena-oh7vx Місяць тому +5

    ମାମିତ। ପରୀ ପିହୁ

  • @JagabandhuBarik-w7e
    @JagabandhuBarik-w7e Місяць тому +14

    ତମେ ବିଜେଡି ବାଲା 😢😢😢😢😢

  • @PRASANTAPARIDAPS115
    @PRASANTAPARIDAPS115 Місяць тому +3

    ଏ ସମସ୍ତେ ରାଜନୀତି କରିବାକୁ ଆସିଛନ୍ତି 😂😂😂

  • @gautamgauda7131
    @gautamgauda7131 Місяць тому +9

    ଲତିକା ଭୁଲି ଗଲା ବୋଧେ ଦିନେ କହିଥିଲା ତାର କେହି ବାଳ ବଙ୍କା କରିପାରିବେନି ତୋର ଆଉ ବାଳ ଅଛିଲୋ ସବୁତ ବୋଇରାନି ଲୋକ ଉପାଡ଼ି ଦେଲେ ହେଲେ ତୋର ବାଳ ଆସିଲା କୁଆଡୁ ଧନ୍ୟଲୋ ତୋର ନେତ୍ରୀ ପଣିଆକୁ ତୁ ଆଉ କେବେବି ବୋଇରାନିରେ ଜିତି ପାରିବୁ ନାହି

  • @sankhalicharangiri805
    @sankhalicharangiri805 Місяць тому +11

    Pari, momina bele kuade thile?

  • @samirnayak3768
    @samirnayak3768 Місяць тому +3

    CCTV ବିଜେଡି ପରାମର୍ଶରେ ଖୋଲାଯାଇ ଗୋଟିଏ ବଡ ବିଶୃଖଂଳା ସୃଷ୍ଟିକରି ଏବେକାର ସରକାରକୁ ବଦନାମ୍ କରିବାକୁ ସୁକଳ୍ପିତ ଯୋଜନା. କାହିଁକି କିଛିଦିନ ତଳେ କଲିକତା କେସ୍ ରେ ଅତିତସରକାର ର ଜଣେ କେହି ମୁହଁ ଖୋଲୁନଥିଲେ. ସାଧାରଣ ଜନତା ଭାବରେ ଆମେ ଅଙ୍କିତା ଭ ଉଣୀଙ୍କ କଥାକୁ ନେଇ ବିବ୍ରତ ଏବଂ ସଠିକ୍ ତଦନ୍ତ ଆଶା କରୁଛୁ ତଥା ନ୍ୟାୟ ଆଶାକରୁଛୁ. ମୋହନ ସରକାର ଏହାର ଠିକ୍ ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ. ନହେଲେ ସାଧାରଣ ଜନତାଙ୍କ ବିଶ୍ୱାସ ସରକାର ଉପରେ ରହିବନି. ପ୍ରମିଳା ଦିଦି ଯାହା କହିବେ ତାହା ପାରମ୍ପରିକ ଆଉ ଯଦି କେହି କହିବେ ସେ ଚିଲାଇବେ ଏହା ତାଙ୍କର ପୁରୁଣା ନାଟକ ଯାହା ଆମେ 24 ବର୍ଷ ଧରି ଦେଖିଛୁ.

  • @sibasahoo3857
    @sibasahoo3857 Місяць тому +7

    Bjd sarkar ସମୟରେ ଲେଖାଶ୍ରୀ madam ଙ୍କୁ ବ୍ୟାରିକେଡ଼ ଭିତରକୁ ଫୋପାଡ଼ି ଥିଲେ

  • @pratapjena1193
    @pratapjena1193 Місяць тому +11

    ଆଗରୁ ତୁମେ ମହିଳା ମାନେ କହୁଠି ଥିଲ, ଏବେ ଗାଣ୍ଡି ରେ ନିଆଁ 🔥 ଲାଗୁଛି।

  • @GeetaMarndi-w6k
    @GeetaMarndi-w6k Місяць тому +7

    ବିଜେଡ଼ି ଚାମଛା ତମେ କୁହ ପାଣ୍ଡେଆନ କୁ ପଚାର 5ଟି ହୋଈଥିଲା ପରା କୁଆଡେ ଗଲାହ

  • @RanjanBehera-q4d
    @RanjanBehera-q4d Місяць тому +8

    ତୁମ ବିଜେଡି ନାରୀ ମାନେ କ୍ୟାମେରା ଚୋରାଇ ଆଣି ବିକି ଖାଇଚୋ

  • @Htmn-o2k
    @Htmn-o2k Місяць тому +4

    ମଦୁଆ ମାତାଲ ସ୍ତ୍ରୀ ଲାଗି କେମିତି ବସିଛନ୍ତି ଦେଖ। ମମିତା ମେହେର ବେଳେ କୋଉଠି ଥିଲ?

  • @bajunath3828
    @bajunath3828 Місяць тому +6

    ବିଜେଡି ସରକାର ସମୟରେ କେତେଝିଅକୁ ମାରି ପତି ଦେଇଛ ମାଘିଆ ବିଜେଡିଦଳ ଏବେ କୁକୁରଭଳି ଏବେଭୁକୁଛ ଛିଛିଛିବିଜେଡିଦଳ ଲଜ୍ଜା ଲାଗୁନି

  • @subratmeher3658
    @subratmeher3658 Місяць тому +16

    ତମେ ସରକାରରେ ଥିଲାବେଳେ ତ କିଛି କଳନି ଏବେ କାହିଁକି ଏମିତି ହଉଛ

  • @prasantanayak1613
    @prasantanayak1613 Місяць тому +13

    ଆଲୋ ସ୍ବାମୀ ଛଡା ଝାବେଡି ଯେତେ ପାଣ୍ଡିଆନ ପଖରେ ସୋଇଲେ ଆଉ ସରକାର କରିପାରିବନି

  • @kamalakantapanda8822
    @kamalakantapanda8822 Місяць тому +1

    ଆଲୋ ସୁଲୋଚନା ତମ ସରକାର ସମୟ ରେ ମଣିଷ ଦିନରେ ମାରିଥିଲା.

  • @champamalik2033
    @champamalik2033 Місяць тому +3

    ଏ ହାରାମି ସ୍ତ୍ରୀ ଲୋକ ମାନଙ୍କୁ ଟିକେ ହେଲେ ଲାଜ ଲାଗୁନି ।

  • @balabhadramahanty5466
    @balabhadramahanty5466 Місяць тому +1

    ଡାଲି ଚୋରଣି ଡାଲି ଖାଇ ପାଡି ପାଡି ବାଳ ଉପୁଡ଼ି ଗଲାଣି ଆଉ ସିଏ କହୁଚି ନ୍ୟାୟ କଥା।

  • @Odiavlogs320
    @Odiavlogs320 Місяць тому +1

    ମମିତା ମେହେର ଘଟଣା ବେଳେ ଦୋଇଥିଲ

  • @fakirmohansahoo2079
    @fakirmohansahoo2079 Місяць тому +7

    ତମେ ସବୁ ଯୋଉ କଥା କହୁଛ, ଆଗରୁ ତମ ବେଳେ ଯୋଉ ହଉଥିଲା,😂😂😂😂😂😂😂😂😅😅😅😅😅😅😅😅😅😅

  • @prakashbhuyan6333
    @prakashbhuyan6333 Місяць тому +1

    B j p nice very beautiful

  • @kamalakantapanda8822
    @kamalakantapanda8822 Місяць тому +1

    ଆଲୋ ଶାଗ ବିକାଳୀ ଡାଲି ଚୋରି କଥା ଟିକେ ମାନେ ପକା.

  • @Tunapradhan-i1e
    @Tunapradhan-i1e Місяць тому +1

    ରାଣ୍ଡି ବିଜେଡି ନେତ୍ରୀ ଲାଜନା‌ହିକହୁଛିbjdଖଳଦେଖାଯାଉନାହି

  • @srimatisahoo7534
    @srimatisahoo7534 Місяць тому +1

    ଅପେକ୍ଷା କର। ୨୪ ବର୍ଷରୁ ଟ୍ରେନିଙ୍ଗ ଦେଇଛନ୍ତି

  • @prasantamaharana6593
    @prasantamaharana6593 Місяць тому +1

    ଆଗରୁ କୋଉଠି ଥିଲେ.. ନମିତା ମେହେର case ରେ.... ଲାଜ ଲାଗିବା କଥା...

  • @prakashbhuyan6333
    @prakashbhuyan6333 Місяць тому +1

    B j p jindabad

  • @Jinarani143
    @Jinarani143 Місяць тому +1

    ଏଠି ଲଜ୍ଜ୍ୟା ଲାଗିବା କଥା ବିଗତ ଦିନରେ bjd ସରକାର ସମୟ ରେ କେତେ ଜଣ ମର୍ଡର ହେଇଛନ୍ତି ଆଉ ଆପଣ କେତେ ନୟ ଦେଇଛନ୍ତି

  • @Sachaikijeet2024
    @Sachaikijeet2024 Місяць тому +1

    BJD will remain in opposition only.

  • @raghunathmurmu5631
    @raghunathmurmu5631 Місяць тому +1

    ଛି ଛି ଏହି ମହିଳାମାନଙ୍କୁ ଲାଜ ଲାଗୁନି

  • @subashdas5516
    @subashdas5516 Місяць тому +1

    ଡାଲି ଚୋରଣି ର କି ମୁହଁ ବେ, ତୁମେ କେତେ ମହିଳା କୁ ନ୍ୟାୟ ଦେଇଛ ଟିକିଏ କହୁନ

  • @kamalakantapanda8822
    @kamalakantapanda8822 Місяць тому +1

    ଆଲୋ ସୁଲ ତମ ସରକାର ସମୟ ରେ ପୋଲିସ ଙ୍କୁ ଗୁଣ୍ଡା କରିଦେଇଛ.

  • @MrSrikanta1986
    @MrSrikanta1986 Місяць тому +1

    ତ ଏରିଆ ମନ୍ତ୍ରୀ ହେବାର ଯୋଗ୍ୟତା ନଥିଲା ନବୀନ ବାବୁ ଭୁଲ ରେ ଦେଇଥିଲେ

  • @GaganSamantaray-kl2cp
    @GaganSamantaray-kl2cp Місяць тому +2

    Nabin made the police currptéd.

  • @surendrakumarrath2329
    @surendrakumarrath2329 Місяць тому +1

    ପରିବର୍ତ୍ତନ କରିବାକୁ ଆଗେ ତୁମ ସମୟରେ କରିଥିବା ମଇଳାକୁ ସଫା କରି ଠିକ୍ ରାସ୍ତା କୁ ଆଶିବାକୁ ସମୟର ଅପେକ୍ଷା କରିବାକୁ ପଡିବ।

  • @SabitaaaBhoi
    @SabitaaaBhoi Місяць тому +1

    ଏହା ଆଗରୁ ଆଠ ଜଣ ଝିଅ ମରିଛନ୍ତି କାହିଁକି ସେତେବେଳେ କୁଆଡେ ଯାଇଥୀଲ ତମ ପାଣ୍ଡିଆ କୁ ପଚାର ସିସିଟିଭି କୁଆଡେ ଗଲା ଚୋରଣି ଡଜନ କରୁଛି ତୁସୁଣିପାରିନୁ ପାଭାତି ପରିଡ଼ା କଣ କହିଲା

  • @amarendramishra7839
    @amarendramishra7839 Місяць тому +2

    Chaluni kahuchhi Chhunchi ku. Sabu khla kari khaisarila pare vasan baharuchi. 3month ra sarkaar ku Anguli dekauchi.

  • @prafullachandrasahoo9688
    @prafullachandrasahoo9688 Місяць тому

    ମହିଳାମାନଙ୍କୁ ଯେତେବେଳେ ଅତ୍ୟାଚାର, ଅନ୍ୟାୟ ହୁଏ ବିଜେଡି ନ୍ୟାୟ ଦେବାପାଇଁ ଅନଶନ କରେ. ପରି, ପିହୁ, ବବିତା ଓ ନବଦାସ ପାଇଁ କଣ ଅନ୍ୟାୟ ହୋଇନଥିଲା...

  • @narasinghpattjoshi1802
    @narasinghpattjoshi1802 Місяць тому

    ହାରାମି ବିଜେଡି

  • @chitrasenbehera9826
    @chitrasenbehera9826 Місяць тому

    ଡାଲି ଚରାଣୀ ମାନୁଛି ବିଜେଡି ଭୁଲ କରିଛି

  • @LokanathBehera-ip3ll
    @LokanathBehera-ip3ll Місяць тому

    ଆପଣ। ଠିକ୍। କହିଲି। ସେତେବେଳେ। ପୋଲିସ ହାତରେ ରଖି। ସବୁ କରି ପାରୁଥିଲେ। ଏମାନେ ତାହା କରି ପାରୁ ନାହାଁନ୍ତି ଆଉ ନ୍ୟାୟ କଥା। ଆଗରୁ। ତୁମେ ବହୁତ୍ ନ୍ୟାୟ ଦେଇଛ। ଜନତା ଅନୁଭବ କରିଛନ୍ତି। ତୁମକୁ ଧନ୍ୟବାଦ୍

  • @rajapadhi6225
    @rajapadhi6225 Місяць тому

    Best reportr👌👌👌

  • @Manoranjan-t9c
    @Manoranjan-t9c Місяць тому +6

    ନବୀନ sir x cm but well and good xcm କିନ୍ତୁ କୁଜି ନେତା xcm କୁ ହରାଇଦେଲେ

  • @bibekanandarout7443
    @bibekanandarout7443 Місяць тому

    ପରି, ମମିତାଙ୍କ ସମୟରେ ଆପଣଙ୍କ ସ୍ୱର କେଉଁଠି ଥିଲା, ଲୋକମାନେ ଆଉ ଓଲା ନାହାନ୍ତି ଲୋକମାନଙ୍କୁ ଶାନ୍ତିରେ ରହିବାକୁ କିଛି ଦିନ ଆପଣମାନେ ଚୁପ ରହିଲେ ଓଡ଼ିଶାର କିଛି ଉନ୍ନତି ହୁଅନ୍ତା,,,

  • @LaxmidharSamal-gt1pg
    @LaxmidharSamal-gt1pg Місяць тому +1

    BJD do not say anything Voter know it.

  • @santoshsahoo1005
    @santoshsahoo1005 Місяць тому

    ତାଙ୍କୁ ତ ଜଣା ନାହିଁ ରାଜନୀତି କିଂନ୍ତୁ ତୁମ ମୁହଁରେ ଏ ସବୁ ଶୋଭା ପାଉନି. ଲାଜ ନାହିଁ ତୋତେ ଲୋ ନାନୀ

  • @dolagobindasahu4917
    @dolagobindasahu4917 Місяць тому

    ସୁଲୋଚନା ଦାସ ଯେତେବେଳେ Congress ଦଳରେ ଥିଲେ ସେତେବେଳେ BJD ବିରୋଧ କହୁଥିଲେ ଏବେ BJD ରେ ଥାଇ BJP ବିରୋଧରେ କହୁଛନ୍ତି। ଏମାନଙ୍କ ର ନିଜସ୍ଵ ନାହିଁ।

  • @BalaramPradhan-wr4eu
    @BalaramPradhan-wr4eu Місяць тому

    ବିଜେଡି ମହିଳା ମାନେ ପାଗଳ ହେଲେଣି

  • @ArupamaBiswal-f7k
    @ArupamaBiswal-f7k Місяць тому +2

    B.J.D s nonsense activity over Officer's aren't changed .It will take time.

  • @pradeeppradhan1943
    @pradeeppradhan1943 Місяць тому

    ଜନତା ସ୍ୱାର୍ଥ ନୁହେଁ ଦଳର ସ୍ୱାର୍ଥକୁ ପ୍ରାଥମିକତା l 30 ବର୍ଷରେ ଏମିତି system କରିଛନ୍ତି ତାକୁ repair କରିବା ବି କାଠିକର ହେଇଯାଉଛି

  • @pashupati55
    @pashupati55 Місяць тому +1

    *BJD Protest kale hasa laguchi. Nije ta kichi Karina Anya ku kana kahucha* 😂😂😂

  • @santosh-jl8xq
    @santosh-jl8xq Місяць тому

    ଆଗରୁ ପରି, ଇତିଶ୍ରୀ, ବିବିନା ବହୁ ମହିଳା ଅତ୍ୟାଚାରୀ ତ ହୋଇଛନ୍ତି ସେମାନଂକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ତୁମ ପରି ମହିଳା ଙ୍କ ପାଇଁ ତାଙ୍କ ଜୀବନ ଯାଇଛି ତୁମ ମୁହଁ କୁ ଲଜ୍ୟା ଲାଗୁନାହିଁ

  • @rinkudash1456
    @rinkudash1456 Місяць тому

    ତମ ସରକାର ଥିଲା ବେଳେ ପୋଲିସ ଵାଲା ବେଶୀ ମୁହଁ ବଢିୟା ହେଇସନ୍ତି

  • @kailashranjan5349
    @kailashranjan5349 Місяць тому +1

    Bjd ra Abe mahila chinta padichi.....laja lagiba katha

  • @debendranarayandash9040
    @debendranarayandash9040 Місяць тому

    ଭଦ୍ର ଡକାୟତ ନବୀନ ପଟ୍ଟନାୟକ ବାହିନୀ

  • @ramachandrapujari2002
    @ramachandrapujari2002 Місяць тому

    ବିଜେଡି ସରକାର ୨୫ ବର୍ଷ କ,ଣ କରିଥିଲେ ୧୦୦ ଦିନରେ ଆରମ୍ଭ କରିଛି ‌, ବିଜେଡି ସରକାର ଥିଲା ବେଳେ କ'ଣ ନାରୀମାନଙ୍କୁ ନିଆୟ ମିଳୁଥିଲା, ନିଜ ଘରେ ଅଳିଆଗଦା ଅଛି ପରଘର ଦାଣ୍ଡରେ ସପା କରିବାକୁ ଯାଉଛନ୍ତି ହେ ବେ ଲଜ୍ଜ୍ୟା ବିଜେଡି ନାରୀମାନେ,

  • @kailashranjan5349
    @kailashranjan5349 Місяць тому +1

    Sabu Hari thiba neta

  • @PrasanaBiswal-j5z
    @PrasanaBiswal-j5z Місяць тому

    ଏଗୁଡ଼ିକ ଆଲାଯୁକି ବେଲାଜ୍ୟା ଣୀ
    ଏମାନଙ୍କ କଥାରେ କିଛି ମୂଲ୍ୟ ନାହିଁ